Тёмный
No video :(

ମୁ ଆଫଗାନିସ୍ତାନ ରେ ତାଲିବାନ୍ ସହିତ|| travel to world dangerous country 

ମୁଁ TRAVELLER
Подписаться 1 млн
Просмотров 691 тыс.
50% 1

ମୁ ଆଫଗାନିସ୍ତାନ ରେ ତାଲିବାନ୍ ସହିତ|| travel to world dangerous country

Опубликовано:

 

5 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,7 тыс.   
@Madhaba_Dora
@Madhaba_Dora 9 месяцев назад
ଭଗବାନ ଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ଲବ ଭାଇ ସର୍ବଦା ଖୁସିରେ ରହୁ ! 1M ଶୀଘ୍ର ହୋଇଯାଉ !!!!😍🥰Love From Kalahandi ❤️
@ramaprasadnayak3769
@ramaprasadnayak3769 9 месяцев назад
ମୁଁ ଲାଇକ୍ କରିବିନି😂
@JoyfulNightSkyline-vt3ko
@JoyfulNightSkyline-vt3ko 9 месяцев назад
I love jayapatna❤❤❤❤
@AllVideo...285
@AllVideo...285 9 месяцев назад
I love Jagatsinghpur 😊❤😊
@narayanswain9757
@narayanswain9757 9 месяцев назад
Comment man madhab😎
@manojsahooofficial5177
@manojsahooofficial5177 9 месяцев назад
Bhai ate subscribe kipari hele
@dushmantmallick
@dushmantmallick 9 месяцев назад
ଲବ ଭାଇଙ୍କ ର କଲିଜା କୁ ସଲାମ୍ ।ଭାଇ ମାଡି ଚାଲ ତୋମେ ଭାରତର ପ୍ରକୃତ ହିରୋ। ଜଗନ୍ନାଥ ତୁମ ସହିତ ଅଛନ୍ତି ।।
@Sipun-panda1998
@Sipun-panda1998 9 месяцев назад
ତାଙ୍କର କଲିଜା ନାହି ଖାଲି କରାଟ
@pradyumnanayak7278
@pradyumnanayak7278 9 месяцев назад
ଭାଇ ମାନିଗଲି ତୁମ ସାହସ କୁ ଭଗବାନ ଙ୍କୁ ଡାକୁଛି ସବୁ ବେଳେ ଖୁସିରେ ରୁହ 😊
@nayanmurmu9064
@nayanmurmu9064 9 месяцев назад
❤❤❤
@lootlle673
@lootlle673 9 месяцев назад
True
@vlogs_42049
@vlogs_42049 9 месяцев назад
Kn Banda sahash kichi sahash nai ....Abe lwda tu v gale buliki asibu hela kichi bada Katha nai ....dekh se nije bi kahuchi ..alga loka v jai chanti
@ashishkisku1513
@ashishkisku1513 9 месяцев назад
​@@vlogs_42049barnol moment 😅
@bhimakumarsoren5119
@bhimakumarsoren5119 9 месяцев назад
​@@vlogs_42049hn re bhai normal buliki aasibo kichhi nai...bt vlogs kariba other countries re tanka people saha misiba tanka bisayare pachariba puni ekutia sethi pain sahas thhiba darkar...
