Тёмный
No video :(

ରାଜ୍ୟପାଳ କହୁ କହୁ ଉଠି ପଳାଇଲେ ନବୀନ | BJD AND Congress Quit Assembly | Odisha Assembly Session 2024 

News18 Odia
Подписаться 4 млн
Просмотров 137 тыс.
50% 1

ରାଜ୍ୟପାଳ କହୁ କହୁ ଉଠି ପଳାଇଲେ ନବୀନ | BJD AND Congress Quit Assembly | Odisha Assembly Session 2024
17th Odisha Assembly session begins on stormy note; govt to work in an unbiased manner, says Governor. The first session of the 17th Odisha Legislative Assembly started contentiously with BJD and Congress walking out during Governor Raghubar Das's address on 'Odia Asmita'. The 2024-25 budget will be presented on July 25 by Chief Minister Mohan Majhi’s BJP government.Odisha Assembly Session: Oppositions stage protest as Governor Raghubar Das began his address .
#naveenpatnaik #bjd #bjp #congress #odishagoverner #raghubardas #assemblyspeech #odishaassemblysession #assemblysession2024 #naveenpatnaik #monsoonsession #odishaassemblymonsoonsession #cmmohanmajhi #odishabudget2024 #budget2024 #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
#News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Опубликовано:

 

5 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 192   
@karunakarbarik8956
@karunakarbarik8956 Месяц назад
ରାଜ୍ୟର ରାଜ୍ୟପାଳ ହିନ୍ଦୀ ରେ ପଢୁଛନ୍ତି। ଓଡ଼ିଆ ଅସ୍ମିତା କୁଆଡେ ଗଲା।
@Ambassador_Christ
@Ambassador_Christ Месяц назад
Odia Asmita komare hospital re padichhi mada khaiki Jharkhand thu
@pradeepnaik1993
@pradeepnaik1993 Месяц назад
Bari ade gala odia ashmita
@prasankumarpani7825
@prasankumarpani7825 Месяц назад
Nabina odia kahile
@madhusmitapatra5458
@madhusmitapatra5458 Месяц назад
​@@Ambassador_Christ😂😂😂
@kanhucharanprusty1487
@kanhucharanprusty1487 Месяц назад
ଓ ଡି ଆ ରେ ରାଜ୍ଯପାଳ ଙ୍କ ପ୍ରଥମ ଭାଷଣ ହେବା ଥିଲା ଦେବନାଗରୀ ଲିପି ରେ ଓଡିଆ ଭାଷଣ ଲେଖା ଯାଇ ପାରିଥାଆନ୍ତା 🙏🏼🙏🏼ଜୟ ଜଗନ୍ନାଥ
@makarsenapati1213
@makarsenapati1213 Месяц назад
ଓଡ଼ିଶା ର ରାଜ୍ୟପାଳ ହିନ୍ଦୀ ରେ ଯେଉଁ ଅଭିଭାଷଣ ଦେଉଛନ୍ତି ତାକୁ ଆମ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ଵୁଝି ପାରୁଛନ୍ତି ତ
@ratikantnayak3032
@ratikantnayak3032 Месяц назад
😂
@SANTOSHKUMAR-zo6cb
@SANTOSHKUMAR-zo6cb Месяц назад
