Тёмный

୨୦୨୪ ରୁ ୨୦୨୭ ଆଗକୁ ଭୟଙ୍କର ପରିସ୍ଥିତି | ମାଳିକା ସତର୍କ ବାଣୀ | Vabishya Malika | Malika Bachana 

SUKHI BHABANTU
Подписаться 81 тыс.
Просмотров 676
50% 1

୨୦୨୪ ରୁ ୨୦୨୭ ଆଗକୁ ଭୟଙ୍କର ପରିସ୍ଥିତି | ମାଳିକା ସତର୍କ ବାଣୀ | Vabishya Malika | Malika Bachana
Your Search :
------------------------
ଆଜିର ମାଳିକା ବଚନରେ ମହାପୁରୁଷ ଅଚ୍ୟୁତାନନ୍ଦ କଳିଯୁଗ ମଣିଷ ମାନଙ୍କୁ ସତର୍କ କରାଇଛନ୍ତି।
2024 ରୁ 2027 ମଧ୍ୟରେ ପୃଥିବୀରେ ଭୟଙ୍କର ପରିସ୍ଥିତି ମାନ ସୃଷ୍ଟି ହେବ।
ଚଣ୍ଡୀ ଚାମୁଣ୍ଡା ମାନେ ମଣିଷ ଶରୀରରେ ପ୍ରବେଶ କରି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିବେ।
ଘରେ ଘରେ ଶବ ପଡିରହିଥିବ, ମଶାଣିରେ ଚିତାରୁ ନିଆଁ ଲିଭିବ ନାହିଁ
ଏହିପରି ଅନେକ ପରିସ୍ଥିତି ମାନ ଘଟିବ, ଏହି ସବୁ ବିଷମ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କଣ କରିବେ ମହାପୁରୁଷ ଅଚ୍ୟୁତାନନ୍ଦ ଆଜିର ଅଧ୍ୟାୟରେ ଆଲୋଚନା କରିଛନ୍ତି।
ପ୍ରବଚକ : ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟି
#ମାଳିକାବଚନ #ମାଳିକାସତର୍କବାଣୀ #malikabachana #achyutanandamalika #malikabachan #malikakatha #malika #kalijugamalika #sukhibhabantu
➡️ All The Information In This Video Are From Internet Data
➡️ Any Claims And Queries Please Email Us : sukhibhabantu4u@gmail.com
➡️ For More Devotional And Spiritual Contents Please Subscribe Our Channel.
Thank you 🌺 Jay Jagannath 🌺 Jay Panchasakha

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 5   
@manashmaya3332
@manashmaya3332 48 минут назад
Jay shree pramoda maharaj ki Jay hoo Jay jagannath
@rabindrapradhan8639
@rabindrapradhan8639 Час назад
Jay tarhi achyuta jay tarhi jagannath charane swarana dia prabhu kurti kurti pranam prabhu jagataku udhar kar prabhu gurudev pranam pramod sir pranam
@seemapatra9773
@seemapatra9773 2 часа назад
Jay jagànnath sawmi ❤
@BiranchinarayanbeheraBiranchi
@BiranchinarayanbeheraBiranchi 2 часа назад
Jay jagannath
@BiranchinarayanbeheraBiranchi
@BiranchinarayanbeheraBiranchi 2 часа назад
Jay jagannath
Далее
Крутой фокус + секрет! #shorts
00:10