Тёмный

ସରକାର ଦେଲେ ନିଯୁକ୍ତିଘଉଡାଇଦେଲେ ଏମାନେ...|Tensions Rise Over Teacher Appointments | Nabarangpur | OR 

Odisha Reporter
Подписаться 2,5 млн
Просмотров 84 тыс.
50% 1

ଏ ହେଉଛନ୍ତି କଂଗ୍ରେସ ନେତା, ଯିଏ ଗୁଣ୍ଡା ଠାଣିରେ ଯାଉଛନ୍ତି । ନିଯୁକ୍ତି ପାଇଥିବା ଜଣେ କନିଷ୍ଠ ମହିଳା ଶିକ୍ଷୟିତ୍ରୀଙ୍କୁ ପିଟିବୁ ବୋଲି ଖୁଲମଖୋଲା କହୁଛନ୍ତି । କେବଳ ସେତିକି ନୁହେଁ ଧାରଣାରେ ବସିଥିବା କନିଷ୍ଠ ଶିକ୍ଷକମାନଙ୍କ ବ୍ୟାଗ ଧରି ଉଠାଇନେଉଛନ୍ତି । ଯାହା ସଭ୍ୟ ସମାଜ ପାଇଁ ସ୍ମୃହଣୀୟ ନୁହେଁ । ଯଦିବା ନିଜ ମାଟି ପାଇଁ ଲଢୁଛନ୍ତି କିନ୍ତୁ କହିବାର ଶବ୍ଦ ଆଉ ଉଠାଇବାର ତରିକା ବଦଳାଇବାର ଥିଲା ।
ସରକାର ଦେଲେ ନିଯୁକ୍ତିଘଉଡାଇଦେଲେ ଏମାନେ...|Tensions Rise Over Teacher Appointments | Nabarangpur | OR
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #juniorteacher #Congressleader #Gundagiri #Nabarangpur

Опубликовано:

 

30 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 822   
@pashupati55
@pashupati55 День назад
ଏଇ ଅଶିକ୍ଷିତ ମାନେ ସରକାର କୁ ଆସିଲେ ଯାହା ହବ ଆପଣମାନେ ଜାଣି ପରୁଥିବେ ଆଉ। ଅଶିକ୍ଷିତ ବେଇମାନ୍ ସବୁ କଂଗ୍ରେସ୍ କର୍ମୀ।😡😡😡
@Shriyansi-o5g
@Shriyansi-o5g День назад
Congrés kebebi govt hei paribani
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@Viratking72
@Viratking72 23 часа назад
@@pashupati55 district cadres posts ।nija district pila paibe 💪
@NabinchandraTupurnupu-qk4kp
@NabinchandraTupurnupu-qk4kp 23 часа назад
Tobabe be
@swastiprasaddas5508
@swastiprasaddas5508 День назад
ଦୟାକରି ସରକାର ତୁରନ୍ତ ଆକ୍ସନ ନିଅନ୍ତୁ. ନଚେତ୍ ଭାବି ବାକୁ ହେବ ଯେ ଏ ସରକାର ଗୁଣ୍ଡାରାଜ କୁ ପ୍ରଶୟ ଦେଉଛନ୍ତି.
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@KumarSantosh-v5k
@KumarSantosh-v5k 19 часов назад
​@@kkgyanbhandar2857 Nabarangapur jila ku mangala graha ku utheiki neiki pala😂😂😂
@AmrutDash
@AmrutDash День назад
ଏହା କଂଗ୍ରେସ ପାଟିର ଚରିତ୍ର
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@BishwajeetDhoni
@BishwajeetDhoni День назад
​@@kkgyanbhandar2857 ତୋର ବୁଆର ବାଣ୍ଡ କରୁ ଛେ ପାଗଳ ଗେହିଁ... ଏଇଟା ବହୁତ ଗଲତ ଆୟେ... ଏମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ହେବା କଥା
@bankimmeher5200
@bankimmeher5200 23 часа назад
Alpa bidya bhanyankari, ae meeting re bjd ra mp mla b samil thile.
@sritamjena6428
@sritamjena6428 22 часа назад
ପିଲା ପଢିକି qualify ହଉଛନ୍ତି ଏଥିରେ ପାତର ଅନ୍ତର କାହଁକି ତମ district ପିଲା ତମ ଏରିଆ ଭିତରେ ଚାକିରୀ କରୁ jadi ଖୋର୍ଦ୍ଧା କି ଭୁବନେଶ୍ୱର ରେ ପାଇଲେ ଅନ୍ୟ diatrict ଲୋକ ବିରୋଧ କଲେ କେମିତି ଲାଗିବ ସବୁ ପିଲାଙ୍କର ମନ bbsr ରେ ଚାକିରୀ କରିବା ଯଦି ଖୋର୍ଦ୍ଧା ରୁ apply kale ଖୋର୍ଦ୍ଧା ଲୋକ ବିରୋଧ କରିବେ ତେଣୁ ଦେଖିକି
@ganeswarmahakud3156
@ganeswarmahakud3156 День назад
ଏ ମାଘିଆ କଂଗ୍ରେସ ବିକାଶ କିଛି କରେଇ ଦେବନି।
@tutupujari0808
@tutupujari0808 16 часов назад
Nija district pila kihade jibe sabu jadi Anya district pila hasibe.
@Prakashkumar-yq1ql
@Prakashkumar-yq1ql День назад
ଏଇଟା ଠିକ୍ ନୁହେଁ
@chitaranjannayak9062
@chitaranjannayak9062 День назад
ବିନାଶ କାଳେ ବିପରୀତ ବୁଦ୍ଧି... କଂଗ୍ରେସୀଙ୍କର.... ଦୁଖଃଦ କଥା... ସୋନିଆ ଗାନ୍ଧୀ ଇଟାଲୀ ରୁ ଏ ଦେଶରେ କଂଗ୍ରେସ ଦଳ ମୁଖ୍ୟ ହୋଇପାରିଲେ.. କିନ୍ତୁ ଓଡ଼ିଶାରେ ଓଡିଶା ପିଲା ଚାକିରୀ କରିପାରିବେନି...ତାପରେ ଆମର ପିଲା ଅନ୍ୟ ଜିଲ୍ଲାରେ ପୋଷ୍ଟିଙ୍ଗ ହୋଇଛନ୍ତି....
@apareshdhar9081
@apareshdhar9081 День назад
Right
@RAJUSUNANI-n6t
@RAJUSUNANI-n6t День назад
Congress party jilla re ebhali kariba thik nuhe kaunasi goshi hoithanta tebe alaga katha. Samanya katha ku party b gurutwa dieni ki upar mahal ru ebhali aadesh aseni . Taha upare najani comment kariba thik nuhe
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@manaskumar1007
@manaskumar1007 День назад
ମଗିହେ ଓଡିଶା ଏମାନଙ୍କ ବୋପା ର ଭାବୁଛନ୍ତି, totally ଗୁଣ୍ଡା ରାଜ
@sontoshkumarsahoo4831
@sontoshkumarsahoo4831 День назад
Nabaraga pur m a l ku bunanesorae madahena
@littlequeenrakhi
@littlequeenrakhi День назад
ପ୍ରତି ଜିଲ୍ଲା ଅନୁଯାୟୀ ପୋଷ୍ଟ ହେଉ ତେବେ ଜିଛି ବର୍ଷ ପରେ ଓଡିଶା ରେ ଦାଦନ କମିବ ନିଶ୍ଚିତ ରୂପେ
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@vigorousaspirants
@vigorousaspirants 23 часа назад
It means you can't compete with us 😂😂 murkha re
@biswajitbir513
@biswajitbir513 23 часа назад
Prati block wise hele bholo🤣🤣🤣
@kkgyanbhandar2857
@kkgyanbhandar2857 23 часа назад
@@vigorousaspirants Emiti re jadi kandi pakeilani.. Aau Jadi real re sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@vigorousaspirants
@vigorousaspirants 23 часа назад
@@kkgyanbhandar2857 hun tame neutei pakeiba kosala naaa kausalaa saaga ki sari kara 😂😂murkha pilaa sabu
@asutosh501
@asutosh501 День назад
କଂଗ୍ରେସ ଗୋଟେ ଦେଶ ବିରୋଧୀ ଦଳ. ସରକାରକୁ ଆସିଲେ ଏମାନେ କଣ କରିବେ ଏଥିରୁ ସ୍ପଷ୍ଟ.
