Тёмный

ସେଦିନ ଅପମାନିତ କରିଥିବା ଥାନା ବାବୁ ଏବେ କରିବେ କଣ I 

Focus Plus
Подписаться 193 тыс.
Просмотров 1,6 млн
50% 1

Опубликовано:

 

24 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 4,4 тыс.   
@pradeep7554
@pradeep7554 4 месяца назад
ଏମିତି ଲୋକ ମୁଖ୍ୟମନ୍ତ୍ରୀ ହେବା ଦରକାର ଥିଲା ❤
@prafullakumarsahoo1353
@prafullakumarsahoo1353 4 месяца назад
ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ବା କିଛି କହିବା ପୂର୍ବରୁ ଅନେକ ଥର ଭାବିବା ଉଚିତ।
@samiracharya1455
@samiracharya1455 4 месяца назад
😂😂😂😂
@Gurubachan688
@Gurubachan688 4 месяца назад
ଧନ୍ୟ ବାଦ ଭାଇ ମଞ୍ଜ କଥା ଟା ଧରିଚ । କାହାକୁ ଛୋଟ ଭାବିବା ଅନୁଚିତ
@rabindragouda5567
@rabindragouda5567 4 месяца назад
😂😂😂😂😂😂😂😂😂😂
@bilambarswain56
@bilambarswain56 4 месяца назад
ସମୟ ବଡ ବଳବାନ
@MerepapaTum
@MerepapaTum 4 месяца назад
​@@samiracharya1455😂😂😂😂 are mujhe toh chakkar aane laga 😂😂
@sagarsahu5937
@sagarsahu5937 4 месяца назад
ଏ ଭିଡ଼ିଓ ଟି ଦେଖିଲା ପରେ ମୁଁ ଭାବିଲି ଆମର ହୋଇଥିବା ମୁଖ୍ୟମନ୍ତ୍ରୀ ବହୁତ୍ ଭଲ। ଆଗକୁ ଭଲ କାମ କରିବେ ବୋଲି ମୁଁ ଆଶା କରେ।
@MerepapaTum
@MerepapaTum 4 месяца назад
Nihati bahut vala bhakti se jane🎉
@kanhucharanpradhan6207
@kanhucharanpradhan6207 4 месяца назад
Far better from nabin Pattnaik
@Yediwqtydete
@Yediwqtydete 4 месяца назад
Se Lokamanaku saha pura closely Katha huanti.....sabu Katha se dino vi bujhile sange sange...
@manojkumarnayak1678
@manojkumarnayak1678 4 месяца назад
ବିଜେପି ସବୁ ଦେଖିଚାହିଁ ଫାଇନାଲ୍ କରେ.ମୁଁ ମୋହନ୍ ମାଝି ଙ୍କୁ ମୁଖ୍ୟମନ୍ତ୍ରୀ ହେଇଥିବାରୁ ସମର୍ଥନ ଜଣାଉଛି.
@mythoughts3907
@mythoughts3907 4 месяца назад
ମୋତେ ବି ଭଲ ଲାଗୁଛି...🥰🥰
@Chitra971
@Chitra971 4 месяца назад
ଏମିତି ଗୋଟିଏ ସରକାର ଆବଶ୍ୟକ ଥିଲା sir ଯିଏ ଲୋକଙ୍କ ସହ ମିଶିକି ସମସ୍ୟାର ସମାଧାନ କରନ୍ତି ll ଜୟ ଜଗନ୍ନାଥ ❤❤❤❤❤❤❤❤
@itsmebiswajit91roul37
@itsmebiswajit91roul37 4 месяца назад
ଓଡିଶାରେ ପୋଲିସ ଗରିବ ଲୋକ ଙ୍କୁ ବହୁତ୍ ହଇରାଣ କରୁଛି ତାଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ CM Sir 🙏
@RupNarayanMajhi
@RupNarayanMajhi 4 месяца назад
ଏଇଟା ପୁରା ସଂସାର ର ନିୟମ, ଶକ୍ତିଶାଳୀ କେବେ ନିଜ ସମକକ୍ଷ ସହିତ ପଙ୍ଗା ନିଏନି । ସବୁବେଳେ ନୀରିହ, ଦୁର୍ବଳ ଉପରେ ନିଜର ଜୋର୍ ଚଳାଏ । କିନ୍ତୁ ଭାରତରେ ଟିକେ ବେଶୀ ହେଇଯାଉଛି ।
@WellnessHub.Official
@WellnessHub.Official 4 месяца назад
Exactly
@birenpadhan6597
@birenpadhan6597 4 месяца назад
👌👌👌cm sir 🙏🙏
@sujitbag7326
@sujitbag7326 4 месяца назад
Right bhai
@jageswarmahanta1433
@jageswarmahanta1433 4 месяца назад
Right
@AphsaDigital
@AphsaDigital 4 месяца назад
ନିଶ୍ଚୟ ୟେ cm ହେବା ଦରକାର ଥିଲା, ଓ ହେଇଗଲା 🙏🙏🙏
@RANJANKUMAR-jb1xw
@RANJANKUMAR-jb1xw 4 месяца назад
ବିଜେପି ସରକାର ଏହି ମାନଙ୍କୁ ବିଚାର କରନ୍ତୁ ବିଜେପି ଜିନ୍ଦାବାଦ ❤❤❤❤
@sirdharmapad911
@sirdharmapad911 4 месяца назад
Right
@sabitadansana8387
@sabitadansana8387 4 месяца назад
Right
@nandansahu3832
@nandansahu3832 4 месяца назад
Corupted police upare action heu
@trilochanpradhan1033
@trilochanpradhan1033 4 месяца назад
Ye sala BJD gunda nku size karantu pls
@MerepapaTum
@MerepapaTum 4 месяца назад
Hei jau odisha re up style re, tebe jai a bjd gunda hatiba​@@nandansahu3832
@dinabandhunaik7332
@dinabandhunaik7332 4 месяца назад
ଆପଣ ତାକୁ ଖୋଜନ୍ତୁ, କେଉଁଠି ଅଛି, ଭଲ ଔଷଧ ଦିଅନ୍ତୁ 🌹🌹🌹
@arunnaik3454
@arunnaik3454 4 месяца назад
ମାନନୀୟ ମାଝୀ ଶାର୍ ଏବେତ ଆପଣ ଆମ ମୁଖ୍ୟ ମନ୍ତ୍ରୀ ଆପଣଙ୍କୁ ବିନିତ ଅନୁରୋଧ ସେଇ ଜାଗାର ପାଣି ସମସ୍ଯା ଦୁର କରିବା ସକାଶେ ତୁରନ୍ତ ପଦକ୍ଷେପ ନିଅନ୍ତୁ
@manojkumarmohapatra-oy1gc
@manojkumarmohapatra-oy1gc 4 месяца назад
CM sir ଏ IIC ମହାଶୟଙ୍କୁ ଟିକିଏ ଆଇନ ଶିକ୍ଷା ଦେବେ ଆପଣଙ୍କୁ ଅନୁରୋଧ।
@karindramajhi
@karindramajhi 4 месяца назад
Bahut heigala
@odiasarthsong6070
@odiasarthsong6070 4 месяца назад
Raght
@sumitkumarbehera4019
@sumitkumarbehera4019 4 месяца назад
Now the revenge time
@banamalikishku6227
@banamalikishku6227 4 месяца назад
Right
@Sugam1820
@Sugam1820 4 месяца назад
ମୁଖ୍ୟମନ୍ତ୍ରୀ ହେବତ ଏଭଳି ଜୟ ଜଗନ୍ନାଥ ❤❤❤
