Тёмный

ରାଜ୍ୟ ଶିକ୍ଷାମନ୍ତ୍ରୀ କଣ ମୋ ଉପରେ ? - Dharmendra Pradhan || shankar om sharan || Khati 

Khati (ଖଟି)
Подписаться 333 тыс.
Просмотров 36 тыс.
50% 1

ରାଜ୍ୟ ଶିକ୍ଷାମନ୍ତ୍ରୀ କଣ ମୋ ଉପରେ ? - Dharmendra Pradhan || shankar om sharan || Khati
#odianews #shankarmada #narendramodi #namo #godimedia #naveenpatnaik #bjd #bjp #mohanmajhi #subhadrayojana #bhubaneswar #Khati #shankaromsharan #news #odisha #nto #breakingnews #latestnews #viralnews #bhubaneswar

Опубликовано:

 

11 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 176   
@SURESHCHANDRANAYAK-nv1dc
@SURESHCHANDRANAYAK-nv1dc 5 дней назад
ଶଙ୍କର ବାବୁ ଆପଣଙ୍କ ମତାମତ ଏକବାର ଯୁକ୍ତିଯୁକ୍ତ ଏବଂ ଯଥାର୍ଥତ 🙏🙏
@radhashyamsahoo756
@radhashyamsahoo756 5 дней назад
Sankar Bhai Thanks
@brundabanrout9655
@brundabanrout9655 5 дней назад
ସେ ଶିକ୍ଷା ମନ୍ତ୍ରୀ ହେବାର ନଥିଲା, ସେ ମିଛ କୁହା ମନ୍ତ୍ରୀ କରିଥିଲେ ଭଲ ହୋଇଥାନ୍ତା
@jayadevjena8121
@jayadevjena8121 4 дня назад
ସେଇଟା ଶିକ୍ଷା ମନ୍ତ୍ରୀ ନୁହେଁ, ଭିକ୍ଷା ମନ୍ତ୍ରୀ 😂😂😂
@arabindadas7960
@arabindadas7960 5 дней назад
ପ୍ରିୟ ଶଙ୍କର ବାବୁ ଆପଣଙ୍କ ଉପସ୍ଥାପନା ଚମତ୍କାର। ତେଲମନ୍ତ୍ରୀ ରୁ ଶିକ୍ଷାମନ୍ତ୍ରୀ। ମାନନୀୟ ଶିକ୍ଷାମନ୍ତ୍ରୀ ପିଲାମାନେ କେଉଁ ଓଡ଼ିଆ ବିଦ୍ୟାଳୟ ରେ ପାଠ ପଢୁଥିଲେ ?
@priyadarsansatpathy910
@priyadarsansatpathy910 5 дней назад
😂😂😂😂😂 ଭାଇ, ଆଉ ୧୩ବର୍ଷ ପରେ ଭାରତ ବିକଶିତ ହେବ।ଶିକ୍ଷା ମନ୍ତ୍ରୀ ପୁରା ଜୋକର ଗୋଟାଏ। 👍👍👍👍👍👍
@sureshanmajhi352
@sureshanmajhi352 5 дней назад
ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖଭଳି କାମ କରୁଛନ୍ତି
@anantachandrasamal3428
@anantachandrasamal3428 5 дней назад
🙏🙏🙏🙏🙏100%ସତ୍ୟ ର ଅବତାରଣା 🙏🙏ସମୟ ଏବଂ ସମାଜ ର ଦାୟିତ୍ୱ ବାନ ଯୁବକ ଭାବରେ ମୋର ଆଶୀର୍ବାଦ ଏବଂ ଢେର ଶୁଭ କାମନା 🙏
@ranjanBlogsOfficIal
@ranjanBlogsOfficIal 5 дней назад
ଶଙ୍କର ଭାଇ ଏଇଟା private ସ୍କୁଲ ରୁ ଚାନ୍ଦା ନେଇ private ସ୍କୁଲ ର ବେପାର ବଢ଼େଇ ବା ପାଇଁ ପ୍ଲାନ... ଅସଲ ସରଳାର୍ଥ ଟା କହୁନ କାହିଁକି
@PRAKASHMOHANTY-x1x
@PRAKASHMOHANTY-x1x 5 дней назад
ମନ୍ତ୍ରୀଙ୍କ କହିବା ଅନୁସାରେ ୧୩ବର୍ଷ ପରେ ଓଡିଶା ବିକଶିତ ହେବ। ଧର୍ମେନ୍ଦ୍ର ବାବୁ କ'ଣ କହିପାରିବେ ସେ ଆସନ୍ତାକାଲି ଦେଖିଛନ୍ତି। ହାସ୍ୟାସ୍ପଦ ଭାଷଣ।
@Sudhakarjani-k3v
@Sudhakarjani-k3v 2 дня назад
Right speech bro
@Sudhakarjani-k3v
