Тёмный

ହିନ୍ଦୁ ଶବ୍ଦ ବେଦରେ ନାହିଁ ? What is the Hindu meaning ? ଧର୍ମ ରକ୍ଷକ • Dharma Rakshak • Dharmorakhyak 

ଧର୍ମରକ୍ଷକ Dharmorakhyak
Подписаться 44 тыс.
Просмотров 40 тыс.
50% 1

ହିନ୍ଦୁ କେଉଁଠୁ ଆସିଲା ? ନିଗମ କଳ୍ପତରୁ ଆଶ୍ରମର ସନ୍ଥ ପୂଜ୍ୟ
ବ୍ରହ୍ମାନନ୍ଦ ସରସ୍ବତୀ

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 411   
@dibyakishorenag2173
@dibyakishorenag2173 13 дней назад
ଆମ ଦେଶରେ ଦୁଇଟି ପ୍ରକାର ହିନ୍ଦୁ ଅଛନ୍ତି। ଗୋଟିଏ PRACTICAL ହିନ୍ଦୁ ଏବଂ ଅନ୍ୟ ଟା POLITICAL ହିନ୍ଦୁ। ଆପଣ କେଉଁ ପ୍ରକାର ହିନ୍ଦୁ ବିଷୟରେ କହିଛନ୍ତି।
@pintupradhan9737
@pintupradhan9737 12 дней назад
Ur right bro . emiti bhasan kebela political loka au neta hin dianti.
@manasjena7022
@manasjena7022 12 дней назад
Tike adhika kahila tike Kam kara
@dibyakishorenag2173
@dibyakishorenag2173 12 дней назад
@@manasjena7022 କେତେ percent କମ୍ କରିବା କୁହ
@satyasovonsingh6612
@satyasovonsingh6612 12 дней назад
@@dibyakishorenag2173 ଠିକ୍ କଥା କହିଲେ ଆଜ୍ଞା ଦୁଇ ପ୍ରକାର ହିନ୍ଦୁ କଥା , ମୁଁ ସେହି ମାନଙ୍କୁ କହୁଚି ଯେଉଁ ମାନେ ନାମକୁ ମାତ୍ର ହିନ୍ଦୁ ଏବଂ ଅଧ୍ୟାତ୍ମିକ ଜ୍ଞାନର ଅଭାବରେ ନିଜ ଧର୍ମକୁ ବଦନାମ କରୁଛନ୍ତି ,ସମାଜକୁ ଅଶାନ୍ତ କରୁଛନ୍ତି ।
@surendranaik8831
@surendranaik8831 14 дней назад
ମହାଶୟ ସବୁ ବିଷୟ ଆମ ଶାସ୍ତ୍ର ରେ ଅଛି କିନ୍ତୁ ଜାତି ଭେଦ ଟିକିଏ ଦୁରକରନ୍ତୁ, ବ୍ରାହ୍ମଣ ମା ନେ ଆଦିବାସୀ ଝିଅ ମାନଙ୍କୁ ବହୁ କରି ନିଅନ୍ତୁ
@kshirodkumarnayak3128
@kshirodkumarnayak3128 13 дней назад
samaya lagiba kintu dhirey dhirey change heuchi.
@Dasavas
@Dasavas 13 дней назад
ଯଦି ବ୍ରାହ୍ମଣ ର ପତ୍ନୀ ହେବା ପାଇଁ ଆଦିବାସୀ ଝିଅ ଯୋଗ୍ୟା ହେଇଥିବେ ତେବେ ତାହା ଗ୍ରହଣୀୟ ଜାତି ଟା ଜନ୍ମ ରୁ ନୁହେଁ କର୍ମ ରୁ।
@lambodarpatra6535
@lambodarpatra6535 12 дней назад
Cast certificate bain karantu....
@birupakhya
@birupakhya 10 дней назад
It will happen, Legali no issue.
@kshilendumohanta3044
@kshilendumohanta3044 10 дней назад
Heuchi to
@sanjayprasad476
@sanjayprasad476 13 дней назад
ପ୍ରଥମେ ଜାତି ଭେଦ ହଟାନ୍ତୁ ହିନ୍ଦୁ ହିନ୍ଦୁ ପ୍ରତି ଘୃଣା ର ମନ ଭାବ ରଖୁଛି ଚୁଆ ଅଛୁଆଁ ଭେଦ ଭାବ ଛାଡ଼ି ପ୍ରେମ ଭଲପାଇବା ସଦ୍ଭାବ ଅନି ଏକ ହୁଅନ୍ତୁ ଟା ପରେ ହିନ୍ଦୁ ଆପେ ଆପେ ବଳବାନ ହୋଇଯିବେ। କାରଣ ବହୁତ୍ sc catagary ର ଭାଇ ଭଉଣୀ ମାନେ ଇସାଇ ଧର୍ମ ମୁସଲମାନ ଧର୍ମ ଗ୍ରହଣ କରୁଛନ୍ତି ଏମିତି ହେଲେ ଅଳ୍ପ କିଛି ବର୍ଷ ପରେ ହିନ୍ଦୁ ଧର୍ମ ଲୋପ ହେବାକୁ ଲାଗିବ ତେଣୁ ସନାତନ କୁ ରକ୍ଷା କରନ୍ତୁ ନିଜ ଜାତି କୁ ନୁହେଁ ସନାତନ ରହିଲେ ବିଶ୍ଵ ରେ ଶାନ୍ତି ରହିବା ନିଜ ଜାତି ରହିବ ନିଜ ଦେଶ ରହିବ ନିଜ ସଂସ୍କୃତି ରହିବ ?❤❤❤❤
@daleidalei1025
@daleidalei1025 12 дней назад
Right katha bhai
@lambodarpatra6535
@lambodarpatra6535 12 дней назад
Fir reservation kemiti miliba ...?
@Rockmadhu11
@Rockmadhu11 12 дней назад
ଯେଉଁଥିରେ ଯିଏ ଜାତ, ସିଏ ହିଁ ସେହି ଜାତି,,, ,ଜାତି ହଟିବ କାହିଁକି ,,,,😂😂😂 ଧାନର ଅନେକ କିସମ,, ସ୍ଵର୍ଣ,,ଡେହେରାଡୁନ,ପାର୍ବତୀ,,କଳାଚମ୍ପା,, ଏ ସବୁ ତ ଜାତି ଆମ୍ବ ର ଅନେକ କିସମ,,, ଲେଙ୍ଗେଡା,,ବାଇଗଣ ପଲେଇ, ସୁନ୍ଦରୀ, ,,,, ଯେତେବେଳେ ପରିବା ମାର୍କେଟ ରେ କିଛି ଆଣୁଛନ୍ତି , ବାଛି କି କାହିଁକି ଆଣୁ ଛନ୍ତି,,,,,,😂😂😂😂😂ସେଠି ଜାତି ଜାତି ଜାତି କା ବାଛିବୁ, ମଣିଷ କ୍ଷେତ୍ର ରେ କାହିଁକି ନୁହେଁ,,,😂😂😂😂
@ramachandrabarik1262
@ramachandrabarik1262 12 дней назад
ଯେଉଁ ମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ତାଙ୍କ କୋଟା ବନ୍ଦ ହେଲେ ସବୁ ସାଇଜ ହେଇଯିବେ 😅
@Nature-and_educational-S.H
@Nature-and_educational-S.H 11 дней назад
​@@Rockmadhu11ଆଉ କିଛି ଦିନ ପରେ ତୁମେ ଡାଇଭର୍ଟ ହେଇ ଭିନ୍ନ ଧର୍ମ ଆପଣେଇ ପାରନ୍ତି କାରଣ ଆପଣମାନଙ୍କ ଭଳି ଲୋକ ହିଁ ଆମ ହିନ୍ଦୁ ଧର୍ମ ପାଇଁ କାଳ
@RM-xh3js
@RM-xh3js 13 дней назад
ମହାଶୟ ,ଆମେ ହରିଜନ ମାନେ ହିନ୍ଧୁ କି ?? ଆପଣ କହିବେ ହଁ । କିନ୍ତୂ ସତରେ ଆପଣ ମାନେ ଆମକୁ ବାସ୍ତବ ରେ ସେ ଅଧିକାର ଦେଇ ନାହାନ୍ତି । ଆପଣଙ୍କା ଠାକୁର ଙ୍କୁ ଆମେ ଛୁଇଁ ପାରୁନୁ କଣ ପାଇଁ।,କହବା କରିବା ବହୁତ ଫରକ୍ ।ଭାଷଣ ଦେବା ଆଉ କାର୍ଯ୍ୟ କରିବା ସାହଜ୍ ନୁହେଁ
@lambodarpatra6535
@lambodarpatra6535 12 дней назад
Jati pratha khatam karantu... Fir reservation kemiti paibe ?
