Тёмный

ସୁଧାଂଶୁ@8: କେତେ ଜୋରରେ କାନ୍ଦୁଛନ୍ତି ପ୍ରମିଳା ଓ ଲେଖାଶ୍ରୀ 

Focus Plus
Подписаться 163 тыс.
Просмотров 334 тыс.
50% 1

@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Опубликовано:

 

3 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,5 тыс.   
@user-cr7hp2fl4i
@user-cr7hp2fl4i Месяц назад
ଆପଣଙ୍କ କଥା କୁ ମୁ ସଂପୂର୍ଣ୍ଣ ସମର୍ଥନ କରୁଛି ଏପରି ଯୁବକ ଆଜି ଓଡ଼ିଶା ପାଇଁ ଦରକାର
@Royalking75912
@Royalking75912 Месяц назад
ଏ ପେଲେଇ ପୁଅ ...ଯାତ୍ରା ପାର୍ଟ କରିବ ବୋଲି ମିଛ କହି ପଇସା ହରିଲୁଟ କରିଥିଲା....ଭିତରେ ରହିଥିଲା ଭୁଲି ଯାଇଛ କି
@NandakiswarMallick
@NandakiswarMallick Месяц назад
ସୁଧାଂଶୁ ବାବୁ ଧନ୍ଯବାଦ
@PravashkumarSahoo-ey4qm
@PravashkumarSahoo-ey4qm Месяц назад
Excellent news.thanks
@kuanramajhi1872
@kuanramajhi1872 Месяц назад
Thank you sir ❤❤❤
@amagiha1046
@amagiha1046 Месяц назад
Mo kukuro Banda khaibo sudhansu
@dhananjaysahoo4579
@dhananjaysahoo4579 Месяц назад
​@@amagiha1046ତମେ ଖାଅ ଭାଇ,ତମ କୁକୁର ଜିନିଷ ତମକୁ ମଧୁର ଲାଗିବ।
@BasantMohapatra-jh6vw
@BasantMohapatra-jh6vw Месяц назад
ସଠିକ ତଥ୍ୟ ପାଇଁ ସୁଧାଂଶୁ ବାବୁଙ୍କୁ ବହୁତ ଧନ୍ୟବାଦ
@AbhinKerketta-sh6xr
@AbhinKerketta-sh6xr Месяц назад
ଓହୋଃ କି ମାଡ଼ ରେ ବାବା ସୁଧାଂଶୁ @8 କୁ ବହୁତ ବହୁତ ଧନ୍ୟବାଦ ପ୍ରଥମ ଦାୟୀ ପ୍ରମିଲା ମଲ୍ଲିକ 👍👍
@brajakishorepadhi4022
@brajakishorepadhi4022 Месяц назад
ଏକଦମ୍ ଠିକ୍ କଥା, ସୁଧାଂସୁ ବାବୁ । ବୁଢୀ ଅସୁରୁଣୀ ପ୍ରମିଳା କୁ ପେଡି ଥିବାରୁ। 🙏
@akashlenka3213
@akashlenka3213 Месяц назад
ST SC ଆଇନ ରେ ସୁଧାଂଶୁ ଭାଇ କୁ ଫସେଇ ଦେବ ୟେ ମଲ୍ଲିକ😂😂😂
@brajakishorepadhi4022
@brajakishorepadhi4022 Месяц назад
@@akashlenka3213 ଭିଜୁଆଲ୍ ରେ କୁଆଡେ ନାହିଁ ଜାତି ବାବଦରେ। ସୁଧାଂଶୁ ବାହୁ କଂର କହିବା। କିଛି ବି ହେବନି।
@PRAMODBEHERA-il2mr
@PRAMODBEHERA-il2mr Месяц назад
​@@akashlenka3213😅
@manojsahu2039
@manojsahu2039 Месяц назад
ସାବାସ ସୁଧାଂଶୁ ବାବୁ , କହିଲେ ପଦେ
@sudhansusekharmaharana3566
@sudhansusekharmaharana3566 Месяц назад
ଭାଇ ଙ୍କୁ କୋଟି କୋଟି ଧନ୍ୟବାଦ. ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିବାରୁ.