@ADAS_Sainik_School
@ADAS_Sainik_School 4 месяца назад
❤❤❤ ବହୁତ୍ ବଢିଆ ମୁଖ୍ୟମନ୍ତ୍ରୀ କରା ଯାଇଛି ❤❤❤
@Twins_Lifestyle
@Twins_Lifestyle 4 месяца назад
ଆମ ମୁଖ୍ୟମନ୍ତ୍ରୀଙ୍କଠାରେ ଦମ୍ ଅଛି ରେ... ଖୁସି ଲାଗିଲା
@SumantaKumarPradhan-dm1tk
@SumantaKumarPradhan-dm1tk 4 месяца назад
ଏଭଳି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବା ବିଜେପି ପକ୍ଷରୁ ନିଷ୍ପତ୍ତି ଠିକ୍ ଅଛି ❤
@grimreaperbs1876
@grimreaperbs1876 4 месяца назад
Gandi v badia mariba BJP ebe
@RG_comedy688
@RG_comedy688 4 месяца назад
Right 👍
@sankiipapu6454
@sankiipapu6454 4 месяца назад
Jay shree Ram
@stockmarket-cl2cr
@stockmarket-cl2cr 4 месяца назад
Pura ghanti debe ethara 😂
@manabendrapahi8766
@manabendrapahi8766 4 месяца назад
Right
@angolds
@angolds 4 месяца назад
ଏମିତିକା ମୁଖ୍ୟ ମନ୍ତ୍ରୀ ଦରକାର ଥିଲା ଯିଏ ଲୋକେ ଙ୍କ ଦୁଃଖ ସୁକ ରେ ସାତ ଦଉଥିବେ ଆଉ ଓଡ଼ିଆ ଲୋକଙ୍କ କଥା ବୁଝି ପାରୁଥିବେ
@soudaminiswain7045
@soudaminiswain7045 4 месяца назад
ଏବେ କୁହନ୍ତ ମୋର ପ୍ରିୟ ଓଡ଼ିଶା ବାସୀ ମୋହନ ମାଝୀ ବାବୁ ଆମ ପାଇଁ ଉପଯୁକ୍ତ ମୁଖ୍ୟ ମନ୍ତ୍ର ନା ଆଉ ଥରେ ନବୀନ ବାବୁ ମୋତେ ତ କାଇଁ ଲାଗୁନି ନବନ ବାବୁଙ୍କ ପାଖରେ ଏମିତି ହୃଦୟ ଟ୍ରି ଥିବ ବୋଲି
@biswajitsahu345
@biswajitsahu345 4 месяца назад
Dekha jau ebe Jain ta sabu thik achi...baki agaku kn hauchi
@IndrajitDas-ci4fo
@IndrajitDas-ci4fo 4 месяца назад
Bahut Bhala Cm Agaku Bahut Bikash Haba Odisha Re Jay Jagannath ❤❤❤
@Zodnd1254
@Zodnd1254 4 месяца назад
ନିୟମ ଦେଖାଉଛି ବଦମାସ୍।ପୋଲିସ ଏବେ ହାତ ଯୋଡ଼ିବୁରେ❤❤❤❤❤
@bikrampradhan5560
@bikrampradhan5560 4 месяца назад
ଟୋଟାଲ୍ କ୍ଷମା ନାହିଁ ବହିଷ୍କାର କରି ନୂଆ ପିଲାଙ୍କୁ ଚାକିରୀ ଦିଆଯାଉ ,ଏମାନେ ରହିଲେ ଓଡିଶାର ଗଣତନ୍ତ୍ର କୁ ନଷ୍ଟ କରିବେ
@CHUNY999
@CHUNY999 4 месяца назад
Pani asuni police ra bhul kana
@MerepapaTum
@MerepapaTum 4 месяца назад
​@@CHUNY999😂😂😂😂 au kichhi Dina pare jana padiba vul kouthi thila😂😂😂😂
@factsunloaded4808
@factsunloaded4808 4 месяца назад
@@CHUNY999 police ku bjd waala use karuthile...kiche bjd govt bad management bisaye re complain karile tanku dhamak deba...taanku dareiba ki chup basa ..govt against kichi na kahiba pai police power ra dhamak dekhanti
@CHUNY999
@CHUNY999 4 месяца назад
Semane politics karuchanti esabu katha semane janichanti... Politics pressure boli... Sethipain kounashi politician public servant officer nka badla nianti nahin...
@Rakesh_Tech2
@Rakesh_Tech2 4 месяца назад
ସାର ଆପଣ ଏଭଳି ଗୋଲାମ ମାନଙ୍କୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି l
@ENGLISHCLASS78
@ENGLISHCLASS78 4 месяца назад
ଲୋକଙ୍କ ସମସ୍ୟା ପାଇଁ ଯେ ଛିଡା ହୁଅନ୍ତି ଓ ଅପମାନ ସହିବାକୁ ବି ପଛାଅନ୍ତି ନାହିଁ ସିଏ ହିଁ ପ୍ରକୃତ ଦେବତା ତୁଲ୍ୟ । ଆମର ନୂଆ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ମୋହନ ମାଝିଙ୍କୁ ମୋର ଶତ ପ୍ରଣାମ ଓ ଶୁଭକାମନା । ଜୟ ଜଗନ୍ନାଥ ।।❤❤
@kalucharanpatra5767
@kalucharanpatra5767 4 месяца назад
ବିଜେଡି ସରକାର ସମୟରେ ସବୁ ଥାନା ଅଧିକାରୀ ବିଜେଡିର ଦଳୀୟ କର୍ମୀ ହିସାବରେ କାମ କରୁଥିଲେ ।
@MoonLight0466
@MoonLight0466 4 месяца назад
ଆଗରୁ ଗୁଣ୍ଡରଜ୍ ଚାଲିଥିଲା, ଏବେ election ଚାଲିଥିଲା ବେଳେ ବିଜେଡି ଗୁଣ୍ଡା କିଛି ଜାଗା ଜଗିବସିଥିଲେ ବିଜେପି କୁ ପ୍ରଚାର କରିବାକୁ ଦିଆ ଯାଇନଥିଲା, ହେଲେ ଓଡ଼ିଶା ଲୋକ ଭକୁଆ ନୁହନ୍ତି ଠିକ୍ ନିଷ୍ପତି ନେଲେ 🎉
@witharmour6509
@witharmour6509 4 месяца назад
ଏମିତି ଲଢ଼ୁଆ CM ଦରକାର।
@sanjayabhue1375
@sanjayabhue1375 4 месяца назад
​@@pratyushajena1169sethi pai 25year sasan kala pare b mada bikri re no 1 , daridra re 1 no state, unemployment re b 1no au kn kahibi😂
@pratyushajena1169
@pratyushajena1169 4 месяца назад
@@sanjayabhue1375 aare murkho odisa hauchi krusi rajya. Mado Tu nije peichu to ghara bala peiuthibe semana nku kh mado peiba band karidebe odisa loka mado peiba band karidebe taa pare odisa re mado band heijiba. Tu sala ti pari to bhai vauni ki sanga nhele relative nk mrg re mado kn pai maguchu. Au abe to ghara pakhare modi gote company kholiba tu sethi manager job paibu. To pari wapp university chhua nku au kn taa kahibi. Odisa daridra rajya kahuchu kn tote kahibi kichhi bujhi paruni aabe Tu patha satha padichu naa nahi be. BJP sarkar ate chhoduthila jadi ayodhya kn pai harigala ram🙏 nk mandira seithi heithila. Para. Sunu alapa guniya bahut vayankara alapa pathua vari gyaani vabanti.. Tu haucu sei category ra
