Тёмный

ରାଜ୍ୟସଭା ରେ BJD ସାଂସଦ ସୁଲତା ଦେଓ, NEET, ନବୀନ, ନୀତିଶ ନାଇଡୁ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଇ ବର୍ଷିଲେ।BJD 

Pratidin TV
Подписаться 1,3 млн
Просмотров 276 тыс.
50% 1

ରାଜ୍ୟସଭା ରେ BJD ସାଂସଦ ସୁଲତା ଦେଓ, NEET, ନବୀନ, ନୀତିଶ ନାଇଡୁ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଇ ବର୍ଷିଲେ। BJD MP Sulata Deo counters President Droupadi Murmu in Rajya sabha.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RU-vid Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Опубликовано:

 

1 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@krishnakhandagiri9887
@krishnakhandagiri9887 3 месяца назад
Ur right right 👍 ସୁଲତା ଦେଓ ମେଡମ୍ ବହୁତ୍ ବଢିଆ କଥା କିନ୍ତୁ ଆପଣ ମାନେ ଆଗରୁ ଏସବୁ କରିବା କଥା ସୁନ୍ଦର କଥା ଆପଣ ଉପସ୍ଥାପନ କରିଛନ୍ତିି ଆମେ ବହୁତ ଖୁସି ଆପଣଙ୍କ ପାଓ୍ଵାର ଦେଖି❤❤❤❤❤
@MrSwarajdas
@MrSwarajdas 3 месяца назад
ସୁଲତା madam ମୁଁ ଆପଣଙ୍କୁ ହୃଦୟ ରୁ ଧନ୍ୟବାଦ ଆପଣ ଙ୍କ ଭାଷଣ ମୋର ହୃଦୟ ଜିତିଛନ୍ତି
@TrilochanRout-k5s
@TrilochanRout-k5s 3 месяца назад
ଆଜି କେବଳ ଏ ମାଡ଼ାମ ଜଣଙ୍କ ଜବାଜ ଦେଇଛନ୍ତି,,ଆଉ କିଛି ଦିନ ପରେ ସାରା ଓଡିଶା ଜବାଜ ଦେବ,, ମୋହନ ସାର ଆପଣଙ୍କ ସରକାର ଯାହାବି ପ୍ରତି ସ୍ତୁତି ଦେଇଛନ୍ତି ନିର୍ବାଚନ ସମୟରେ ଓଡ଼ିଶା ବାସିଙ୍କ ପାଇଁ ତାହା ପାଳନ କରାଜାଉ,,
@PrakashGouda-t8g
@PrakashGouda-t8g 3 месяца назад
ଏହି ଭାଷଣ ଆଗରୁ ଦେଇ ଥିଲେ ଭଲ ହୋଇଥାନ୍ତା
@sunil8862
@sunil8862 3 месяца назад
Aguru kemiti heithanta.. election re bjp jitila pare karithiba promise ku fullfill kariparuni boli ebe ye kahuchanti na..
@ashokkumarmoharana7946
@ashokkumarmoharana7946 3 месяца назад
ବହୁତ ବଢିଆ କିନ୍ତୁ, ବିଳମ୍ବ ହୋଇ ଯାଇଛି ।।
@nirmalabehera4724
@nirmalabehera4724 3 месяца назад
ବିଳମ୍ବ ନୁହେଁ ବହୁତ ବିଳମ୍ବ ହୋଇଗଲା। ଆଉ ଗର୍ଜନ କଲେ କିଛି ଲାଭ ନୁହେଁ।
@manasimohanty942
@manasimohanty942 3 месяца назад
Sulota Medum sahi bolrehi he, strong participant
@RajkishorNayak-m9n
@RajkishorNayak-m9n 3 месяца назад
କଥା ପଦେ କହିଲ ମନକୁ ମୋର ଛୁଇଁଲା
@BabajiNaik-k8r
@BabajiNaik-k8r 3 месяца назад
Han tate gandi marila bhalia lagithiba
@sudhansusekhardash9010
@sudhansusekhardash9010 3 месяца назад
Very right, good statement. ନବୀନ ପଟ୍ଟନାୟକ ଜିନ୍ଦାବାଦ।
@Skgbul470
@Skgbul470 3 месяца назад
ମୋହନ ମାଝି ଠାରୁ ଭଲ ହିନ୍ଦୀ କହି ପାରୁଛନ୍ତି,
@USER-Ajubhai
@USER-Ajubhai 3 месяца назад
Bala hindi kahuchi
@wildnature639
@wildnature639 3 месяца назад
​aku bhala lagiba ba ta name ta dekhuna@@USER-Ajubhai
@skgoud7356
@skgoud7356 3 месяца назад
Pela Hindi kahuchhi
@ritubehera5103
@ritubehera5103 3 месяца назад
​@@skgoud7356tu kete bhala kahu to word ru jana paduchi
@AshokSwain-l4j
@AshokSwain-l4j 3 месяца назад
Pela janichu tu​@@USER-Ajubhai
@SidharthPrasadDas
@SidharthPrasadDas 3 месяца назад
ଆଗରୁ ଏ କରାମତି କରିଥିଲେ ଆଜି ବିଜେଡି ଦଳ ର ଏମିତି ଅବସ୍ଥା ହୋଇନଥାନ୍ତା, ଡେରି ହେଉ ନବୀନ ବାବୁ ବୁଝିଲେ ବିଜେପି କୁ, ସାପ ସହ ସମ୍ପର୍କ ରଖିଥିଲେ ଚୋଟ ଖାଇଲେ, ଯୋଉ ଦିନ ଅଶ୍ୱନି ବୈଷ୍ଟମ୍ବ ଙ୍କୁ ରାଜ୍ୟ ସଭା କୁ ପଠେଇଲେ ସେ ଦିନ ବିଜେଡି ର ଡାଉନ ଆରମ୍ଭ ହେଲା,
@Rozalineyt
@Rozalineyt 3 месяца назад
Right
@Rozalineyt
@Rozalineyt 3 месяца назад
Right
@MUSICBLACKDESIGNED
@MUSICBLACKDESIGNED 3 месяца назад
Right
@bishnupriyadash2437
@bishnupriyadash2437 3 месяца назад
Good question
@Biswajitnayak1553
@Biswajitnayak1553 3 месяца назад
Hindi clear Nehi kya odia bolo
@kadambinibiswal7331
@kadambinibiswal7331 3 месяца назад
BJP ମିଛ କହିବା ଛଡ଼ା ଆଉ କଣ୍ ଅଛି
@SwabhimanOdia93
@SwabhimanOdia93 3 месяца назад
Auu bjd...
