Тёмный

ଯେଉଁ ୨ ଜଣଙ୍କ ପାଇଁ ବିଜେଡି ହାରିଲା ଖୁବଶୀଘ୍ର ସେମାନଙ୍କ ମୁଖା ଖୋଲିବି: Prabhat Biswal II satyapatha 

Satyapatha
Подписаться 138 тыс.
Просмотров 25 тыс.
50% 1

ଯେଉଁ ୨ ଜଣଙ୍କ ପାଇଁ ବିଜେଡି ହାରିଲା ଖୁବଶୀଘ୍ର ସେମାନଙ୍କ ମୁଖା ଖୋଲିବି: Prabhat Biswal II satyapatha
#bjd #prabhatbiswal #odishapolitics
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
RU-vid: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Опубликовано:

 

7 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 74   
@jagadishbhutia9434
@jagadishbhutia9434 13 дней назад
ଗୋହି ତଡ଼ା ତଡି ଆରମ୍ଭ.ନିଜ ନିଜ ଭିତରେ ଯାଦୁ ବଂଶ ଧ୍ଵଂସ ପରି bjd ର ପରିସ୍ଥିତି ହବକି
@mnsirmathematics269
@mnsirmathematics269 13 дней назад
ପାଣ୍ଡିଆନ୍ କଂ ପାଇଁ ବିଜେଡି ହାରିଲା। ଏହା ସମସ୍ତେ ଜାଣନ୍ତି। କିନ୍ତୁ କେତେ ଜଣ ଏହା କୁ ଏପର୍ଯ୍ୟନ୍ତ ବି ବୁଝିବାକୁ ସକ୍ଷମ େହେଲ ନାହିଁ। ଜୟ ଜଗନ୍ନାଥ
@pitambrarout8724
@pitambrarout8724 13 дней назад
ପରିଷ୍କାର କୁହନ୍ତୁ, ଡରି କରି କହିବା ପରି ଜଣା ପଡୁଛି ।
@Jay_Shri-Ram091
@Jay_Shri-Ram091 13 дней назад
ଆବେ କୁଟା BJD ୨୦୦୯ ରୁ ମରିଯାଇଛି? ତା ପରେ ଆସିଲା PJD, ସସ୍ମିତି ପାତ୍ର &ଟା ବାପ୍, ପ୍ୟାରୀ ଜନତା ଦଳ, ପାଣ୍ଡୁ ଜନତା ଦଳ PJd, ପ୍ରଣବ,
@user-yq2gb1sj1s
@user-yq2gb1sj1s 8 дней назад
ବଡ଼ ଭାଇ ଉପରେ ସମ୍ମାନ ରହିଛି ଏ ଥିରୁ ଜଣା ପଡ଼େ ନବୀନ ବାବୁ ଙ୍କୁ ଭୁଲି ହେବ ନାହିଁ ଆଉ ପ୍ୟାରୀ ବାବୁ ଙ୍କୁ ଭୁଲିଗଲେ
@pradeepkumarjena4162
@pradeepkumarjena4162 День назад
ବହୁତ ସୁଦର
@user-yq2gb1sj1s
@user-yq2gb1sj1s 8 дней назад
ଚିଟଫଣ୍ଡ କେସ ରେ ଧରାପଡିଲା ପରେ ଦେହ ସତ ରେ ଖରାପ ହୋଇଥଲା ନା ନାଟକ କରିଥଲେ ଏହା ହେଉଛି ସତ୍ୟ ର ଜୟ ଆଉ ବେଲ ହେଲା ପରେ ଦେହ ପୁରା ଏତେ ଶୀଘ୍ର ଠିକ ହୋଇଗଲା
@Satya1990_
@Satya1990_ 13 дней назад
ସବୁ ମିଡିଆ ସୋସିଆଲ ମିଡ଼ିଆ BJD ହାରିବାର ଦୋଷ v k pandian କୁ ଦେଉଥିଲେ but ଯେବେ Naveen Patnaik କହିଲେ he is a honest person ଆଉ କେହି pandian କୁ target କଳେନି, Bobby das ପଛରେ ପଡ଼ିଲେ,ଯଦି Naveen Patnaik Bobby das support ରେ ଗୋଟେ bite ଦେଇଦେବେ ସବୁ ଚୁପ୍ ହୋଇଯିବେ, ପ୍ରଭାତ ବିଶ୍ଵାଳ କୁ କଣ ପାଇଁ party ରେ ରଖିଛନ୍ତି ଆଉ କଣ ପାଇଁ ତାଙ୍କ ପୁଅ କୁ ବାର ବାର mla ticket ଦେଉଛନ୍ତି ତାହା ଗୋଟେ ଚିନ୍ତା ର ବିଷୟ ଏ ଏପରି ଗୋଟେ ନେତା ଯୋଉଠି ଖାଇବେ ସେଇଠି 2 କରିବେ.