@suryakantamendali7674
@suryakantamendali7674 12 дней назад
ଭାଇ ଅଛୁଆଁ ପ୍ରଥା ୮୦୦ ବରଷ ମଧ୍ୟରେ ଆରମ୍ଭ ହୋଇଛି ll ୧୧୯୨ ରେ ପୃଥ୍ବୀ ରାଜ ଚୌହାନ ଙ୍କୁ ଧୋକା ଦେଇ ପରାଜିତ କରାଗଲା ତାଙ୍କ ସେନ୍ୟ ମାନଙ୍କୁ convert କରା ହେଲା l ଯେଉଁମାନେ convert ହେଲେ ନାହିଁ ତାଙ୍କ ମାନ ଭଙ୍ଗ କରା ହେଲା l ସେମାନେ ଭଙ୍ଗୀ (ଘାସି) ରୂପରେ ପରିଗଣିତ ହେଲେ l Sikandar lodi ଚମ୍ବର୍ବଂଶୀ ରାଜପୁତ ମାନଙ୍କୁ ଚମାର ଜାତିରେ ପରିଗଣିତ କଲେ l
@babulikumar-bl7ti
@babulikumar-bl7ti 11 дней назад
Ok 👌👌👌👌
@saumyajitdas2426
@saumyajitdas2426 11 дней назад
@@RM-xh3js ଭାଇ ରେ ଯୋଉ ଦିନ ପୁରୀ ଆସିବୁ ମତେ ଟିକେ କହିବୁ.. ସାଙ୍ଗରେ ନେଇକି ଠାକୁର ଙ୍କ ଦର୍ଶନ ଗର୍ଭଗୃହରେ କରେଇ ଆସିବି.. କିଏ ମନା କରୁଛି ମୁଁ ଦେଖିବି... ଆଉ ଆଜି ପର୍ଯ୍ୟନ୍ତ ଆମ ବଡ ଦେଉଳ ରେ କେବେ କୋଉ ହିନ୍ଦୁ ଙ୍କୁ ଜାତି ପଚରା ଯିବାର ଆମେ ଦେଖିନୁ କି ଶୁଣିନୁ
@ranjanrashmi5002
@ranjanrashmi5002 10 дней назад
Ame harijana nahoi bi kebe thakuranku chuinu ki chuibaku asa karinu. Thakura mandirare nu ha hrudayare ruhanti.
@shakakumar3202
@shakakumar3202 12 дней назад
ଧର୍ମ କୁ ରକ୍ଷା କରିବାର ଅଛି ତ ପ୍ରଚାର କର ପ୍ରେମ ର ସହିତ ।ସରକାର ତମକୁ ଭି ତ ଅଧିକାର ଦେଇଛି ପ୍ରଚାର କର ଦେଶ ବିଦେଶରେ ।
@srm0819
@srm0819 12 дней назад
ନିଜକୁ ଉଚ୍ଚ ଜାତିର ଭାବୁଥିବା ହିନ୍ଦୁ ମାନେ ମୂସଲମାନ ଏଵଂ ଇଂରେଜ ଶାସକ ଠାରୁ ଅଧିକ ମାରାତ୍ମକ ବୋଲି ଭାରତର ଆଦିବାସୀ ଓ ହରିଜନ ମାନେ ଭାବନ୍ତି
@pratapkesharirout9669
@pratapkesharirout9669 10 дней назад
Casteism is worst
@Nature-and_educational-S.H
@Nature-and_educational-S.H 11 дней назад
ହିନ୍ଦୁ ଧର୍ମ ର କାଳ ହେଲା ଜାତିପ୍ରଥା, ଆଉ କିଛି ନୁହେଁ
@RajendraSanta-g4p
@RajendraSanta-g4p 13 дней назад
ଵାବା ଭଲ କହିଲେ କିନ୍ତୁ ଶେଷରେ ବହୁତ ଛଡେଇ ଵଡେଇ କହିଦେଲେ ହିନ୍ଦୁ ମୁସଲିମ ଖୀଷ୍ଟିୟାନ ଵିଷୟରେ ।ମହାଶୟଙ୍କୁ ବହୁତ ବହୁତ ଧନ୍ୟବାଦ ।
@Rathi522
@Rathi522 14 дней назад
ମହାରାଜ ଏଭଳି ସତ୍ସଙ୍ଗ ଓଡ଼ିଶାର କୋଣ ଅନୁକୋଣରେ କରାଯାଉ ।
@ca.gourangaswain2727
@ca.gourangaswain2727 12 дней назад
ଆମ ଦେଶରେ ବହୁତ ନେତା ଭୋଟ ପାଇଁ ହିନ୍ଦୁ ମାନଙ୍କୁ ଗାଳି କରନ୍ତି। ସନାତନ ଧର୍ମକୁ ଡେଙ୍ଗୁ ମେଲେରିଆ କୁହନ୍ତି। ଆଉକେତେ ନେତା ଇଛାଧାରି ହିନ୍ଦୁ। ଭୋଟବେଳେ ସେମାନେ ମନ୍ଦିର ଯାଆନ୍ତି। ତା ପରେ ସେପଟେ ଯାଇ କୁହନ୍ତି ହିନ୍ଦୁ ହିଂସକ, ହିନ୍ଦୁ ହିଂସକ।
@sasikantansingh1155
@sasikantansingh1155 11 дней назад
ଜୟ ଶ୍ରୀ ଜଗନ୍ନାଥ 🙏⭕‼️⭕🙏🙏
@12ଧର୍ମକାଙ୍ଗାଳବ୍ରାହ୍ମଣ
ଜୟ ଜଗନ୍ନାଥ, ନମୋ ବୁଦ୍ଧାୟ। ଜଗନ୍ନାଥ ଙ୍କ ଭିତରେ ଯୋଉ ବ୍ରାହ୍ମଟା ସେଟା ବୁଦ୍ଧଙ୍କର। ବ୍ରାହ୍ମଣ କେବେ କାଳ୍ପନିକ ଶ୍ରୀକୃଷ୍ଣଙ୍କର ଆଖିଡୋଳା, ଗୋଡ, ହାତ, ନାକ କାନ କାଟି ପଙ୍ଗୁ କରି ବସେଇ ପରିବ?😊ବ୍ରାହ୍ମଣ ବୁଦ୍ଧ ବିରୋଧୀ 😔
@lababagh4
@lababagh4 11 дней назад
ଯୀଶୁଖ୍ରୀଷ୍ଟ ହିଁ ସତ୍ୟ ଈଶ୍ୱର ସେ ହିଁ ପଥ ସତ୍ୟ ଓ ଜୀବନ, ଯୀଶୁଙ୍କ ବିନା ସ୍ବର୍ଗ କୁ ଯିବା ଅସମ୍ଭବ, ସତ୍ୟ କୁ ଜାଣନ୍ତୁ, ଏପରି ବାବାଙ୍କ କଥାରେ ପଡ଼ି ନିଜକୁ ନଷ୍ଟ କରନ୍ତୁ ନାହିଁ।
@12ଧର୍ମକାଙ୍ଗାଳବ୍ରାହ୍ମଣ
ମୋ କମେଣ୍ଟ ଟିକେ ଦେଖ ❤
@SalmanBhuyan-ob8jf
@SalmanBhuyan-ob8jf 14 дней назад
ସତ୍ୟ କୁ ଲୋକେ ବିଶ୍ୱାସ କଲେଣି ସେହି ସତ୍ୟ ହେଲା ଯୀଶୁଖ୍ରୀଷ୍ଟ | ଆପଣ ମାନେ ଯେତେ ଛାତି ପିଟି ହେଲେ ବି ସତ୍ୟ ହିଁ ବିଜୟ ହେବ । ଆପଣ ମାନେ ମଧ୍ୟ ସତ୍ୟକୁ ଜାଣନ୍ତୁ ଏବଂ ନିଜର ପାପ ମୟ ଜୀବନ କୁ ପ୍ରଭୁଙ୍କ ଠାରେ ପ୍ରକାଶ କରି ମନ ପରିବର୍ତ୍ତନ କରନ୍ତୁ | ଆମେନ୍ ।🙏🙏🙏
@silent-su3ni
@silent-su3ni 14 дней назад
To bou bia Amin
@Marndikisan152
@Marndikisan152 13 дней назад
Mo balo jisu
@karnieldalabhera2504
@karnieldalabhera2504 13 дней назад
​@@Marndikisan152ବିଜେପି ର କୁକୁର ମାଗିଆ
@Marndikisan152
@Marndikisan152 13 дней назад
@@karnieldalabhera2504 hmmm re puo bapa ju ku maa giha kahibare bhul kn
@MrutyunjaySahu-u8z
@MrutyunjaySahu-u8z 13 дней назад
Tugotae kie​@@karnieldalabhera2504
@ramangraphics9568
@ramangraphics9568 14 дней назад
Baba Apananku Koti Koti Namaskar - Apana Odishaku Hindu Rajya Manyata Dabi Uthantu
@RazRaz-hy2cv
@RazRaz-hy2cv 13 дней назад
Gote hindu gaan kariki dekha tapare hindu rajya kariba
@ManojBadanayak.2640-m
@ManojBadanayak.2640-m 13 дней назад
Christian ଧର୍ମ ରେ କେହିବି କୁହନ୍ତିନାହିଁ ଆପଣ ଯେପରିକହୁଛନ୍ତି ଧର୍ମ ବଞ୍ଚାଈବାପେଇଁ,.. ସୀଏଇଠି କେବଳ ଭଲ କଣ ମନ୍ଦ କଣ ପ୍ରେମ କଣ ଶିକ୍ଷା ଦିୟନ୍ତୀ
@binayapanda16
@binayapanda16 11 дней назад
@@ManojBadanayak.2640-m Christian gote religion dharm nuha
@premsahab8315
@premsahab8315 10 дней назад
​Hindu Dharma tahele dharma ki ????​@@binayapanda16
@mpk6852
@mpk6852 10 дней назад
ସେ ସବୁ ଜାଣି ଛନ୍ତି ବାବା ,,,Qran କୁ ଧରି ଚର୍ଚ୍ଚ କୁ ଯାଉଛନ୍ତି 😂😂ଆଉ ସେ ସବୁ ଜାଣିଛନ୍ତି,,ଜ୍ଞାନୀ ବାବା ବାଇବେଲ କୁ ଧରି ଚର୍ଚ୍ଚ ଯାଆନ୍ତି ,,,
@mpk6852
@mpk6852 10 дней назад
​@@binayapanda16ଆପଣ ଜାଣି ଛନ୍ତି କି ,,,
@mpk6852
@mpk6852 10 дней назад
​@@binayapanda16ଧର୍ମ ର ପରିଭାଷା କଣ???? ଟିକିଏ ଉତ୍ତର ଦେବେ କି
@dauddeshmajhi3848
@dauddeshmajhi3848 12 дней назад
କ'ଣ କହିଲେ ହିନ୍ଦୁ ଅହିଂସ୍ରକ , ହିନ୍ଦୁ ମାନେ ସବୁଠାରୁ ପରମ ହିଂସ୍ର କିନ୍ତୁ ସବୁ ହିନ୍ଦୁ ନୁହେଁ । ମନେ ପକାନ୍ତୁ, କନ୍ଧମାଳ ଦଙ୍ଗାରେ ହିନ୍ଦୁ ରାକ୍ଷସ ମାନେ ନିରିହ ଲୋକଙ୍କର ରକ୍ତ ପିଇଲେ । ମଣିପୁର ରେ ବି ସମାନ କଥା । ମନ୍ଦିର, ମସଜିଦ, ଚର୍ଚ୍ଚ ଭାଙ୍ଗିବା ଓ ଖଣ୍ଡା କାତି ଅସ୍ତ୍ରଶସ୍ତ୍ର ଧରିବା ତାଙ୍କର ନିତିଦିନିଆ ଅଭ୍ୟାସ । ଧିକ୍ ଏଭଳି ହିନ୍ଦୁଙ୍କୁ ।
@kshirodkumarnayak3128
@kshirodkumarnayak3128 8 дней назад
@@dauddeshmajhi3848 Christian Church ra lokamaney Laxananada Saraswati nku jeunbhabey hatyakaley seita kahinki lekhilanahin?