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@explorenbr7915
@explorenbr7915 День назад
ଆରେ ବାବୁ ଏହିଟା କଂଗ୍ରେସଦଳ କରୁ ନାଇଁ ନବରଙ୍ଗପୁର ଜନତା କରୁ ଛନ୍ତି ଏଟି ବିଜେପି ଦଳର ଲୋକ ବି ଅଛନ୍ତି ବିଜେଡି ର ବି ଅଛନ୍ତି ତମେ କାଲି ରାଜନୀତି କରିବା ଜାଣିଛ ପୂର୍ବ ଓଡିଶା ଲୋକ ଏହି ଟା ଆମର ହକ ନବରଙ୍ଗପୁରିଆ ର
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@k-manojkumar1341
@k-manojkumar1341 День назад
Are tame kie sabuthi gote comment😂😂😂​@@kkgyanbhandar2857
@tutupujari0808
@tutupujari0808 16 часов назад
BJP kana ate bada desha bakta ki. Nija district pila nija district re paibe. Anya district pila kana pai
@NarayanNayak-wf8cg
@NarayanNayak-wf8cg День назад
ଟିକେ ଭାବନ୍ତୁ ଏମାନେ ସରକାରକୁ ଆସିଲେ କଣ କରିବେ , ଓଡ଼ିଶାକୁ ଭାଗ ଭାଗ କରିବା କାଲି ଦେଶକୁ ଭାଗ କରିବା ଏଇଟା କଗ୍ରେସ ର ରକ୍ତରେ ଅଛି , କାଲି ଜଦି ତମ ଜିଲ୍ଲାର ଲୋକେ କଣ ଅନ୍ୟ ଜିଲ୍ଲା ରେ ଚାକିରି କରି ନାହାନ୍ତି ,ଏ କଥା କଗ୍ରେସର ଗୁଣ୍ଡା ମାନେ ବୁଝିବା ଦରକାର
@nageswarasubudhi8250
@nageswarasubudhi8250 День назад
Misbehave thik nuhan Legal step niajau
@chandanbhatra2261
@chandanbhatra2261 День назад
ଆମ ଜିଲ୍ଲା ର ପିଲା ଆମ ଜିଲ୍ଲା ରେ ହିଁ ନିଯୁକ୍ତି ପାଆନ୍ତୁ
@madhabdash985
@madhabdash985 День назад
ଦେଶ ଦ୍ରୋହି ଗୁଡିକ ଏମାନେ ଏତିକିରେ ଏମିତି ଦେଶ ଚଲାଇବେ କଣ
@tnarasinghapatro2353
@tnarasinghapatro2353 20 часов назад
ଏହି ନିରୀହ ଜନସାଧାରଣଙ୍କୁ ଏମିତି ଅତ୍ୟାଚାର କରିବା ନିନ୍ଦନୀୟ ଅଟେ। ଯଦି ଦମ୍ ଅଛି ତା ହେଲେ Notification ବାହାରିବା ସମୟ ରେ ପ୍ରତିବାଦ କଲେନି କାହିଁକି? ଆଉ ଏବେ ସିଧା ସଳଖ ଲୋକ ଙ୍କୁ ମାଡ ମାରିବା ପାଇଁ ଧମକ ଦେଉ ଥିବା ଲୋକ ଙ୍କ ବିରୋଧ ରେ ପୋଲିସ୍ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି?
@pankajsahu8779
@pankajsahu8779 День назад
କଂଗ୍ରେସ ବାଲା ଶଳେ ଯିବ
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@ajitkumarbehera364
@ajitkumarbehera364 День назад
ନବରଙ୍ଗପୁର ହେଉ କି କୋରାପୁଟ ହେଉ କି ବଲାଙ୍ଗୀର ହେଉ ପୂର୍ଵ ଓଡିଶା ହଉ କି ପ୍ରଶ୍ଚିମ, ଉତ୍ତର, ଦକ୍ଷିଣ ଓଡିଶା ସବୁ ସେଇ ଓଡିଶା ଆମେ କହୁଛେ କି ନାହିଁ ଯେତେବେଳେ ଆମକୁ କିଏ ଆମ ରାଜ୍ୟ ନାମ ପଚାରୁଛି. ଯେଉଁ ପିଲା ମାନେ ସେଲେକ୍ସନ ହେଇଛନ୍ତି ନିଜ ଜିଲ୍ଲା ହଉ କି ଅନ୍ୟ ଜିଲ୍ଲା ମାନଙ୍କରେ ହୁଏତ ଆମ ଜିଲ୍ଲା ପିଲା ଆଉ କେଉଁ ଜିଲ୍ଲା ରେ ପାଈଥିବେ ଆଉ ସେଇ ଜିଲ୍ଲା ପିଲା ଆମ ଜିଲ୍ଲା ରେ କ୍ୟାଟେଗୋରୀ caste wise.. ଏମିତି ଦେଖିଲେ Coastal ଜିଲ୍ଲା ମାନଙ୍କରେ sc /st ପିଲା ବହୁତ କମ ଥାନ୍ତି 10% but ଆଉ 90% ପୋଷ୍ଟ ରେ Kbk ଜିଲ୍ଲା ପିଲା vi ଆସିକି ପାଉଛନ୍ତି ସେଇ ସମୟରେ ତ coastal ଜିଲ୍ଲା ଲୋକ କି ପିଲା ମାନେ ତ ଆନ୍ଦାଳନ କରୁ ନାହାନ୍ତି ସୋ ଆମେ ସମସ୍ତେ ଓଡିଶା ଲୋକ ଆମ ଭିତରେ ଏମିତି ପଛୁଆ ଜିଲ୍ଲା kbk ଜିଲ୍ଲା ଆଗୁଆ ଜିଲ୍ଲା ପୂର୍ଵ, ପ୍ରଶ୍ଚିମ, ଉତ୍ତର, ଦକ୍ଷିଣ ଓଡିଶା ହେଇକି ଗୋଟେ ପରିବାର ଓଡିଶା କୁ ଭାଗ ଭାଗ କରିବା ଠିକ ନୁହଁ.. ପୋଷ୍ଟ apply time ରେ ସବୁ ଜିଲ୍ଲା ରେ ସବୁ ପିଲା apply କରିପାରୁଥିଲେ ଆଉ ରହିଲା ବହି ପାଠ ଆମର ଓଡ଼ିଆ,କଟକିଆ,ବହି ରେ ତ ପୂର୍ବ,ସମ୍ବଲପୁରି,ସାନ୍ତାଳୀ etc କି ଆମ ଘର ଭାଷା ନଥାଏ ନା ଆମେ ଘରେ ଆମ ନିଜ ଭାଷା କହିଲେ ବି ଆମକୁ ସ୍କୁଲରେ ରେ ବହି ଓଡ଼ିଆ ପାଠ ପଢିବାକୁ ପଡିବ ହଁ ଏମିତି ହୋଇପାରେ ଟିକି ଟିକି ପିଲାଙ୍କୁ ବହି ପାଠ ଅପେକ୍ଷା ଘର ଭାଷା ସେ ଶିଘ୍ର ବୁଝି ପାରେ ସେଥିପାଇଁ ସେଇ ଅଂଚଳ ରେ ପାଇଥିବା ଶିକ୍ଷକ କୁ ଗାଁ ମାନଙ୍କରେ ଲୋକ ମାନଙ୍କ ସହ ମିଶିକି ଭାଷା ଶିଖିଗଲେ ଗୁଣାତ୍ମକ ଶିକ୍ଷା ପାଇ ପାରିବେ 👍 ଆଉ ଖାଲି ଶିକ୍ଷକ ପଦବୀକୁ ଜିଲ୍ଲା ଭିତିକ କଣ ପାଇଁ କରିବା ପାଇଁ କହୁଛନ୍ତି, SSC, OSSC, OSSSC, OAS, IAS, DRDO, CLERK, BANK, POSTAL, ଆଣ୍ଡ ଆପଣଙ୍କ ଜିଲ୍ଲା ରେ ଥିବା ଦୋକାନୀ ବ୍ୟବସାହି, etc ଯାନବାହାନ ମେଡ଼ିଆଲ, କ୍ୟାପିଟାଲ ଏମିତି 30 ଟା ଜିଲ୍ଲା ରେ ହେବ କି? କି ଆମେ ଅନ୍ୟ ଜିଲ୍ଲା କୁ ଯିବା ଆସିବା vi ବନ୍ଦ କରିଦେବା ସୋ ଯେମିତି ଆମେ ତ କହବା ପନି ପରିବା, ଘର ତିଆରି ପାଇଁ ସାମଗ୍ରୀ ଖାଦ୍ୟ, ପୋଷାକ,ଆମର ଜିଲ୍ଲା ର ହେଲେ ବ୍ୟବହାର କରିବା ଅଲଗା ଜିଲ୍ଲା ର କରିବନି ଏମିତି ଆମେ କରି ପରିବାନି ନା ସୋ ଆମେ ଗୋଟେ କାମ କାରି ପାରିବ ଯେଉଁ ଲୋକ ମାନେ ଏଇ କାମ କରୁଛନ୍ତି ତାଙ୍କୁ ସବୁ ସେବା ବିଷୟରେ ବୁଝେଇବା govt ଭୁଲ ପାଇଁ ବିଚରା ଆମ ନିଜର ପୁଅ ଝିଅ vi ସେଇ ପିଲା ଯିଏ କି 4/5 ତା ପରୀକ୍ଷା ଦେଇକି ନିଜ ପରିବାରର ବୋଝ କୁ ମୁଣ୍ଡରେ ମୁଣ୍ଡେଇ ନିଜ ବାପା ମା ଙ୍କୁ ଛାଡିକି କେତେ କଷ୍ଟରେ ଆସିଛି ସେ ଏକା ଜାଣିଛି 9800 ଟଙ୍କା ପାଇଁ ନା ତାର ଘର ଦ୍ୱାରା ସାହା ଭରଷା କିଏ ଅଛି ଆପଣଙ୍କ ଜିଲ୍ଲା ରେ ଫିର vi ଆପଣଙ୍କ ପୁଅ ଝିଅ କୁ ମଣିଷ କରିବା ପାଇଁ ସେ ସବୁ ଛାଡିକି ଆସିଛି ତାକୁ ଆମେ welcome କରିବା କଥା ନାହିଁ କି etc..... ଶେଷରେ ଆମେ ସମେସ୍ତେ ଓଡିଶା ଲୋକା ଭାରତୀୟ 🙏 ଆଣ୍ଡ ଆମେ ପଛୁଆ ନୁହେଁ ଆମ ପୁଅ ଝିଅ ଙ୍କୁ ଭଲସେ ପଢିବା ପାଇଁ ପ୍ରେରନା ଦେବା ଏମିତି କହିବା ପୋଷ୍ଟ ଆସିଲେ ତୋର ଯେମିତି ଗୋଟେ ପୋଷ୍ଟ ଓଡିଶା ଭାରତ ରେ ଥିବ..... 🙏
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@Mohan-uo8mt
@Mohan-uo8mt День назад
E Cuttackia manku birodh karajau​@@kkgyanbhandar2857
@Mohan-uo8mt
@Mohan-uo8mt День назад
E Cuttackia manku birodh karajau​@@kkgyanbhandar2857
@Mohan-uo8mt
@Mohan-uo8mt День назад
E Cuttackia manku birodh karajau​@@kkgyanbhandar2857
@mangalasabar7740
@mangalasabar7740 День назад
କଂଗ୍ରେସ ର ଅସଲ ମୁଖା ଦେଖନ୍ତୁ ଏବେ
@adjustablevideo
@adjustablevideo 14 часов назад
Sabar babu michha kahuchha
@Vibes_of_odisha
@Vibes_of_odisha День назад
କଂଗ୍ରେସ ର ନେତା ମାନେ ଓଡ଼ିଶା ଭାଗ କରିବା କଥା କହୁଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ ଗଢି ନଥିଲା ତେବେ ତାଙ୍କ କହିବାର ଅଧିକାର ବି ନାଇ। ପ୍ରଦେଶ ଭାଙ୍ଗିବା ଭଳି କଥା କହିବା ଭଳି ଏପରି ପାପ କରନ୍ତୁ ନାହିଁ।ଏଭଳି ଅପରାଧୀ ମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ନଚେତ୍ ରାଜ୍ୟରେ ଅରାଜକତା ବଢ଼ିଯିବ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶା ର ଭବିଷ୍ୟତ ଉନ୍ନତି ର ଚରମ ସୀମାରେ ପହଞ୍ଚୁ। ଏଭଳି ହୀନ ରାଜନୀତି କରୁଥିବା ଲୋକଙ୍କୁ ସଦବୁଦ୍ଧି ମିଳୁ। ଜୟ ଜଗନ୍ନାଥ 🙏
@lachhamanbadajena4966
@lachhamanbadajena4966 День назад
ଆରେ mgh ଶୁଣ ତୁମ ମାନକୁ ଆମେ ବି ବାଡେଇବୁ
@BidyadharMarndi-s5t
@BidyadharMarndi-s5t 23 часа назад
Yas 👍
@mitramobilerecharge4021
@mitramobilerecharge4021 День назад
ଭଲ କଥା ତୁମ ଜିଲ୍ଲାରେ ତୁମ ଚେଷ୍ଟା କର ନବରଙ୍ଗପୁର ଜିଲ୍ଲା ପାଇଁ ତମେ କହିବାକୁ କିଏ ?
@b.kishorkumar1356
@b.kishorkumar1356 День назад
ଏହା ଏକ ଉଚିତ୍ ପଦକ୍ଷେପ କି ନିଜ ଜିଲ୍ଲା ର ଆଶାୟୀ ନିଜ ଜିଲ୍ଲା ରେ ପାଇବା । କାହାର କିଛି ସନ୍ଦେହ ଥିଲେ ମୋତେ ପଚାରି ପାରିବେ? ଧନ୍ୟବାଦ୍🙏
@adjustablevideo
@adjustablevideo 14 часов назад
Very good
@Hemrajsahu
@Hemrajsahu 4 часа назад
Absolutely right
@F56980
@F56980 День назад
କଂଗ୍ରେସ ଆଉ ବାଳଟା ବିଲୀନ ହୋଇଗଲାଣି
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@kirtisundar183
@kirtisundar183 5 часов назад
​@@kkgyanbhandar2857 ତମ ଜିଲ୍ଲା ର ପିଲା ସ୍କୁଲ ମାଟି ମଦିଲେନି ଶିକ୍ଷକ କେମିତି ହେବେ
@purnanayak5383
@purnanayak5383 День назад
ସେହିପରି ପଡି ରହିଥିବ, ଉନ୍ନତି ତମ ପାଇଁ ସପନ ହେଇଯିବ। ବ୍ୟକ୍ତିଗତ ମାନସିକତା କୁ ପରିବର୍ତ୍ତନ ଆବଶ୍ୟକ।
@jagdishbarik5811
@jagdishbarik5811 15 часов назад
😂Paribartana nijaku kare to nija anchala bisaya re chinta kare ama anchala bisaya re ame achu tension ne ni dhana soi pode
@sgahir...123
@sgahir...123 20 часов назад
ସଜାଗ ହୁଅ ଓଡ଼ିଶା ବାସୀ। ମୋର ବିନମ୍ର ଅନୁରୋଧ ସରକାରଙ୍କୁ ଯିଏ ଯିଏ ସେହି ଭଦ୍ର ମହିଳା ଙ୍କୁ badeibaku କହିଛନ୍ତି ସେହି ଅଭଦ୍ର ଲୋକଙ୍କୁ କୁହନ୍ତୁ ସେହି ଝିଅ କୁ କ୍ଷମା ମାଗିବେ ଆଉ ମିଡିଆ ରେ ମଧ୍ୟ କ୍ଷମା ମାଗିବେ।
@prasanjitekka6358
@prasanjitekka6358 День назад
ହାରାମି ମାନଙ୍କୁ ପୀଟ ନେତା ହୋଇଛଅନ୍ତି...
@sasmitaagasti5780
@sasmitaagasti5780 День назад
Imidiate action niajau police kn karuchanti
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@sasmitaagasti5780
@sasmitaagasti5780 День назад
What is the behaviour of congress party that u can't see..?