@Sudhakarjani-k3v 2 дня назад
💯
@KalpanaBhoi-qb2xz
@KalpanaBhoi-qb2xz 5 дней назад
Very nice video
@LadiMandangi-wr1zk
@LadiMandangi-wr1zk 5 дней назад
ଠିକ୍ କଥା କହିଲେ ଆଜ୍ଞା ❤
@PareshchMohanta-q6j
@PareshchMohanta-q6j 5 дней назад
Verygood khati
@Pp-fs5wn
@Pp-fs5wn 5 дней назад
ଭାଈ ଆଉ କିଛି କହନା bjp ଶେଷ ହେବ ସରପଞ୍ଚ election ରେ
@debendrakumarrout2694
@debendrakumarrout2694 5 дней назад
Bjp sesha haba kahinki ?? BJP kebala Odisha re nahi . Tama BJD Bala nka jaluchi ta sahi paruna
@amrujparichha3501
@amrujparichha3501 5 дней назад
Sankara bhai apananku salam
@BasantaBehera-gl3li
@BasantaBehera-gl3li 5 дней назад
Right bro 👍👍👍
@nirakar7192
@nirakar7192 5 дней назад
ଛାଡ଼ ଓ ମୋଦି ଦେବ 300 ୟୁନିଟ free ବିଜୁଳି ଦେବେ
@SankarsanRout-et7ke
@SankarsanRout-et7ke 5 дней назад
ଭାଇ ଏବେ ଯଉ ossc,ossc, ପ୍ରଶ୍ନ ପତ୍ର ଲିକ ହଉଛି।ପିଲା ମାନେ ବହୁତ ହଇରାଣ ହଉଛନ୍ତି।ଚାକିରୀ ପାଉନାହାନ୍ତି।ପାଠ ଜାଣି ନଥିବା ପିଲା ଟଙ୍କା ଦେଇ ଚାକିରୀ କରୁଛନ୍ତି।ସେ ବାବଦରେ ଗୋଟେ ଭିଡ଼ିଓ କରନ୍ତୁ।ପିଲାଙ୍କ ଭବିଷ୍ୟତ ନଷ୍ଟ ହେଉଛି।
@aryabhuminewspaper1851
@aryabhuminewspaper1851 5 дней назад
ଆମ ରାଜ୍ୟର ସରକାରୀ ବିଦ୍ୟାଳୟ ଏବେ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଠ ପଢା କେନ୍ଦ୍ର ଅଟେ, ଏହା ଅନୁମାନ କରାଯାଉଛି
@shesadharbiswal8420
@shesadharbiswal8420 5 дней назад
Good
@PurnachandraJena-vo4ce
@PurnachandraJena-vo4ce 5 дней назад
Many thanks
@OdiaKabyaKabita
@OdiaKabyaKabita 5 дней назад
ସାର୍ ରେଗୁଲାର ପାଇଁ ଟିକେ ଦାବି ଜଣାନ୍ତୁ ଆପଣଙ୍କ ଚ୍ୟାନେଲ୍ ମାଧ୍ୟମରେ
@surathanaik1169
@surathanaik1169 5 дней назад
ଭାରତ ରେ ଏମିତି ସରକାର ନାହିଁ ଯିଏ ପ୍ରାଇଭେଟ ବିଦ୍ୟାଳୟ ବଦ କରିବ ଦେଖାଯାଉ କିଏ କରିପାରିବ
@SanatanBankira-r1j
@SanatanBankira-r1j 5 дней назад
ସରକାରୀ ବିଦ୍ୟାଳୟର ପିଲାଙ୍କ ଭବିଷ୍ୟତ ଏ ସରକାର ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳେ କିଛି ନେତା ଙ୍କ ବିରୋଧ ଯୋଗୁଁ ଦଣ୍ଡ ମୁକ୍ତ ବିଦ୍ୟାଳୟ କରାଗଲା ତେଣୁ ଗରିବ ପିଲା ଙ୍କ ଭବିଷ୍ୟତ ନଷ୍ଟ ହେଉଛି।
@niranjanacharya1204
@niranjanacharya1204 5 дней назад
ଓଡିଶାର ବିଜେପି ସରକାର ତ ଘୋଷଣା କରିଛନ୍ତି ଯେ ଓଡିଶାରେ ସମସ୍ତ କାର୍ଯ୍ୟ ଓଡ଼ିଆଭାଷାରେ ହିଁ କରାଯିବ, ତାହା ସରକାରୀ ହେଉ ବା ବେସରକାରୀ ହେଉ l ଏପରି କି ଡାକ୍ତରୀ ପାଠ ମଧ୍ୟ ଓଡ଼ିଆରେ ପଢ଼ାଯିବ l ଏହା ସମ୍ଭବ ତ ? ଏହା ଯୁକ୍ତି ଯୁକ୍ତ ତ ?
