Тёмный

ସ୍ମାର୍ଟ ସିଟିରେ ସ୍ଲମ ଲର୍ଡ଼: କବ୍ଜାରେ ସରକାରୀ ଜମି ଝୁଗି, ଭଡାରେ ଲାଗିଛି ସରକାରୀ ଆବାସ ଗୃହ 

Suchanatv24x7
Подписаться 97 тыс.
Просмотров 125 тыс.
50% 1

Опубликовано:

 

24 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 236   
@ratiranjanbehera2106
@ratiranjanbehera2106 20 дней назад
ଏମାନେ ଏ ଘରକୁ ଭଡାରେଦେଇ ପୁଣି ଆଉ କୋଉଟି ବସ୍ତି କରି ରାହୁଛନ୍ତି। ସରକାର ଭୁବନେଶ୍ୱରରୁ ସବୁ ବସ୍ତି ଭାଙ୍ଗି ଏମାନଙ୍କୁ ବିଦା କରିବା ଦରକାର। ଏମାନେ ରହିକି ଏଠାରେ କ୍ରାଇମ୍ ବଢ଼ଉଛନ୍ତି ନହେଲେ ଆଉ କିଛି ନାହିଁ।
@Sirjyotiprakash143
@Sirjyotiprakash143 19 дней назад
ପୁରା ସହମତ
@soulnemo2952
@soulnemo2952 19 дней назад
Yes, but sab Ghar ek hi barme Tod do aur sabko Ghar dedo.
@ommcreation..2138
@ommcreation..2138 18 дней назад
💯 Agree
@ommcreation..2138
@ommcreation..2138 18 дней назад
​@@soulnemo2952 that's too much. That's not right to do . People are also lazyy
@Tusarkumarnaic
@Tusarkumarnaic 18 дней назад
Right bro
@SarojKumar-mp2nu
@SarojKumar-mp2nu 20 дней назад
ଯେତେ ବି ବସ୍ଥି ଅଛି ନା bbsr ରେ ସେଥିରେ 90% ଲୋକ କେବଳ ବସ୍ତିରେ ଘର କରିକି ଭଡା ଲଗେଇଛନ୍ତି 🙏
@mr.Lalitnarayan1989
@mr.Lalitnarayan1989 20 дней назад
Hm 😮
@factsunloaded4808
@factsunloaded4808 15 дней назад
Ei manaka bhitaru adharu besi illegal Rohingyas and Bangladeshis maane rahu chahti 🎉samaste yehi Rohingyas Bangladeshis crime karanti, drugs bikanti..kintu bjp and BJD govt chup 🎉
@itsbikram24
@itsbikram24 20 дней назад
ସରକାର ଏଥି ପ୍ରତୀ କଠୋର ହେବା ଦରକାର। ଏହି ପରି ହେଲେ ଗରିବ କମିବେ ନାହିଁ କି ଦେଶ ରାଜ୍ୟ ର ଉନ୍ନତି ହେବ ନାହିଁ । ଲୋକ ଏବେ ଗରିବ ହେବା କୁ ଚାହୁଁଛନ୍ତି।ଗରିବ ହୋଇ ସରକାରୀ ସୁବିଧା ପାଇବ ପାଇଁ ଚାହୁଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
@hemantakumar007
@hemantakumar007 20 дней назад
