Тёмный

ସୁର ଭାଇଙ୍କ ଧର୍ମପତ୍ନୀଙ୍କ ସୁରଙ୍କ ପ୍ରତି ଅନାବିଳ ପ୍ରେମ ..ହାତରେ କରିଛନ୍ତି "ସୁର ଲଭସ ଏମ "ଟାଟୁ 

Odisha Bhaskar
Подписаться 2,7 млн
Просмотров 658 тыс.
50% 1

Read Our E-paper==odishabhaskar....
ଫିକ୍ସ ଡିପୋଜିଟ ଠାରୁ ଅଧିକ ରିଟର୍ଣ୍ଣ ଦେଇଥାଏ LICର ଏହି ପଲିସି, ଥରେ ଟଙ୍କା ଜମା କରନ୍ତୁ ମ୍ୟାଚୁରିଟିରେ ପାଆନ୍ତୁ ୨୭ ଲକ୍ଷ==bit.ly/3yvgHbF
Follow Us On
OUR WEBSITE - odishabhaskar....
FACEBOOK - / odishabhaskar
TWITTER - ho...
INSTAGRAM - / odishabhaskar
#OdishaBhaskar #OdishaNews #BreakingNews #OdishaLatestNews

Опубликовано:

 

11 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 877   
@ipi_subrat
@ipi_subrat 3 года назад
ସତରେ ବହୁତ ବିରଳ ମଣିଷ...ଖୁସି ଲାଗିଲା ଏହି ସୁପର ଦୁପର ଯୋଡି ପାଇଁ... ପ୍ରଭୁ ଜଗନ୍ନାଥ ଆପଣଂକୁ ଦୀର୍ଘାୟୁ କରନ୍ତୁ.....
@sunilnath3572
@sunilnath3572 3 года назад
❤️🙏❤️ JAY JAGANNATH MAHA PRABHU NKARA JAY HEU ❤️🙏❤️
@indrajitnaik5150
@indrajitnaik5150 3 года назад
Right😘
@niranjannayak5969
@niranjannayak5969 3 года назад
ଧନ୍ୟବାଦ ଭାଉଜ ।ଏପରି ପତ୍ନୀ ଭାଗ୍ୟରେ ଥିଲେ ମିଳେ ।ଆପଣଙ୍କୁ କୋଟି କୋଟି ପ୍ରଣାମ ।🙏🙏🙏🙏🙏🙏🙏🙏🙏
@attitudeboyraj7686
@attitudeboyraj7686 3 года назад
ଯେ କୌଣସି ରାଜନୀତିକ ଦଳ ନିର୍ବିଶେଷରେ ସୁର ଭାଇ ଜଣେ ଖୋଲା ହୃଦୟ ର ମଣିଷ ♥️♥️ ଶୁଭ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ସୁର ଭାଇ 💐💐💐💐💐💐💐💐💐💐💐
@sunianaik6760
@sunianaik6760 3 года назад
ହେ ମାଆ ତୁମକୁ କୋଟି କୋଟି ପ୍ରଣାମ, ଆପଣଙ୍କୁ ଧନ୍ୟବାଦ ଦେବାପାଇଁ ମୁଁ ଶବ୍ଦ ହୀନ
@spritiranjan9192
@spritiranjan9192 3 года назад
ଉଭୟ ସୁର ଭାଇ ଓ ତାଙ୍କ ଧର୍ମ ପତ୍ନୀ ଙ୍କ ହୃଦୟ ବହୁତ୍ ବଡ଼... ଖୋଲା ହୃଦୟ ର ଲୋକ 🙏
@JitenKumar-yo2db
@JitenKumar-yo2db 3 года назад
Right
@dr.sujitmohapatradrstar5470
@dr.sujitmohapatradrstar5470 3 года назад
ସୁର ଭାଇ ସୁର ଲୟ ସବୁ ଭାଉଜ ପାଇଁ, ଭାଉଜ ଙ୍କ ହୃଦୟ ଯେମିତି ସୁର ଭାଇ ବି ସେମିତି ହୃଦୟବାନ ମହିଳା ଜଣେ 🙏🙏ସୁର ଭାଇ ଶୁଭ ଜନ୍ମଦିନ
@psahoo6007
@psahoo6007 2 года назад
rpR
@rajtraveldiary-thejourneyt1137
@rajtraveldiary-thejourneyt1137 3 года назад
ବହୁତ ଖୁସି ଲାଗିଲା ଆଉ ଆଶ୍ଚର୍ଯ୍ୟ ବି ଲାଗିଲା ଯେ ଏବେ ବି ଏଇ ଦୁନିଆରେ ବାସ୍ତବ ପ୍ରେମ ର ଅସ୍ତିତ୍ବ ଅଛି 😊😇 l
@satyaprakashpadhi6478
@satyaprakashpadhi6478 3 года назад
Ek dum correct..
