Тёмный

ରବି ଭାଇଙ୍କ 20 ଟଙ୍କିଆ ପଖାଳ | I sponsored food for 50 people | Anchor Subham  

Anchor Subham
Подписаться 219 тыс.
Просмотров 894 тыс.
50% 1

Follow Me On INSTAGRAM
🔰ANCHOR SUBHAM INSTAGRAM PROFILE -
/ anchorsubham
Location - kalpana chak , bhubaneswar
#odiavlogs #anchorsubhamvlogs #odiatraveller #streetfood #indianstreetfood #streetfoodindia #indianfood #desifood #foodvlog #streetfoodindia #odiafood #odishafoodtour #odishastreetfood #bhubaneswarstreetfood #purifood

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,7 тыс.   
@AnchorSubham1
@AnchorSubham1 Год назад
❤❤thankyou guys for being so kind 🙏🏻 I will keep my words for sure :) as of now I am not in town and will be back in few days , why for and where I am now you all will come to know in next few vlogs by the time Enjoy and keep loving ❤❤❤❤
@iamalok-
@iamalok- Год назад
Cheers bro🙏
@JyotirmayeeJena-ps2cd
@JyotirmayeeJena-ps2cd Год назад
We will always with you❤
@debadattasahu3490
@debadattasahu3490 Год назад
Jay Jagannath 🙏 Bhai ❤
@srikantakabi4012
@srikantakabi4012 Год назад
jay Jagannath bhai mu apank video jama miss kare ni
@kinggopinathdash1447
@kinggopinathdash1447 Год назад
Bhai one week re 5k like kahithila but 12 hour re 15k like hoigala. This is the power of good work . God bless u bhai
@kumarjaga6872
@kumarjaga6872 Год назад
ହୃଦୟରୁ ଜଣେ ଭଲ ମଣିଷ 🙏🙏🙏ମାନବିକତା ବଞ୍ଚାଇରଖିବାକୁ ହେଲେ ଆପଣଙ୍କ ଭଳି ମଣିଷ ଭାରତବର୍ଷରେ ଜନ୍ମିବା ଉଚିତ... ଧନ୍ୟବାଦ ଭାଇ!!!ଶ୍ରୀଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ!!!🙏🙏🙏...💓💓💓💓💓💓💓....
@firefirehecker6492
@firefirehecker6492 Год назад
5 k ନୁହ 50k like କରିବାକୁ ରାଜି ଆମେ ଓଡ଼ିଆ ଆମ ପଖାଳ ଭାରତ ଦେଶରେ ସବୁଠୁ ବଢିଆ ଓଡ଼ିଆ ଭାଇ ସବୁ like କର comment କର pless 🙏🙏🙏
@swayangshibammohanty3346
@swayangshibammohanty3346 Год назад
🙏🙏
@uchitsikhyaodia
@uchitsikhyaodia 11 месяцев назад
please support 🙏
@jitendrasahu9073
@jitendrasahu9073 Год назад
ବହୁତ୍ ସୁନ୍ଦର୍ ହୃଦୟ ଭାଇ ଏମିତି ସମସ୍ତ ଙ୍କ ମନ ହେବା ଦରକାର 🙏🙏🙏🙏ଜୟ ଜଗନ୍ନାଥ
@balaramjena3678
@balaramjena3678 Год назад
Yes bro
@Ajaya12335
@Ajaya12335 10 месяцев назад
Yemite hel ne .loka au kama karibeni😂
@dipalidas8184
@dipalidas8184 Год назад