ସେଠି ସମସ୍ତେ ପ୍ରାୟେ ଭଡାରେ ଲଗେଇଛନ୍ତି ଘର ତା ପରେ ସରକାରୀ ଚାକିରିଆ ବି ପାଇଛନ୍ତି ଘର କିଛି ଇନକ୍ୱାରୀ ହେଇନି ଯିଏ ଚାହିଂଲା ସିଏ ପାଇଲା ସବୁ ସେ ଶଳା ସେକ୍ରେଟିରି ଆଉ ପେସିଡେଣ୍ଟ ର କାମ ସେମାନଙ୍କୁ ଯିଏ ପଇସା ଦେଲା ସେ ତାହାର ଘର କରିଦେଇଛନ୍ତି ତାହାର ଯାଞ୍ଚ କରାଯାଉ
@jaydhanraj8864
@jaydhanraj8864 19 дней назад
ଆବାସ ପାଇଥିବା ଲୋକ ପ୍ରାୟ ପଇସା ବାଲା । ପଇସା ଦେଇ ଆବାସ ଯୋଜନା ପାଇଛନ୍ତି ।
@9853276625
@9853276625 18 дней назад
ବସ୍ତି ପାଇଁ ହିଁ crime ବଢୁଛି
@jaydhanraj8864
@jaydhanraj8864 19 дней назад
ସରକାର ଆବାସ ଦେଇଥିବା ଲୋକଙ୍କ ଲିଷ୍ଟ ପୁଣି ଚେକ୍ କରିବା ଦରକାର
@mrutyunjaydas2296
@mrutyunjaydas2296 19 дней назад
ତାହେଲେ Gvt କଣ ପାଇଁ ଦେଇଥିଲା ପୁଣି ସେମାନେ କହିବେ ଆମୋର ଘର ନାହିଁ ଆମକୁ ଘର ଦିଆଯାଉ Gvt ଏମାନଙ୍କ ଠାରୁ ଘର କଣ ପାଇଁ ନେଇଯାଉନାହିଁ
@manaswinisahoo6357
@manaswinisahoo6357 19 дней назад
ଅତ୍ୟନ୍ତ ହୀନ ବୁଦ୍ଧି ନିନ୍ଦନୀୟ
@encourage.students
@encourage.students 18 дней назад
ସବୁ ମାଗଣା। ଘର ନାହିଁ ବୋଲି କହିବା ଲୋକ ଙ୍କ କଥା ସରକାର ଠିକ ଭାବରେ ବିଚର କରିବା ର ଥିଲା। ଘର ନଥିବା ଲୋକ କଣ ଜନ୍ମ ବେଳେ ଗଛ ମୂଳରେ ଥିଲେ ଏ କଥା ସରକାର ଅନୁସନ୍ଧାନ କାରି ଘର ଦେବା ଉଚିତ
@kunukunu958
@kunukunu958 19 дней назад
ସମସ୍ତ ଘର ପାଇଥିବା ବସ୍ତୀ ବାସିନ୍ଦା ଙ୍କୁ ଗୋଟେ ନୋଟିସ କରାଯାଇ,ସେମାନେ ନିଜ କାଗଜ ପତ୍ର ସହିତ ଉପସ୍ଥିତ ରହିବେ ,ଗୋଟେ ତାରିଖ ମଧ୍ୟ ଦିଆ ଯାଉ,ତାପରେ ଜଣା ପଡ଼ିବ କିଏ ପଇସା ବାଲା ଲୋକ ପାଇଛନ୍ତି.?
@chandiprasadsamant66
@chandiprasadsamant66 20 дней назад
ସବୁ NAC , Municipality ଏବଂ Corporation ଅଞ୍ଚଳରେ ସରକାରୀ ଦୋକାନ ଘର ମଧ୍ୟ ଭଡ଼ାରେ ଲାଗୁଛି ।
@akpanda833
@akpanda833 19 дней назад
Govt must investigate
@JimendraDigal-rf8sw
@JimendraDigal-rf8sw 20 дней назад
ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର।
@santoshsethi9498
@santoshsethi9498 18 дней назад
Bharat pura basti sem situation Most very Fayed
@sandhyatara1993
@sandhyatara1993 20 дней назад
ଗାଁ ରେ ଯୋଉଁମାନଙ୍କର କାର, ac, ପକ୍କା ଘର ଅଛି ସେମାନଙ୍କୁ ରେସନ କାର୍ଡ ମିଳୁଛି.. କୋଉ base ରେ ଦିଆଯାଉଛି
@SKumar-rb1tz
@SKumar-rb1tz 20 дней назад
BJD ku pachara. Vote bank rajaniti re sabu kichhi sambhaba.
