Тёмный

ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ କଥାବସ୍ତୁ | ଜଗନ୍ନାଥ ତତ୍ତ୍ୱ | ପ୍ରବଚକ ସରଣାର ବିନ୍ଦ ଓଝା | Odia Prabachan 

Rudrakshya Television
Подписаться 178 тыс.
Просмотров 16 тыс.
50% 1

ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ କଥାବସ୍ତୁ | ଜଗନ୍ନାଥ ତତ୍ତ୍ୱ | ପ୍ରବଚକ ସରଣାର ବିନ୍ଦ ଓଝା | Odia Prabachan
#prabachan
#saranarbinda_ojha
#jagannath_kathamruta
#rudrakshya_television
#shree_jagannath_tatwa
ପ୍ରିୟ ଦର୍ଶକ ବନ୍ଧୁ ସମସ୍ତଙ୍କୁ ନମସ୍କାର | ଆପଣମାନେ ଦେଖୁଛନ୍ତି ରୁଦ୍ରାକ୍ଷ ଟେଲିଭିଯନ ଦ୍ୱାରା ପ୍ରସ୍ତୁତ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ କଥାବସ୍ତୁ | ଏହି ପ୍ରୋଗ୍ରାମ ଟି ରଥଯାତ୍ରା ଉପଲକ୍ଷେ ଗଣ୍ଡାମୁଣ୍ଡା, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ସରଣାର ବିନ୍ଦ ଓଝା ଜଗନ୍ନାଥଙ୍କ ଉପରେ ଆଧାରିତ କଥାବସ୍ତୁ ଉପସ୍ଥାପନା କରିଥିଲେ | ଏଥିରେ ପ୍ରସାରଣ କରାଯାଇଥିବା ସମସ୍ତ କଥାବସ୍ତୁ ଶୁଣିବା ଦ୍ୱାରା ଆମେ ଜଗନ୍ନାଥଙ୍କ ସମ୍ବନ୍ଧରେ ଅନେକକଥା ଜାଣିପାରିବା | ପ୍ରିୟ ଦର୍ଶକ ବନ୍ଧୁ ଆପଣଙ୍କ ଭଲପାଇବା ଏବଂ ସ୍ନେହ ଶ୍ରଦ୍ଧାକୁ ପାଥେୟ କରି ଓଡ଼ିଶାର ବିଭିନ୍ନ କଳା ସଂସ୍କୃତିକୁ ପ୍ରଚାର ପ୍ରସାର ପାଇଁ ଆମେ ସଦା ସର୍ବଦା ସଂକଳ୍ପ ବଧ | ସମସ୍ତଙ୍କୁ ଅନୁରୋଧ ଯଦି ଆପଣ ଆମ ଚାଁନେଲ କୁ ସବସକ୍ରାଇବ କରିନାହାନ୍ତି ଏଵେ ହିଁ ସବସକ୍ରାଇବ କରି ନିଅନ୍ତୁ | ଆପଣଙ୍କ ଭଲ ପାଇବା ରହିଲେ ଆମେ ଆହୁରି ନୂଆ ନୂଆ ଭିଡ଼ିଓ ଆଣି ଆପଣଙ୍କ ପାଖରେ ପହଞ୍ଚାଇବୁ | ସମସ୍ତଙ୍କୁ ଧନ୍ୟବାଦ |
ବି. ଦ୍ର. - ଯଦି ଆପଣଙ୍କ ଅଂଚଳରେ ହେଉଥିବା ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କୁ RU-vid ରେ ପ୍ରସାରଣ କରିବା ପାଇଁ ଇଛା ପ୍ରକାଶ କରନ୍ତି ତେବେ ଦିଆଯାଥିବା ଫୋନ ନମ୍ବର ରେ ଆମ ସହ ଯୋଗାଯୋଗ କରନ୍ତୁ |
RUDRAKSHYA TELEVISION
Mob. 7008527328
ବନ୍ଦେ ଉତ୍କଳ ଜନନୀ |
ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା |

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 15   
@basantipanda7986
@basantipanda7986 5 месяцев назад
Saran Bhai aji time prabachan suni atynt khusi ! Tumar bivina sastr Gyan au sarbo pari kahibar soili khub uch kotir ! Bhagban tum r Mangal karnt🎉❤
@skrushnareddy6796
@skrushnareddy6796 3 месяца назад
. ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ଓମ୍ ନମଃ ଶ୍ରୀ ଲକ୍ଷ୍ମୀ ନାରାୟଣ ନମଃ 🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌼🥀🚩🌷🌹🌿👌💮🌻🏵️💐🍁🌸⭕‼️⭕
@Gaurangabarik-tv2ln
@Gaurangabarik-tv2ln 4 месяца назад
Jay shree jagannatha
@manojdasnewstyle7081
@manojdasnewstyle7081 3 месяца назад
Jay jagannath🙏🙏🙏
@gudultukul5066
@gudultukul5066 28 дней назад
ଜୟ ଜଗନ୍ନାଥ 🙏🙏🙏❤️❤️❤️
@Mahalaxmi1184
@Mahalaxmi1184 Месяц назад
Jaya jagannath 🙏🌹❤️
@kavitahrudayara4502
@kavitahrudayara4502 Месяц назад
ଆହାଃ ମୋ ମହାପ୍ରଭୁଙ୍କ କଥା କେଡ଼େ ସୁନ୍ଦର🙏🙏🙏🙏🙏
@debadarsinimohanty..
@debadarsinimohanty.. 3 месяца назад
Jay Jagannath ⚫❗⚫
@sanjitaranirauta-du1xh
@sanjitaranirauta-du1xh 23 дня назад
Jai jagannath
@sanjitaranirauta-du1xh
@sanjitaranirauta-du1xh 23 дня назад
ଶରଣ ଭାଇ ତମ ହାତରେ ଆଜି ରାଖୀ ବାନ୍ଧ ଇ ଵାକୁ ଚାହୁଛି।କଣ କରିବି ମୁ ବହୁଦୂରରେ।ଦୟାପୂର୍ବକ ତମଫୋନ ନବର ଦେଲେ ମୁ ଟିକେ କଥା ହୁଅନ୍ତି
@rudrakshyatelevision
@rudrakshyatelevision 23 дня назад
+91 97763 43503
@swainsatyabhama-lb7zl
@swainsatyabhama-lb7zl Месяц назад
Jay.jaganntha.bahutha.sundhaar.katha🙏🙏
@HiranyaMajhi-f8p
@HiranyaMajhi-f8p 25 дней назад
Tara na ta jemiti ta lila bi semiti😊😊
@debasisswain5893
@debasisswain5893 Месяц назад
Jay jaganatha
@HiranyaMajhi-f8p
@HiranyaMajhi-f8p 25 дней назад
Tara na ta jemiti ta lila bi semiti😊😊
Далее