Тёмный

'ରତ୍ନଭଣ୍ଡାର ଦେଖି ମୁଁ ଆଶ୍ଚର୍ଯ୍ୟ' |Exclusive Interview with Justice Biswanath Rath | Ratna Bhandar |OR 

Odisha Reporter
Подписаться 2,5 млн
Просмотров 384 тыс.
50% 1

ଦୁଇ ଦୁଇଥର ରତ୍ନଣ୍ଡାର ଭିତରକୁ ଯାଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ । ରତ୍ନଭଣ୍ଡାର ଭିତରେ ଶ୍ରୀ ରଥ କଣ ଦେଖିଲେ ସନେଇ ସବୁକିଛି କହିଛନ୍ତି । ଶୁଣନ୍ତୁ ତାଙ୍କ ମୁଁହରୁ ରତ୍ନଭଣ୍ଡାରର ରହସ୍ୟ ସମ୍ପର୍କରେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #ratnabhandar #Puri #JayJagannath #BiswanathRath

Опубликовано:

 

14 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 266   
@NirupamaDevi24
@NirupamaDevi24 2 месяца назад
ଲୋକ ନାଥଙ୍କ ଧଣ୍ଡା ଛୁଇଁ ସମସ୍ତ ରତ୍ନ ଭଣ୍ଡାର ସୁରକ୍ଷା, ଯାଞ୍ଚ କମିଟି ଶପଥ ନିଅନ୍ତୁ, ପ୍ରଭୁଙ୍କ ରତ୍ନ ଭଣ୍ଡାର ସୁରକ୍ଷିତ ରଖିବେ, ଲୁଟିବାର ଭୟ ଯେମିତି ନ ରୁହେ, ଭବିଷତରେ, ସମସ୍ତଙ୍କ ଗୋଚର ରେ ଆସୁ, କେତେ କିଏ ଲୁଟିବେ ଜଣା ପଡିବ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ, ଜୟ ଜଗନ୍ନାଥ 🙏
@anantaprasadpraharaj559
@anantaprasadpraharaj559 2 месяца назад
ସାର୍ ଆପଣ ଓ ଆପଣ ଙ୍କ ର ପୁରା ଟିମ୍ ର ସଦସ୍ୟ ମାନଙ୍କୁ ଶତ ଶତ ପ୍ରଣାମ 💐 🙏🙏, ଶ୍ରୀ ଜଗନ୍ନାଥ ସ୍ବାମୀ ଙ୍କ ର ଆଶିର୍ବାଦ ଆପଣଙ୍କ ଉପରେ ରହିଛି ଓ ରହିବ ମଧ୍ୟ
@air-strike3526
@air-strike3526 2 месяца назад
ମୋର ସିଧା କଥା ହେଲା ମୋର ପୁରୀ ପଣ୍ଡା ଙ୍କ ଉପରେ ଟିକେ ବି ବିଶ୍ୱାସ ନାହିଁ । ଏଠି ଆଉ ରାଜା ଶାସନ ନାହିଁ ଯେ ଆଉ ଗୋଟେ ରାଜା attack କରିବ ଆଉ ରତ୍ନ ଭଣ୍ଡାର ଲୁଟି ନେଇ ଯିବ । ୧. ଯଦି ତମେ ପଣ୍ଡା ମାନେ ରତ୍ନ ଭଣ୍ଡାର ଜଗୁଥିଲ ତାହେଲେ ହାତୀ ହାତୀ ରତ୍ନ ଅଳଙ୍କାର ସବୁ କୁଆଡେ ଗଲା??!!! ୨. 46 ଦେଶ ର ରତ୍ନ ଖଞ୍ଜିତ ରାଜମୁକୁଟ କୁଆଡେ ଗଲା ??!!! ୩. ଯୋଉ ପୁରୁଖା ଓ ବୟୋଜ୍ୟେଷ୍ଠ ଲୋକ ମାନେ ଯିଏ ସ୍ଵ ଚକ୍ଷୁ ରେ ଦେଖିଛନ୍ତି ଯାହା ପୂର୍ବ ତାଲିକା ରେ ଥିଲା ଯେ ଏତେ ରତ୍ନ ଅଳଙ୍କାର ଆଉ ଅଗଣିତ ମୂଲ୍ୟବାନ ହିରା ସବୁ ଆଉ ଅମୂଲ୍ୟ ରତ୍ନ ପଥର ସବୁ ଥିଲା ଯାହା କି ଏବେ ର ଆନୁମାନିକ ମୂଲ୍ୟ ଅନୁସାରେ ଦଶଟା ବମ୍ବେ ସହର କିଣା ଯାଇ ପାରିବ। ସେସବୁ କୁଆଡେ ଗଲା ??!!! ୪. କହୁଚ କଣ ସୁଡ଼ଙ୍ଗ ନାହିଁ, ଆମେ ପିଲାବେଳୁ ଶୁଣି ଆସିଚୁ ପ୍ରଭୁ ଲିଙ୍ଗରାଜ ଙ୍କ ସହିତ ପୁରୀ ମନ୍ଦିର ଭିତରୁ connection ଅଛି, ଖଣ୍ଡଗିରି ସହିତ ଅଛି ଆଉ ରାଜ୍ୟ ର ଭିନ୍ନ ଭିନ୍ନ ମଠ ମନ୍ଦିର ସହିତ ଅଛି। କଣ ପାଇଁ ସିଧା ସିଧା ଏସବୁ କଥା କୁ ମନା କରି ଦଉଚ କିଛି ଆଧୁନିକ ଟେ୍କ୍ନୋଲୋଜୀର ଯାଞ୍ଚ ନକରି। ଆଜ୍ଞା ଏଇ ଜମାନାରେ ଆପଣଙ୍କ ଏହି ଜ୍ଞାନ ସମସ୍ତଙ୍କୁ ମୂର୍ଖ ବନେଇ ପାରିବ ନାହିଁ। ସିଧା କଥା ହେଲା ବର୍ତମାନ ରାଜା ହେଲେ ଦେଶର ପ୍ରଧାନମନ୍ତ୍ରୀ ଆଉ ଭାରତ ସରକାର। ଏଥିରେ ସେବାୟତ ମାନେ କେହି ଆମର ଆମର କହି ପାରିବେ ନାହିଁ । ଆମେ କାଳିଆ ସାଆନ୍ତ ଙ୍କର ସମସ୍ତ ରତ୍ନ ଭଣ୍ଡାର ଜିନିଷ ଆମେ ଦେଖିବୁ ଆମର ଅଧିକାର ଅଛି ଆଉ ଏଗୁଡ଼ା କାହା ବୋପା ସମ୍ପତି ନୁହେଁ ଯେ ଥୋଇଲା ଭଳିଆ ମାଡ଼ି ବସିବ । ଜୟ ଜଗନ୍ନାଥ ପ୍ରଭୁ 🙏🚩🚩 ‼️⭕❗⭕‼️ ଯିଏ ବି ଟିକିଏ ସ୍ବାର୍ଥ ପାଇଁ ବି ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରୁ କାଣିଚାଏ ବି ନେଇଥିବ ବା ଲୋଭ କରିଥିବ , ତା ବଂଶ ରେ କେହି ନ ରୁହନ୍ତୁ ଏଇଟା ଅଭିଶାପ ସାଢେ଼ ଚାରି କୋଟି ଓଡ଼ିଆ ଆଉ ବିଶ୍ଵ ର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କ ତରଫରୁ । 🙏🙏🚩🚩🚩🚩🚩🚩🚩🚩🚩 ଜୟ ଜଗନ୍ନାଥ