@prakashmaharana7850
@prakashmaharana7850 Месяц назад
ମିଛ କହିବା ଲୁଟିକି ଖାଇବାରେ ମାଡାମ ପୂରା ମାହିର ଧନ୍ୟବାଦ ଫୋକସ ପ୍ଲସ ଶୁଧାଁଶୁ ଭାଇ 🙏
@SantanuDalai-xe2xq
@SantanuDalai-xe2xq Месяц назад
ପ୍ରମିଳା ମଲିକ ପୂର୍ବତନ ବିଧାୟକ ସରକାର ଥିଲା ତେବେ ଡାଲି ସବୁ ଘୋଟଲା ଥିଲା ଏବେ କଣ କହୁଅଛ
@Cookinginreal
@Cookinginreal Месяц назад
BJD samayare ete durniti heichi. Sata kahile problem kn...
@girijasankar8548
@girijasankar8548 Месяц назад
Taku Cancer heichi😂😂😂 sabu dali anda bahariba seithi
@liteshkumar2496
@liteshkumar2496 Месяц назад
Cbi enquiry heba uchit
@bhaktaprasadanayak6760
@bhaktaprasadanayak6760 Месяц назад
Pelei pua au kebe kahiba re
@bibhutibhusanbehera5147
@bibhutibhusanbehera5147 Месяц назад
ବିଜେଡି ସରକାର ଶାସନ କାଳରେ ବୋହୁତ ଦୁର୍ନୀତି ହୋଇଛି ଏମାନଙ୍କ ଉପରେ କତିନ କାର୍ଯାନୁଷ୍ଠାନ ଜାରି ହେଉ
@amagiha1046
@amagiha1046 Месяц назад
To vauniku gehuchi
@bibhutibhusanbehera5147
@bibhutibhusanbehera5147 Месяц назад
@@amagiha1046 ତ ମାଆ, ଭଉଣୀ ମାନଙ୍କୁ boby, pandian genhuthile mg
@bibhutibhusanbehera5147
@bibhutibhusanbehera5147 Месяц назад
​@@amagiha1046Tu kiabe mg pandian ra chamcha
@lalpatimohanta571
@lalpatimohanta571 Месяц назад
ସୁଧାଂଶୁ ବାବୁ ଙ୍କୁ ବହୁତ୍ ବହୁତ ଧନ୍ୟବାଦ ।
@SurendraSingh-pr4jn
@SurendraSingh-pr4jn Месяц назад
ଭାଇ ତୁମୋ news ରେ ସତ୍ୟ ରହୁଛି..... ମତେ ଖୁସିଲାଗେ ତୁମୋ news😘😘😘😘😘
@SWAINSAMIRRANJAN
@SWAINSAMIRRANJAN Месяц назад
ସୁଧାଂଶୁ ବାବୁ BJD ର ଦୁଇ ବେଲଜ୍ୟାଣୀ ଙ୍କ କଥା ନକହିବା ବହୁତ ଭଲ।
@sudhanshudas9574
@sudhanshudas9574 Месяц назад
Thik kahichanti
@UVfucooFChcij
@UVfucooFChcij Месяц назад
Ha Ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha
@bimbadharjena1572
@bimbadharjena1572 Месяц назад
ପ୍ରମିଳା ମଲ୍ଲିକ ତୋ ମୁହଁକୁ ଟିକେ ହେଲେ ଲଜ୍ଜା ଥାନ୍ତା। ନିର୍ଲଜି ମୁହଁ ଉପରେ କଳା କପଡା ବାନ୍ଧି ନବୀନ ପଟ୍ଟନାୟକ ପାଖରେ ଶୋଇ ପଡ଼ ।
@user-bd3me5cj2q
@user-bd3me5cj2q Месяц назад
​@@bimbadharjena1572taku laja nahi
@SurendrarautSurendraraut-uf1th
@SurendrarautSurendraraut-uf1th Месяц назад
25 ବର୍ଷରେ ନିଦ ଭାଙ୍ଗିଲା ବିଜେଡି ବାଲାଙ୍କ ନିର୍ବାଚନ ସମୟରେ ଏବଂ ଏହି ରୁତୁରେ ପ୍ରତି ବର୍ଷ ପରିବା ଦର ବଢେ
@samiracharya1455
@samiracharya1455 Месяц назад
Hmm bhai pura thik
@raghunathchandan5840
@raghunathchandan5840 Месяц назад
, ନିଷ୍କତ ଭାଇ
@sashikantasdey7850
@sashikantasdey7850 Месяц назад