ଓଡ଼ିଆ ମାଟିର ପୁଅ ପଖାଳରେ ଗଢ଼ା ଦେହ.. ହାରି ଯିବୁ ନାହିଁ ନଇଁ ଯିବୁ ନାହିଁ କାରଣ ଦୁର୍ବଳ ଆମେ ନୁହଁ!! ହୃଦୟ ସ୍ପର୍ଶୀ video ଶୁଭମ ଭାଇ 🙏🏻 ଜୟ ଜଗନ୍ନାଥ
@rabidalai3020
@rabidalai3020 Год назад
Jay Jagannath 🙏
@Shripatitapabana
@Shripatitapabana 3 месяца назад
ଜୟ ଜଗନ୍ନାଥ 🙏
@sidharthasekharjani1440
@sidharthasekharjani1440 Год назад
ଏ ଭିଡିଓ ଦେଖୁଥିବା ସମସ୍ତଙ୍କୁ ଅନୁରୋଧ ଶୁଭମ୍ ଭାଇ ଦେଇଥିବା ସମୟସୀମା ମଧ୍ୟରେ ଆମ୍ଭେମାନେ ୫ହଜାର ଲାଇକରେ ପହଞ୍ଚାଇ ଏକ ଭଲ କାମରେ ସହଯୋଗ କରିବା ତଥା ଏଥିରେ ଅଂଶୀଦାର ହେବା। ଜୟ ଜଗନ୍ନାଥ 🙏
@himansuofficial4396
@himansuofficial4396 Год назад
Balo Kariba tor kana jauchhi be tu to kama kar ok😈
@j.p.k.p.maasarala6995
@j.p.k.p.maasarala6995 Год назад
JAY JAGANNATH SWAMI KI JAY
@mano6134
@mano6134 Год назад
Khali pakhala pai 5k like Kebe restaurant re ku neiki 30 lokanku khaiba ku dau tahele 5.1k like dabu
@mano6134
@mano6134 Год назад
Besi bhasan deni
@popukumar1873
@popukumar1873 Год назад
​@@mano6134 Are Garibo nku help karajae dhoni Loko nku nahi
@manoranjanmanoj6128
@manoranjanmanoj6128 Год назад
Bahuta bhala ଚିନ୍ତା ଧାରା ଶୁଭମ୍ ଭାଇ..❤❤❤❤ ଭାଇ ଆପଣଙ୍କୁ ଭଗବାନ ସବୁ ବେଳେ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ ❤❤❤
@umakantadas4702
@umakantadas4702 Год назад
ଶୁଭମ୍ ଭାଇ ମୁଁ ଆପଣକଂ ର ଛୋଟ ବେଳୁ fan......mate vala Lage ଆପଣଙ୍କର anchoring ବଢିଆ କାମ କରୁଛନ୍ତି dil se thanx ❤ ଜୟ ଜଗନ୍ନାଥ
@Shripatitapabana
@Shripatitapabana Год назад
ମୁଁ ରବି ଭାଇ (ପଖାଳ ମଣିଷ) ଙ୍କୁ ଜାଣିଚି, ପ୍ରକୃତ ରେ ରବି ଭାଇ ବହୁତ ଭଲ ଲୋକ, 20/- ଟଙ୍କାରେ ଲୋକଙ୍କୁ ପଖାଳ ଖାଇବାକୁ ଦିଅନ୍ତି, ସଂସାର ରେ ଏମିତି ଲୋକ ମିଳିବା ବହୁତ ବିରଳ। ଜଗନ୍ନାଥ ଭଗବାନ ତାଙ୍କ ଉପରେ ସଦା ସାହା ହୁଅନ୍ତୁ, ଆପଣଙ୍କ କାମକୁ - I'm Speechless ❤️👏. Hat's off ଶୁଭମ ଭାଇ 🙏। ଆପଣ ଓ ରବି ଭାଇଙ୍କ ପାଇଁ ଗୋଟେ 👍 ଦେଲି। ଏମିତି ଆପଣ ଲୋକଙ୍କ ସାହାଯ୍ୟ କରି ନିଜ ଜୀବନ ଧନ୍ୟ କରନ୍ତୁ। ଜୟ ଜଗନ୍ନାଥ 🙏❤💕💗💞💗💓।
@AnchorSubham1
@AnchorSubham1 Год назад
Mahaprabhu nka ashirbadh kebala
@jitudash5455
@jitudash5455 Год назад
Subham bhai tuma bhalara ruha ❤❤❤
@balgopaldanta383
@balgopaldanta383 Год назад
ବହୁତ ଖୁସି ଲାଗିଲା ଭାଇ ତୁମର ଏମିତି ସୁନ୍ଦର ଚିନ୍ତା ଧାରା ପାଇଁ ।ଭଗବାନ ତୁମର ଚଲାପଥକୁ କୁସୁମିତ କରନ୍ତୁ ।🙏🙏🙏
@prabirkumarjena1363
@prabirkumarjena1363 Год назад
ଅତି ଚମତ୍କାର ପଦକ୍ଷେପ । ମୁଁ ହୃଦୟ ରୁ ଆପଣ ଙ୍କୁ ଶୁଭେଚ୍ଛା ଦେଉଛି ଜଣେ ବଡ ଭାଇ ହିସାବ ରେ ❤
@munapradhan6648