@LUfFu-c9y
@LUfFu-c9y 2 месяца назад
ପୁରା ସତ କଥା ସବୁ ମିଛ । ବାହାରେ ଗୋଟେ ଭିତରେ ଆଉ ଗୋଟେ। ସତ ସାମ୍ନା କ ଆଣ ଆମେ ଦେଖିବୁ । ଆଉ ମୋଗଲ ସମ୍ରାଟ ନାହିଁ କି କୋଉ ରାଜା ଆକ୍ରମଣ କରିବାର ନାହିଁ। ତମ କଥାରେ ଆମର ଟିକେ ବି ବିଶ୍ୱାସ ନାହିଁ।
@khirodsahoo9624
@khirodsahoo9624 2 месяца назад
ହଁ ଭାଇ ମାନେ ମନେରଖ ଏବେ କୌ ରାଜା ଆକ୍ରମଣ କରିବାର ନାହିଁ କି । କିନ୍ତୁ ସବୁ ଭିତର ଲୋକ ଧୀରେ ଧୀରେ ଲୁଟୁଛନ୍ତି ଏ ବାବୁ କହିବେନି। ଆମର ତୁମ କଥା ରେ ବିଶ୍ୱାସ ହଉନି । We demand all advance survey. ପରେ ଆଉ କେହି ଏପରି ଯନ୍ତ୍ର ବ୍ୟବହାର କରି ଲୁଟି ନ ନଉ ସରକାର ଯଥାଶୀଘ୍ର ବୈଷୟିକ ଯନ୍ତ୍ରାଂଶ ବ୍ୟବହାର କରି ସମସ୍ତ ରତ୍ନ ଭଣ୍ଡାର ରତ୍ନ ଅଳଙ୍କାର ଉଦ୍ଧାର କରନ୍ତୁ ନହେଲେ ପରେ ଆଉ କେହି କରି ଲୁଟିନେବ ଗ୍ୟାରେଣ୍ଟି । ଜୟ ଜଗନ୍ନାଥ ମହାପ୍ରଭୁ 🙏
@nirmalKumar-zd7qi
@nirmalKumar-zd7qi 2 месяца назад
😂
@gangadharsatapathy316
@gangadharsatapathy316 2 месяца назад
@@air-strike3526 ଆଜ୍ଞା !! ଆମେ ହୁଏତ ଯାଣି ପାରିବା ନାହିଁ କିମ୍ବା ଦେଖି ପାରିବା ନାହିଁ !! କିନ୍ତୁ ଭଗବାନ୍ ଙ୍କ ଅଦାଲତରେ କେହି ଖସିଯାଇ ପାରିବେ ନାହିଁ। ଧୁଳି ଶାତ୍ ହୋଇଯିବେ, ତଳିତଳାନ୍ତ ହୋଇଯିବେ।
@suryakanta6215
@suryakanta6215 2 месяца назад
sir ଆପଣ ଯଦି ପ୍ରତିଙ୍ଗା କରିଛନ୍ତି ଲୋକମାନଙ୍କୁ କହିବେନାହିଁ ବା ଲୋକ ମାନେ ଯଦି ନ ଜାଣିବେ ତା ହେଲେ ରତ୍ନ ଭଣ୍ଡାର କୁ ନେଇକି ରାଜନୀତି କରିବା କନ ଦରକାର ଥିଲା, ଭଗବନ ସହିବେନି ଜୟ ଜନ୍ନାଥ
@pradyumnapradhan7703
@pradyumnapradhan7703 2 месяца назад
ଆରେ ଭାଇ ,ସମ୍ପୂର୍ଣ୍ଣ ଗଣତି ପରେ ସେ ପ୍ରକାଶ କରିବେ।🙏
@saritapatwari5486
@saritapatwari5486 2 месяца назад
E​@@pradyumnapradhan7703
@KailashPanda-o5f
@KailashPanda-o5f 2 месяца назад
ହେ କାଳିଆ. ସାନ୍ତ କୋଟି ପ୍ରଣାମ ଏଭଳି ତୁମ ରତ୍ନଭଣ୍ଡାର ଓ ତୁମ ବିଶ୍ୱନିଅନ୍ତା ଓଡିଶା କୁ ରକ୍ଷା କରୁଥାଅ ତୁମ ଅଳଂକାର ତଦାରଖ ଟିମି ସଦସ୍ୟ ଗୁଣିଜ୍ଞାନୀ ଭକ୍ତ ମାନଂକୁ ରକ୍ଷା କରହେ କାଳିଆ ସାନ୍ତେ 🙏🙏🙏🙏
@Duryodhankhatua-k6o
@Duryodhankhatua-k6o 2 месяца назад
DURYODHAN KHATUA HON'BLE JUSTICE BISWANATH RATH SIR ! HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! YOU ARE VERY LUCKY SIR ! LORD JAGANNATH MAY BLESS YOU AND YOUR WHOLE TEAM !
@subashsahoo3527
@subashsahoo3527 2 месяца назад
ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩🚩👌👌👍❣️❣️❣️
@BirenKumar5656
@BirenKumar5656 2 месяца назад
Jay Jagannath
@BirenKumar5656
@BirenKumar5656 2 месяца назад
Jay Jagannath Swami
@gangadharsatapathy316
@gangadharsatapathy316 2 месяца назад
ପରମେଶ୍ବର ଙ୍କ ସୃଷ୍ଟି ରେ ସେ ନିଜେହିଁ ଶ୍ରଷ୍ଟା ( Director, Aacter, Creator and Master, - - - - ( Suprim Soul') All in All )⚜️⚜️🌹🌹💎💎💐💐🇲🇰🇲🇰
@pratapsindhupatra8120
@pratapsindhupatra8120 2 месяца назад
ସୁନ୍ଦର ମନ ଭାବ ର ଲୋକ ବୋଲି ଜଗନ୍ନାଥ ଠାକୁର ରଥ ସାର୍ ଙ୍କୁ ଏହି ଦାୟିତ୍ବ ଦେଲେ
@GolakBihariSahoo-o9f
@GolakBihariSahoo-o9f 2 месяца назад
👍, ଜୟ ଜଗନ୍ନାଥ 🙏ଆପଣଙ୍କ ଯାତ୍ରା ସୁଗମ ହେଉ.