@factsunloaded4808
@factsunloaded4808 15 дней назад
BJD Ra anadekha barbaad Kari ki rahjchi..Ei manaka bhitaru adharu besi illegal Rohingyas and Bangladeshis maane rahu chahti 🎉samaste yehi Rohingyas Bangladeshis crime karanti, drugs bikanti..kintu bjp and BJD govt chup 🎉
@gopalkrishnadash3232
@gopalkrishnadash3232 19 дней назад
ଏ ସବୁ ଆବାସିକ ଗୃହ ଗୁଡିକୁ ନିୟମିତ ତଦାରଖ କରି ଭଡା ଦେଇଥିବା ହିତାଧିକାରୀଙ୍କ ଆଲଟମେଂଟ ନିର୍ଦ୍ଦେଶନାମା ରଦ୍ଦ କରାଯିବା ଜରୁରୀ କାରଣ ଏମାନେ ଯୋଗ୍ୟ ନୁହନ୍ତି ସେ ଆବାସ ପାଇଁ ଏବଂ ସମ୍ଭବତଃ ପୁନଶ୍ଚ ଲାଭ ପାଇବା ଆଶାରେ ସହରରେ ଅନ୍ୟତ୍ର ସରକାରୀ ଜାଗା ଜବରଦଖଲ କରିରହିଥିବେ।
@bibhutibhusandash6475
@bibhutibhusandash6475 20 дней назад
Ethi pain BJD Sarakar harila
@SKumar-rb1tz
@SKumar-rb1tz 20 дней назад
Eithie paie 24 Barsha hela BJD govt jituthila. Action heba, kintu apakhya Kara.
@factsunloaded4808
@factsunloaded4808 15 дней назад
BJD Ra anadekha eita karana..karana BJD corruption karibaare byesta thila..Ei manaka bhitaru adharu besi illegal Rohingyas and Bangladeshis maane rahu chahti 🎉samaste yehi Rohingyas Bangladeshis crime karanti, drugs bikanti..kintu bjp and BJD govt chup 🎉
@debpat2007
@debpat2007 15 дней назад
Waaah aaauhuri darkaar CCTV wonderfoool
@haraprasadmahanta4657
@haraprasadmahanta4657 19 дней назад
ସେମାନଙ୍କ ଘରେ ଵାପସ ନେବା ସରକାର
@Rashmiranjanswain1
@Rashmiranjanswain1 7 дней назад
ସରକାର ଏ ସବୁ ମାଗଣା ସ୍କିମ ବନ୍ଦ କରନ୍ତୁ, ଲୋକଙ୍କୁ ପରିଶ୍ରମ କରିବାର ରାସ୍ତା ଦେଖନ୍ତୁ😊
@4chijacker141
@4chijacker141 18 дней назад
ଗରିବ ଶ୍ରେଣୀର ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ପୂର୍ବତନ ରାଜ୍ୟ ସରକାର ଆଣିଥିଲେ ଆବାସ ଯୋଜନା । ଉଦ୍ଧେଶ୍ୟ ଥିଲା ସ୍ମାର୍ଟ ସିଟି ଭୁବନେଶ୍ୱର ବସ୍ତିମୁକ୍ତ ହେବା ସହ ଆହୁରି ସୁନ୍ଦର ହେବ ରାଜ୍ୟ ରାଜଧାନୀ । କିନ୍ତୁ ବସ୍ତି କମିବା ତ ଦୂରର କଥା, ବଢି ଚାଲିଲା ଅପରାଧ । ଭୁବନେଶ୍ୱରରେ ବଢ଼ିଲା ସ୍ଲମ ଲର୍ଡ଼ ଙ୍କ ସଂଖ୍ୟା ଆଉ ଦୁଇ ନମ୍ବରୀ କାରବାର ।
@_mr___rajput
@_mr___rajput 16 дней назад
Sara ind re emiti abasta
@gouriprasadpatra6208
@gouriprasadpatra6208 19 дней назад
Govt should immediately cancel such allotment.