ସୁଧାଂଶୁ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏
@ejitapradhan3186
@ejitapradhan3186 Месяц назад
ଧନ୍ୟବାଦ sir ସୁଧାଂଶୁ @ ଚେନେଲ କୁ
@RamachandraPradhan-gl5df
@RamachandraPradhan-gl5df Месяц назад
କଳା ଧନ ରୋଜଗାର କମିଗଲା ତେଣୁ କାନ୍ଦୁଛନ୍ତି
@BhagaNaik-fr1mh
@BhagaNaik-fr1mh Месяц назад
ପ୍ରମିଳା ମଲ୍ଲିକ ଡାଲି ଚୋର କରି ପାରିକି ନାହିଁ ସେଥିପାଇଁ କାନ୍ଦୁଛନ୍ତି
@shakaharipruthivi8696
@shakaharipruthivi8696 Месяц назад
ଯା ହେଉ ଓଡ଼ିଆ ଲୋକ ଏବେ ବି ବଞ୍ଚିଛନ୍ତି। ସତ କଥା କୁ ମିଡିଆ ରେ ପ୍ରକାଶ ଖୋଲା ଖୋଲି ଭାବରେ କହୁଛନ୍ତି। ଧନ୍ୟବାଦ୍ ସୁଧାଂଶୁ ବାବୁ। ପ୍ରଭୁ ଜଗନ୍ନାଥ କଳ୍କୀ ଆପଣଙ୍କୁ ସର୍ବଦା ସହାୟ ହୁଅନ୍ତୁ। କାରଣ ଆସୁରିକ ଶାସକ ଓ ଶାସନ ଓଡ଼ିଶା କୁ ନଷ୍ଟ କରି ସାରିଛି। ଏବର ସରକାର ଚେଷ୍ଟା କରିବ ବୋଲି ପ୍ରଭୁ ଜଗନ୍ନାଥଙ୍କ କୃପା ହୋଇଛି। କୃଷି କ୍ଷେତ୍ର ରେ ମାଙ୍କଡ ସମସ୍ୟା ଏତେ ଭୟଙ୍କର ଯେ ତାକୁ ସମାଧାନ ନ କଲେ ଏମିତି ହିଁ ହେବ। ଜଣେ ନିଜ ବାଡ଼ିରେ ଆମୂତ ଭଣ୍ଡା, ଶାଗ, ପନିପରିବା, କଦଳୀ, ଡାଲି ଜାତୀୟ ଶସ୍ୟ ବି ଚାହିଁଲେ କରି ପାରିବ। ଯଦି ମାଙ୍କଡ ମାନଙ୍କର ସମସ୍ୟା ସରକାର ସମାଧାନ କରେ। ଆମର ନିଜର ଛୋଟ ଘରୋଇ ଫାର୍ମ ଅଛି। ଜୈବିକ ଉପାୟ ରେ ଗଛରେ ଫଳ ହେଉଛି। ନା ସାର ନା ଔଷଧ ଅଛି। କୁଣ୍ଡ, ଜରି ଅଖା ରେ ଲଙ୍କା,ଫୁଲ, ହୋଇ ପାରିବ। ପ୍ରତି ଲୋକ ଯଦି କିଛି ବି ଲଗାଇବ ଅଭାବ ରହିବ ନାହିଁ। କେବଳ ଗୋଟେ ମାନସିକତା ଓ ପ୍ରତିକୂଳ ସମସ୍ୟା ର ସମାଧାନ ଦରକାର।
@RabindraPuhan-ui4pm
@RabindraPuhan-ui4pm Месяц назад
ସୁଧାଂଶୁ ବାବୁ ଧନ୍ୟବାଦ୍, ଆପଣଙ୍କ ଏ, ଭଳି, ବାର୍ତ୍ତା ଲୋକ ଲୋଚନକୁ ଆଣୁଥିବା ରୁ
@manoranjanpanda5536
@manoranjanpanda5536 Месяц назад
ସୁଧାଂଶୁ ଵାଵୁ ଠିକ୍ କଥା କହୁଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ, ଜୟ ଜଗନ୍ନାଥ,
@Odishapolutaryfarming2020
@Odishapolutaryfarming2020 Месяц назад
ଆପଣଙ୍କ news ବର୍ତ୍ତମାନ super
@ghasiramdalapati523
@ghasiramdalapati523 28 дней назад
ଠିକ୍ କଥା,ସେମାନେ 25 ବର୍ଷରେ କୋଉଠି ସୋଇଥିଲେ,ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
@bhagabatsahoo3066
@bhagabatsahoo3066 6 дней назад
ବହୁତ ବହୁତ୍ ଧନ୍ୟବାଦ ଆପଣ ଙ୍କୁ। 194 left out elagebule high school ଅନୁଦାନ ଦେଇ ନାହାଁନ୍ତି 2015 ଠାରୁ ଏମାନେ ଗୋଟିଏ ଟଙ୍କା ପାଉ ନାହାଁନ୍ତି। ପ୍ରମିଳା ମାଲିକ୍ ବାବିଦାସ ଦେଖା ଯାଉ ନାହି ଆଜ୍ଞା
@manojdikshit1308
@manojdikshit1308 Месяц назад
CBI ରେଡ୍ କରାଯାଉ
@bharatchandrabarik5921
@bharatchandrabarik5921 Месяц назад
ସୁଧାଂଶୁ ବାବୁ ଅନେକ ଅନେକ ଶୁଭେଚ୍ଛା ଆପଣଙ୍କର ତଥ୍ୟ ଭିତିକ ଖବର ପାଇଁ
@manojkumarratha7922
@manojkumarratha7922 Месяц назад
Salute to your dareness and openness. It's the high time in our state to have reporters like you.
