Тёмный

ରାନୁ ଚାଲିଯିବେ ଶାଶୁଘର / Rupa Pin2 Khushi 

Rupa,pin2,khushi express
Подписаться 1,6 млн
Просмотров 1,6 млн
50% 1

Опубликовано:

 

12 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,4 тыс.   
@sambalpuridubbingcomedyjm1780
ମାଆ ବାପା ହଉଛନ୍ତି ପ୍ରକୃତ ଭଗବାନ ମୋ କଥାରେ କିଏ କିଏ ଏକ ମତ 🙏🙏🙏🙏👍👍👍
@S.KUMAR.jagdish
@S.KUMAR.jagdish Год назад
👋👋👌👌👌
@krishanapanda7356
@krishanapanda7356 Год назад
Hmm 🙏🙏
@Debasmita361
@Debasmita361 Год назад
Ryt
@swee_love_07
@swee_love_07 Год назад
🙏❣️
@sukantidas8030
@sukantidas8030 Год назад
yes
@suryjamdt5023
@suryjamdt5023 Год назад
ପିଣ୍ଟୁ ଭାଇଙ୍କ ମା ଙ୍କ ପାଇଁ ଗଟେ ଲାଇକି ହେଇ ଜାଉ
@jyotiranjanparida9146
@jyotiranjanparida9146 Год назад
Ranunkakadnadekhiakhireluhaasigala
@lipukumar9491
@lipukumar9491 Год назад
Love you maa ❤️
@shreyasohineesahoo1330
@shreyasohineesahoo1330 Год назад
Ma bahut bhala
@subhamsitunpatra2857
@subhamsitunpatra2857 Год назад
Love you maa😘
@subhasmitabehera7147
@subhasmitabehera7147 Год назад
Love you ❤️ maa
@minatibehera5413
@minatibehera5413 Год назад
ଜୀବନ ରେ ଆଗରୁ ବଢ଼ିବାକୁ ହେଲେ ବହୁତ କିଛି ଶୁଣିବାକୁ ପଡେ... ଆଗେଇ ଯାନ୍ତୁ ଭାଇ ♥️♥️ ଜୟ ଜଗନ୍ନାଥ 🙏🏽
@bubumamaexample4244
@bubumamaexample4244 Год назад
Jemiti kariba semiti suniba nija bhauni sahita kia amiti kare
@rasmitabiswal118
@rasmitabiswal118 Год назад
Jay jagarnath🙏🙏❤️❤️
@princepankaj5206
@princepankaj5206 Год назад
@@bubumamaexample4244 Tara kichhi kama nahi badhe tama ghare Sabu bhala na
@lusi2786
@lusi2786 Год назад
@@bubumamaexample4244 apon Jodi kaha ku bhalo kahi paru nahanti tahale kharap kahiba uchit nuhe,nijo ghora katha nije bujhontu Anya Manok katha chinta karontu nai
@queennicky7861
@queennicky7861 Год назад
​@@lusi2786 right
@barsharani4670
@barsharani4670 Год назад
ଭଗବାନ୍ ଏମିତି କା ମା ସମସ୍ତ ଦିଅନ୍ତି 😘😘😘❤️❤️😘l you Maa 🙏🙏
@laxmigouda7922
@laxmigouda7922 Год назад
ଭାଇ ରାନୁ ଦିଦିଙ୍କୁ ଦେଖୀ ଆମ ଆଖୀରେ ଲୁହଆସିଗଲା ଭାଇ ଝିଅଜନମ ପରଘରକୁ ବିଧିର ବିଧାନ କାଟି ପାରିବାକି ତୁମପରି ବାର ଭଲରେ ରୁହନ୍ତୁ 🙏🙏🙏🙏🙏
@dalisahoo7727
@dalisahoo7727 Год назад
👌👌👌
@odiatokadeepak1066
@odiatokadeepak1066 Год назад
Didi pintu Bhai nka ghar kouthi
@kumarrakesh9912
@kumarrakesh9912 Год назад
Ta nija bapa maanka katha bhabuchu na atiki
@debabratasahoo2079
@debabratasahoo2079 Год назад
L
@smileycutie99
@smileycutie99 Год назад
Ta nije bhauni payin dukha nahin.Ranu blog karuni tah sethi payin Ranu payin ete darad.Selfish Manisha kouthi kara.Nija swartha payin khali bachen.