@abhijitpradhan4169
@abhijitpradhan4169 3 месяца назад
Sarkar ku mase hoe chi time ku wait kara kn hou chi
@pinkudeepmusicandentertain5405
@pinkudeepmusicandentertain5405 3 месяца назад
Center re kete development karla n j wait karmi ​@@abhijitpradhan4169
@sankarprasadsahu9225
@sankarprasadsahu9225 3 месяца назад
ଠକ ଶଳା ଚୋର ଘୋଟଲା bjd ନେତା ମନେ l
@bikashnaik4187
@bikashnaik4187 3 месяца назад
​@@abhijitpradhan4169kichi nai
@brundabanrout9655
@brundabanrout9655 3 месяца назад
ମାଡାମ ଆପଣ ବହୁତ ଭଲ କହିଲେ, ଜଗନ୍ନାଥ ଙ୍କ କୁପାରୁ ଭଲ ରେ ଆଗ କୁ ବଢନ୍ତୁ ଜୟ ଜଗନ୍ନାଥ
@SanjuktaLenka-e6b
@SanjuktaLenka-e6b 3 месяца назад
ସୁଲତାଦିଦି ମେଢିଚାଲ 🎉🎉ତମପଛେରେଆମେଅଛୁ ଜଏବିଜେଡି ଜଏନବିନବାବୁ 🎉🎉🎉🎉 ନବିନସାରେ ସୁପରହିରୋ ଜଏବିଜେଡି ଜଏନବିନବାବୁ 🎉🎉🎉🎉
@DebendraPrasadMajhi-fk1qg
@DebendraPrasadMajhi-fk1qg 3 месяца назад
ଜୁଏଲ୍ ବାବୁଙ୍କ ଠାରୁ ଅଧିକ ଭଲ କହିପାରୁଥିବାରୁ ଧନ୍ୟବାଦ୍ ।
@SatyaKhandayat
@SatyaKhandayat 3 месяца назад
Juyel babu pura boka😅
@niranjanpradhan8299
@niranjanpradhan8299 3 месяца назад
ଜୟ ନବିନୀ
@bagulisahoo3689
@bagulisahoo3689 3 месяца назад
ଆଉ ନବୀନ ନାହାନ୍ତି ରେ ବା
@drrkmohanty1966
@drrkmohanty1966 3 месяца назад
ଆଗରୁ ହୀରା ଓ ଶିକ୍ଷା ଉପରେ GSTବାବଦରେ କାହିଁ ଶୋଇଥିବାର !
@PrasantaSankhua-k6i
@PrasantaSankhua-k6i 3 месяца назад
ଏହି ଭଳି ଆଗରୁ ହୋଇଥିଲେ ଵୋହୁତ ଭଲ ହୋଇଥାନ୍ତା
@ଅଭୟ
@ଅଭୟ 3 месяца назад
ଓଡ଼ିଶା ରେ ବେକାର ଯୁବକ ଯୁବତୀ ଙ୍କୁ କେମିତି ଚାକିରି ମିଲିବ ସେ ବିଷୟ ଭାଷଣ ଦେବା ପାଇଁ ଓଡିଶା ରେ mp ନାହିଁ କି
@ajayakumarb957
@ajayakumarb957 3 месяца назад
ଭଲ ଭାଷଣ ଦେଲେ ଆଗରୁ ବି ଜେ ପି ବିରୋଧ ରେ କେବେ ପଦ ଟିଏ କହିଛନ୍ତି କି କାହା ପାଈ ପାଟିରେ ଶୀଖୁଳି ଦେଇଥିଲେ କ'ଣ ପାଣ୍ଡିୟାନ ପାଇଁ😂😂😂
@swain.Asha_
@swain.Asha_ 3 месяца назад
Bhai pandian sir bhala loka kintu taku kharap kari dekheila midia hueta se thile odhia pai bahut kichhi karithante mote laguni odisha au no-1 haba agaku dekha no-4re odisha thiba chora sarkar pada dei sarichi
@ajayakumarb957
@ajayakumarb957 3 месяца назад
@@swain.Asha_ tame bhai janina bodhe sarkar paribratan na hei thile ea sala nkara chera lambi jahi tanta
@swain.Asha_
@swain.Asha_ 3 месяца назад
@@ajayakumarb957 are bhai mun bhai nuhe bhauni 😁
@ajayakumarb957
@ajayakumarb957 3 месяца назад
@@swain.Asha_ ok madam
@balasoremasti1625
@balasoremasti1625 3 месяца назад
​@@swain.Asha_mate b emiti laguchhi bhai
@sadanandajena8216
@sadanandajena8216 3 месяца назад
ଭଲ ରେ ଧୁଲାଇ
@Fight-f1h
@Fight-f1h 3 месяца назад
ବିଜେଡି ନୀଦ ଭାଙ୍ଗିଲା ଜାହାହଓ
@jullysamal6626
@jullysamal6626 3 месяца назад
BJP sarpaghat kala ebe ଉଠିବା BJD ମାନବିକତା chota mariba ଏବେ right way and answar just
@SureshChandraSahoo-qs4bp
@SureshChandraSahoo-qs4bp 3 месяца назад
Bjp ra kenudina nida vhangiba matali🎉
@prataprath3632
@prataprath3632 3 месяца назад
BJD ଶାସନ କାଳ ରେ କେବେ ରାଜ୍ୟ ସଭା ରେ ମୁହଁ ଖୋଲି ନ ଥିଲ ତ
@AjitKumar-vlg
@AjitKumar-vlg 3 месяца назад
Yes Chor to baad mein chilata hai
@shantiswarupapati8366
@shantiswarupapati8366 3 месяца назад
Right,haribaru,garjan
@suryamanijena7919
@suryamanijena7919 3 месяца назад
​@@AjitKumar-vlgRyt
@suryamanijena7919
@suryamanijena7919 3 месяца назад
Genda har geya isiliye inki gand jal rahi hai...