@sanujsahu3242
@sanujsahu3242 2 месяца назад
ଯେଉଁ ସବୁ ରତ୍ନ ଆଛି ସେ ହେଉଛି ପ୍ରଭୁ ଜଗନ୍ନାଥ ଙ୍କ ର ସେସବୁ ସମସ୍ତ ଓଡ଼ିଆ ଜାଣିବା ଆବଶକ୍ୟ ଆଛି
@VickySingh-fy4qv
@VickySingh-fy4qv 2 месяца назад
Jai Jagannath Bhagwan Ji 🙏🏻🙏🏻
@ମୋକବିତା-ଯ5ଢ
@ମୋକବିତା-ଯ5ଢ 2 месяца назад
ଆଜ୍ଞା, ଆପଣ ଯେଉଁ ପ୍ରତିଜ୍ଞ କରିଛନ୍ତି ଠିକ ଅଛି, ଆମଘର ର ଭିତିରି ରହସ୍ୟ କାହାକୁ ଜାଣିବାକୁ, ଦିଅନ୍ତୁ ନାହିଁ, ଜୟ ଜଗନ୍ନାଥ 🙏
@gangadharbiswal2606
@gangadharbiswal2606 2 месяца назад
ଯେଉଁ ମାନେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତି ନେଲେ ଓ ଯେଉଁମାନେ ତାହା କାର୍ଯ୍ୟକାରୀ କଲେ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ମାତ୍ର ଅସଲ ମଞ୍ଜି କଥା କେହି କହୁ ନାହାଁନ୍ତି, ବୋଧହୁଏ ଭବିଷ୍ୟତ ର ସୁରକ୍ଷା ପାଇଁ। ମାତ୍ର ୧୯୭୮ ଗଣନା ର ଲିଷ୍ଟ ଅନୁସାରେ ବର୍ତ୍ତମାନର ଅଳଙ୍କାର ଯଥାର୍ଥ ଅଛିକି ? ଯେହେତୁ ଭଣ୍ଡାର ଭିତରେ ସୁଡ଼ଙ୍ଗ ନାହିଁ, ତେଣୁ ମରାମତି ଭଲ ଭାବରେ ହେଇ ପାରିବ। ପୁରୀ ର କିଛି ଲୋକ ଓ କିଛି ଦଇତା ନାନା କଥା କହୁଥିଲେ ତାହା ଗୋଟିଏ ଭେଳିକି ମାତ୍ର। ତାହା କେବଳ ବାହ୍ୟ ଶତ୍ରୁ ପ୍ରତି ଭୟ ଦେଖଇବା ପାଇଁ ଥିଲା ତାହା ଜଣା ପଡିଲା । ଗଣତି କରି ଓଜନକରି‌ ଓ ତାହାର ଆକାର ପଥର ର ରଙ୍ଗ ଲେଖିଲେ ଯଥେଷ୍ଟ ହେବ।‌ମୂଲ୍ୟାଙ୍କନ କରି ଏତେ କୋଟିର ସୁନା ରହିଲା କହି ପ୍ରଚାର କରିବାର ଆବଶ୍ୟକତା ନାହିଁ। ପୂର୍ବ ସରକାରରେ ପାଣ୍ଡିୟାନ ନିଜର ଧର୍ମ ଓ ଜାତି ଯୋଗୁଁ ଭଣ୍ଡାର ନିଜେ ଯାଇଁ ଖୋଲୀବାକୁ ଡରୁଥିଲା ବୋଲି ମୋତେ ପ୍ରଭୁ କହିଲେ। ଜୟ ଜଗନ୍ନାଥ।
@gangadharsatapathy316
@gangadharsatapathy316 2 месяца назад
ଆଜ୍ଞା 🙏🙏 ଛୋଟ ମୁଣ୍ଡରେ ଗୋଟିଏ କଥା କହିବାକୁ ଚାହିଁବି କି ଗଣତୀ ମଣତୀ, ଓଜନ,ରଙ୍ଗ ଇତ୍ୟାଦି ଇତ୍ୟାଦି ଇତ୍ୟାଦି ଯେତେ ପ୍ରକାରର ଭେଳିକି କଥା ସବୁ ପ୍ରଶ୍ନ କରୁଛନ୍ତି !! ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେଉଛନ୍ତି !!! ଆଦୌଁ ହେଉନଥିଲା ! ଟିକିଏ ଅପେକ୍ଷା କରନ୍ତୁ, ଧର୍ଯ୍ୟ ରଖନ୍ତୁ । ଧିର ପାଣି ପଥର କାଟେ। ଥଟ୍ଟା ମଜା କଥା ବନ୍ଦ୍ କରି ସେହି ପରମେଶ୍ବର ଙ୍କୁ ଜଣାନ୍ତୁ ଯେ ସମସ୍ତ କାର୍ଯ୍ୟ ଅତି ସୁକ୍ଷ୍ମ ରେ ସୁଚାରୁରୂପେ କରାଇ ଦିଅନ୍ତୁ। ବାବା ମୁକ୍ତେଶ୍ଵର ଙ୍କ ଇଛା। ଓଁ ନମଃ ଶିବାୟ। ହେ ପ୍ରଭୂ ଇଚ୍ଛା ମୟ।
@binoddas7295
@binoddas7295 2 месяца назад
13,15 ଜଣ 7,8 ଘଣ୍ଟା ରେ ଅଣ୍ଡର ଗ୍ରାଉଣ୍ଡ ନାହିଁ, ଆଉ କୋଠରୀ ନାହିଁ କହିବା ସମ୍ପୂର୍ଣ୍ଣ ଭୁଲ, କାରଣ 4 ମାସ ଧରି ମୁସଲମାନ 1000 ଲୋକ ପାଉନଥିଲେ, ତେଣୁ export ର ଦରକାର
@krishnamritam159
@krishnamritam159 2 месяца назад
Expert*
@sritamkumar7488
@sritamkumar7488 2 месяца назад
Thile bi se kai Kahibe Public Kale Bhala nuha.
