Тёмный

ମୋଦିଙ୍କ ମୁଣ୍ଡ ନଇଁଗଲା ବୁଢ଼ୀ ମା’ଙ୍କ ଆଗରେ | Odisha Reporter 

Odisha Reporter
Подписаться 2,5 млн
Просмотров 930 тыс.
50% 1

କନ୍ଧମାଳର ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ହଜାର ହଜାର ଲୋକଙ୍କ ସାମ୍ନାରେ ମଞ୍ଚ ଉପରେ ଜଣେ ବୁଢ଼ୀ ମାଉସୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଧାନମନ୍ତ୍ରୀ ପାଦ ଛୁଇଁ ମୁଣ୍ଡିଆ ମାରିଲେ, ଏକଥାକୁ ଗ୍ରହଣ କରିପାରିଲେନି ବୁଢ଼ୀ ମାଉସୀ ଜଣକ। କହିଲେ, ଆପଣ ତ ଦେଶର ପ୍ରଧାମନ୍ତ୍ରୀ ମୋତେ କାହିଁକି ମୁଣ୍ଡିଆ ମାରୁଛନ୍ତି ? ଉତ୍ତରରେ ମୋଦି ତାଙ୍କୁ କହିଲେ, ଆପଣ ବଡ଼ ଠାକୁର। ତେଣୁ ମୁଁ ଆପଣଙ୍କୁ ମୁଣ୍ଡିଆ ମାରିଲି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #kandhamal #tulabehera #beggar #ElectionCampaign #humanity

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 623   
@upendrakumarbiswal4682
@upendrakumarbiswal4682 4 месяца назад
ଏଭଳି ପ୍ରଧାନମନ୍ତ୍ରୀ ପାଇ ଆମେ ଗର୍ବିତ ବିଶ୍ୱବାସୀ ମଧ୍ୟ ଚକିତ, ଉଦାହରଣ ତୁଳା ବେହେରା ମାଙ୍କୁ ପ୍ରଣାମ କରିବା 🙏
@NewblockAjay7882
@NewblockAjay7882 4 месяца назад
Right
@prakashdeep4695
@prakashdeep4695 3 месяца назад
Jay Jagannath Jay shree ram ♈ Jay Bjp
@karnieldalabhera2504
@karnieldalabhera2504 3 месяца назад
​@@prakashdeep4695ବୋଟ ପାଇବାପାଇଁ ମୂର୍ଖ ମୋଦି ଛୁର ସରକାର
@shashankashekharacharya5861
@shashankashekharacharya5861 3 месяца назад
Election asile sabu heba
@abhisekdas8188
@abhisekdas8188 3 месяца назад
​@@shashankashekharacharya5861 Han Nabin tama Duare asan pakei base na😂😂😂
@Updated_News_
@Updated_News_ 4 месяца назад
"ହେ ମହାନ୍ ଜନ ନାୟକ, ତୁମ ପାଇଁ ଆମ ରାଷ୍ଟ୍ର ଆଜି ବିଶ୍ବ ବନ୍ଦିତ, ତୁମକୁ ମୋର କୋଟି କୋଟି ପ୍ରଣିପାତ”।।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଓ ଭାରତକୁ ଶିଖରରେ ପହଞ୍ଚାଇବାକୁ ମନରେ ଉର୍ଜା ଭରି ଦିଅନ୍ତୁ।। 🚩ଜୟ⭕‼️⭕ଜଗନ୍ନାଥ,🚩ଜୟ🏹ଶ୍ରୀ ରାମ।। 🙏🙏🙏
@kishorkumarbhitiria323
@kishorkumarbhitiria323 3 месяца назад
ହେ ଦେଶଦ୍ରୋହି ଲମ୍ପଟ ନାୟକ.. ଦେଶକୁ ଶୋଷଣ ଆଉ କେତେ ଦିନ ଚାଲିବ।🤔😡
@ramachandraojha5172
@ramachandraojha5172 4 месяца назад
ଯୁଗ ଯୁଗ ବଞ୍ଚି ରୁହ ହେ ଯୋଗପୁରୁଷ ତୁମର ସର୍ବ ମଙ୍ଗଳ ହେଉ ମା ଙ୍କୁ ସନମାନ ଦେଇ ଭାରତ ମାତା ର ମାନ ସାରା ଦୁନିଆ ରେ ପ୍ରତିଷ୍ଠିତ କରି ଥିବା ମହାପୁରୁଷ ଙ୍କୁ ମୁଁ ସାଦର ପ୍ରଣାମ କରୁଛି
@prasad8078
@prasad8078 4 месяца назад
🙏
@jrpcreation143
@jrpcreation143 4 месяца назад
Jay shree RAM 🙏🙏🙏
@debeshdasraja1152
@debeshdasraja1152 4 месяца назад
🙏🙏🙏🙏
@hemantadhir2999
@hemantadhir2999 4 месяца назад
Jay Sriram Jay pjp