@suryamanijena7919
@suryamanijena7919 3 месяца назад
Inka kamain me tala lag geya hai ...
@krushnareddy1451
@krushnareddy1451 3 месяца назад
ବହୁତ ସୁନ୍ଦର କଥା କହିଲେ କ୍ଷେମା ମାଗିବାକୁ ପଡ଼ିବ ଶ୍ରୀ ଜଗନ୍ନାଥ କୁ ଓଡ଼ିଶା ଭାସି କୁ ମୋଦୀ କ୍ଷମା ମାଗିବ ଦରକାର ନହେଲେ ଶ୍ରୀ ଜଗନ୍ନାଥ କେବେ କ୍ଷମା କରିବେନି ଧୂଳିସାତ ହେଇଯିବ ବିଜପି 🤬😡🤬
@sankarsandas19790
@sankarsandas19790 3 месяца назад
ବି ଜେ ଡି ବାଲା ରାଜନୈତିକ ଲୋଭରେ ତୁମ ଦଳର ନେତାଙ୍କୁ ବଳୀ ପକାଇଛ, ସଠିକ ଉପାୟର ପ୍ରୟୋଗ କର କିପରି ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗକୁ ଯିବ ।
@archanashasani9487
@archanashasani9487 3 месяца назад
ମିଛ କହି ଲୋକଙ୍କୁ ଭୁଆଁ ବୁଲେଇଦେଲେ ବିଜେପି ଆଉ ଜିତିଛନ୍ତି
@BIDYADHARnag-p7c
@BIDYADHARnag-p7c 3 месяца назад
Right madam
@rakaworld5489
@rakaworld5489 3 месяца назад
Excellent speech Jay Jagannath
@prahaladsahu5406
@prahaladsahu5406 3 месяца назад
ଆଗରୁ କାହିଁକି କହୁନଥିଲ, bjd ଗଲା ପରେ ଭାଷଣ କିଛିବି ଲାଭ ନାହିଁ , ବବି ର ଗୁମ୍ଫା ରେ କଣ କରୁଥିଲ, ବୋଲେ ବୋଲେ ରେ କଣ କରୁଥିଲ କୁହ
@madhabanandaswain4695
@madhabanandaswain4695 3 месяца назад
ମଦମ୍ ଆପଣ ବହୁତ୍ ଭଲ କହିପାରିଲେ ଧନ୍ୟବାଦ୍ ବିଳମ୍ବ ହେଇଗଲା ଏବେ orop ବିଷୟରେ କହିଲେ ଭଲ ହୁଅନ୍ତା
@Pabitra-p8z
@Pabitra-p8z 3 месяца назад
ସୁନ୍ଦର ଅଭିଭାଷଣ
@tukunabehera3702
@tukunabehera3702 3 месяца назад
ସୁଲତା ଦିଦୀ ବହୁତ ବଢିଆ ଭାଷଣ ଦେଲ 🙏🙏🙏🙏🙏🙏 ସତ କଥାଟିଏ କହିଲ
@jyotirmayjena1869
@jyotirmayjena1869 3 месяца назад
ବିଜେଡି ସରକାର ଅମଳରେ OSSC, OSSSC ଘୋଟାଲା ବିଷୟରେ ସୁଲତା ମାଡାମ ଜାଣିଛନ୍ତି ନା ନାହିଁ ।
@dhananjaysahoo4579
@dhananjaysahoo4579 3 месяца назад
ବିଜେଡି ଓଡ଼ିଶାର student ଙ୍କ ର ଜୀବନ ନଷ୍ଟ କରିଦେଇଛନ୍ତି।
@jullysamal6626
@jullysamal6626 3 месяца назад
ସେବେ bjp jodihoi bjd sah ଥିଲା
@LTRENDER
@LTRENDER 3 месяца назад
Tu maghia janichu taa kiye karithila
@sudarshansamantaray3118
@sudarshansamantaray3118 3 месяца назад
ଓଡିଶା ପାଇଁ ଦିଲ୍ଲୀ ସରକାରଙ୍କର ସର୍ବଦା ଅବହେଳା ଆଗରୁ ରହିଅଛି.