@munapradhan6648 Год назад
ଭାଈ ଭଗବାନେ ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ ଆପଣ ସବୁବେଳେ ସେମିତି ଲୋକଙ୍କୁ ସାହାଯ୍ୟ କରିଚାଲ ❤❤❤ Love you bro
@sitansuransingh
@sitansuransingh Год назад
This type of help ful people very rare in odisha. Lord Jagannath blessings you ❤🙏🙏🙏
@bishnupriyajena1629
@bishnupriyajena1629 Год назад
ଅତି ସୁନ୍ଦର ଭାଇ ବହୁତ୍ ଖୁସି ଲାଗିଲା ଭିଡିଓ ଦେଖିକି। ଭଗବାନ ସବୁ ବେଳେ ଆପଣଙ୍କର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ❤
@balaramjena3678
@balaramjena3678 Год назад
Right 👍👍👍
@vickymishra82
@vickymishra82 8 месяцев назад
ଭଗବାନ ରବି ଭାଇ ଓ ତାଙ୍କ ପରିବାର ଙ୍କୁ ସବୁବେଲେ ଖୁସିରେ ରଖନ୍ତୁ, ଏମିତି ନିରନ୍ତର ସେବା ରବି ଭାଇ କରି ଚାଲନ୍ତୁ, ବହୁତ ଭଲ କାର୍ଯ୍ୟ ଟେ କଲ ସୁଭମ ଭାଇ 👍
@AnchorSubham1
@AnchorSubham1 8 месяцев назад
Jai Jagannath
@5ujitkumar
@5ujitkumar Год назад
8.3 likes within 4 hours 😂 no need to wait till a week 👏 ଜଣେ ଭଲ ଲୋକ ହିଁ ଆଉ ଜଣେ ଭଲ ଲୋକକୁ ଚିହ୍ନିପାରେ ।। 💚
@Shripatitapabana
@Shripatitapabana Год назад
Sata katha ho ❤
@amanpanigrahi2326
@amanpanigrahi2326 Год назад
Hats of @AnchorSubham1 Subham Bhai . Such type of vlog should inspired each of us bcz which tells us , Humanity is still alive . The way of presentation and conversation is bang on . I could say you are one of the best vlogger of Odisha. Keep up the good work . Jay Jagnnath🙏
@AnchorSubham1
@AnchorSubham1 Год назад
Thankyou ❤️🙏🏻
@mr.aditya143
@mr.aditya143 Год назад
ଜୀବନରେ କିଛି ନାଇ ଯେତିକି ସକ୍ଷମ ଯାହା ପାଖରେ ଯାହା ବି ଅଛି ଲୋକଙ୍କୁ ସାହାଯ୍ୟ କରନ୍ତୁ❤ ଜୟ ଜଗନ୍ନାଥ 💯🙏
@chandrasekharsanta-bj2ux
@chandrasekharsanta-bj2ux Год назад
ଆପଣଙ୍କୁ ଇଶ୍ୱର ପ୍ରଚୁର ମାତ୍ରାରେ ଆଶୀର୍ବାଦ କରନ୍ତୁ 🙏🙏ଭାଇ ଆପଣଙ୍କ ପଖାଳ ଦେଖି ମୋତେ ଲାଲ ଗଡ଼ିଲାଣି 😋😋
@Biswajit_9937
@Biswajit_9937 Год назад
Divided by Rich and poor but United by humanity ❤️
@ARAVINDMRLIFE
@ARAVINDMRLIFE Год назад
ଆଜି ପର୍ଯ୍ଯନ୍ତ ଯେତେ ବି vlogs ଦେଖିଛି ଅପଣ ଙ୍କର ଏଇଟା ମୋ ପାଇଁ ସବୁଠାରୁ Special
@sumanbehera3405
@sumanbehera3405 Год назад
Bhai 1week re 5k like kn 14hrs re 16k like asichi . Sabu lako Dil ru support karuchonti apananku ❤. Emiti help karantu . Emiti Aagei chalantu . Dil se love you. We are one proud to be an Indian 🇮🇳 . Jay Shree Ram 🚩🙏.. Amo balasore Toka 👍🤟 .