@mohantyrima7616
@mohantyrima7616 3 года назад
Pmpmppm mm m
@mohantyrima7616
@mohantyrima7616 3 года назад
P pp ppp PM p
@thirdeye9492
@thirdeye9492 3 года назад
ସୁରବାବୁ ଜଣେ ଖୋଲା ହୃଦୟର ମେଳାପୀ ବ୍ୟକ୍ତି ଅଜାତାଶତ୍ରୁ, ସର୍ବଜନଗ୍ରାହୀ, ଯୁବସୁଲଭ ରାଜନୀତିର କୁ ସ୍ଛି ତ ପଙ୍କରୁ ଜାତ ସୁନ୍ଦର ଢଳ ଢଳ ପଙ୍କଜ ଟିଏ
@rashmiratha546
@rashmiratha546 3 года назад
Happy birthday 🙏🙏🙏
@samirrath1759
@samirrath1759 2 года назад
Happy birthday Sara bhai
@samirrath1759
@samirrath1759 2 года назад
Sure Bhai namaskar
@pandasanjay3664
@pandasanjay3664 3 года назад
ସୁନ୍ଦର ଯୋଡି। ପତିପତ୍ନୀଙ୍କ ମଧ୍ଯରେ ଉତ୍ତମ ବୁଝାମଣା ଏବଂ ମଧୁର ସମନ୍ୱୟ ଥିବାର ଉପଲବ୍ଧି କରି ହେଉଛି। ବର୍ତ୍ତମାନର ସମାଜପାଇଁ ଏମାନେ ଜ୍ୱଳନ୍ତ ଉଦାହରଣ।
@indrajitnaik5150
@indrajitnaik5150 3 года назад
Absolutely Right
@kabitamohanty6524
@kabitamohanty6524 3 года назад
Happy birthday sir
@rinkudash9478
@rinkudash9478 3 года назад
ଜନ୍ମ ଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା ସୁରଭାଇ।ସୁନ୍ଦର୍ ଦମ୍ପତ୍ତି
@lokanathbehera8577
@lokanathbehera8577 3 года назад
ସୁର ଭାଇ ଙ୍କ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଅଭିନନ୍ଦନ ❤️ ଭାଇ 🙏
@85Akshaya
@85Akshaya 3 года назад
ବହୁତ ବଢିଆ ମାଆ 🙏. ଆଜିର ନାରୀ ସମାଜ ଆପଣଙ୍କଠୁ ଶିଖିବା ଦରକାର.
@Dr12466
@Dr12466 3 года назад
ମନ ଜିତିଗଲ ମାଆ,,, ଭାଗ୍ୟରେ ଥିଲେ ତମ ପରି ଧର୍ମ ପତ୍ନୀ ଏବଂ ସୁର ଭାଇ ଙ୍କ ପରି ପତି ମିଳେ,,, ଜୟ ଜଗନ୍ନାଥ 🙏🙏🙏
@deviprasannakanungo193
@deviprasannakanungo193 3 года назад
Such a humble and gold hearted lady. A true love story!!! May Lord Jagannath give long life to both of them. The young generation has so much to learn from them. ❤️❤️❤️
@indrajitnaik5150
@indrajitnaik5150 3 года назад
Right
@sambhuetecheducation
@sambhuetecheducation 3 года назад
ବହୁତ ଖୁସି ଲାଗୁଚି ଏତେ ଭଲ ପାଇବା ଦେଖି
@kalpanadas8366
@kalpanadas8366 3 года назад
ଆପଣ ଙ୍କ ଠାରୁ ଆମର ବହୁତ୍ କିଛି ଶିଖିବାର ଅଛି।🙏🙏 ଆଜିର ନାରୀ ସମାଜ ପାଇଁ ଆପଣ ଜଣେ ଆଦର୍ଶ ସ୍ତ୍ରୀ ,,,
@JitenKumar-yo2db
@JitenKumar-yo2db 3 года назад
🙏
@RK-xb8rg
@RK-xb8rg 3 года назад
କେତେ ସରଲିଆ ସ୍ୱାମୀ ସ୍ତ୍ରୀ ଦୁଇଜଣ ଭଗବାନ ଆପଣଙ୍କ ଦୀର୍ଘାୟୁ ଦିଅନ୍ତୁ....