@babupatnaik9767
@babupatnaik9767 13 дней назад
ସାନ୍ତରା କୁ ଟିକେ ଝଲକ ଦେଖେଇଦିଅ,ଯେମିତି ଦେଖେଇଥିଲ ପାଣ୍ଡାକୁ।
@omprakashnayak270
@omprakashnayak270 13 дней назад
Take care of ur health Once upon a time you are in jail for chitfund case
@swarnamohanty3121
@swarnamohanty3121 13 дней назад
Jail re kete dina thila? Case ru clear helani?
@BANABIHARIBEHERA-zi2nn
@BANABIHARIBEHERA-zi2nn 13 дней назад
ସବୁନେତା ମୁହଁ ଖୋଲନ୍ତୁ ଦଳ ବଂଚିବ
@prafullakumarpradhan8129
@prafullakumarpradhan8129 13 дней назад
ଠିକ କଥା ସେ ଦୁଇ ଜଣ ବେଶି ହେଉଛନ୍ତି ଛାଡନି l
@rudrabhuyan5027
@rudrabhuyan5027 13 дней назад
Best ledder🎉
@user-yq2gb1sj1s
@user-yq2gb1sj1s 13 дней назад
ବଡ ଭାଇ ଙ୍କ ପ୍ରତି ସମ୍ମାନ ଅଛି କହୁଛନ୍ତି ତ ଟିପଣି ପଚାରିକି କଣ ଦେବେ ବିଶ୍ବାଳ ବାବୁ କହୁଛନ୍ତି
@Odishahabibi
@Odishahabibi 13 дней назад
Hats off to you sir 🙏. Jadi sabu BJD leader ei same katha kahiba tahele kichhi haba
@swarupdas275
@swarupdas275 13 дней назад
PRAVAT AND DEBASISH BOTH WERE PARRY"S MEN
@ramachandrasahoo3339
@ramachandrasahoo3339 13 дней назад
thanks pravat babu
@rankanayak9953
@rankanayak9953 13 дней назад
ଆଗ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ
@pkp4793
@pkp4793 13 дней назад
1)Pandian 2)Boby
@himansupadhy9389
@himansupadhy9389 13 дней назад
Pravat babu turanta nija pacha patu pakistani ranga ku kadhi sanatani ranga gerua o nije vi gerua paridhan kariba ebe tharu arambha kale bhala huanta.
@user-wj3lf4xi7n
@user-wj3lf4xi7n 13 дней назад
We appreciate you sir
@user-yq2gb1sj1s
@user-yq2gb1sj1s 8 дней назад
ସ୍ୱାଧୀନ ବିଧାୟକ BJD BJP ମେଣ୍ଟ ରେ ଚକ୍ରାନ୍ତ କରି ପ୍ୟାରୀ ବାବୁ ଙ୍କ ଧରି ଦୁର୍ବଳ ବିଜେପି ପାର୍ଥୀ ଦେଇ ବିଶ୍ବାଳ ବାବୁ ସ୍ୱାଧୀନ ରେ ଜିତିଗଲେ ମେ 29ମଧ୍ୟ ରାତ୍ରି ରେ ଦଳ ରୁ ସସପେଣ୍ଡ ହେଲା ପରେ କେହି ଗୋଟେ ବିଶ୍ୱାଳ ବାବୁ ପାଖରେ ବିଜେଡି ର କର୍ମୀ ମାନେ କେହି ନ ଥିଲେ ଏମିତି କି ପର୍ଵ ପର୍ବାଣୀ ରେ ନିଜ ଦଳ ର ୱାର୍ଡ ସଭାପତି କର୍ମୀ ମାନେ ଡ଼ାକିଲେନି
@pitambrarout8724
@pitambrarout8724 13 дней назад
ଅତି ତୋଷାମଦି ଭଲ ନୁହେଁ ।
@Madhuvlogs94
@Madhuvlogs94 13 дней назад
ସବୁ ଝାରପଡା ଜେଲ୍ ଯିବ
@lokanathsamal1057
@lokanathsamal1057 12 дней назад
Se di Jana hele prabhat Biswala au Swabhik Biswala
@abhiramsahoo5642
@abhiramsahoo5642 12 дней назад
ପରାଜୟର କାରଣ ସମୀକ୍ଷା ଏପର୍ଯ୍ଯନ୍ତ ହେଲାନି ! ତର୍ଜମା ହେଲାନି ! ଦଳ ଓ ସଂଗଠନ ସୁଦୃଢ ହେବ କେମିତି ? ପାଦ ତଳୁ ଅତଡା କାହିଁକି ଖସିଲା,ଆଗ ସେ କାରଣ ଖୋଜ ! ଏମିତି ଅନ୍ଧାରରେ ବାଡି ବୁଲେଇବାରେ କିଛି ଲାଭ ନାହିଁ ! ଏବେ ବି ପାଣ୍ଡିଆନ୍ ଡର କାହାକୁ ଛାଡିନି ! ସାହାସ ହେଉନି ଖୋଲାଖୋଲି ଚ୍ଯାଲେଞ୍ଜ କରିବାକୁ !
