Тёмный
No video :(

ଯାତ୍ରା ଜଗତର ପପୁଲାର ଯୋଡି ଅଜୁ ଆପୁ ଅନେକ secret କଥା କହିଲେ // anchor Krishna Kumar jatra swarna mahal 

Anchor Krishna Kumar
Подписаться 373 тыс.
Просмотров 713 тыс.
50% 1

ଯାତ୍ରା ଜଗତର ପପୁଲାର ଯୋଡି ଅଜୁ ଆପୁ ଅନେକ secret କଥା କହିଲେ
anchor Krishna Kuma
jatra swarna mahal

Опубликовано:

 

31 авг 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 546   
@rajatsahu5175
@rajatsahu5175 11 месяцев назад
ଦୁଇ ଜଣଙ୍କ ଜୋଡି ଅତି ସୁନ୍ଦର ଜୋଡି। ଦୁଇ ଜଣଙ୍କ କଳା ଅତି ଚମତ୍କାର। ଭଗବାନ ଆପଣଙ୍କ ପରିବାର କୁ କୁଶଳ ରେ ରଖିଥାନ୍ତୁ।
@maangovindbiswal2888
@maangovindbiswal2888 6 месяцев назад
❤❤❤
@lalitsha8889
@lalitsha8889 11 месяцев назад
ରାମ ବନବାସ କାହାଣୀ ଶେଷ ନାଟକ ଅଜୁ ବାବୁଙ୍କ ହିଟ ନାଟକ ଜୟ ଜଗ୍ରନ୍ନାଥ 🙏🙏🙏🙏🙏
@Swaggers-Of-Balasore
@Swaggers-Of-Balasore 11 месяцев назад
ଅଜୁ ଭାଇ ଆପୁ ଅପା ବହୁତ ସରଳ ନିଷ୍କପଟ ସ୍ନେହୀ
@sanjayabhoi247
@sanjayabhoi247 11 месяцев назад
ମୋର ପ୍ରିୟ ଯୋଡି ❤❤
@skmalliknalco
@skmalliknalco 11 месяцев назад
ଅଜୁ ଭାଇ,ଆଉ ଅପା ମୋର ସବୁଠୁ ପସନ୍ଦ ଯୋଡି.ଜିବନ୍ତ ଅଭିନୟ .ଭଗବାନ ଉଭୟ କୁଂ ଭଲର ରଖନ୍ତୁ❤
@amarendraparida5599
@amarendraparida5599 11 месяцев назад
ରାମବନବାସ କାହାଣୀ ଶେଷ 🙏❤️❤️ ବହୁ ଚର୍ଚ୍ଚିତ ନାଟକ ବହୁତ ଭଲ ଲାଗେ. ଏବେ ବି ସେ ନାଟକ ବିଷୟ ରେ କହିଲେ ଲୋମ ଟାଙ୍କୁରୀ ଉଠେ ❤️🙏
@meenaksheepanda1631
@meenaksheepanda1631 11 месяцев назад
ସୁନ୍ଦର ଯୋଡ଼ି । ଏହି ଦୁଇଜଣଙ୍କୁ ଜଗନ୍ନାଥ ଭଲରେ ରଖିଥାନ୍ତୁ।ଏହି ଯୋଡ଼ି ମୋର ବହୁତ୍ ପସନ୍ଦ।କ୍ରିଷ୍ଣା ଭାଇଙ୍କୁ ଅନେକ dhnyabad
@Si_pu310
@Si_pu310 11 месяцев назад
ନନା ,ଆଉ ନାରୀଙ୍କୁ ଅନେକ ଦିନପରେ ଏକାଠି ସାକ୍ଷାତ କାର ଦେଖିବା ପରେ ବହୁତ ଭଲ ଲାଗିଲା ଏହି ଯୋଡି ଦୀର୍ଘ ଦିନ ରହୁ ମୋର ଏହି କାମନା । ଜଶପଡା ରୁ ବିଜୟ କୁମାର ।
@happyswain4070
@happyswain4070 26 дней назад
ଜାତ୍ରାଜଗତରେ ନାଇକାତ ଅନେକ ଦେଖିଛୁ କିନ୍ତୁ ଆପୁ ଦିଦିଙ୍କ ଅଭିନୟ ଅତି ନିଖୁଣ ଓ ହୃଦୟସ୍ପର୍ଶି....ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କୁ ପ୍ରଭୁ ଭଲରେ ରଖନ୍ତୁ