@CamronFinch
@CamronFinch 22 часа назад
To maa ku ପେଲୁଛନ୍ତି Pela sari ni
@jadumanimajhi3990
@jadumanimajhi3990 16 часов назад
​@@CamronFinchପୁରା ରାଇଟ କଥା କହିଲ 👍👍
@bikashranjanbehera9690
@bikashranjanbehera9690 День назад
ମୂର୍ଖ ଥିଲ ମୂର୍ଖାମି କରୁଛ ମୂର୍ଖ ହେଇକି ରହିବ 😂😂
@sgopalmedia9937
@sgopalmedia9937 День назад
ମୂର୍ଖ ହେଇକି ଓଛୁ ପାଇଁ କିଛି ବିରୋଧ କରୁନୁ
@bikashranjanbehera9690
@bikashranjanbehera9690 День назад
@@sgopalmedia9937 ବାୟା
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@sgopalmedia9937
@sgopalmedia9937 День назад
@@kkgyanbhandar2857 ସେମିତି କେତେ ଆଉ ସହିବୁ ଆମ ପିଲା ରାମ ନାମ ଜପିବେ କି
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@aswinikumarsahu3458
@aswinikumarsahu3458 22 часа назад
ନିଜ ଜିଲ୍ଲା ପିଲା ନିଜ ଜିଲ୍ଲାରେ ଚାକିରୀ ଦାବି ନବରଙ୍ଗପୁର ଆଦିବାସୀ ଭାଇଭଉଣୀ ମାନଙ୍କ ପ୍ରତି ଏକ ଷଡଯନ୍ତ୍ର .... ୧.ନବରଙ୍ଗପୁର ଜିଲ୍ଲା ଜନସଂଖ୍ୟା ରେ ଶତକଡା ୫୫.୭୯ ଜନସଂଖ୍ୟା ଆଦିବାସୀ ଯେତେବେଳେ କି ରାଜ୍ୟରେ ଆଦିବାସୀ ସଂରକ୍ଷଣ ୨୨.୫ ପ୍ରତିଶତ . ଏହି ଦାବି ଅନୁସାରେ ଯେତେବେଳେ ନବରଙ୍ଗପୁର ର ଆଦିବାସୀ ଭାଇ ଭଉଣୀଙ୍କୁ ନିଜ ଜିଲ୍ଲା ରେ ସୀମିତ ରଖିଦିୟ ଯିବ ଆପଣ ୫୫.୭୯ ପ୍ରତିଶତ ହେଇକି ବି କେବଳ ୨୨.୫ ପୋଷ୍ଟ ରେ ସୀମିତି ରହିଯିବେ ବଳକା ୬୧ ଶତକଡା (SC ଙ୍କୁ ଛାଡି ) ପୋଷ୍ଟ ,୩୦ ଭାଗ ଜନସଂଖ୍ୟା ଥିବା UR, SCBC ନେଇଯିବେ ୨. କିନ୍ତୁ ଉପକୂଳ ଜିଲାରେ ଆଦିବାସୀ ଜନସଂଖ୍ୟା ୨୦ ରୁ ୨୨ ପ୍ରତିଶତ ଏହି ଜିଲ୍ଲା ରେ ଯେଉଁ ୨୨.୫ ଶତକଡା ଆଦିବାସୀ ପୋଷ୍ଟ ଆସେ ସେଥିରେ ଏହି ଜିଲ୍ଲା ମାନଙ୍କରେ ଆଦିବାସୀ ଜନସଂଖ୍ୟା କମ ହେତୁ ନବରଙ୍ଗ ପୁର ଭଳି ଆଦିବାସୀ ବହୁଳ ଜିଲାର ଆଦିବାସୀ ପିଲା ମାନେ ଏଇ ପୋଷ୍ଟ ରେ ନିଯୁକ୍ତି ପାନ୍ତି ଏଣୁ ଥରେ ଚିନ୍ତା କରନ୍ତୁ ଆନ୍ଦୋଳନ କରୁଥିବା ଲୋକଙ୍କୁ ଥରେ ପଚାରନ୍ତୁ ଜିଲ୍ଲା ଭିତ୍ତିକ ହେଲେ ଆଦିବାସୀ ଭାଇଭଉଣୀ ଙ୍କୁ ଜନସଂଖ୍ୟା ଆଧାରରେ ସଂରକ୍ଷଣ ନିଜ ଜିଲ୍ଲା ରେ ଦେବେକି?
@anuchhayanaik879
@anuchhayanaik879 День назад
ଏଥି ପାଇଁ କଂଗ୍ରେସ ନେତାମାନେ ଦାୟୀ
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@selapatharparishad7723
@selapatharparishad7723 20 часов назад
ଭୁଲ କହୁଛ ହୋ ବାବୁ ପଶ୍ଚିମ ଓଡ଼ିଶାର ଲୋକ ଦାଦନ ଖଟିବେ ଆଉ ପୂର୍ବ ଓଡ଼ିଶାର ଏଠି ଚାକିରୀ କରିବେ ଏହା ଭଲ କି ହୋ ଚାମଚା ମାନଙ୍କ ଆଖିକୁ ଦିଶୁଚି ନାଁ ନାହିଁ
@adjustablevideo
@adjustablevideo 14 часов назад
Aru baki neta Mane ken tuin debe
@kirtisundar183
@kirtisundar183 5 часов назад
​@@selapatharparishad7723 ତମେତ ସ୍କୁଲ ମାଟି ମାଡ଼ିଲାନି ଶିକ୍ଷକ କେମିତି ହେବ
@amitakar948
@amitakar948 День назад
ଏସବୁ କରିବା ଭଲ ନୁହେଁ କଂଗ୍ରେସ ଆଉ ଆସିବନି
@bankimmeher5200
@bankimmeher5200 23 часа назад
South odisha re congress raaj chalichi, au agaku chali thiba
@amitakar948
@amitakar948 21 час назад
jou thi chalu chi chalu taa boli kan ei bhali heba
@durbashasahani4154
@durbashasahani4154 23 часа назад
ଭଲ ପଦକ୍ଷେପ 👍👍,,, ଏଥିପାଇଁ କନ୍ଧମାଳ ରେ ନୟାଗଡ, କଟକ ଓ ଗଞ୍ଜାମ ର ଓଡ଼ିଆ ଲୋକ ମାନେ ବେଶୀ ଚାକିରୀ କରୁଛନ୍ତି,,କିନ୍ତୁ ନିଜ ଜିଲ୍ଲାର ପିଲା ମାନେ କେରଳ, ତାମିଲନାଡୁ, ବାଙ୍ଗାଲୋର ଯାଉଛନ୍ତି,,,,, ସବୁ ଜାଗାରେ ଏମିତି ବିରୋଧ ହେବା ଦରକାର ଏବଂ ନିଜ ଜିଲ୍ଲାର ଭିତରେ ନିଜ ପାଇଁ ଚାକିରୀ କରିବା ଦରକାର 👍👍👍
@pradeepshub4076
@pradeepshub4076 День назад
କଂଗ୍ରେସ ର ରକ୍ତ ରେ ବୈମାନୀ ଭରି ରହିଛି
@ranjanjena2550
@ranjanjena2550 День назад
କଂଗ୍ରେସ ଦେଶ ଭାଙ୍ଗିବ ପାଇଁ ଚାହୁଁଛି ଏବଂ ରାଜ୍ୟ ମଧ୍ୟରେ ଜିଲ୍ଲା ଜିଲ୍ଲା ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ପାଇଁ ଚାହୁଁଛି
@AmrutDash
@AmrutDash День назад
କଂଗ୍ରେସ ରକ୍ତରେ ଡିଭାଇଡ ଏଣ୍ଡ ରୁଲ ହିଁ ‌ଖୁନ୍ଦିଖୁନ୍ଦି ଭରି ରହିଛି ଏହା ଇଂରେଜମାନଙ୍କ ଦାନ
@jayashscreativity5676
@jayashscreativity5676 День назад
Very unfortunate
@narayanimajhi6171
@narayanimajhi6171 День назад
70 year helani khali bhaguchi,, Congress nothile tome bhi janmo hoinithato,,,Polio pila houthato,,ate sikhito bhi hoinithato,,Nijo jilla pai ladhiba kicchi khorab nuhe
@ruralvideoes
@ruralvideoes День назад
​ତମ କହିବା ଠିକ୍ କିନ୍ତୁ ପିଲା ମାନଙ୍କୁ ମାଡ଼ ମାରିବା ଧମକ ଦେବା କେତେ ଦୂର ଠିକ୍। ସରକାର କୁ କୁହ।
@chinmayanayak5209
@chinmayanayak5209 День назад
Tanka neta ..jie london jaiki india birodh re kahuchi 😂 au tanka chamcha mane emiti
@hrudanandadash8283
@hrudanandadash8283 День назад
ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଦେଶ ଭିଭାଜନକାରୀ ଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁକରି ସରକାରୀ ନିୟୁକ୍ତି କୁ କାର୍ଯ୍ୟକାରି କରାଯାଉ, ସରକାର ତୁରନ୍ତ ଏ ପ୍ରକାର ଦମନଲିଳାକୁ ବେଆଇନି ଘୋସଣା କରି ଅପରାଧିଙ୍କୁ ଗିରଫ କରନ୍ତୁ, ଜୟ ଓଡିଶା
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@biharilalbarik4760
@biharilalbarik4760 День назад
ଓଡିଶା ଦୁଇ ଭାଗ ହେବା ନିହାତି ଜରୁରୀ
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@sansarsaramm
@sansarsaramm День назад
​@@kkgyanbhandar2857ତୁଇ କାଣା ମୂର୍ଖ ଟା କେଁ ରେ
@SaratNayak-v5w
@SaratNayak-v5w День назад
U should make collector , s.p D.E.O. B.D.O and other employees in ur district. Unless ur post willbe vacant
@abinash5324
@abinash5324 6 часов назад
It should be applicable to doctor too
@justentertainwithdeepaksah8224
ଏମାନଙ୍କୁ ଜୟରାଜ ଗୁରୁ ପରି କରିଦିଅ ତମ ଜିଲ୍ଲା ଆଗରୁ ସବୁ ଶୋଇଥିଲ ନା କ'ଣ
@karunakarbhatra9944
@karunakarbhatra9944 День назад
Sainotile bhai
@karunakarbhatra9944
@karunakarbhatra9944 День назад
Ame jadi Tama district re jaiki desia language re pato padaile tama pila bujibe ki kuo
@justentertainwithdeepaksah8224
@@karunakarbhatra9944 Bhai Nabrangpur pokeithili bhabithili pilanku bhlo podheibi but ai jou lokonkoro attitude dekhi laguchhi ai dist sobudino ai bholi pochhua hi thibo
@justentertainwithdeepaksah8224
Ai bholi byobohara pura nindaniya..