@SusanthMohapatra
@SusanthMohapatra 13 дней назад
He is a thief
@gaganbiharisamantaray1122
@gaganbiharisamantaray1122 13 дней назад
ଏଇଟା ପ୍ରଭାତ ବିଶ୍ୱାଳ bite ନୁହେଁ ଇଏ ସାରା ଓଡିଶା ର ଜଣ ଜଣ ku ପଚାର ଯାଇ ସମସ୍ତେ କହିବେ ପାଣ୍ଡିଆନ ବବୀଦାସ
@himansupadhy9389
@himansupadhy9389 13 дней назад
Prabhat babu daya kari byasta bibrata huantu nahin debasis samantary khub sigrha bibhrna gunda giri mafia giri o kala tanka aharan etyadi mamala re bandha hebe. Pravat biswal jane hero.
@sushilkumarpradhan7513
@sushilkumarpradhan7513 12 дней назад
Currect katha sir kahuchanti
@Brosujit
@Brosujit 13 дней назад
ଏ ଶଳା କୁ ଆଉ ଥରେ CBI ଲଗେଇ ଜେରା କରି ତାର ଛେରା କାଢି ଦିଅ,ଶଳା ଦୌଡିବ bjp ଲୁଙ୍ଗି ତଳେ ପଶିଯିବ,🎉
@JogeswarMajhi-lt7hj
@JogeswarMajhi-lt7hj 13 дней назад
ଅସଲ କଥା କାଳେ ସେ କହିଦେବ,,ସେ ଭୟରେ ସବୁ ବିଜେଡ଼ି ନେତାଙ୍କୁ ଘାରିଲାନି,,ସେ କଣ ସବୁ ଜାକିଜୁକି ହେଇ ବିଜେପି କୁ ଆସିବେ
@bigdady1281
@bigdady1281 12 дней назад
Bhai genda haribara reason hela corruption au fraud politics
@budhadevpanda467
@budhadevpanda467 13 дней назад
ଖଣି ଓ ପାଣି ହାରିବାର ଦୁଇଟି କାରଣ
@mahaswetasamantaray3039
@mahaswetasamantaray3039 13 дней назад
CBI dara ..... 😂
@kalingavlogs6718
@kalingavlogs6718 10 дней назад
Chitfund tanka achhi na sarigala
@bharatbhusansahoo5413
@bharatbhusansahoo5413 13 дней назад
20 20 match between two BJD politician.
@kailashjena8685
@kailashjena8685 13 дней назад
No1 tautar
@lagnajeetsamantaray163
@lagnajeetsamantaray163 13 дней назад
Chit fund paisa re peta pura phuli galeihnnn.... Ahh bhara maal
@user-hi2ir1is2x
@user-hi2ir1is2x 13 дней назад
Kahidia
@manojjena1903
@manojjena1903 13 дней назад
Besi gapana phateidebe
@abhayamishra3806
@abhayamishra3806 13 дней назад
BJP Ku Jiba Pain Prastuti Chalichhi😂😂
@rasmitachhotaray8484
@rasmitachhotaray8484 9 дней назад
ପ୍ରଭାତ ବିଶାଳ,,, ବଡ ହାରାମି ଏବଂ ବଡ ଚୋର,, ଭବିଷ୍ୟତରେ ତୋ ଜୀବନ ଜେଲରେ କଟିବ 100%
@dhirendranathamohanty6367
@dhirendranathamohanty6367 41 минуту назад
Aeita maha galuataa
@himansupadhy9389
@himansupadhy9389 13 дней назад
Prabhat babu jana karmath neta kintu se ebe hanu mala bela ku sata kahe sehi pari bes khola manare dirgha 8barsa pare bum agare bhasan mariba r sahas jutai parichanti.