@mrutyunjaydas2296
@mrutyunjaydas2296 19 дней назад
ତ Gvt BBSR ରୁ ବସ୍ତି ଊଛେଦ କରିଦିଆ ଜାଉ
@PratapMangaraj-l8y
@PratapMangaraj-l8y 16 дней назад
ଗରିବ ଆଉ ବସ୍ତିବାଲା ନାଁରେ ଏହା ବ୍ୟବସାୟ ଏମାନଙ୍କର କଣ ନିଜ ଗାଁରେ ଜମି ଘର ନାହିଁ ତାହେଲେ କୁଆଡୁ ଆସିଲେ ଏମାନେ ଠିକ୍ ତଦନ୍ତହେଉ
@kumargauravmohapatra7694
@kumargauravmohapatra7694 20 дней назад
NILAMADHAB AWAS CHANDRASEKHAR PUR RA BAHUT DACAIT RAHUÇHANTI
@abdhutbariha4320
@abdhutbariha4320 19 дней назад
ଗରିବ ଲୋକଙ୍କ ପାଇଁ କେହି ନାହିଁ,
@ranjitsatapathy5951
@ranjitsatapathy5951 19 дней назад
Gov should cancell those houses who have given in rent as houses were given to poor family
@tapannayak4187
@tapannayak4187 12 дней назад
ଦୁନିଆ ଅନ୍ଧ,ଆମ ଦେଶରେ ଆଇନ କାନୁନ ଦୁର୍ବଳ ଜଦି ଦଣ୍ଡ କଠୋର ହୁଅନ୍ତା ଦୁର୍ନୀତି ଆପେ ଆପେ ଲୋପ ପାଇଯାନ୍ତା, ମାଗଣା ଯୋଜନା ରେ ଗରିବ ଗରିବ ହେଉଛି ଧନି ଧନି ହେଉଛି,୭୫% ଲୋକ ଭଡ଼ା ଦେଇଛନ୍ତି କାରଣ ସେମାନେ ଧନି ସେମାନେ ରାଜନୀତି ଦଳ, ଅଫିସର୍ ଙ୍କୁ ଲାଞ୍ଚ ଦେଇ ଘର ପାଇଛନ୍ତି ଉପଯୁକ୍ତ ତଦନ୍ତ କରାଜାଉ
@satyajeetjena-z8d
@satyajeetjena-z8d 15 дней назад
Nice
@niharkantabehera9776
@niharkantabehera9776 19 дней назад
Aji ka dinare gariba kahile madhyabarti pariwar..
@kslconstructionandinterior9340
@kslconstructionandinterior9340 17 дней назад
Nice video
@hcpanda123
@hcpanda123 22 часа назад
Good Journalist.. Only for Vote Politics..
@sanjibmohanty3710
@sanjibmohanty3710 16 дней назад
ଜଦୀ ଭଡ଼ା ରହୁଛନ୍ତି ,ଜେୟୂ ମାନେ ଭଡ଼ା ରହୁଛନ୍ତି ତାଙ୍କର ଆଧାର ପରିଚୟ ପତ୍ର ଚେକ୍ କରି ତାଙ୍କ ନାମରେ ସେ ଘରକୁ କରିଦୀୟନ୍ତୁ ,ଆଊ କିଏ ଭଡ଼ା ଦେବିନି
@manojkumarsethy9414
@manojkumarsethy9414 18 дней назад
Wow ରେ ବେବସ୍ତା .....
@SK24NYK
@SK24NYK 19 дней назад
Wow very good 👍 Government wasting taxpayers money and we middle class suffer a lot.
@shesadevparida1707
@shesadevparida1707 2 дня назад
Perfect 👍 katha
@chittaranjanmohapatra7859
@chittaranjanmohapatra7859 20 дней назад
What about Kuu- du-koo fast food stall of Master Canteen area.... Why that has not been canceled in spite of illegal possession....
@sangamkumarpanda6184
@sangamkumarpanda6184 18 дней назад
Vada re rahibee sethi pai sarakar tanku debe, orginal jou manee paiba katha semane jai dokan pindhare souchanti
@chittaranjanray6449
@chittaranjanray6449 19 дней назад
Sa abasa paissa malikka tharuadaya karajaue
@ashoknanda1170
@ashoknanda1170 19 дней назад
Durniti Haichhi Owner Rahi Paribeni Tanku Lajya Lagiba Bada Laka Ghara Paichhanti
@kusasanmallik5428
@kusasanmallik5428 9 дней назад
Let the matter be investigated and cancell the allotment. Request to govt.