@jashojasho
@jashojasho Год назад
Ranu didi nku dekhi akhire luha palei asila 😭😭 Love you ranu didi🤗 I hope your marriage life will go with happily
@kritikadonu5476
@kritikadonu5476 Год назад
Hmm 😭😭😭😭
@Swarnamalika____
@Swarnamalika____ Год назад
😭😭😭
@anitanaik7637
@anitanaik7637 Год назад
Hmm
@barsaraninath7434
@barsaraninath7434 Год назад
Hmm 😭😭
@pabitrapatra2449
@pabitrapatra2449 Год назад
Right
@lipukumar9491
@lipukumar9491 Год назад
ସବୁ ଝିଅ ଙ୍କୁ ମା ଙ୍କ ଭଳି ଶାଶୁ ମୀଳନ୍ତୁ ଆଉ ସବୁ ଶାଶୁ ଙ୍କୁ ରୂପା ଭାଉଜଙ୍କ ପରି ବୋହୂ ମିଲନ୍ତୁ 😘😘😘🙏
@smileycutie99
@smileycutie99 Год назад
Sabu drama blog payin.
@prangyaparamitananda3584
@prangyaparamitananda3584 Год назад
Drama hele heu...samaste drama kale paribara bhitare dukha klesa hin rahibani...Gadhi janile ghara sundara...satare adarsa paribara
@smileycutie99
@smileycutie99 Год назад
@@prangyaparamitananda3584 Toh bhaliya boka dekhu basichi sie paisa ganu…Jou manisha bhauni ku pachareni toh bhaliya bhikari public ku age pachariba..Tama views re tah business..Ayu sethi payin Se kichi bhi kari pariba..Bodh huye Tu Tara bada chamcha.
@sasmitabehera2679
@sasmitabehera2679 Год назад
Kan haechi vauja r ...😔 Maa apankar bahutu badheya love you maa 😘😘
@hrudanandasankhua5824
@hrudanandasankhua5824 Год назад
Congratulations 🎉 Ranu Didee ପିଣ୍ଟୁ ଭାଇ ସତରେ ରାନୁ ଦିଦି ଟୁଇଁ ମା କାନ୍ଦୁଛନ୍ତି ଦେଖି ମୋ ଆଖିରେ ଲୁହ ଆସିଗଲା😭 ରାନୁ ଦିଦି ତାଙ୍କ ଶାଶୁଘର ଚାଲିଯିବି ବହୁତୁ ଦୁଃଖ ଲାଗୁଛି ମୋ ପିଣ୍ଟୁ ଭାଇ ରାନୁ ଦିଦି ଙ୍କ ସାଙ୍ଗରେ ଵହୁତୁ ମଜା ମସ୍ତି କରନ୍ତି ଦେଖି ବହୁତୁ ଖୁସି ଲାଗେ ମୋର ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ମୋ ରୂପା ଭାଉଜ ମାତାଜୀ ମା ଦେହ ଭଲ କରିଦିଅନ୍ତି ସତରେ ମୋ ମାତାଜୀ ମା କଥା ଶୁଣି ବହୁତୁ ଭଲ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ଆମ ଗେହ୍ଲେଇ ଖୁସିମା କଥା ଶୁଣି ଦେଲେ ମନ ପୁରା ଖୁସି ହେଇଯାଏ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ରାଜା ଭାଇ ରାନୁ ଦିଦି ରୁନା ଦିଦି ମାମୁନି ବାପୁନି ରାମ ଦେବ୍ ବାବା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି So Cute Khusimaa 😘 Love you Bhai Bhauja Khusimaa Raja Bhai Ranu Didee Runa Didee Mamuni Bapun Ram Dev Baba and all Family members 💞❤️❤️❤️❤️❤️❤️❤️❤️❤️❤️❤️❤️❤️ ❤️❤️❤️❤️❤️❤️❤️❤️❤️❤️❤️❤️❤️ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍 all
@odishablogger2883
@odishablogger2883 Год назад
My channel name is#roja-adi-ayuexpress
@snigdhanayak1238
@snigdhanayak1238 Год назад
Bahut dukha lagilaa 😥😥