@ahansupradhan6084
@ahansupradhan6084 13 дней назад
Sabu thara paita bodhe
@santoshpati4194
@santoshpati4194 13 дней назад
Nabin pattanaik BJD haribar main doshi
@rupeshmalla7766
@rupeshmalla7766 13 дней назад
pandian still handling bjd..
@ashisswain8499
@ashisswain8499 6 дней назад
Tu aagaru kouthi soithilu
@amlan2871
@amlan2871 13 дней назад
ଜଦି ପାଣ୍ଡିଆନ୍ ଅlଉ ବବି ପାଇଁ ବିଜେଡି ହାରିଲା ତ ଆଗରୁ କାହିଁକି ବିରୋଧ କରୁନଥିଲ ତୁମେ ସବୁ ଚାଟୁକାର
@bharatbhusansahoo5413
@bharatbhusansahoo5413 13 дней назад
Sunu papadi khaiba
@user-mr9wp7fm6g
@user-mr9wp7fm6g 13 дней назад
Darani
@monajsabat8383
@monajsabat8383 13 дней назад
Daruachi v k padina ku biswal kahike
@SuperBichitra
@SuperBichitra 13 дней назад
Ausadh ragare tatia kamudi ba kathaa .... nonsense loka ta ya kathare kichhi gurtwa nahin ....
@sandipmishra8448
@sandipmishra8448 13 дней назад
Pravat Biswal is one of the worst person,Debasis samantaray is correct ,,,,cheat fund kelenkari re sandjigdha byakti
@budhianahak6837
@budhianahak6837 12 дней назад
BJD ro Haaribaaro Sutrodhaaro pandian pura Odisha jaanichi BJP bhi Swikaar koruchi
@kabulinayak7212
@kabulinayak7212 13 дней назад
ତୁ ମାଗିଆ କୋଉ ବାଣ୍ଡ ସାଧୁ ଟା ? ଚିଟ୍ ଫଣ୍ଡ ଦୁର୍ନୀତି ରେ ତୁ ଜେଲ୍ ଯାଇଥିଲୁ । ଆଉ ଏତେ ଚିକଣ କଥା କଣ ଛୋଡ଼ି ହଉଛୁ ।
@mnsirmathematics269
@mnsirmathematics269 13 дней назад
ପାଣ୍ଡିଆନ୍ କଂ ଯେ ବିଜେଡି ହାରିମର, ଏହା ସମସ୍ତେ ଜାଣନ୍ତି। ପ୍ରଭାତ ବାବୁ କଟକବାସୀ ସୁଖଦୁଃଖର ସାଥୀ। ଏଥିପାଇଁ ସେ ଜିତି ଆସିଛନ୍ତି।
@user-lw2it7hj6v
@user-lw2it7hj6v 13 дней назад
Are BJD neta tama CM Nabin V odisha re Chittfund Khaithiba NETA NKu Nabina Ghanta ghodaichi , Nabina Jadi BiJu Chhua ta hele Chittfund Ra Chora nku 25 years dhariparilani ,Na ajogya tar pramana dela
@rabindramajhi9566
@rabindramajhi9566 13 дней назад
Magiha Boby
@amitkumarbaral1674
@amitkumarbaral1674 13 дней назад
Tu tautar ta
@baradakantatripathy972
@baradakantatripathy972 13 дней назад
Pravat Biswal is a right leader
@baradakantatripathy972
@baradakantatripathy972 13 дней назад
Pandu chatarkhia ku ame jauthi dekhibu open langala Kari road re chun kali debu
Далее
Недооцененный котел в Симс 4
00:37
ПОЮ НАРОДНЫЕ ПЕСНИ🪗
3:19:41
Просмотров 1,9 млн
Nabin Nka Charcha With Berhampur MP Pradeep Panigrahi
45:16
Недооцененный котел в Симс 4
00:37