@pradeeppanigrahi3335
@pradeeppanigrahi3335 17 дней назад
ଆପଣମାନେ ବସ୍ତି ସବୁ ବୁଲି ଆସନ୍ତୁ, ସେଇଠି ମଧ୍ୟ ଦାମୀ କାର ପାଇବେ ଆଉ ପ୍ରତ୍ୟେକ ଝୁପୁଡିରେ ଦାମୀ ସରଞ୍ଜାମ ପାଇବେ. ସରକାର ଏଇ ମାନଙ୍କୁ BPL କାର୍ଡ ଦେଇଛି ସତ, କିନ୍ତୁ ଏମାନେ, APL ରୁ ଉପରେ. ସବୁ ପ୍ରକାର ସରକାରୀ ସୁବିଧା ପାଇଁକି ବଡ ଲୋକ ହେଉଛନ୍ତି କିନ୍ତୁ income ଟାକ୍ସ ଦେଉନାହାନ୍ତି.
@Jrpaida
@Jrpaida 19 дней назад
Amo keonjhar dist re amiti heuchi
@sunilsahoo7434
@sunilsahoo7434 18 дней назад
Govt should seize all those houses which are on rent and owned by rich people
@Chagala43
@Chagala43 20 дней назад
Maghia basti re ruha . Free re flat nia. Ki bhali govt re. Ame gote ghara kalabelaku gandi phati mela. Bahal govt chi chi khali politics pain
@sukantapatra7663
@sukantapatra7663 20 дней назад
Nayak picture ଭଳି action ନୀଆଯାଉ
@audiobookshindi4877
@audiobookshindi4877 20 дней назад
Nayak nahiii khalnayak
@bhagyabhusanmahapatra2457
@bhagyabhusanmahapatra2457 20 дней назад
Exactly
@smrutiranjanm6
@smrutiranjanm6 20 дней назад
People want to be poor to live a happy life without doing anything
@maitri56
@maitri56 18 дней назад
Gaadi registration number ru jana padi jibo gaadi ti kaharo....khojo taku.
@sadanandpradhan4087
@sadanandpradhan4087 13 дней назад
EWS benefited person should be linked with adhar.Requested honourable CM sir ,please have look on this issue.
@chakradhartripathy2511
@chakradhartripathy2511 20 дней назад
Bjd bale pc le raha tha. Goons are get apartment theough bjd. I am requesting bjp govt to review the allotment strictly and tenants and owner. Plz do the needful.
@SKumar-rb1tz
@SKumar-rb1tz 20 дней назад
Govt investigation heunahi. Investigation officer bi chup chap basi rahichanti. Sabu jani samastey nirab. Kebala rajadhani re nuhe, odisha sara sabu stana re epari ghatuchhi.
@ganeshbisoyee5938
@ganeshbisoyee5938 10 дней назад
Ma sahi re nijara 3 floor ghara thaiki taku government apartment re 3 ta ghara deichanti gote pua ra gote jhia ra au gote Bapa maa ra 😂😂
@kumargauravmohapatra7694
@kumargauravmohapatra7694 20 дней назад
SABU BHADA RA LAGAICHANTI 5 TA MAIKHINIA RAKHICHANTI BHALA INCOME KARU CHANTI GOVT JAGA BIKUCHANTI
@sangamkumarpanda6184
@sangamkumarpanda6184 18 дней назад
Total au thare semanku verified karantu sarakar au bitadita karantu please 🙏
@bibekanandanaik3509
@bibekanandanaik3509 20 дней назад
Madhubabu pension Yojana ra inquiry hau. Why for below 40 years elegible !
@mohammedfiroj9333
@mohammedfiroj9333 20 дней назад
Just cancel the house
@jagannathmishra5300
@jagannathmishra5300 12 дней назад
ଏ ସବୁ ବିଜେଡି ଲୋକ ପାଇଛନ୍ତି।
@prashantachandrapanda
@prashantachandrapanda 20 дней назад
Cancel allotment simply. Is it that difficult.