@Views-rb4lm
@Views-rb4lm 6 дней назад
@@dauddeshmajhi3848 true said, ye RSS Sanghis don't respect their women at all and faking false here
@priyacharandas653
@priyacharandas653 4 дня назад
ଯେଉଁ ମାନେ ବେଦ ମର୍ଯ୍ୟାଦା ରକ୍ଷା କରନ୍ତି ସେମାନେ ହେଲେ ସନାତନୀ ବା ହିନ୍ଦୁ । ବେଦ ବିରୋଧୀ କର୍ମ ହେଉଛି ଅଧର୍ମ । ଜୟ ଶ୍ରୀ ଜଗନ୍ନାଥ
@dharamsinghhial1284
@dharamsinghhial1284 13 дней назад
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଜୀବନି ମୃତ୍ୟୁ ଓ ପୂନର‌ଉଥାନ ମୋ ଜୀବନ ର ଉଦ୍ଧାର ପାଇଁ ଅତି ପ୍ରଭାବ ଶାଳୀ ଅଟେ ❤
@debanandahembram1000
@debanandahembram1000 14 дней назад
ଭାଷଣରେ ନୁହଁ କାମରେ କରି ଦେକାଇବା ସମୟ ଆସିଛି.
@rajujageranga452
@rajujageranga452 13 дней назад
ଆଦିବାସୀ ହିନ୍ଦୁ ନୁହନ୍ତି ସେମାନଙ୍କ ଧର୍ମ ପ୍ରକୁର୍ତ୍ତିକୁ ପୁଜା କରିବା
@Views-rb4lm
@Views-rb4lm 6 дней назад
@@rajujageranga452 True said
@sadanandabarik5722
@sadanandabarik5722 14 дней назад
Jai Hindu Rashtra.
@indianeedshimodiaenglish9505
@indianeedshimodiaenglish9505 9 дней назад
ଆଉ, ସେ ସପ୍ନ ଦେଖେନା, 😁😁😁😁
@JugalSingh-e6g
@JugalSingh-e6g 13 дней назад
ବାବା ପରିବହିନ୍ଦୁ କୁ ଏଣେ ତେଣେ କହି ଉତ୍ସକାଉଛନ୍ତି ଭାରତର ଇଂଲିସ୍ କହୁଥିବା ଲୋକମାନଙ୍କୁ ଖ୍ରୀଷ୍ଟିୟାନ କହୁଛ ଆଉ ସେମାନଙ୍କୁ ବାହାର ଦେଶରେ ଚାକିରି କରିବାକୁ ମନା କରୁଛୁ ତାମାନେ ଭାରତରେ ରହି ଶିକ୍ଷିତ ପୁଅ ଝିଅ ଭଗବାନ ଖାଇବାକୁ ଦିଅ ବୋଲି ଗିନି ବଜାଇବେ କି ଦୟା କରି ଭାରତର ସମସ୍ତ ଧନୀ ଓ ଗରିବ ଲୋକମାନେ ଗ୍ରହଣ କଲା ପରି କଥା କୁହ ଆପଣଙ୍କର କଥାଗୁଡିକ ରାଜନୀତିକ ଦଳର କଥା ପରି ଲାଗୁଛି
@JOHANBAGHA-cf1sw
@JOHANBAGHA-cf1sw 14 дней назад
Only one God. Heavenly Father
@harekrushnapagal1405
@harekrushnapagal1405 14 дней назад
ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଯଦି ସବୁବେଳେ ଶାନ୍ତିରେ ସୁରକ୍ଷା ରେ ରହିବେ ରାମରାଜ୍ୟ ରେ ତେବେ ସବୁ ରାଜନୈତିକ ରାଗ ହିଂସା କୃଧ ଜାତି ଭେଦ ଉଚ୍ଚ ନୀଚ ଛୁଆଁ ଅଛୁଆଁ ଧନୀ ଗରିବ ଭେଦଭାବ ଭୁଲି ଯାଈ ଆମେ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଏକ ହେଵା ଆମ ଭାରତ ମାତା ରୁ ବିନାଶ କରି ବା ହଟେଇଵା ସବୁ ଅସୁର କୁକୁର ଘୁଷୁରୀ ଗଧ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ଜଵନ କଂସେଇ ଚଣ୍ଡାଳ ଘୁସପେଟା ରୁହିଙ୍ଗିଆ ପାପି ଅନ୍ୟାୟ ଅତ୍ୟାଚାରି ମିସିନାରି ଅସୁର କୁକୁର ଘୁଷୁରୀ ଗଧ ସବୁ ଅଖାଦ୍ୟ ଅନାଜ୍ୟ ମାନଙ୍କୁ ନହେଲେ ଏମାନେ ଆଗାମୀ ଦିନରେ ଆମ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଵରଵାଦ୍ କରି ଦେଵେ
@ManaskuArukh
@ManaskuArukh 14 дней назад
ଓଡିଶାକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ...
@Inner.divinity
@Inner.divinity 13 дней назад
​​@@ManaskuArukh😂😂 Odisha gote rajya,rashtra nuhne..😂
@saltysour193
@saltysour193 12 дней назад
ଭାରତ ମାତା କି ଜୟ
@Inner.divinity
@Inner.divinity 11 дней назад
@@saltysour193 ଓଡିଶା ମାଉସୀ କି ଜୟ..
@indianeedshimodiaenglish9505
@indianeedshimodiaenglish9505 8 дней назад
@@ManaskuArukh ଆଉ ସୂପ୍ନ ଦେଖନା
@ParameswarMuduliTutu
@ParameswarMuduliTutu 13 дней назад
ଏ ମହା ଗାଲୁ ବାବା ମୋଦି ହଉଚି ହିଂସା ଜନ୍ମ କରୁଥିବା ଲୋକ
@gaganbiharidhal5810
@gaganbiharidhal5810 14 дней назад
Jago hindu jago.Jay JAGANNATH, Jay Sri RAM.
