Тёмный

ହତ ଭାଗିନୀ ପ୍ରେମିକା , ଓଡିଆ କାହାଣୀ August 9, 2018 

Aditya People For Seva
Подписаться 113 тыс.
Просмотров 100 тыс.
50% 1

ଓଡିଆ କାହାଣୀ
ଝିଅଟିର ବିବାହ ତାହାର ଇଛା ଅନୁସାରେ ନ ହୋଇ ଏକ ସାଧାରଣ ପିଲା ସାଥିରେ ତାର ବାପା କରିଦେଇଥିଲେ |ପୁଅଟିର ମାଆ ବ୍ୟତୀତ ଆଉ କିଏ ହେଲେ ସେ ଘରେ ନ ଥିଲେ | ଯୌତୁକରେ ପୁଅକୁ ବହୂତ କିଛି ଧନ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, କାର୍ ଇତ୍ୟାଦି ଉପହାର ସ୍ବରୂପ ମିଳିଥିଲା କିନ୍ତୁ ଝିଅଟି ଅନ୍ୟ ଏକ ପୁଅକୁ ବହୁତ ଭଲ ପାଉଥିଲା ସେ ପୁଅ ମଧ୍ୟ ଏ ଝିଅକୁ, ବିଡମ୍ବନାର ବିଷୟ ହେଉଛି ଝିଅଟିର ମନମୁତାବକ ତାର ବାପା ବିବାହ କଲେ ନାହିଁ |
ଝିଅଟି ବିବାହ କରି ବୋହୁ ସାଜି ଶାଶୁଘରକୁ ଆସିଗଲା |ବାସରରାତିରେ ସ୍ବାମୀ ଯେତେବେଳେ ସ୍ତ୍ରୀ ପାଇଁ କ୍ଷୀର ନେଇ ଘର ମଧ୍ୟକୁ ପ୍ରବେଶ କରେ ସେତେବେଳେ ନୂଆ ବୋହୁଟି ପ୍ରଶ୍ନ କରେ... ତୁମେ ମୋର ସମାଜ ଅନୁଯାୟୀ ସ୍ବାମୀ କିନ୍ତୁ ସ୍ତ୍ରୀର ବିନା ଇପ୍ସିତରେ ତୁମେ ଯଦି ସ୍ପର୍ଶ କର ତାହାକୁ ବଳତ୍କାର କୁହାଯାଏ ନା ଅଧିକାର... ସ୍ବାମୀ ଉତ୍ତର ଦେଲେ ତୁମେ ଏତେ ଦୂରକୁ ଏବଂ ଏତେ ଗଭୀରତାକୁ ଯିବା ଦରକାର ନାହିଁ | କ୍ଷୀର ଆଣିଛି ପିଇ ଦିଅ ମୁଁ ତ ତୁମକୁ ଶୁଭ ରାତ୍ରି ଜଣାଇବା ଆସିଥିଲି କହି ବାହାରକୁ ପଳାଇଯାଇଥିଲେ |
ଝିଅଟି ଇଛା କରୁଥିଲା କୌଣସି ପ୍ରକାର ଗୋଟିଏ ଝଗଡ଼ା ହେଉ ଯାହାଦ୍ୱାରା କି ମୁଁ ଏହି ମୂର୍ଖ ଠାରୁ ଛାଡ ପାଇପାରିବି | ଝିଅଟି ବୋହୁ ହୋଇ ଘରର କିଛି ହେଲେ କାମଦାମ କଲା ନାହିଁ ସଦାସର୍ବଦା ନିଜ ମୋବାଇଲରେ ଲାଗି ରହିଲା ଏବଂ କାହା ସହିତ ଗପି ନିଜର ସମୟ ଅତିବାହିତ କଲା କିନ୍ତୁ ଏପଟେ ସ୍ବାମୀ ଘରର ସମସ୍ତ କାର୍ଯ୍ୟ ହସ ହସ ମୁଖରେ ମାଆ ସହିତ ମିଶି କଲା ଠିକ୍ ସମୟରେ ଅଫିସ୍ ଯାଉଥାଏ | ଆଶା, ଆକାଂକ୍ଷା ଓ ଉତ୍କଣ୍ଠାର ଅନ୍ତ କଣ ହେବ କିଏ ବା ଜାଣେ....
ପୁଅଟି ଗୋଟିଏ କମ୍ପାନୀରେ ଛୋଟ ଚାକିରିଟିଏ କରିଥାଏ ସଦାସର୍ବଦା ଭାରି ପରିଶ୍ରମୀ ଏବଂ ସଚ୍ଚୋଟ | ବିବାହର ଏକ ମାସ ବିତିଗଲା, ସ୍ବାମୀ ସ୍ତ୍ରୀ ହସଖୁସି, ସୁଖଦୁଃଖ ଆନନ୍ଦ ଦୁଇଜଣ ଯାକ ଭିତରେ ବାଣ୍ଟି ନାହାଁନ୍ତି | ସ୍ବାମୀ ଭାବୁଥାଏ.... ଶଦ୍ଦର ପ୍ରହେଳିକାରେ ଜୀବନର ସଂଜ୍ଞା ଖୋଜୁଥିବା ମଣିଷଟି ତାର ନଗ୍ନ ଚକ୍ଷୁରେ ଭବିଷ୍ୟତର କଳନା କରୁଥାଏ, ବିଶ୍ବାସର
Adi spiritual and modern world is channel where you can all type of spirituan and modern subject like yoga,meditation,exercise ,dance , song.art. education.stdy tips,personality development,funy video,sayari,all time book, study subject inspirational and motivational video....
आदि स्प्रिचुअल एंड मॉडर्न वर्ल्ड एक ऐसा चैनल है जहां पर आपको हर तरह का स्पिरिचुअल और आधुनिक विषय वस्तु के बारे में जैसे कि योगा मेडिटेशन डांस नृत्य आर्ट सॉन्ग एजुकेशन पढ़ाई के बारे में टिप्स शारीरिक विकास के बारे में जानकारी मोटीवेशनल विषय वस्तु हास्य कविता हास्य कॉमेडी नए-नए चीज के बारे में जानकारी आपको यहां से मिल जाएगा
https: adispiritual
adi spiritual and modern world
Aditya Dash
mob 9853632062

Опубликовано:

 

13 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 6   
@sushantameher5664
@sushantameher5664 6 лет назад
Nice story adi bhut badhia lagila
@AdityaPeopleForSeva
@AdityaPeopleForSeva 6 лет назад
Thank u
@MusicLover-lq2nw
@MusicLover-lq2nw 6 лет назад
Nice vdo my dr bro
@AdityaPeopleForSeva
@AdityaPeopleForSeva 6 лет назад
Thank you punam
@biswajitchand8851
@biswajitchand8851 6 лет назад
❤❤💙💙
@AdityaPeopleForSeva
@AdityaPeopleForSeva 6 лет назад
😍😍😍
Далее