@priyanshupadhi5095
@priyanshupadhi5095 4 месяца назад
Odisha no 1 employment state? Ki bala janicha kahila ​sabuthu kam achi 0.9 sabuthu besi haryana ra,mada peeba state re odisha top 5 re bhi nahi good imports re bhi odisha top 5 re jauchi ,kichi na janiki kahiba purburu bhabi nai last 7 years re odisha re jeteki devlopment haethila bjd sarkar re seita East India ra kou bhi state re haeni so emty andhbhakt katha barta Kariba band Kara@@sanjayabhue1375
@biswajitsahu345
@biswajitsahu345 4 месяца назад
Amiti chintadhara sabu rahiba darkar ama cm sir kara....Jay ho🙏🙏❤️
@Sk-ex2hr
@Sk-ex2hr 4 месяца назад
​@@pratyushajena1169first katha naveen hela biju babu ra pua ta pachare bht bada history achi so sia ta bapa name re ete uparaku jaichi etiki jane jadi back ground nathanta kehi pachari nathante auo a cm nije kasta kari ete bata asichi so farak achi
@Your.Sanjeeb
@Your.Sanjeeb 4 месяца назад
ସମୟ ସବୁଠୁ ବଳବାନ
@chakradhardas6461
@chakradhardas6461 4 месяца назад
ଏହିଭଳି ମୁଖ୍ୟମନ୍ତ୍ରୀଙ୍କୁ ପାଇ ମୁଁ ଗର୍ବିତ ।
@ajitnayak5890
@ajitnayak5890 4 месяца назад
ଆଉ ଶଳା ଟା କଣ କରିବ ସାର ସାର ହେଇକି ଗୋଡ଼ ହାତ ଧରିବ 😭😭👍👍ଜୟ ଶ୍ରୀରାମ 🙏🙏
@Jayanti566
@Jayanti566 4 месяца назад
ମୋ ମନକୁ ଏବେ ଶାନ୍ତି ଆସିଲା ଯେ ମୋହନ ସାର୍ ଙ୍କ ଭଳି ଜଣେ ଲଢ଼ୁଆ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିକି ଆଉ ଗର୍ବିତ ଅନୁଭବ କରୁଛି ଭଗବାନ ଆପଣଙ୍କୁ ଆହୁରି ଶକ୍ତି ଦିଅନ୍ତୁ
@santoshpatra2984
@santoshpatra2984 4 месяца назад
ହେ ମନ୍ତ୍ରୀ ମହୋଦୟ ,ସେ iic କୁ ଆପଣ ଉପଯୁକ୍ତ punishment ଦିଅନ୍ତୁ
@pintupati8786
@pintupati8786 4 месяца назад
କଣ ପାଇଁ ତା duty କରିଛି ବୋଲି ନା କଣ
@grdas5546
@grdas5546 4 месяца назад
Mala padiki
@dipakmohapatra3429
@dipakmohapatra3429 4 месяца назад
Punishment heba nihati darkar
@MRShark7
@MRShark7 4 месяца назад
Kn mla ku get out kahiba misbehave Kariba duty​@@pintupati8786
@biswajitsahu345
@biswajitsahu345 4 месяца назад
Khali taku nai jie bi emiti durnitu karuchi niriha lokomananka saha samastanku....☺️☺️
@diptiranjankar1539
@diptiranjankar1539 4 месяца назад
ଆମେ ଗର୍ବିତ। ଲୋକଙ୍କ ସମସ୍ୟା ପାଇଁ ଲଢ଼ୁଥିବା ରୁ ଆପଣଙ୍କୁ ଧନ୍ୟବାଦ।
@StupidGuy-bh3re
@StupidGuy-bh3re 4 месяца назад
We require This Type of Leader For Our State🙏🙏🙏 Respect You and Love You Sir❤❤❤
@laxmidharwadaka1955
@laxmidharwadaka1955 4 месяца назад
କାଲି ରାତିରୁ ସେ ଆଇ ଆଇ ସି ର ନିଦ ହଜି ଯାଇ ଥିବ😊😊😊
@hrudayaranjan8217
@hrudayaranjan8217 4 месяца назад
ଠିକ୍ କହିଲ ଭାଇ , ସେ ପୋଲିସ ବାଲା ଏବେ ଦୁଇ ଦୁଇଟା ଚଡ଼ି ପିନ୍ଧୁଥିବା😂😂ଗାଣ୍ଡି ମରେଇଲା ୧୦୦ , ୧୦୦ରେ😂😂😂ଜୟ ବିଜେପି🎉
@Smarndi608
@Smarndi608 4 месяца назад
Police babu molaa😂😂😂😂
@Jnpfs
@Jnpfs 4 месяца назад
Sabu heba... Ta g mara heba... Transfer, proceeding heba.. Kau case re aaram se phasiba
@nepalnag1422
@nepalnag1422 4 месяца назад
😂😂😂
@himanshubhusansahoo4546
@himanshubhusansahoo4546 4 месяца назад
Sabu bhul karichi mala sala ethara
@rabindrakumarmohanty9415
@rabindrakumarmohanty9415 4 месяца назад
ଜଣେ ଶାନ୍ତ ସରଳ ଭଦ୍ର ବ୍ୟକ୍ତିତ୍ଵ ଦୃଢ ସଂଗଠକ ଲୋକ ପ୍ରତିନିଧି ଶ୍ରୀଯୁକ୍ତ ମୋହନ ଚରଣ ମାଝି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଥିବାରୁ ଆମେ ଗର୍ବିତ।ଜୟ ଜଗନ୍ନାଥ,ଵନ୍ଦେ ଉତ୍କଳ ଜନନୀ।
@Babubhai123-c8e
@Babubhai123-c8e 4 месяца назад
ଏଇ video କୁ focus plus ସାଇତି ରଖୁ ଆଉ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ କେମିତି ପହଞ୍ଚିବ ତା'ର ବ୍ୟବସ୍ଥା କରୁ
@anitanaikanitanaik9908
@anitanaikanitanaik9908 4 месяца назад
Asha achhi Mohan sir Nabin sir nka thu bi bhala CM hebe🙏
@dillipcreations2010
@dillipcreations2010 4 месяца назад