@monikamaillk1776
@monikamaillk1776 Год назад
Sooo beautiful family members❤😍 God bless you rupa bhajan🙏🙏 love you khushi maa jay Jagannath🙏🙏🙏🙏🙏🙏🙏
@mantubehera2370
@mantubehera2370 Год назад
Jay jagannath 🙏ଭାଇ ମା ପରି କିଏହବ ଭାଇ ଏମିତି ହସ ଖୁସି ରେ ଥାଅ ଭାଇ ଯିଏଯାହା କହିଲେ କିଛି ଶୁଣନାହିଁ ଭଗବାନ ଅଛନ୍ତି ସଞ୍ଜୟ ଭାଇ ବହୁତ ଭଲ ଖୁସି ମା ବହୁତ ଭଲ all tha best 👍
@aakashbehera2268
@aakashbehera2268 Год назад
So beautiful family ସବୁ ବେଳେ ଖୁସି ରେ ରୁହ ରୁହ 🥰🥰🥰
@mathuramahakur5994
@mathuramahakur5994 Год назад
ସତରେ ଭାଇ ଜୀଵନରେ କେତେ କଥା ଶୁଣି ବା କୁ ପଡିଥାଏ କାହାରୀ କଥା କୁ ନ ଶୁଣି ଆଗକୁ ଵଢିଚାଲ congratulations ରାନୁ ଦିଦି ମୁଁ ଭଗବାନକଙ୍କଠାରେ ପ୍ରାଥନା କରୁଛି ଆପଣ ଙ୍କ ପରିବାରକୁ ସବୁବେଳେ ଖୁସିରେ ରଖିଥାଆନ୍ତୁ ❤️🥰❤️👌
@gyanaranjansahoo6792
@gyanaranjansahoo6792 Год назад
Sunibaku pade kn...... Chota bhul te heithila aau.... Aau kn michare sunibaku padila naa kn
@balarampradhan8777
@balarampradhan8777 Год назад
Best ଶାଶୁ ମା ♥️♥️🙏🙏 happy family members Rupa didi and Pintu Bhai 🥰🥰🥰 love you Khushi maa ♥️♥️♥️♥️
@babita.barikbarik5483
@babita.barikbarik5483 Год назад
NYC video bhai. Ranu ra marriage ete jaldi karuchanti.
@satyabhamamahatwo9230
@satyabhamamahatwo9230 Год назад
Maa sabubele Maa, Maa jete kastare thile bi pilanka kasta kabe sahi pareni 🙏
@sabitabehera9537
@sabitabehera9537 Год назад
Satare Amiti sasu samastanku milu love you ♥️ maaa
@soumyaranjanbhuyan2404
@soumyaranjanbhuyan2404 Год назад
Righht
@tinanayak8986
@tinanayak8986 Год назад
ଏଠି ଶାଶୁ ନୁହେଁ ମା ଏ ମା ଙ୍କ ଠାରୁ ଶିଖିବା ଦରକାର ପ୍ରଣାମ ମା ଭାଇ ଭାଉଜଙ୍କୁ ଏଭଳି ମା ମିଳିଛନ୍ତି ଆପଣ ଦୁଇଜଣ ଭାଗ୍ୟବାନ୍‌ 🙏🙏🙏🙏
@odishablogger2883
@odishablogger2883 Год назад
My channel name is#roja-adi-ayuexpress
@devprasadb....8306
@devprasadb....8306 Год назад
ଗୋଟିଏ ଭଉଣୀ ତା ଶାଶୁଘର ଯେତେବେଳେ ଗଲା ବେଳେ ଦୁଃଖ ଗୋଟିଏ ମାଁ ବାପା ଭାଈ ଜାଣିଥାନ୍ତି 👏
@cutylilly3632
@cutylilly3632 Год назад
Mun wait karichi kou dina runa dii nka marriage haba dekhibaku...😇😊
@sasmita.sanjib_vlogs8058
@sasmita.sanjib_vlogs8058 Год назад
ଶୀଘ୍ର ଭଲ ହେଇଯାନ୍ତୁ ରୁପା ଭଗବାନଙ୍କ ପାଖରେ ପାର୍ଥନା🙏
@gugushortexpress
@gugushortexpress Год назад
Amiti sasu samastanku milu world ra best maa ❤️❤️❤️❤️
@sanjayakumarnayak1529
@sanjayakumarnayak1529 Год назад
Nice 👍
@smileycutie99
@smileycutie99 Год назад
Sassu bhala bahu ta bahut badmash
@lipishree6192
@lipishree6192 Год назад
Wow very very nice....... song is very heart touching ❤️❤️❤️❤️❤️