@Mdhal-yt1
@Mdhal-yt1 9 месяцев назад
ଜଗନ୍ନାଥ ତମକୁ ଘଣ୍ଟ ଘୁଡ଼େଇକି ରଖନ୍ତୁ laba bhai 🥰❤️ ଭଲ ରେ ଫେରି ଆସିବ ଭାଇ jay jagannath 🙏
@swaticreation6559
@swaticreation6559 9 месяцев назад
ବାସ ଭାଇ ... ମୟୁରଭଞ୍ଜ ରେ ଜନ୍ମ ନେବ ତ ଲବ ଭଳି ଛାତିରେ ରକ୍ତ ରକି........👌🇮🇳ଭାଇ ହିରୋ ହେଲ ହିରୋ 🇮🇳🇮🇳
@despacitomilan8188
@despacitomilan8188 9 месяцев назад
Tu magya semiti na kemiti ka 😂😂😂😂😂😂😅😅😅😅😅
@swaticreation6559
@swaticreation6559 9 месяцев назад
@@despacitomilan8188 ତୁ ଗଟାଏ ହାରମଜାଦୀ.... Actualy ମା words କୁ ବି ସନମାନ ଦେଇ ଜାଣିନୁ ବେ.... ତ ମା କୁ xyz କରି କେତେ ଶାନ୍ତି ଲାଗୁତିବ ତତେ ବେଈମାନ କଉଟି କାର
@Od_BIBHUTI_
@Od_BIBHUTI_ 4 месяца назад
ଲବ ଭାଇ garena free fire 🔥 ra men office ku traveling କରୀ ବାକୁ ଯାଆ ପ୍ଲିଜ ଆମ free fire ପିଲା ବହୁତ ଖୁସି ହେବେ ❤
@Dripgaming-74
@Dripgaming-74 2 месяца назад
,ହଁ ଭାଇ ଆମେ ବହୁତ ଖୁସି ହେବୁ please please please please please
@sinanirekhasuperfast
@sinanirekhasuperfast 9 месяцев назад
ଆଫଗାନିସ୍ତାନ ସହିତ ଭାରତ ର ବହୁତ ଭଲ ସମ୍ପର୍କ, ସେଠି ତମକୁ ବହୁତ ଭଲପାଇବା ମିଳିବ
@prakashpanda-811
@prakashpanda-811 9 месяцев назад
Correct
@sankarsansahoo47
@sankarsansahoo47 5 месяцев назад
Right
@user-hi3ds7hl1r
@user-hi3ds7hl1r 9 месяцев назад
ଇୟାକୁ କହନ୍ତି ଆମ🇮🇳 ଭାରତର ରିଏଲ ହିରୋ ଆପଣକୁ ହୁଦୟ ରୁ ସାଲୁଟ ଭାଇ ଜୟ ଜଗନ୍ନାଥ 🙏🙏🙏
@dmitun01editing66
@dmitun01editing66 9 месяцев назад
ଲବ ଭାଇ ତମେ India କୁ ଭଲରେ ଭଲରେ ଫେରିକି ଆସ ମହା ପ୍ରଭୁ ଜଗନ୍ନାଥଙ୍କୁ ଏତିକି ଡାକୁଛି 🙏🙏🙏 ଜୟ ଜଗନ୍ନାଥ ⭕‼️⭕
@raskaentertainment305
@raskaentertainment305 9 месяцев назад
ତୁମର ଯାତ୍ରା ମଙ୍ଗଳମୟ ହେଉ । ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ । ଓଡ଼ିଶାର ଆଶୀର୍ବାଦ ତୁମ ଉପରେ ଅଛି ।
@MR.KKBVLOGS
@MR.KKBVLOGS 9 месяцев назад
ଭାଇ ମୁଁ fast ଦେଖିଚି love you ଯିଏବି ଲବ ଭାଇକୁ ଭଲ ପାଉଛନ୍ତି ମତେ like କରନ୍ତୁ ❤️❤️❤️❤️❤️❤️❤️❤️❤️🌹🌹🌹🌹🌹🌹🌹
@ramaprasadnayak3769
@ramaprasadnayak3769 9 месяцев назад
ମୁଁ ତାଙ୍କୁ like କରେ,ତମକୁ ନୁହଁ😂
@MR.KKBVLOGS
@MR.KKBVLOGS 9 месяцев назад
@@ramaprasadnayak3769 ମୁଁ ତୁମକୁ like କରୁଚି ମୋର ସେତିକି ମଣିଷ ପୁଣିଆ ଅଛି ରେ ଭାଇ
@samaimarndi4769
@samaimarndi4769 9 месяцев назад
ଲବ ଦିନେ ଭାରତର ପ୍ରଧାନ ମନ୍ତ୍ରୀ ହେବ । ପ୍ରଥମେ ହେବ ବୈଦେଶିକ ମନ୍ତ୍ରୀ ତାପରେ ହେବ ପ୍ରଧାନ ମନ୍ତ୍ରୀ ।
@dasarathimohapatra618
@dasarathimohapatra618 9 месяцев назад
ଜଗନ୍ନାଥ ଙ୍କ ଆଶୀର୍ବାଦ ତୁମ ପାଖରେ ଅଛି, ଯାତ୍ରା ମଂଗଳ ମୟ ହେବ,ଜୟ ଜଗନ୍ନାଥ,
@user-ey7gw9kg4w
@user-ey7gw9kg4w 9 месяцев назад