@sabitanayak4716
@sabitanayak4716 2 месяца назад
ସବୁ କଥା କାହିଁ ସୋସିଆଲ ମିଡ଼ିଆ ରେ କହିବେ । ଭଗବାନ ଙ୍କୁ ଭୟ କର
@subhadabehera3586
@subhadabehera3586 2 месяца назад
Right
@srisaidesignvastu9209
@srisaidesignvastu9209 2 месяца назад
ଜୟ ଜଗନ୍ନାଥ , ଆଗରୁ ଯିଏ କମିଟି ମୂଖ୍ୟ ଥିଲେ ଏମିତି ପ୍ରଭୁ ଙ୍କ ରତ୍ନ ଭଣ୍ଡାର ବିଷୟରେ ଜାଣିପାରିଲୁ ନାହିଁ ! କିନ୍ତୁ ଏବେ ଆପଣଙ୍କ ମୁଖରୁ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ବିଷୟରେ ଜାଣି ପାରିଲୁ ! ଜୟ ଜଗନ୍ନାଥ ଯିଏ ଅନ୍ୟାୟ କରନ୍ତି ଜଗନ୍ନାଥ ତାକୁ ଗାଦିରୁ ଓଲହେଈ ଦିଅନ୍ତି !
@jullysamal6626
@jullysamal6626 2 месяца назад
24ବର୍ଷ gadiru bjp out ହେଇଥିଲା କହିକି
@debabratanaik2246
@debabratanaik2246 2 месяца назад
Ratnabhandara kholi ki tama ghara ku sabu ratna ra list ta pathei debe rahitha. Bokachoda.
@NatureTour8716
@NatureTour8716 2 месяца назад
ଯେହେତୁ ଓଡ଼ିଶା ବାସୀ ଙ୍କ ତତ୍ତ୍ଵାବଧାନରେ ସରକାର ଗଠନ ହୋଇଛି ସେଥିପାଇଁ ସମସ୍ତଙ୍କ ର ଜାଣିବାର ଅଧିକାର ଅଛି ଜୟ ଜଗନ୍ନାଥ 🙏
@narayansahoo3294
@narayansahoo3294 2 месяца назад
ଜୟ ଜଗନ୍ନାଥ🙏ଅଶେଷ ସାଧୁବାଦ ଆପଣଙ୍କୁ ରଥ ମହାଶୟ
@aratimitra8559
@aratimitra8559 2 месяца назад
Very well said Sir......thank u so much 👍👍
@atpmedia9138
@atpmedia9138 2 месяца назад
ତଥ୍ୟ ଗୁପ୍ତ ରଖୁଛନ୍ତି ଅର୍ଥାତ ଖୋଲି ନ ଖୋଲି କିଛି ଲାଭ ନାହିଁ
@020572Pks
@020572Pks 2 месяца назад
Sir,we r proud of you. You r truly blessed.But ,please, complete the whole process by suggesting the govt necessary measures to be taken ahead for security of temples valuable wealth till opening of inner ratna bhandar for perhaps next few decades
@dipakswain5999
@dipakswain5999 2 месяца назад
କେଦାର ନାଥ ରୁ ଯେମିତି 250 kg ସୁନା ଚୋରି କରିନେଲେ ସେମିତି ପ୍ରଭୁ ଜନ୍ନାଥଙ୍କ ସୁନା ବି ଚୋରି କରି ନେବେ, ଜନ ସାଧାରଣଙ୍କୁ ପ୍ରତ୍ୟେକ ଟି ଅଳଙ୍କାର ର ଗଣତି ଓ ହିସାବ ମୂଲ୍ୟ ଜାଣିବା ଦରକାର
@BINODKUMARNANDI
@BINODKUMARNANDI 2 месяца назад
କେଦାରନାଥ story ତା ଭଲ ସେ ଜାଣିବାକୁ ଚେଷ୍ଟା କର
@manamohansahoo4693
@manamohansahoo4693 2 месяца назад
Tq sir ,jaha heichi vala hela
@manoranjannaik1976
@manoranjannaik1976 2 месяца назад
ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ଗଛିତ ଥିବା ସମସ୍ତ ସଂପତ୍ତିର ତାଲିକା କରି ସେଗୁଡ଼ିକର ନାମ ଏବଂ ଗଣତି ମଣତିର ସାମାଜିକୀକରଣ କରିବା ଦରକାର ବୋଲି ମୁଁ ଆଶା କରେ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଏଥିରେ ସହଭାଗୀ ହେବେ । ଫଳରେ ଓଡ଼ିଶାବାସୀଙ୍କ ନିକଟରେ ଆପଣମାନେ ସମସ୍ତେ ସମ୍ମାନିତ ହେବେ ଏବଂ ଧନ୍ୟବାଦର ପାତ୍ର ହେବେ ସର୍ବଦା । ଜୟଶ୍ରୀ ଜଗନ୍ନାଥ |
@JAYJAGANATH17
@JAYJAGANATH17 2 месяца назад
Abashyaka nahi
@SaurabhAnupamSahu
@SaurabhAnupamSahu 2 месяца назад
Jai Jagannnath ... SaurabhAnupamSahu
@shakti12001
@shakti12001 2 месяца назад
ମହାପ୍ରଭୁ କଂର ରତ୍ନ ଭଣ୍ଡାର କିମ୍ବା ଶ୍ରୀମନ୍ଦିର ଗୋଟେ tourist place ନୁହେଁ l ଏହା ମହାପ୍ରଭୁ କଂର ମନ୍ଦିର ଅଟେ l
@ଶ୍ରୀଜଗନ୍ନାଥଭରସା
ସବୁ ସେହି ମହାପ୍ରଭୁଙ୍କ ଇଚ୍ଛା
@anandrout9330
@anandrout9330 2 месяца назад
ସାରେ ଯେଉଁ କହିଲେ ।ଭିତରେ କଣ ଅଛି ଆମେ ପ୍ରକାଶ କରିବୁ ନାହିଁ ।ମତେ ଲାଗୁଛି ଅନେକ ମୁକୁଟ ଅଛି ।
@bandhubabu2324
@bandhubabu2324 2 месяца назад
ଅଳଙ୍କାର ର ସୂଚନା ନ ଦେଲେ ଓଡ଼ିଆ ଜାତି ଯୋଉ ଅନ୍ଧାରରେ ଥିଲା ସେହି ଅନ୍ଧାରରେ ରହିବେ! ଭିତର ଭଣ୍ଡାର ଖୋଲିବାର ମୂଲ୍ୟ ତାଙ୍କ ପାଇଁ କିଛି ରହିବ ନାହିଁ! ତେଣୁ ଅଳଙ୍କାର ସାର୍ବଜନୀନ କରାଯାଉ! ଆଉ ଗୁପ୍ତ ଭଣ୍ଡାର କି ସୁଡ଼ଙ୍ଗ ଅଛିକି ନାହିଁ ତାର ସ୍କାନିଂ ପରେ asi କୁ ହସ୍ତାନ୍ତର କରିବା ଠିକ ହେବ! ବାଉରୀବନ୍ଧୁ ବେହେରା! ମଠସାହି, ରେଞ୍ଚ, ପୁରୀ,!