ରାଜ୍ୟ ପାଳ ସାର୍ ଆମ ମୁଖ୍ୟମନ୍ତ୍ରୀ ଆପଣ ଭାଷା ବୁଝି ପାରୁଛନ୍ତି???????? ଇଏ କଣ ଓଡ଼ିଆ ଅସ୍ମିତା BJP ସରକାର ବା ( ,,, ) ସରକାର
@SarojiniSarojinisahoo-pi3um
@SarojiniSarojinisahoo-pi3um Месяц назад
ଚୁଲି କି ଗଲାଣି ଓଡ଼ିଆ ଅସ୍ମିତା
@SANTOSHKUMAR-zo6cb
@SANTOSHKUMAR-zo6cb Месяц назад
@@SarojiniSarojinisahoo-pi3um right 👍 ବ୍ରୋ
@abhimanyubisi594
@abhimanyubisi594 Месяц назад
Hindi rastra bhasa he. Itnto pata hona chahiye aap logo ko
@prasantakumar7040
@prasantakumar7040 Месяц назад
ଅତି ସୁନ୍ଦର ଭାଷଣ ଭଲ ଲାଗୁଛି କିନ୍ତୁ ସୁପୁତ୍ର ସଂସ୍କାର ଶିଖିବା ରେ ଅଭାବ ରହିଛି l 😢
@JuguMajhi-oq1vg
@JuguMajhi-oq1vg Месяц назад
ଓଡ଼ିଆ ଓଶିମିତା କୁଆଡେଗଳା ହିନ୍ଦୀ ରେ ବାଶଣ ମାରୁଛୁ
@fatefaith5147
@fatefaith5147 Месяц назад
ଏ ଭଳି ବ୍ୟକ୍ତି ମୁହଁରେ ଜଗତର ଜଗନ୍ନାଥ ଙ୍କ ନାଁ ଶୋଭା ପାଉନି କି ଅସ୍ମିତା ର,,,,,
@user-ts1wk7pr3h
@user-ts1wk7pr3h Месяц назад
ରାଜ୍ୟ ପାଳ sir ଆଗ ତୁମ ପୁଅ ବିରୁଧରେ କଣ ପଦ ଖେପ ନେଉଚ୍ଚ ତାକୁ ବିଧାନ ସଭାରେ ଡିକିଲାର କରନ୍ତୁ
@user-wy1ll1wm9h
@user-wy1ll1wm9h Месяц назад
ସର୍ବ ପ୍ରଥମ ଭାଷଣ ଓଡିଆରେ ହେବା ବିଧେୟ, ଅନାବଶ୍ୟକ ବ୍ୟକ୍ତିଙ୍କ କରେ ଶାଲେଗ୍ରାମ ।
@purnachandrapradhan2399
@purnachandrapradhan2399 Месяц назад
ନିଲଠା Rajyapala ବେଲଜୀ ରଘୁବରଦାସ ତୋପୁଅ ବିଷୟରେ କହ ତେଲିଆ କଥା କହନି ଭାଡୁଆ
@pratiharpradhan1305
@pratiharpradhan1305 Месяц назад
ତମ ସରକାର ର ପ୍ରାଥମିକତା ହେଲା ପୁଅ କୁ ସୁରକ୍ଷା
@user-mq7qs1jz7r
@user-mq7qs1jz7r Месяц назад
ତୋ ପୁଅକୁ fast arrest କର
@user-gg5hm8jx4d
@user-gg5hm8jx4d Месяц назад
ଓରିଆ ରେ କୁହନ୍ତୁ ହିନ୍ଦୀ ରେ କକଣ ବାଳ ବଳ କହୁଛନ୍ତି
@minakhipriyadarshini2925
@minakhipriyadarshini2925 Месяц назад
Odiya Ashmita
@rasmiranjanbehera7396
@rasmiranjanbehera7396 Месяц назад
Governor Down down
@sanjeebkumarsahoo5132
@sanjeebkumarsahoo5132 Месяц назад
ଦଲାଲ୍ ରଘୁବର😠
@sadanandajena8216
@sadanandajena8216 Месяц назад
ଅସ୍ମିତା
@subashchnayak681
@subashchnayak681 Месяц назад
ଏ ହେଉଛି ଚୋର କାହିଁକି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହଁ।
@swadhikarbetaj3768
@swadhikarbetaj3768 Месяц назад
ହିନ୍ଦି ଆମର ରାଷ୍ଟ୍ରଭାଷା ଅଟେ।ଏଣୁ ଏ ଭାଷାକୁ ଓଡ଼ିଶାର ସବୁ ବର୍ଗର ଲୋକେ ବୁଝି ପାରିବେ, ମାତ୍ର ପୂର୍ବତନ ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଇଂରାଜୀରେ ଯେଉଁ ପ୍ରକାର ଦି ଧାଡିଆ ବାଳ ଭାଷଣ ଦିଅନ୍ତି ତାକୁ କିଏ ବୁଝେ??