Thanks to laba bhai's parents. Who has gifted us this type of heroes person. Who has a lot of braveness and strivenes for sharing something better than anyone. His personality is very simple , honest, brave... All are like him and I also. God bless you that you stay there safely and explore about the Afganistan very better to better. Because yours contents also help to students for their journey. love from Mayurbhanj.Happy journey. Best of luck 👍👍👍
@adivasikherwaljumid
@adivasikherwaljumid 9 месяцев назад
GREAT DEAR
@ganeshstar5259
@ganeshstar5259 9 месяцев назад
ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ
@WilliamBhuyan143
@WilliamBhuyan143 7 месяцев назад
ଭାଇ Salut ଆପଣଙ୍କ ହୃଦୟ କେତେ ସାହସ ରେ ଯାଇଛ କେତେ ମହାନ କେତେ ଧର୍ଯ୍ୟ oh my God ଭାଇଙ୍କୁ ଆଶୀର୍ବାଦ କର ତାଙ୍କୁ ସାହାଯ୍ୟ କର
@vickysilusahu8747
@vickysilusahu8747 9 месяцев назад
ଭାଇ ମାନିବାକୁ ପଡ଼ିବ ତୁମ ସାହାସି କତାକୁ ଭଗବାନ ଙ୍କୁ ଡାକୁଛି ତୁମେ ଭଲ ରେ ରୁହ, Bhai always happy and safe life ❤❤❤❤❤ happy journey best of luck 🙏👍👍👍👍
@dhanirambeg7820
@dhanirambeg7820 9 месяцев назад
ଯୁହାର ଲବ ଭାଇ 🎉 God bless you with happy journey to afganistan ଆଉ ଭାଇ ଟିକେ ଫୁକି ଫୁକି କରି ବାଟ ଚାଲିବ ନ ହେଲେ ଆମ ମାନଙ୍କୁ ଦୁଃଖ ଲାଗବା ବାୟ୍ ଆଉ ଥରେ happy journey ଭାଇ
@lordjagannath7017
@lordjagannath7017 8 месяцев назад
ଭାଇ ତମ କଲିଜା କୁ ମାନିବାକୁ ପଡ଼ିବ 🙏 ଜଗନ୍ନାଥ କରନ୍ତୁ ତୁମ ଚଲାପଥରେ କେବେ ବାଧାବିଘ୍ନ ନ ଆସୁ,ଏମିତି ଧିରେ ଧିରେ ଉପରକୁ ଉଠି ଚାଲ bro,we always supporting u❤❤❤❤❤❤
@dwarikanath1958
@dwarikanath1958 9 месяцев назад
ଦିନେ AFGHANISTAN ଭାରତର ଥିଲା|ସେଠାର କାନ୍ଦାହାର ନାଁ ଆମର(ଭାରତର) ଥିଲ|ବେଳେ ଗାନ୍ଧାର ଥିଲା, ସେଇଠି ଦିନେ ଶକୁନି ରାଜତ୍ୱ କରିଥିଲେ|ତେଣୁ AFGHANISTAN ସହ ଭାରତ ମାଟିର ପୁରାଣ ସମ୍ପର୍କ |
@kumarbinaygaria4061
@kumarbinaygaria4061 9 месяцев назад
Correct 💯
@SomuLijalifeStyle
@SomuLijalifeStyle 9 месяцев назад
Super sir. Knowledge ku anile
@Naranmarndi46
@Naranmarndi46 9 месяцев назад
ଶକୁନି ନା ଆଳୁ।
@dwarikanath1958
@dwarikanath1958 9 месяцев назад
@@Naranmarndi46 Are you read Mahavarat? Otherwise you cannot know. Gandhari was the sister of Sakuni. Both are from Ganghar Desh (now KAndhar in Afghanistan)
@dwarikanath1958
@dwarikanath1958 9 месяцев назад
During emperor AShok Afghanistan was the territory of India including Pakistan.