@Skgbul470
@Skgbul470 5 дней назад
ଭାଷଣ ର ପଇସା ଟୀକ ଦାମ ନାହିଁ. ଖାଲି ଭଡ ଭଡ ହେବା କଥା,
@SabhapatiBadhei-bd2nw
@SabhapatiBadhei-bd2nw 5 дней назад
ଓଡିଶା ର ସରକାରୀ ବିଦ୍ୟାଳୟ ରେ କଣ ଇଂରାଜୀ ମାଧ୍ୟମରେ ପଢ଼ାହେଉଛି କି ମନ୍ତ୍ରୀ ମହାଶୟ ଏମିତି ଭାଷଣ ଦେଉଛନ୍ତି
@saismita993
@saismita993 5 дней назад
Very nice explanation
@Dalai-h3k
@Dalai-h3k 5 дней назад
Absolutely right
@ganeshsingh3374
@ganeshsingh3374 4 дня назад
Bahut badhia
@umaballabhapradhan7673
@umaballabhapradhan7673 5 дней назад
Bhai perfect katha❤❤❤
@rajatkumarsingh6214
@rajatkumarsingh6214 5 дней назад
Mr, Sankar Babu. Thanks🌹🙏. Good Presentations...... Reality..... Keep it on............
@kaliagemer5515
@kaliagemer5515 5 дней назад
Good news shankar brother
@balarampradhan9961
@balarampradhan9961 5 дней назад
Pura thik
@arunkumarpattnayakpattnaya3025
@arunkumarpattnayakpattnaya3025 5 дней назад
Shankar Bhai aapana ku salaam
@jilani449
@jilani449 5 дней назад
Support from bhubaneswar
@bijaypradhan3233
@bijaypradhan3233 5 дней назад
Bahut badhia alochana
@PradipBehera.lagu6ilaik
@PradipBehera.lagu6ilaik 5 дней назад
Sankar bhai mu thanks❤
@Rashmiranjandas-e1s
@Rashmiranjandas-e1s 5 дней назад
Right
@HadibandhuTandia
@HadibandhuTandia 4 дня назад
♥️♥️💐♥️♥️ଭାଇ ତୁମର ଯାହା କହୁଛ ନିରାଟଶତ୍ୟ ବହୁତଭଲ ଭଲ କଥା ♥️
@Skgbul470
@Skgbul470 5 дней назад
ଅଣ୍ଡା ଛତୁଆ ସ୍କୁଲ ରେ ପଢିବ ଦେଶର ନାମ ଗଢ଼ିବ,
@mamatasahu8189
@mamatasahu8189 5 дней назад
Perfect
@SATYAJITSAHOO-pk5tb
@SATYAJITSAHOO-pk5tb 5 дней назад
ଯଦି ସରକାରୀ ସ୍କୁଲ ୧ରୁ ୮ ଶ୍ରେଣୀ ଯାଏଁ ପାଠ ପଢିଲେ ଓଡ଼ିଆ ରେ । ସବୁ ସମୟରେ ରେ ସରକାରୀ କାମରେ english ଦରକାର ପଡେ। ସେତେେଳକୁ କଣ କରିବ ଲୋକଟିଏ। ତାହା ଆମେ aducation ministry ପଚାରିବାକୁ ଚାହୁଛୁ
@azharkkhan8822
@azharkkhan8822 5 дней назад
👌👌👌👌👌👌👌👌👌
@qxztr
@qxztr 5 дней назад
Thanks
@prasantakhamari2091
@prasantakhamari2091 5 дней назад
Very good 👍
@luchakantipadhanluchakanti5644
@luchakantipadhanluchakanti5644 5 дней назад
ଶଙ୍କର ଭାଇ ସରଳାର୍ଥ କୁ ୧୦ ରୁ ୯ ୧/୨ ମିଳିଲା ........ ମାତୃଭାଷା ତ ତେଣୁ କରି ୧/୨ ମାର୍କ କଟି ଗଲା ..........