@arjunpradhan5615
@arjunpradhan5615 18 дней назад
ବହୁତ୍ ବହୁତ୍ ଧନ୍ୟବାଦ୍ ସୁଧାଂଶୁ ବାବୁ ।
@sanjaykumardas334
@sanjaykumardas334 Месяц назад
ପ୍ରମିଳା ର କଡ଼ ଆଉ ଫୁଟିବ ନାଇଁ
@user-rt7ic2xi5b
@user-rt7ic2xi5b 10 дней назад
Hair Colour Kahichhanti pramila Maddam
@sijannayak4407
@sijannayak4407 Месяц назад
ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ମ୍ୟାଡମ ମିଛରେ ଭାଲେଇ ଦେଖେଇହେଉଛନ୍ତି ଏ ମା ନଙ୍କ ମୁଁହ କୁ ଲଜ୍ଜ୍ୟା ନାଇ ଛି ଛି ଛି
@Richo047
@Richo047 Месяц назад
Khali Lekhashri nakahi Lekhashri Madam yete respect kahiki yemanaku doucha.
@rabinarayandehury5644
@rabinarayandehury5644 Месяц назад
ସୁଧାଂଶୁ ଭାଇ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ
@pradiptabiswal9247
@pradiptabiswal9247 Месяц назад
ଭାଇ ମରମ କଥାକହୁଛ‌ ‌ । ଧନ୍ୟବାଦ ସାମ୍ବାଦିକ ଭାଇ
@bnmcreations4670
@bnmcreations4670 Месяц назад
ମାଡାମ ଘରେ ଘରେ ପରିଚିତ ଡାଲି ମାଡାମ ନାଁ ରେ
@sarbeswardash2
@sarbeswardash2 Месяц назад
ଅତ୍ୟଧିକ ଡାଲି ଖାଇଲେ ବାଳ ଦିନକୁ ଦିନ ଘନ କଳା ରଙ୍ଗ ରେ ପରିଣତ ହେଇଯାଏ ବୋଲି ପ୍ରମାଣ ମିଳିଲା 😂
@Stutee24
@Stutee24 Месяц назад
😂😂😂😂
@manojfine7386
@manojfine7386 Месяц назад
😂😂😂😂😂😂
@Richo047
@Richo047 Месяц назад
😂😂😂😂
@PRAMODBEHERA-il2mr
@PRAMODBEHERA-il2mr Месяц назад
😅
@manonayak1452
@manonayak1452 Месяц назад
Ha ha ha
@saratbehera2455
@saratbehera2455 Месяц назад
ଭାଇ ଅନେକ ଅନେକ ଧନ୍ୟବାଦ
@dayanidhikisan755
@dayanidhikisan755 Месяц назад
ଧନ୍ୟବାଦ୍ ସୁଧାଂଶୁ bro good news
@subhransusekhar8602
@subhransusekhar8602 Месяц назад
ଏ ଦିଟା ଙ୍କ ର କଥା ବଡ. କାମ zero.