@CreationOdia1234
@CreationOdia1234 8 месяцев назад
ଭଗବାନ୍ ଙ୍କ ଆଶୀର୍ବାଦ ତୁମ ଉପରେ ଥାଉ ଭାଇ
@sanjaykumarnaik9991
@sanjaykumarnaik9991 9 месяцев назад
ଭାଇ ମାନିବାକୁ ପଡ଼ିବ ତୁମ ସାହାସି କତାକୁ ଭଗବାନ ଙ୍କୁ ଡାକୁଛି ତୁମେ ଭଲ ରେ ରୁହ ,ଜୟ ମା ତାରିଣୀ ଭରଷା ,
@ks8260Kushal-pq2mr
@ks8260Kushal-pq2mr 9 месяцев назад
🙏🇳🇪ଭାଇ ଜୟ ଜଗନ୍ନାଥ ଅଫଘାନିସ୍ତାନ and India
@86575
@86575 9 месяцев назад
ଭାଇ ଇତିହାସ ସବୁବେଳେ ଇତିହାସ l ତେଣୁ ସେ country ଉପରେ କିଛି ଭରସା ନାହିଁ l ସେଥିପାଇଁ very care fully l You safely return...God bless you.
@sureshsamarath1898
@sureshsamarath1898 9 месяцев назад
ତୁମର ସାହାସ କୁ ମାନିବାକୁ ପଡିବ ବାଇ ଭଗବାନ ରକ୍ଷା କରନ୍ତୁ ଆପଣଙ୍କୁ
@hrudanandasankhua5824
@hrudanandasankhua5824 9 месяцев назад
ଲବ ଭାଇ ଭିଡ଼ିଓ ଦେଖି ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️❤❤️❤️❤️️️️️️ଜୟ ଜଗନ୍ନାଥ 🙏 Good bless you 👍
@mansinghhansdah4533
@mansinghhansdah4533 9 месяцев назад
Marangburu Jahwr Aayo then nehor🙏 Laba Daa... Aamah Taram Dahar re Baha🌼🌸🌺 ge aatedoh ma r nay te napay te bale travel aaguy me🙏Love you❤
@KDSKORAPUTIA5466
@KDSKORAPUTIA5466 9 месяцев назад
ଲଭ ଭାଇ ଟୁ କାହାକୁ କାହାକୁ ସିକିବା କୁ ମିଳିଛି 📌ଆମେ ଓଡ଼ିଆ ବାରି ବଡ଼ିଆ 🎉🎉❤❤love you ଲଭ ଭାଇ
@chandramanimahanta8332
@chandramanimahanta8332 9 месяцев назад
ଆଫଗାନିସ୍ତାନ ରେ କୟାରଫୁଲ ରହିବ ଆଉସବୁ ଠିକ ଅଛି ଜଗନ୍ନାଥ ସାଙ୍ଗରେ ଅଛନ୍ତି
@ajayakumarmohanty9582
@ajayakumarmohanty9582 9 месяцев назад
ଆଫଗାନିସ୍ତାନ ସମ୍ପର୍କରେ ଜାଣିଲୁ। ଆପଣଙ୍କର ଭ୍ରମଣ ଶୁଭ ହେଉ। ଧନ୍ୟବାଦ।
@ANSHUMANPRADHAN-i6i
@ANSHUMANPRADHAN-i6i 9 дней назад
ଜୟ ଯୀଶୁ ମସି ଯାଇକି ଆସ ନିଚୟ ପ୍ରଭୁ ସାହାଜ କରିବେ, God blees you ଲବ ଭାଇ,
@JitendraKumar-dh9sf
@JitendraKumar-dh9sf 9 месяцев назад
ମା ତାରିଣୀ ଙ୍କ ପାଖରେ ଏତିକି ପ୍ରଥାନ ଲବ ଭାଇ ଙ୍କୁ ଘଣ୍ଟ ଘୁଡେଇ ରଖିବ 🙏🙏🙏 good morning laba Bhai 🌄
@rudrakumar8024
@rudrakumar8024 8 месяцев назад
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ 🙏🏻🙏🏻🙏🏻
