Тёмный

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ୮୦୦ ରୁ ୧୪୦୦ ବର୍ଷ ତଳର ଅସ୍ତ୍ରଶସ୍ତ୍ର ରହିଛି !Senior Journalist Prahlad Singh 

Pratidin TV
Подписаться 1,3 млн
Просмотров 64 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 54   
@nabakishoresubudhi2647
@nabakishoresubudhi2647 3 месяца назад
ଖୁବ ସୁନ୍ଦର ଉପସ୍ଥାପନା, ଅନାଲୋଚିତ ଓ ବହୁ ଉପାଦେୟ ତଥ୍ୟ..... ଜୟ ଜଗନ୍ନାଥ
@saiprafulla3663
@saiprafulla3663 2 месяца назад
Jay jaganath sir
@rajkishoremohaptra1346
@rajkishoremohaptra1346 3 месяца назад
ପ୍ରଥମେ ପ୍ରତିଦିନ ଟିଭିକୁ ଅସେଶ ଧନ୍ୟବାଦ ସାର୍ ଙ୍କ ସହିତ ଏଭଳି ଏକ ଇଣ୍ଟରଭିଉ କରିଥିବାରୁ, ମୋ ଭଳି ଅନେକ ଲୋକ କିଛି ଅଜଣା ତଥ୍ୟ ଜାଣିପାରିଲେ, ଅନେକ ଅନେକ ଧନ୍ୟବାଦ୍ 🙏
@ramachandrapanipani7424
@ramachandrapanipani7424 3 месяца назад
ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି, ରାଜ୍ୟରେ ତଥା ରାଜ୍ଯ ବାହାରେ ଯାହା ଅଛି ତାହା ଅନୁସନ୍ଧାନ କରାଯାଉ ।
@sairamdash
@sairamdash 3 месяца назад
Bahut bhala bhabe sir aapana explain karichhanti. Bahut dhanyabad.. Thanks for giving us reality of ratnabhandara ..
@suryanarayansahu5375
@suryanarayansahu5375 3 месяца назад
ସେ ସ୍ଥଳେ କେବେ ମରିଵେନି।ଜୟ ଜଗନ୍ନାଥ।ଜୟ ଉତ୍କଳ ଜନନୀ।ବୋପାର ତ ଧନ ସମ୍ପଦ ନଥିବ ଠାକୁର ଧନ ଖାଇବା ଲୋକଙ୍କୁ ସରକାର ଏବର ତୁରନ୍ତ ଗିରଫ ପଦକ୍ଷେପ ନିଆଯିବା ଆବଶ୍ୟକ ସାମାଜିକ ଦୃଷ୍ଟିପାତ ଦୃଷ୍ଟିରୁ। ସରକାର ଙ୍କ ନାଁ ରହିବ।
@anupamanayak8568
@anupamanayak8568 3 месяца назад
ପ୍ରଣାମ ସାର ।ଆଜିର ଆଲୋଚନା ଖୁବ୍ ସୁନ୍ଦର ଭାବରେ କହିଲେ ।ଖୁବ୍ ଭଲ ଲାଗିଲା ।ଜୟ ଜଗନ୍ନାଥ ।
@ramachandrapanipani7424
@ramachandrapanipani7424 3 месяца назад
୬୦ ହଜାର ଏକରରୁ ଅଧିକ ଭୂସମ୍ପତ୍ତି ଓଡ଼ିଶାରେ ତଥା ଓଡ଼ିଶା ବାହାରେ ରହିଥିବା ଓଡ଼ିଆ ରାଜାଙ୍କ କୀର୍ତ୍ତି । ଜୟ ଜଗନ୍ନାଥ !
@rabindranathmaharana334
@rabindranathmaharana334 3 месяца назад
ଆଜ୍ଞା ମୋର ଏତେ ଜଗନ୍ନାଥ ଙ୍କ ବିଷୟରେ ଗବେଷଣାତ୍ମକ ଜ୍ଞାନ ନାହିଁ ହେଲେ ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଙ୍କ ସହିତ କାଞ୍ଚି ଅଭିଜାନରେ ଯାଇଥିଲେ ସେ ସମୟ ରେ ମହାପ୍ରଭୁ ନିଶ୍ଚୟ ଯୁଦ୍ଧାସ୍ତ୍ର ବ୍ୟବହାର କରିଥିବେ ସେଇ ଅସ୍ତ୍ର ଗୁଡ଼ିକ ସ୍ମାରକୀ ପାଇଁ ଆଉ ଶ୍ରୀ ମନ୍ଦିର ଭଣ୍ଡାର ଘରେ ଥିବା ଯୁଦ୍ଧାସ୍ତ୍ର ଭିତରେ ନାହିଁତ?