@susilasahoo2652
@susilasahoo2652 Год назад
ଭାଇ ଆପଣଙ୍କ ମନୋଭାବ ଦେଖି ଖୁସି ଲାଗିଲା ।
@ALLINONE-wm3dr
@ALLINONE-wm3dr Год назад
ଭିଡିଓ ଟି ଅତି ସୁନ୍ଦର ଲାଗିଲା... ଏବଂ ଉପସ୍ଥାପନା ଅତ୍ୟନ୍ତ ଉଚ୍ଚ କୋଟିର... ସବୁ ଭିଡିଓ ଏମିତି କରନ୍ତୁ.... 🙏ଜୟ ଜଗନ୍ନାଥ
@sambitjena45
@sambitjena45 Год назад
ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରଥାନ କରୁଚୀ ଶୁଭମ ଭାଇଙ୍କୁ ଆଗାମୀ ଜିବନ ସୁଖରେ ବିତିଯାଉ 🙏🙏
@Shripatitapabana
@Shripatitapabana Год назад
Sata Bhai
@pritamkumar4856
@pritamkumar4856 Год назад
Your work proves how good a person u r and shows how ur parents teach u salute to you and i want to be part of this initiative please share location
@tecraj6714
@tecraj6714 Год назад
0 - atitude 0 - personality Hats of subham bhai❤❤❤❤
@tushartxb9614
@tushartxb9614 Год назад
Ye kaisa tarif tha 😂😂😂
@kanhanayak6271
@kanhanayak6271 Год назад
​@@tushartxb9614Au kahar comments utheichi😂
@satyasankarmoharana7669
@satyasankarmoharana7669 Год назад
Ha ha 0 personality
@TraderJaga
@TraderJaga Год назад
O personality 😂
@niranjanpatra84
@niranjanpatra84 Год назад
Rabi Bhai nku sadhubad.❤ bhubaneswar bhalia mahanga saharare ate sasta re khaibaku deuchhanti ❤🙏
@BRAHMAOMM
@BRAHMAOMM Год назад
ଭାଇ ଆପଣଙ୍କ ଚିନ୍ତା ଧାରା ମତେ ବହୁତ ଭଲ ଲାଗିଲା ଭାଇ ଆଉ ଯଦି ଗରିବ ଙ୍କ ପାଇ ଏମିତି ରବି ଭାଇ ଙ୍କ ଆଉ ଆପଣଙ୍କ ପରି ଲୋକ ମାନେ ହି ଆମ ଦେଶ କୁ ଆଗେଇ ନେବେ ଆଉ ମୁଁ ବି ମଧ୍ୟ ଏହିପରି କାମ କରିବାକୁ ଚେଷ୍ଟା କରିବି।
@nigomnaik9834
@nigomnaik9834 Год назад
ବହୁତ୍ ଭଲ ଲାଗିଲା ଭାଇ ଏମିତି ଖାଇ ବାକୁ ଦେଉ ଥାଅ 🙏🙏🙏🙏♥️👌
@Lkmvlogodisha
@Lkmvlogodisha Год назад
ଏକୁଇ କହନ୍ତି dil ସେ ବାଲେଶ୍ୱରିଆ ❤❤ ଶୁଭମ୍ ଭାଇ ❤❤❤❤ ହ୍ରୁଦୟ୍ ଅଲଗା ପ୍ରକାର
@amarjeetsahoo1694
@amarjeetsahoo1694 Год назад
ରବି ଭାଇ ଙ୍କ ଦୋକାନ ଯେତିକି ଛୋଟ ତାଙ୍କ ହୃଦୟ ସେତିକି ବଡ଼। ଶୁଭମ୍ ଭାଇ ଙ୍କ ହୃଦୟ ଭି କମ୍ ବଡ଼ ନୁହେଁ।
@Abhijit349
@Abhijit349 Год назад
କେବଳ ଆମର ଗୋଟିଏ Like ରେ ଯଦି ଶୁଭମ୍ ଭାଇଙ୍କ ଦ୍ଵାରା 150 ରୁ 200 ଗରିବ ଲୋକ ଉପକୃତ ହେବେ ତେବେ like ଟେ ଦେଇଦେଲେ ଆମର କେତେ କଲ୍ୟାଣ ହେବ ବିଚାର କରନ୍ତୁ।। ତେଣୁ ଏ Comment ପଢୁଥିବା ସବୁ ସହୃଦୟ ଲୋକଙ୍କୁ ବିନମ୍ର ଅନୁରୋଧ ସେମାନେ ଏହି Vdo Ku Like କରନ୍ତୁ।।
@Ur_jyoti_69
@Ur_jyoti_69 Год назад
Sure bhai❤
@Abhijit349
@Abhijit349 Год назад
@@Ur_jyoti_69 ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ
@debarajnag5988
@debarajnag5988 Год назад
Good thought
@abhishekkar7663
@abhishekkar7663 Год назад
Right
@iamalok-
@iamalok- Год назад
ଠିକ କଥା 🙏
@deepakbaral4334
@deepakbaral4334 11 месяцев назад
Video ଟି ବହୁତ ଭଲ ଲାଗିଲା, ❤ ରୁ ଧନ୍ୟବାଦ୍ ଏଭଳି ଦେବତୁଲ୍ୟ ମହାନ୍ ବ୍ୟକ୍ତିତ୍ଵ ଙ୍କୁ ଆମ ସହ ପରିଚିତ କରିଥିବା ରୁ ।
@sarojkumardas7973
@sarojkumardas7973 Год назад
ସୂନ୍ଦର ଚିନ୍ତା ଧାରା ମହା ପ୍ରଭୁ ତୁମର ମଙ୍ଗଳ କରନ୍ତୁ 🙏🙏🙏
@yash_287
@yash_287 Год назад
Lots of love to you Subham bhai for introducing us to such a genuine and humble person ❤
@pkthecommonman9177
@pkthecommonman9177 Год назад
Bhai bhagwan tamaku khusire rakhantu emiti help karantu poor people nku
@MrutyunjayaSahu.