@Singh77359
@Singh77359 4 месяца назад
ଜୟଶ୍ରୀରାମ 🚩🚩🚩ଆଜି ଡବଲ ଇଂଜିନରେ ଭୋଟଦେଲି
@biswamohan5454
@biswamohan5454 4 месяца назад
ଏମିତି ପ୍ରଧାନ ମନ୍ତ୍ରୀ ଭଗୀୟରେ ଥିଲେ ଓଡ଼ିଶା ପାଇଁ ମିଳେ ଜୟ ଶ୍ରୀ ରାମ
@rabinamohapatra8842
@rabinamohapatra8842 3 месяца назад
Right
@samarmohapatra-jr3ne
@samarmohapatra-jr3ne 4 месяца назад
" ନମ୍ୱନ୍ତି ଫଳେନ ବୃକ୍ଷ "ଯିଏ ଜ୍ଞାନୀ ତାର ମଥା ନଇଁ ଥାଏ ଏହିପରି ଆମ ପ୍ରଧାନମନ୍ତ୍ରୀ ଯାହା ପାଖରେ ବିଶ୍ୱ ମଥା ନଉଁଛି
@uttamdalei320
@uttamdalei320 3 месяца назад
Hn
@newsabinash
@newsabinash 3 месяца назад
ଏଠି ମଥା ନଇଛନ୍ତି ମୋଦି ତାଙ୍କ ସ୍ବାର୍ଥ ପାଇଁ sir, ଟିକେ ଭାବିକି ଦେଖନ୍ତୁ
@crickstudio7545
@crickstudio7545 3 месяца назад
Right 👍👍
@surendraprusty6694
@surendraprusty6694 4 месяца назад
ମୋଦି
@panchananpradhan2397
@panchananpradhan2397 4 месяца назад
ଏହି ମାଆ କୁ କୋଟି କୋଟି ପ୍ରଣାମ
@tikipradhan4511
@tikipradhan4511 3 месяца назад
🙏🙏🙏🙏🙏🙏🙏 MAA
@sankarshanpradhan6339
@sankarshanpradhan6339 4 месяца назад
ଏ ମାଆ ତୁମ ପାଦ ତଳେ କୋଟି କୋଟି ପ୍ରଣିପାତ ପ୍ରଣାମ 🙏
@dolamanipodh6329
@dolamanipodh6329 4 месяца назад
ଧର୍ମ ରକ୍ଷକ , ମୋଦୀ ଆପଣ ମହାନ୍।
@newsabinash
@newsabinash 3 месяца назад
ବାଳ ରକ୍ଷକ ଏପଟେ ରାମ ମନ୍ଦିର ପ୍ରତିଷ୍ଠା ସେପଟେ ଚୁରା ରେ ଗୋ chalna କୁ ଲାଇସେନ୍ସ
@sanjaykumardas334
@sanjaykumardas334 4 месяца назад
ମୋଦି ଜି ଏହି ମହାନତା ପାଇଁ ଆଜି ଆମ ଦେଶ ଗୌରବିତ
@dcreative2544
@dcreative2544 4 месяца назад
ଏ ହେଉଚି ମୋଦୀଜିଙ୍କ ମାଁ କୁ ସମ୍ମାନ
@jacobpradhan8125
@jacobpradhan8125 4 месяца назад
Ea ta dangakari chur abe GST adhik ru adhik neuchhu ea kn maku sanman
@ramakantaparida3690
@ramakantaparida3690 3 месяца назад
Modi ji 💫💫💫
@suchismitapattnaik8509
@suchismitapattnaik8509 3 месяца назад
Kichi naha sabu drama modi budhara hariba hariba
@himanshudigal1490
@himanshudigal1490 3 месяца назад
Manipur re jetebele maa manaku ulagna kari bich rasta re bula gala setebele kn maa manaku modi sanman daunathile ki bhai
@kishorkumarbhitiria323
@kishorkumarbhitiria323 3 месяца назад
1100 ଟଙ୍କାର ଗ୍ୟାସ ପାଇଁ ମାକୁ ସମ୍ମାନ😂😂
@JhasaketanMajhi-yc7si
@JhasaketanMajhi-yc7si 4 месяца назад
ଜୟ ଭାରତ ଜୟ ମୋଦି ❤❤❤
@Goutam306
@Goutam306 4 месяца назад
ନବୀନ ବାବୁ କିଛି ଶିଖ ମୋଦି ଜି ଙ୍କ ଠୁ
@Mithundasmbbs
@Mithundasmbbs 3 месяца назад
Rt bhai Sala nbn 25 hela emiti kichi karini
@bariklelin
@bariklelin 3 месяца назад
Right.