@hmandal8923
@hmandal8923 3 месяца назад
ଆମ ଗାଁ ରେ ଜଗନ୍ନାଥ ଜ଼ମି ଅଛି। କିନ୍ତୁ ବହୁତ ଜ଼ମି ସ୍କୁଲ ହେଡମାଷ୍ଟର ତାଙ୍କ ନାଁରେ କରି ନେଇଛନ୍ତି
@sabitamajhi5965
@sabitamajhi5965 3 месяца назад
କଉ ଗାଁ
@sushilkalyani9190
@sushilkalyani9190 3 месяца назад
Bhala e duniare ketedina ba banchiba Kain debabhumi neiki papa Kariba jie neichi se bhalamanda sabu bhogu
@sudhiranjansahoo1332
@sudhiranjansahoo1332 3 месяца назад
Ta jhia vadare jauthiba. Jagarnnath sampati khaile eita hba
@Queens_Collection2024
@Queens_Collection2024 3 месяца назад
Tanka name re complain kara jaldi
@GaramHawa-th1io
@GaramHawa-th1io 3 месяца назад
ତମର କୋ ଗାଁ
@SankirtankanharSankar
@SankirtankanharSankar 2 месяца назад
ସବୁ ପୁରୀ ପଣ୍ଡା ଲୋଟିଲେ ଏବଂ ନବୀନ ସରକାରଙ୍କ ପ୍ରଭାବଶାଳୀ ବ୍ୟକ୍ତି ହିଁ ଲୁଟ୍ କରୁଛନ୍ତି।
@jnanadiptasamantaray1562
@jnanadiptasamantaray1562 3 месяца назад
କାହିଁକି ଶଗଡ଼ ତ ଥିଲା । ଓଡ଼ିଶାର ଅନେକ ବେରୋଜଗାରୀ ସମସ୍ୟା ର ସମାଧାନ ହୋଇ ଯିବ । ପ୍ରଭୁଙ୍କ ସେବା ରେ ଓଡ଼ିଶାର ସମସ୍ତ ସ୍ବେଛାସେବୀ ଙ୍କୁ ଭଲଭାବରେ ଚୟନ କରି ଅନ୍ବେଷଣରେ ବିଶ୍ଳେଷଣ ଜରିଆରେ ଗବେଷଣା ଆରମ୍ଭ କରିଦେବା ଆବଶ୍ୟକ । ବଦଳରେ ଗଣ୍ଡାଏ ଖାଇ ଖଣ୍ଡେ ପିନ୍ଧି ମୁଣ୍ଡ ଗୁଞ୍ଜିବାକୁ ମଳାଏ ସ୍ଥାନ ସହିତ କିଛି ଦୈନନ୍ଦିନ ଖର୍ଚ୍ଚ ପାଇଁ ସ୍ବଳ୍ପ କିଛି ଅର୍ଥ ବା ଦ୍ରବ୍ୟ ଦିଆଯିବା ଆବଶ୍ୟକ । ଯଦି କେହି କର୍ମରେ ହେଳା କରନ୍ତି । ସେମାନଙ୍କ ପାଇଁ କଡା ଶାସନ ବ୍ୟବସ୍ଥା ରହିବା ଦରକାର ।
@ramachandrapanipani7424
@ramachandrapanipani7424 3 месяца назад
ଏତେ ସବୁ କମିଶନଙ୍କ ରିପୋର୍ଟ ଅପ୍ରକାଶିତ ରହିଲା କାହିକି ?
@ramachandrapanipani7424
@ramachandrapanipani7424 3 месяца назад
ଆପଣ ଏତେ କଥା ଜାଣି ଆଜି ଯାଏ ନୀରବ ଥିଲେ କାହିଁକି ?