@srinibasbhanja6775
@srinibasbhanja6775 2 месяца назад
ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ମୋ ଜେଜେ ବାପା ଓ ଜେଜେମା ପୁରୀ ଯାଇ ମହାରାଜା ଙ୍କ ରାଜ ଗୃହରେ ରହିଥିଲେ |ଜେଜେ କହୁଥିଲେ ଯେ ସେ ରତ୍ନ ଭଣ୍ଡାର ଦେଖିଥିଲେ, ଅନ୍ଧାର ଗୃହରେ ଅଳଙ୍କାର ସବୁ ଚକମକ କରୁଥିଲା |ଭୟ ରେ ଭିତରକୁ ପ୍ରବେଶ କଲେ ନାହିଁ |ହେଲେ ତା ଭିତରେ ସୁଢଙ୍ଗ ରହିଛି କି ନାହିଁ ତାର ସତ୍ୟା ସତ୍ୟ ପୁରୀ ମହାରାଜା ଦେଇ ପାରିବେ ବୋଲି ଭାବୁଛି, କାରଣ ସେ ତାଙ୍କ ପୂର୍ଵ ପୁରୁଷ ମାନଙ୍କ ଠାରୁ ଶୁଣିଥିବେ |ଦ୍ଵିତୀୟ କଥା ହେଲା ଯେ ତାର ଲେଜ଼ର ଵିମ ଷ୍ଟାଡି ହେବା ଦରକାର |ASI ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯିବା ଦରକାର |ସରକାର ଏହା ଉପରେ ନିଷ୍ପତ୍ତି ନେବା ଜରୁରୀ ଅଟେ |ଏହାର ଐତିହାସିକ ନିଷ୍ପତ୍ତି ସରକାର ଙ୍କ ଉପରେ ରହିଅଛି |ମନ୍ଦିର ର structural ମରାମତି ର ଦା୍ୱିତ୍ୱ ସରକାର କମିଟି ଗଠନ କରି ତା ଉପରେ ନ୍ୟସ୍ତ କରିବା ଜରୁରୀ ଅଟେ |ରତ୍ନଭଣ୍ଡାର ର ରତ୍ନ ସମ୍ପର୍କ ରେ, ଏହାର ଗଣନା କାର୍ଯ୍ୟ ଓ ତାହାର ପ୍ରକୃତ ରେକର୍ଡ [ବିବରଣୀ ]ଇତିହାସ ର ପୃଷ୍ଠା ରେ ସ୍ଥାନ ପାଇବା ଜରୁରୀ ଅଟେ | ଶ୍ରୀନିବାସ ଭଞ୍ଜ ପ୍ରାଧ୍ୟାପକ, ଇତିହାସ ବିଭାଗ |
@somanathbarik86
@somanathbarik86 2 месяца назад
Sir sabu sata kahunahanti.. sethipane ty.. good and best iq person..to be continued
@nareshdash3796
@nareshdash3796 2 месяца назад
ଜଷ୍ଟିସ ବିଶ୍ଵନାଥ ରଥଙ୍କୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ କୁ ସଫଳତା ସହିତ କରି ଥିବାରୁ ବହୁତ ବହୁତ ଧନ୍ୟବାଦ ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ ସମସ୍ତ ଶୁଭକାମନା । ଜୟ ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ।
@sachikantasahoo6981
@sachikantasahoo6981 2 месяца назад
ମୋର ଗୋଟେ ଭୁଲ ପାଇଁ ଜଗନ୍ନାଥ ମୋତେ ଧ୍ୱଂସ କରିଦେଲେ 😰😰
@ramchandrapanda9613
@ramchandrapanda9613 2 месяца назад
ଜୟ ଜଗନ୍ନାଥ ଆପଣ କେଡେ ଭାଗ୍ୟ
@ashantidas8166
@ashantidas8166 2 месяца назад
Jay Jagannath
@kedarbiswal4575
@kedarbiswal4575 2 месяца назад
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ସାର୍ବଜନୀନ ନକରି ଗୁପ୍ତ ରଖାଯିବା କେତେ ଦୂର ଯୁକ୍ତିଯୁକ୍ତ ଓ ଏ ବିଷୟରେ ଜଷ୍ଟିସ ରଥଙ୍କର ମତାମତ କ'ଣ ଜାଣିହେଲା ନାହିଁ।
@jitugouda7757
@jitugouda7757 2 месяца назад
ଗୁପ୍ତ ରଖିବା ହିଁ ଉଚିତ୍, କାରଣ ଆମ ଜଗନ୍ନାଥ ଗରିବ ଠାକୁର ଆମେ ଚାହୁଁନୁ ଆମ ଜଗା ଙ୍କ ସମ୍ପତି କିଏ ଜାଣୁ ବୋଲି ତାଙ୍କ ସମ୍ପତି ଅକଳ୍ପଣୀୟ ତେଣୁ ଯଦି କିଏ ଜାଣି କେବେ ଆକ୍ରମଣ ବି କରିପାରନ୍ତି, ତେଣୁ ତାହା ସରକାର ଓ ଜଗନ୍ନାଥ ଙ୍କ ପାଖରେ ଗୁପ୍ତ ରହୁ
@khirodsahoo9624
@khirodsahoo9624 2 месяца назад
ସବୁ ଚୋର କେହି ଭଲ ଲୋକ ନୁହନ୍ତି । ମୋର ଟିକେ ବି ବିଶ୍ୱାସ ନାହିଁ ଏମାନଙ୍କ ଉପରେ।
@Mr._satyam
@Mr._satyam 2 месяца назад
E midia samnaku asibe kintu kichhi kahibeni boli kahuchhanti😂😂
@pabitrakumarsahoo1198
@pabitrakumarsahoo1198 2 месяца назад
Apana nka ghare kete alankara achhi apana sarbajanina karuchhanti ki...tenu jagannath nka alankara kn painee loka lochana ku asiba...sei guda kn sadharana jinisha j dekha jiba samasta nku
@khirodsahoo9624
@khirodsahoo9624 2 месяца назад
@@pabitrakumarsahoo1198 are bhai Tamara kan sabu chora suna alankar ki...??!! Heithiba bodhe kintu aamara sabu sarkaar nku gst tax dei kinichu 140 koti lokank paakhare taara hisab bi dekhi paaribe.. au jadi sabu jinisa ra hisaab thik thak achhi taahele gayab kan paain hei jaauchi.. ଆମର ସିଧା କଥା କୋଉ ସେବାୟତ କି କାହା ଉପରେ ଆମ ବିଶ୍ୱାସ ନାହିଁ କି ଆମ ବିଶ୍ୱାସ କଣ ପାଇଁ ଆମେ ଛାଡ଼ିବୁ ଗଣତନ୍ତ୍ର ର ହତ୍ୟା ହେଇ ଯିବନି।
@ଶ୍ରୀଜଗନ୍ନାଥଭରସା
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
@debabratamathan529
@debabratamathan529 2 месяца назад
ଓଡ଼ିଶା ରେ ଲୁଟ୍ ପ୍ରତିଯୋଗିତା ଚାଲିଛି , ମରିବେ ସବୁ ,
@prafulkumarpradhan3159
@prafulkumarpradhan3159 2 месяца назад
Sir apank pad tale koti koti pranam
@GuduRoy-m1y
@GuduRoy-m1y 2 месяца назад
Great sir
@sanjuktabhuyan6507
@sanjuktabhuyan6507 2 месяца назад
Jay Jagannath tuma ichha purna heu Mahabahu, tuma Charanare Ananta koti pranam 🙏🙏🙏🙏🙏💐💐💐💐💐🚩🚩🚩🚩Mohan Sir Satsahasara Sahita sabu Kama Kari nuaa rekard Srusty karantu.