@binayakrai9009
@binayakrai9009 4 месяца назад
ଭିକ ମାଗି ୧୦୦୦୦୦ ଟଙ୍କା ମହା ପ୍ରଭୁ ଙକୁ ଜଣେ ମା ଦାନ କରିବା ବେଳେ ସାଶକ ପ୍ରଶାସକ ୪୨୦୦କୋଟି ନେଇଗଲେ ବାନ୍ଟି କରି ପାପିଗଣ
@learnandjoy2012
@learnandjoy2012 3 месяца назад
ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ କରନ୍ତୁ
@Kalandicharansahoo-pz6gj
@Kalandicharansahoo-pz6gj 4 месяца назад
Modi ji pranam ❤❤❤❤
@user-cq7th6gx3q
@user-cq7th6gx3q 3 месяца назад
ଏଭଳି ପ୍ରଧାନମନ୍ତ୍ରୀ ଙ୍କୁ ପାଇଁ ଆମେ ଗର୍ବିତ ଓ ବିଶ୍ୱବାସୀ ମଧ୍ୟ ଚକିତ
@Sambalpur955
@Sambalpur955 4 месяца назад
ଏଇଟା ସଂସ୍କାର, ସଂସ୍କୃତି ମୋଦି ଜୀ ଙ୍କର ମଦୁଆ ମାନେ କୁଆଡୁ ଜାଣିବେ
@newsabinash
@newsabinash 3 месяца назад
ବାଳ ନା
@rudradattasahuyoutubechann1971
@rudradattasahuyoutubechann1971 4 месяца назад
ଜୟ ହାମାରା ଜଛଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିନ୍ଦାବାଦ
@surendraprusty6694
@surendraprusty6694 4 месяца назад
ନବୀନ ନୁଁଇଁ ପାରିବନି କପି କରିବ
@jnyanaranjannayak3977
@jnyanaranjannayak3977 4 месяца назад
Mausi Tama ku koti koti namaskara
@akshayakumar8712
@akshayakumar8712 4 месяца назад
ଜୟ ଶ୍ରୀ ରାମ 🙏🙏🙏
@akashkumarrout674
@akashkumarrout674 4 месяца назад
Modi ji welcome to Odisha 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
@subhakantadas5577
@subhakantadas5577 4 месяца назад
ନବୀନ ପାଣ୍ଡୁ ଆକୁ କପି କରିବେ
@godgift4711
@godgift4711 4 месяца назад
A kaha thu copy korithibo athu Naveen copy koribo ki bodo kotha
@godgift4711
@godgift4711 4 месяца назад
Abhineta manokoro copy koruchonti neta mane
@debendrapatra4155
@debendrapatra4155 3 месяца назад
Right 👍
@santoshbehera3208
@santoshbehera3208 3 месяца назад
Right
@sunilmangaraj3549
@sunilmangaraj3549 4 месяца назад
Sethi pain ta all World re modi samasta nka ra favourite leader
@niranjanpanda8574
@niranjanpanda8574 4 месяца назад
Modiji is first PM who respects old person.
@panditsing924
@panditsing924 4 месяца назад
Yes , thank you bro
@gadadharsahoo7997
@gadadharsahoo7997 4 месяца назад
Modi ji nku shahe koti pranam
@santoshasahoo7799
@santoshasahoo7799 4 месяца назад
Jay jaganatha
@surenmagar9736
@surenmagar9736 4 месяца назад
ଏହା ହେଉଛି ମୋଦି ଜୀ ଙ୍କ ସମ୍ମାନ
@prasantmahakud846
@prasantmahakud846 4 месяца назад
JAY SRIRAM..JAY JAGANNATH. U are Great Maa.