@ramachandrapanipani7424
@ramachandrapanipani7424 3 месяца назад
ସିନ୍ଦୂକ ଥିଲେ କ'ଣ ହେବ ? ତାଲା ତ ଖୋଲା ! ଚାବି ବି ମିଳିଲାନି ।
@sashibhusanpraharaj5128
@sashibhusanpraharaj5128 2 месяца назад
ହେ ପ୍ରଭୁ ମୁଁ ତୁମର ଅଳ୍ପ ସେବାଆମ ଗାଁରେ କରୁଚି ଭାରି ଅଭାବରେ ଚଳୁଚି ବେସି ନ ହେଉ 6 ଟୋପାଟେଦଉନ ମୁଁ ଟିକେ ତମ ପରି ଖାଇ ପି ରୁହନ୍ତି ତମର ସେବା କରୁଚି ତେଣୁ ମାଗିଲି ତମେ ମାଲିକ ଚାକରକୁ ଟିକେ କାହିଁକି ଦବନି ଦେଲେ ମୁଁ ତମନାସବୁ ଆଡେ ଗାଇବି ମୋ ପ୍ରଭୁ ଦେଲେବୋଲି
@ambarishswain3233
@ambarishswain3233 3 месяца назад
Right
@ramachandrapanipani7424
@ramachandrapanipani7424 3 месяца назад
ଆପଣଙ୍କ ପାଖରେ ଯଦି ଅଳଙ୍କାରର ଚିଠା ଅଛି ତାକୁ ପ୍ରକାଶ କରୁ ନାହାନ୍ତି କାହିଁକି ?
@ranjanmohanty9098
@ranjanmohanty9098 3 месяца назад
ଜୟ ଜଗନ୍ନାଥ
@odiasamerijaan
@odiasamerijaan 3 месяца назад
Suniki proud feel hela odisha bira prurusha manak katha
@dhrubacharanrana2174
@dhrubacharanrana2174 3 месяца назад
Yes Right 🙏🌹
@123rourkela
@123rourkela 3 месяца назад
At least send this interview to CMO. The interview is perfectly describing the expectation of general Odia people from the new Government.
@kalakarmahanta7672
@kalakarmahanta7672 3 месяца назад
Jay Jannat
@purnachandradas2905
@purnachandradas2905 3 месяца назад
Jaganatha nkar jami achi ta ra udhar heau🥰
@Maheswarkandi0
@Maheswarkandi0 3 месяца назад
We need to reveal the history why weapon was kept in jwellery room of lord Jagannath .
@sairamdash
@sairamdash 3 месяца назад
Every day devotees are donating all total of crores of money in HUNDI of temple ... Gold, silver donated already. Where is the data of those? In last decades no one has asked govt and temple administration about this .
@k.knayak5086
@k.knayak5086 3 месяца назад
ଠାକୁରଙ୍କ ଭଣ୍ଡାର ଉପରେ ଲୋକଙ୍କ ନଜର ଏତେ କାହିଁକି?
@niladrisamal5401
@niladrisamal5401 3 месяца назад
ନାଇ ଭାଇ ଲୋକ ନଜର ଦଉ ନାନ୍ତି କେବଳ ହିସାବ ଚାହାନ୍ତି ନହେଲେ ସରକାର ଚେଞ୍ଜ ହେଇଯାଉଛି ମହାପ୍ରଭୁଙ୍କ ସମ୍ପତି ଖାଇଯାଇନାନ୍ତି ତ ଏଟା ମଣିଷ କଲା ମୁଣ୍ଡିଆ bjp ହଉ ବା bjd ହଉ ବା କୌଣସି ଦଳ ହେଉ କାହାର ଉପରେ ବିଶ୍ଵାସ ନାହିଁ ଲୋକମାନଙ୍କର ସେଥିପାଇଁ
@jaijagannathomjagannath7537
@jaijagannathomjagannath7537 Месяц назад
Marfat jami ta kahara
@subasinidash7591
@subasinidash7591 3 месяца назад
Bahut tathya Hon'ble B.B.Harichandan kahiparibe.Tanka sahajya neba bidheya.
@gopalkrishnapattnaik5313
@gopalkrishnapattnaik5313 3 месяца назад
After 1200+ years , Ratna Bhandar will be repaired. Some persons do politics on RATNABHANDARA...SO , DELAYED .
@bikrammusic2506
@bikrammusic2506 3 месяца назад
Bhu sampati ?Ratna bhandara ganati sangey kana samaan?