ବିଜେଡି ସରକାର ର ଏକଛତ୍ର ବାଦରେ ପୋଲିସ ବାବୁ ନିଜକୁ ବଡ଼ ବୋଲି ଭାବୁଥିଲେ ... ତେଣୁ ଜଣେ ଜନପ୍ରତିନିଧି ଙ୍କୁ ଭଲ ବ୍ୟବହାର ନକରିବା ଉଦ୍ଧତ୍ୟ ର ପରିଚୟ ନିଶ୍ଚୟ ଥିଲା ... ଭଗବାନ ବଡ଼ ଲୋକ , ଆଜି ସମୟ ବଦଳି ଯାଇଛି ।
@MohanJena-jf9ti
@MohanJena-jf9ti 4 месяца назад
ସେ ପୋଲିସ ଗାଣ୍ଡି ଫଟାଯିବ ଅପେକ୍ଷା କର
@annurani2494
@annurani2494 4 месяца назад
Right
@odianatakalive2562
@odianatakalive2562 4 месяца назад
Right
@manoj62665
@manoj62665 4 месяца назад
ବାସ୍ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଦରକାର ଥିଲେ..🎉 👍🎉
@Sachidanandbiswal-w3l
@Sachidanandbiswal-w3l 4 месяца назад
Hn
@rajusahub8168
@rajusahub8168 4 месяца назад
You are right sir
@manoj62665
@manoj62665 4 месяца назад
@@rajusahub8168 thaku
@pravkakarnayak9117
@pravkakarnayak9117 4 месяца назад
ମାଗିଆ ସବୁ ପୋଲିସ କୁ ପନିସ ମେଣ୍ଟ ଦିଆଯାଉ, BJD ଦଳ ର ପାୱାର ପାଇ ନିରୀହ ଲୋକଙ୍କୁ ଦଣ୍ଡ ଦେଉଥିଲେ, ଓଡ଼ିଶାର ଚୁଟିଆ ପୋଲିସ କୁ କାଠର ଦଣ୍ଡ ଦିଆଯାଉ, ଜୟ ଜଗନ୍ନାଥ
@minakshidas6721
@minakshidas6721 4 месяца назад
Right 👍
@ghasiramsandha7833
@ghasiramsandha7833 4 месяца назад
Right
@lie2349
@lie2349 4 месяца назад
Sata katha mghnku suspend karajau
@ganeshfarmhouse4737
@ganeshfarmhouse4737 4 месяца назад
ମୁଁ ମିଠା ବlଣ୍ଟିବି
@dambarudhargiri3360
@dambarudhargiri3360 4 месяца назад
ଲଙ୍ଗଳା କରିକି ପିଚା ରେ ମାଡ଼ ହେବ ଏବେ, କାକା ଙ୍କୁ ଜାଣି ନାହାନ୍ତି ସେ ପୋଲିସ
@Kanhucharanvlog-ic2fw
@Kanhucharanvlog-ic2fw 4 месяца назад
ସମୟ ବଡ଼ ବଳବାନ
@BharatBhua
@BharatBhua 4 месяца назад
ଆମ ନୁଆଁ ମୁଖ୍ୟମନ୍ତ୍ରୀ ଭାରି ଉଦାର ବାଦୀ ମଣିଷ🙏🙏🙏
@soudaminiswain7045
@soudaminiswain7045 4 месяца назад
A heuchhi ama Modi ji nka guaranty
@Subha_Prakash_Nayak
@Subha_Prakash_Nayak 4 месяца назад
Hi baby 😊​@@soudaminiswain7045
@srikantakumarhota6134
@srikantakumarhota6134 4 месяца назад
ସେହି ପୋଲିସ ଅଫିସର କୁ ବହିଷ୍କୃତ କରାଯାଉ।
@jayantanayak1793
@jayantanayak1793 4 месяца назад
ସସ୍ପେଣ୍ଡ ସବୁ ଦୁର୍ନୀତି ଓ ଭ୍ରଷ୍ଟାଚାର ସରକାରୀ ଚାକିରିଆ ମାନଙ୍କୁ
@HrushikeshTripathi
@HrushikeshTripathi 4 месяца назад
ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା ଆପଣଙ୍କ ସେବାରେ ବହୁତ୍ ସନ୍ତୁଷ୍ଟ ଜୟ ସିତାରାମ୍ ଜୟ ସିତାରାମ୍
@tilachandrameher608
@tilachandrameher608 4 месяца назад
ଫସିଗଲାରେ.... ସେ ପୋଲିସ. ଠିକ୍ ପାନେ ଦେବାର ସମୀୟା ଆସିଛି
@amarmoharana875
@amarmoharana875 4 месяца назад
ଆଇଆଇସି ରେ ଭାଗ୍ୟ ଖରାପ ,ଅପେକ୍ଷା କର ,ତୋ ଶୀତ ଛଡାଯିବ ।
@raghumaninayak9593
@raghumaninayak9593 4 месяца назад
ଆଇଆଇସି GM
@dhaneswarmallik8150
@dhaneswarmallik8150 4 месяца назад
Right
@SureshChandraSahoo-qs4bp
@SureshChandraSahoo-qs4bp 4 месяца назад
Khubsighra bjp budijib nitiadarsh hareile janasadharana bichara karibe
@sonufoodcorner2560
@sonufoodcorner2560 4 месяца назад
କାହାକୁ ହଇରାଣ କରିବା ଅପେକ୍ଷା ସମସ୍ତ ଙ୍କୁ ଧରିକି ଚାଲିବା ଉଚିତ୍, ଏମିତି କଲେ ଠିକ୍ ନୁହେଁ
@pramodkumarsahoo7448
@pramodkumarsahoo7448 4 месяца назад
ସେହି ବ୍ୟକ୍ତିଙ୍କୁ ଏବେ ସେହି ଥାନା ଅଧୀନରେ ଥିବା ବଜାର ର ହୋମଗାର୍ଡ ରୂପେ କାର୍ଯ୍ୟ କରିବାପାଇଁ ନିୟୋଜିତ ହେବା ଦରକାର
@sorrymemes
@sorrymemes 4 месяца назад
😂😂
@lovelybobly4744
@lovelybobly4744 4 месяца назад
Right 👍
@baikunthanath653
@baikunthanath653 4 месяца назад
Imideate
@sengerandu
@sengerandu 4 месяца назад
ଥାନା ବାବୁ ଠିକ୍ କହୁଛନ୍ତି
@prasantkudas3438
@prasantkudas3438 4 месяца назад
ଓଡ଼ିଶା ପୋଲିସ ବିଭାଗ ବହୁତ ଦୁର୍ନୀତି କରୁଛନ୍ତି ତେଣୁ ତାକୁ ସାବାଡ କରିବାପାଇଁ ନୂଆ ସରକାରକୁ ଅନୁରୋଧ,🙏🙏🙏🙏🙏
@JPsuvam
@JPsuvam 4 месяца назад
👍👍👍👍
@Ndu-ik1cu
@Ndu-ik1cu 4 месяца назад
Right
@deepakranjanakhatei36
@deepakranjanakhatei36 4 месяца назад
Sabu tadiba
@Ajuseth7
@Ajuseth7 4 месяца назад
R8
@BiswalGayatri
@BiswalGayatri 4 месяца назад
Thank you Sir🙏
@CreationOdia1234
@CreationOdia1234 4 месяца назад
ସେ IIC ଙ୍କୁ ନିଲମ୍ବନ କର ପ୍ରଥମେ କେତେ କଳା ଟଙ୍କା ରଖିଛି ସେ IIC ତାକୁ ତୁରନ୍ତ CBI ତଦନ୍ତ କର
@bijoykumardas4173
@bijoykumardas4173 4 месяца назад
CBI ରେ କଣ ଭଗଵାନ ଥାଆନ୍ତି କି କି ସେଇ ପୋଲିସ । cbi ବାଲା କଣ ଏତେ ସଚୋଟ ?