@rashmitanaik4778
@rashmitanaik4778 Год назад
Iz,l
@sureshrout6569
@sureshrout6569 Год назад
Pintu Bhai bahut Costa laguchi video dekhi
@dibyakantabehera6135
@dibyakantabehera6135 Год назад
ଭଗବାନ ରାନୁ ଦିଦି ଙ୍କର ବିବାହ ଜିବନ ସୁଖମୟ ହେଉ ଭଗବାନ ତାଙ୍କୁ ଭଲରେ ରଖନ୍ତୁ
@pandahimanshu96
@pandahimanshu96 Год назад
ଭାଇ ତମ ଠୁ ଗୋଟେ ଜିନ୍ସ ଆଜି ଶିଖିଲି । ମଣିଷ କୁ ସବୁବେଳେ ପଥର ଭଳି ଦୁଃଖ ଆସି ଭାଙ୍ଗି ଦେବାକୁ ଚାହେଁ ତାର ସବୁ ଖୁସି କୁ। ସୁଖ କାହା ପାଖେ ଚିରସ୍ଥାୟୀ ନୁହଁ। ଅପଙ୍କ ଫାମିଲି ମଲୋକମାନେ ସତରେ ସବୁ ବହୁତ ଭଲ। ଅପଙ୍କର ବିବାଦ ଯାହା ଭି ଚାଲିଚି ସେବିଷୟ ରେ ତ ସତ୍ୟତା ମୁ ଜାଣିନି। ଆଉ ମୋ ହିସାବ ରେ କାହାକୁ ପୁରା ସତ୍ୟତା ନଜାଣି କିଛି କହିବା କଥା ନୁହେଁ। ଅପଙ୍କର କଣ ମଜଭୁରି , ଆଉ ଆପଣ କଣ ପାଇଁ ସମସ୍ତଙ୍କୁ ମାନକଲେ ୟୁ ଟୂବ କରିବାକୁ, ତାହା ତ ଆଜି ଯାଏଁ କେହି ଜାଣି ନାହାନ୍ତି ବୋଧେ ଠିକ ସେ। ମୁ କିନ୍ତୁ ଗୋଟେ କଥା ଭାବୁଛି , ଆପଣ ଏତେ ଉପରକୁ ଗଲେଣି ଯେ , ଏ ସବୁ ପରିପର୍ସ୍ବୀକ ଜିନ୍ସ , କିଏ କଣ କଲା , ଏସବୁ ଅଧିକ ଭାବିବ କଥା ନୁହେଁ। ମଣିଷ ଯେବେ ଉପରକୁ ଯାଏ ସେ ବେସି ଭାରି ହେଇ ହେଇ ଯାଏ। ତେଣୁ ତାକୁ ବହୁତ କିଛି ଛାଡି ଦେଇକି ହାଲ୍କା ହବାକୁ ହୁଏ । ଆପଣ ତା ବୁଦ୍ଧିମାନ ନହେଲେ ଏକ ନମ୍ବର ଓଡିଶା ରେ ହେଇ ନଥାନ୍ତେ। ବହୁତ ଉପଦେଶ ଦେଲି ଯଦିଓ ଜଣିଛି କି ଉପଦେଶ କାହାକୁ ଭଲ ଲାଗେନି। ଠିକ ଭାବୁଛନ୍ତି ଆପଣ। ନିରବ ହେଇଜନ୍ତୁ। ଭାଉଜଙ୍କୁ ଭି ବୁଝାନ୍ତୁ। ଆପେ ଆପେ ଅଳ୍ପ ସମୟ ରେ ସବୁ ଠିକ ହେଇଯିବ ଆଉ।
@sashikantamohanty6202
@sashikantamohanty6202 Год назад
Supporting sashu , very caring maa 💕 love you too 😍 bau congratulations ranu🎉🎉🎉 happy married life 💏💞💞 love you all 💞 family members 😍💞💞
@youtubestarcharan
@youtubestarcharan Год назад
ପିଣ୍ଟୁ ଭାଇଙ୍କ ମାଆ ଙ୍କ ପାଇଁ ଗୋଟେ ଲାଇକ ହେଇଯାଉ........ 🙏
@pamisahoopami1138
@pamisahoopami1138 Год назад
ରାନୁ ଦିଦି କ ଏତେ ଶୀଘ୍ର ବାହା ଘର କାହିଁକି ହେଉଛି
@pavasajena1808
@pavasajena1808 Год назад
ଭାଇ ଜୀବନରେ ଦୁଃଖ କଷ୍ଟତ ସମସ୍ତଙ୍କ ଭାଗ୍ୟରେ ଆସେ ,କିନ୍ତୁ ସେଇ ଦୁଃଖ କଷ୍ଟ କୁ ଆମେ ଅଣଦେଖା କରିକି ଆମକୁ ଆମ କର୍ମକ୍ଷେତ୍ରରେ ଆଗେଇଯିବାକୁ ହୁଏ ତେଣୁକରିକି ତମେ ଆଗେଇ ଚାଲ ଡରିବାର କିଛି ନାହିଁ ଆମେ ତମ ସାଥିରେ ଥିଲୁ///ଅଛୁ///ଆଗକୁବି ରହିବୁ ମଧ୍ୟ love u bhai ❤️❤️❤️💚💚💚
@jitendradas6911
@jitendradas6911 Год назад
ଠିକ କଥା l ଆମେ ସବୁବେଳେ ଆପଣଙ୍କ ସାଥିରେ ଅଛୁ ଏବଂ ସବୁବେଳେ ଥିବୁ l
@subhampandaomm1948
@subhampandaomm1948 Год назад
ସାସୁ ହେବତ ଏମିତି ମା ପରିକା ବହୁତୁ ଭଲ ପାଉଚତି ରୁପା ଭାଉଜକୁ 🙏🏼🙏🏼
@NandiniNandini-df5gh
@NandiniNandini-df5gh Год назад
ବହୁତ କଷ୍ଟ ଲାଗୁଛି ରାନୁ ଦିଦି ଙ୍କ କାନ୍ଦ ଦେଖି 😭😭😭😭
@smileycutie99
@smileycutie99 Год назад
Ta nija bhauni kanduchi Sethi payin tah dukha dekha jayuni..Ranu blog karuni tah Sethi payin Ranu payin Bhari darad.