@MrutyunjayaSahu. Год назад
ହେଇ ଦେଖ, ଆପଣ ୫/୧୦ ହଜାର ଲାଇକ କହୁଛ, ଏଠି ୨୦ ହଜାର ପାଖାପାଖି ଲାଇକ ହେଲାଣି।❤
@ashokdehury207
@ashokdehury207 Год назад
❤❤❤ ସୁନ୍ଦର ହୃଦୟ ମୋ ଶୁଭମ ଭାଇ ର.. ଦିଲ ସେ ସଲାମ ଶୁଭମ ଭାଇ. ❤️❤️❤️
@Akm12513
@Akm12513 Год назад
ଜୟ ଜଗନ୍ନାଥ ଭାଇ ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ସପରିବାରଙ୍କୁ ଭଲ ରେ ରଖନ୍ତୁ । ଆପଣ ଏହି ଭଳି ଭାବେ ସମସ୍ତଙ୍କୁ ସାହାଯ୍ୟ ର ହାତ ବଢ଼ାଉଥାନ୍ତୁ । ଜୟ ଜଗନ୍ନାଥ
@PatraTutorialPuri
@PatraTutorialPuri Год назад
ବହୁତ ଭଲ କାମ ଏମିତି ଚାଲୁ ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ।। ଜୟ ଜଗନ୍ନାଥ
@k_____l2502
@k_____l2502 11 месяцев назад
Vai Tama vali loko v ama odisha re achanti, so proud for u vai ❤
@papurout665
@papurout665 Год назад
This is the beauty of our odisha and its food diversity one can get a full stomach meals at,20#Jay Jagannath
@sunitapatra1167
@sunitapatra1167 9 месяцев назад
This is really awesome Subham Sir. We have not seen God, may be People like this God has send in planet to serve all. Thankyou for sharing with us this kindness which inspires us to do something good in life unconditionally. Jai Jagannath!
@AnchorSubham1
@AnchorSubham1 9 месяцев назад
Well said
@budhiramdas209
@budhiramdas209 Год назад
ଭାଇ ସତରେ ତୁମ ବ୍ୟବହାର ଆଉ ଏ ସାହାଯ୍ୟ ମୋତେ ଦେଖି ମୋତେ ବହୁତ ଖୁସି ଲାଗିଲା ଭଗବାନ କରନ୍ତୁ ତୁମେ ସବୁବେଳେ ଖୁସିରେ ରୁହ ଭାଇ ଆଉ ମୁ ଭଗବାନ ପାଖରେ ପ୍ରାର୍ଥନା କରୁଛି ମୋ ଭାଇ କୁ ବହୁତ ଆଗକୁ ନିୟନ୍ତୁ ଆଉ ଭାଇ ଗୋଟିଏ କଥା କହିବି ଗରିବ ମାନଙ୍କୁ ଏ ମିତି ସାହାଯ୍ୟ କଲେନା ବହୁତ ଆନଦ ମିଳିଥାଏ ଜୟ ଜଗନ୍ନାଥ
@pratikshya7193
@pratikshya7193 Год назад
Hrudaya ru bohut sara sanmana shubham sir🙏🙏bohut khusire ruhantuuu
@dibyakantadas4852
@dibyakantadas4852 Год назад
Not only Balasore but also all odisha proud feel for you mr shubam
@Happiness4u-no8xs
@Happiness4u-no8xs Год назад
Those who liked definitely you guys shown that you have pure soul... great thoughts Subham bhai...❤
@sarojsahoo8705
@sarojsahoo8705 Год назад
ଶୁଭମ୍ ବାବୁ ଆଜି କାମ ହୁଦୟ ଛୁଈଁ ଗଲା
@gobindababatirtajatra
@gobindababatirtajatra Год назад
ବହୁତ ସୁନ୍ଦର ଉପସ୍ଥାପନା ସହିତ ହୃଦୟ ବି ବହୁତ ବଡ଼ ତୁମର ଓ ତାଙ୍କର
@butuswain2716
@butuswain2716 Год назад
ଶୁଭମ ଭାଇ ତୁମର ଆଜି ପର୍ଯ୍ୟନ୍ତ ଯେତେ vlog କରିଛ ମୁଁ ଗୋଟେ ବି miss କରିନାହଁ କିନ୍ତୁ ଏ ରବି ଭାଇଙ୍କ vlog ଟା ସବୁ vlog କୁ ପଛରେ ପକେଇ ଦେବ ମୁଁ ଆଗରୁ ରବି ଭାଇଙ୍କ vlog ଦେଖିଛି କିନ୍ତୁ ଅପେକ୍ଷା ଥିଲା ଆମ ଶୁଭମ ଭାଇ କେବେ ରବି ଭାଇଙ୍କ vlog କରିବେ ଆହୁରି ଅନେକ କଥା ଅଛି ମୁଁ ଅଧିକ comment ମାଧ୍ୟମରେ ଲେଖୁନି ଲମ୍ବା ହୋଇଯିବ ଶେଷରେ subham bhai 🙏🙏🙏❤️❤️🙏🙏🙏🙏🙏
@my_mayurbhanj
@my_mayurbhanj Год назад
Good work 👏 keep spread love ❤️ God bless you.