@dhananjayanaga1515
@dhananjayanaga1515 3 месяца назад
Zero
@madhusudanparida4161
@madhusudanparida4161 3 месяца назад
Very nice & correct clarification by honourable MP Sulata mam.She slams to BJP leaders strongly about baseless & useless allegations against Naveen Babu.
@manasimohanty942
@manasimohanty942 3 месяца назад
Right sir
@kamalakantapanda8822
@kamalakantapanda8822 3 месяца назад
ଆଲୋ ସୁଲତା ବେଧ ଆଉ କେତେଦିନ କପି କରି କହିବୁ. ଖଇତା ହଜାର କରିବୁ ବୋଲି କପି କରି କହିବୁ କେତେଦିନ.
@ramakantiputelramakantiput9173
@ramakantiputelramakantiput9173 3 месяца назад
Thank u 🙏 sulata mam
@PradeepKumarBehera-or9ee
@PradeepKumarBehera-or9ee 3 месяца назад
Jay Naveen pattnayak ❤❤❤
@narayanimajhi6171
@narayanimajhi6171 3 месяца назад
Right your speech Madam 🙏🙏
@dhananjaysahoo4579
@dhananjaysahoo4579 3 месяца назад
ଚାଲୁଣି କହୁଛି ଛୁଞ୍ଚି କୁ।ଓଡ଼ିଶାରେ ଏମିତି କିଛି exam ନାହିଁ କି ଯୋଇଥିରେ ସ୍କ୍ୟାମ୍ ହେଇ ନାହିଁ।
@Zanil-kr7ll
@Zanil-kr7ll 3 месяца назад
Dharmendra Pradhan ra 50% share nie PC sameer das thu seita ame janichu odisha ra India ra education ku khaideichhi dharama
@pradeepmohanty1905
@pradeepmohanty1905 3 месяца назад
Hoichhi bt ate bada Neet pari hoini
@youtubertrading
@youtubertrading 3 месяца назад
Excellent job ma'am
@GopalGuiya-uy8yq
@GopalGuiya-uy8yq 3 месяца назад
24ବର୍ଷା ରେ କଣ କରି ପାରିଲେ ବିଜେଡି. ଏହାର ଜବାବ ଦିଅ.
@globalraj...4903
@globalraj...4903 3 месяца назад
Mam i proud of you
@abinashnath3190
@abinashnath3190 3 месяца назад
ବହୁତ୍ ସୁନ୍ଦର୍ madam 👍 ଜୁଲ୍ମା bjp ସରକାର ମିଛ କହି ବାରେ ଏକ ନମ୍ବର
@msasmal-jv6dt
@msasmal-jv6dt 3 месяца назад
Bahut Bhal jkahill Didi 🙏🙏🙏🙏
@adityasathua
@adityasathua 3 месяца назад
Good ❤
@kailashpanigrahi6705
@kailashpanigrahi6705 3 месяца назад
ଏବେ ଶୃଙ୍ଖଳିତ ଆଇନ୍ ବ୍ୟବସ୍ଥା ଗଢ଼। ଯାହା ଫଳରେ ଦେଶରେ ଯେପରି ଶାନ୍ତି ଓ ଅଖଣ୍ଡତା ବଜାୟ ରହି ପାରିବ। ଆଉ ଆଗକୁ ଯେପରି କେବେ ବି ଭୁଲ୍ ହେବନି।
@MamuniMamuni-fm6gd
@MamuniMamuni-fm6gd 3 месяца назад
VV GOOD GREAT ODISHA MP🎉
@pitamberparida8762
@pitamberparida8762 3 месяца назад
ହତ୍ୟାକାରୀ ଦୁସ୍କର୍ମ କାରୀ ଘୋଟଲା କାରୀ ନବୀନ ପଟ୍ଟନାୟକ ପୋଲିସକୁ ହାତରେ ରଖି ଗୋଟିଏ ମଧ୍ୟ ନ୍ୟାୟ ଦେଇ ପାରିଲେନି, ଓଲଟା କ୍ରାଇମ୍ ବ୍ରାଞ୍ଚକୁ ଢାଲକରି ଅପରାଧୀ ଶାସନ ଚଲେଇଲେ, ଆପଣଙ୍କ ମୁହରେ ମୋର ନେତା କହିବାକୁ ଲାଜ ଲାଗୁନି, ଆରେ ଏନ୍ତତ ନିଜ କ୍ୟାବିନେଟ ମନ୍ତ୍ରୀ ନବଦାସ ହତ୍ୟାର ପରଦା ଫାସ କରିଲେନି ? ଛି ଛି ଛି,
@babulubariha2098
@babulubariha2098 3 месяца назад
ଯଦି ତୁ ଜାଣି ଛୁ ପର୍ଦାଫସ୍ କରିଦେ ଯା |
@JayJagannath0307
@JayJagannath0307 3 месяца назад
Jay Naveen 💚
@SumantaRaksa-g2m
@SumantaRaksa-g2m 3 месяца назад
Proud of orissa. Excellent speech.