@madanmohandisari1617
@madanmohandisari1617 4 месяца назад
ଏଇଟା ହିଁ ମା କୁ ସନ୍ନମାନ ପ୍ରଧାନମନ୍ତ୍ରୀ ଙ୍କର, ନବୀନ ବାବୁ ବିଜୁ ବାବୁର ଫୋଟକୁ କେବେ ମୁଣ୍ଡିଆ ମାରିଛନ୍ତି କି
@user-sc2tf7bo6p
@user-sc2tf7bo6p 3 месяца назад
ଏପରି ନିଃସ୍ଵାର୍ଥପର ଏବଂ ଜଣେ ହୃଦୟ ବାନ୍ ମାଆ ଙ୍କ ପାଦତଳେ ମୋର କୋଟି କୋଟି ପ୍ରଣାମ
@harekrushnapagal1405
@harekrushnapagal1405 3 месяца назад
ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଭଲକି ବୁଝ ଜାଣ ଆମ ଭଗବାନ GOD ଶ୍ରୀକୃଷ୍ଣ କୃଷ୍ଣ ଜୀ ଶ୍ରୀ ରାମ ଜୀ ଙ୍କ ଆଦର୍ଶ ନିତୀ ନିୟମ କଣ ଥୀଲା ଗୁରୁ ଗୁରୁଜନ ଦେଵ ଵାହ୍ମଣ ପଣ୍ଡିତ ବୈଜଷ୍ଠି ପିତା ମାତାଙ୍କୁ ମହା ପୁରୁଷ ମାନଙ୍କୁ ମୁଣ୍ଡିଆ ମାରି ପାଦ ଛୁଇଁ ପ୍ରଣାମ କରୁଥୀଲେ ଆଶ୍ରୀଵାଦ୍ ମାଗୁଥୀଲେ ସେହି ଭଗବାନ ଏ କଳୀ ଯୁଗରେ ଭାରତ ମାତା ରେ ଲିଳା କରୁଛନ୍ତି ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ ତେଜଶ୍ବି ଜସ୍ଵଶି ପ୍ରଧାନସେଵକ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କ ଅବତାର ରୂପେ କଥାରେ ଅଛି ପଣ୍ଡିତ ଚାଣକ୍ୟ କହି ଯାଇଛନ୍ତି ନର୍ମତି ଫଳିନ ଵୃଖ୍ୟ ନିର୍ମିତ ଗୁଣିନ ଦେଵ ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ଜନ କିନ୍ତୁ ଭାରତ ରେ ଏତେ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଗାନ୍ଧୀ ବଂଶ ବାଦ୍ ରାଜନୀତି ଖେଗ୍ରେସ ଓ ତାହାର କୈରଵ 12 ଆଖଡା ମହାମେଣ୍ଟ ମହାଗଠ ବନ୍ଧନ ଅସୁର କୈରବ ରାଜନୈତିକ ଦଳ ମାନଙ୍କ ଭିତରେ ଏତେ ପ୍ରଧାନମନ୍ତ୍ରୀ ଅଖାଡୁଆ ହେଈଥୀଲେ ଖାଲି ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଲୁଟିନେଇଥୀଲେ 70 ବର୍ଷ ଏହିଟା ସେମାନଙ୍କୁ ଜଣାଥୀଲା କିନ୍ତୁ ଆମ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କ ଆଦର୍ଶ ନିତୀ ନିୟମ କାହାରିଙ୍କ ପାଖରେ ନାହିଁ ଖାଲିଅଛି ନିର୍ବାଚନ ଆସିଲେ କୁକୁର ଘୁଷୁରୀ ପରି ନେହୁରା ହେଵା ଖେମତାକୁ ଗଲାପରେ ଅସୁର ପରି ଅହଙ୍କାରି ହେ।ଈ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ନିଜ ସ୍ଵର୍ଥ ପାଇଁ ଵରଵାଦ୍ କରିଵା ଲୁଟିବା 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ତାହାର କୈରଵ 12 ଆଖଡା ମହାମେଣ୍ଟ ମହାଗଠ ବନ୍ଧନ ଅସୁର କୈରବ ଘମଣ୍ଡିଆ ପାଖଣ୍ଡ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ରାଜନୈତିକ ଦଳ ମାନଙ୍କର , ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି 2024 ରେ ଵିନାଶ କର ଭାରତ ମାତା ରେ ଥୀଵା 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଗାନ୍ଧୀ ବଂଶ ବାଦ୍ ରାଜନୀତି ଖେଙ୍ଗରେସ ଓ ତାହାର କୈରଵ 12 ଆଖଡା ମହାମେଣ୍ଟ ମହାଗଠ ବନ୍ଧନ ଅସୁର କୈରବ ଘମଣ୍ଡିଆ ପାଖଣ୍ଡ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ଜଵନ କଂସେଇ ଚଣ୍ଡାଳ ଘୁସପେଟା ରୁହିଙ୍ଗିଆ ପାପି ଅନ୍ୟାୟ ଅତ୍ୟାଚାରି ଅସୁର ରାଜନୈତିକ ଦଳ ମାନଙ୍କୁ ନହେଲେ ଏମାନେ ପୁଣି ଖେମତାକୁ ଗଲେ ନିଜ ନିଜ ସ୍ଵର୍ଥ ପାଇଁ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଵରଵାଦ୍ କରି ଦେଵେ RIGHT 👍👍👍👍👍👍👍👍👍