@KDREntertainment8917
@KDREntertainment8917 Год назад
ଭାଇ ବହୁତ୍ ଖୁସି ଲାଗିଲା ଭାଇ ଆଖିରୁ ଲୁହ ଝରି ପଡ଼ିଲା next time ପୁଣି ଥରେ ଜନ୍ତୁ ଭାଇ ନିହାତି ୧୦ ହଜାର like heijibo❤❤❤😊
@gopalrout416
@gopalrout416 Год назад
Excellent work done by you bhai. Your motive & your intention is great. Go ahead. Kind hearted people like you are required for this society for the change. Thnxx. Mahavikramshali Lord Sri Jagannath bless you.
@Spodiavlog12357
@Spodiavlog12357 Год назад
ଭାଇ ଆପଣଙ୍କୁ ଭଗବାନ ସବୁବେଳେ ଭଲରେ ରଖନ୍ତୁ ଆପଣଙ୍କୁ କୋଟି କୋଟି🙏🙏🙏🙏🙏🙏🙏🙏🙏🙏
@prasenjitnayak_
@prasenjitnayak_ 10 месяцев назад
Emitia ahuri loka duniya re thile duniya bahut sundar hei janta 😌😇
@theligend3343
@theligend3343 Год назад
This was an lovly gesture...I think 1/2 ghante me hi 5000 like hogaya❤ We lov u subham bhai❤
@subhasismishra6529
@subhasismishra6529 Год назад
BHAI EXCELLENT & NOBLE WORK done by you. It’s right many people are not able to eat paying Rs 20/- . REQUESTING YOU to come to Cuttack and make few videos. Thank you for doing this blog 👍👍
@AnchorSubham1
@AnchorSubham1 Год назад
Will try soon hope you will join me too :)
@lingarajsahoo2511
@lingarajsahoo2511 Год назад
ଭାଇ ଅତି ସୁନ୍ଦର ଭାଇ ତୁମକୁ ଅଶେଷେ ଧନ୍ୟବାଦ🙏🏻🙏🏻
@ABSExpressodia
@ABSExpressodia 11 месяцев назад
ଭାଈ ଲୋକ ଙ୍କୁ ଖାଦ୍ୟ ଦେଇଥିବା ରୁ ବହୁତ ବହୁତ ଧନ୍ୟବାଦ ଭାଈ ତୁମ ର ମଙ୍ଗଳ ହେ‌ଉ ଜଗନ୍ନାଥ 🙏🙏🙏❤❤❤
@mamoon414
@mamoon414 Год назад
Subham you are the person who have kind heart and polite nature .you not only inspire but you are making another Subham in the society ... wish you the best in you life ..if I get the chance to meet you I will be so happy that day.
@odiavloggersourav
@odiavloggersourav Год назад
ଭାଇ ପାଞ୍ଚ ଦିନରେ କଣ ତେର ଘଣ୍ଟାରେ ପରା ଷୋହଳ ହଜାର LIKE ହେଇଗଲାଣି || ପୁଣି ଆପଣ ସେଠାକୁ ଯିବେ ପୁଣି ଲୋକଙ୍କୁ ଖୁଆଇବେ ଶୁଭମ୍ ଭାଇ ❤❤❤
@AnchorSubham1
@AnchorSubham1 Год назад
Sunischita,
@alokkumarpanda3185
@alokkumarpanda3185 Год назад
Tiffin khaile min 20 ki 30 .khati khia loka tiffin khaile kama kemtii kariba..Aji hin pakka 5k 👍 heijiba...4k debaku ready thao bhai..😊☺️😊☺️..rabi bhai ଆହାର ଯୋଜନା । jay jagannath...