@subhashreecreations
@subhashreecreations 3 года назад
ସୁର ଭାଇଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି।🙏
@ratnakarbiswal2264
@ratnakarbiswal2264 3 года назад
ସୁର ଭାଇ ଆପଣଙ୍କୁ ଭଗବାନ ଘଣ୍ଟ ଘୋଡାଇ ରଖନ୍ତୁ ,,,,ଆପଣଙ୍କ ଜନ୍ମଦିନରେ ଶୁଭ କାମନା,,
@swetasamyukta9288
@swetasamyukta9288 3 года назад
ସତରେ ହୃଦୟ ପର୍ଶୀ god bless u
@tuknusahu7692
@tuknusahu7692 3 года назад
🙏ଜୟ ଜଗନ୍ନାଥ ଜନ୍ମଦିନ ର ଶୁଭେଚ୍ଛା
@chandrakantsahoo6071
@chandrakantsahoo6071 3 года назад
ଆଜିକାଲି ର Facebook users ମାଉସୀ ଙ୍କ ଠାରୁ କିଛି ଶିକ୍ଷା ଲାଭ କରନ୍ତୁ ।। ଏହାକୁ କୁହାଯାଏ ଆଦର୍ଶ ପତ୍ନୀ ।। WoW ମାଉସୀ ଆପଣଙ୍କୁ ମୋର Salute .. 🙏🙏😊👍🏻
@1sanghamitra
@1sanghamitra 3 года назад
ବର୍ଷା ଅନୁଭବ ଏମାନଙ୍କ ଠୁ ଶିଖିବା କଥା
@biranchipanda8134
@biranchipanda8134 3 года назад
Tu aga sikhiba katha
@happylucky4839
@happylucky4839 3 года назад
Tame Anubhav barsa nku kainki ethi kahuchha
@lipusahu5118
@lipusahu5118 3 года назад
ମ୍ୟାଡାମ୍ ଆପଣ ବହୁତ୍ ଭଲ ଆଉ ଆପଣଙ୍କ ସ୍ଵାମି ବହୁତ୍ ଭଲ ଆଇ ଲଭ ୟୁ ଦୁଇ ଜଣଙ୍କୁ ମ୍ୟାଡାମ ଆପଣଙ୍କ ଠାରୁ ଆଜିର ପିଢ଼ି ବହୁତ କିଛି ସିଖିବାର ଅଛି
@dailyinnovation9123
@dailyinnovation9123 3 года назад
ଆପଣଙ୍କ ବୈବାହିକ ଜୀବନ ଏମିତି ସୁଖମୟ ହୋଇ ଚାଲୁ।ସୁର ବାବୁ ଆଉ ଆପଣଙ୍କୁ ଭଗବାନ ଏମିତି ଖୁସିରେ ରଖନ୍ତୁ।
@Yams542
@Yams542 3 года назад
ଆଜିକାଲି ସ୍ୱ।ମୀ ଙ୍କ ମନ କଥା ବୁଝି ପାରୁଥିବା ସ୍ତ୍ରୀ କ‌ଉ‌ଠିଁ ମିଲିବେ।
@jasminpaikaray1182
@jasminpaikaray1182 3 года назад
ଜଗନ୍ନାଥ ମହାପ୍ରଭୁ ମୋର ଆୟୁଷ ସୁର ଅଜା ଙ୍କୁ ଦେଇଦିଅନ୍ତୁ। ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
@ssn4133
@ssn4133 3 года назад
ଠିକ କହିଛ ଭାଇ
@sunilnath3572
@sunilnath3572 3 года назад
❤️🙏❤️ JAY JAGANNATH MAHA PRABHU NKARA JAY HEU ❤️🙏❤️
@abdulnasimaktar4862
@abdulnasimaktar4862 3 года назад
ଦୁଇଙ୍କ ଯୋଡି ଏମିତି ସଲାମତ ରହୁ....💐💐💐,କାଲି ଦେଖିଲି ଦଳ ବଳ ନିର୍ବିଶେଷରେ ସବୁ ଦଳ ର କର୍ମୀ ଯାଇଥିଲେ ସୁର ଭାଇଙ୍କ ପାଖକୁ,ଏମିତି ନିଆରିଆ ମଣିଷ ଟିଏ....👍
@debasmitapanda1590
@debasmitapanda1590 3 года назад
Happy Birthday Sura Uncle🙏🙏🙏🍫🍫 A billions of smiles, respect, love and admiration to you 🙏🙏 God bless you and may u livelong ❤️ Stay blessed always 🙏🙏
@chiranjayjena8890
@chiranjayjena8890 3 года назад
In my life first time I see a politician leaders wife is really open hearted, cool mind, really u r lucky Beacuse GOD gave u a beautiful husband...I pray to God that in my next generation I will got you as my own MOTHER....thank you.....if you will give me a opportunity I will call you MOM .....HAPPY BIRTHDAY SURA SIR .