@chaitanyabariki810
@chaitanyabariki810 11 месяцев назад
ଶୁଭେଚ୍ଛା କୃଷ୍ଣ ବାବୁ 🙏🙏 ସୁନ୍ଦର କଳାକାର ସୁନ୍ଦର ଯୋଡ଼ି ଜଗତର କର୍ତ୍ତା ଙ୍କ ସୁନ୍ଦର ସୃଷ୍ଟି ଜୟଶ୍ରୀ ଜଗନ୍ନାଥ ସ୍ବାମୀ ବନ୍ଦେ ଉତ୍କଳଜନନୀ 🙏🙏
@pratapnayak1715
@pratapnayak1715 11 месяцев назад
Super Jodi ଶିବାନୀ ଗଣନାଟ୍ୟ 🎉🎉🎉🎉 ରାମ ବନ ବାସ କାହାଣୀ ଶେଷ 🙏🙏🙏 ରଜନୀ ସଜନୀ ରାତି ପାହିଲା
@keshabchandramohapatra3098
@keshabchandramohapatra3098 11 месяцев назад
କୈଳାଶ ଭାଇଙ୍କୁ ଏତେ ଭଲ ପାଇବା ତୁମ 2 ଜଣଙ୍କ ବହୁତ ଖୁସି ଲାଗିଲା
@taranisenpradhan865
@taranisenpradhan865 11 месяцев назад
Best jodi ❤️❤️❤️ବାଃ ବାଃ ରେ କ୍ୟାପିଟାଲ ରେ ଶେଷ seen ଯାଏ କାନ୍ଦିଚି ମୁ 🙏❤️❤️❤️ଜୟ ଜଗନ୍ନାଥ 🙏
@nisikanisa7894
@nisikanisa7894 8 месяцев назад
Same ❤ bro
@taranisenpradhan865
@taranisenpradhan865 8 месяцев назад
@@nisikanisa7894 🙏🙏🙏♥️
@dmkbaral6797
@dmkbaral6797 7 месяцев назад
ଅଜୁ ଭାଇ, ଅପା ଙ୍କ ଯୋଡି ଏକ ସୁନ୍ଦର ଯୋଡି, ନାଟକ ମଧ୍ୟରେ ସମସ୍ତଙ୍କ ମନରେ ବସି ଯାଆନ୍ତି। ବହୁତ ଦିନରୁ ଏମିତିକା intervew ଦେଖିବାକୁ ଚାହୁଁ ଥିଲି ।ଦେଖିବାକୁ ପାଇଲି ଭଲ ଲାଗିଲା। ଧନ୍ୟବାଦ ଜୟ ଜଗନ୍ନାଥ।
@rasmiranjanbehera5175
@rasmiranjanbehera5175 11 месяцев назад
ବହୁତ୍ ଦିନରୁ ଅପେକ୍ଷା କରିଥିଲି,କେହି ବି ଏମିତି ସାକ୍ଷାତ କାର ଆଣିନଥିଲେ, କ୍ରିଷ୍ଣା ଭାଇ ଆପଣ ମୋ ଅପେକ୍ଷା ର ଅନ୍ତ ଘଟେଇଲେ। ଧନ୍ୟବାଦ।ମୋ ପ୍ରିୟ ଯୋଡ଼ି। ସମ୍ବଲପୁରୀ ନନି ର ଡେଭିଲ୍ସ ହିରୋଇନ୍ ଆପ୍ପୁ ଅପା।
@butuswain2716
@butuswain2716 11 месяцев назад
ଭାଇ ମୋ ମନ କଥା କହିଦେଲ
@Mukteswarjena-hb1lh
@Mukteswarjena-hb1lh 11 месяцев назад
​@bulusingh7840piku❤❤ ii III
@radhakrushnabhoi4046
@radhakrushnabhoi4046 11 месяцев назад
Kipppp7uippuuu
@satyabratadas3858
@satyabratadas3858 11 месяцев назад
Really very innocent and sweet Jodi.jaha hu man Khushi hegala Krishna
@pradeepkumardas2824
@pradeepkumardas2824 11 месяцев назад
E duijanankara abhinaya Mora bahut pasanda.