@padmanavdas2481
@padmanavdas2481 День назад
ମୋ ମତରେ ଯଦି ଏମିତି ହୁଏ , ଜିଲ୍ଲା ଜିଲ୍ଲା ଭିତରେ ଏମିତି ବିଶୃଙ୍ଖଳା ସୃଷ୍ଟି କରାଯାଏ ଆମ ପାରାଦୀପ ରେ ବିଭିନ୍ନ ଜିଲ୍ଲାର ଲୋକ ନିଯୁକ୍ତି ପାଉଛନ୍ତି,ଆମେ ବିରୋଧ କରୁନାହୁଁ, କଂଗ୍ରେସ ତା ହେଲେ କ'ଣ ଚାହୁଛି
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale....
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@kirtisundar183
@kirtisundar183 5 часов назад
​@@kkgyanbhandar2857ତତେ ମୁ ଅରେଷ୍ଟ କରିବି
@kirtisundar183
@kirtisundar183 5 часов назад
​@@kkgyanbhandar2857 ତୋ ଆଡ୍ରେସ କହ
@JogeswarMajhi-lt7hj
@JogeswarMajhi-lt7hj День назад
ଏମିତି ରେ ତ କଂଗ୍ରେସ ର ଗତି କୁଆଡ଼େ ଏମାନେ ଭଲ ଭାବେ ଜାଣନ୍ତି,,ଏମିତି ହେଲେ ତାଙ୍କ ଅସ୍ତିତ୍ବ କେମିତି ରହିବ,,ଭାବନ୍ତୁ
@MKC..
@MKC.. 22 часа назад
ଏଇଟା ବି ସତ କଥା କି ରାୟଗଡ଼ା, କନ୍ଧମାଳ, malkangiri, ଗଜପତି, କୋରାପୁଟ ନବରଙ୍ଗପୁର ଭୋଳି କେତୋଟି ଜିଲ୍ଲା ର ପିଲା ବୋହୁତ କମ୍ ସରକାରୀ ଚାକିରି ପାଉଛନ୍ତି। ତେଣୁ ମୋର ସରକାର ଙ୍କ ପାଇଁ ଗୋଟିଏ ଅନୁରୋଧ ରହିଲା କି ୭୦% ପ୍ରତିଶତ ଚାକିରି Distict ହିସାବ ରେ ନିଯୁକ୍ତି ଦେଇ ୩୦% State ହିସାବ ରେ ଦେଲେ ସବୁ ଜିଲ୍ଲା ର ପିଲା ର ମଙ୍ଗଳ ହେବ
@serviceuser6066
@serviceuser6066 21 час назад
Reservation boli gote jinisa already achhi ଭାଇ।ସରକାର କୋଳ ରେ ବସେଇକି ଚାକିରି ଦେଇଦେବ ନା କଣ । ପାଠ ପଢିବା ପାଇଁ କାହାକୁ ମନା ନାହିଁ । ଶିକ୍ଷିତ ବ୍ୟକ୍ତି ହେଇ ଏପରି ଚିନ୍ତା ଧାରା ମୁଣ୍ଡ କୁ କେମଟି ଆଣୁଛନ୍ତି ତାହା ମଧ୍ୟ ଆଶ୍ଚର୍ଯ୍ୟକର । ଆମ sir ଏତେ ବଡ ପ୍ରଫେସର ସେ ବି ତ କାହିଁ ଗଜପତି ଜିଲ୍ଲା ରୁ , ଏମିତି କି ମାଲକାନଗିରି ପିଲା ସାଙ୍ଗ ଆମର ଅଛନ୍ତି କେତେ ଭଲ ବି ପଢୁଛନ୍ତି । ଆପଣ ମାନେ ପାଠ ପଢ଼ିବେନି Govt job କୁ ଲୋଭ କଲେ ଲାଭ କଣ। ଏତେ competation ଭିତରେ ବହୁତ୍ ପଢ଼ିବାକୁ ହେବ ଆଜ୍ଞା ।
@adjustablevideo
@adjustablevideo 14 часов назад
​@@serviceuser6066sir aapana competition kathha kahuchhanti hele aapanaka bhali a duniya re bhala loka nahanti sir tike parisra Kari bujhhantu
@srsahoo1
@srsahoo1 День назад
Aama State re ka Law naahi? What doing the administration? Yemannku Maada abhab hauchi...... Maada darkar 🙏
@ranjankumarmohanta2003
@ranjankumarmohanta2003 День назад
ଏ କୁକୁର କୁଜି ନେତା ଗୁଡାକ ନାଁ ରେ FIR BOOK କର ... ଶଳା ତମର ଚଉଦ ପୁରୁଷରେ ଏମିତି କିଏ ENTRANCE QUALIFY କରି JOB ପାଇଥିଲା ନା ... QUALIFIED TEACHER ମାନଙ୍କୁ ସମ୍ମାନ ଦେଇ ଶିଖ ରେ ଚଣ୍ଡାଳ ମାନେ ... ତମ ବାପା ମାଆ ତମ ବଂଶ ରେ କ'ଣ ଏୟା ଶିକ୍ଷା ଦେଇଛନ୍ତି କି ରେ ଅପଦାର୍ଥ ମାନେ...
@DhaniramBhatra-ru5rk
@DhaniramBhatra-ru5rk День назад
ତମ ଜୀବ ମୋଡ଼ା ଭାଷା କୁ ଆମ କରାପୁଟ ଜିଲ୍ଲା ରେ ବୁଜି ପାରୁ ନାହାଁନ୍ତି ରେ ଶଲା labde
@princedevil4995
@princedevil4995 День назад
Sabu modi pakeiba ame janichu,kela pua pure katkia gandagola arambha karuna thare hele chaduna​@@DhaniramBhatra-ru5rk
@Mohan-uo8mt
@Mohan-uo8mt День назад
Tomo Cuttackia kuk. Manku kbk re entry nahin
@explorenbr7915
@explorenbr7915 День назад
ତମ ପୂର୍ବ ଓଡିଶା ଲୋକ ନିଜ କୁ ମହା ଜ୍ଞାନୀ ଭାବୁଛ ତମ ଜିଲା ପିଲା ସହିତ Competion କର ନବରଙ୍ଗପୁର ଆଶି ରେ BAP ଦେଖାଛ ସଲେ
@sumanta-w8c
@sumanta-w8c 23 часа назад
​@@Mohan-uo8mt kbk pila ku bi tume chhanuna be.
@himanshusekhar7918
@himanshusekhar7918 День назад
Govt. Must take straight action
@NIRANJANRout-bl6gk
@NIRANJANRout-bl6gk День назад
କଂଗ୍ରେସ ର ଗୁଣ୍ଡା ଗିରି ଚଳିବ ନାହିଁ, କଂଗ୍ରେସ ର ଜିହ୍ୱାଡି ମାନସିକତା
@Pratap9988
@Pratap9988 23 часа назад
ଆମ ଜିଲ୍ଲା ଆମ ପିଲା ଚାକିରୀ କରିବେ ତମେ କ'ଣ ପାଇଁ ଆମ ଜିଲ୍ଲାର ଚାକିରୀ କରିବ
@AkashCivilServicesPoint
@AkashCivilServicesPoint 19 часов назад
ପାଠ ପଢ଼ିଲେ ସିନା ଚ଼ାକିରି ପାଇବେ
@pravakarrout3616
@pravakarrout3616 День назад
ସରକାର ଏହାର ବିହିତ କାର୍ଯ୍ୟାନୁଷ୍ଠାନ କରନ୍ତୁ।
@kailashchandrajena8405
@kailashchandrajena8405 День назад
After some days some people will surely demand for appointment on block basis....laughable.