@sarojkumarmahanta5795
@sarojkumarmahanta5795 9 месяцев назад
ମା ତାରିଣୀ ନିକଟରେ ପାର୍ଥନା କରୁଛି ତୁମେ ଭଲ ରେ ଭଲରେ ଯାଇକି ଆସ 🙏 ଜୟ ମା ତାରିଣୀ, କେନ୍ଦୁଝର
@Odiareviewduniya
@Odiareviewduniya 9 месяцев назад
I pray to God Laba Bhai always happy and safe life❤❤
@raghunathasethi9866
@raghunathasethi9866 5 месяцев назад
ଭାଇରେ i❤u 🙏🚩ତୁମକୁ ଜଗନ୍ନାଥ ଶାହ,, ଭଲରେ ଆସ👌👌 ତୁମ ଯାତ୍ରା ସଫଳ ହେଉ 👍👍👍👍👍👍
@tribalalldrama367
@tribalalldrama367 9 месяцев назад
ଶ୍ରୀ ଜଗନ୍ନାଥ ଆପଣଙ୍କୁ ବଳରେ ରକନ୍ତୁ 🙏jay jagannath 🙏
@NGODIANATAK
@NGODIANATAK 9 месяцев назад
ଜୟ ଜଗନ୍ନାଥ 🙏 ଯାତ୍ରା ସଫଳ ହଉ ଭାଇ ❤️❤️❤️
@ratanlalpurty3569
@ratanlalpurty3569 9 месяцев назад
ଭାଇ ତୁମ ଉପରେ ପ୍ରଭୁ ଙ୍କ ଆଶୀର୍ବାଦ ସବୁବେଳେ ଅଛି, ମାଡିଚାଲ 😄😄😄😄😄
@tikamuduli5578
@tikamuduli5578 9 месяцев назад
ଲୋବ ଭାଇ ଆମ india ର supar hero I❤u ଲୋବ ଭାଇ। ପ୍ରବୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାତନା କି ତୁମ ଚଲାପଥ ସୁକମୋୟ ହେଉ🙏
@user-hj9qj2el2u
@user-hj9qj2el2u 3 месяца назад
ଭାଇ ସତରେ ତମ ପାଇଁ ନୂଆ ନୂଆ ଜାଗା ଦେଖି ବାକୁ ମିଳୁଛି ନୂଆ ନୂଆ ଲୋକ ଦେଖି ବାକୁ ମିଳୁଛି ଧନ୍ୟବାଦ ଭାଇ ❤️❤️
@sinanirekhasuperfast
@sinanirekhasuperfast 9 месяцев назад
ଭାଇ ଆଫଗାନ୍ ବୁଲି ସାରିଲା ପରେ ପାକିସ୍ତାନ ନିଶ୍ଚୟ ଯାଅ...ବଢିଆ ସପୋଟ ମିଳିବ
@sujit_sahoo
@sujit_sahoo 9 месяцев назад
😂😂
@DeviprasadPradhan-bm3fw
@DeviprasadPradhan-bm3fw 8 месяцев назад
😅
@ABSExpressodia
@ABSExpressodia 9 месяцев назад
ଭାଇ ଭଲ ରେ ଜାଅ ଭଲ ରେ ଫେରି ଆସ ମୁଁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ଜୟ ଜଗନ୍ନାଥ 🙏🙏🙏
@gitanjalinaik9983
@gitanjalinaik9983 9 месяцев назад
ଜୟ ଜଗନ୍ନାଥ🙏🙏 ଲବ ଭାଇ କୁ ଭଲରେ ରଖି ଥାଅ ଜୟ ମା ତାରିଣୀ 🙏🙏
@KalyaniSahu-xc4vb
@KalyaniSahu-xc4vb 4 месяца назад
Lobo hansda you are the first hero from Mayurbhanj who travelled worldbasis but l want to you please keep fully safe yourself.swachha Bharat,Teranti,MBJ.