@suryanarayanpanda6866
@suryanarayanpanda6866 28 дней назад
Atisundar jodi.Atisundar kalakar.I love both of you.Natural acting.Best of lock.
@hrusikeshdas9053
@hrusikeshdas9053 11 месяцев назад
ବହୁତ ସୁନ୍ଦର ଯୋଡି, ଆଉ ମାର୍ଜିତ ମଣିଷ ମଧ୍ୟ।
@user-bo4ps1ux6s
@user-bo4ps1ux6s 9 дней назад
ଅପା ଭାଇ ଆପଣ ଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଓ ବହୁତ ହସିଲି
@niranjanpatra84
@niranjanpatra84 11 месяцев назад
My favourite artist Aju bhai and Apu Apa❤❤
@niranjanpatra84
@niranjanpatra84 11 месяцев назад
Aju bhai ❤️ Apu Apa❤ beautiful jodi ❤❤. Rama banabasa kahani sesa full milage deithila Aju bhai nku❤❤
@sudhirkumargarnayak5064
@sudhirkumargarnayak5064 11 месяцев назад
Right bro
@laxmanbhai8760
@laxmanbhai8760 11 месяцев назад
ବହୁତ ସୁନ୍ଦର ଏମିତି ନୁଆ କଳାକାର ମାନଙ୍କୁ ଭେଟି କରିଥିବା ରୁ ଧନ୍ୟବାଦ
@binayamuduli
@binayamuduli 11 месяцев назад
ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ ଅଜୁ ଭାଇ ଆପୁ ଦିଦି ଙ୍କର ସାକ୍ଷାତକାର ଆଣିଲେ... ସେମାନେ ଜମା କ୍ୟାମେରା ସାମ୍ନାକୁ ଆସନ୍ତିନି... Rare vlog.... ଶିବାନୀର ପରିଚୟ....
@kamallaria3323
@kamallaria3323 11 месяцев назад
ଯେତେଦିନ ପର୍ଯ୍ୟନ୍ତ ଏ ଯାତ୍ରା ଅନୁଷ୍ଠାନ ଥିଵ ଅଜୁ ଭାଇ ଓ ଆପୁ ଅପାଙ୍କ ଯୋଡି ନିହାତି ମନେ ପଡୁଥିବ । ଆପଣଙ୍କ ଯାତ୍ରା ଜୀବନ ସୁଖମୟ ହେଉ । ଆଜିର ସାକ୍ଷାତକାର ବହୁତ୍ ଭଲ ଲାଗିଲା କ୍ରିଷ୍ଣା ଭାଇ ଆପଣଙ୍କ ପ୍ରୟାସ ଏମିତି ଜାରି ରହିଥାଉ । ଜୟ ଜଗନ୍ନାଥ 🙏🙏🙏
@sanjayabhoi247
@sanjayabhoi247 11 месяцев назад
ଅଜୁ ଭାଈ ଆପୁ ଅପା ଙ୍କ କିଛି ମନର କଥା ଜାଣି ପାରିଲୁ କେବଳ ଏ ସବୁ ସଫଳ ହୋଇଚି ଆପଣ ଙ୍କ ପାଇଁ ଶିବାନୀ ଗଣନାଟ୍ୟ ରେ ଅନେକ ହିଟ୍ ନାଟକ ଦେଇଛନ୍ତି କୋଉ ନାଟକ ନାମ କହିବି 🎉❤🎉
@baradaprasannabhuyan4723
@baradaprasannabhuyan4723 11 месяцев назад
ଧନ୍ୟବାଦ୍ କ୍ରିଷ୍ଣା ଭାଈ, ଅପୁ ଅପା ଆଉ ଅଜୁ ଭାଈ ଙ୍କୁ ନେଇ କି ଆସିଥିବାରୁ ♥️
@jayaprakashpatel8994
@jayaprakashpatel8994 11 месяцев назад
ଜୟ ଜଗନ୍ନାଥ ଜୟ ମା ସମଲେଶ୍ବରୀ ବହୁତ ସୁନ୍ଦର ଯୋଡ଼ି ‌ ଼଼଼ ମୁଇ ସମ୍ବଲପୁରୀ ନନୀ ଼଼ ରଜନୀ ସଜନୀ ରାତି ପାହିଲା ବହୁତ ସୁନ୍ଦର ନାଟକ।
@jayasuryarath8563
@jayasuryarath8563 11 месяцев назад
ଅଜୁ ଆପୁ ଙ୍କର ପ୍ରେମ କାହାଣୀ .. ଏକ ସୁନ୍ଦର ନାଟକର ପରିକଳ୍ପନା ...ଦୁଇ ଜଣଙ୍କୁ ଅନେକ ଅନେକ ଶୁଭେଚ୍ଛା ...