@jayadrathabehera1889
@jayadrathabehera1889 3 года назад
ଜୟ ଜଗନ୍ନାଥ 🙏🏾ସୁର ଭାଇ ପ୍ରଣାମ ଜଣାଉଛି ଜଗନ୍ନାଥ କୋଟି ପରମାୟୂ ଦିଅନ୍ତୁ , ଜୟ ଜଗନ୍ନାଥ 🙏🏾🙏🏾🙏🏾
@sibasankarparichha9937
@sibasankarparichha9937 3 года назад
jay shree jagannath
@sunilnath3572
@sunilnath3572 3 года назад
❤️🙏❤️ JAY JAGANNATH MAHA PRABHU NKARA JAY HEU ❤️🙏❤️
@sunilnath3572
@sunilnath3572 3 года назад
❤️🙏❤️ MAHA PRABHU SADA SARBADA MANGALA KARANTU TUMAKU O TUMA PARIVAR KU ❤️🙏❤️
@shravanee__
@shravanee__ 3 года назад
💕💕❤️❤️ ଟୁରୁ ଲୋଭ । 🎉🎉🎉🎉 Happy Birthday sur sir
@pradeepbehera2530
@pradeepbehera2530 3 года назад
Many many happy Returns of the Day....Happy Birthday Sir... Wish u a good and healthiest year ahead...
@SAIDARSHAN134
@SAIDARSHAN134 3 года назад
ବହୁତ୍ ଭଲ ଲାଗିଲା ମା ତୁମ କଥା ଶୁଣି 🙏 ଆଜିକାଲି ସବୁ ନାରୀ ଏମିତି ହେବା ଦରକାର 🙏 ଆଊ ମୋର ସମସ୍ତଙ୍କୁ ନିବେଦନ ଜେ ଭିଡିଓ ଟିକୁ ଏତେ share କରନ୍ତୁ ଯେମିତି ସବୁ ନାରୀ ଆଉ ପୁରୁଷ ବନ୍ଧୁ ମାନେ ଦେଖିବେ ଆଊ କିଛି ଶିଖିବେ🙏
@RainQueenBarish
@RainQueenBarish 3 года назад
ସୁରବାବୁଙ୍କ ଦୀର୍ଘାୟୁ କାମନା କରୁଛି... ଜୟ ଜଗନ୍ନାଥ 🙏🏻🙏🏻🙏🏻
@soumyapattanaik8776
@soumyapattanaik8776 3 года назад
ବାଃ ସୁନ୍ଦର ଯୋଡି... ଭଗବାନ ସବୁବେଳେ ଏମିତି ଖୁସିରେ ଥାନ୍ତୁ
@RIYA-hg4hj
@RIYA-hg4hj 3 года назад
Cutest and sweetest Jodi.really really hearty wishes n pray to long live with a bestest health...kisiki nazar na lage 🙏🙏🙏
@arabindamaharna477
@arabindamaharna477 3 года назад
Bahut khusi laguchi dekhiki
@sureshpattnaik8029
@sureshpattnaik8029 3 года назад
Lovely,Long live Sura bhai
@bhagyasrisingh8317
@bhagyasrisingh8317 3 года назад
What a free n open minded lady! 😍 How she expressed her love and respect for her husbend, is really heart touching 😍may God bless him with togetherness✨
@siddhantakumarrout1833
@siddhantakumarrout1833 3 года назад
In democracy opposition also play a vital role and sura routray is best example .he is a clean hearted person . god bless you and keep u safe and healthy 🙏🙏 jai jagannath
@kamalinisankhua3579
@kamalinisankhua3579 3 года назад
One of the legendary figures of odisha. Varsa , Anuva should learn from him.