@labyakand343
@labyakand343 9 месяцев назад
ଭାଇ rasid khan ପାଖକୁ ଯାଅ afganistan କ୍ରିକେଟ ଟିମ୍ ପାଖକୁ ଯାଅ 😊
@sindhubehera6835
@sindhubehera6835 2 месяца назад
Wow wow 😯 ଲବ ଭାଇ ଆପଣ ଙ୍କ ସାହାସୀକ ଥା ହ୍ରୁଦୟ କୁ ଦିଲ ସେ ସାଲୁଟ ❤ ୟୁ 🙏😮😮😮
@sundarmohanmarndi7979
@sundarmohanmarndi7979 9 месяцев назад
ବହୁତ ଦୁଃଖ ଆଫଗାନିସ୍ତାନ ଦେଶ 🎉🎉🎉
@user-sr4dy6uv3f
@user-sr4dy6uv3f 9 месяцев назад
ତୁମ ଚିନ୍ତାଧାରା ଅନୁସାରେ,ବହୁତ ଖୁସି ଓଡିଶା ରାଜ୍ୟ.🎉🎉🎉🎉 SC ST ଆଶ୍ରମ ବିଦ୍ୟାଳୟ ରେ ୧୬୦ ରୁ ଉର୍ଦ୍ଧ୍ବ ଝିଅ ଗର୍ଭବତୀ ଏବଂ ସନ୍ତାନ ପ୍ରସବ, ମମିତା ମେହେର, ଅଞ୍ଜନା ମିଶ୍ର, ସୋମଲିକା, ଅର୍ଚ୍ଚନା ନାଗ, ଭଳି ହିନ୍ଦୁ ନାରୀ ମାନଙ୍କ ଇଜ୍ଜତ ଲୁଟ୍. 🎉🎉🎉🎉🎉
@abhaykumarsahoo1054
@abhaykumarsahoo1054 9 месяцев назад
​@@user-sr4dy6uv3fbb
@kamalakantajena8238
@kamalakantajena8238 2 месяца назад
ଭାଇ ସତର୍କ ଓ ସୁରକ୍ଷିତ ରହିବା ସହିତ ନିଜର ଜତ୍ନ ବି ନେଉଥିବ।🎉🎉🎉❤❤❤
@neet-sunilallde7877
@neet-sunilallde7877 9 месяцев назад
ଶୁଭ ସକାଳ, ଲବ ଭାଇ, ମୁ ନିଁଯେ କୋରାପୁଟ ❤
@SAWNASHRI
@SAWNASHRI 9 месяцев назад
Thanks lobo dada napay re tehenme. God bless you dada
@NarendraTipiria
@NarendraTipiria 9 месяцев назад
I Love you so much ❤️ Jay Jagannath Swami 🙏
@avoicefortruth4418
@avoicefortruth4418 9 месяцев назад
ଲବ ଭାଇ କୁ ଭଲ ପାଇବା ପିଲା ମାନେ ମୋ କମେଟ କୁ like କର
@Alokkumarshortvideo9583
@Alokkumarshortvideo9583 9 месяцев назад
ଜୟ ଜଗନ୍ନାଥ ଜୟ ସାଇରାମ
@niashasahoo2562
@niashasahoo2562 4 месяца назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ 🙏
@kariahembram3216
@kariahembram3216 9 месяцев назад
Happy journey Apganistan Good luck 🎉🎉🎉
@adivasikherwaljumid
@adivasikherwaljumid 9 месяцев назад
LABA HANSDA HAS A BRAVE AND BEST HUMAN BEHAVIOR. SO HE ADJUST IN ALL OVER IN THE WORLD.❤❤❤
@djodisha90
@djodisha90 9 месяцев назад
ଆପଣଙ୍କ ଯାତ୍ରା ସଫଳ ହଉ❤🙏🙏
@narendradccomedy1933
@narendradccomedy1933 9 месяцев назад
❤❤❤ ଜୟ ଜଗନ୍ନାଥ ଭଗବାନ ମଙ୍ଗଳ କରନ୍ତୁ
@sethideepak313
@sethideepak313 9 месяцев назад
Ajithu khela arambha hela laba bhainkara....award should be given given for brave person to laba bhai... best' wishes brother 👍.. love you laba bhai❤.. good morning 🌞
@bahabiti5338
@bahabiti5338 9 месяцев назад
Bhaiya aapka himat k liye bht hii proud feel hoo rha hai as santali tribe🙏🙏🙏🙏
@sanmativlogs-eo9tk
@sanmativlogs-eo9tk 9 месяцев назад
ଭଗବାନ ସାହା ହୁଅନ୍ତି ଭଲରେ ଯାଇକି ଆସନ୍ତୁ ଭାଇ ଜିଲ୍ଲା କୋରାପୁଟ
@bibekanandakar3066
@bibekanandakar3066 5 месяцев назад
Jay jagannath ।
@uttammurmu2730
@uttammurmu2730 9 месяцев назад
Laba bhai nka pain gote like hou❤❤❤❤ from mayurbhanj
@user-fk8ni9of8d
@user-fk8ni9of8d 8 месяцев назад
Havy DAYNJERS man, to man, I like it.