@saratmohanty4255
@saratmohanty4255 3 месяца назад
ଶୀବାନୀ ରେ "ବଜାରୀ ବୁଢା " ନାକରେ ଦମ୍ପତ୍ତିଙ୍କ ଅଭିନୟ ଚମତ୍କାର ଥିଲା .....
@gopalchandra6416
@gopalchandra6416 10 месяцев назад
Both are very beautiful artist. Very much heart touching dilogue delivery. God blessed you
@padarabindasahoo3454
@padarabindasahoo3454 11 месяцев назад
Rama bana basa kahani sesa..Bhai nkara super hit
@pradipbarik7861
@pradipbarik7861 11 месяцев назад
Very exciting and emotional vlogs are making by you Mr Krishna Kumar.Thanks
@basantipanda7986
@basantipanda7986 11 месяцев назад
ଅଜୁ ନନା ଆପୁ ଭାଉଜ ଦୁଇ ଜଣଙ୍କ ଙ୍କୁ ଶୁଭେଚ୍ଛା! ତୁମ ଦୁଇଜଣ କନର ତୁଳନା ନାହିଁ! ଭଲରେ ରୁହ 🎉❤🎉 👍
@niranjanpatra1945
@niranjanpatra1945 11 месяцев назад
Beautiful jodi Aju bhai and Apu apa❤❤
@arjundas3417
@arjundas3417 3 месяца назад
ଅଜୁ ଆପୁ ଦୁଇଜଣ ଶିବାନୀ ଗଣନାଟ୍ୟ ର ସୁନା। ଅଭିନୟ ଚମତ୍କାର। ଶିବାନୀ ଛାଡି ଚାଲିଯିବା ପରେ ଆଉ ନାଟକ ଦେଖିବାକୁ ଭଳଗୁନି।
@bijaygoswami8397
@bijaygoswami8397 3 месяца назад
Khub Sundar lage
@subhaacharya3664
@subhaacharya3664 11 месяцев назад
Sundar artist APA bahut badhia actor. Bhai badhia.
@padmalochanBishi
@padmalochanBishi Месяц назад
Best Actor Aju Sir, and Jayanty men .very nice,TQ.
@durgaprasadhota
@durgaprasadhota 11 месяцев назад
ଅତି ସୁନ୍ଦର ଯୋଡ଼ି ଭାଇ ଭାଉଜ 🙏🙏 Jay Jagannath 🙏🙏
@rabindranath2244
@rabindranath2244 2 месяца назад
In my opinion you both are the best JODI of yatra PARIBAR.
@basantipanda7986
@basantipanda7986 7 месяцев назад
ଅଜୁ ନନା ତୁମ ଦୁଇଜଣ ଙ୍କୁ ହୃଦୟ ରୁ ଶୁଭେଚ୍ଛା! ଦୁଇଜଣ ଙ୍କ ଯୋଡି ବିରଳ, ତୁଳନା ନାହିଁ! ଦିଇ ଜଣଙ୍କ ଅଭିନୟ ଚମତ୍କାର ଆପୁ ଭାଉଜ ଅପେକ୍ଷ୍ୟା ଅନୁ ନନା ଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଗମ୍ଭୀର୍ଯ୍ୟ ପୂର୍ଣ୍ଣ! ଉଭୟେ ଦୀର୍ଘଯିବି ହୁଅ, ତୁମ ର ଏକ ମାତ୍ର କୁଳ ନନ୍ଦନ ଜଣେ ଭଲ ମଣିଷ ହେଉ !🎉❤🎉 👍
@rabindrakumarpalei5964
@rabindrakumarpalei5964 7 месяцев назад
ପୁରା ଦମଦାର ଡାଇଲଗ୍। ଏକଦମ୍ ବଢିଆ ଧନ୍ୟବାଦ।
@nitaspatra8330
@nitaspatra8330 11 месяцев назад
ଭାଇ ଏମିତି ଯୋଡ଼ି ଆଗକୁ ଦେଖେଇବା ପାଇଁ ଜାରିରହୁ 👌👌🙏🙏♥️
@prasantakumarsahoo7432
@prasantakumarsahoo7432 5 месяцев назад
Congratulations Bhai and bhauja🎉🎉🎉🎉🎉
@Swaggers-Of-Balasore
@Swaggers-Of-Balasore 8 месяцев назад
ଏହି ଯୋଡି ପ୍ରାୟତଃ ଯାତ୍ରା ଜଗତ ର ସବୁଠୁ down to earth ଯୋଡି 🤗
@gangadharkhuntia1824
@gangadharkhuntia1824 11 месяцев назад
ବହୁତ ଦିନ wait pare ଅପୁ ମାଡାମ ଙ୍କୁ ଦେଖିଲି, lots of love for apu madam, i m from jspur.. Gote thara meet karibi sure👍.. No words for u apu madam..