@user-yd7dq7ij6w
@user-yd7dq7ij6w Месяц назад
ପରିବା ବଢ଼ୁଛି ଚିନ୍ତା କରନି ତାମପାଖରେ ଡାଲି ଅଛି ନହେଲେ ପ୍ରମିଳାଦିଦି କୁ ମାଗ ପ୍ରତେକ ବର୍ଷ ଜୁଲାଇ ଅଗଷ୍ଟ ରେ ଆଳୁ ପିଆଜ ଟମାଟୋ ଆକାଶ ଛୁଆ ଦର ହୂଏ କାରଣ ଶୀତଳ ଭଣ୍ଡାର ନାହିଁ 24ବର୍ଷ ବିଜେଡି ସୋଇଥିଲା
@amrjitbiswal7243
@amrjitbiswal7243 Месяц назад
ପ୍ରମିଳା ମଳିକ ଶୁଣିପାରୁଛନ୍ତି ଲଜ୍ୟା ଲାଗିବା କଥା
@user-hc5rd3pw7t
@user-hc5rd3pw7t Месяц назад
Sei ta ra laja saram kichi nahi thobari ta
@madhusudanthanapati7091
@madhusudanthanapati7091 Месяц назад
ସୁଧାଂଶୁ ସାର୍ ଧନ୍ୟବାଦ
@ranjankumarpatra2284
@ranjankumarpatra2284 Месяц назад
ସ୍ୱାର୍ଥରେ ଆଞ୍ଚ ଆସିଲେ ଓ ବେପାର ବନ୍ଦ ହୋଇଗଲେ କାନ୍ଦନ୍ତି
@BabuDas-s8s
@BabuDas-s8s Месяц назад
ଏମାନଙ୍କର କିଛି ଭେଲୁ ନାହିଁ ଏମାନେ ଡାଲି ଚୋରଣି ୨୪ ବର୍ଷ ହେଲା କୁଆଡେ ଜାଇଥିଲେ ଏମାନଙ୍କୁ ବିଜେପି ଆରଷ୍ଟ କରାଯାଉ ବିଜେପିଙ୍କୁ ମୋର ଅନୁରୋଧ
@samiracharya1455
@samiracharya1455 Месяц назад
Bhai sabu political party ek😂😂 Kahara kichi habani😂😂
@abhayasahoo4212
@abhayasahoo4212 Месяц назад
Right
@user-ij9jp6ex8s
@user-ij9jp6ex8s Месяц назад
ମଗ୍ଷୀ ଡାଲି ଚୋରଣି ପ୍ରମିଳା ତୁଏକ ହାରାମି ମାଇକିନିଆ ଜନତା ଙ୍କୁ ଶାଳୀ ହଇରାଣ କରୁଛୁ
@madhucreation706
@madhucreation706 7 дней назад
ସୁଧାଂଶୁ ବାବୁ ବହୁତ ବହୁତ ଧନ୍ୟବାଦ
@pratapkumarjena1829
@pratapkumarjena1829 19 дней назад
ସୁଧାଂଶୁ ବାବୁ ଆପଣ ଙ୍କ ର ସତ୍ୟ ର ନିୟୁଜୁ ଓଡ଼ିଶା ବାସୀ ଙ୍କ ସାମ୍ନାକୁ ଆଣୁ ଥିବାରୁ ଓଡ଼ିଶା ବାସୀ ଙ୍କ ସମର୍ଥନ ଭଲପାଇବା ଆପଣଙ୍କ ପାଇଁ ଅଛି ଧନ୍ୟବାଦ୍ ସତ୍ୟର ମିଡ଼ିଆ ବନ୍ଧୁ ଏମିତି ସତ୍ୟକୁ ସାମ୍ନାକୁ ଆଣି ଜନତା ଙ୍କୁ ସଚେତନ କରି ଚାଲନ୍ତୁ
@netranandasahu8743
@netranandasahu8743 Месяц назад
ପ୍ରମିଳା ଟା ଟାଉଟର
@subratkumarsahoo5876
@subratkumarsahoo5876 Месяц назад
ସୁଧାଂଶୁ ଭାଇ ଧନ୍ୟବାଦ
@birarout5755
@birarout5755 Месяц назад
ଯାଆ ଚଢ଼ିଯା ,,,,,,,,,,,,, ଭାଇ ଧନ୍ୟବାଦ୍
@MantriBehera-mt8sk
@MantriBehera-mt8sk Месяц назад
ଭାଇ ବହୁତ୍ ସୁନ୍ଦର କଥା କହିଛନ୍ତି bjd କୁ ଆହୁରି ସୁଧ
@BabuDas-s8s
@BabuDas-s8s Месяц назад
ଧନ୍ୟବାଦ୍ ସ୍ବରଉଠାଇଥିବାରୁ
@padhisusil6049
@padhisusil6049 Месяц назад
ବିଜେଡି ନେତା ମାନଙ୍କର ଗର୍ବ କହିଲେ ନ ସରେ କପଡାରେ କର୍ପୂର ନାହିଁ, କପଡା ପଡିଛି, ବିଜେଡି ନେତା କର୍ପୂର କାଢି ନେଲେ , ଉଡି ଯାଇ ନାହିଁ, ଚାଷୀ ବିଜେଡିର ପ୍ରଧାନଶତ୍ରୁ ଥିଲା, ଏବେ ଘଣା ପେଲ, ଶଲେ ......