@RupNarayanMajhi
@RupNarayanMajhi 4 месяца назад
Vigilance ଯଥେଷ୍ଟ।
@jayantiswain1732
@jayantiswain1732 4 месяца назад
ସେଦିନ ର ଆଇ ଆଇ ସି ଏବେ କେଉଁଠି ଅଛନ୍ତି ଅନୁସନ୍ଧାନ କରାଯାଉ। ବିଳମ୍ବ ଯଦିଓ ହୋଇଛି ସେ ବାବୁ ଶିଷ୍ଟଚାର ହୋଇ ନଥିବାରୁ ଓ ବ୍ୟବହାର ଖରାପ କରିଥିବାରୁ ସମୁଚିତ ଦଣ୍ଡ ବିଧାନ କରାଯାଉ। ଓଡ଼ିଶାରେ ଏହା ଏକ ଶିକ୍ଷଣୀୟ ଉଦାହରଣ ହେଉ।
@smile-op2yq
@smile-op2yq 4 месяца назад
ଠିକ୍ କଥା କହିଛନ୍ତି ସlର l
@sidheswarbeherasidheswarbe6425
@sidheswarbeherasidheswarbe6425 4 месяца назад
Right
@Gdiwhsbdnxxhsjsnsn
@Gdiwhsbdnxxhsjsnsn 4 месяца назад
CM HEICHI SEBA KARIBAKU PERSONAL MATTER RE REVENGE NABAKU NUHA.
@WellnessHub.Official
@WellnessHub.Official 4 месяца назад
Perfect
@smile-op2yq
@smile-op2yq 4 месяца назад
@@Gdiwhsbdnxxhsjsnsnମାଝୀ ସlର କଣ personal କାମ ରେ ଯାଇଥିଲେ କି???? ଲୋକଙ୍କ ଅସୁବିଧା ବୁଝି ଯାଇଥିଲେ ସେଥିରେ ପୁଣି ସେ Iic କୁକୁର କହୁଛି ଗେଟ ଆଉଟ ଜଣେ sittings MLA କୁ କେମିତି ବ୍ୟବହାର ଦିଆଯାଇ ତାକୁ ଜଣା ନାହିଁ କି????? BJD ର ଗୁଣ୍ଡା ଓଡିଶା ପୁଲିସ
@LaxmidharaBehera-hc5pi
@LaxmidharaBehera-hc5pi 4 месяца назад
🙏🙏🙏ଜୟ ଜଗନ୍ନାଥ ପ୍ରଭୁ 🚩🚩 ମୋହନ ମାଜି ନମ୍ବର 1ମୁଖ୍ୟମନ୍ତ୍ରୀ ବନ୍ଦେ ଉତ୍କଳ ଜନନୀ 🇮🇳🇮🇳👍🌹😊
@grimreaperbs1876
@grimreaperbs1876 4 месяца назад
Hadi cm 😂😂
@abinashhembram6737
@abinashhembram6737 4 месяца назад
​​ତତେ ସମ୍ମାନ ମିଲିବକି ନାହିଁ ମୁଁ ଜାଣି ନି, ତା କୁ ତୋ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସମ୍ମାନ ମିଳିବ😂😂😂😂😂😅😅😅😅😅😅😅😅😅​@@grimreaperbs1876
@ramakantamusics5897
@ramakantamusics5897 4 месяца назад
ଗର୍ବିତ sir 🙏🌹🙏
@arjunjena6753
@arjunjena6753 4 месяца назад
କାର୍ଯ୍ୟରେ ଅବହେଳା କରିଥିଲେ suspend ନୁହେଁ dismiss ହେବା ଆବଶ୍ୟକ.. ତେବେ ଯାଇ ସୁଧୀରିବେ..
@pro-life662
@pro-life662 4 месяца назад
Right
@SureshPusti
@SureshPusti 4 месяца назад
ଏ, ସବୁଥାନାବାଲାକୁଂ ଶିଘ୍ର ବରଖାସ୍ତ କରନ୍ତୁ,
@sankarmahankuda1252
@sankarmahankuda1252 4 месяца назад
ମୋଦି ଠିକ୍ ଲୋକ ଜଣଙ୍କୁ ଆମ ଓଡ଼ିଶା ର C M Candidate କରିଛନ୍ତି Jaya Jagannath 🙏🙏🙏🙏🙏🙏
@kusumabatipradhan6692
@kusumabatipradhan6692 4 месяца назад
ବହୁତ ସୁନ୍ଦର ନିଷ୍ପତି ନେଇଥିଲେ ମୋହନ sir
@shyamalbhaiofficial4540
@shyamalbhaiofficial4540 4 месяца назад
ପାନେ ଦେବାର ସମୟ ଆସିଲା ପ୍ରଥମ steep ବିଜେପି ❤️❤️❤️❤️
@tareswarsagria3726
@tareswarsagria3726 4 месяца назад
ଏବେ ଆପଣ ଙ୍କ ସମୀୟ ଆଜ୍ଞା ...ଓଡ଼ିଶା ଆଉ ଓଡ଼ିଆ ଙ୍କ ଦୁଃଖ ଦରଦ ,ଅସୁବିଧା କୁ ଦୂର କରିବା ର ବାଟ ଖୋଜନ୍ତୁ .....ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ👍❤️👌🙏🙏🙏🙏🙏
@biswanathkusumalia9563
@biswanathkusumalia9563 4 месяца назад
ସେମାନଙ୍କୁ ମୁହଁତଡ଼ ଜବାବ ଦେଇ, ପିଅନ ପଦରେ ରଖାଯାଉ,
@Jayanti566
@Jayanti566 4 месяца назад
😂😂😂
@loca290
@loca290 4 месяца назад
😅😅😂😂
@RamBhai24..
@RamBhai24.. 4 месяца назад
ଆର ବର୍ଷରେ ନିଶ୍ଚିତ ଭାବରେ ଏ ମୁଖ୍ୟ ମନ୍ତ୍ରୀ‌ ହାରି ଜିବ‌ Jay shree jagannath 🙏
@rabinarayansahoo3444
@rabinarayansahoo3444 4 месяца назад
ସେ ଶଳା ପୋଲିସ କୁ ମାଲକାନଗିରି naxal area ku ପଠାନ୍ତୁ
@kumarprahllada6197
@kumarprahllada6197 4 месяца назад
😂😂
@ranjanpatel6687
@ranjanpatel6687 4 месяца назад
Right❤
@binodkumardalai3436
@binodkumardalai3436 4 месяца назад
It's a good decision. Pls cm sir send him to malkangiri ....
@sumantasamantsinghar249
@sumantasamantsinghar249 4 месяца назад
Na bhai desa drohi bhabare count karajau
@tnkg2
@tnkg2 4 месяца назад
Ys
@umeshsahu2146
@umeshsahu2146 4 месяца назад
ମାନିବାକୁ ପଡ଼ିବ ସାର୍ ଆପଣ ଙ୍କୁ ଆପଣ ଭଳି ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶା କୁ ଦରକାର ସାର୍
@Odiaclasic
@Odiaclasic 4 месяца назад
ଭାବି ମୁଖ୍ୟମନ୍ତ୍ରୀ ନିଜେ ଅନୁଭବ କରିଛନ୍ତି ତେଣୁ ସେ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବେ ତେବେ ସେଇଟା ତାଙ୍କ ଅଯୋଗ୍ୟ ପଣିଆ ହେବ
@susamaranisadangi7747
@susamaranisadangi7747 4 месяца назад
💯👏
@ranjanpatel6687
@ranjanpatel6687 4 месяца назад
100❤❤
@tilachandrameher608
@tilachandrameher608 4 месяца назад
🎉❤❤
@SunilKumar-851
@SunilKumar-851 4 месяца назад
That's right
@pradeepjena3417
@pradeepjena3417 4 месяца назад
Right
@dayamahanand82
@dayamahanand82 4 месяца назад
That' s why it is said. Time is sooo powerful. Just have patient and wait for the right time to come..