@indianeedshimodiaenglish9505
@indianeedshimodiaenglish9505 8 дней назад
@@gaganbiharidhal5810 Hindu ଧର୍ମ ନାମରେ ବ୍ରାହ୍ମଣ,( ST, SC , OBC) ଙ୍କୁ ଶୋଷଣ କରୁଛି ଜାଣ
@surendranaik8831
@surendranaik8831 14 дней назад
ଭାରତରେ ବୁଦ୍ଧିଷ୍ଟ ଧମ ବାହାରି ଛନ୍ତି ସେମାନଙ୍କର ଉତ୍ତର ରଖନ୍ତୁ, ହିନ୍ଦୁ କୌଣସି ଧର୍ମ ନୁହେଁ ki kausashtrare ନାଇଁ
@kailashswainkailashswain6878
@kailashswainkailashswain6878 13 дней назад
ବୌଦ୍ଧଧମ ଭାରତର ପୁରାତନ ହିନ୍ଦୁ।
@Views-rb4lm
@Views-rb4lm 6 дней назад
@@kailashswainkailashswain6878 to mana ku?? Videshi Brahmins nka Niyog ra DNAs, Brahmanbadi he aur kuchh nehi
@The_eternallove_of_God
@The_eternallove_of_God 13 дней назад
Thank you Baba jee..😢 Apanaku Iswara Budhi diantu, ye sansaar michha baba.. 😢 Jisu Christ said - I am the way, the truth & the life.. Nobody are understanding to God, without Jesus Christ..❤
@The_eternallove_of_God
@The_eternallove_of_God 13 дней назад
Ameen 🙏🌅❤
@Bhagabatpujari1
@Bhagabatpujari1 12 дней назад
ଯେଉଁ ମାନେ 100,100 ବର୍ଷ୍ର ଧରି ହିନ୍ଦୁମନ୍ଦିର ଠାକୁର ସେବା କରୁଛନ୍ତି ସେମାନେ କେଉଁ ହିନ୍ଦୁ ଆଉ ଯେଉ ମାନେ ତାଙ୍କ ଘରେ ପଶି ସ୍ତ୍ରୀ ଲୋକଙ୍କ ଲୁଗା ପଟା ଭିଡୁଛନ୍ତି ସେମାନେ କେଉଁ ହିନ୍ଦୁ । ଇଁହାପର ଅନେକ ଗାଁ ଗଣ୍ଡାରେ ବାହାର ଏଜେଣ୍ଟ ଅଦ୍ରୁଶ୍ଯ ରୁପରେ ରହୁଛନ୍ତି।
@sashi-thehardworker8396
@sashi-thehardworker8396 12 дней назад
ସନାତନ ହିନ୍ଦୁ ଧର୍ମ ସବକା ରଖ୍ୟକ୍ ।ବସୁଧୈବ କୁଟୁମ୍ବଙ୍କ ।
@nihimiyabardhan8846
@nihimiyabardhan8846 14 дней назад
ତୋ ପରି ମୂର୍ଖ ବାବା କେହି ନଥିବେ
@dhurbanandarout6625
@dhurbanandarout6625 14 дней назад
Tu gote pagal
@romeosada1432
@romeosada1432 14 дней назад
ମଦ ପିଇ କି କହିଛନ୍ତି ବାବା😂😂😂😂
@mk4earthOfficial
@mk4earthOfficial 13 дней назад
Tu janinu ta bapa Kiya 😆
@alekhanilu5996
@alekhanilu5996 12 дней назад
Mg ta
@binapanipanda1454
@binapanipanda1454 13 дней назад
🙏 koti koti pranam Baba .Jay Jagannath 🙏🙏🙏🙏🙏
@lababagh4
@lababagh4 11 дней назад
ନିଜେ ସବୁ ଧର୍ମର ଶାସ୍ତ୍ର ପୁରାଣ ପଢ଼ନ୍ତୁ ଆପେ ବୁଝିବେ କେଉଁ ରାସ୍ତା ରେ ଗଲେ ମୁକ୍ତି ମିଳେ, ଖ୍ରୀଷ୍ଟିଆନ କେବେ ଧର୍ମ ପରିବର୍ତ୍ତନ କରେ ନାହିଁ ମନ ପରିବର୍ତ୍ତନ କରେ, ପାପ ରୁ ଉଦ୍ଧାର ପାଇବାର ଗୋଟେ ମାର୍ଗ, ଆଉ ଯୀଶୁ ଖ୍ରୀଷ୍ଟ ନିଜ ଜୀବନ ଦେଇ ସମସ୍ତ ମାନବ ଜାତିର ଉଦ୍ଧାର ପାଇଁ କ୍ରୁଶ ରେ ଆପଣା ର ଜୀବନ ଦେଇ ଦେଲେ ଆଉ ସେ ହିଁ ଜଣେ ଈଶ୍ୱର ମରିକି ବି ତୃତୀୟ ଦିନରେ ଉଠି ଥିଲେ, ଆଉ ଏହାହିଁ ସତ୍ୟ
@JugalSingh-e6g
@JugalSingh-e6g 13 дней назад
ଗରିବ ହିନ୍ଦୁମାନେ ସରସ୍ଵତୀ ମନ୍ଦିର ସ୍କୁଲରେ ପଢ଼ିପାରିବେ କି?
@Views-rb4lm
@Views-rb4lm 6 дней назад
@@JugalSingh-e6g Vidya Mandir kebal Videshi Brahmins nka terrorist baneibar school. Sethi Sabu teacher bacho ko Hindu Muslim ke gyan pel Rahe aur kuchh nehi
@Hjkkc
@Hjkkc 13 дней назад
ମହାଶୟ ଆପଣ କହୁଛନ୍ତି ହିନ୍ଦୁ ମାନେ ଶାନ୍ତିକାର ଲୋକ.... ହେଲେ ଜୟ ଶ୍ରୀ ରାମ କହି କି ଖଣ୍ଡା ଧରି କି ମାରପିଟ କରୁଛନ୍ତି.... ଏମାନେ କେଉଁମାନେ ଆମ ହିନ୍ଦୁ ନୁହନ୍ତି କି! ଆପଣ ଜାଣି ନାହାନ୍ତି ମୁସଲିମ ଖ୍ରୀଷ୍ଟିଆନ ଠୁ ବି ଆମ ହିନ୍ଦୁମାନେ ହିଁ ଦଙ୍ଗା ବେଶି ସୃଷ୍ଟି କରନ୍ତି! ଆପଣ ଏହିଟା ବି ଜାଣି ନାହାନ୍ତି ସାରା ଭାରତ ରେ ଆମ ହିନ୍ଦୁ ମାନେ ଚାକିରୀ କେତ୍ର ଅଛନ୍ତି.. ଲାଞ୍ଚ ନେବାରେ.. ଚୋରି. ମଡ଼ର କରିବାରେ ଆମ ହିନ୍ଦୁ ମାନେ ହିଁ ବେଶୀ! ହିନ୍ଦୁ ଖ୍ରୀଷ୍ଟିଆନ ମୁସଲିମ ଏହିଟା ଧର୍ମ ନୁହେଁ... ଧର୍ମ ଗୋଟେ ହିଁ ଅଛି ମାନବ ଧର୍ମ... ମଣିଷ କୁ ଯିଏ ବାପା ମା ଭାଇ ଭଉଣୀ ପରି ଚିହ୍ନି ପାରିକି ମଣିଷ କୁ ଶାନ୍ତି ବାଣ୍ଟିବାକୁ ଯିଏ ଜାଣିଛି ସିଏ ହିଁ ଅସଲି ଭାଗବାନ କୁ ଜାଣିଛି! କିନ୍ତୁ ବେଦ ରେ ମଣିଷ ମଣିଷକୁ ଜଗଳା ସୃଷ୍ଟି କରିବାକୁ ହିଁ ଲେଖା ହେଇଥିବ.... କିନ୍ତୁ ଜଗଳା ସୃଷ୍ଟି କରେ ଦୁଷ୍ଟାମୀ ଆତ୍ମା ବେଦ ରେ ଦଳ ବେଦ ହୁଏ!ଆପଣ ମାନେ ଧର୍ମ ନା ରେ ଲୋକଙ୍କୁ ଅଧର୍ମ ପଥ କଢାଇ ନେଉଛ .ଶାନ୍ତିନା ରେ ଲୋକଙ୍କୁ ଅଶାନ୍ତ କରୁଛ. ହିନ୍ଦୁ ନା ରେ ଲୋକଙ୍କୁ ହୀନବୁଦ୍ଧି କରୁଛ! ଏହିଟା କଣ ଚାଲିଛି.. ନା କୁ ମାତ୍ର ହିନ୍ଦୁ ଆମେ କୁକର୍ମ ରେ ନମ୍ବର 1) ଆମ ହିନ୍ଦୁ ମାନଙ୍କର ଏହିଟା ଗୋଟେ ମହା କଳଙ୍କ ହେଇଛି! ତୁମେ ମାନେ ଖ୍ରୀଷ୍ଟିଆନ ମାନଂକୁ ଦେଖ ତାଙ୍କର ଅକା ନାହିଁତ ଗଣି ନାହିଁ କିନ୍ତୁ ସାରା ପୃଥିବୀରେ ନମ୍ବର1ରେ ଅଛନ୍ତି .. କହିବାକୁ ଗଲେ ସେମାନଙ୍କ ସ୍ଥାନ ଏହି ଜଗତରେ ନାହିଁ ଥତାପି ଆଗ ରେ! ଆମେ ଜାଣିଛୁ ଯିଏ ଅଧିକ କଥା କହେ ସିଏ କାର୍ଯ୍ୟ କରେ ନାହିଁ! କେତେକାଳ ଆମ ହିନ୍ଦୁମାନେ ଏହି ମିଛ କହି ଦେବତା ନାମ ରେ ମନ୍ଦ ବେପାର କରିବା! କିନ୍ତୁ ଜାଣି ରଖିଥିବା ଏପରି ସମୟ ଆସୁଛି ସାରାପୃଥିବୀରେ ଭୟ ଙ୍କର ଦିନ.. ତୁମ ଆମ ପାଇଁ କାନ୍ଦି ବାକୁ କେହି ନ ଥିବ! ଓଁ ଶାନ୍ତି ମୟ ଈଶ୍ୱର ତୁମର ନାମ ଧନ୍ୟ ହେଉ.. 🙏🚩🚩🚩🚩