@rajkishorsahu7686
@rajkishorsahu7686 Месяц назад
ଆଗରୁ ମଧ୍ୟ ବିଧାନସଭାରେ ତାଙ୍କର ବସିବାର ଧୈର୍ଯ୍ୟ ନ ଥିଲା
@kabisusanta5369
@kabisusanta5369 Месяц назад
ନବିନ ଓଡିଆ ବୁଝୁନାହିଁ ବସିକି କଣ କରିବ
@r.p.screator3674
@r.p.screator3674 Месяц назад
😅😅😅
@anantacharansingh1495
@anantacharansingh1495 Месяц назад
ରାଜ୍ୟପାଳ କୁ ବିଧାନ ସଭା ଭିତରକୁ ପୁରେଇ ଦେବାର ନ ଥିଲା
@jiyamishra7777
@jiyamishra7777 Месяц назад
ଅଭଦ୍ର ଲୋକଟା
@biswamberbhutia3280
@biswamberbhutia3280 Месяц назад
ତମେ ଵାଳ 4 ଟା କାରଣ ପାଇଁ ଲୋକ ଭୋଟ ଦେଇଥିଲେ ବିଜୂଳି 300 ୟୁନିଟ ଛାଡ, ପେନସନ୍ 3000,ଧାନ ବଢିବ, 2.ଲାଖ ମହିଳା ସଶକ୍ତିକରଣ କୁ ମିଳିଵ ଗୋଟିଏ ବି ସଫଳ ନୁହେ
@rayadvocate7711
@rayadvocate7711 Месяц назад
Arrest Governor's son. Why police is silent
@UdayaMallaUdaya-xe4hs
@UdayaMallaUdaya-xe4hs Месяц назад
Rajyapala odiare kaha
@biranchinarayanmohanty4699
@biranchinarayanmohanty4699 Месяц назад
ପ୍ରଥମେ ପୁଅକୁ ଟିକେ ସୁଧାର ଓ ଜେଲ ପଠା
@SantoshkumarBehera-jk3mk
@SantoshkumarBehera-jk3mk Месяц назад
ଓଡ଼ିଆ ଅସ୍ମିତା
@user-gg5hm8jx4d
@user-gg5hm8jx4d Месяц назад
ଆପଣଙ୍କ ପୁଅ କଥା କୁହନ୍ତୁ
@rajanikantachoudhury2343
@rajanikantachoudhury2343 Месяц назад
ରାଜ୍ୟପାଳ ଜଣେ ଅଣ ଓଡ଼ିଆ ଏଣୁ ସେ ରାଷ୍ଟ୍ର ଭାଷାରେ ନିଜ ଅଭିଭାଷଣ ରଖିଲେ ଏଥିରେ କିଛି ଅସୁବିଧା ନାହି ନବୀନବାବୁ କଣ ଓଡ଼ିଆ ରେ କେବେ ଭାଷଣ ଦେବା ନଜିର ଅଛି? ବିରୋଧୀଙ୍କ ସତସହସନାହଁ କିମ୍ବା ଧର୍ଯ୍ୟନାହିଁ ଶୁଣିବା ପାଇଁ.
@makarsenapati1213
@makarsenapati1213 Месяц назад
ଆରେ ଭାଇ ଇଏ କଣ ଓଡ଼ିଆ ଅସ୍ମିତା
@makarsenapati1213
@makarsenapati1213 Месяц назад
ବିଜେପି ସରକାର ଯେଉଁ ଓଡ଼ିଆ ଅସ୍ମିତା କଥା କହୁଥିଲା ସେ କଥା କୁଆଡେ ଗଲା
@makarsenapati1213
@makarsenapati1213 Месяц назад
କଣ ରାଜ୍ୟପାଳ ହେବା ପାଇଁ ଓଡିଶାରେ ଓଡ଼ିଆ କେହି ନାହାଁନ୍ତି
@makarsenapati1213
@makarsenapati1213 Месяц назад
ବିଜେଡି କୁ ପାନ୍ଡିଆନ ଚଳାଉଥିଲା ବିଜେପି କୁ ଅମିତ୍ ଶାହା ଚଳାଇବ ଓଡିଆ ଲୋକ ଆଗରୁ ଯେମିତି ଥିଲେ ସେମିତି ରହିବେ
@prabodhadwivedy1159
@prabodhadwivedy1159 Месяц назад
Pua virudha re kn action nela,ASO ki nyaya dela aga kuha
@user-wy1ll1wm9h
@user-wy1ll1wm9h Месяц назад
ଏ ଓଡ଼ିଆ ଅସ୍ମିତା ଵାଲେ, ତୁମର ପୁଓ ଅନ୍ଯେ କଲେ ବି ତାହାକେ ସପଟ୍ କର ।
@sakarsansarafsankar9235
@sakarsansarafsankar9235 Месяц назад
ସଭେ ମୂରତ୍ତିଗୁଡ଼ିକୁ BJP ସରକାର ହଟା ଯାଇ ନବୀନ ପଟ୍ଟନାୟକ ଜଣେ ସବୁ କିଛି
@SarojiniSarojinisahoo-pi3um
@SarojiniSarojinisahoo-pi3um Месяц назад
ତୁମ ପୁଅ ଯେଉଁ ଭୁଲ କଳା ଟା ପାଇଁ କଣ କିଛି କାର୍ଯ୍ୟାନୁଷ୍ଠାନ ନାହିଁ
@rijibpatra3563
@rijibpatra3563 Месяц назад
Mg ku Tani aana chair ru
@RamakantaPradhan-uv8cq
@RamakantaPradhan-uv8cq Месяц назад
ମୋହନ ମାଝି ହିନ୍ଦୀ ବୁଝି ପାରୁଛନ୍ତି ତ ?