@RajaDas-pp1ez
@RajaDas-pp1ez 20 дней назад
Bhai basti basinda hi adhika crime karanti,e sabu lokamananku ghara alert heichi ,dhanya e Odisha.
@sambeetpattnaik6455
@sambeetpattnaik6455 20 дней назад
Sabu income tax raid kari ki jail re purao
@niharkantabehera9776
@niharkantabehera9776 19 дней назад
Semane Voda re deiki au gote jagare basti karuchhanti
@kingstudio3741
@kingstudio3741 16 дней назад
Ai mane mu ghara KV pakhare RENT re khoju thiba time re 2022 bele 8000/ rs bhada re debe boli offer v kari thile.......mu tension re na kahi dei thili... Mu pacharibaru seimane direct janei thile ...pua jhiya sabu diff. Diff basti re jie jauthi icha...rahi jau chanti...so that sei samastanku diff diff.ghara mili jiba....
@Banamalitripathy-qh4gj
@Banamalitripathy-qh4gj 19 дней назад
ବିଜେଡି ସରକାର ରେ ସବୁ ଦୁର୍ନତି ହେଇଚି
@Chagala43
@Chagala43 20 дней назад
Basti kana regd mu bujhiparuni. Mu bhabuchi rajmahal chowk centre re ghara kariki rahibi. Govt bhi mote regd kariba free re.
@BijaykumarSahoo-mx5tc
@BijaykumarSahoo-mx5tc 20 дней назад
ଏଥିରେ ଓଡ଼ିଶା ସରକାରଙ୍କର ଦୋଷ ନାହିଁ ମୁଖ୍ୟମନ୍ତ୍ରୀ ମାନଙ୍କ ଦୋଷ ନାହିଁ କିଛି ଅସାଧୁ ନେତା ଓ BDA BMC officer's କେବଳ ଦାୟି ଟଙ୍କା ଖାଇବା ପାଇଁ ଆଉ କିଛି ନୁହେଁ କିନ୍ତୁ ଏଥିପାଇଁ ପ୍ରଥମତଃ ଭାରତୀୟ ସରକାର କେନ୍ଦ୍ର ସରକାର ଦାୟିତ୍ବ ହୀନତା ଅବହେଳିତ କାରଣରୁ, ଏହା ହିଁ ସତ୍ୟ
@narendrajena663
@narendrajena663 19 дней назад
Odisha re kan rastrapati sashan chali thila kee ..
@rajeshbehera6920
@rajeshbehera6920 19 дней назад
Kendra sarakar kauthu asile ethi ? Apana rajniti and law expert bada janapaduchi
@basudevmallick598
@basudevmallick598 17 дней назад
Ethi ta bjd sarkar sashan karuthila, kendra ubahela katha sila kouthu
@SushantaPatra-gf4dc
@SushantaPatra-gf4dc 19 дней назад
Sar kar ku anurodha tadanta kari Jo bhai mane abasa ghara ku bhda re deai chanti se mana kar ghara ku cancal kari baku mor anu rodha.