@ratnamanjarijena9081
@ratnamanjarijena9081 11 месяцев назад
Such a beautiful couple ❤we love you Bhai 🙏 apa❤God bless you always...
@sabitarani6363
@sabitarani6363 10 месяцев назад
ଧନ୍ୟବାଦ କଳାକାର ଯୋଡିକୁ, ଆପଣ ଅଭିନୟ ବେଶ୍ ଭଲ। ଅନୁରୋଧ ଆପଣ ଅଭିନୟ ସହିତ ନିଜ ସଓଆସତୟ ର ଯତ୍ନବାନ ହେଲେ ଆହୁରି ଅନେକ ବାଟ ଚାଲି ପାରିବେ
@ganeshmahakud1609
@ganeshmahakud1609 11 месяцев назад
ଭାଇ ଏମାନଙ୍କ ବିନା ଶିବାନୀ ଯାତ୍ରା ଅଧୁରା ଲାଗୁଛି ଅଜୁ ଭାଇ ଜଣେ ଭଲ ହିର
@BabuDas-tw2zm
@BabuDas-tw2zm 6 месяцев назад
ମୋର ପ୍ରିୟ ଆକ୍ଟର ❤❤❤
@amareshsrichandan558
@amareshsrichandan558 11 месяцев назад
Love you aju bhai and aapu d, my fev, aju bhai tanka no dei chanti mu bahut khusi, tq aju bhai
@thirdeye9492
@thirdeye9492 11 месяцев назад
Appu seems very civilized... Stay blessed beta ❤️💚👍
@ajitirout6322
@ajitirout6322 11 месяцев назад
Both are having very good track record in Jatra jagat. One of my best jodi.
@mr.nayak625
@mr.nayak625 11 месяцев назад
rajani sajani rati pahila re.... Acting mast pura Apu didi nka❤
@KBehera-BSc-MBA-LLB
@KBehera-BSc-MBA-LLB 11 месяцев назад
Best ଯୋଡି.. ସବୁବେଳେ ସାଥୀ ହୋଇ ରୁହନ୍ତୁ.. god bless you both.. god gifted couple.