@Odia_storiess
@Odia_storiess Год назад
ପୃଥିବୀର ସବୁ ବାପାମାଆଙ୍କୁ ଭଗବାନ ଖୁସିରେ ରଖନ୍ତୁ
@sapannayakCreation
@sapannayakCreation Год назад
ପିଣ୍ଟୁ ଭାଇ ଧନ୍ୟବାଦ ଏମିତି ଗୋଟେ ଭିଡ଼ିଓ କରିଥିବାରୁ happy married ଲାଇଫରା ରାନୁ dii
@dipunmama9616
@dipunmama9616 Год назад
ଜଗନ୍ନାଥ ଠାକୁର ଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ରୂପା ଭାଉଜ ଙ୍କ ଦେହ ଖୁବ୍ ଶୀଘ୍ର ଭଲ କରିଦିଅନ୍ତୁ 🙏🙏🙏 So cute Khushi maa 🌹❣️💞💕❤
@kuntalapradhan6475
@kuntalapradhan6475 Год назад
So beautiful family basubele khusi ruhontu
@jamunajena8782
@jamunajena8782 Год назад
So nice family👨👦👧👩👴👵 bhai sabu bele khushi re ruho
@tulubarik6319
@tulubarik6319 Год назад
ପିଣ୍ଟୁ ଭାଇ କୁ କିଏ କିଏ ହୂଦୟରୁ ଭଲପାଅ❤ ❤💕
@biranchinarayanabaral6
@biranchinarayanabaral6 Год назад
ପିଣ୍ଟୁ ଭାଇ ରାନୁ ଦିଦି ଓ ଟୁଇଁ ମା ଯେଉ ଭଳି କାନ୍ଧିଲେ ବୋହୁତ ମନ ଦୁଃଖ ହେଲା ଓ ମୁଁ ତାଙ୍କ ଆଖିରେ ଲୁହ ଦେଖିକି ମୋ ଆଖିରେ ବି ମଧ୍ୟ ଲୁହ ଝରିଗଲା|... (congratulation ranu di)...💞💐❤️
@odishablogger2883
@odishablogger2883 Год назад
My channel name is#roja-adi-ayuexpress
@umakantabarik6828
@umakantabarik6828 Год назад
ମନ ଦୁଃଖ କର ନାହିଁ ଭାଇ ଭାଉଜ ସବୁ ଠିକ ହେଇଯିବ
@amitkumardhal5442
@amitkumardhal5442 Год назад
Unconditional love forever to Pintu Bhai and your Family
@santosipradhan8856
@santosipradhan8856 Год назад
Congratulation ranu didi.so cute dhana khusi mama so beautiful ❤️❤️❤️❤️ family and maa
@dinabandhurout1776
@dinabandhurout1776 Год назад
ପିଣ୍ଟୁ ଭାଇ ଏବଂ ରୂପା ଭାଉଜ ତୁମର ଯୁଡି ମୋତେ ବହୁତ୍ ଭଲ ଲାଗୁଚି ଭଗବାନ ତୁମ ଯୁଡି କି ଏଇମିତି ଖୁସିରେ ରଖିଥାଉ 😘😘😘😘🥰🥰🥰🥰
@sasmitasamal9556
@sasmitasamal9556 Год назад
I love Rupa pintu khusi ଭଗବାନ ତୁମକୁ ତୁମ ପରିବାରକୁ ଖୁସିରେ ରଖନ୍ତୁ ଭାଇ ତମେ ଆଗଭଳି ମନଖୋଲି ହସplz,
@anjalisahu1359
@anjalisahu1359 Год назад
Best mother in law 🙏🙏🙏🙏
@jyotiprajnyamoharana4782
@jyotiprajnyamoharana4782 Год назад
Ranu didi nka video dekhi bahut କାନ୍ଦ lagila ... ମୋର ବି ସେମିତି sudden marriage hoithila
@chinmayeepradhan2806
@chinmayeepradhan2806 Год назад
Ranu didi nku dekhi mo akhire khub kuha paleiasila.i love you too much ranu didi
@soumya_star7588
@soumya_star7588 Год назад
Happy dola purnima to all members bahut sundar paribara sabubele amiti khusi re ruhantu love you all members 🙏🏻 Jay Jagannath 🙏🏻
@gurudevjit3818
@gurudevjit3818 Год назад
ରୁପା ପିଣ୍ଟୁ ଙ୍କୁ କିଏ କିଏ ଭଲପାଉଛନ୍ତି ଗୋଟେ like କରନ୍ତୁ good bless ୟୁ.