@jharanadas7496
@jharanadas7496 3 года назад
😀😀😀😀😀gote Baarabula Sandha Aau gote Oleee Gaii. Sura sir knka wife is a golden heart lady. 🎂🎂🎂🎂🎊🎊🎊🎊
@Artivule
@Artivule 3 года назад
😂😂
@ThinkAboutStudy
@ThinkAboutStudy 3 года назад
Duijana jaka great sura bhai and bhauja
@Chotu31-w6t
@Chotu31-w6t 3 года назад
ମା କଥା ଶୁଣି i hope କେତେ fashion ସ୍ତ୍ରୀ ଲୋକ ଆମ ଓଡିଶା ରେ ସୁଧୀରି ଯିବେ ଜନ୍ମ ଦିନ ର ଅନେକ ଶୁଭେଚ୍ଛା ମୋ ସୁର ଭାଇ ❤
@sethideepak313
@sethideepak313 3 года назад
Happy birthday sura bhai....many more wishes to you...you are great......🎉🎉🎉🎉🎉🎉🎂💐💐💐
@priyaranjantripathy8032
@priyaranjantripathy8032 3 года назад
Happy birthday our dynamic versatile true inspiration leader of Orissa...
@aaentertainment9228
@aaentertainment9228 3 года назад
ସୁର ଭାଇ ଯେମିତି madam ବି ସେମିତି ଯୋଡ଼ି no 1 👍🏻 2 ଜଣ ଯାକ ପୁରା ଖୋଲା 🙏
@jagamishra5152
@jagamishra5152 3 года назад
Thanks sura sir
@gyanyasho
@gyanyasho 3 года назад
god bless you maa..you both are respected and impressive personality.
@pramodmohanty8666
@pramodmohanty8666 3 года назад
ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା 🎂ସୁରଭାଇ🎂
@JitenKumar-yo2db
@JitenKumar-yo2db 3 года назад
🙏🙏🙏🙏
@tapankhilar708
@tapankhilar708 3 года назад
Maa Apananka swami jane khola hrudaya manisha Happy Birthday sura bhai Ethara madichala jay ho sura Bhai beautiful I love u sura Bhai 🙏🙏🙏🙏
@arabindamaharna477
@arabindamaharna477 3 года назад
Jay sura bhai
@iitknowledge928
@iitknowledge928 3 года назад
Open heart,, wow excellent
@Nirakar_01
@Nirakar_01 3 года назад
natural best couple in earth 🥰🙏🏻💐 happy birthday jj god bless both you🙏🏻🥰
@supriyamishra7840
@supriyamishra7840 3 года назад
Really a great inspiration for all of us.
@ajitkumarswain4182
@ajitkumarswain4182 3 года назад
ମିଡ଼ିଆ ଵାଲା ଟିଆରପି ପାଇଁ ତାଙ୍କ ପତ୍ନି ଙ୍କ ଠୂ ଆଇ ଲଭ ୟୁ କହିଦେଲ.. ଏହା ବହୁତ ଭଲ message... କାରଣ ବୟସ ଜେତ ହେଉନା କାହିଁକି ସଦାବେଳେ ଖୁସିରେ ରହିବା ଦରକାର 😍😍😍
@Piku_1947
@Piku_1947 2 года назад
ବହୁତ୍ ସୁନ୍ଦର ଯୋଡ଼ି 🌼🌼
@tanmayaofficial8528
@tanmayaofficial8528 3 года назад
ଆମେ ସମ୍ବଳପୁରିଆ ବୟ happy birday ସୁର ଭାଇ
@mirambikamohanty8162
@mirambikamohanty8162 3 года назад
Ete sundara jodi ❤️ happy birthday sura bhai .....mu mo jiban re dekhi nhi emiti sundar jodi ..... Bhagwan apananku sabu bele emiti khusire ruhantu 🙏......so kind n true heart both ❤️🙏🙏🙏ete premo aji jaye b n agagu b thau maa🙏....dekhiki bohut khusi laguchi ....