@ideaexecute1047
@ideaexecute1047 5 дней назад
10/10
@bhoicoaching
@bhoicoaching 5 дней назад
@my_odisha195
@my_odisha195 5 дней назад
O my god 😮
@SasmitaDas-e6d
@SasmitaDas-e6d День назад
Thank u Shankar bhai for criticism
@sumitrapanigrahi8677
@sumitrapanigrahi8677 5 дней назад
💯 correct
@LalitDalei
@LalitDalei 5 дней назад
ସକାରି ସ୍କୁଲରେ ପାଠୋ ପଡିବ ଦାଦନ ଜିବ ପ୍ରଭାଟେ ସ୍କୁଲରେ ପଢି ଚାକିରୀ କରିବ କେତଜନ mp. Mal ଛୁଆ ସରକାର ସ୍କୁଲରେ ପାଠୋ ପଢ଼ୁଛନ୍ତି
@krishnachandraprusty957
@krishnachandraprusty957 5 дней назад
Think Mata sir
@chittaranjanpanda1026
@chittaranjanpanda1026 4 дня назад
Bhai thik kahucha
@AmarNayak-w3v
@AmarNayak-w3v 4 дня назад
ଆଜ୍ଞା ସାର ଯଦି ଏମିତି ଭାଷଣ ନଦେବେ ତାହେଲେ ଆମ ରାଜ୍ୟରେ ଦାଦନ ମଜୁରିଆ ମିଳିବେନି ଏବଂ ବଡ କଥା ହେଲା ସାର ଙ୍କର ରାଲି କିମ୍ବା ରାଜନୀତି ସଭାରେ ଲୋକ ମିଳିବେନାହିଁ
@skpal498
@skpal498 5 дней назад
✔️✔️✔️✅☑️
@bickyjena3745
@bickyjena3745 5 дней назад
Oo
@rosanbakhla9391
@rosanbakhla9391 5 дней назад
Hello
@AnjelaLakhla-rw4vk
@AnjelaLakhla-rw4vk 5 дней назад
You are right sir
@dasharathpatel6464
@dasharathpatel6464 5 дней назад
Thank sir I will like you
@apartimoharana2763
@apartimoharana2763 5 дней назад
ଏହିଟା ମୂର୍ଖ ମନ୍ତ୍ରୀ
@MitaMajhi-ex7ri
@MitaMajhi-ex7ri 5 дней назад
Ok
@GHmusic732
@GHmusic732 5 дней назад
You are right bro
@pareshchandrasi
@pareshchandrasi 5 дней назад
NEET ghotala involver,what will say?