@sarbeswarbehera7086
@sarbeswarbehera7086 13 дней назад
Jai Sri Ram Are babu tume ahuri khira khia budhi jaini
@Hjkkc
@Hjkkc 13 дней назад
ହଁ ଭାଇ ଜୟ ରାମ... କଣ ଜାଣିନି ଭାଇ ଏବେ କାର ଯୁଗ ରେ ଲୋକ କ୍ଷୀର ବି ପାଣି ମିଶାଉଛନ୍ତି ଯେମିତି..... ଏବେ କାର ମଣିଷ ବି ଶ୍ରୀ ରାମଚନ୍ଦ୍ର ଭାଗବାନଙ୍କ ଗୁଣ ବଦନାମ କରନ୍ତି! ପ୍ରକୃତ ହିନ୍ଦୁ ହେବାକୁ ଇଚ୍ଛା କରୁଛ ଯଦି... ପ୍ରତେକ ଘରେ ଶ୍ରୀ ଭାଗଵତ ପିଲା ଛୁଆ ମିଶିକି ପଢିବା ଧରକାର.. କାରଣ ଶ୍ରୀ କୃଷ୍ଣ କହିବା ଅନୁସାରେ ବିନା ଯୋଗୀ ବିନା କେହିବି ଭାଗବାନ କୁ ପ୍ରାପ୍ତ ହୁଅନ୍ତି ନାହିଁ.... କାଲି ଭାଗବତ ଜ୍ଞାନ ପାଇଲେ କଣ ହେଲା..ଭାଗବତ ଅନୁସାରେ କାର୍ଯ୍ୟ ହିଁ ଯୋଗୀ! ଯଦି ଏହିଟା ନାହିଁ ତା ହେଲେ ନାମଧାରୀ ହିନ୍ଦୁ. କିଛି ମୂଲ୍ୟ ନାହିଁ କେବଳ ଅସୁର ମାନେ ଯେମିତି ଖଣ୍ଡା ଧରୁଥିଲେ... ଏପରି ସମାନ ହେବ.... ଯେମିତି ଏବେ ବି ସେମିତିକିଆ ଲୋକ ଅଛନ୍ତି. ରାମ କୁ ବଦନାମ କରିବାରେ ଚାଲିଛନ୍ତି.... 🚩🚩🚩🚩 🙏
@EBlackgamer
@EBlackgamer 13 дней назад
Bilkul right
@neelambari2550
@neelambari2550 13 дней назад
ତୁ ହିନ୍ଦୁ ନହେଲେ ନାଇଁ... ତୁ କୋଉ ଧର୍ମ ନମାନେ.... ତୋ ଘରେ ଯେବେ ଗୋଟେ ଗୋଷ୍ଟି ଆସି ପସିବେ... ତୁ କଣ କରିବୁ
@Hjkkc
@Hjkkc 12 дней назад
@@neelambari2550 ଯଦି ଗୋଟେ ପରିବାର ଦୁର୍ବଳ ମୂର୍ଖ ବଳିଆ ରହିବେ... ତାଙ୍କ ଘରେ ଅନ୍ୟ ଗୋଷ୍ଠୀର ଲୋକମାନେ ମନଇଚ୍ଛା ଅଧିକାର କରିବେ! ପୂର୍ବରେ ଆମ ଓଡିଶା ରେ ମୁସଲିମ ଏତେ ନ ଥିଲେ ଏବେ ଦେଖ. ପୁରୀ ଯାଜପୁର ସବୁ ଜିଲ୍ଲାରେ ଦେଖିବୁ ମୁସଲିମ ସଂଖ୍ୟା ବଡ଼ିବାରେ ଚାଲିଛି ବରଂ କମୁନି! ତା ହେଲେ ଦୁର୍ବଳ କିଏ!ଏମାନେ କଣ ଓଡିଶା ମାଟି ଭିତରୁ ବାହାରୁଛନ୍ତି କି! କାରଣ ଆମ ହିନ୍ଦୁ ଦୁର୍ବଳ କାରଣରୁ ହେଉଛି! ଯେତେବେଳେ ଆମ ହିନ୍ଦୁ ସମାଜ ତଳକୁ ଖସିଯାଉଛି ଆମ ମହାଶୟ ମାନେ ଆଖିକୁ ଦେଖା ଯାଉଛି! ଆମେ ସବୁ ପୂଜାପାଠ କରୁଛ ସତ. ମଉମାୟା ରେ ଛନ୍ଦି ହେଇଛୁ!କେହି କେବେ ସତ୍ୟ ସନାତନ ଧର୍ମପଥରେ କର୍ମ କରିବାକୁ ଆଗ୍ରହ ନୁହଁ! ମଣିଷ ମନ ବିବେକ ବ୍ରଷ୍ଟ ହେଇଅଛି... ଖାଲି କୁକର୍ମ କରିବାକୁ ଆଗ୍ରହ!! ଏଥିପାଇଁ ସୁ କର୍ମରେ କୁକ୍ରିୟାକୁ ପରାଜୟ କର! ଯଦି ତୁମ ଘରେ ଅନ୍ୟ ଗୋଷ୍ଠୀ ପଶିଆସୁଛି... ପଶିବା ପୂର୍ଵରେ ତାକୁ ଅଟକାଅ.. ଥରେ ପଶିଲା ପରେ ତାକୁ ବାହାର କରିବାକୁ ବହୁତ କଷ୍ଟ! ଏବେ ଦେଖୁଛ ସାରା ଭାରତ ମୁସଲିମ ବର୍ତ୍ତୀ... ପୁଣି ଆମ ଭାରତରେ କେତେ ସାହସୀ... କିନ୍ତୁ ଆମ ଭାରତର ନାଗରିକ ମଦ ନିଶା ମାଂସ... ଦିନ ରାତି ମଉଜ କରିଥିବ.!କିନ୍ତୁ ମୁସଲିମ ମାନଂକୁ ଦେଖିଛ କେଉଁ ଦିନ ରାସ୍ତା ଘାଟରେ ପଡିଛନ୍ତି କି! ତାଙ୍କର ପ୍ଲାନ କେବଳ ଏହି ଭାରତ ଆମ ହାତକୁ ଆଣିବା! ଦେଖ ଆମେ ହିନ୍ଦୁ ମାନଙ୍କ ପ୍ରେମ ଭାବ ଯଦି ନ ରହିବ. ତା ହେଲେ ଆମର ଧର୍ମ ର ମୂଲ୍ୟ ନ ରହିବ...! ଗରୁଡ଼ ପୁରାଣ ଅନୁସାରେ ବିଷୁନୁ କହିଥିବା କଥା ଟି ପ୍ରେମ ହିଁ ସତ୍ୟ. ପ୍ରେମ ହିଁ ଈଶ୍ୱର! ତା ହେଲେ ଏ ସବୁ କୁ ଆମେ କଣ ବୁଝିବା..... ଏବେ ତ ଲୋକ ମଣିଷ ମାନଙ୍କ କଥାକୁ ପାଳନ କରନ୍ତି..ଭାଗବାନ କଥା କିଏ ପାଳନ କରିବ!
@dillippradhan3536
@dillippradhan3536 12 дней назад
You are right
@sudarsanmaharana230
@sudarsanmaharana230 12 дней назад
କିଛି ଲୋକ ନିଜକୁ ହିନ୍ଦୁ କହି , ହିନ୍ଦୁ ଧର୍ମ ନଷ୍ଟ କରୁଛନ୍ତି। ଗାଈଗୋରୁଙ୍କୁ ବୃଦ୍ଧାବସ୍ଥାରେ ପଠାଣ କୁ ବିକ୍ରି କରୁଛନ୍ତି। ଖାଉଥିବା ମାଂସ କେଉଁଠୁ କିଣି ଖାଉଛନ୍ତି ? ମଦ, ମାଂସ କ'ଣ ହିନ୍ଦୁ ଧର୍ମ ର ପ୍ରତୀକ ? ହିନ୍ଦୁ ଧର୍ମୀ ହିନ୍ଦୁ ଧର୍ମ ନଷ୍ଟ କରୁଛନ୍ତି। ଇତିହାସ ତ ବଦଳାଇ ପାରିବ ନାହିଁ। ମୋଗଲ ମାନଙ୍କ ଠାରୁ ଇଂରେଜ ମାନଙ୍କ ପର୍ଯ୍ୟନ୍ତ ଭାରତ ପରାଧୀନ, କିଛି ହିନ୍ଦୁ ଧର୍ମୀ ଙ୍କ ପାଇଁ ସମ୍ଭବ ହୋଇଛି। ସେହି ଅଜ୍ଞତା ର ସୁଯୋଗ ନେଇ ବର୍ତ୍ତମାନ ବି ରାଜନୀତି କରାଯାଉଛି। ସାମ୍ବିଧାନିକ ବିଧି ବ୍ୟବସ୍ଥା ରେ ପ୍ରଗତି କୁ ଭୁଲି, ଗୃହ ଯୁଦ୍ଧ ର ସୁତ୍ରପାତ କରାଯାଉଛି । ଆମେ ମାଗିଖିଆ ଭୋଟର କୁକୁର ଭଳି ବଞ୍ଚି ନେତା ମନ୍ତ୍ରୀ ଙ୍କ ଦୁର୍ନୀତି, ଦରମା, ପେନସନ ବୃଦ୍ଧି କରିବାରେ ସାହାଯ୍ୟ କରୁଛୁ ।
@indianeedshimodiaenglish9505
@indianeedshimodiaenglish9505 9 дней назад
ହିନ୍ଦୁ ବ୍ରାହ୍ମଣ ମାନେ,ST,SC, OBC ନୁହେ
@kailashpanigrahi6705
@kailashpanigrahi6705 11 дней назад
ସୁନ୍ଦର ❤ ଉପସ୍ଥାପନା
@Gopikumarflute
@Gopikumarflute 13 дней назад
ହିନ୍ଦୁ ଶବ୍ଦ ଆସିଲା କଉଠୁ ! ଯଉଟା ଶବ୍ଦ ଅଛି ସେଇଟା ଅଛି !