@ranjitkumar992
@ranjitkumar992 3 года назад
ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ, ମାଡିଚାଲ ଜୟ ଜଗନ୍ନାଥ 🙏
@MrKhan-ci1oz
@MrKhan-ci1oz 2 года назад
ଖୁବ ସୁନ୍ଦର ଯୋଡ଼ି ❤️
@gangadharsahoo660
@gangadharsahoo660 3 года назад
Suraksha sir is a great personality 🙏🙏🙏
@bighnarajjal5548
@bighnarajjal5548 3 года назад
God bless you Sura bhai, you are the most humble and valuable person in the society. I am conveying my sincere gratitude to both couples. Every attitude of Honourable Sura sir highly appreciated.
@nadimkamal3021
@nadimkamal3021 3 года назад
Wish you a many many happy returns of the day. May ALLAH bless you with health,wealth and prosperity in your life. HAPPY BIRTHDAY SURA BHAI 🎂🎂🎂
@jagnyasenijinu1818
@jagnyasenijinu1818 3 года назад
I love Sura aja and cute aaimaa ❣️❣️❣️❣️💐💐💐💐
@akshayaworldlife9733
@akshayaworldlife9733 3 года назад
Best of the Best.God Bless
@kartiktarai1852
@kartiktarai1852 2 года назад
Very nice with bless of God,strong man in odisha.all waysi like
@generalpublicsoul1765
@generalpublicsoul1765 3 года назад
Happy Bday Sura Bhai.. Ur a real man. who raise voice for good thing of people.
@bibekanandakar647
@bibekanandakar647 3 года назад
Jay Jagannath sabu bele asribad karuntu apna nku au sura sir nku🙏
@hiranyakumarsamal9702
@hiranyakumarsamal9702 3 года назад
ସୁର ବାବା ଓ ତାଙ୍କ ପତ୍ନୀ ଙ୍କୁ ମୋର କୁଟି କୁଟି ନମନ ଭଗବାନ ଙ୍କୁ ମୋର ପ୍ରଥନା ଉଭୟ ଙ୍କୁ ୧୦୦ବର୍ଷ ଦିର୍ଗୟ ଦିଅନ୍ତୁ। ଜୟ ଜଗନ୍ନାଥ ସ୍ଵାମୀ
@Limunvlogs
@Limunvlogs 3 года назад
You are great ଜେଜେମା
@biswanathabarik280
@biswanathabarik280 2 года назад
Many many thanks 🙏 maaa
@kcwebbykuldeepchouhan5735
@kcwebbykuldeepchouhan5735 3 года назад
ସତ ସତ ପ୍ରଣାମ୍🙏💐
@ompreetswain8543
@ompreetswain8543 3 года назад
Jai shree Ram 👏 Sura sir Happy birthday. God bless you 🙏. Ready Ready
@jagamishra5152
@jagamishra5152 3 года назад
# happy birthday sura sir
@dillippatra3068
@dillippatra3068 3 года назад
Sabu janamarea ...apana ...nkr jodi rahithau...god bless u...🙏
@jmtknowledge4513
@jmtknowledge4513 3 года назад
Bahut kotha Sikihibaro achhi ajiro jubo pidhi , Samparko ro nichhak example ....Apononko charano re koti koti Pranam.....satore samporko ro mulyo apono thik bujhichhanti. Thanking You
@movieechannel1153
@movieechannel1153 3 года назад
Happy birthday sura babu
@amreshnayak7981
@amreshnayak7981 3 года назад
The real politician over india... this type of politician never found any where
@sr1visioncreation848
@sr1visioncreation848 3 года назад
True Love story Hartley love learn something
@dushmantatandi1354
@dushmantatandi1354 3 года назад