@anmayakumar1551
@anmayakumar1551 День назад
ପିଠି ଦୁଃଖ ଦେଉଛି
@pravashmallick9561
@pravashmallick9561 День назад
ମୂର୍କ ଲୋକମାନେ କେତେ Congress re achanti
@Jagannath3469
@Jagannath3469 День назад
ଧନ୍ୟ ତୁମ ମାନସିକତା ନୂତନ ଭାବେ ଆସିଥିବା ଶିକ୍ଷକ ଶିକଷୟିତ୍ରୀ ମାନଙ୍କୁ ଏଇ ଭଳି ସ୍ବାଗତ କରି ଉଦାହରଣ ସୃଷ୍ଟି କଲ l ଓଡ଼ିଶା ସରକାର ଏ ବିଷୟରେ ଚୁପ୍ ରହିବା ଲଜ୍ଜା ର ବିଷୟ ତୁରନ୍ତ ଅସାମାଜିକ ଲୋକଙ୍କୁ ଗିରଫ କରାଯାଇ ଉପଯୁକ୍ତ ନ୍ୟାୟ ଦିଆ ଯାଉ l
@bankimmeher5200
@bankimmeher5200 23 часа назад
Kichi ukhadi pari ba ni, au 4 din dekh kana hauche, j. Education minister depression ku gala ni.
@CamronFinch
@CamronFinch 21 час назад
To maa ku ପେଲା ଯାଉ
@kirtisundar183
@kirtisundar183 5 часов назад
​@@bankimmeher5200 ୧୦ମ ଫେଲ
@kirtisundar183
@kirtisundar183 5 часов назад
​@@bankimmeher5200 ଆରେଷ୍ଟ କରାଯିବ ତତେ
@sunilkalta9246
@sunilkalta9246 День назад
High court order achhi Ethra ta jemiti heu samaste paijibe Next phase jeunmane asa karichhanti vulijaantu 10 yr pare paiba pain ready thaantu
@banitasethi656
@banitasethi656 День назад
Right gote job baharile case upare case puni Rajaniti govt Kain au ete tension neba job bahara kale b problem na kale b problem
@basantajena3220
@basantajena3220 День назад
Congress re emiti abhadr leader achhanti chhi jie kahuchhi pitibu taku ago jail re purao
@banitasethi656
@banitasethi656 День назад
@@basantajena3220 Right sarkar ku parileni ta pila mananku hairan karuchanti
@basantajena3220
@basantajena3220 День назад
@@banitasethi656 Congress bela ku boycott karo all students
@adjustablevideo
@adjustablevideo 14 часов назад
Sir tama ghara loka ku pachara kemiti bada hei chha tame ,na bujhhi na suchhi kemiti kahuchha
@NilanchalaNaik-k5b
@NilanchalaNaik-k5b День назад
ସେ ମାନଙ୍କୁ ଆରେଷ୍ଟ କରିବା ଦରକାର
@koraputianona9837
@koraputianona9837 2 часа назад
ଏବେ ମୂର୍ଖ ମନେ Distice wise ଗ୍ରୁପ D ଆଉ ଗ୍ରୁପ C ପୋଷ୍ଟ କରାଗଲେ ତମକୁ କଣ problem ହଉଛି ବେ 👽ବରଂ ନିଜ ଜିଲ୍ଲା ପିଲା ମନେ ନିଜ ଜିଲ୍ଲା ରେ ପହିବେ ଆଉ kaynasi scame ki ପଇସା ଦୁହାର ଚାକିରି ବିକାଯିବ ନାଇଁ 🙏
@Jaysriram-us8cx
@Jaysriram-us8cx День назад
ଦେଶର ବଡ଼ ଶତ୍ରୁ ମୁସଲମାନ ତା ପରେ ଏମାନେ । ସବୁ କଂଗ୍ରେସର ସମ୍ପଦ ।
@skabid3686
@skabid3686 22 часа назад
U r the biggest enemy of India
@kamallochanrana3909
@kamallochanrana3909 День назад
ଏଭଳି ଯାତ୍ରା ପାର୍ଟି କୁଜି ନେତାଙ୍କ ପାଇଁ ରାଜ୍ୟରେ ବିଭିନ୍ନ ଜିଲ୍ଲାର ଅସ୍ଥିରତା ସୃଷ୍ଟି ହେବ... ଏହା ଦ୍ୱାରା ଏମାନଙ୍କ ଜିଲ୍ଲାର ପିଲାମାନେ ଯେଉଁମାନେ ଅନ୍ୟାନ୍ୟ ଜିଲ୍ଲାରେ ଯେଉଁ ବିଭାଗ ରେ କାର୍ଯ୍ୟ କରୁଥିବେ ସବୁ ସମସ୍ୟାରେ ପଡିବେ.... ତେଣୁ ଶାନ୍ତ ହେଇଯାଅ ଏଠି ସମସ୍ତେ ସମାନ......
@sampurnabharat699
@sampurnabharat699 День назад
କେନ୍ଦ୍ରୀୟ ନିଯୁକ୍ତି ଦିଆଯାଉ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ
@Indiangruop
@Indiangruop День назад
ଏ ଭଳିଆ ନେତା ପାଇଁ, ଆଜି ଓଡିଶା ଏତେ ତଳ କୁ ଖୋସିଛି, ଲାଜ ଲାଗୁନି ସୋସିଲ ମିଡ଼ିଆ ରେ ଏ ଭଳି reaction ଦଉଛ,, କଂଗ୍ରେସ କେବେ ହେଲେ ଓଡିଶା ଉନୀତି କରିପାରିବେ ନାହିଁ
@acharyauniversaltube7757
@acharyauniversaltube7757 День назад
ଆଜ୍ଞା ନମସ୍କାର। ଏଟା ତ ବିଲକୁଲ ଠିକ୍ ନୁହଁ। ସ୍କୁଲ ମାନଙ୍କରେ ଶିକ୍ଷକ ମାନଙ୍କର ନିଯୁକ୍ତି ବହୁତ ଶୀଘ୍ର ଦରକାର୍। ଏଥିରେ ପାତ୍ର ଅନ୍ତର କାହିଁକି ??????? ନିଯୁକ୍ତି ପାଇବା ପରେ ଚେଷ୍ଟା କରି ନିଜ ଜାଗାକୁ ଆସିପାରନ୍ତି। ଏମିତି ଦାଦାଗିରି ଠିକ୍ ନୁହଁ।
@sibarjunmistry5287
@sibarjunmistry5287 День назад
୧ମ ରୁ ୫ମ ସ୍ଥନୀୟମାତ୍ରୁ ଭାଷା ରେ ଶିକ୍ଷାର୍ଥୀ ଶିକ୍ଷାଲାଭ କଲେ ଗୁଣାତ୍ମକ ଶିକ୍ଷଣ ହବ ।
@nareshbehera6824
@nareshbehera6824 23 часа назад
ଭେରିଫିକେସନ ବେଳେ ମୋ ବେଳେ ବି ହୋଇଥିଲା । ଗୋଡାଇ ଲେ ଡକୁମେଣ୍ଟ କୁ ଚିରି ଦେଲେ ଲୋକକାଲ ଲୋକ । +2 scince verification. ott . ଐକ୍ଷମ୍ ନଥିଲାବେଳେ । 😢 । ଆମେମାନେ ଅସି ମେଡିକାଲ ପରିସରରେ ଲୁଚି ରହିଥିଲୁ , ଆଜି ମ 45 ହେଲାଣି ଧିକ ଏ ଜିବନକୁ ଧିକ ସେସମୟର ସରକାରୀ ବ୍ଯବସ୍ଥା । ଆଉ ,,,,,,,
@kumardeepak4402
@kumardeepak4402 День назад
ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ
@BapujiMLT
@BapujiMLT День назад
ମୁର୍ଖ ଗୁଡ଼ାକ କଣ କହିବେ ଶିକ୍ଷିତ ହେଇଥିଲେ ଶିକ୍ଷକ ର ମୂଲ୍ୟ ବୁଝି ଥାନ୍ତେ
@jagatgond2397
@jagatgond2397 День назад
ଏତେ ଶିକ୍ଷିତ ଯଦି ନିଜ ଜିଲ୍ଲାରେ ଚାକିରୀ କରି ଦେଖା
@PRAJNA-t8h
@PRAJNA-t8h День назад
Nabarangpur loko 1st behaviour sikhantu.... problem achhi ta jaun mane e duty re thile tanku atakeithanta....na ki chhua nku pitibaku kahithanta....sayad Nabarangpur only education re pachhua...dadagiri re aagua...​@@jagatgond2397
@Pkb1998
@Pkb1998 День назад
​@@jagatgond2397 tu ek number murkha. Tama jila re sikhita nahanti ki exam clear karibaku Murkha ,murkha hei rahibu
@frozenavatar913
@frozenavatar913 День назад
​@@jagatgond2397tu maagiha nija district kn jadi ghara ghara gaan gaan selection karajae Tora hebani .bujhi bokachoda
@sanujasahu4364
@sanujasahu4364 День назад
​@@jagatgond2397tu kahi karipariluni preference ta thila deluni
@Bijaya-d8h
@Bijaya-d8h День назад
ମିଡିଆ ନିୟୁଜ୍ଯୁ ଚାନେଲେ୍ ବର୍ତ୍ତମାନ ଓଡିଶା ର ଦଲାଲ୍ ସୁର ରାଉତରାୟ କୁ ପଚାର ନ୍ତୁ ସେ ତ ସବୁବେଳେ କହି ହେଉଛି ମୁଁ କଂଗ୍ରେସ ର ନେତା ଏହାର ଉତ୍ତର ଦେବ
@munakumar1559
@munakumar1559 День назад
ଏ ମାନଙ୍କ ବିରୁଧ ରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ଶିକ୍ଷକ ମାନଙ୍କୁ ସୁରକ୍ଷା ଦିଆଯାଉ
@bikashrout3807
@bikashrout3807 День назад
Congress ଗୋଟେ ଘର ଭଙ୍ଗା ଦଳ ....