@jyotiprakashparida8621
@jyotiprakashparida8621 3 месяца назад
hindi thik se kuha first tapare speech deba
@TheTraveller21144
@TheTraveller21144 3 месяца назад
Mohan majhi thu best hindi kahuchi
@santanukumarmohanty5515
@santanukumarmohanty5515 3 месяца назад
ଟିକେ ହିନ୍ଦୀ ଅଭ୍ୟାସ କରିକି ଯାନ୍ତୁ
@ramohembram7342
@ramohembram7342 3 месяца назад
Kn paine
@ramohembram7342
@ramohembram7342 3 месяца назад
Bhai setki hin sikhi paribo
@SoundOfMusicMobile
@SoundOfMusicMobile 3 месяца назад
Right
@bhagirathibarik9956
@bhagirathibarik9956 3 месяца назад
ନବୀନ ବାବୁ election ପୂର୍ବରୁ unfit ଥିଲେ ଏବେ fit ଅଛନ୍ତି ତାର କାରଣ ନିଜ ଦଳର ନେତା ମାନେ ଭଲ ଜାଣିଛନ୍ତି
@Sc.keshab8592
@Sc.keshab8592 3 месяца назад
Right kahila didi. Bjd power dekha💚💚💚💯👍👌🙏
@seshadevdhal1449
@seshadevdhal1449 3 месяца назад
ପ୍ରଥମରୁ କହୁନଥଲା କାହିଁକି ସରକାର ଗଲାପର କହୁଚ
@nabakishoremallick984
@nabakishoremallick984 3 месяца назад
BHARAT MATA KI JAY
@pramoddash7396
@pramoddash7396 3 месяца назад
Thank you...God bless you
@jhiliKachim
@jhiliKachim 3 месяца назад
Vr good ❤❤❤❤
@MaheswarSahu-vz6hi
@MaheswarSahu-vz6hi 3 месяца назад
Jay Jagannath
@MsBiswa007
@MsBiswa007 3 месяца назад
ଆଗରୁ କରିଥିଲେ ଭଲ ହେଇଥାନ୍ତା... ଆଜି ଗୋଟେ ମିଛୁଆ ବ୍ୟବସାୟୀ ଦେଶଭକ୍ତର ଚମଡ଼ା ପିନ୍ଧି ନିଜକୁ ସବୁଠୁ ବଡ଼ ଦେଶଭକ୍ତ କହୁଥିବା ଲୋକଟି ଆଜି ଆମ ଓଡିଶା ଉପରେ ଶାସନ କରୁଛି... ଲାଗୁଛି ଶ୍ୱାସରୁଧ ଭଳି ମନେ ହେଉଛି।
@jivanpattanayak6120
@jivanpattanayak6120 3 месяца назад
ଏବେ ତ ଏତିକି ଆଗକୁ ଆତ୍ମହତ୍ୟା କରିବେ।
@pradeeptadash6501
@pradeeptadash6501 3 месяца назад
Cm grievance cell aaji ପର୍ଯ୍ୟନ୍ତ ହୋଇପାରିନଥିଲା କାହିଁକି? ଲଜ୍ଜ୍ୟା ନାହିଁ ତୁମକୁ
@jullysamal6626
@jullysamal6626 3 месяца назад
Modi murkh ସପ୍ତମ ଯୋଉ kilibili କରୁଚି ନବୀନ କୁ ବନ୍ଦୁ କହି ଜୁହାର ହୋଇ ବାନ୍ଧିକି ରଖିଥିଲା ବୋଲି ନବୀନ ମୋଦି କଥାରେ ଥିଲେ
@jullysamal6626
@jullysamal6626 3 месяца назад
କାଇଁ ତୁ ଦେଖ grivance cell re tala ପଡ଼ିବ ପୁରୀ ଶ୍ରୀମନ୍ଦିର ଚରିଦ୍ୱାଟ ଭଳି ଏବେ ମୁଣ୍ଡ ସରକାର କୁ ଚୁଙ୍ଗୁ ଚୁଂଗୁ ଲାଗୁଚି ଲୋକଙ୍କ ସହ selfi ନେବାକୁ ମଦେ ଯାଉ ଆମେ ଅଛୁ ଦେଖିବା g, ସେଲ କଣ heuchit,ତୁ ଚାଲେଇବୂ
@jullysamal6626
@jullysamal6626 3 месяца назад
Are jie bikas karuchi ଯୋଜନା ପ୍ରତି ଘରେ ପହଞ୍ଚାଉଛି grivance cell କିଛି ଆବଶ୍ୟକ ନାହିଁ
@pradeeptadash6501
@pradeeptadash6501 3 месяца назад
@@jullysamal6626 ଓଡ଼ିଶା ରେ robor stamp cm ଥିଲେ madam.... CM Pandian ଥିଲେ ଥୋଡ଼ି ନବୀନ thile....