Hppy Birth day sura vai.Apankar deha sada sarbada bhala rahu prbhu Kalia pakhre etki guhari
@madhusmitapati1085
@madhusmitapati1085 3 года назад
Surabhai you r great.many many happy returns of the day.GOD BLESS YOU 🙏
@sumitra1600
@sumitra1600 3 года назад
Sura sir nku thare Dekha karibaku ichha hauchi...bczz he is very honest and happiest person....mate bahut bhala laganti
@indrajitnaik5150
@indrajitnaik5150 3 года назад
Mate bi bahut bhalo laganti😘
@subhashreejenareshma7718
@subhashreejenareshma7718 3 года назад
both r so realistic🤩
@debabratpattnaik2474
@debabratpattnaik2474 3 года назад
Happy Birthday sura bhai jay Jagannath 🙏🙏🙏🙏🙏🙏🙏🙏koti koti pranam sura Bhai
@gyanchand8026
@gyanchand8026 2 года назад
ସୁର babu ଙ୍କ ଧର୍ମ ପତ୍ନୀ ଙ୍କୁ mor 100ମୁଣ୍ଡିଆ,,,love you my sweet ମାଉସି,,,,,,,,, happy birthday to you our open heart person sur babu ❤️💖💖 🎂🎂🎂🎂🎂🎂🎂🎂🎂🎂🎂🎂🎂🍫 🍰🎂🍰🎂
@rajaniseth9453
@rajaniseth9453 3 года назад
ଟିକେ ଆଶାର ଆଲୋକ ପାଖକୁ ଯାଆନ୍ତୁ sir and Madam Waw are 😁😁🙄🙄😳😳🙈🙉🙊💯👌👍
@rameshjena41
@rameshjena41 3 года назад
Bhaskar chanel apananku bahut dhanyabad
@prittamkumarbarik5368
@prittamkumarbarik5368 3 года назад
Ei ma aai MAA bhali .....kete cute 🥰❤️❤️❤️❤️❤️❤️❤️ aai MAA ta katha ta bhali sweet aao cute ......Sura aaja aao aaiii both of you my all time favourite for ever. ..god bless both of you love you ❤️🔥❤️❤️❤️❤️❤️❤️❤️❤️❤️
@bishalchopdar8701
@bishalchopdar8701 3 года назад
He bhagban sura sir au tanka wife au tanka family nku koti paramayu deantu au hbd 2u sir 😍😍😍😍
@BapiVlogs22
@BapiVlogs22 3 года назад
HAPPY birthdayday Sura Bhai
@ranjanrout2802
@ranjanrout2802 3 года назад
Simplicity is mother's ornament.so kind and grounded.🙏
@rozlinpanda5483
@rozlinpanda5483 3 года назад
Bohot Badhiyaa sir.......salute u
@gyanendumohanty526
@gyanendumohanty526 3 года назад
Such a sweet couple 😊💓wishing you a long life...God bless both of you 🙏
@pujaranisahoo3653
@pujaranisahoo3653 3 года назад
‍ ଏହି vdo Anubhaba ଏବଂ Barsha ଦେଖିବା ଉଚିତ .........👍🏻 greate personality Sura bhai with his wife 🙏
@sumantmallik8560
@sumantmallik8560 3 года назад
Janam dena Ra anek anek suvecha o Subha kamana Sura ajaa god bless you 🎂🎂🎂 sabu bele amiti khushi bantichala
@gopalmajhi7925
@gopalmajhi7925 3 года назад
Wish you Happy Birthday Sura Sir 💐
@shubhashreesuchismita242
@shubhashreesuchismita242 3 года назад
ଭଗବାନ ଆପଣଙ୍କୁ ଭଲରେ ଋଖନ୍ତୁ। 🙏 ଏମିତି ହୃଦୟ ସମସ୍ତଙ୍କୁ ମିଳନ୍ତା କି!
@debajyotimohapatra2718
@debajyotimohapatra2718 3 года назад
We always love SURA bhai Jay jaganath
@dhananjayabal6820
@dhananjayabal6820 2 года назад
Voice of love
Далее