@sabitricreation9153
@sabitricreation9153 Год назад
Mun ebe Bangalore re achhi, Bhadrak gale nihati Bhubaneswar jibi au aaga E Mahatma nku vetibi au 10k deiki asibi au tanka pada dhari namaskar Kari asibi, mun chahinle tanku UPI/NEFT/RTGS kariparibi kintu na tanku pranam karibara soubhagya paibini tenu jibi tanku dekhibakubi, Rabi Bhai a good soul ❤😊 🙏🙏🙏🙏🙏Subham Bhai nku bi namaskar.
@AlokKumarAD1102
@AlokKumarAD1102 Год назад
Too kind hearted person, Anchor subham bhai
@SamirBehera110
@SamirBehera110 Год назад
Aise hi aap madad karte rahe ho public ko go, God bless you sir
@satyajitswain5827
@satyajitswain5827 Год назад
You're so humble 😍 & that man is a very kind hearted person who served so many food plate for poor peoples those haven't no much money to afford price, quality food at the end lord jagannath blessings to him & thankyou bro for this amazing video
@pravakarsahoo1644
@pravakarsahoo1644 Год назад
Both are kind hearted and down to earth.
@akshyasahu4335
@akshyasahu4335 Год назад
ଶୁଭମ ଦା, ମା ଲଷ୍ମୀ ଙ୍କ କୃପା ରବି ଭାଇ ଙ୍କ ଉପରେ ଥାଉ, ଆଉ ସେ କୃପାରୁ କାଣିଚାଏ ଆପଣଙ୍କ ଉପରେ ରହୁ,,ସରକାର ସିନା ଆହାର କେନ୍ଦ୍ର ଖୋଲିଛନ୍ତି, ହେଲେ ଏ ରବିଭାଇଙ୍କ ପଖାଳ କେନ୍ଦ୍ର ରେ ଟିକେ ଦୃଷ୍ଟି ପକାନ୍ତୁ, ଆଉ ତାଙ୍କୁ ପରମାନେଟ ଜାଗା ଖଣ୍ଡିଏ ଦେଇ ତାଙ୍କୁ ଏ ଧର୍ମ କାମରେ ସାହାଯ୍ୟ କରନ୍ତୁ, ଜୟ ଶ୍ରୀରାମ 🚩🙏
@babulijena3926
@babulijena3926 Год назад
ଭାଇ video ta ହୃଦୟ କୁ ଛୁଇଁଲା ❤
@darkclown4196
@darkclown4196 Год назад
Most Genuine person..... Shubham bhai❤
@srikantpradhani7321
@srikantpradhani7321 Год назад
One of the best Vlog...❤️😘👌🙏 ଏଇ ମାହାଙ୍ଗା ଯୁଗ ରେ ପୁଣି ଶସ୍ତା ରେ ଲୋକଙ୍କୁ ଖାଇବା ଦେଉଛନ୍ତି ସେଇଟା ବି ସେବା ଉଦ୍ଦେଶ୍ୟ ରେ ୟା ଠୁ ବଡ କଥା ଆଉ କଣ ହେଇପାରେ ରବି ଭାଇନା. ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣ ସବୁବେଳେ ଭୋଲ୍ ରେ ଥାଆନ୍ତୁ ଆଉ ଏମିତି ସେବା କରୁଥାନ୍ତୁ. ରବି ଭାଇନା 🙏 🙏 🙏 ଶୁଭମ୍ ଭାଇ 😍 ❤️🙏 Much Love from Rayagada❤️😍❤️
@amiya0225
@amiya0225 Год назад
Great Job ଭାଇନା 2 hour ରେ ୪.୮k ଲାଇକ ହେଇ ଗଲାଣି .... ❤❤
@Roseshrt_024
@Roseshrt_024 Год назад
Bahut badhia vlog dekhi khusi lagila,wah ki maza jebe pokhalo khia👏👏👏❤️❤️❤️
@itssangramvlogs952
@itssangramvlogs952 Год назад
ଶୁଭ ସକାଳ ❤️ ଶୁଭମ ଭାଇ 👍🏻
@duryoudhansahoo4866
@duryoudhansahoo4866 Год назад
Superb do it again and help people as you can do your best buddy keep it up boy❤
@niharpanda3224
@niharpanda3224 Год назад
Subham bhai , Aji jadi tame 50k like target rakhithanta Seita bhi achieve heithanta chance ta miss karidela j 😅 Love you bhai from Cuttack ❤
@MultiAbinash
@MultiAbinash Год назад
Very heart touching cover Subham. Rabi bhai bahut bhala manisha jane.
