ॐ ନମଃ ଶିବାୟ 🙏 ଆଜିର video ରେ ଜନ୍ମାଷ୍ଟମୀକୁ ନେଇ ଆପଣ ଙ୍କର ଯାହା ବି ପ୍ରଶ୍ନ ଥିଲା, ତା'ର ଉତ୍ତର ସରଳ ଭାଷାରେ ବୁଝାଇବାକୁ ଚେଷ୍ଟା କରିଛି 🙏 ଆଶା କରୁଛି ଆପଣମାନଙ୍କୁ ମୋର ଏଇ ଛୋଟ ଚେଷ୍ଟା ପସନ୍ଦ ଆସିଥିବ। ଜନ୍ମାଷ୍ଟମୀ ଅବସରରେ ଆପଣମାନଙ୍କୁ ମୋର ଏବଂ ମୋ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା 🙏 ❤️🙏 ଜୟ ଶ୍ରୀ ରାଧାକୃଷ୍ଣ 🙏🙏
ମୂର୍ତ୍ତି ନଥିଲେ ଫଟୋ ରେ ପୂଜା କିପରି କରିବେ//ଛୁତକ ମୃତକ ସମୟରେ ଓଷା କରିବେ କି ନାହିଁ//#kunmun1987#ମୁଁଗୃହିଣୀ🙏❤️
#ମୁଁଗୃହିଣୀ
#kunmun1987
#dailyvlog
#janmashtami2024
#janmastamipujavidhi
#janmashtamispecial
#odiasanskruti
#odiarituals
#odiapujavidhi
#odiapuja
20 сен 2024