@sabitabehera547
@sabitabehera547 2 месяца назад
Your voice & narration is very interesting sir
@abhiseknanda9587
@abhiseknanda9587 2 месяца назад
ଯାହା ହେଉ ଏତେ ଦିନ ପରେ ଭିତର ରତ୍ନ ଭଣ୍ଡାର ବିଜେପି govt. ଯୋଗୁଁ ଖୋଲା ହେଲା | ଜୟ ଜଗନ୍ନାଥ, ଜୟ ବିଜେପି |
@bishnupriyapradhan1152
@bishnupriyapradhan1152 2 месяца назад
Kholigala kintu se kahobeni kana dekhile
@AsitKumarSa
@AsitKumarSa 2 месяца назад
Bjp govt jongu Kedarnath bi kholithila😅😅😅😅😅
@jullysamal6626
@jullysamal6626 2 месяца назад
BJP ଚୋରି କରିବାକୁ ସୁବିଧା ହେଲା
@asit_mohanty
@asit_mohanty 2 месяца назад
Ethiru odisha loka nku kn miliba..tumaku kn milila
@somanathbarik4128
@somanathbarik4128 2 месяца назад
ଭାଇ କେଦାର ନାଥ ଭଳିଆ ହବ ଦେଖିବ ସୁନା ପିତଳ ହେଇଯିବ
@skaifoundation8120
@skaifoundation8120 2 месяца назад
Loved " ayeengata seva" analysis. Thank you for taking care of Prabhu. 🙏👍❤
@skaifoundation8120
@skaifoundation8120 2 месяца назад
Thank you Judge for restoring faith. God bless you 🙏❤.
@niranjanbaghada1898
@niranjanbaghada1898 2 месяца назад
🙏🙏🪔ଜୟ ଜଗନ୍ନାଥ ସ୍ଵାମୀ🪔🙏🙏
@AjayKumar-qp2qy
@AjayKumar-qp2qy 2 месяца назад
Jay Jagannath 🙏🙏🙏🙏🙏
@user-bk5nb3mb1d
@user-bk5nb3mb1d 2 месяца назад
Jay jagannath , prabhu apanku dirghayu karantu, apanka bhali jane nistaban loka e kamaku purnanga karant. Jay jagannath
@sudhirkar5034
@sudhirkar5034 2 месяца назад
Jai Jai Sree Jagannath,Jai Jai Sree Jagannath,Jai Jai Sree Jagannath
@nishikantabirabar1385
@nishikantabirabar1385 2 месяца назад
Sir ନମସ୍କାର ,ରତ୍ନଭଣ୍ଡାର ଖୋଲି ଲାଭ କଣ ହେଲା କାରଣ ପୁରୁଣା ଚିଠା ଅନୁସାରେ କିଛି ଗଣତି ହେଲାନି,ନୂଆ ସରକାର ଲୋକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତ ତେଣୁ ରତ୍ନ ଭଣ୍ଡାର ଖୋଲି ଦେଲେ ଲୋକଙ୍କୁ କହିଦେଲେ ସବୁ ଠିକ୍ ଅଛି ,ଲୋକଙ୍କୁ ଭୁଆଁ ବୁଲେଇ ଦେଲେ ।
@arabindamishra4045
@arabindamishra4045 2 месяца назад
ଧର୍ଯ୍ୟ ଧରନ୍ତୁ। ଅପେକ୍ଷା କରନ୍ତୁ। ସବୁ ଆଗକୁ ପର୍ଯ୍ୟାୟ କ୍ରମେ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ରଖିବା ଉଚିତ ହେବ ନାହିଁ। ଏହି କାର୍ଯ୍ୟ ଏକ ଅତି ଦାୟିତ୍ୱପୂର୍ଣ୍ଣ ଓ ଜଟିଳ ପ୍ରକ୍ରିୟା। ସରକାର ଏଥିପାଇଁ ସଜାଗ ଅଛନ୍ତି। ତଦାରଖ କମିଟି ତାର କାର୍ଯ୍ୟ SOP ଅନୁଯାୟୀ ଠିକଣା ରୂପେ ନିର୍ବାହ କରୁଛି।
@dipakswain5999
@dipakswain5999 2 месяца назад
ଭାଇ ଏ ସୁନା ସବୁ ଗୁଜରାଟ ଚାଲିଯିବ ଆପଣ ଦେଖିବେ କିଛି ଦିନ ପରେ ଏହାର ହିସାବ ମିଳିବ ନାହିଁ
@sibaprasadkhadanga4375
@sibaprasadkhadanga4375 2 месяца назад
ଗଣତି ହୋଇନାହିଁ ।ରତ୍ନଭଣ୍ଡାର ମରାମତି ହେବା ପରେ ଗଣତି ହେବ ଓ ପୂର୍ବ ତାଲିକା ଅନୁଯାୟୀ ଅଳଂକାର ଗୁଡିକ ସୁରକ୍ଷିତ ଅଛି କି ନାହିଁ ଜଣାଯିବ ।
@sibaprasadkhadanga4375
@sibaprasadkhadanga4375 2 месяца назад
​@@dipakswain5999ମତାମତ ରୁ ବିଜେଡି ଦଳର ସମର୍ଥକ ଭଳିଆ ଲାଗୁଛି ।
@subhadabehera3586
@subhadabehera3586 2 месяца назад
​@@dipakswain5999kou dunia re acha ki .... Bodhe kunda khai patha padhicha Sethi pain yadu syadu gapucha .... Kou mandira gold stole heichi ??? Kedarnath katha ta fake .... Bodhe mobile re Khali fake news dekha hauchi nahele Tama Vali kichi misi fake news chaducha...