@user-lf7xx3yt8j
@user-lf7xx3yt8j 3 месяца назад
Right
@crazyyyy-cp5ih
@crazyyyy-cp5ih 4 месяца назад
ଭାଜପା ପେନ୍ଥା ଅଙ୍ଗୁର, ବିଜେଡ଼ି ଗୋଟା ଅଙ୍ଗୁର
@abhitopno892
@abhitopno892 4 месяца назад
Great
@bidurgamango3473
@bidurgamango3473 4 месяца назад
Jay jagannath
@bulubehera1088
@bulubehera1088 4 месяца назад
Jay jagannath🙏🙏
@user-wn8qk6dg8w
@user-wn8qk6dg8w 4 месяца назад
Jaya jaganarth
@binodsabar1846
@binodsabar1846 4 месяца назад
Jaya jagannath ❤❤❤❤
@monoranjanpanda6919
@monoranjanpanda6919 3 месяца назад
ଧନ୍ୟ ଧନ୍ୟ ମୋଦି, ଏ ଭଳି ମନ୍ତ୍ରୀ ପାଇ ଆମେମାନେ ଗର୍ବିତ ଓ ଧନ୍ୟ ମାନେ କରୁଛୁ ... ଆପଣ ଜଣେ ନିର୍ବିକାର ପ୍ରତିଷ୍ଠିତ ବ୍ୟକ୍ତି....ଅପଣଂକ ପରେ ବୋଧ ହୁଏ, ଏଭଳି ମନ୍ତ୍ରୀ ଜନ୍ମ ବି ହେବେନାହିଁ ଆମକୁ ଲାଗୁଛି........
@narayanbiswal2643
@narayanbiswal2643 4 месяца назад
Great PM sir 🙏
@sunil7358
@sunil7358 4 месяца назад
Jay maa 🙏🙏
@puritasahu6555
@puritasahu6555 4 месяца назад
Jay jagannath 🙏 akhanda bharat jindabad jindabad,
@user-er3em3ch7w
@user-er3em3ch7w 4 месяца назад
Great maa 🌹🥰🌹🥰🌷🌷🌷🌷🙏🙏🙏🙏 Jay BJP
@basudebapradhan3828
@basudebapradhan3828 3 месяца назад
Prabhu Jagaranth Mausi ku Koti koti Asribad Dintu Jay jagarantha
@LalmohanSingh-rt9vv
@LalmohanSingh-rt9vv 4 месяца назад
❤❤❤❤❤❤❤❤❤❤❤❤❤❤❤ଅତିସୁନ୍ଦର କାମ ❤❤❤କରିଛନ୍ତି
@minajani6814
@minajani6814 4 месяца назад
Jai shree ram
@sunilbarik4080
@sunilbarik4080 4 месяца назад
Yur gerat mojiji 🙏👍
@deepakbehera988
@deepakbehera988 3 месяца назад
ତୋ ଭାଇ ମନେ ଜୋର୍ ସେ କହ ମୋଦି ଆଜ୍ଞା jindabad 🚩🚩🚩 ଜୟ ଶ୍ରୀ ରାମ ଜୟ ଜଗନ୍ନାଥ 🚩🚩🚩
@panditsing924
@panditsing924 4 месяца назад
Most welcome maa,
@hrudanandasahuofficial
@hrudanandasahuofficial 3 месяца назад
ହେଜଗରନ୍ନାଥ ମୁଦୀପରିମଣିଷ ଭାରତରମାଟିରେ ଜନ୍ମଦିଅ ମୋଦିଙ୍କୁସୁରକ୍ଷିତରଖନ୍ତୁ ତୁମଠାରେମୋର କୋଟିପ୍ରଣାମ 🙏🚩🚩🚩🌹
@harekrushnapagal1405
@harekrushnapagal1405 3 месяца назад
ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ଭାରତ ମାତା ଜୟ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଜୟ ଜୟ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଜୟ, ଜୟ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ କି ଜୟ, ଧନ୍ୟ ଲେ। ଭାରତ ମାତା ତହରି କୁଳରେ ସେହି ଯୁଗ ଜନ୍ମା ଯୁଗ ଅବତାର ମହା ମାନବ ତେଜଶ୍ବି ଜସ୍ଵଶି ପ୍ରଧାନ ସେଵକ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କୁ ଜନ୍ମ ଦେଇଥୀଲ ବୁଲି ଆଜି ଭାରତ ମାତା ସାରା ବିଶ୍ବ ରେ ସବୁ କ୍ଷେତ୍ରରେ ଆଗେଇ ଚାଲୁଛି ପ୍ରଥମ ହେଉଛି ଚନ୍ଦ୍ର ଯାନ 3 ସଫଳ ହେଲା ଵିଶ୍ବରେ WORLD 🌎 🌍 🌎 🌍 🌎 ଦଖୀଣ ମେରୁ ରେ ପ୍ରଥମ ଦେଶ ଭାବେ ଆଦିତ୍ୟ L,1 ସଫଳ ହେଲା G,20 ସମ୍ମିଳନୀ ସଫଳ ହେଲା ଵିଶ୍ବରେ ସଵୁଦେଶ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ସଲାମ ଜୁହାର ଅଭିନନ୍ଦନ କଲେ ଏହାଠାରୁ ଭାଗ୍ୟ ଆଉଵା କଣ ଅଛି ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କର ସେଥୀପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ସଫଥ କରିଛନ୍ତି ଜୀବନ ଥୀଵା ଯାଏ ମେ।ଦିଜୀ ଜୁଗିଜୀ ଓ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ସାଥେ ସଵୁଵେଳେ ରହିଥୀଲେ ରହିଛନ୍ତି ଆଗକୁ ଜୀବନ ଥୀଵା ଯାଏ ରହିବେ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ରାମ ରାଜ୍ୟ ରେ ଶାନ୍ତି ରେ ସୁରକ୍ଷା ରଖୀବେ ଆଗକୁ ଆହୁରି ଅନେକ ଅସମ୍ଭବ କାମ ସଫଳ ହେବ ସାରା ବିଶ୍ବ ଚମକି ପଡିବ ସେଥିପାଇଁ ସାରା ବିଶ୍ବ ଏବେ ଅସୁର କୁକୁର ଘୁଷୁରୀ ଚାଈନା ହାତ ଛାଡି ଭାରତ ମାତା ସହିତ ରହିଲେଣି ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଭୁଟ୍ VOTE ସମୟରେ ଭାରତ ରେ ଥିବା ଅସୁର କୁକୁର ଘୁଷୁରୀ ଗଧ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ଜଵନ କଂସେଇ ଚଣ୍ଡାଳ ଘୁସପେଟା ରୁହିଙ୍ଗିଆ ପାପି ଅନ୍ୟାୟ ଅତ୍ୟାଚାରି ଅସୁର କୁକୁର ଘୁଷୁରୀ ରାଜନୈତିକ ଦଳ ମାନଙ୍କ ପ୍ରଲଭନ 500,1000 ମଦ ମାଂସ ରେ ଭାସିବ ନାହିଁ, ସବୁ ବେଳେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଓ ରାମ ରାଜ୍ୟ ର ବିଜେପି BJP ପରିବାର ର ସବୁ କ୍ରର୍ମ କରତା ମାନଙ୍କ ସାଥେ ସଵୁଵେଳେ ରୁହ ଭାରତ ମାତା କୁ ରାମରାଜ୍ୟ ରେ ଶାନ୍ତି ରେ ସୁରକ୍ଷା ରେ ରଖ
@user-kg1sw4vs5z
@user-kg1sw4vs5z 4 месяца назад
Great pm sir
@Sambalpur955
@Sambalpur955 4 месяца назад
ଆଖିରେ ଲୁହ ଆସିଗଲା 🙏🙏🙏
@NilamaniTripathy-pn8ox
@NilamaniTripathy-pn8ox 4 месяца назад
Jay jaganatha pravu
@BalaramNayak-cx5jh
@BalaramNayak-cx5jh 3 месяца назад
ଜୟ ଶ୍ରୀ ରାମ ଜୟ ବିଜେପି ଜୟ ନରେନ୍ଦ୍ର ମୋଦୀ ଜୀ ସରକାର
@SwetakumarSathua-xz3nv
@SwetakumarSathua-xz3nv 4 месяца назад
ଭଗବାନ କୃପାରୁଭଲ ଭାବ ଥାଅ ଭଗବାନ ସବୁବେଳେ ତୁମରି ସାଥି ରେ ଅଛନ୍ତି
@basantinaik8924
@basantinaik8924 4 месяца назад
Very good bjp sarkar
@dileswarpatra7128
@dileswarpatra7128 3 месяца назад
ମା ଙ୍କ ଆଶୀର୍ବାଦ କେବେ ବି ବେକାର ଯିବନି 🙏🙏🙏 ଏମିତି ମା ଭିକ ମାଗି ଜଗନ୍ନାଥ ମନ୍ଦିର ର କୁ ଏକଲକ୍ଷ୍ୟ ଟଙ୍କାଦାନ କରିଛନ୍ତି ହେଲେ ଆମ ମୁଖ୍ୟମନ୍ତ୍ରୀ 24 ବର୍ଷ ହେଲାଣି ରତ୍ନ ଭଣ୍ଡାର ର ଚାବି କାଠି ପାଉନାହାନ୍ତି
@surendranathsahoo1038
@surendranathsahoo1038 4 месяца назад