@udaybhanuroutray6430
@udaybhanuroutray6430 Месяц назад
To pua kebe arrest haba
@maheswarbiswal8232
@maheswarbiswal8232 Месяц назад
ହିନ୍ଦୁ, ହିନ୍ଦୁସ୍ଥାନ, ଆମର ରାଷ୍ଟ୍ରଭାଷା ହିନ୍ଦୀ।ରାଜ୍ୟପାଳ ହିନ୍ଦୀରେ ଭାଷଣ ଦେଇଥିଲେ ସେଥିପାଇଁ ଓଡ଼ିଆ ଅସ୍ମିତାକୁ ସମାପ୍ତ କରିଥିବା ସେହି ଦଳ ବିରୋଧ କରିବାକୁ ସମଗ୍ର ଓଡ଼ିଶା ବାସୀ ଦେଖୁଛନ୍ତି। ବିରୋଧୀ ଦଳ ନେତା ଯେଉଁ ଅଭିଭାଷଣ ରଖିଲେ ତାହା କଣ ଓଡ଼ିଆ ଅସ୍ମିତା? ପରଦେଶୀ ଭାଷା ହେଉଛି ଓଡ଼ିଆ ଅସ୍ମିତା। ବାଃ ବାଃ ରେ ଓଡ଼ିଆ ଅସ୍ମିତା ପାଇଁ ଲଢ଼ୁଥିବା ବିରୋଧୀ ଦଳ ।
@dharmudharpodha5405
@dharmudharpodha5405 Месяц назад
Nabeen does not know the value of democracy 😅😅😅😅
@Ambassador_Christ
@Ambassador_Christ Месяц назад
Achha. Governer does???
@ashishpatnaik5171
@ashishpatnaik5171 Месяц назад
Naveen Naveen
@chinmayagamingff5656
@chinmayagamingff5656 Месяц назад
@Bkl😂
@manishapattanayak2152
@manishapattanayak2152 Месяц назад
ନବୀନ ନବୀନ ନବୀନ ନବୀନ ଆମ ପ୍ରିୟ ନବୀନ ପଟ୍ଟନାୟକ Sir❤🙏🏻
@user-bk9vi7jh4d
@user-bk9vi7jh4d Месяц назад
କୁଆଡେ ଗଲା ତମ ଓଡ଼ିଆ ଅସ୍ମିତା.. ଓଡ଼ିଆ ଅସ୍ମିତା କଣ ଇଏ କହି ପାରିବ କି ବିଜେପି ର ଅନ୍ଧ ଭକ୍ତ ମାନେ.. 👆🏻
@mihirkumarbarik6867
@mihirkumarbarik6867 Месяц назад
Tautor ta pari dekhajauchhi
@PradiptaNayak-j9e
@PradiptaNayak-j9e Месяц назад
Guilty person should not be remained as Governor
@user-ft4ld8hg5j
@user-ft4ld8hg5j Месяц назад
ଏଇ ହେଉଛି ଓଡିଆ ଅସ୍ମିତା (ଜୟ ଜଗନ୍ନାଥ)
@montupujari8699
@montupujari8699 Месяц назад
Naveen Jay bjd❤❤❤
@purnachandrapradhan2399
@purnachandrapradhan2399 Месяц назад
IBJD and Congress have done the right thing.