@santoshkumarswain6547
@santoshkumarswain6547 5 дней назад
ଏଇଟାକୁ କିଏ ଶିକ୍ଷା ମନ୍ତ୍ରୀ କଲାହେ
@pewds6164
@pewds6164 5 дней назад
100% correct
@bibhuprasadnanda6922
@bibhuprasadnanda6922 5 дней назад
Right sir
@sukantabhoi2958
@sukantabhoi2958 4 дня назад
ମିଛୁଆ ଧରମା ପ୍ରଧାନ
@santoshkumarswain6547
@santoshkumarswain6547 5 дней назад
ଶିକ୍ଷମନ୍ତ୍ରୀ ଜୋକେର
@ratanmeher23
@ratanmeher23 5 дней назад
Hundred ru hundred
@sibapanigrahi6153
@sibapanigrahi6153 5 дней назад
(୧) ଶିକ୍ଷକଙ୍କୁ ଓଡ଼ିଆ ଭାଷା ବିଷୟରେ ସେହି ମନ୍ତ୍ରୀ କହିପାରିବେ, ଯାହା ପିଲା ଓଡ଼ିଆ ସ୍କୁଲରେ ପଢ଼ିଛନ୍ତି ବା ପଢୁଛନ୍ତି
@satyanarayanprasadnayak4505
@satyanarayanprasadnayak4505 3 дня назад
OSRTC ର ସ୍ଥାନ ଯେମିତି Private ବସ ମାଲିକ ନେଲେ, ସେମିତି ସରକାରୀ ସ୍କୁଲର ସ୍ଥାନ ବେସରକାରୀ ସ୍କୁଲ ନେବାକୁ ବସିଲାଣି I ଯେତେ ଯାହା କଲେ ବି ସରକାରୀ ସ୍କୁଲ କେବେ ବେସରକାରୀ ସ୍କୁଲର ସମକକ୍ଷ ହେଇ ପାରିବ ନାହିଁ I
@judhistirdas1763
@judhistirdas1763 5 дней назад
Amara vishma ,dronacharya,rushi,maharshi habara nahi. Thanks.
@ParabirPanda-to3rh
@ParabirPanda-to3rh 5 дней назад
I have a10th class classmate whose child is reading in Engish medium School but she is a teacher in Odia medium one.Mr Minister,you say that is possible.Needless talking must be avoided.U are more than correct.
@msmansbeher89
@msmansbeher89 5 дней назад
ଠିକ୍😂😂😂😂😂
@s.kumarstudies4934
@s.kumarstudies4934 4 дня назад
Jts ର ନା ମାର୍କ ଆସିଲା ନା କଟ ଅଫ ଆସିଲା. କିଏ କେତେ ରଖି ପାଇଲା କଣ ଜାଣିବ.
@PRABIRKUMARSAHOO-z1n
@PRABIRKUMARSAHOO-z1n 19 часов назад
ଶଙ୍କର ଭାଇ ମୁଁ ଏବେ ସରକାରୀ ବିଦ୍ୟାଳୟ ରେ ନିଯୁକ୍ତ ହେଲି. 5 ବର୍ଷ ପରେ ମୋ ଝିଅ କୋଉ ବିଦ୍ୟାଳୟ ରେ ପଢ଼ିବ ଦେଖିବ . ସମସ୍ତେ ସମ୍ମାନ ନୁହେଁ. ମୁଁ ମୋ details ଭି ଦେଇପାରିବି
@iswarpradhan3070
@iswarpradhan3070 5 дней назад
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ପୁଅ ବା କେନ୍ଦ୍ରୀୟ ବିଦ୍ୟାଳୟ ରେ (CBSE) ପଢୁଛନ୍ତି
@mohantechinfo599
@mohantechinfo599 5 дней назад
Pura tik kahila sir dhani loka pila sabu english medium padanti odia medium pila 10th pare arts chadidele science commerce engineering sabu odia re nahi sabu english basa pura wall sajuchi IAS, IPS, sabuta english re exam debe odia medium pila kn bada sapna dekhi ba mona odisha re chakiri na milile bahare odia chaleni english corporate re bahut kamadiye se thi basa jugu career growth huhehi odia ama bhasa kintu reality reality odia medium pila 10th pare bahut problem face karanti Sethi paei maximum pila arts padati.....bhasajugu option hinahi Higher study odia re.....