@samirdas-or7fm
@samirdas-or7fm 4 месяца назад
ଧନ୍ୟବାଦ୍ focus Plus ଏତେ ସୁନ୍ଦର news ପାଇଁ
@lipu6188
@lipu6188 4 месяца назад
ନାମ ନବୁରେ ପୋଲିସ୍ ବାଲା ତର ବାପ ଆସିଲା ବିଜେପି ସରକାର ❤ମା ମା ଡିଚାଲ
@mrutyunjayafiregaming4729
@mrutyunjayafiregaming4729 4 месяца назад
@@amitm1993 kichhi police bi emiti achhanti Jia Lancha nauchhanti Se IIC yanku police station dakuthila kahinki
@mrutyunjayafiregaming4729
@mrutyunjayafiregaming4729 4 месяца назад
@@amitm1993 Tapare civil dress kan karuchhi tara bardi kahin
@mrutyunjayafiregaming4729
@mrutyunjayafiregaming4729 4 месяца назад
@@amitm1993 but lokanka subidha karibaku jaithiba netanku apaman kariba ta kete dur thik thila so se officer upare action haba darkar thila
@mrutyunjayafiregaming4729
@mrutyunjayafiregaming4729 4 месяца назад
@@amitm1993 Segura kuhana Ed,Cbi jetebele janch Kari dharuchhanti setebele kichhi laka kahuchhanti democracy ra hatya heigala
@mrutyunjayafiregaming4729
@mrutyunjayafiregaming4729 4 месяца назад
@@amitm1993 But ethhi police ra hin dosa thila Mu ete adaku jiba pain chahuni
@dillipproduction.
@dillipproduction. 4 месяца назад
ଆମକୁ ଏମିତିଆ ସିଏମ ଦରକାର .. .. ବିଜେପି ଜିନ୍ଦାବାଦ..
@brajakishormajhi2324
@brajakishormajhi2324 4 месяца назад
CM sir evideo ku dekhantu. IIIC ke tike excation karantu
@go4gouri
@go4gouri 4 месяца назад
ତଳ ସ୍ତର ର ଜଣେ ବ୍ୟକ୍ତି ଆଜି ମୁଖ୍ୟମନ୍ତ୍ରୀ ହେଇ ଥିବା ରୁ ମୁଁ ବହୁତ୍ ଖୁସି।
@annurani2494
@annurani2494 4 месяца назад
Mu bi bahut khusi .jay jagannath🙏🙏
@mkjuanga5275
@mkjuanga5275 4 месяца назад
ଏପରି ଲଗାମ ଛଡା କର୍ମଚାରୀ ଙ୍କ ଉପରେ ବିଜେପି ସରକାର ଉଚିତ ଦଣ୍ଡ ଦେବେ l
@ramaorissa
@ramaorissa 4 месяца назад
ସ୍ଥାନେ ସ୍ଥାନେ ପୋଲିସ୍ ଅଧିକାରୀଙ୍କ ମାତ୍ରାଧିକ ଅଶୋଭନୀୟ ଆଚରଣ ଓ ସାଧାରଣ ଜନତାଙ୍କୁ ଅପରାଧୀ ଭଳି ବ୍ୟବହାର ଅନସ୍ୱୀକାର୍ଯ୍ୟ ଅଟେ। ପୋଲିସ୍ ଅଧିକାରୀଙ୍କ ବ୍ୟବହାର ବନ୍ଧୁତ୍ୱ ପୂର୍ଣ ହେବା ବିଧେୟ।
@sahoocreation9938
@sahoocreation9938 4 месяца назад
Good work sir emiti heba darkar
@DasBibhuti-dc7kb
@DasBibhuti-dc7kb 4 месяца назад
ପାଗଳ police କୁ ଚାକିରିରୁ ବହିଷ୍କାର କରାଯାଉ.. 🙏🏽
@chandanpal7989
@chandanpal7989 4 месяца назад
ଚାକିରି କଣ ବିଜେପି ଦେଇଛି ସେ ମେରିଟ ରେ ପାଇଛି କେହି କିଛି କରିପାରିବେନି । ଯଦି ଏବେ ଦୋଷ କି ଭୁଲ କରନ୍ତି ତା ହେଲେ କିଛି କାର୍ଯ୍ୟ ଲଗୁହେବ କିନ୍ତୁ ପୋଲିସ ଜଣଙ୍କ ନିଶ୍ଚିନ୍ତ ଅଇଁଠା ଖିଆ ଜଣା ପଡୁଛି😂
@MrAnt-do4wq
@MrAnt-do4wq 4 месяца назад
​@@chandanpal7989 aau ebe pada chatiba😂
@ambarishswain3233
@ambarishswain3233 4 месяца назад
@@chandanpal7989 Tu ate chodana ,Taku kana BJD chakiri deithilaki
@chandanpal7989
@chandanpal7989 4 месяца назад
@@MrAnt-do4wq ଆରେ ସମସ୍ତେ ଚଟିବେ ମାଣ୍ଡିଆ,ଆଉ ପାୱାର ଥିଲେ ଚାଟିବେ
@subhransumaharana3691
@subhransumaharana3691 4 месяца назад
ଗତ କାଲିଠାରୁ ସେ ଆଇଆଇସି ଭାବୁଥିବେ ଆଗକୁ କଣ ହେବ । ନିଦ ଭଲରେ ହେଉନଥିବ
@ManojNayak-vw9bq
@ManojNayak-vw9bq 4 месяца назад
😂
@sudamrana753
@sudamrana753 4 месяца назад
ସେ ପୋଲିସ୍ ବାଲାର ଲେଖା ଛିଡିବ ଏଥର
@sureshpidisika5428
@sureshpidisika5428 4 месяца назад
​@@sudamrana753 Pradeep panigrahi ku daka lekha chhindeiba bhala janichhanti
@dambrudharnayak7809
@dambrudharnayak7809 4 месяца назад
ଆମ ଆଦିବାସୀ ପାୱାର ଜୟ ଆଦିବାସୀ ଜୟ ଜଗନ୍ନାଥ ମହୋନ ସାର 💪💪💪💪💪
@prajnnavedavyas2543
@prajnnavedavyas2543 4 месяца назад
Bhai.. Khali adibasi nuhe.. Ame b tanku bhala pau. Jay odisha power. Se cm hele ame b khusi achu
@op....3934
@op....3934 4 месяца назад
Jativad karutha magiha dharam ku mann na bedha chua🤡
@ranjansahoo9569
@ranjansahoo9569 4 месяца назад
are bhai ame sabu odia
@dambrudharnayak7809
@dambrudharnayak7809 4 месяца назад
@@ranjansahoo9569 ସତରେ ଭାଇ ଆମେ ସମସ୍ତେ ଓଡିଶା ବାସି ଆମ ଭାଷା ଓଡ଼ିଆ କିନ୍ତୁ ମୁ ଆଦିବାସୀ । କିନ୍ତୁ ଆମ ମହୋନ ସାର ଆମ ସମଗ୍ର ଓଡ଼ିଶା ବାସୀ ପାଇଁ ଭଲ କାମ କରିବେ
@pramodkisan9370
@pramodkisan9370 4 месяца назад
​@@prajnnavedavyas2543❤❤❤❤
@trilochannaik1916
@trilochannaik1916 4 месяца назад
Cm sir ସେ ଆଇଆଇସି କୁ ପ୍ରଥମେ ମାଲକାନଗିରି transfor କରନ୍ତୁ ସିଏ ଜାଣିବା ଦରକାର୍ କଣ ଭୁଲ୍ କରିଛି
@RanjitaDas-mx6qp
@RanjitaDas-mx6qp 4 месяца назад
Such a humble person and energetic person.... Amiti jane chief ministet odisha ku darkar...... Jagannath apananku ashirbad karantu sir......