@alekhapradhan5750
@alekhapradhan5750 11 месяцев назад
ଜୟ ଜଗନ୍ନାଥ ଅପା
@jatraloversibun
@jatraloversibun 11 месяцев назад
Jay Jagannath 🙏🙏🙏 Bahutu sundar video bahutu khushi lagila ajira vlogs 🥰🥰🥰🥰🥰 jatra jodi ajaya bhai &apu didinka vlogs bahutu khushi lagila 👌👌👌👌👍👍👍👍🙏🙏🙏🙏 bhai
@user-oh8do5iq7b
@user-oh8do5iq7b 7 месяцев назад
ରାମ ବନବାସ କାହାଣୀ ଶେଷ my favorite ନାଟକ
@santoshnahaka2176
@santoshnahaka2176 11 месяцев назад
Krishna bhai apananku mor namaskar shivani jodi aju bhai supor her her aju bhai bhala manisha
@jibanjyotijena588
@jibanjyotijena588 11 месяцев назад
ରଙ୍ଗବତୀ ରୁଷିଛି ନାଟକ ଅଜୁ ଭାଇଙ୍କ ସୁପରହିଟ।
@arunkumarnath4362
@arunkumarnath4362 10 месяцев назад
I am your original fan
@dilipkumarjena6442
@dilipkumarjena6442 6 месяцев назад
ରାମ ବନ ବାସ ମୋତେ ଭଲ ଲାଗେ ମୁ 4 ଥର ଦେଖିଛି ଖାସ୍ କରି ଅଜୁ ଭାଇ ରୋଲ୍ ବୋହୂତ ଭଲ ଲାଗେ
@Shubhankarsahoo8
@Shubhankarsahoo8 11 месяцев назад
ଆମ ଗାଁ କୁ ନଭେମ୍ବର ରେ ସ୍ୱର୍ଣ ମହଲ ଆସୁଚି ଅଜୁ ଭାଇ ଆପୁ ଅପା welcome our village
@nrupamanisethi2240
@nrupamanisethi2240 11 месяцев назад
Tumar Ken gan
@Shubhankarsahoo8
@Shubhankarsahoo8 10 месяцев назад
​@@nrupamanisethi2240keonjhar dirstic andapur block village padamapur
@sibaprasadjena7333
@sibaprasadjena7333 Месяц назад
Aapu didi tama acting mote bahut bhala lage
@satyabratadas3858
@satyabratadas3858 11 месяцев назад
Krishna babu ku bahut bahut dhanyabada.because tama blogs gote niara thae.
@pramodsamal9572
@pramodsamal9572 11 месяцев назад
Bahut dina dhari wait karithili Krishna bhai 🙏🙏🙏 thanks bhai
@pradoshapatra8900
@pradoshapatra8900 6 месяцев назад
Aji babunka acting bahut original lage
@sarojbishi1079
@sarojbishi1079 7 месяцев назад
Best jodi ❣️
@bhagabanbiswal6017
@bhagabanbiswal6017 7 месяцев назад
First Night Bahi E Akhi kanduchhinTori pain superhit Natak
@GyanaranjanSahu-tt4xf
@GyanaranjanSahu-tt4xf 11 месяцев назад
ବହୁତ ସୁନ୍ଦର ଯୋଡି ଆଉ ସୁନ୍ଦର ସାକ୍ଷତା କାର ମନକୁ chunhila ❤🙏
@rameshchandraswain9092
@rameshchandraswain9092 11 месяцев назад
Ajubabu appumadam acting Super se uper👍👍
@radhakantabarik5768
@radhakantabarik5768 23 дня назад
ସବୁ ନାଟକ ଭଲ ଲାଗେ
@bhagabanpradhan2951
@bhagabanpradhan2951 11 месяцев назад
The great krishna bhai the great aju bhai and apu apa
@Bapbeti249
@Bapbeti249 8 месяцев назад
Nc mo vhi
@user-ui6yu5vj2e
@user-ui6yu5vj2e 7 месяцев назад
Aju bhai au apu apa my best actor ❤❤❤
@samalak8335
@samalak8335 11 месяцев назад
Aaju Appu nku mu hrudayara sahit Asribad karuchi bhagawan mangala karantu bahut khusi lagila mu para military forces re kintu sibanira bahut natak dekhichi bahuta tuma jodi sunder recently Mu leave re Achithili banarpal tuma paty padi thila natak dekhili kete dukha debu dere kalia bahut ucha kotir publick bhaa receive karibe Jai jagannath god bless you
@sibanimahapatra4117
@sibanimahapatra4117 11 месяцев назад
Bahut Nice roal tuma due jana nkar, god bless you
@basantasahu2990
@basantasahu2990 7 месяцев назад
My best actor, my fevorite nataka, Rajani sajani rati pahila.
@Djloversubha
@Djloversubha 8 месяцев назад
ଅଜୁଭାଇ ଆପୁଅପା ଦୁଇନକର ଅଭିନୟ ଭଲ ଲାଗୁଛି ❤❤❤❤❤❤
@gourangacharandas3212
@gourangacharandas3212 9 месяцев назад
Nice meet. Both are excellent actors. I know about the personal details of my loveliest actors.
@subelalkurmi6497
@subelalkurmi6497 9 месяцев назад
Very nice jodi sir apaku mora namskar
@prapeshkumarswainswain2939
@prapeshkumarswainswain2939 11 месяцев назад
Aju babu and apu apa I am big fan of both u.lord jagannath always bless you.