@dipun8599
@dipun8599 День назад
କଂଗ୍ରେସ ବିଜେଡି hatao Bharat banchao
@Bijaya-d8h
@Bijaya-d8h День назад
ଏ ଜାରଜ ସନ୍ତାନ ଦେଶଦ୍ରୋହୀ ତାମାନେ ଏମାନେ କଣ ଚାହୁଁଛନ୍ତି ଓଡ଼ିଶା ର ପିଲା ଓଡିଶା ରେ ହିଁ ଚାକିରୀ ପାଇବେ ନାହିଁ ତ କଣ ଓଡିଶା ବାହାରେ ଚାକିରୀ ପାଇବେ କଣ କରିବେ ଦିର୍ଘ ୨୫ ବର୍ଷ ହେଇଗଲା ସବୁ ଚାଲିଗଲା ପାଗଳ ପରି ହେଲେଣି ଟଙ୍କା ପଇସା କିଛି ପାଖକୁ ଆସିଲା ନାହିଁ ଏକହରିକିଆ ହେଇଗଲେ ବର୍ତ୍ତମାନ କାମ୍ବୁଡିବା ଆରମ୍ଭ କରିଲେଣି ତା ପାଇଁ ମଧ୍ଯ ଓୌଷଧ ତିଆରି ହେବ ଜେଦି ଓଡିଶା ଭିତରେ ପାତର ଅନ୍ତର କରିବେ ତାହାଲେ ଓଡ଼ିଶା ସରକାର ବୁଝନ୍ତୁ
@sameerkumar6114
@sameerkumar6114 День назад
Root level ru step neba darkar , appointment pare jaeki emiti teacher mananku threatening Kariba thik nuha,emiti hele tm area ra jo mane job karuthibe anya dist re semane problem face karibe.sabu jinisa kichi rule regulations re heuchi emiti anpadh gawar bhali asi hele emananka against re action heba darkar
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@sssodiachannel6318
@sssodiachannel6318 22 часа назад
​@@kkgyanbhandar2857tume kan janiparuna ki koshala pila bi aame feriki asichhu Nabarangpura ru
@sashmitacreation4326
@sashmitacreation4326 День назад
ଅମଣିଷ ମାନେ ଏମାନେ.. ଏମାନଙ୍କ ଜିଲ୍ଲାରେ ନିଜେ ଏମାନେ ପଢ଼େଇଲେ. ଆଗକୁ ପିଲାମାନେ ଏମିତି ଗୁଣ୍ଡା ହେଇ ବାହାରିବେ
@thestar7394
@thestar7394 День назад
Congress emiti karuchi agaku congress ku juba sakti lop karidebi
@pradeeppanigrahi3335
@pradeeppanigrahi3335 День назад
ଲୋକାଲ ଆଡମିନିଷ୍ଟ୍ରସନ, ଲୋକାଲ ପୋଲିସ କଅଣ କରୁଛି? ଏମାନନକୁ ଜେଲ ପଠାଯାଉ.
@alltype5070
@alltype5070 День назад
Dekhuchi..se video..dekhuna..😂😂😂
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@alltype5070
@alltype5070 День назад
@@kkgyanbhandar2857 au epate paschima odisha ra pila job karunahanti..ki??
@kkgyanbhandar2857
@kkgyanbhandar2857 День назад
@@alltype5070 karuchhanti.. Hele bahut Kam.. Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@alltype5070
@alltype5070 23 часа назад
@@kkgyanbhandar2857 odisha ta chari bhaga bodhe ...alpa nuha .. education ku neiki job ,.na purba na pachisma..
@indianfoodlovers7514
@indianfoodlovers7514 День назад
କଂଗ୍ରେସ ମୁକ୍ତ ଭାରତ
@kkgyanbhandar2857
@kkgyanbhandar2857 День назад
Emiti hele paschim Odisha ra pila mane besi benefit paebe... Aau katkia mane fasi gale.... Well done by Congress party...
@kkgyanbhandar2857
@kkgyanbhandar2857 День назад
Emiti re jadi kandi pakeilani.. Aau Jadi real re jadi sabu katkia mananku paschim Odisha ru bida Kara jiba aau Kosala rajya Kara gale Tamar avasta kana haba ethi ru jana paduchhi
@Viratking72
@Viratking72 День назад
Mind your language.. district cadres posts.. district wise selected 💪
@RameshBehera-cx7dp
@RameshBehera-cx7dp День назад
​@@kkgyanbhandar2857kichhi labha hebani. Jadi b.ed ki Ct karichha tahele emti comments dei no thanta.😂😂😂
@kirtisundar183
@kirtisundar183 5 часов назад
​@@Viratking72 ୧୦ମ ଫେଲ୍
@madhabdash985
@madhabdash985 День назад
ବହୁତ ଲଜ୍ଜା ଏମାନଙ୍କୁ କଣ କରାଜିବ ଛିଛି
@manojkumarprusty943
@manojkumarprusty943 День назад
Tame maghia koraput asa bhubaneswar tama katha bujha haba maghia asiki job karucha kemiti bhubaneswar re
@mr.Lalitnarayan1989
@mr.Lalitnarayan1989 День назад
Badeiki Bida kara ebe
@Mohan-uo8mt
@Mohan-uo8mt День назад
Tomo maghia Cuttackia mane kbk ru bidha hebo 20k post khali hebo, ebe tu bhabinio pasichmachal ru bidha hele tomo abostha kukuro tu hino heijobo
@sarbeswarpallai4051
@sarbeswarpallai4051 День назад
E ଗୁଡ଼ାଙ୍କୁ turanta arrest kara jau
@Feelreaction9.9
@Feelreaction9.9 День назад
rahul gandhi au sani gandhi tumar neta chhua gudaku dekhuchha ta kerakam District district madhyare batara anatara kari hinsa karuchant ,,agudaku tumar party ru bahar kara ho nahle agami dinare Rahul ro PM habar swapna ta swapna re rahijibo,,tumar party chua ga ta prati jilla jilla re gute gute PM tiari karibe
@sasanksekharaswain9208
@sasanksekharaswain9208 День назад
ଏମାନେ ଶିକ୍ଷକ ନା ଗୁଣ୍ଡା
@sibarjunmistry5287
@sibarjunmistry5287 День назад
ଖାଲି କଂଗ୍ରେସ ନୁହେଁ ଏଥିରେ ନବରଙ୍ଗପୁରର ଶିକ୍ଷିତ ବେକାରୀ ମଧ୍ୟ ସାମିଲ ଅଛନ୍ତି
@kumartanmaya9049
@kumartanmaya9049 20 часов назад
ଶିକ୍ଷିତ ନା ବାଳ
@satyabratasethi444
@satyabratasethi444 День назад
Govt administration kn pai emti unsocial loka nku allow karuchi official kama ku 🤬 eita direct gunda giri,
@purnachandrabiswal1159
@purnachandrabiswal1159 21 час назад
State selected hela thik. ଭଲ ମେରିଟ ପିଲା job ପାଉ. ଏମାନେ ଗୋଣ୍ଡା ଏମାନଂକୁ ଜେଲ ଭତ୍ତିକରିଦିଅ. ଯେମିତ non bell
@adjustablevideo
@adjustablevideo 14 часов назад
Ba tame to giyani aaru mahapurus
@SwagatikaMohanty-bp5sb
@SwagatikaMohanty-bp5sb День назад
ତା ହେଲେ କୋରାପୁଟିଆ ଆଉ ବାହାର ଜିଲ୍ଲାକୁ ଗଲେ କଣ କରାଯିବ
@Mohan-uo8mt
@Mohan-uo8mt День назад
Tome koriki dekho, aame b kbk ru bidha karibu 20k post khali hebo aau aamo area pila paibe
@adjustablevideo
@adjustablevideo 14 часов назад
Aapana mahanty kichhi na bujhhi na suchhi kichhi kuhanty Dhanya bad......