@dhamirona8662
@dhamirona8662 4 месяца назад
ମଲା ଶଳା ଏବେ
@kumarprahllada6197
@kumarprahllada6197 4 месяца назад
😂
@Kalia-143-U
@Kalia-143-U 4 месяца назад
ଶଳା ମରିଯାଉ 🤩🤩🤩🤩
@rakeshsethi-sl3xr
@rakeshsethi-sl3xr 4 месяца назад
😂😂😂
@ShantanuMishra-lw8zp
@ShantanuMishra-lw8zp 4 месяца назад
ପୁଲିସ ବାବୁ, ଅପମାନିତ କରି ଥିବା M. L. A ଏବେ ମୁଖ୍ୟମନ୍ତ୍ରୀ. ଆପଣ ଗୋଟେ କାମ କରନ୍ତୁ. 5T ରୁ ଗୋଟେ T ନେଇ ମାନେ ଟ୍ରାନ୍ସଫର ଯାଆନ୍ତୁ ସିଧା TAMILNADU.
@janakinayak6576
@janakinayak6576 4 месяца назад
😄😄😄😄😄😄😄😂😂👍
@gugulipradhan3881
@gugulipradhan3881 4 месяца назад
😁😃😃
@sanu3983
@sanu3983 4 месяца назад
ମୋହନ ବାବୁଙ୍କୁ ରାଜ୍ୟର ନଂ୧ ମୁଖ୍ୟମନ୍ତ୍ରୀ
@KeyG817
@KeyG817 4 месяца назад
To maa bia😊
@bkdas3398
@bkdas3398 4 месяца назад
ଲୋକଙ୍କ ହକ୍ ପାଇଁ, ପାଣି ସମସ୍ୟାର ସମାଧାନ ପାଇଁ MLA ଆସିଥିଲେ । IIC, MLA Sir ଙ୍କୁ misbehave କରିଥିବାରୁ IIC ଙ୍କୁ punishment ଦରକାର, ତାଙ୍କୁ କିଛିଦିନ ପାଇଁ suspend କରି behave ଶିଖିବା ପାଇଁ ଟ୍ରେନିଂ ରେ ପଠାଯାଉ, actually ତାଙ୍କୁ behave ଜଣାନାହିଁ।
@Riderff001
@Riderff001 4 месяца назад
😂
@nabaghanasamal8578
@nabaghanasamal8578 4 месяца назад
ଧନ୍ୟବାଦ ସାର୍ । ଏ,ତ ଆପଣ ଙ୍କୁ ଏପ୍ରକାର ବ୍ୟବହାର ପୋଲିସ ବାବୁ ଙ୍କ ର , ସାଧାରଣ ଜନତା ଙ୍କ ଉପରେ କି ପ୍ରକାର ଜୁଲୁମ ଓ ହୁକୁମ ହେଉଥିବ ବାବୁ ମାନଙ୍କର ହୃଦୟଙ୍ଗମ କରିପାରୁଥିବେ ସାର୍। ନମସ୍କାର ଜୟ ଜଗନ୍ନାଥ ମା' ତାରିଣୀ ହଁ ଭରଷା ।
@jyotiranjan6269
@jyotiranjan6269 4 месяца назад
ତୃଣ ମୁଳ ସ୍ତରୀୟ ଜନ ନେତା
@laxmikanthdash2672
@laxmikanthdash2672 4 месяца назад
Excellent mohan majhi❤
@jatinpradhan4968
@jatinpradhan4968 4 месяца назад
ସମୟ ଚକରେ ସଂସାର ରଥ
@Odiaclasic
@Odiaclasic 4 месяца назад
ମାଲକାନଗିରି ମୋଟୋ କୁ ତୁରନ୍ତ ବଦଳି ବ୍ୟବସ୍ତା କର ନ ହେଲେ ତାକୁ ମୁଖ୍ୟମନ୍ତୀ ର gate ଜଗିବା ବ୍ୟବସ୍ତା ନିର୍ଦେଶ ଦିଆଯାଉ
@kumarprahllada6197
@kumarprahllada6197 4 месяца назад
😂😂
@bibhendrabehera1205
@bibhendrabehera1205 4 месяца назад
Na gate jagile power badhi jiba
@Yams542
@Yams542 4 месяца назад
Daily salute mariba
@MohanJena-jf9ti
@MohanJena-jf9ti 4 месяца назад
ତାକୁ ମୁଖ୍ୟମନ୍ତ୍ରୀ ଘର ଯଗାଯାଉ, ସକାଳୁ ଉଠି ସାଲୁଟ ମାରିବ ସବୁଦିନ
@rakeshsethi-sl3xr
@rakeshsethi-sl3xr 4 месяца назад
😂😂😂😂😂
@Babubhai123-c8e
@Babubhai123-c8e 4 месяца назад
ସେ ଶଳା ଇନ୍ଦ୍ରଚନ୍ଦ୍ର ମାନୁନଥିଲେ
@jeetnjeetcreations4767
@jeetnjeetcreations4767 4 месяца назад
Ae thik cm hebe ....very good job sir 👌
@SagarMalik-or7iy
@SagarMalik-or7iy 4 месяца назад
ନବିନ ମଦ ପିଈକି ବସିଥିଲା ହେଲେ ପିଜେପି ମୁଖ୍ୟମନ୍ତ୍ରୀ ଗରିବଙ୍କ ପାଖକୁ ଯାଈ ଭଲ ମନ୍ଦ ବୁଝୁ ଛନ୍ତି
@rajendradas4739
@rajendradas4739 4 месяца назад
ଏମାନଙ୍କୁ ଉଚିତ୍ ଶିକ୍ଷା ଦିଆଯାଉ
@sushantadas5138
@sushantadas5138 4 месяца назад
ବିଜେଡି ସରକାର ଥିବାବେଳେ ସାଧାରଣ ଲୁକଙ୍କୁ ପୋଲିସବାଲା ହଇରାଣ କରୁଛନ୍ତି. ବିଜେପି ସରକାର ରହିଲେ ଆଉ ହବନି
@SatyaParida-hb6wy
@SatyaParida-hb6wy 4 месяца назад
Bhala lakhi chanti Bhaiapannku Mor ,Bjd police.nka Pani Jaya Sri Ram Bjp CM 🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️
@ytraja143
@ytraja143 4 месяца назад
Thank you very nice ❤
@numerologistsannjoy5996
@numerologistsannjoy5996 4 месяца назад
ସାର 🙏 ଆପଣ ଯଦି ଠିକ ଆମର ମୁଖ୍ୟମନ୍ତ୍ରୀ ହୋଇଥିବେ ତାହେଲେ ସେ IIC କୁ ତୁମର ଗାର୍ଡ ହିସାବରେ ରଖି ସବୁଦିନେ ଆପଣଙ୍କ ର ଜୋତା ସଫା କରିବାକୁ ଦିଅନ୍ତୁ. ନହେଲେ ଆପଣ ନିଜେ ଚିନ୍ତା କରନ୍ତୁ ସେମାନେ ସାଧାରଣ ଜନତାଙ୍କୁ କେମିତି ହଇରାଣ କରୁଛନ୍ତି. ଖାଲି ଟଙ୍କା ପାଇଁ. ନ୍ୟାୟ ବୋଲି ଆଉ କିଛି ନାହିଁ ଓଡିଶା ରେ. 🙏🙏🙏
