ହାର୍ଟ ଆଟକ୍ କେମିତି ପାଇବେ ରକ୍ଷା ହୃଦ୍ ଘାତ
#heartattack
#healthyheart
#odiahealthtips
#drsenapati
#healthtips
#heartattackawareness
#heartattacksymptoms
Hyeee this is Dr Shiba Prasad Senapati at present working at SCB medical College and hospital Cuttack making such health related videos
ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି। ହେଲେ ହାର୍ଟ ଆଟାକ୍ ଠିକ୍ ସମୟରେ ଜାଣି ପାରିଲେ ସିନା ଏହାର ଚିକିତ୍ସା କରିବେ। ନଚେତ ହାର୍ଟ ଆଟାକ୍ ଯୋଗୁଁ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି। କାହିଁକି ହୁଏ ହାର୍ଟ ଆଟାକ୍? ଏହାକୁ ଚିହ୍ନିବେ କେମିତି? ଆସନ୍ତୁ ଏବିଷୟରେ ଜାଣିବା।
ଏହି ଭିଡିଓରେ ରହିଛି,
ଆମ ଶରୀରରେ ହୃତ୍ପିଣ୍ଡର କାର୍ଯ୍ୟ କ'ଣ?
କାହିଁକି ହୁଏ ହାର୍ଟ ଆଟାକ୍?
ଲକ୍ଷଣରୁ ଚିହ୍ନନ୍ତୁ ହାର୍ଟ ଆଟାକ୍
ହାର୍ଟ ଆଟାକ୍ର ପରୀକ୍ଷଣ
ହାର୍ଟ ଆଟାକ୍ର ଚିକିତ୍ସା
ହୃତ୍ପିଣ୍ଡକୁ କେମିତି ରଖିବା ସୁସ୍ଥ?
The heart is a vital part of our body. The main function of the heart is to circulate blood throughout the body. If for some reason there is a problem with the heart and the blood circulation is disrupted, there is a risk of heart attack. However, treatment can only be possible if we know the heart attack is on time. Otherwise, there is a risk of death from a heart attack. What is the Causes of heart attack? How to recognize it? Let's find out.
In this video,
What is the function of the heart in our body?
Why heart attack occurs?
How to identify symptoms of a heart attack?
Diagnosis of Heart Attack
Treatment of heart attack
How to keep your heart healthy?
Subscribe Now & Live a Healthy Life!
n common health issues for public awareness and their treatment
Watch my video
Give your valuable feedback
Do like and share
don't forget to subscribe our channel
14 окт 2024