@namita-creation
@namita-creation Год назад
ରାନୁ ଙ୍କ ପାଇଁ ଗୋଟେ 👍ହେଇ ଯାଉ ପିଣ୍ଟୁ ଭାଇ ଙ୍କ ମା ଙ୍କ ପାଇଁ ଗୋଟେ 👍 ହେଇ ଯାଉ ଭାଉଜ ଙ୍କ ଦେହ ଶୀଘ୍ର ଭଲ ହେଇ ଯାଉ love you khusi maa love you all members Jay Jagannath 🙏 🙏🙏🙏🙏
@Badboyranjan
@Badboyranjan Год назад
Bhai Bahut Dukha Laguchi Jhia Janama Para Gharaku Miss U Runa Didi Happy Mrg Life
@jyotsnaranimalik1224
@jyotsnaranimalik1224 Год назад
Aruna didi abhinandana
@deepataria1867
@deepataria1867 Год назад
So beautiful family🙏🙏 love you all family members🙏 so cute khushi maa🥰🥰 love you bhai and bhauja❤❤ Jay jagannath🙏
@jitendradas6911
@jitendradas6911 Год назад
ଭାଇ ଆପଣ ବଡ ଭାଗ୍ୟବାନ l ଏମିତି ଖୁସିରେ ରୁହନ୍ତୁ ଆଉ ଆମକୁ ବି ଏମିତି ଖୁସି ଦେଇ ଚାଲନ୍ତୁ l
@ashokodiavlog6379
@ashokodiavlog6379 Год назад
Ranu didi ଙ୍କ କାନ୍ଦ ଦେଖି ମୁଁ ବି କାନ୍ଦି ପକେଇଲି
@nayana820
@nayana820 Год назад
ଝିଅ ବାପ ଘର ର ପର‌ ଶାଶୁ ଘରେ ପର କୁ କରିବ‌ନିଜର‌😭 ନ ହେଲେ ସବୁ ନାରଖାର ଏଇ ଝିଅ ର ଜୀବନ ରାନୁ ର ସୂଖୀ ସନ୍ସାର ହେଉ
@manjarinaik1756
@manjarinaik1756 Год назад
Maa love u❤❤❤ sabu bele amiti khusi re ruha maa 😍😍😍😍
@jitendranayak8793
@jitendranayak8793 Год назад
ଏମିତି ଶାଶୁ ଭାଗ୍ୟ ରେ ଥିଲା ମିଳେ❤️❤️❤️❤️❤️🙏🙏🙏🙏🙏
@odishablogger2883
@odishablogger2883 Год назад
My channel name is#roja-adi-ayuexpress
@subhasmitasingha3568
@subhasmitasingha3568 Год назад
Ranu didi congratulations❤️❤️ jay Jagannath 🙏🙏🙏
@bibhutibhuyan8207
@bibhutibhuyan8207 Год назад
ମୁଁ ଆଜି ବହୁତ୍ ଖୁସି ଭାଇ love you bhai and bhauja
@priyankamalla2323
@priyankamalla2323 Год назад
Happy family members ♥️ love uhh all ...😍
@barshasahuexpress3539
@barshasahuexpress3539 Год назад
So sweet & beautiful family 🥰🥰 so cute khushi maa 🥰😍 love you Khushi maa 🥰😍😘❤️ congratulations Ranu di🎉🎉
@rasmitaodiablogger5778
@rasmitaodiablogger5778 Год назад
Khusi❤so cuty😊dress❤re Khusi ma ❤so cuty😊i am rasmita 😊
@subhashreebehera8289
@subhashreebehera8289 Год назад
Love you maa e pari sasu te mote milanta hele love you maa ♥️🙏🏻♥️♥️♥️♥️
@abhiramkhatua7135
@abhiramkhatua7135 Год назад
So beautiful family ❤️ Jay Jagannath 🙏🙏
@sumitswain8436
@sumitswain8436 Год назад
l Love you maa ❤️ maa pari kie hebenai maa ta sabutu best 💕🙏🙏 so cute khusi mama 💕 god bless you all family members ❤️ Jay Jagannath 🙏🙏🙏🙏🙏🙏🙏🙏🙏🙏
@rupalimalana8561
@rupalimalana8561 Год назад
ଭାଗ୍ୟ ଥିଲେ ଏମିତି ମାଁ ସବୁ ବେଳେ ଭଗବାନ ସମସ୍ତ ମଙ୍ଗଳ କରନ୍ତି ଶୀଘ୍ର ଦେହ ଠିକ୍ ହେଇଯିବ