@kunubal498
@kunubal498 3 месяца назад
pandian jou chakiri biku thila.. odisha katha kaha
@swarnapravadehury2087
@swarnapravadehury2087 3 месяца назад
Dharmendra bikunathila ki
@jullysamal6626
@jullysamal6626 3 месяца назад
ଧର୍ମେନ୍ଦ୍ର ଯୋଉ ଚାକିରି ବିକୁଛି ଆଉ neet ପିଲାଙ୍କୁ ଖାଉଛି
@jullysamal6626
@jullysamal6626 3 месяца назад
Are ତମକୁ ତୋ ମା ଭଉଣୀକୁ ତୁ ଗୁଜୁରାଟ କୁ ବିକିଲାଣି ପରା ,କଣ କହୁଚୁ କିରେ,ବହୁତ୍ gapuchu ହାରାମି ଏବେ ମରାଠୀ ଆସିଚି ତୋ ମା ଭଉଣୀକି ନେଇକି ଯିବ ଆଉ ଚାକିରି ବିକିବା ତୁ help karibu ahuja ku
@susantasahoo9544
@susantasahoo9544 3 месяца назад
ସୁଲାତ ଦେବ ସସନ୍ଦ ରାଜ୍ୟ ସଭା , ଅନ୍ତର ସହିତ କହିବେ କି ରେଜଲ୍ଟ ବାହାରିବା ପୂର୍ବରୁ ନବୀନ ପଟ୍ଟନାୟକ କାହିଁକି ନିଜକୁ ରୋଗୀ ରୂପେ ଛଳନା କରୁଥିଲେ , କଣ ବିଜେଡି ଯଦି ଶାସନକୁ ଆସେ pandian ଙ୍କୁ ମୁଖ୍ୟ ମନ୍ତ୍ରୀ କରିବେ ବୋଲି।
@chinmayeesethy2627
@chinmayeesethy2627 3 месяца назад
Mam app ne sahi baat bataye 👏👏
@rabindranathnahak6461
@rabindranathnahak6461 3 месяца назад
ସବୁ ଗଂଜାମ ଲୋକ ମାନେ ଆସନ୍ତୁ ନବୀନ ପାଖକୁ ଯିବା ଆଉ ଆମେ ତାଙ୍କୁ ସାହାସ ଆଉ ସହଯୋଗ ର ହାତ ବଢ଼େଇ ବା
@basantsahoo44
@basantsahoo44 3 месяца назад
ମୋଦି ଭଳି ଗାଲୁଆ ପ୍ରଧାନମନ୍ତ୍ରୀ କେବେ ନ ଥିଲେ କି ଆଗକୁ କେହି ଆସିବେ ନାହିଁ
@prabodhamohapatra3046
@prabodhamohapatra3046 3 месяца назад
ସୁଲତା ଦିଦି, ତମର ବଲେ ବଲେ ହୋଟେଲ ବିଷୟ ରେ ଟିକେ କୁହ। ତମେ କେତେ ଥର ସେଠାକୁ ଯାଇଛ, ସେ କଥା ଟିକିଏ କୁହ।
@shantiswarupapati8366
@shantiswarupapati8366 3 месяца назад
Right,bhai
@babulapatiarbabulapatiar8338
@babulapatiarbabulapatiar8338 3 месяца назад
ସରକାର କୁ ସମୟ ଦରକାର ଫାଲୁଟୁ କଥାବାର୍ତ୍ତା କରୁଛନ୍ତି ଜନତା କାମରେ ନାହିଁ ଏମାନେ
@biranchisindur4432
@biranchisindur4432 3 месяца назад
ବହୁତ ସୁନ୍ଦର ଉପସ୍ଥାପନା। କିନ୍ତୁ ହିନ୍ଦୀ ଭାଷା ର ବ୍ୟାକରଣିକ ଶୁଦ୍ଧତା ଉପରେ ଟିକିଏ ଧ୍ୟାନ ଦେବା ଉଚିତ। ଲିଙ୍ଗ, ବଚନ,କର୍ମ ଓ କ୍ରିୟା ଉପରେ ଟିକିଏ ଧ୍ୟାନ ଦେଲେ ଭଲ ହୁଅନ୍ତା।
@KhusiBabu1517
@KhusiBabu1517 3 месяца назад
Tama cm thu bhala kahuchi. Chhi chhi cm Hindi.
@sukantakumarkanharkanhar9783
@sukantakumarkanharkanhar9783 3 месяца назад
Kahiba ta bahut bada katha....
@SagarBhuyan-k2j
@SagarBhuyan-k2j 3 месяца назад
Yes 😂😂😂​@@KhusiBabu1517
@SagarikaOjha-xf8ik
@SagarikaOjha-xf8ik 3 месяца назад
Naveen Pattnaik is really good
@pitamberparida8762
@pitamberparida8762 3 месяца назад
ହୀରା ବେପାର କଥା କହିବା ଆଗରୁ ଓଡିଶାର ତାମିଲ ଶୋଷଣ କାରୀ, ଆଊ ପାଣ୍ଡିଆନ କୁ ନବୀନ ପଟ୍ଟନାୟକ ଅହେତୁକ ଅନୁକମ୍ପା କଥା ଟିକେ କୁହ, ଉଡାଜାହାଜ ରେ ବୁଲେଇ ୯୦୦ କୋଟି କଣ ନବୀନର ବାପାଙ୍କ ଟଙ୍କା ଖର୍ଚ କରିଥିଲେ,?
@shantiswarupapati8366
@shantiswarupapati8366 3 месяца назад
Right,sabu a chora dala janiki chup heichhi,
@Ambassador_Christ
@Ambassador_Christ 3 месяца назад
Naveen Patnaik ❤❤❤🎉
@srikantadeepak9698
@srikantadeepak9698 3 месяца назад
ତୁମେ ମାନେ ପାଣ୍ଡିଆନ କବଳରେ ଥିଲ ମୁକ୍ତ ହେଲା ପରେ ଭୁକିଲେ କିଏ ଶୁଣିବ
@mscreation695
@mscreation695 3 месяца назад
Han Tamil sasna gala Gujarati sasna asila
@bisnuprasadsahoo5491
@bisnuprasadsahoo5491 3 месяца назад
Nani tame bhala kahila
@kamalakantapanda8822
@kamalakantapanda8822 3 месяца назад
ଆଲୋ ସୁଲତା ବେଧ ତୁ ଏଡ଼େ ବେଧ. ତୋ ମୁହଁ କୁ ଲାଜ ନାହିଁ. ପାଣ୍ଡିଆ ତତେ କେତେ ଥର ଖଟିଆ ସେବା ଦେଇଛି. ବିଜେଡି ର ବେଧେଇ ନେତ୍ରୀ.