@Richo047
@Richo047 Месяц назад
Thik thik
@buluhindustani1469
@buluhindustani1469 29 дней назад
ଗେଣ୍ଡାଦଳିଆ ରାଣ୍ଡି ଓ ଛିଣ୍ଡାଳି ଙ୍କୁ ଏମିତିକା ପେଲା ଆବଶ୍ୟକ.. ଯାହଉ ଗୋଟେ ଷଣ୍ଢ ମିଡ଼ିଆ ଓଡ଼ିଶାରେ ଉଦୟ ହେଲା 🙏👌🙏👌ସୁଧାଂଶୁ ସାର U R GREAT 👌
@bhaskarchandramartha559
@bhaskarchandramartha559 22 дня назад
ଧନ୍ୟବାଦ ଆପଣଙ୍କ ସ୍ପଷ୍ଟବାଦିତା ପାଇଁ |
@rout-family3030
@rout-family3030 Месяц назад
ସୁଧାଂଶୁ ବାବୁ ଧନ୍ୟବାଦ ।
@chakradhardas6461
@chakradhardas6461 Месяц назад
ଆନ୍ତରିକ ଧନ୍ୟବାଦ ସୁଧାଂଶୁ ଭାଇ ❤❤❤❤
@user-ky5bc1ep7w
@user-ky5bc1ep7w Месяц назад
ଧନ୍ୟବାଦ ସୁଧାଂଶୁ ବାବୁ ଆପଣ ଙ୍କୁ
@user-pt2yo7sr7v
@user-pt2yo7sr7v 23 дня назад
Sudhanshu sir right question dhanyvad
@srikantsahoo6563
@srikantsahoo6563 Месяц назад
ଡାଲି ଛୋରଣୀ କଥାକୁ ଏତେ ଗୁରୁତ୍ଵ ଦେବା ଆବଶ୍ୟକ ନାହିଁ।ଚୋର ଧରା ଚାଲିଛି।ସେଥିପାଇଁ ଲୋକଙ୍କ mind divert କରୁଛନ୍ତି।
@ranjanpradhan3446
@ranjanpradhan3446 Месяц назад
ପଚିଶି ବର୍ଷ ରେ କରିପାରିଲେନି ଏବେ ଖାଲି ହାଉ ହାଉ ହେଉଚନ୍ତି
@UVfucooFChcij
@UVfucooFChcij Месяц назад
Right ❤
@HRUSHIKESHTARAI-mp7xu
@HRUSHIKESHTARAI-mp7xu Месяц назад
ଭାଇ ଧନ୍ୟବାଦ news
@basantadas5167
@basantadas5167 Месяц назад
Jay jay jagannath bhi ❤❤❤❤madi chala.
@bharatsahu1707
@bharatsahu1707 Месяц назад
ଧନ୍ୟବାଦ୍ ସାର
@dileswarpadhan5445
@dileswarpadhan5445 Месяц назад
Correct statement Sudhansu bhai. Excellent news.