@bajuramsamad9009
@bajuramsamad9009 9 месяцев назад
ବହୁତ ସୁନ୍ଦର 🙏🙏
@sukantdadh7502
@sukantdadh7502 8 месяцев назад
ହେ ହରି ହେ ଜଗନାଥ
@nahendongri5533
@nahendongri5533 9 месяцев назад
Bhaiya ji Afghanistan bahut Achcha country hai Bharat se bahut pyar karte hain Bharat ko logon ko bahut pyar Milta Hai vahan per don't worry brother
@user-mf3sy6pg4u
@user-mf3sy6pg4u 3 месяца назад
Adi adi sahraw, bayha
@shriramhansdah3659
@shriramhansdah3659 9 месяцев назад
Welcome Lobo... The thrilling adventure started again.
@geetanjalimishra7075
@geetanjalimishra7075 4 месяца назад
Vdo ati sundar ..sikhyania...
@RamaBadara_7210
@RamaBadara_7210 9 месяцев назад
Kendhujaria bhai and bhauni like kara😊
@tofanbhatt5684
@tofanbhatt5684 9 месяцев назад
ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ଉପରେ ଅଛି ଯାତ୍ରା ସଫଳ ହେବ ଜୟ ଜଗନ୍ନାଥ 🙏🙏
@Subas613
@Subas613 9 месяцев назад
Bohut bhal ❤❤❤❤❤❤❤❤
@user-bt8ts6tj8l
@user-bt8ts6tj8l 2 месяца назад
I love you laba bai Jaya jagarnath
@santoshipolai123
@santoshipolai123 8 месяцев назад
ଭାଇ ରାଞ୍ଚି travel 🧳 plz coming
@sukantakumarnayaksukantaku6431
@sukantakumarnayaksukantaku6431 8 месяцев назад
You are great bhai love you bhai ❤❤❤ jay jagannath tamaku ghanta ghodei rakhantu ❤❤❤❤you are really hero
@titusabar4808
@titusabar4808 9 месяцев назад
Praise The LORD 🙏
@johankumardas3052
@johankumardas3052 9 месяцев назад
Amen❤
@rihanssuna7401
@rihanssuna7401 9 месяцев назад
Amen❤
@sidharthbagh
@sidharthbagh 9 месяцев назад
@SureshchandraMandal-mh5hb
@SureshchandraMandal-mh5hb 9 месяцев назад
hallelujah
@DurgaSoren-hj6yu
@DurgaSoren-hj6yu 8 месяцев назад
Good bless you bro ❤❤
@tikamuduli5578
@tikamuduli5578 9 месяцев назад
ଲୋବ ଭାଇ ଆମ india ର supar hero I❤u ଲୋବ ଭାଇ। ପ୍ରବୁ ଶ୍ରୀ ଜଗନ୍ନାଥଙ୍କ ପାକକୁ ପ୍ରାତାନା କି ତୁମ ଚୋଲାପତ ସୁକମୟ ହେଉ 🙏
@pinkymishra333
@pinkymishra333 9 месяцев назад
Bhai re tama pai bhagwan nku pray karuchhi tame bhala re jaiki bhala re asa,God bless you, nice sharing
@avilashmohanty9071
@avilashmohanty9071 9 месяцев назад
Beautiful video bhai.... Bhai great great great..... Kichi nahi bhai amaku tama video bahut bhala laguchi....❤❤❤ Great breve youtuber.... 🙏🙏Jay Jagannath🙏🙏
@user-iw6jc4yb7q
@user-iw6jc4yb7q 9 месяцев назад
ଭଗବାନ ତୁମର ଚଲାବାଟ ରେ ମଙ୍ଗଳ କରନ୍ତୁ ❤❤❤❤
@banibijuli6115
@banibijuli6115 9 месяцев назад