Har har Modiji
@tikeswarnaik277
@tikeswarnaik277 3 месяца назад
ମୋଦି ଜେପୋରି କାମ କରୁଛନ୍ତି ଦୁନିଆରେ ଏମିତି ପ୍ରଧାନମନ୍ତ୍ରୀ ମିଳିବନି ମୋଦି ଜିନ୍ଦାବାଦ
@JCBLoverSanjeeb
@JCBLoverSanjeeb 3 месяца назад
Rula diya 😭sir app ka baat ne Jay Jagannath ,Jay Shree Ram 🚩🙏
@anandabehera2025
@anandabehera2025 4 месяца назад
Modi ji🙏🙏🙏ମାଆ'କୁ ସମ୍ମାନ ,ସାରା ବିଶ୍ବ ଦେଖିଲା । BJD ର ମାଆ'କୁ ସମ୍ମାନ କେବଳ ପ୍ରଚାର ରେ ହୁଏ । BJD ସରକାର ଏହାର ନକଲ କର ଏହା ଦେଖି କପି କର ମାଆ, କୁ ସମ୍ମାନ କିପର କରାଯାଏ ।।ଜୟ ଜଗନ୍ନାଥ ।।
@saiaaradhyaproduction6087
@saiaaradhyaproduction6087 3 месяца назад
ଏଇଥି ପାଇଁ ମୋଦି ଜି ବିଶ୍ୱ ଗୁରୁ... ଖାଲିଟାରେ ହୋଇନାହାନ୍ତି... ୧୪୦ କୋଟି ଜନତାଙ୍କ ଆଶୀର୍ବାଦ ତାଙ୍କ ପାଖରେ.... 🙏🏻🙏🏻🙏🏻 ହେ ଜଗନ୍ନାଥ ମୋଦି ଜି ଙ୍କୁ କୋଟି ପୋରମାୟୁ ଦିଅନ୍ତୁ 🙏🏻
@tapanmishra8477
@tapanmishra8477 4 месяца назад
Jai modi ji. 400 par
@narayandalai8414
@narayandalai8414 3 месяца назад
Modiji ସାରା ଭାରତ ର ସ୍ୱାଭିମାନ, ତାଙ୍କୁ ମୋର ଭୂମିଷ୍ଠ ପ୍ରଣାମ
@SatrughanaBarik-ng8gn
@SatrughanaBarik-ng8gn 3 месяца назад
ଜୟ ମୋଦୀ ଜୀ ଜୟବିଜେପି ଜୟଶ୍ରୀ ରାମ
@user-ez4dr7vf7x
@user-ez4dr7vf7x 3 месяца назад
Amiti maa ku mor koti koti pranam ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ Jay jagannath
@tararay1942
@tararay1942 4 месяца назад
❤❤❤
@SukantaLenka-yj7kh
@SukantaLenka-yj7kh 4 месяца назад
Maa lo tuma padatale koti koti 🙏🙏🙏🙏🙏🙏❤️❤️❤️❤️❤️❤️
@chandrakantirout4664
@chandrakantirout4664 3 месяца назад
🙏ସତରେ ମାଉସୀ 🙏
@successtips9505
@successtips9505 3 месяца назад
I am From PHULBANI, KANDHAMAL.... Love you MODI Ji ❤❤❤❤JAY BJP
@user-vt7ii1em2k
@user-vt7ii1em2k 3 месяца назад
ଆମ ପ୍ରଧନମନ୍ତ୍ରୀଙ୍କ ପାଇଁ ଆମେ ଗର୍ବିତ ❤🙏❤
@jkshetpck
@jkshetpck 4 месяца назад
Mahan hei maa
@pradipkumarbhuyan1991
@pradipkumarbhuyan1991 4 месяца назад
Ideal woman 🎉
@manaharasingi8014
@manaharasingi8014 4 месяца назад
Jay jagnnath jay srhee ram madhi ji apko koti koti pranam
@goriiamsorry5757
@goriiamsorry5757 3 месяца назад
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସ୍ୱାଭିମାନ ମଣିଷ ଏବଂ ଭାରତ ର ଗୌରବ ମୋଦି 🚩🔥🙏🏻❤️
@rabindrakumarmohanty9415
@rabindrakumarmohanty9415 4 месяца назад
ଏଇତ ଆମର ମହାନ ସଂସ୍କୃତି।
@ritanjalisamal8492
@ritanjalisamal8492 4 месяца назад
This is the real tradition and culture of India.