@dhanurjaysanta2928
@dhanurjaysanta2928 Месяц назад
dhanyawad sudhanshu Bhai jay shreeraam
@KahnucharanPollai
@KahnucharanPollai Месяц назад
ଧନ୍ୟବାଦ ଏପରି ଚାଲୁରହୁ
@FinancialFinancial-kz7cw
@FinancialFinancial-kz7cw Месяц назад
Himanshu bhai aapanku koti koti pranam, thanks
@rameshmajhi4317
@rameshmajhi4317 Месяц назад
ଏ ଶଳା ଜନତା କେବେ ବୁଝି ପାରିବ ନାହିଁ,ଭୋଟ ରେ 2000ଟଙ୍କା ପାଇ ଏବେ ଆଉ 5ବର୍ଷ ଅପେକ୍ଷା କରିଛି ଥୁ ଶଳା ମାନକୁ
@samiracharya1455
@samiracharya1455 Месяц назад
😂😂😂
@sonukhansonukhan8387
@sonukhansonukhan8387 Месяц назад
Welcome. Salut. Very. Good. Information. Swagat
@amitakar948
@amitakar948 12 дней назад
ଆପଣ ଙ୍କୁ ବୋହୁତ ବୋହୁତ ଧନ୍ୟବାଦ
@pradeepkumarjena4162
@pradeepkumarjena4162 Месяц назад
ବହୁତ ସୁଦର କଥା କହିଛନ୍ତି ଧନ୍ଯବାଦ ଅର୍ପଣ କରିବା ପାଇଁ ମୁଁ
@matrukrupa2024
@matrukrupa2024 Месяц назад
ସ୍ଵାର୍ଥ ମୂଳରେ ଅର୍ଥ ଅର୍ଥ ରୁ ଅନର୍ଥ ଅନର୍ଥ ରୁ କଦର୍ଥ କଦର୍ଥ ପାଇଁ ସମାଜର ଉନ୍ନତି ପ୍ରଗତି ବ୍ୟର୍ଥ ହେବାରେ ଲାଗିଛି।ଜୟ ଜଗନ୍ନାଥ
@saratmishra7100
@saratmishra7100 Месяц назад
Great news, Focus plus.
@purnachandrasahoo2847
@purnachandrasahoo2847 13 дней назад
ଧନ୍ଯବାଦ୍ ଶୁଭକାମନା ଜୟ ଜଗନ୍ନାଥ ସମସ୍ତେ (ବିଜେଡି ଜାରଜ)
@BibhutibhushanDash-yg9gf
@BibhutibhushanDash-yg9gf Месяц назад
Nice କାଉଣ୍ଟର ଧନ୍ୟବାଦ ନମସ୍ତେ
@narendrapradhan5049
@narendrapradhan5049 Месяц назад
ଅତି ସୁନ୍ଦର
@DukhishyamBehera-yj3kz
@DukhishyamBehera-yj3kz Месяц назад
Thank you sudhanshu Babu for your boldness.
@successfullife6722
@successfullife6722 Месяц назад
ସୁନ୍ଦର ଉପସ୍ଥାପନା l
@ranjankumarnanda8349
@ranjankumarnanda8349 Месяц назад
Real talk 100%Right.
@ganeswarnayak9745
@ganeswarnayak9745 Месяц назад
Very good news
@alokpatel3131
@alokpatel3131 Месяц назад
Very good sudhansu bhai🙏🙏🙏
@mohanmeher9767
@mohanmeher9767 Месяц назад
Sudhanshu sir is all' time best
@user-vx4fd5ob6q
@user-vx4fd5ob6q Месяц назад
ଚୋରଣି ର ମୁହ ଟାଣ
@ramachandrapanda7858
@ramachandrapanda7858 Месяц назад
ଏମାନଙ୍କର "ମେନୋପଜ୍ ପିରିଅଡ୍ " ଆସିଲାଣି ମାତ୍ର ଏମାନେ 18 ବର୍ଷ ବୟସ ହେଇଛି କହି ସେ ପୂର୍ବ ସୁଖ ଖୋଜୁଛନ୍ତି ସେଥିପାଇଁ ତାଙ୍କର ମୁଣ୍ଡ କାମ କରୁନି ।
@pratapchandramahanand1405
@pratapchandramahanand1405 Месяц назад
Bhai bada loka kahichhanti mal thile sex ichha hue.