@rudrapratapnayak-tq5sy
@rudrapratapnayak-tq5sy 3 месяца назад
Mama apana nka kathare damachhi jay Naveen sir
@itsbikram24
@itsbikram24 3 месяца назад
ଓଡ଼ିଶା ରେ ୨୪ ବର୍ଷ ରେ କେତେ ସରକାରୀ ଚାକିରି ରେ ଦୁର୍ନିତି ହୋଇଛି ଓଡ଼ିଶା ର ଛାତ୍ର ଛାତ୍ରୀ ଜାଣିଛନ୍ତି । କେତେ ଲକ୍ଷ ଟଙ୍କା ରେ ଚାକିରି ମିଳେ ଆଉ କହାକୁ କାହାକୁ ଚାକିରି ମିଳିଛି ନିଜ ଦଳର ନେତା ମାନଙ୍କ ସମ୍ପର୍କୀୟ ଙ୍କୁ ଚାକିରି ମିଳୁଥିଲା । ସରକାର ଏଥିରେ ବହୁତ୍ ନାହିଁ ଯଦି ସରକାର କିପରି ହେଲା । ବିରୋଧି ଙ୍କ କେତେ ସିଟ ପାଇଛନ୍ତି କେତେ ପାର୍ଟି ମିଶି ୨୭୨ ହୋଇପାରିଲା ନାହିଁ ।ଯଦି NDA ର ବହୁମତ ନାହିଁ ବିରୋଧୀ ସରକାର କରୁନାହାନ୍ତି କିଏ ମନା କଲା କି ।
@shantiswarupapati8366
@shantiswarupapati8366 3 месяца назад
Right,bhai
@ashadevikanharlija7782
@ashadevikanharlija7782 3 месяца назад
Right madam👍👍💯💯
@AshishDash-lm8by
@AshishDash-lm8by 3 месяца назад
Jay BJD Jay Naveen
@Ambassador_Christ
@Ambassador_Christ 3 месяца назад
Wahhhhhhhhh Madam ....❤
@laxmikanta9999
@laxmikanta9999 3 месяца назад
ଏବେ ପାଣ୍ଡିଆନ୍ ନବୀନ ପଟ୍ଟନାୟକ ପଛରେ ନାହିଁ....ସେଥି ପାଇଁ ଭଲ ଭାବରେ ଚାଲୁଛନ୍ତି ।ନ ହେଲେ back support କିଏ ଦବ
@miradiecuttergurunda9397
@miradiecuttergurunda9397 3 месяца назад
Balle balle
@amulyakumardas2121
@amulyakumardas2121 3 месяца назад
କହିବାରେ ଶୈଳୀ ଠିକ୍ ନାହଁ ହିନ୍ଦୀ ଠିକ୍ ଠିକ୍ ସେ କହ ଖାଲି ରାଜ୍ୟ ସଭାରେ ଚିଲେଇଲେ ହେବନି ଟିକେ ନିଜର ରାଷ୍ଟ୍ରୀୟ ଭାଷା କହି ଜାଣିନୁ ଚିଲୋଉଛୁ
@hrusikeshmallik3221
@hrusikeshmallik3221 3 месяца назад
ଜୟ ଜଗନ୍ନାଥ ଜୟ ବିଜେଡି ❤
@satyanarayanapanda7892
@satyanarayanapanda7892 3 месяца назад
ଜୟ ବଲେ ବଲେ ଢ଼ାବା
@LalatSwain-d7i
@LalatSwain-d7i 3 месяца назад
ଓଡ଼ିଆ ଲୋକ ବାଙ୍ଗାଲୋର ଯାଉଛନ୍ତି, ତୋ ଠାରୁ ଭଲ ହିନ୍ଦୀ ସେ କହିବେ
@mscreation695
@mscreation695 3 месяца назад
Ama cm bi bhala kahiparunahanti
@debadhinaik4449
@debadhinaik4449 3 месяца назад
Bjd yes sar nabian cm no1 bjd🐚🐚🐚🐚🐚
@bhagyadharanayak
@bhagyadharanayak 3 месяца назад
କଂକଡା ଧଇଲା ଗଳାକୁ
@kishorekumarsethi7385
@kishorekumarsethi7385 3 месяца назад
ହିନ୍ଦୀ ଟିଉସନ କରିକି ଯାଅ
@mscreation695
@mscreation695 3 месяца назад
Cm ku bi Kariba darkar
@bijaykumarexpress4u519
@bijaykumarexpress4u519 3 месяца назад
Mohan majhi to jani nahanti taku to kain kohuno ?
@avimanyupatri4365
@avimanyupatri4365 3 месяца назад
ଗାଲୁଆଙ୍କ ବାରବାଟୀ ଚାଷ. ନିଜ ଡ୍ୟାସ ନିଜେ ସମ୍ଭାଳ. ଅଯଥା କଥାରେ ସମୟ କାହିଁକି ସାରୁଛ. ସେତେବେଳେ ଗଜପତି ଶୋଇଥିଲେ କି. ନବୀନ ପଟ୍ଟନାୟକ ଯେମିତି ଓଡ଼ିଆ କୁହନ୍ତି ତମେ ସେମିତି ହିନ୍ଦି କହୁଛ. OPSC scam ବିଷୟରେ ଜାଣିଥିବ ନିଶ୍ଚୟ. ଗୋଦରିଲୋ ନିଜ ଗୋଡ଼କୁ ଅନା.