@soumyaranjanrout5108
@soumyaranjanrout5108 Год назад
Bhai congratulations. Pride of Balasore. Love you Bhai ❤. Jay Jagannath 🙏😍🥰
@SamirKumar-rq4uf
@SamirKumar-rq4uf Год назад
Lovely video, amazing post processing concept ❤
@ghanashyambhoi3125
@ghanashyambhoi3125 Год назад
Jagannath bless you with more successful subham bhai keep spreading ❤..
@user-jc3hr9pp5t
@user-jc3hr9pp5t Год назад
Arey yy superbbbbb..🥰🥰aau thare emiti aau gote video hau
@rajeshpattnaik1429
@rajeshpattnaik1429 Год назад
Man like a golden heart rabi bhai & subham❤
@stylishmaahi
@stylishmaahi Год назад
ବହୁତ ସୁନ୍ଦର କାମ କରିଛ ଭାଇ ଜୟ ଜଗନ୍ନାଥ
@silu3867
@silu3867 Год назад
I think this is the splendid content I ever seen.👍💕
@abhisekswain1375
@abhisekswain1375 Год назад
Bhai ea hauchi real humanity ...🙏🏻
@premsai919
@premsai919 Год назад
Sharp heart subham ❤ you are gentle man and rabi bhai mind set in jod level ❤
@gsbbiswabasusabar7185
@gsbbiswabasusabar7185 Год назад
ବହୁତ ସୁନ୍ଦର ପ୍ରୟାସ ଶୁଭମ ଭାଇ
@jpsvlogs2963
@jpsvlogs2963 Год назад
Subham bhai ur a great person ❤
@Dillipcreation-ee9jf
@Dillipcreation-ee9jf Год назад
Bhai ଆପଣଙ୍କ ଭଳି ଲୋକ ହିଁ ପ୍ରକୃତରେ ଭଗବାନ୍ ରୂପରେ ଜନ୍ମ ଗ୍ରହଣ କରିଥାନ୍ତି ❤❤❤❤❤
@AnchorSubham1
@AnchorSubham1 Год назад
Bhai Bht bada katha kahi dela , mun dhuli te b nuha
@amitamitavdas310
@amitamitavdas310 Год назад
ଭାଇ ୧୨ ଘଣ୍ଟା ହେଇନି ୧୨ ହଜାର like❤ ହେଇଯାଇଛି ଚମତ୍କାର !!👌👌👍👍
@DeshiBoyGanesh-u2x
@DeshiBoyGanesh-u2x 11 месяцев назад
ଭାଇ ଭଉତ ସୋନ୍ଦର ଭଗବାନ କରନ୍ତୁ ଖୁସିରେ ରୁହ 🚩🚩🥰🥰🥰🙏🙏❤️❤️❤️ଜୟ ଜଗନାଥ 🙏🙏🙏🙏🙏
@amitkumarpatra243
@amitkumarpatra243 Год назад
Subham bhai never disappointed us .. Best Video of the internet... keep it up bro keep growing
@rajeshbarik9463
@rajeshbarik9463 Год назад
Super video Bhai 😊😊😊😊😊😊😊😊😊
@Jenavlogs02
@Jenavlogs02 Год назад
Best Food Vlog Ever 🔥🙏🏻
@dillipkumarsahu2139
@dillipkumarsahu2139 Год назад
Really subham you are a goodheart person ❤
@ayush_edition_999
@ayush_edition_999 Год назад
Great job..god bless you❤✨
@sukantisahu6637
@sukantisahu6637 Год назад
Thank you subham bhai🙏🙏 jadi apananka bhalia samaste bhabante then bahut kichhi change hei paranta ,Bahut khusi lagila apana sethi loka nka saha basi pakhala Khaile no ego no attitude thank you so much
@priyabrataacharya890
@priyabrataacharya890 Год назад
Keep it up with every vlog.....the way you describe, the intensity of your voice in the background is wonderful.....do it in every vlog.....👍👍Love from Patnagarh, Balangir ❤
@odiavloggersourav
@odiavloggersourav Год назад
ବହୁତ ଭଲ ଲାଗିଲା ❤❤❤
Далее
For my passenger princess ❤️ #tiktok #elsarca
00:24
Ромарио стал Ромой
00:46
Просмотров 89 тыс.
Sambalpur’s Roadside Morning Breakfast | Yum Yum 😋
10:52