@Singdharani113.Youtuber
@Singdharani113.Youtuber Месяц назад
Right sir ଧନ୍ୟବାଦ
@BHARATSAGAROFFICIAL
@BHARATSAGAROFFICIAL Месяц назад
Absolutely News sir
@trinathswain6726
@trinathswain6726 Месяц назад
ଆଳୁ ମିଶନ୍ ଯେମିତି ଆଳୁ ହୋଇଥିଲା ତାହାର ଉଦାହରଣ
@Titlagarhnews
@Titlagarhnews Месяц назад
Good news focus plus
@sewanayak945
@sewanayak945 Месяц назад
Yes👍ସିଂଘମ ଭାଇ ସୁଧାଂଶୁ 🙏
@debendradhal5935
@debendradhal5935 Месяц назад
ଧନ୍ୟବାଦ ଠିକ୍ କହିଛି
@thirdeye9492
@thirdeye9492 Месяц назад
ଡାଲି ଚୋରଣୀର କଥା ହସି ହସି ପେଟ ବଥା😄 ସବୁ ଦୁର୍ଗତି ର ମୂଳ😢 ନେତାଏ ଦେଶକୁ କାଳ ନୀତି ହୀନ ରାଜନୀତି ଦୁର୍ନୀତି ରୋଗକୁ ପଥି 😂😂🤪
@user-yd7dq7ij6w
@user-yd7dq7ij6w Месяц назад
ଡାଲି କୁ ଭାଜି ବଟାଯାଉ ପିଆଜ ରସୁଣ ମିସଯାଉ ଚୋରା ଡାଲି ଟା ଭାରି ଭଲ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ
@prasantarout4113
@prasantarout4113 Месяц назад
ବିଜେଡ଼ି ଦଳ ହେଲେ ପୋଖତ ଚୋର ଦିଅଁ ଖାଇ ଖଟୁଲି ଖାଇଗଲେ ୟାଙ୍କ ଦଳ ଚୋର ମୁହଁ ବଡ଼ ଟାଣ ସରକାର ଚାଲିଜିବା ପରେ ଆଉ ସୁବିଧା ହଉନି ଖାଇବା ପାଇଁ ତେଣୁ ମାଡାମ ଆଉ ସମ୍ଭାଳି ପାରୁନାହାନ୍ତି ସବୁ ପଣସ ଖାଇଲେ ଏମାନେ ଏବେ ଅଠା ବୋଳୁଛନ୍ତି ନୁଆ ସରକାର ଉପରେ ଆଠା ଛଡେଇ ଦ୍ଵିତୀୟ ବିବାହ କରିବେ ବୋଧେ ସେଥିପାଇଁ ଏତେ ସାଜ ସଜା ହେଉଛନ୍ତି
@reenupamamoharana1640
@reenupamamoharana1640 Месяц назад
Bohut badhiya bhai
@kampusahoo
@kampusahoo Месяц назад
Sudhansu babu & Focus news ku Dhanyabad 🙏👍❤️
@Manoranjansahoo34680
@Manoranjansahoo34680 Месяц назад
ନକଲି ଚୁଟି ଲଗାଇଛନ୍ତି, ମାଡାମଙ୍କୁ କ୍ୟାନ୍ସର ହୋଇଛି, କେମୋ ନେଉଛନ୍ତି, ତେଣୁ ମାଡାମଙ୍କ ଚୁଟି ଉପୁଡି ଯାଇଛି
@sibaprasadkhadanga4375
@sibaprasadkhadanga4375 Месяц назад
ସତେ ନା କଣ ?❤ ଓହୋ ଅସଲ କଥା ତାହେଲେ ଏଇଆ ।
@Manoranjansahoo34680
@Manoranjansahoo34680 Месяц назад
@@sibaprasadkhadanga4375 ହଁ ମୁମ୍ବାଇରେ କେମୋ ନେଉଛି,3 ଥର ନେଇସାରିଛି
@pratapkumarranahandol2434
@pratapkumarranahandol2434 Месяц назад
Thank you very much. for all this.
@narottambarik1637
@narottambarik1637 Месяц назад
Sudhansu Babu bohut bohut dhanyawad...
@nirmalrwiibehuria6543
@nirmalrwiibehuria6543 Месяц назад
Yes it's the true point & Direct hit The people of odisha should mind it & keep patience for up coming time
@user-sl1rs9ij8y
@user-sl1rs9ij8y Месяц назад
ସାର ନମସ୍କାର ଶୁଭ ରାତ୍ରି ବିଜେଡି ର ଦୁଇ ନେତ୍ରୀ କୂ ଲାଜ ନାହିଁ
@pintu9102
@pintu9102 Месяц назад
Bahut badhiya Katha .
@ganeshpanigrahi4808
@ganeshpanigrahi4808 Месяц назад
Thanks Focus Plus for disinterested news service to public...
@pradeepkumarbiswal1678
@pradeepkumarbiswal1678 Месяц назад
VERY NICE KATHA SABU KAHELE THAKS SUDHANSU BABU
Далее
Survive 100 Days In Nuclear Bunker, Win $500,000
32:21