@harihardhal1974
@harihardhal1974 3 месяца назад
Purba sarakar
@srikantnarendra6463
@srikantnarendra6463 3 месяца назад
Sat karha.bhusampati ku sarkar investigation karu
@subrajitrath673
@subrajitrath673 3 месяца назад
Are sabu ta achi kahucha asiki media agare kintu baharuni kn pain....
@bikrammusic2506
@bikrammusic2506 3 месяца назад
Deulare kiye ?na mu kadali khaini😂
@laludada7656
@laludada7656 3 месяца назад
SIR. JAGANATH. TAHELE. KETE. SAHA. BERSA. RA. TIKE. MADALA. PANJI. DEKHI. KUHANTU
@purnakamdash5631
@purnakamdash5631 2 месяца назад
Ete gabeshaka achhanti,kehi kahibeki.Trimurtinka adhagadha murttiku o ranga dei sampuna karithile?Bishwakarma ta,kabita kholiba pare adhagadha murtti chhadi antardhyan hoithile boli janashruti achhi.Adhagadha bigrahaku sie ta' kebehen ranga dei nathibe.Kebala ranga debapare hin,ebekara roopaku bigrahamane asithibe.Tebe sei karigara kie?Jahara e parikalpana
@Santosh-rf6qs
@Santosh-rf6qs 3 месяца назад
Mandira nirmana 1100 barsha.
@maushumisoy904
@maushumisoy904 3 месяца назад
ବିନା ଗବେଷଣା ପରୀକ୍ଷା ନିରୀକ୍ଷା ରେ ଅସ୍ତ୍ର ଶାସ୍ତ୍ର ଗୁଡ଼ିକର ବୟସ ନିର୍ଣ୍ଣୟ ଅନାବଶ୍ୟକ,,
@laludada7656
@laludada7656 3 месяца назад
MALIKA. BICHAR. KATHA JOU MANE. KAHU CHHANTI. SEMAN. NKU. TIKE. PACHARU. NAHANTI
@SanatanMadhei-u3t
@SanatanMadhei-u3t 3 месяца назад
Kebala eha bjp karipariba
@manasbehera6248
@manasbehera6248 3 месяца назад
Tu kete khaichu jagannath naka paesa
@pinakbhusanrath3620
@pinakbhusanrath3620 3 месяца назад
ଇଏ ବାବୁଙ୍କ ଗୃହ ଯେଉଁ ଜାଗାରେ ଅଛି ସିଏ ବି ଜଗନ୍ନାଥ ଙ୍କର ଜମି
@jnanadiptasamantaray1562
@jnanadiptasamantaray1562 3 месяца назад
କାହିଁକି ଶଗଡ଼ ତ ଥିଲା । ଓଡ଼ିଶାର ଅନେକ ବେରୋଜଗାରୀ ସମସ୍ୟା ର ସମାଧାନ ହୋଇ ଯିବ । ପ୍ରଭୁଙ୍କ ସେବା ରେ ଓଡ଼ିଶାର ସମସ୍ତ ସ୍ବେଛାସେବୀ ଙ୍କୁ ଭଲଭାବରେ ଚୟନ କରି ଅନ୍ବେଷଣରେ ବିଶ୍ଳେଷଣ ଜରିଆରେ ଗବେଷଣା ଆରମ୍ଭ କରିଦେବା ଆବଶ୍ୟକ । ବଦଳରେ ଗଣ୍ଡାଏ ଖାଇ ଖଣ୍ଡେ ପିନ୍ଧି ମୁଣ୍ଡ ଗୁଞ୍ଜିବାକୁ ମଳାଏ ସ୍ଥାନ ସହିତ କିଛି ଦୈନନ୍ଦିନ ଖର୍ଚ୍ଚ ପାଇଁ ସ୍ବଳ୍ପ କିଛି ଅର୍ଥ ବା ଦ୍ରବ୍ୟ ଦିଆଯିବା ଆବଶ୍ୟକ । ଯଦି କେହି କର୍ମରେ ହେଳା କରନ୍ତି । ସେମାନଙ୍କ ପାଇଁ କଡା ଶାସନ ବ୍ୟବସ୍ଥା ରହିବା ଦରକାର ।
Далее
Бокс - Финты Дмитрия Бивола
00:31
Бокс - Финты Дмитрия Бивола
00:31