@SanatanMadhei-u3t
@SanatanMadhei-u3t 19 дней назад
Goribaku dele seithire rajniti chaluchhi
@RiyaSharma-w6z
@RiyaSharma-w6z 16 дней назад
sabu ganjei bepara ra kamal
@ManojKumar-ue1rs
@ManojKumar-ue1rs 19 дней назад
Bhai mane nayak film bhali
@Binodkumar-if6lk
@Binodkumar-if6lk 19 дней назад
Basti hii sabu chori gunda nka adda sthala.basti ku sampurna dhwansa kara jauu
@sunilsahoo7434
@sunilsahoo7434 18 дней назад
Creating a basti is a profitable business in Bhubaneswar
@BabulalMahakur-t3i
@BabulalMahakur-t3i 20 дней назад
ଈଟାବି ମୋହନ ଶରକା ଦେଇଥିଲେ
@sriraoandprusty8291
@sriraoandprusty8291 18 дней назад
BJD bjp bhai bhai only colour change no action
@manasisenapati5767
@manasisenapati5767 20 дней назад
Pakruta gariba dekha ghara diajau
@samparkmusicchannel
@samparkmusicchannel 13 дней назад
ଏଟା କିଛି ନୂଆ କଥା ନୁହଁ
@Ratikanta759
@Ratikanta759 16 дней назад
All hotels and ladge should be created a rules as a biomatric verified all rooms rent given person
@prakashnanda4004
@prakashnanda4004 11 дней назад
Corporation staff ଭିତିରିଆ କାରବାର କରି ଘର ଦେଇଛନ ।
@kailashuma
@kailashuma 18 дней назад
Relatable from Nayak movie
@rajkishorepradhan2838
@rajkishorepradhan2838 День назад
nayak flim style game ☔🍾🍾🍾🍾🍾☔
@harikrupameher3660
@harikrupameher3660 18 дней назад
please quick action just like nayak movie
@ganeshbisoyee5938
@ganeshbisoyee5938 10 дней назад
Vote dia Ghara nia gariba lako gandi dia 😅
@Joshibabunkpua
@Joshibabunkpua 19 дней назад
Nayak movie
@sabitasahoo9419
@sabitasahoo9419 20 дней назад
Ghara nahi boli sarkar hgara dele, kintu lokamane sehi gharaku bhada deuchhanti. Ethiru sposta janapaduchi jeumane ghara neichhanti semane arthika sakhyama. Tenu sarkarnku anurodh ehara janch kari fraud case re kathora danda diajau. Sarkar bicharku nebaku anurodh. 🙏
@kidstallent3368
@kidstallent3368 20 дней назад
USPA t-shirt
@asharaniroul
@asharaniroul 17 дней назад
Satare jie gariba se ta subidha pauni jie na paiba katha se pauchi
@ganeshchandramishra2893
@ganeshchandramishra2893 15 дней назад
Some well to do business men have also allotted house. Even they possess landed property in their village. It should be investigated properly and cancelled and they should be punished severely.
@sunilsahoo7434
@sunilsahoo7434 18 дней назад
They have multiple houses in Bhubaneswar, but all have political connection, they are rich
@RajkisorMajhi-c6s
@RajkisorMajhi-c6s 16 дней назад
Checking kora jau🙏
@santoshkumarsahoo7334
@santoshkumarsahoo7334 17 дней назад
Sir service balankar. Quter
@PrasannaNayak-o3m
@PrasannaNayak-o3m 11 дней назад
Aangya bhubaneswar re gote lokara 10/15taa lekhaney ghara achhi
@jagannathpradhan3461
@jagannathpradhan3461 13 дней назад
ସେମିତି ସ୍ଥଳରେ ଆଲଟମେଣ୍ଟ ବାତିଲ କରାଯାଇପାରେ
@niranjansahu-cm2xq
@niranjansahu-cm2xq 17 дней назад
କୋରାପୁଟ ରେ ଗୋଟିଏ ଲୋକ ନା ରେ ୩/୪ ଘର ଅଛି ଆଉ ଗାଡି ଭି ଆଚି
@Vlog4P
@Vlog4P 15 дней назад
It is a worst scheme by previous govt.
@nalublogger
@nalublogger 3 дня назад
Semanku abasa Radha kara jauuu
@jyotiranjandas76
@jyotiranjandas76 17 дней назад
Create another slum on govt land aftef getting flat ..by govt
@chakrasamad4807
@chakrasamad4807 16 дней назад
Sabu ghoro bosti bangiba darkar bbsr slum area re 🎉🎉🎉🎉🎉
@jagabandhurout4566
@jagabandhurout4566 15 дней назад
Naveen dei thila ebe mohan cancelled Kari dei eai bhadra bite dau thiba loka manaku dia jau
@deepakranjanpanigrahi9350
@deepakranjanpanigrahi9350 17 дней назад
jadi.basti.basinda.ku.ghara.basti.n.rahiba.darkar.aau.bhada.tiaa.jadi.basti.kari.rahanti.ta.jaaga.kauthu.aasiba
Далее
He went ALL in 😭
00:12
Просмотров 1,8 млн
News Fuse 07 Oct 2024
21:02
Просмотров 58 тыс.