@Dadsbeta2
@Dadsbeta2 Месяц назад
Sahi kiye the legend Naveen Patnaik
@Bibilophile-t6u
@Bibilophile-t6u Месяц назад
Jai Naveen sir🎉
@ramashankarmishra8125
@ramashankarmishra8125 Месяц назад
Naveen should avoid the Governer .
@MunaRout-tb9nw
@MunaRout-tb9nw Месяц назад
ନରେନ୍ଦ୍ର ମୋଦୀ ମାଘିଆ ବଧେଛୁଆ ବିଜେପି ଚଟା
@pravatpanda7138
@pravatpanda7138 Месяц назад
Mohanmajhi,rajyapal,ku,bahar,kar,na,hele,mohan,majhi,estpadia
@radhashyammuduli4857
@radhashyammuduli4857 Месяц назад
Excellent speech and address to the house.
@user-ft1wf2ep2p
@user-ft1wf2ep2p Месяц назад
Governor kab beta arrest Odia asmita Jai Jagannath.
@mmmadan-vt4vn
@mmmadan-vt4vn Месяц назад
ଅଣଓଡ଼ିଆ ( modi, shah, hemant,...) ବିଜେପିକୁ ଓଡ଼ିଆ ଅସ୍ମିତା ଶିଖାଇଲେ ଏଇଆ ହିଁ ଆଶା କରିବ....
@debanandasahu7298
@debanandasahu7298 Месяц назад
Sir odia re kuhantu
@susantadehuri664
@susantadehuri664 Месяц назад
ଓଡ଼ିଆ ଅମ୍ମୀତା କୁଆଡେ ଗଲା
@ashokrout3910
@ashokrout3910 Месяц назад
Bjp sarkar darkar nahi
@AlladiniBehera
@AlladiniBehera Месяц назад
ଓଡ଼ିଆ ଅସ୍ମିତା କୁଆଡେ ଗଲା
@sudhakarsahu333
@sudhakarsahu333 Месяц назад
Nabin babu bidhana sabha re agaru kebe basibara abhyasa nahine , bahari gale ..
@NarayanaMatia
@NarayanaMatia Месяц назад
TV TV❤
@PrabirDey-zv5jd
@PrabirDey-zv5jd Месяц назад
Great leader❤❤❤❤❤
@debasishpatra1366
@debasishpatra1366 Месяц назад
Well done Mr leader of Opposition Party .
@srinivasmurthy1900
@srinivasmurthy1900 Месяц назад
Governor Sir when you Son is going to punish pl say date and time 🙏🙏
@lovesolution6400
@lovesolution6400 Месяц назад
Governor ku immediately arrest karajau
@ShaktiNewsliveodia
@ShaktiNewsliveodia Месяц назад
ରାଜ୍ୟପାଳଙ୍କ ପୁଅ କେବେ ଗିରଫ ହେବ
@user-jn6qj7nc6h
@user-jn6qj7nc6h Месяц назад
Rajyapalkuyehittibada
@SusantaNayak-ps2sx
@SusantaNayak-ps2sx Месяц назад
ଆମେଯ ଉ ଭୋଟଦେଇଥଲେ ଭୋଟର ଫଳ
@ashokrout3910
@ashokrout3910 Месяц назад
BJP HATAO
@user-vx4fd5ob6q
@user-vx4fd5ob6q Месяц назад
ନବିନଙ୍କୁ ଝାଡା ଦେଖାଇଲା
@ashishpatnaik5171
@ashishpatnaik5171 Месяц назад
Tate bodhe vomiting heuchhi
@sanjayachandrasahoo169
@sanjayachandrasahoo169 Месяц назад
Odia asmita
@Srinusundhi
@Srinusundhi Месяц назад
ଏ ରାଜ୍ୟପାଳକୁ ଚପଲ ପିଙ୍ଗ
@user-fb8fb5qc2n
@user-fb8fb5qc2n Месяц назад
ଓଡ଼ିଶାର ରାଜ୍ୟପାଳ ଓଡ଼ିଆରେ କୁହ। ଏହା ହିଁ ଓଡ଼ିଆ ଅସ୍ମିତା।ଝାଡ଼ଖଣ୍ଡ ଗୁଣ୍ଡା ର ବାପ କୁ ଶୁଣ ନାହି।
@santoshsethy1237
@santoshsethy1237 Месяц назад
God blessed all news18 odia all staff BUT - odia ASMITA kuade Gala OTV and Argus and OR Chanel kuadegale odia asmita kuade Gala kuhantu odia asmita jharkhand rajyapala son tharu madaakhauchi
@sneha6303
@sneha6303 Месяц назад
Naveen Patnaik chaligale kana Odisha assembly bhangijiba
@drkrishnachandramallik8742
@drkrishnachandramallik8742 Месяц назад
ଏ ଅସ୍ମିତା ମାନେ କଣ ବା?