@TukunaGuru-l7u
@TukunaGuru-l7u 13 дней назад
Jay bhim Namo buddhay
@kanhapandit3366
@kanhapandit3366 13 дней назад
@@TukunaGuru-l7u Jay Shree ram. Jay Jagannath
@Ranjan8937
@Ranjan8937 11 дней назад
ଆପଣ ବୋଧେ 2008ପରେ ଜନ୍ମ ହୋଇ ଚନ୍ତି ତେଣୁ 2008ରେ ହିନ୍ଦୁ ମାନେ କରିଥିବା ବର୍ବର କାଣ୍ଡ ବିଷୟରେ ଜାଣି ନାହାଁନ୍ତି।
@rangasing9056
@rangasing9056 11 дней назад
ହିନ୍ଦୁ ଧର୍ମରେ ଯୋଗୀ ଋଷିମାନେ ଯୋଗ କରୁଥିଲେ ଆପଣ କାହିଁକି ଠାକୁର ପୂଜା କରୁଛନ୍ତିି ଆଜ୍ଞା
@dr.khitishkumarpathi3602
@dr.khitishkumarpathi3602 14 дней назад
Jay shree Jagannath
@indianeedshimodiaenglish9505
@indianeedshimodiaenglish9505 9 дней назад
ଜଗନ୍ନାଥ ଏକ ପ୍ରାଣ ନଥିବା ମୂର୍ତ୍ତି ମାତ୍ର
@Thanasundarpana5944
@Thanasundarpana5944 14 дней назад
ଆଜ୍ଞା ସତ କଥାଟି କହିଲେ ସମସ୍ତେ ଜାଣନ୍ତି ସମସ୍ତେ ସୁଣନ୍ତି ତଥାପି ଆମେ ଯାହା ଚାହୁଛେ ସେଇୟା ହେଇପାରୁନି କାହିକି ?
@saroj1296
@saroj1296 13 дней назад
ଜୟ ଜଗନ୍ନାଥ
@TunavlogsTS
@TunavlogsTS 10 дней назад
ତଥାପି ଯୀଶୁ ଆପଣଂକୁ ଆଶୀର୍ବାଦ କରିବେ ଆମେନ...!!!
@kcs50
@kcs50 8 дней назад
Ohh rice bag😂
@SaidhamDibyaChetanaJanaKalyanP
@SaidhamDibyaChetanaJanaKalyanP 13 дней назад
🙏🙏🙏🙏
@ShibaprasadMishra-qq3tb
@ShibaprasadMishra-qq3tb 13 дней назад
👍👍💐
@NepalchandraSahu-p3q
@NepalchandraSahu-p3q 13 дней назад
Right
@pratyushpradhanbulu6316
@pratyushpradhanbulu6316 12 дней назад
Thik katha accurate
@SudhiraGamango287
@SudhiraGamango287 13 дней назад
ମହାଶୟ ଆପଣ ଭାଷଣ ଠିକ୍ ଦେଇଛନ୍ତି ବିଶ୍ୱରେ ପ୍ରଥମେ ଶନଥନ ତା ଦ୍ଵିତୀୟ ରେ christian hindu ହିଁ ଥିଲେ ତୋ ବିଶ୍ଵ ହିନ୍ଦୁ କୁଆଡୁ ଆସିଲେ ଏମାନଙ୍କ କାର୍ଯ୍ୟ କଳାପ ସବୁ ଅଲଗା
@amrit7570
@amrit7570 14 дней назад
Sabu Jilla re a bhalia satsanga karantu
@soumyapradhan8329
@soumyapradhan8329 14 дней назад
Jay shree ram guruji apna thik khata kahucha nti
@SkEahir
@SkEahir 6 дней назад
Perfect kahile Baba
@RANJANKUMARDALAI-c5c
@RANJANKUMARDALAI-c5c 11 дней назад
Jay Jay Jay
@brundabanpalei9959
@brundabanpalei9959 13 дней назад
Guru dev 🙏🙏
@chandusoren2815
@chandusoren2815 13 дней назад
ଆପଣ ଭାରତରେ ରହୁଛନ୍ତି ନା ଆଉ କଉଠି ଆପଣ youtube Video , News Paper ଦେଖନ୍ତୁ କେଉଁମାନେ ଜୟଶ୍ରୀ ରାମ ନାମରେ ଦଙ୍ଗା କରୁଛନ୍ତି ।
@sudamamajhi8822
@sudamamajhi8822 12 дней назад
❤❤❤❤❤
@harizKhan506
@harizKhan506 12 дней назад
Nice baba
@Rajutibehera-l1b
@Rajutibehera-l1b 14 дней назад
Baba pranam baba right katha
@gunanidhinaik3699
@gunanidhinaik3699 13 дней назад
ଜୟ ଶ୍ରୀରାମ
@babulikumar-bl7ti
@babulikumar-bl7ti 11 дней назад
ଖାଲି ମିଛ କଥା କିଛି ଜଣା ନାହିଁ ଖାଲି ହିନ୍ଦୁ ହିନ୍ଦୁ କହି ଗିନା ପାଗଳ ହଉଛ ଆରେ ହିନ୍ଦୁ କଣ ଗୁଟେ ଧର୍ମ କି କୁଉ ଶାସ୍ତ୍ର ରେ ଲେଖା ଯାଏ ହିନ୍ଦୁ ଧର୍ମ କହିଲ ଦେଖିବା
@indianeedshimodiaenglish9505
@indianeedshimodiaenglish9505 8 дней назад
@@babulikumar-bl7ti 👍
@SantoshJena-if5iw
@SantoshJena-if5iw 13 дней назад
@kshirodkumarnayak3128
@kshirodkumarnayak3128 13 дней назад
Thick achi last prabachana mu suninathili , kshyama karibey.
@rajeshmohapatra3694
@rajeshmohapatra3694 13 дней назад
Jai jagannath
@shakakumar3202
@shakakumar3202 12 дней назад
ଜେ ଧର୍ମ କୁ ଜାଣି ନାହିଁ ସତ୍ୟ କୁ ଜାଣି ନାହିଁ ସେ ହିଁ ଧର୍ମ ରକ୍ଷା କଥା କହେ କନ୍ଧମାଳ ରେ ଖ୍ରୀଷ୍ଟିଆନ ମାନଙ୍କୁ ମାରିଲେ ଆଉ ଚର୍ଚ୍ଚ ସବୁ ଭଙ୍ଗା ଯାଉଚି ଯେଉଁମାନେ କି ବଜରଙ୍ଗ ଦଳର ହିନ୍ଦୁ ଧର୍ମ କଣ ଏହା ଶିକ୍ଷା ଦିଏ ।
@indianeedshimodiaenglish9505
@indianeedshimodiaenglish9505 8 дней назад
@@shakakumar3202 ଠିକ୍
@priyacharandas653
@priyacharandas653 4 дня назад
କନ୍ଧମାଳ ଦଙ୍ଗା ରେ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଇଥିଲା । ଜୟ ଶ୍ରୀ ଜଗନ୍ନାଥ
@kailashchandranahak5431
@kailashchandranahak5431 11 дней назад
Guruji Pranam It is the tru fact Hindu is the great they are Dharm Rakshak .