@akshyabarik7894
@akshyabarik7894 11 месяцев назад
Bahut bhala actor dui jana
@laxmikantamohapatra1117
@laxmikantamohapatra1117 10 месяцев назад
ସୁନ୍ଦର ଯୋଡ଼ି ଅଜୁ ଭାଇ ଆଉ ଆପୁ ଅପା
@jayabratakumarbehera
@jayabratakumarbehera 8 месяцев назад
Bhai ଭାଉଜ 🙏 ଆଶା ଭଲ ରେ ଥିବେ ଗୋଡ bless you
@odiajatraupdate4373
@odiajatraupdate4373 7 месяцев назад
Aju bhai No 1 hero
@srabanibunu
@srabanibunu 25 дней назад
Badua baho ❤
@sasmitajena1688
@sasmitajena1688 11 месяцев назад
Voice amazing both r
@bcs842
@bcs842 11 месяцев назад
Aju bhai,apa great.
@pratappahantasingh3907
@pratappahantasingh3907 6 месяцев назад
Apa au bhai bahut bhala abhi naya karanti au bhala manisa,,,jay jagannath,,,
@prasantakumarsahoo2127
@prasantakumarsahoo2127 11 месяцев назад
କ୍ରିଷ୍ଣା ଭାଇ ଜୟ ଜଗନ୍ନାଥ 🙏🙏
@sanjayabhoi247
@sanjayabhoi247 11 месяцев назад
କ୍ରିଷ୍ଣା ଭାଈ ଆଜି ମୁଁ ଆପଣଙ୍କ ପାଖରେ ଚିର ରୁଣୀ ମୋର ପ୍ରିୟ ଯୋଡି ଓ ପିୟ ହିରୋ ଭିତରୁ ଜଣେ ଯେତେ ବି ଯାତ୍ରା yutuber channel ଅଜୁ ଭାଈ ଅପୁ ଅପା ଙ୍କୁ ୟୁଟ୍ୟୁବରେ ଅନି ନଥିଲେ ବିଗତ ଶିବାନୀ ଗଣନାଟ୍ୟ ର ସୁପର ହିଟ୍ ଯୋଡି 🎉❤🎉
@ranjitkumarsingh335
@ranjitkumarsingh335 6 месяцев назад
ରତି ଭାଇ ଓ ପ୍ରମିଳା ଭାଉଜଙ୍କ ସାକ୍ଷାତକାର ଭଲ ଲାଗନ୍ତା
@adikandaupadhay3617
@adikandaupadhay3617 9 месяцев назад
ଆପୁ ଅପା ଙ୍କର କାହାଣୀ ଲାଗୁଛି ନୂଆ ଶିବାନୀ ଗଣ ନାଟ୍ୟ ର ଦୁଖଃ ଭରା ରୋଲ 🎉🎉🎉
@user-qz4ct3gc4i
@user-qz4ct3gc4i 11 месяцев назад
Bahut Sundar Jodi 🙏🌺🙏 Krishna Babu
@AsirWad-fb3vr
@AsirWad-fb3vr 11 месяцев назад
Actually Appu apa ebe bi main heroine Kari paribe.bhala fitness au beautiful ebe bi achhanti
@santanumahapatra5138
@santanumahapatra5138 11 месяцев назад
Krishna Bhai se aju Bhi kantilo Bahut thara sivani re asuchnti au tankara roll Bahut bhala lage
@kanhucharanbehera3123
@kanhucharanbehera3123 11 месяцев назад
Thanks Krishna bhai for this
@tukunabehera9874
@tukunabehera9874 8 месяцев назад
I really love your acting madam ❤
@india-294
@india-294 11 месяцев назад
ମୋ ପ୍ରିୟ କଳାକାର ଏ ଦୁଇଜଣ.. ♥️♥️♥️
@NirmalSahoo-ho8my
@NirmalSahoo-ho8my 4 месяца назад
Supar.supar.jodi❤❤❤
@manojsahoo6184
@manojsahoo6184 11 месяцев назад
Very good sakhyatkar
@rajashreemansingh6702
@rajashreemansingh6702 11 месяцев назад
Both are very good actor.apu appa nka acting bahut vala.vagaban karantu valare thao.
Далее
❌Ему повезло больше всех #story
00:41
କହୁ କହୁ କହିଦେଲି
13:48
Просмотров 390 тыс.
❌Ему повезло больше всех #story
00:41