@DibyashreeSwain-q7h
@DibyashreeSwain-q7h 2 месяца назад
🙏🏻🙏🏻
@ghasiramkhora9195
@ghasiramkhora9195 2 месяца назад
Jay jagannath
@prakashkumarjena.babusan.n3760
@prakashkumarjena.babusan.n3760 2 месяца назад
ଜୟ ଜଗନ୍ନାଥ ଜୟ ବିଜେପି 🚩🚩🙏🙏🙏
@somanathnayak6079
@somanathnayak6079 2 месяца назад
only ଜୟ ଜଗନ୍ନାଥ
@ManasSamantaray-iq1nr
@ManasSamantaray-iq1nr 2 месяца назад
Jay jaganntha
@maheswarpradhan4247
@maheswarpradhan4247 2 месяца назад
Very good suggestion Sir.
@girijapattnaik3533
@girijapattnaik3533 2 месяца назад
He Mahaprabhu 🙏🙏🙏
@lipanmallick1896
@lipanmallick1896 2 месяца назад
ଜୟ ଜଗନ୍ନାଥ 🙏🙏
@dhaneswardas7823
@dhaneswardas7823 2 месяца назад
ଜୟ ଶ୍ରୀଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।
@jitendrakumarpanda9901
@jitendrakumarpanda9901 2 месяца назад
Jay Jagannath swami nayana patha gami vaba tume
@felixnayak6317
@felixnayak6317 2 месяца назад
ଯଦି ଏହା public property କାହିଁକି live video କରି ଲୋକ ଲୋଚନକୁ ଅଣା ଯାଉନି? ଏ ସବୁ କରିଥିଲେ ଭଣ୍ଡ ବାବା ଓ ଭଣ୍ଡ ସେବାୟତ ମିଥ୍ୟା ପ୍ରଚାର କରି ନ ଥାନ୍ତେ!
@myexampreparation7699
@myexampreparation7699 2 месяца назад
ପାରଦର୍ଶିତା ନିମନ୍ତେ ଭିତର ଭଣ୍ଡାର ର ତିନୋଟି ଚାବି କୁ ତିନି ଜଣକ ପାଖରେ ରଖା ଯାଉ। ଭିତର ଭଣ୍ଡାର 3 ଟି ଯାକ ଚାବି ଟ୍ରିଜରୀ ରଖିଦେଲେ ସରକାର ଙ୍କ ପାଇଁ ସୁବିଧା ହୋଇଯିବନି କି? ୧ ଟି ଚାବି ଗଜପତି ମହାରାଜା ୧ଟି ଚାବି ଭଣ୍ଡାର ମେକାପ ୧ ଟି ମନ୍ଦିର ପ୍ରଶାସନ କିମ୍ବା କଲେକ୍ଟର ଙ୍କ ଟ୍ରିଜରୀ ରେ ରଖା ଯାଉ
@prasannakumarpradhan3945
@prasannakumarpradhan3945 2 месяца назад
ଜୟ ଜଗନ୍ନାଥ ତୁମେ ତୋ ଜିନିଷ ରକ୍ଷା କର.
@Ashok-tj6mr
@Ashok-tj6mr 2 месяца назад
jay jagarnath
@020572Pks
@020572Pks 2 месяца назад
Jay Jagannath!
@sandeepacharya6649
@sandeepacharya6649 2 месяца назад
Respected OTV it is a nice step taken to take the interview for justice Justice Biswanath Rath.. Bur the Dress code of Reporter , his hand movement during conversion is not acceptable.. kindly take care
@sunilnath3572
@sunilnath3572 2 месяца назад
🌹🌹🌹🌹🌹🌹🌹🌹🌹🌹🌹🌹🌹🌹 🪷🪷🪷🪷🪷🪷🪷🪷🪷🪷🪷🪷🪷 🙏 ଜୟ ଜୟ 🙏 💕💕💕💕💕💕💕💕💕💕💕💕💕💕 🙏 ଶ୍ରୀ ଜଗନ୍ନାଥ 🙏 ❤️❤️❤️❤️❤️❤️❤️❤️❤️❤️❤️❤️❤️❤️ 🙏ମହାପ୍ରଭୁ ବଡ଼ ଠାକୁର ଙ୍କର 🙏 🙏🙏🙏🙏🙏🙏🙏🙏🙏🙏🙏🙏🙏🙏 🙏ଜୟ🙏l ❤️❤️❤️❤️❤️❤️❤️❤️❤️❤️❤️❤️❤️❤️ 🙏ହେଉ 🙏 💕💕💕💕💕💕💕💕💕💕💕💕💕💕 🙏🙏🙏 🌹🌹🌹🌹🌹🌹🌹🌹🌹🌹🌹🌹🌹🌹 🪷🪷🪷🪷🪷🪷🪷🪷🪷🪷🪷🪷🪷🪷
@nirakarpuhan3580
@nirakarpuhan3580 2 месяца назад
Jey jagannath❤❤❤❤
@SiddharthaSankarBasu
@SiddharthaSankarBasu 2 месяца назад
Really rath sir is great person
@mitaraniacharya9848
@mitaraniacharya9848 2 месяца назад
Jai Jagannath 🙏
@anuppanda1291
@anuppanda1291 2 месяца назад
କିଛି ଜିନିଷ ଫେରିବ କିଛି ଫେରିବନି, ସେଥିପାଇଁ ସବୁ କଥା କୁହା ଯାଏ ନାହି
@DhirendrakumarBehera-yx3fc
@DhirendrakumarBehera-yx3fc 2 месяца назад
Jay jagannath 😊
@PratapkeshariBehera-uz6ko
@PratapkeshariBehera-uz6ko 2 месяца назад
ଜଗନ୍ନାଥ ରହସ୍ୟମୟ ଠାକୁର ତମେ ତାଙ୍କ ରହସ୍ୟ କଣ ଜାଣିବ ସବୁ ଏଠି ଜାଲ ମାଛ ଫାଙ୍କା ଦେଖି ଯାଏ , ସବୁ ସମୟ କହିବ
@surendrakumarpauley6033
@surendrakumarpauley6033 2 месяца назад
Sabu Historical Gold Ornaments Public ku janaeba katha .Sabste janithile in future kichi chori hele samaste janibe.jai jagannath
@rcmishra3948
@rcmishra3948 2 месяца назад
JAY JAGANNATH 🌼🌼🌼🌼🪔🙏
@pattnaikurmilla1809
@pattnaikurmilla1809 2 месяца назад
Sir, Daily donation of golds are stored in SJTA. ALL GOLDS SHOULD BE KEPT IN INNER RATNA BHANDARA. THOSE SHOULD ALSO BE INVENTORISE..
@prativanayak7188
@prativanayak7188 2 месяца назад
God is Omni present Atra Tatra and Sarbatra .