@pramitabhoi571
@pramitabhoi571 Год назад
Ama akhiru bi luha ape jhari jauchi miss bahut karibu ranu di nku 🥰🥰😭 ama bhala paiba sabubele tuma upare achhi 🙏🙏🙏🙏🙏🙏🙏🙏🙏🙏 God bless you 🙏🙏🙏🙏🙏 au sabudina rahibo
@AjitKumar-ig5ui
@AjitKumar-ig5ui Год назад
So sweet family 🥰🥰🥰💕💞👌👌👌
@manasisethi4405
@manasisethi4405 Год назад
Beautiful family members ✨ cute girl khushi maa ❤️
@pujaraniparida8600
@pujaraniparida8600 Год назад
Bhaskar ra najar lagi jaichi tama family upare bhai
@prangyanayak4330
@prangyanayak4330 Год назад
Best sasu maa really really thanks
@tarunkumrpani1356
@tarunkumrpani1356 Год назад
Very said.....but ଏହା ତ ସଂସାର ନିୟମ
@karunakarnayak1688
@karunakarnayak1688 Год назад
Miss you ranu didi 💫
@KhantibalasoreyatokatsVolg
@KhantibalasoreyatokatsVolg Год назад
Jay Jagannath 🙏🙏🙏🙏 moha porbhau sabu bala khushi ra rokhontu
@sanjivpradhani1455
@sanjivpradhani1455 Год назад
Bhagya re thile emti maa mile rupa Bhauja 🥰🥰🥰🥰🥰❤❤💗💗😂😂😂
@village_girl_mama
@village_girl_mama Год назад
Satare bhai mo akhire bi luha asigala ranu didi ku dekhi ki ❤️❤️❤️❤️
@ManojSahu-qm2pq
@ManojSahu-qm2pq Год назад
Nice video super Bhai ଜୟ ଜଗନ୍ନାଥ ଭିଡିଓ ଭଲ ଲାଗେ Sanjay Bhai ତମ ସାଥିରେ ଅଛନ୍ତି
@debasishbehera4938
@debasishbehera4938 Год назад
Happy family 🥰🥰
@sonali_moonbaby923
@sonali_moonbaby923 Год назад
Congratulations Ranu ❤️❤️ happy family ❤️all time our favourite couple Rupa nd Pin2 ❤️❤️god bless u khushi maa 🥰🥰actually vai maa pari Kia haba ❤️ Love u Maa 🙏❤️❤️
@odishablogger2883
@odishablogger2883 Год назад
My channel name is#roja-adi-ayuexpress
@harebagartihare5273
@harebagartihare5273 Год назад
Aji vlog bhal lagila tike sad 😭 lagila ranu lagna samste kandile 😔 Rupa bhauja jaldi bhal hei jantu 🥰 ❤️ so cute khusi maa 💖 love you khusimaa 🥰all family members jai jaganath 🙏
@diptiranjansahoo9982
@diptiranjansahoo9982 Год назад
Ranudidink lag, n bhai cagras ranu didink pai gote like hei gau love you ❤all members love you khusimaa jay 🙏gaganatha🙏
@kanthamanibag6531
@kanthamanibag6531 Год назад
ପିଣ୍ଟ ଭାଈ ଙ୍କ ଭିଡ଼ିଓ ବାହୁତ ଭଲଲାଗେ❤️❤️❤️❤️👍
@ranianiexpress7071
@ranianiexpress7071 Год назад
କାହା କଥା ନଶୁଣି ଆଗକୁ ମାଡି ଚାଲ Jay Jagannath 🙏🙏
@sangrambapu393
@sangrambapu393 Год назад
ଭାଇତମ ଭିଡିଓ ଦେଖି ଖୁସିଲାଗୁଛି