@maachandifarming5198
@maachandifarming5198 4 месяца назад
Great pm🙏🙏🙏
@DasharathiBehera-kf8mo
@DasharathiBehera-kf8mo 3 месяца назад
ମୋଦି ତମକୁ ଧନ୍ୟବାଦ
@sashinathakanhar9776
@sashinathakanhar9776 3 месяца назад
ଜୟ ଜଗନ୍ନାଥ ସହେ ବର୍ଷା ହାଇସ ଦିଅନ୍ତୁ ବୁଡ଼ି କୁ❤❤❤❤❤❤❤❤❤❤❤❤ BJP❤❤❤ କନ୍ଧମାଳ ବ୍ଲକ ଫିରିଙ୍ଗିଆ ଗ୍ରାମ ସିଲେରିକୁମ୍ପା
@ranjitsahoo2959
@ranjitsahoo2959 4 месяца назад
Modi ji Jay ho
@birakishorpatra4819
@birakishorpatra4819 3 месяца назад
Tula Behera Maa nku koti koti Pranam, Aaponko mahanta tyago abno bhakti chirosmaraniyo. ❤❤❤❤❤❤❤❤❤❤❤
@sarojmohanty6570
@sarojmohanty6570 3 месяца назад
Jay Shree Jagannath Jay Shree Ram 🌹🙏🙏🙏🙏🌹
@srikantasahu1315
@srikantasahu1315 4 месяца назад
Thanks sir
@sonumajhi6273
@sonumajhi6273 4 месяца назад
Odisha report very nice 👍👍 report thanks 🙏🙏🙏
@srustidhardey5817
@srustidhardey5817 4 месяца назад
Only BJP win ❤❤❤❤❤❤❤
@ganeswarmohanta4654
@ganeswarmohanta4654 4 месяца назад
ଏ ମା ଙ୍କୁ ସଂମାନ
@BiswabhusanNayak-ov5cn
@BiswabhusanNayak-ov5cn 3 месяца назад
ଦେଖ ହେ ନବୀନ ବାବୁ ଏ ହଉଛି ମାଆ କୁ ସମ୍ମାନ,,, ଖାଲି ଯୋଜନା କରି ଦେଲେ ହବନି,, ଏମିତି କେବେ ସମ୍ମାନ ଦେଇକି ଦେଖାଅ
@purnarout8783
@purnarout8783 3 месяца назад
Jay Jagannath 🙏🙏🙏
@malayadash3350
@malayadash3350 4 месяца назад
Greatest leader for ever ..,.......jay shree Ram,......jay jaggnath....🚩🚩🚩
@user-ih1br6qm9s
@user-ih1br6qm9s 4 месяца назад
Jay shree Ram Jay kosal
@Laxmidhar-l2g
@Laxmidhar-l2g 3 месяца назад
Maa tume mahan maata daatri
@saratmeher8681
@saratmeher8681 4 месяца назад
Heart touching scene jay Modi ji ❤
@sureshmajhi4280
@sureshmajhi4280 3 месяца назад
ଜୟ ଜଗନ୍ନାଥ 🙌
@bhagirathipradhan834
@bhagirathipradhan834 4 месяца назад
Adibasi rastrapati rajya ku dae chanti ta tharu bada kan
@user-bk2mj9lt2o
@user-bk2mj9lt2o 4 месяца назад
Be good do good
@dambarudharsasmal-pf5mm
@dambarudharsasmal-pf5mm 4 месяца назад
Modiji ❤❤❤❤❤❤😊😊😊😊
@jrpcreation143
@jrpcreation143 4 месяца назад
🙏🙏🙏
Далее
To mahh too🫰🍅 #abirzkitchen #tomato
01:00
Просмотров 864 тыс.
The Most Elite Chefs Ever!
00:35
Просмотров 6 млн