@SwamiRameswarananda-lg1kp
@SwamiRameswarananda-lg1kp 13 дней назад
Thanks
@SaidhamDibyaChetanaJanaKalyanP
@SaidhamDibyaChetanaJanaKalyanP 13 дней назад
ବହୁତ ସୁନ୍ଦର ଉପଦେଶ 🙏ଜୟ ଜଗନ୍ନାଥ 🙏
@indianeedshimodiaenglish9505
@indianeedshimodiaenglish9505 9 дней назад
ଆମେ ଭାରତ ର ମୂଳ ନିବାସୀ , କିନ୍ତୁ HINDU ନୁହେ
@indianeedshimodiaenglish9505
@indianeedshimodiaenglish9505 9 дней назад
କାରଣ ହିନ୍ଦୁର ଅର୍ଥ ବ୍ରାହ୍ମଣର ଗୋଲାମି, ଯିଏକ ଆମର ଶିକ୍ଷା ର ଅଧିକାର ଛଡେଇ ନେଲା 2000 ବର୍ଷ ପୂର୍ବ
@srimanbhatra6711
@srimanbhatra6711 13 дней назад
ଦେଶରେ ଦିନକୁ କେତେ ହତ୍ୟା ହେଉଛି କେତେ ଧର୍ଷଣ ହେଉଛି କେତେ ନାରୀ ନିର୍ଯାତନା ହେଉଛି କିଏ କରୁଛି। ଏ ମହାଶୟ ବୋଧେ ଜାଣି ନାହାନ୍ତି।
@12ଧର୍ମକାଙ୍ଗାଳବ୍ରାହ୍ମଣ
ସବୁ ବ୍ରାହ୍ମଣ ବାଦି ବ୍ୟବସ୍ଥା ଓ ମିଛ ପୁରାଣ ର ଦେଣ
@BabulaSamal-d4p
@BabulaSamal-d4p 13 дней назад
Jayshree Ram
@indianeedshimodiaenglish9505
@indianeedshimodiaenglish9505 9 дней назад
ହିନ୍ଦୁ ଧର୍ମ ରେ ବିଦେଶୀ ବ୍ରାହ୍ମଣର ଲାଭ, ଓ ST,SC, OBC, ଲାଭ ହେବ ନାହିଁ, ଏଣୁ ହିନ୍ଦୁ ରାଷ୍ଟ୍ର ବ୍ରାହ୍ମଣର ମୂଳଲକ୍ଷ୍ୟ, ଏହା ଜାଣ, ଅST,SC ଓ OBC
@ShastiSunani
@ShastiSunani 13 дней назад
Jai jagannath ❤️💓💓💓💓💓💓💓💓
@satrughna343
@satrughna343 13 дней назад
Hare krishna
@danielsirika2772
@danielsirika2772 11 дней назад
ଆପଣଙ୍କ ଗଷ୍ଠୀ ରେ ହିଁ ଗଷ୍ଠୀ କନ୍ଦଳ କରାଉଛନ୍ତି
@ALOKAKUMARMAHARANA-n7v
@ALOKAKUMARMAHARANA-n7v 2 дня назад
Good 👍
@balarambehera5515
@balarambehera5515 10 дней назад
❤❤
@natabarsethi8205
@natabarsethi8205 11 дней назад
ତୁମ ବେଦ ରେ କଣ ଲେଖା ହୋଇଛି ଜାତିବାଦ ଉଚ୍ଚ ନିଚ ଛୁଆଁ ଛୁତ ଯୋଗୁ ହିନ୍ଦୁ ଧର୍ମ ର ଏକତା ନଷ୍ଟ ହେବାର ମୁଖ୍ୟ କାରଣ
@SunLight49
@SunLight49 14 дней назад
ହିନ୍ଦୁ ଶବ୍ଦ କୋଉ ପୁରାଣ ଶାସ୍ତ୍ର ରେ ନାହିଁ, କିନ୍ତୁ ଆମ୍ଭ ମାନଙ୍କୁ ସିନ୍ଧୁ ନଦୀ ପାର ରେ ଥିବାରୁ ସେପଟ ଲୋକ ମୋଗଲ ମାନେ ସିନ୍ଦୁଁ ଲୋକ ସିନ୍ଧୁ ଲୋକେ କହୁଥିଲେ , ବ୍ରିଟିଶ ଆସିଲା ବ୍ରିଟିଶ ପାଟିରେ ସେ ଶବ୍ଦ ହେଲାନି ସିନ୍ଧୁ , ବ୍ରିଟିଶ ମାନେ କହିଲେ ହିନ୍ଦୁ , ଆମେ ସନାତନ ଧର୍ମ, ଜାତି ବର୍ଣ୍ଣ ଧର୍ମ କିଛି ନ ଥିଲା , ଆମ ଭିତରେ ମୋଗଲ ଆଉ ବ୍ରିଟିଶ ମାନେ ସବୁ ପୁରେଇ ଛନ୍ତି
@satyasovonsingh6612
@satyasovonsingh6612 14 дней назад
@@SunLight49 ଭାଇରେ ତୁ ଯେତିକି ଲେଖିଚୁ ସେଥିରେ ୮୦% ଭୁଲ୍ ଲେଖିଚୁ । ଆଉ ଟିକେ ପଢା ପଢ଼ି କରି ଲେଖିଲେ ଭଲ ହୁଅନ୍ତା , ମୁଁ ଜଣେ ସନାତନି ପ୍ରେମୀ ,ମୁ ସମସ୍ତ ଧର୍ମକୁ ସମ୍ମାନ ଦେଇ ଜାଣିଚି । ନିଜକୁ ଶ୍ରେଷ୍ଟ ଓ ଜ୍ଞାନୀ କହିବା ଆଗରୁ ସହେଥର ଚିନ୍ତା କରେ , କ୍ରୋଧ,ଅହଙ୍କାର ସର୍ବନାଶ କରିଦିଏ । ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହେବାକୁ ହେଲେ ନମ୍ରତା,ଉତ୍ତମ ବ୍ୟବହାର ଆବଶ୍ୟକ । ହିଂସା ମାଧ୍ୟମରେ ଆମେ କାହାକୁ ରକ୍ଷା କିମ୍ବା ପରିବର୍ତ୍ତନ କରି ପାରିବା ନାହି ଭାଇ ।
@SunLight49
@SunLight49 14 дней назад
@@satyasovonsingh6612 ସେଇଥି ପାଇଁ ତତେ ମୁଗଲ ଆଉ ବ୍ରିଟିଶ ଶାସନ କରୁଥିଲେ , ଆଉ ଏବେ ଅଳ୍ପ ରୁ ବହୁତ୍ ହେବାକୁ ବସିଲେଣି ପଠାଣ ସାମ୍ରାଜ୍ୟ ସେ ଯେତେବେଳେ tk ଅଧିକ ହେବେ ତାଙ୍କୁ ଜ୍ଞାନ ଦବୁ , 1947 ରୁ ଅଳ୍ପ ଥିଲେ ଏବେ କେତେ ଡବଲ ହେଇ ବଂଶ ବିସ୍ତାର କରିସାରିଲେଣି, , ରହ ଟିକେ ଅପେକ୍ଷା କର ମମତା ଦିଦି ଅଖିଳେସ
@satyasovonsingh6612
@satyasovonsingh6612 14 дней назад
@@SunLight49 ତୋର problem କଣ ରେ ଭାଇ ,ଏତେ ରାଗି ଯାଉଛୁ ,ତୋ BP ହାଇ ହୋଇଗଲେ ଅସୁବିଧା ହେବ । ଯେତେ ବେଳେ ଯାହା ହେବ ,ତାର ସମାଧାନ ନିଶ୍ଚୟ ହେବ ,
@SunLight49
@SunLight49 14 дней назад
@@satyasovonsingh6612 ସେଥି ପାଇଁ ଆଗୁଆ ରେଡ୍ଡୀ ହବା ଦରକାର,, ବାତ୍ୟା ଆସୁଚି ଶୁଣିଲୁ ଯଦି ଚୁଡ଼ା ଗୁଡ ପାଣି ଧରି ଉଚ୍ଚ କୋଠା ଘର କୁ ଯିବା କଥା , ନା କି ଆସି ବାତ୍ୟା ହବ ସେତେବେଳ ଯିବୁ, ସେମିତି ଯେ ଡାଳ ରେ ଜୀବ ତା ପାଇଁ ପତ୍ର ରେ ଯିବା ଦରକାର, Owesi କହୁଚି ଜୟ ପାଲେଷ୍ଟାଇନ, କିନ୍ତୁ ଜୟ ଭାରତ କହିଲେ କହୁଚି ଆମ ଇସଲାମ ରେ ଜୟ କହିବା ହରମ୍ ଅଟେ,,, ତେଣୁ ସବୁ ଧର୍ମ କୁ ସମ୍ମାନ ଦେବା କିନ୍ତୁ ଯେ ଧର୍ମ ର ଲୋକେ ଆମ ଧର୍ମ କୁ ସମ୍ମାନ ନ ଦେବ ତା ଗଲୁ ମାରୀ ଦେବ କଥା, ଗାନ୍ଧି ବୁଢ଼ା ଲେଖିଲା ଗୀତ ଈଶ୍ୱର ଆଲା ତେରେ ନାମ ଏ ଗୀତ ସବୁ ମନ୍ଦିର ହିନ୍ଦୁ ଘରେ ବାଜିଲା କିନ୍ତୁ 1947 ଠୁ ଆଜି ଯାଏ କୋଉ ପଠାଣ ଘରେ କି ମଦ୍ରାସା ରେ କି ମସଜିଦ ରେ ବଜିଲାନି,,,,, ତେଣୁ ଆମେ ତ ସନତନି ଆମେ ସବୁକୁ ସମ୍ମାନ ଦଉ ଆମ ସଙ୍ଗେ କାଇଁ ଅନ୍ୟାୟ ହଉ,,
@SunLight49
@SunLight49 14 дней назад
@@satyasovonsingh6612 ବାଂଲା ଅନୁପ୍ରବେଶ ପଠାଣ ମାନେ ଆସି ଭାରତ ରେ ବଂଶ ବୃଦ୍ଧି କଲେଣି, ଭାରତ ବୋଲି ଚାଲିଛି, ଇସ୍ରାଏଲ ଚୀନ୍ ନର୍ଥ କୋରିଆ ଭଳି ଦେଶ ହେଇଥିଲେ ବାଡେଇ ସାଇଜ କରି ସାରନ୍ତାଣି,,, ଭାରତ ତ ଧର୍ମ ଶାଳ ଯେ ପାରିବ କୁଆଡୁ ଆସିବ ରହିବ, ,, ଓଡ଼ିଶା ନୁହେଁ ସମଗ୍ର ଭାରତ କୁ ଏବେ ଟାର୍ଗେଟ କରୁଛନ୍ତି ଶତ୍ରୁ ମାନେ , ଖ୍ରୀଷ୍ଟିଆନ ଆଉ ପଠାଣ ଲାଗି ଛନ୍ତି, କିଏ ଫିଲ୍ମ୍ ସିରିଏଲ୍ ରେ ତ୍ କିଏ ଖାଦ୍ୟ ପାନୀୟ ରେ , ସବୁ ଭାରତ କୁ ନଷ୍ଟ କରି ସାରିଲେଣି, ଆଉ ହିନ୍ଦୁ ଲୋକେ bhrastachari ହେଇଗଲାଣି,
@saroj1296
@saroj1296 13 дней назад
ଜୟ ଜଗନ୍ନାଥ ଜୟ ମା ଚମ୍ପକେଶ୍ବରୀ