Jay Jagannath 🙏 Laba Bhai bhagwan tumoku sabu bele khusi re rakhantu sata kahibi Labo Bhai tume Afghanistan chaich dekhi mote dara laguchi jamaru volo laguni tume sighra palei aaso India. Jay Jagannath mahaprabhu mo Bhai sabu bele bholore rakha 🥰♥️🥰
@Balarammandangi-pb7st
@Balarammandangi-pb7st 9 месяцев назад
ସବୁବେଳେ ଭଗବାନ ମଙ୍ଗଳ ରଖନ୍ତୁ ଲଭ ଭାଇଙ୍କୁ।
@narasinghasing
@narasinghasing 9 месяцев назад
ଜୁହାର ge ଭାଇ 🙏🙏🙏 Tumo ସହ ମୁଁ ଆଉ travel କରିବାକୁ ଚାହୁଁଛି
@SomuLijalifeStyle
@SomuLijalifeStyle 9 месяцев назад
Odisha ର No 1 ନୁହଁ ତମେ ପୁରା India ର No 1 RU-vidr ଭାଈ. ତମ ସାହସ କୁ ମାନିବାକୁ ପଡ଼ିବ. ତମ video ଦେଖିଲେ ଲାଭ ଅଛି ଅଲଗା Country ର ଭିଡିଓ real ରେ ଆମକୁ Provide କରୁଚ
@Barsha319
@Barsha319 9 месяцев назад
Actually bht kichhi knowledge milila 😊❤
@SANTOSHSAHU-di4bf
@SANTOSHSAHU-di4bf 9 месяцев назад
ଭାଇ ମାଡ଼ି ଚାଲ ଭଗବାନ ଆପଣଙ୍କ ଚଲା ପଥ କୁସୁମିତ କରନ୍ତୁ ଜୟ ଜଗନ୍ନାଥ
@airstar8142
@airstar8142 9 месяцев назад
ଲବ ଭାଇ ମୋର ଭଗବାନ ଙ୍କ ପାଖରେ ଏତିକି ପ୍ରାଥନ୍ନା 🙏କି ତମେ ସବୁବେଳେ ଭଲରେ ରୁହ ଆମଭଳି ଗରିବ ମାନଙ୍କର ସାହା ହୁଅ ତା ସହିତ ଓଡିଶା ର ଏକ ନମ୍ବର କୋଟିପତି ହୁଅ 🙏👌👌👌👌👌👌👌👌👌👌👌👌👌👌👌👌👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍
@Bibhishantuikatuikabibhi-ei7fn
@Bibhishantuikatuikabibhi-ei7fn 9 месяцев назад
ଜୟ ଜଗନ୍ନାଥ ତମକୁ ସାହା ହେବେ ଜୟ ହିନ୍ଦ୍
@balgopalpadhan689
@balgopalpadhan689 9 месяцев назад
Bahut sahasi laba bhai dhanyabad
@Sinusahoowd2dm
@Sinusahoowd2dm 9 месяцев назад
Respect Laba Hansda 🙏🙏👏👏 Jay jagarnath 🙏
@user-ps3eg3dv7d
@user-ps3eg3dv7d 9 месяцев назад
Jaya jagannath vary nice
@hembramofficial6493
@hembramofficial6493 9 месяцев назад
Jai jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏
@swatiswati495
@swatiswati495 9 месяцев назад
Bhagwan sabu bele tumar raksha karantu .. Bhalare ruha bhai tume ❤️
@adivasikherwaljumid
@adivasikherwaljumid 9 месяцев назад
BEST OF LUCK IN APGANISTAN
@user-wg6kd2qh3j
@user-wg6kd2qh3j 6 месяцев назад
Labha bhai apananka video bahut bhalo laguchi ❤ I like you labha bhai❤❤❤
@ajaypradhan9573
@ajaypradhan9573 9 месяцев назад
Jay Jagannath 🙏🙏🙏❤❤❤
@sanjuktamohanta978
@sanjuktamohanta978 8 месяцев назад
Very nice bhai❤God bless you🙏
@MINDVLOGS430
@MINDVLOGS430 9 месяцев назад
Bhai ku Kiya Kiya bhalo pahuch like kore ❤❤❤❤❤❤❤ i love you Bhai
@socialIntegration
@socialIntegration 9 месяцев назад
ଭାଇ ତମ ଭିଡ଼ିଓ ପାଇଁ ଓଡିଆ ଭାଷାର ମଧ୍ଯ ପ୍ରଚାର ପ୍ରସାର ହେଉଛି।
Далее