@bibhudatta3493
@bibhudatta3493 3 месяца назад
Tu MG ta
@swadhikarbetaj3768
@swadhikarbetaj3768 3 месяца назад
ଏବେ ଏବେ ନାଟକ କଲେ କିଛି ଫରକ ପଡିବ ନାହିଁ।
@sukantasahu5377
@sukantasahu5377 3 месяца назад
5 ବର୍ଷ ତ ପାଇଗଲ
@shantiswarupapati8366
@shantiswarupapati8366 3 месяца назад
Right ,ete garjile,lava nahin,tume chora bjd dala vari vala,samna re hatyakari basichhi,,laxmananand Saraswati nku hatyakari,basichhi,sasmit patra chhi kalhei ku laja laguni,
@gopalkrishnapattnaik5313
@gopalkrishnapattnaik5313 3 месяца назад
JUMLA SPEECH OF MODIJI DURING ELECTION IN ODISHA...
@Raj-kv3vk
@Raj-kv3vk 3 месяца назад
What a speech।।। Shame on you।।। କି ହିନ୍ଦୀ ଭାଷା ତୋର।। ଗାଁ ରେ କାଳୀ କରିବା ସ୍ର୍ତୀ ଲୋକ ଟି।।। ପାଖରେ ବସିଛି କାଳିଆ ବୋଦା।।।। Shame on us as ଓଡ଼ିଆ people sending such fellow to Upper house of Parliament
@KrishnaJena-xx8up
@KrishnaJena-xx8up 3 месяца назад
Mohan majhi ku kuha tike hindi kahiba
@TheTraveller21144
@TheTraveller21144 3 месяца назад
😂😂😂😂😂​@@KrishnaJena-xx8up
@Raj-kv3vk
@Raj-kv3vk 3 месяца назад
​@@KrishnaJena-xx8upMohan Majhi representing in Odisha। This lady represents Indian parliament, she should have some basic language knowledge and how to speak। ସିଏ ଓଡ଼ିଆ ରେ କହୁନି , it's good and acceptable to speak in own language in Parliament। No issues at all। ଏମିତି କାହିକି କାହିଁକି ଓଡିଆ କୁ ଲାଜିତ କରୁଛି। Hope u understood this
@MNDIGITALSARAKANA
@MNDIGITALSARAKANA 3 месяца назад
Mohan Sir school teacher thile tanka hindi 😂😂😂
@krishnakhandagiri9887
@krishnakhandagiri9887 3 месяца назад
ହଵେ mgh ତମର ଓଡ଼ିଆ ମୁଖ୍ୟମନ୍ତ୍ରୀ କୁ କୁହ ଟିକେ ହିନ୍ଦି କହିବ 😅😅😅😅😅😅 ମୁର୍ଖ ଗଣ୍ଡ ମୁଖ୍ୟମନ୍ତ୍ରୀ 😅😅😅😅😅
@aane999dipu
@aane999dipu 3 месяца назад
Right 💯 ✅️
@sudarsanmallick6250
@sudarsanmallick6250 3 месяца назад
ଜ ନବୀନ ଜୟ ଓଡ଼ିଶା ହେଉଛି ନବୀନ ଓଡ଼ିଶା❤❤❤❤❤❤❤❤❤❤❤❤
@SwarnaMohanty-pm8gm
@SwarnaMohanty-pm8gm 3 месяца назад
Super Naveen sir
@niharranjanrautaray2008
@niharranjanrautaray2008 3 месяца назад
Bjd not coming again future
@montubehera258
@montubehera258 3 месяца назад
Why
@ashokrout3910
@ashokrout3910 3 месяца назад
Jai Naveen
@bharadhyavlogs2207
@bharadhyavlogs2207 3 месяца назад
Tu bhari sata katha kahuchhu chorani sulochana madam
@Rajsahoo-q3r
@Rajsahoo-q3r 3 месяца назад
Tu bjp pelha chata kukura😮
@jullysamal6626
@jullysamal6626 3 месяца назад
ଆଉ କଣ ତୁ ସତ୍ କହୁଚୁ bajat chora tautar Are EVM ଚୋର ଗୁଡ଼ା
@ajaykumarbehera5018
@ajaykumarbehera5018 3 месяца назад
Bjd,ଦେଶବସୀଙ୍କଠାରୁ,ବିଶ୍ୱାସ,ହରେଇ,ସରିଛି,ଯେତେ,ଚିଲେଇଲେ,କିଛଲଭାନହି,ହିନ୍ଦୀ,ଆସୁନାହିଁ,osssc,ossscs,ବାବଦରେକହିଲେ,ଭଳାହେବ,ନିଜ,ପଛପଟ, କଣ,କୁଟିକେ,dekha
@sewanayak945
@sewanayak945 3 месяца назад
ଖାଲି ଭୋକିବେ 👍😜
@rakaworld5489
@rakaworld5489 3 месяца назад
Samay thila bjp bi vukuthila
@debanandsha5336
@debanandsha5336 3 месяца назад
ବାବି ଦାସ କେମିତି ଘର ବନେଇ ଥିଲା ଓ ଭାଙ୍ଗୁଛି ସେଇଟା କହିଲେ ସମସ୍ତେ ଜାଣିପାରିବେ
@Zanil-kr7ll
@Zanil-kr7ll 3 месяца назад
NEET UG scam thu baby das ghara tama paine chinta ba ba re andhabhakta 😁😁😁
Далее
НОВАЯ "БУХАНКА" 2024. ФИНАЛ
1:39:04
Просмотров 173 тыс.
ХОМЯК ВСЕХ КИНУЛ
10:23
Просмотров 635 тыс.
НОВАЯ "БУХАНКА" 2024. ФИНАЛ
1:39:04
Просмотров 173 тыс.