@tapasdashtalboraiparikhiin5297
@tapasdashtalboraiparikhiin5297 9 дней назад
Welcome
@rajaashoksamrat417
@rajaashoksamrat417 9 дней назад
💯
@biswaranjansahoo4477
@biswaranjansahoo4477 11 дней назад
ଜୟ ଗୁରୁ 🙏
@AjitkumarbiswaslAjit
@AjitkumarbiswaslAjit 12 дней назад
Maha Raj ap ku kote kote pranam
@indianeedshimodiaenglish9505
@indianeedshimodiaenglish9505 9 дней назад
ଯେଉଁ, ମନୁଷ୍ୟ ପାପି, ତାକୁ ନାହେ, ପରମେଶ୍ଵର ଙ୍କୁ, ପ୍ରଣାମ କରିବାକୁ ଶିଖେ, ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। Ex 20:4
@Durgaa-dl2zd
@Durgaa-dl2zd 2 дня назад
@@indianeedshimodiaenglish9505 kou parameswer katha kahucha jahaku kanta piti hatya karajai thila naa
@jagabaliacreation4376
@jagabaliacreation4376 11 дней назад
🙏🙏🙏🙏🙏🙏🙏
@sudhanwasundarsundaray5595
@sudhanwasundarsundaray5595 13 дней назад
0:48 ତିଳକ କାହିଁକି ଲଗାନ୍ତି ? ଜାଣିଲ କି ? 10:58 ବୃଦ୍ଧ-ବୃଦ୍ଧା | 11:17 ମଠ-ମନ୍ଦିର | 12:55 ଯଦି ମନ୍ଦିରରେ ସତରେ ଠାକୁରଙ୍କୁ ସମ୍ମାନ ଦିଆଯାଉଥିବ ନା ତେବେ କାହା ହାତ ଯିବନାହିଁ ଭାଙ୍ଗିବାକୁ | ଯଦି ସେଠି ଠାକୁରଙ୍କ ନାମରେ ଅହଂକାରର ପୂଜା ହେଉଥିବ ତ ସେ ମନ୍ଦିର ନଷ୍ଟ ହେବାରେ ପ୍ରଥମେ ସେ ଅଜ୍ଞାନ ଅହଂକାରୀ ଭକ୍ତମାନେ ଦାୟୀ ।
@indianeedshimodiaenglish9505
@indianeedshimodiaenglish9505 9 дней назад
ଆମ ଦେଶ ବିଦେଶୀ ବ୍ରାହ୍ମଣର ଗୋଲାମ ରେ ଅଛି , ଭାରତ ବ୍ରାହ୍ମଣ ଗିରି ରୁ ମୁକ୍ତ ହେବା ଆବଶ୍ୟକ
@SrinuKumar-cu2cl
@SrinuKumar-cu2cl 9 дней назад
ସତ କହିଲ ବିଦେଶୀ ବ୍ରାହ୍ମଣ ପାଇଁ ଭାରତ ଆଜି ପଛୁଆ
@aswonikumardas3937
@aswonikumardas3937 13 дней назад
ସବୁ ହିନ୍ଦୁ ପର୍ଶୁରାମ ହେବାକୁ ପଡିବ
@12ଧର୍ମକାଙ୍ଗାଳବ୍ରାହ୍ମଣ
ଛୋଡ଼ିବୁ 😊
@cuty_mama9801
@cuty_mama9801 13 дней назад
Jay sree ram
@suryakantamendali7674
@suryakantamendali7674 12 дней назад
Shukracharya ki pratigyan Sanatan ka binash....bishnupuran Shukracharya ,Yavan kings and asur praja destroying sanatan dharma ll ଯଯାତି ରାଜା ର ଶଶୁର .... ଶୁକ୍ରାଚାର୍ଯ୍ୟ ନାତି ଯବନ ଓ ପଶ୍ଚିମ ଦେଶର ଅସୁର ପ୍ରଜାଗଣ ମିଶି ସମ୍ପୂର୍ଣ ଭାବେ ୟୁରୋପ ଏବଂ ଆଫ୍ରିକା ରୁ ସନାତନ ଧର୍ମ ସମୁଲେ ନାଶ କରିଥିଲେ ll Greece,syria,mishr ଠାରୁ japan combodia,indonesia ସବୁଠି ଦେବା ଦେବୀ ପୂଜା ପାଉଥିଲେ ଏବେ ସେଠାରେ shukrachaya କୁ ମାନୁଛନ୍ତି ll ଶୁକ୍ରବାର ହେଉଛି ଅସୁର ମାନଙ୍କ ପାଇଁ ଶୁଭ ଦିନ ll
@12ଧର୍ମକାଙ୍ଗାଳବ୍ରାହ୍ମଣ
ଠାକୁର ନିଗମାନନ୍ଦ କହିଛନ୍ତି ତୃଷାର୍ତ୍ତ କୁ ଜଳ ଦିଅ। ଆପଣ ଠାକୁରଙ୍କ ଲୋକ ହେଇ ତୃଷାର୍ତ୍ତ କୁ ଜ୍ଞାନ ଦେବା ତ ଦୂରର ମିଛ ବାଣ୍ଟୁ ଛନ୍ତି। ଠାକୁରଙ୍କ ସଂସ୍ଥା କୁ ବି ବ୍ରାହହ୍ମଣ ହାତରେ ବିକି ଦେଲେ। ତାଙ୍କ ଲେଖା ସବୁ ବଦଳେଇଦେଲେ ଯେମିତି ମାଳିକା ଲିଭେଇଲେ, ଇତିହାସ ଲେଭେଇ ପୁରାଣ ଲେଖିଲେ।
@niranjannayakgreatodisha2342
@niranjannayakgreatodisha2342 14 дней назад
🙏🙏🙏🙏🙏🙏👌👌👌👌👌👌👍👍👍👍👍👍
@rizwanmadani9293
@rizwanmadani9293 13 дней назад
ଆପଣ ପ୍ରତାପ ରଥ ଙ୍କୁ ବୁଝାନ୍ତୁ
@AdmiringCruiseShip
@AdmiringCruiseShip 14 дней назад
Save odisha from
@chakradharmohapatra7938
@chakradharmohapatra7938 12 дней назад
ମହାରାଜ ଭଲ କଥା କହିଲେ, ବେଦ ଏବଂ ଗୀତା ବିଷୟରେ, ସଂସ୍କାର ବିଷୟରେ ବହୁତ ଭଲ କଥା, କିନ୍ତୁ ଶେଷରେ ବିଜେପି ର ଜଣେ ଏଜେଣ୍ଟ ଭଳି କିଛି ବାହୁଲ୍ୟ କଥା କହିଲେ, ଯାହାବି ହେଉ ଆପଣ ଜଣେ ମହାନ ଆତ୍ମା 🙏
@indianeedshimodiaenglish9505
@indianeedshimodiaenglish9505 9 дней назад
ହିିନ୍ଦୁର ଅର୍ଥ କି ଦଙ୍ଗା,ହିଂସା, ରାଗ, ଖଣ୍ଡା, ଛୁରୀ ଯୁଦ୍ଧ, ଏହା କି ଧର୍ମ , ହିନ୍ଦୁ ଏକ ଧର୍ମ ନୁହେଁ,
@indianeedshimodiaenglish9505
@indianeedshimodiaenglish9505 9 дней назад
ଆତ୍ମା କୁ ଜାଣିବା କୁ ହେଲେ Bible ପଡ଼େ
@indianeedshimodiaenglish9505
@indianeedshimodiaenglish9505 9 дней назад
ଅନୁଷ୍ୟ ଜଣେ ଆତ୍ମା ନୁହେଁ, ହିନ୍ଦୁ ରେ କ ଣ ଶିଖିଛ ?
@katilsardargaming497
@katilsardargaming497 14 дней назад
Kichi mahapurusha nija ku hindu kahuchanti but nija Indra tupti pain gote jiba Mari khau chanti Eha upare bi Katha uthiba darkara
@bikramcharanmalik6734
@bikramcharanmalik6734 8 дней назад
Jay shree ram 🙏🎉❤️🎉❤️🎉🙏
@Natureloverroshan
@Natureloverroshan 13 дней назад
Mu suni baku paili Bramhan mane kouthi bideshi...
@nirakarrout8260
@nirakarrout8260 12 дней назад
ଗୋଧ୍ରା ଦଙ୍ଗା ବିଷୟରେ ଜାଣି କିଛି ଜ୍ଞାନ ଅଛି???
@12ଧର୍ମକାଙ୍ଗାଳବ୍ରାହ୍ମଣ
ଠାକୁରଙ୍କ ଦେହତ୍ୟାଗ ପରେ ତାଙ୍କ ବହିରେ ପୁରାଣ ଲେଖି ଠାକୁରଙ୍କ ସଂଘକୁ RSS ସଂଘ କରିଦେଲେ ଆପଣ ଓ ବ୍ରାହ୍ମଣ 😔। ସବୁ ସରସ୍ବତୀ ପଦବିଧାରୀ ମିଛ ସନ୍ୟାସୀ। ସରସ୍ବତୀ କିଏ, ତାଙ୍କ ଜନ୍ମ କେବେ। ଇତିହାସ ରେ ସେ ଅଛି ନା ପୂରଣରେ??????
Далее
4 YEAR SIBLING DIFFERENCE! 😭 #shorts
00:11
Просмотров 10 млн
Generational Wealth MASTERCLASS ft. @NeerajArora
3:44:33