@purnachandrapatrapurnachan774
@purnachandrapatrapurnachan774 Месяц назад
Rajyapala Babu tuma pua katha prathame bhasan deantu bhala heba jadi prakruta re gentle man hoithibe asmita katha kahibe
@Gurukulodisha
@Gurukulodisha Месяц назад
5 saal nahin tikega, BJP sarkar 😁😁😁
@ashoksahoo9580
@ashoksahoo9580 Месяц назад
Government down, odiaa ashimita 😂😂😂
@jsinghs7961
@jsinghs7961 Месяц назад
A heuchi amo adia asmita ....chhiii tumo rajniti
@bariyalhembram5044
@bariyalhembram5044 Месяц назад
Naveen CM thile 25 yrs tike v lajo laguni
@PrasantaParida-kp3jf
@PrasantaParida-kp3jf Месяц назад
Apnaka pua kathha kuhantu?
@user-mz6ge2gm9f
@user-mz6ge2gm9f Месяц назад
Kaise odia asmita.
@jyotiranjannayak8017
@jyotiranjannayak8017 Месяц назад
ଏଇଟା evm ଚୋର
@gitanjalibehera9648
@gitanjalibehera9648 Месяц назад
Dekhile raga chiduchi a governer nku
@kumarrajendra1171
@kumarrajendra1171 Месяц назад
ଇ ଏ କୋଉ ଅସ୍ମିତା
@katurusanta3814
@katurusanta3814 Месяц назад
ଓଡ଼ିଆ ଭାଷା କୁହ ବୁଝିହେଉନାହି
@pravakarnayak5826
@pravakarnayak5826 Месяц назад
Eitaku rajyarutada eita nilajate
@ShreeNalinexpress
@ShreeNalinexpress Месяц назад
Governer puaku jail pathauna asubidha kouthi. Se kaun ki
@deepak001ification
@deepak001ification Месяц назад
Ranyapala bhasan kebala bjp sunu
@user-wc6dn4db4r
@user-wc6dn4db4r Месяц назад
Bjd manankara rojagar andhakar
@PrabirDey-zv5jd
@PrabirDey-zv5jd Месяц назад
Governor selected from centre india
@gurucharanmohapatra4508
@gurucharanmohapatra4508 Месяц назад
Belajya , lajya laguni?
@bhismabhisma4496
@bhismabhisma4496 Месяц назад
BJP ra bada bada katha
@judhistirdas9861
@judhistirdas9861 Месяц назад
Rajyapala jhabada
@BibhupadaParida
@BibhupadaParida Месяц назад
Bapa numberi Beta 10 numberi
@AjitKumar-ed9dz
@AjitKumar-ed9dz Месяц назад
Odia Ashmita kuade gala?
@rajaranisahoo5398
@rajaranisahoo5398 Месяц назад
One month re bjp sabu karidaba kahucha bjd 24year re kariparilani kichhi kahiparinathila
@kulamanibhuyan5281
@kulamanibhuyan5281 Месяц назад
Odia a kuha ham nahi samje parahu
@sagarrauta1782
@sagarrauta1782 Месяц назад
Odia asmita ra chalanta udaharan
@BimalaBanerjee
@BimalaBanerjee Месяц назад
Odisha ra asmita kuyada gala
@madhusudanparida4161
@madhusudanparida4161 Месяц назад
Very unfortunate comments by Governor. He should feel regret about dirty & unsocial action to Aso by his son.
@arunmohapatra1351
@arunmohapatra1351 Месяц назад
ଝାଡ଼ଖଣ୍ଡ ମୁଣ୍ଡା ତୋ ବିଷୟରେ କିଛି କହ
Далее
🫢 #tiktok #elsarca
00:11
Просмотров 4,4 млн