@sibabehera2859
@sibabehera2859 Год назад
Bhai aji sabu to vala lagila video ti au dukha bi super sunder nice cute video
@purnimasamal1118
@purnimasamal1118 Год назад
ଏଇ video ରେ ମୁଁ ରାନୁ କୁ ଦେଖି ବହୁତ କାନ୍ଦିଲି ଆମ ଓଡ଼ିଆ ଘରର ଏହି ନିତି ଭାରି ଭଲ ଲାଗୁଚି
@sasmitasahoo5160
@sasmitasahoo5160 Год назад
ଦୁନିଆରେ ସବୁଠାରୁ ଭଲ ମା love you maa ଜଗନ୍ନାଥ ତୁମକୁ ସବୁବେଳେ ଖୁସି ରେ ରଖନ୍ତୁ
@sunandapalai1577
@sunandapalai1577 Год назад
Happy family
@jyotshnadash1473
@jyotshnadash1473 Год назад
Dhanya tume sasumaaa🙏
@uttamjena5194
@uttamjena5194 Год назад
So beautiful family ❤️🥰
@mahendragoudo6910
@mahendragoudo6910 Год назад
Congratulations 🎉 ranu Didi 👍👌 best maa ❤️ love you khushi maa ❤️❤️🥰🥰🥰
@luckymeher3909
@luckymeher3909 Год назад
🥰love you Rupa Pintu Khushi Express
@rinaraniswain4951
@rinaraniswain4951 Год назад
So beautiful family 💓💓 om sai ram 🙏🙏
@snehalatabiswal9484
@snehalatabiswal9484 Год назад
Pintu ebe puta trending re god bless you pintu kahari katha sunani madi chala ❤️❤️❤️❤️
@Miss-e2e
@Miss-e2e Год назад
Happy Holi to all sweet family members ❤️🧡💛💚💙💜🤎🖤🤍♥️
@babydas6918
@babydas6918 Год назад
Bhai ajira vlog dekhi Ranu didinka pai akhiru luho asigola God bless you❤❤ entire family👪👪 members
@manasimajhi1788
@manasimajhi1788 Год назад
Ranu dira sadire bahutu maja asiba so sweet family joy jaganatha
@dibyalochansahu5150
@dibyalochansahu5150 Год назад
ତୁମ ପାଖରେ, ତୁମ ଵାପା ଓ ମା ର ଆଶୀର୍ବାଦ ରହିଛି,ଯେତେ ଅସୁବିଧା ର ସମ୍ମୁଖୀନ ହୁଅ,କେବେ ପଛ ଘୁଂଚା ଦିଅନାହି଼ଁ, ନିଜ କାମ ଉପରେ ଧ୍ୟାନ ଦିଅ,ଠିକ ସମୟ ଆସିଲେ ସବୁ କିଛି ଠିକ୍ ହୋଇଯିବ ଼଼଼ଲୋକ ବିଭିନ୍ନ କଥା କହିବେ ସେଥି ପତି ଧ୍ୟାନ ଦିଅନ୍ତୁ ନାହିଁ,ମା କୁ ଦେଖି ଜଣା ପଡୁଛି କେତେ ସତ ଓ କେତେ ମିଛ।
@babudas4293
@babudas4293 Год назад
So sweet beautiful family members ❣️🥰❤️💕😍👌👍
@MunaSilaAdii7421
@MunaSilaAdii7421 Год назад
ଏମିତି ଶାଶୁ ମିଳିବା କଷ୍ଟକର
@smileycutie99
@smileycutie99 Год назад
Bahu kichi kareni kebe..Sabu drama blog payin..Nija bhauni ra luha dekha jayuni.Ranu blog banayuni tah.Tah pachare godeyichi
@itishreerout8229
@itishreerout8229 Год назад
Mo favourite vlogger Rupa Pintu khusi express ❤️
@kajalsahoo3898
@kajalsahoo3898 Год назад
Ranu sabu bele khusire rahu
@pujamohanty2597
@pujamohanty2597 Год назад
God rupa didi nka deha please bhala karidiya 🙏🙏🙏🙏🙏😭😭😭😭😭🙏🙏🙏🙏🙏
Далее
Авто уровни Happy Glass level 604 - 606
00:49