@DPriya-sr2if
@DPriya-sr2if 4 месяца назад
Right
@Truthseeker9191
@Truthseeker9191 4 месяца назад
Taara ete aujaat nahi
@abhisekraj1431
@abhisekraj1431 4 месяца назад
Jadi se police officer heiki jotta safa kariba tahele ta bhali ordinary loka ra abasta kn kariba...amiti neta kahaku darkar neta aama seva paen thaye....badla naba paen nuhe
@KhusiraChatashali
@KhusiraChatashali 4 месяца назад
ପୃଥିବୀ ଗୋଲ ରେ ବାବୁ 😂 ଏବେ ମୋ ପାଳି ଆସିଛି #ଗୁରୁଜୀମୁଖ୍ୟମନ୍ତ୍ରୀ 🙏
@anilkumarpatra9971
@anilkumarpatra9971 4 месяца назад
ବିଧାୟକ ମାନଙ୍କୁ ବି ପୋଲିସ ଅଧିକାରୀ ମାନେ ଯେମିତି ବ୍ୟବହାର ଦେଉଛନ୍ତି ଏହା ସମସ୍ତେ ଜାଣିବାର କଥା ଯେ ନିରୀହ ଲୋକଙ୍କ ଉପରେ ପୋଲିସ ର ବ୍ୟବହାର ୨୪ ବର୍ଷ କେମିତି ହେଇଥିବ ? ବର୍ତ୍ତମାନ ଆଉ ସେ ଦିନ ନଆସୁ ବିଜେପି ଜିନ୍ଦାବାଦ ❤
@zindagipurty
@zindagipurty 4 месяца назад
Samaya ra khela , sethipain kebe kahaku kharap byabahar ki kharap katha kahiba katha nuhan...Jay jagannath
@Babubhai123-c8e
@Babubhai123-c8e 4 месяца назад
ଏଇ video ମୁଖ୍ୟମନ୍ତ୍ରୀ ଙ୍କୁ ଆଉ ଥରେ tweet କରି ଦେଖାଯାଉ
@soudaminiswain7045
@soudaminiswain7045 4 месяца назад
Hn nihati dekhantu Maa bhauni Rajrasta re masa masa basi ki asila pare v aNabin ra nida bhange nahi kaha ku dekha karibaku ki kaha katha bujhibakJay Modi ji ama Odisha basi nka pain perfect CM bachhi thibaru bahut bahut dhanyabad Jay Jagannath
@KhuSus536
@KhuSus536 4 месяца назад
Very true
@ganeshpanigrahi4808
@ganeshpanigrahi4808 4 месяца назад
ଚିନ୍ତା ଓ ଚେତନାର ବିଚାରଯୋଗ୍ୟ ବିଷୟ ଯେ, ଯେଉଁଠି ମୌଳିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ନିରୀହ, ନିଷ୍କପଟ ଓ ସରଳ ଲୋକମାନଙ୍କ ସହିତ ଜଣେ ଉଚ୍ଚ ସ୍ତରୀୟ ଲୋକପ୍ରତିନିଧି ବିଧାୟକ ହିଁ ଗୋଟାଏ ଚାକର ପୋଲିସ IIC ଦ୍ବାରା ସାଂଘାତିକ ଅପମାନିତ ଓ ଅମାନୁଷିକ ଅନ୍ୟାୟର ଶିକାର ହୁଅନ୍ତି ସେଠାରେ ଜଣେ ସାଧାରଣ ମଣିଷର ଅବସ୍ଥା କଣ ହେବ ????!!! ତେଣୁ IIC ଅନନ୍ତ ସେଠୀ ଯଥାର୍ଥ ଭାବେ ଦୃଷ୍ଟାନ୍ତମୂଳକ ଶାସ୍ତି ପାଇବା ଅତ୍ୟାବଶ୍ୟକ ହୋଇଛି, ନଚେତ୍ ବିଜଦ କୁଶାସନର ଅଭ୍ୟାସଗତ ବଦମାସ ପୋଲିସ ପ୍ରଶାସନର ଗୁଣ୍ଡାଗିରୀ, ବ୍ୟଭିଚାର, ଭ୍ରଷ୍ଟାଚାର, ଜୋର ଜୁଲୁମ, ଅକଥନୀୟ ଅତ୍ୟାଚାର ଓ ଅଭାବନୀୟ ନିର୍ଯ୍ୟାତନା ଘଟଣା ପ୍ରବାହ ଜାରି ରହିବା ଦ୍ବାରା ସୁଶାସନ ପରିବର୍ତ୍ତେ ରାଜ୍ୟରେ ପୂର୍ବବତ କୁଶାସନ ପରିସ୍ଥିତି ପୋଲିସ ପକ୍ଷରୁ ବୃଦ୍ଧି ପାଇବ ଏବଂ ସାଧାରଣ ଲୋକେ ନ୍ୟାୟ ନପାଇ ହନ୍ତସନ୍ତ ହୋଇ ଏହାଠାରୁ ଅତ୍ୟଧିକ ଭାବରେ ଶିକାର ହେବେ ...
@chandipadarbindarout2561
@chandipadarbindarout2561 4 месяца назад
Boldoger ghantiba Wait & watch Between 12 hrs
@swadhikarbetaj3768
@swadhikarbetaj3768 4 месяца назад
ସେ ପୋଲିସ ବାମନ ହୋଇ ଚନ୍ଦ୍ର କୁ ହାତ ବଢାଇବା ର ପରିଣାମ ଭୋଗିବ।
@narasingsanta6961
@narasingsanta6961 4 месяца назад
ଧନୀକ ବାଦ ତାନାବାବୁ‌ ଏ ସବୁ କରିତିବାରୁ
@mrutyunjaydash9457
@mrutyunjaydash9457 4 месяца назад
ସମୟ ବଡ଼ ବଳବାନ l
@gaganbiharibehera7369
@gaganbiharibehera7369 4 месяца назад
ମୋହନ ବାବୁ ଆପଣଙ୍କୁ ଧନ୍ୟବାଦ ଓଡ଼ିଶାରୁ ଇଂରେଜ ଶାସନହଟିଗଲା ପ୍ରଶାନ୍ତ ଜଗଦେବଠିକ୍ କଥା କହୁଥିଲେ ଏଣିକି ଆପଣ ଓଡଣାରୁ ଦୁର୍ନିତି ହଟାନ୍ତୁ ଜୟ ଜଗନ୍ନାଥ ପ୍ରଶାନ୍ତ ଜଗଦେବଙ୍କୁ ନିର୍ଦ୍ଦୋଷରେ ଖଲାସ କରନ୍ତୁ
@Green_Vegi24
@Green_Vegi24 4 месяца назад
CM.... ଆମ ଭିତରୁ ଜଣେ....ଜୟ ଗଣତନ୍ତ୍ର...
@NiranjanSadangi-b3x
@NiranjanSadangi-b3x 4 месяца назад
Great
Далее
РОК-СТРИМ без ФАНЕРЫ🤘
3:05:16
Просмотров 1,3 млн
Khola Katha With BJP’s Mohan Majhi
7:24
Просмотров 486 тыс.
କବଜାରେ ଥାନା...
28:34
Просмотров 617 тыс.