@parchitmajhi5241
@parchitmajhi5241 День назад
KBK District re sabu kshetrare reservation dio
@AshokKumarBhoi-g3t
@AshokKumarBhoi-g3t День назад
Thik karichhan. Jay odisha Congress. Hatao Hatao Gilla viktikka chakiri Kalahandi re be heba.
@adjustablevideo
@adjustablevideo 13 часов назад
Very good bhoi babu
@snehalatarath6659
@snehalatarath6659 23 часа назад
CONGRESS 100% RIGHT LOKAL BEROJGARI A.P AUR BIHAR JAYENGE KAY 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@banamalishial3002
@banamalishial3002 23 часа назад
Cangrass ଔଷଧ ରାଗରେ ତାଟିଆ କମୁଡ଼ୁଚି ଏଥିପାଇଁ କାଂଗ୍ରେସ ଆଜି ରସାତଳକୁ ଗଲାଣି
@ratnakarsahoo1461
@ratnakarsahoo1461 День назад
Sethipai ame kahuchu congress mukt bharat heba darkar,nija party ra main leader italy,sasu ra swami firoz khan,jhia priyanka khristian raboot badra sahita vivah karichi au katha uthuchi je pua pappu kou bidesiniki vivah kari sarichi sebhali akhada thiba party ku vote na support totally desharu bahar kari deba darkar
@VishalBhagat-mz8kl
@VishalBhagat-mz8kl День назад
How do they become leaders... This practice is not appreciable
@yellowarmy1083
@yellowarmy1083 23 часа назад
ଶିକ୍ଷା ବାଣ୍ଟିଲେ ବଢେ । ଯଦି କକ୍ଷମାଳ ର ପିଲା କନ୍ଧମାଳ ରେ ପାଇବେ ତାହେଲେ ଶିକ୍ଷାର ଉନ୍ନତି କରଣ ସମ୍ଭବ ତ?
@CamronFinch
@CamronFinch 21 час назад
To maa ra ବୀଆ heba
@gopinathpatra5059
@gopinathpatra5059 23 часа назад
ଯାହା କହିବାର ଅଛି ,ସରକାର ଙ୍କୁ କହନ୍ତୁ।ପିଲାଙ୍କୁ ନୁହେଁ। selection process change କରିବା ପାଇଁ।
@breakerff4427
@breakerff4427 День назад
Sabu bhul CM nka ...se kn pain chup achhanty...Tanka chup au niraba samarthan nuhen ta....
@premanandanath1327
@premanandanath1327 20 часов назад
Ea ହଉଛନ୍ତି ଢିଅ କୁକୁର ସାହାସ ଅଛି ଯଦି nabarangapur ରୁ ବାହାରକୁ ଆସେ ଫଡିନଦେବେ ତୋତେ
@Girija_Prasad
@Girija_Prasad День назад
ତାକୁ arrest କରି Bhubaneswar Jharpada jail କୁ ଅଣାଯାଉ,
@jagannathkhillo6090
@jagannathkhillo6090 19 часов назад
ଆମ ହକ୍ ଆମ କୁ ଦିୟ,, ଜିଲ୍ଲା ଭିତ୍ତିକ ନିଯୁତି ଆମର ଦାବୀ,jai Koraput
@sarojde9808
@sarojde9808 17 часов назад
ଭୁବନେଶ୍ୱର ତୁମ କୋରାପୁଟ ଜିଲ୍ଲା ପିଲା ଆସିଲେ ଖୋର୍ଦ୍ଧା ପିଲା ପିଟିବେ ....ସମ୍ଭାଳି ପାରିବ ତ?
@OnlyComment77
@OnlyComment77 День назад
ସବୁ କଥା ଠିକ୍ ଯେ.... କିନ୍ତୁ ସରକାର କାହିଁକି ଅଲଗା ଜିଲ୍ଲା ପରି ନବରଙ୍ଗପୁର ରେ ଶିକ୍ଷା ର ସୁବିଧା କରୁନାହାନ୍ତି ....ସେଇଠି ରହିକି ପାଟିରେ କହିଦେଲେ ହେବନି ଥରେ ନବରଙ୍ଗପୁର ରେ ଥରେ ବୁଲିବାକୁ ଆସ ନବରଙ୍ଗପୁର ଜିଲ୍ଲା ରେ ଶିକ୍ଷା ର ସୁବିଧା ନାହିଁ ଏହି କଥା ଅଲଗା ଜିଲ୍ଲା ର ଶିକ୍ଷକ ମାନେ ନିଜେ କହୁଛନ୍ତି । ବାହାର ଜିଲ୍ଲା ର ଲୋକ କେମିତି ଜାଣିବେ । ମୁଁ ଦିନେ college ଯାଇଥିଲି ମୋତେ ନିଜେ କହିଲା ଯେ ଏ college re ପଢ଼ିବା ପାଇଁ କାହିଁକି ଆସିଛ UNIVERSITY re ଯାଉନ ସେମାନେ ଚାହୁଁ ନାହାନ୍ତି ଏ ଅଞ୍ଚଳ ର ପିଲା ଭଲ ପାଠ ପଢନ୍ତୁ ବଲି । ସରକାର ଆଜି ଯାଏଁ ନବରଙ୍ଗପୁର ରେ B.ED college କରି ପାରିନାହାଁନ୍ତି ...ବୁଝି ପାରୁଥିବ କିଏ କରୁଛି ପାତରଅନ୍ତର ନବରଙ୍ଗପୁର ଲୋକ ନା ସରକାର... ଯଦି ସରକାର ଚାହୁଁ ନାହାନ୍ତି ନବରଙ୍ଗପୁର ର ପିଲାମାନେ ଭଲ ପାଠ ପଢନ୍ତୁ ତେବେ କାହିଁକି ବାହାର ଜିଲ୍ଲା ର ଶିକ୍ଷକ ଆମ ଜିଲ୍ଲା ରେ ଆସିବେ
@everything4u126
@everything4u126 23 часа назад
Bed college ta ama district re v nai.but kana ame candidate manaknku misbehave ta karu nahun
@subashdurua5707
@subashdurua5707 16 часов назад
Malkangiri ରେ B.ed College kariki 10 year helani kichi nai
@kailashbhoi1319
@kailashbhoi1319 День назад
କଟକ ବିଧାୟିକା ମିଡିଆରେ ବହୁତ ଉଛୁଳି କହେ ଏ,crngres ,ଦେଶ ଭାଗକରିପାରିଳାନାହି ଓଡିଶା କୁ। ଆଖି cangers କୁ କାଠ ଗଡାକୁଟଣାଯାଉ
@tapannaik1328
@tapannaik1328 День назад
Jie pitibe boli kahuchhi taku immediate pilunish karajau
@kailashbhoi1319
@kailashbhoi1319 День назад
ଆମେ ଓଡିଆ ଓଡିଶାର ଜିଳ୍ଳାକଥା ଉଠେଇବାନାହି crangres ବାଳେକୁଯୋତାମାଳ ପିଦ୍ଦେଇ ପାକିସ୍ଥାନପଠାଯାଉ , ଯକୋଣସି ଳୋକ ପାଠର ମାନ ଆକାରେଚାକିରି। କରି ପାରିବ
@Mkgroyalffgamer
@Mkgroyalffgamer 23 часа назад
ଯେମିତି କିଛି ଦିନ ପରେ west bengal ଓ ଓଡ଼ିଶା ମଧ୍ୟରେ ପାଟକ ସାଜିଥିଲା ଏବେ ଏହି ଦଲାଲି ମାନଙ୍କ ପାଇଁ ଏବେ ଜିଲ୍ଲା ଜିଲ୍ଲା ମଧ୍ୟରେ ପାଟକ ସୃଷ୍ଟି ହେବ
@SipanPradha
@SipanPradha День назад
mohanamajhi sir kuade gala
Далее
Ответы Мэил Ру
01:00
Просмотров 1,4 млн
Spoken English class -1
15:48
Просмотров 4 тыс.