@PradeepkumarJena-op3mk
@PradeepkumarJena-op3mk 3 дня назад
ଆଉ ଟିକେ speed ବଢେଇ କହିଲେ ବି ସମସ୍ତେ ବୁଝି ପାରିବେ
@mnayak33
@mnayak33 5 дней назад
💯💯💯💯💯💯💯
@surendrakumarnayak2785
@surendrakumarnayak2785 5 дней назад
ଫୁଟିଲା ଫୁଲ କି ଫୁଟେ ଆଉଥରେ ଫୁଟେ ସିନା ଫୁଲ କଢି। ହେଲେ ସାନ ନାହିଁ ଲାଜ ଅପମାନ ଯଦି ମୁଁ ପାରିବି ବଢ଼ି।।
@sumitrasahu2239
@sumitrasahu2239 5 дней назад
13 years ra katha kie janichi,13 days ra katha kahi hebani au, perfact presentation
@GOPALCHANDRARATH
@GOPALCHANDRARATH 5 дней назад
ନାଲିପାଣି ବିଜେପି ବନ୍ଦ କଲାନି ।
@bipinbiharinayak3191
@bipinbiharinayak3191 5 дней назад
Bhai sata sate
@chinmayabiswal427
@chinmayabiswal427 5 дней назад
ଏ ହେଲା ମୂର୍ଖ ପ୍ରଧାନ,କିଛି ଜାଣିନି
@ayiraazhar143
@ayiraazhar143 5 дней назад
Dhrama ta Choro achi
@dsahu9640
@dsahu9640 4 дня назад
Jai BJP
@ChittaranjanDalai-rn6hi
@ChittaranjanDalai-rn6hi 5 дней назад
ସରକାରୀ ସ୍କୁଲରେ ପିଲାମାନେ ଓଡ଼ିଆରେ କ'ଣ ପାଠ ପଢୁ ନଥିଲେକି । ଏକଥା କ'ଣ ବର୍ତ୍ତମାନ ଭାରତର ଶିକ୍ଷାମନ୍ତ୍ରୀ ଜାଣିନାହାନ୍ତି ଯେ ଓଡ଼ିଶାରେ ଓଡିଆ ଭାଷାରେ ଶିକ୍ଷା ଦିଆ ଯାଏ । ଇଏ ଜଣେ ଓଡିଆ ହୋଇ ଏତିକି ଜ୍ଞାନ ନାହିଁ। ଇଏ ପୁଣି ଓଡିଆ ଅସ୍ମିତା ପାଠ ପଢାଇବ । ଛାଡ ହୋ ଏହାର ଗୁଡାଏ ମିଛ ଭାଷଣ କେବଳ ଅନ୍ଧ ଭକ୍ତଙ୍କୁ ସାନ୍ତ୍ଵନା ଦେଇ ପାରେ ସାଧାରଣ ଲୋକଙ୍କୁ ନୁହେଁ। ହଁ ଯଦି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ English ପଢା ଯାଉଥିଲା ନବମ ଶ୍ରେଣୀ ଠାରୁ A to Z ପାଠ ଆରମ୍ଭ କରିବ । କ'ଣ କହୁଛି ନିଜେ ଜାଣି ପାରୁ ନାହିଁ।
@kadambinibiswal7331
@kadambinibiswal7331 5 дней назад
You're right
@jagannathbhagwan9385
@jagannathbhagwan9385 5 дней назад
Bahut heigala srugala Pradhan ku Tani Ani bahara karidia
@ArabindaJena-dt4qv
@ArabindaJena-dt4qv 5 дней назад
2047 re madhya PM MODI
@ranjanbaral9351
@ranjanbaral9351 5 дней назад
୧୩ ବର୍ଷ ପରେ ଭାରତ ବିକଶିତ ହେବ।😂😂😂😂
@budhiramnahak3209
@budhiramnahak3209 5 дней назад
ଠାଣି ପ୍ରବଳ
@gopabandhuswain2475
@gopabandhuswain2475 4 дня назад
Sabu sarakari karmachari and sabu MLA MP minister nka pila sarakari school re padhiba compalsary hebaki?
@arunkumarhessa5521
@arunkumarhessa5521 5 дней назад
RI exam bisayare gotia video banantu...
@bikashbarik4803
@bikashbarik4803 5 дней назад
Je u. Sikhyk au lecture maane taank pilaanku sarakari anustanre naam lekheibe nahi semaane chakiri chhadiba badhytamulak hebki
@AnilkumarDas-fi1jg
@AnilkumarDas-fi1jg 4 дня назад
Super michua Dharma katha kuha Rama , Odisha re bjp ku bahot deinanti tar kahithiba jojana ku bahot dele Odisha loke , katha pabol kamo drubal dharmendra
@sisirsahu2898
@sisirsahu2898 5 дней назад
Bhai adhara scam
Далее
КОТЁНОК ЗАСТРЯЛ В КОПИЛКЕ#cat
00:37