@naturelover5848
@naturelover5848 2 месяца назад
ଯଦି ସବୁ ଗାଏବ ହେଇଯିବ କିଏ ଦାଇ ରହିବ 😮😮😮😮😮
@manasdas5715
@manasdas5715 2 месяца назад
🙏
@nirmalmallickmallick6210
@nirmalmallickmallick6210 2 месяца назад
ଆଗରୁ ଗଣତି ମଣତି ହୋଇଛି ଏବେ ତାହା କରାଯାଇ କଣ ଅଛି କଣ ନାହିଁ ତାହା ଓଡିଶା ବାସୀ ଜାଣିବା ଉଚିତ l
@irshadkhan9285
@irshadkhan9285 2 месяца назад
When common people get justice in Life
@prafullapradhan3860
@prafullapradhan3860 2 месяца назад
Jai Jagannath Bahut Badhia Padakhyepa .❤BJP Jaha Kare Sarba Sadharana rae Huae .Satya Ra Heu Jai Jagannath nka Bina Pruthiv re Patra tea B Hale Nanhi .Jai Shree Ram .
@BKgemora
@BKgemora 2 месяца назад
Sarakara nirdesha diantu Bhitara bhandarare jeun jinisha achhi loka lachanku aasu Utkalara Atita Etihasa bisayare Jani heba.
@harekrishnasahoo9741
@harekrishnasahoo9741 2 месяца назад
Why Hindu temples n maths only? Why not properties of churches n mosques r being verified?
@reliance9717
@reliance9717 2 месяца назад
ମୁକୁଟ କହିବ ନାହିଁ କଣ ପାଇଁ। ସେଇଟା କଣ ତୁମ ପରିବାର। ଓଡ଼ିଆ ଜାତି ର ପୂର୍ବ ପୁରୁଷ ଜୀବନ ଦେଇ ତାକୁ ରଖିଛନ୍ତି। ଇତିହାସ ଲେଖା ହେବ କେମିତି। ତମେ କହିବ ନାହିଁ ଯଦି
@kailashchandrasahoo6293
@kailashchandrasahoo6293 2 месяца назад
ସବୁ କଥା କହିବେ ।ଏବେ ତ second phase ଚାଲିଛି ।। ରତ୍ନ ଅଳଙ୍କାର ଗଣତି ବେଳେ ଏହା ତ ତାଲିକା ଭୁକ୍ତା ହେବ ।ସେତେବେଳେ ତ ନିଶ୍ଚୟ ଜାଣିପାରିବ।
@Rajaaa456
@Rajaaa456 2 месяца назад
Hai re murkha se rana khaichnti kahile tote suna galani ki
@SHRILOKANATH_music.
@SHRILOKANATH_music. 2 месяца назад
VAI SE SEMANE RANA KHAICHANTY. BUJHA​@@kailashchandrasahoo6293
@parsurammohanty9467
@parsurammohanty9467 2 месяца назад
Right ​@@kailashchandrasahoo6293
@susantadas2650
@susantadas2650 2 месяца назад
ନାଇ ରେ କହିଲେ ପଛରେ ଗାଣ୍ଡୀ ମାରିବେ କେମିତି ସୁନା ପୁଣି ପିତଳ ହେବ କେମିତି ଜୟ ଜଗନ୍ନାଥ ସବୁ ସେଇ ପ୍ରଭୁଙ୍କ ଇଚ୍ଛା
@priyabehera5885
@priyabehera5885 2 месяца назад
Please kahaku kuhani nahale mantri mane rajaniti karibe bhagwan sampati surakhita re rahu
@yudhisthir123
@yudhisthir123 2 месяца назад
Sabu. 🙏🌹Kalia santankar Echha jay jagannath🙏🙏🌹🌹🌹
@kuanrtudu9960
@kuanrtudu9960 2 месяца назад
ଜୟ ଜଗନ୍ନାଥ ମହାପ୍ରଭୁ ।
@Padmaloch
@Padmaloch 2 месяца назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏 ଜଗତ ଉଦ୍ଧାର ହେଉ ମହା ବାହୁ 🙏☸️🙏☸️🙏🙏🙏☸️🙏☸️🙏🙏🙏☸️🙏☸️🙏🙏🙏
@ANUSUYABEHERA-mq1kc
@ANUSUYABEHERA-mq1kc 2 месяца назад
Sabu tum leela jay jagannath
@RanjanaRoy-t3o
@RanjanaRoy-t3o 2 месяца назад
If u will not tell what are the things found there then what is the justification of opening ?
@bibekpattnayak8945
@bibekpattnayak8945 2 месяца назад
Ya katha ru laguchi emane correct information deunahanti media ku....... Ratna Bhandara media re live telecast heba Darkar .....
@ajaykumardash2239
@ajaykumardash2239 2 месяца назад
JaiJagannath swami nayan pathagami bhaba tume 🎉🎉🎉🎉
@puspanjalinanda7951
@puspanjalinanda7951 2 месяца назад
Gajapati. , navakoti. Utkal bargeswar,,, Sri Sri. SR 108, Sr,, kapilendra Dev,,, hambir Dev,, defeated several,, 👑👑👑👑👑👑👑👑👑👑👑 👑👑👑👑, last son purushottam Dev defeated. Salwa Nara,,,,,,,,,, brought. ,, padmavati,,, with. Crown 👑,,,,
@routking8192
@routking8192 2 месяца назад
ପ୍ରତ୍ୟେକ ଶିନ୍ଦୁକ ଅଲ୍ମେର ରେ କେତେ ରତ୍ନ ରହିଛି ପିତଳ ରେ ଫଳକ ରହୁ
@bijayakumarmohapatra7571
@bijayakumarmohapatra7571 2 месяца назад
ଆପଣ ଙ୍କ କମିଟି କୁ ନୂଆ ସରକାର ଭୁଲେଇ ଲୁଟି ନେବେନି ତ?
@nirmalsahoo1429
@nirmalsahoo1429 2 месяца назад
ମୁକୁଟ କୁଆଡେ ଗଲା, ଆପଣ ମିଛ କହୁଛନ୍ତି
@bharatranjanrout3951
@bharatranjanrout3951 2 месяца назад
Mukuta pandu neijaichi
@amiyapriyabhoi7651
@amiyapriyabhoi7651 2 месяца назад
jaganath nku Hata jodi Jay jaganath 🙏🏻 kuha jae ameti mansbicha basiki Jay jaganath a kn
@jayantakumardas1382
@jayantakumardas1382 2 месяца назад
କିଛିଦିନ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବନ୍ଦ କରି ରୀତି ନିତି ଚାଲିବା ସହ ଗଣତି ଓ ମରମତିକାମ ଚାଲୁ।
@haizellovesfood3767
@haizellovesfood3767 2 месяца назад
Kahibeni kemiti ...odisha sara samte janiba darkar ...Kan rhichi kete rhichi.....
Далее
НИКИТА ПОДСТАВИЛ ДЖОНИ 😡
01:00
Просмотров 132 тыс.