Тёмный
No video :(

୩୦ରୁ ଅଧିକ କମ୍ପାନୀ ମାଲିକ ଥିଲେ ବବିଙ୍କ କର୍ମଚାରୀ, ତଦନ୍ତ କରିପାରେ ଭିଜିଲାନ୍ସ 

Reporters Today
Подписаться 287 тыс.
Просмотров 208 тыс.
50% 1

#ReportersToday
୩୦ରୁ ଅଧିକ କମ୍ପାନୀ ମାଲିକ ଥିଲେ ବବିଙ୍କ କର୍ମଚାରୀ, ତଦନ୍ତ କରିପାରେ ଭିଜିଲାନ୍ସ
#Odisha #NewsUpdate #PranabPrakashDas #BJD #BJDsarkar #polticalnews #prakash #RidersMineralPrivateLimited #RidersLogisticsLimited #OrivillaPropertiesPvtLtd #company #subratchhatoi #reporterstoday
Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
🔺🔺🔺
Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
🔺🔺🔺
“ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
🔺🔺🔺
👇SUBSCRIBE NOW !!! 👇
🔥🔥🔥 bit.ly/3PVNxLH 🔥🔥🔥
🔴Visit Our Website: odianews.reporterstoday.com/
🔴Read our daily newspaper "Mahabharata”:- mahabharataepaper.com/
🔴RU-vid: / reporterstoday
🔴Facebook: / reporterstodayofficial
🔴Twitter: / reporterstodays
🔴Instagram: / reporters_today
🔺🔺🔺

Опубликовано:

 

13 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 209   
@ArunKumar-rh2tf
@ArunKumar-rh2tf Месяц назад
ଖୋଲିବା ଦରକାର୍ ନଲେ BJP ରୁ ଆମର ବିଶ୍ୱାସ ତୁଟି ଜୀବ
@giridharimeher-rr8tq
@giridharimeher-rr8tq 18 дней назад
Up Jio
@rameshmohanty1211
@rameshmohanty1211 Месяц назад
ଏ ନୂଆ ସରକାର କିଛି କରିଲା ଭଳିଆ ଲାଗୁନି ।ଏମାନଙ୍କୁ ସବାଡ କରିବାକୁ ହେଲେ ଯୋଗୀ ବାବା ଭଳିଆ କଲିଜା ଦରକାର
@sitarammohapatra10
@sitarammohapatra10 28 дней назад
ଖୁବ୍ ଶୀଘ୍ର ଏମାନଙ୍କ ବିଚାର କରାଯାଉ ବହୁତ୍ ଖୋଳ କଲେ ଏବେ ଟକେ ଦଣ୍ଡ ପାଆନ୍ତୁ
@kmishraiit
@kmishraiit Месяц назад
ED ,CBI, VIGILANCE CAN OPEN THE SYNDICATE
@tarunsamal4866
@tarunsamal4866 Месяц назад
ଜେଲ୍ ରେ ପଶାଓ ସମସ୍ତଙ୍କୁ
@DillipKumar-zv5mw
@DillipKumar-zv5mw 29 дней назад
ବବି ଦାସ ଅତି ଅନ୍ୟାୟୀ ଲୋକ, ତାକୁ ଓ ତାର ଚାମଚା ମାନଙ୍କୁ ଆଜୀବନ କାରାଦଣ୍ଡ ଦରକାର
@sangramkishoredasdas2424
@sangramkishoredasdas2424 Месяц назад
ଦୁର୍ନୀତି ବିରୋଧରେ ଆଜିର ଯୁବସମାଜ ଆନ୍ଦୋଳନ କରିବା ଦରକାର ।
@SomanathBiswal-g3s
@SomanathBiswal-g3s Месяц назад
ସବୁ ବବିର ନାମ ତାଙ୍କର
@duryodhanmahanta7766
@duryodhanmahanta7766 Месяц назад
ଓଡ଼ିଶାର ସମ୍ପତ୍ତି ଲୁଟି ଛନ୍ତି। ସବୁ କଳାକାରନାମାର ତଦନ୍ତ ହେଉ। ସବୁ ସର୍ବସାଧାରଣ ରେ ପ୍ରକାଶ ହେଉ ଓ ବ୍ଯାଜାପ୍ତି କରାଯାଉ। ଧନ୍ୟ ରେ ରାଜନୀତି।
@PradeepKumar_yt
@PradeepKumar_yt Месяц назад
ଶଳା ଚୋର ସବୁ ଖାଇ ଗଲା ଟିକେଟ ପାଇ ଟଙ୍କା ନେଉଥିବାର
@amitsahoo9446
@amitsahoo9446 29 дней назад
Barsha priyadarshini thu tanka neini 😅😅
@newway4507
@newway4507 28 дней назад
​@am😂😂itsahoo9446
@rajendraballavbehera2520
@rajendraballavbehera2520 Месяц назад
CBI investigation darkar
@user-qh6ws7eh5e
@user-qh6ws7eh5e Месяц назад
କାର୍ତ୍ତିକ ପୁଅ ପ୍ରକାଶ ବବି ଡାହାଣ ହାତକୁ ତୁରନ୍ତ ଗିରଫ କର😂
@abhiramdas9561
@abhiramdas9561 Месяц назад
CBI investigation jarrurat
@abhimanyurout4574
@abhimanyurout4574 Месяц назад
ଏକଥା,ନବିନବାବୁ,ଦେଖିପାରୁନଥିଲେ,ନବୀନ,ବାବୁକୁ,ପ୍ରଥମେ,ପଚାରିବାଦରକାର,ବେଲଜ୍ୟାନବିନ
@BapujiMLT
@BapujiMLT Месяц назад
ଚୋର ଘର କଣ ସବୁବେଳେ ଅନ୍ଧାର ରହିବ
@Lucy_Apaa
@Lucy_Apaa Месяц назад
ସେଥିପାଇଁ ଓଡିଶା ର କୌଣସି କଲେଜ ଡାକ୍ତର ଖାନା କର୍ମଚାରୀ ନିଯୁକ୍ତ କରାଯାଇ ନାହିଁ ଓ ଓଡ଼ିଶା ର ବେକାର ସଂଖ୍ଯା ବଢିଯାଇ ଛି
@GopinathMunda-jd1wb
@GopinathMunda-jd1wb Месяц назад
ନାମ ନେହୁଁ ସଳା
@coolguruspiritual4660
@coolguruspiritual4660 Месяц назад
ସବୁ ଚାଲଖି ଧରାଯାଉ ... ଯେଉଁମାନେ ଭାବୁଥିଲେ ସମୟ ବୋଧେ କେବେ ପରିବର୍ତ୍ତନ ହେବା ନାହିଁ!! 😮
@SanthoskumarHota
@SanthoskumarHota Месяц назад
Vigilance department must interfere by the Hon'CM
@sukumarrana9091
@sukumarrana9091 24 дня назад
ସମସ୍ତ ଦୁର୍ନୀତି ର ତଦନ୍ତ ହେବା ଦରକାର ।
@bhajarajdeep3039
@bhajarajdeep3039 Месяц назад
BJP ku vote debar eta parinam
@PinkyHandha
@PinkyHandha Месяц назад
Parinam kn se Babi ate tanka kahuthila gariba loka nku hairana kari jaga jamibadi sabu lutila hele bi tame emiti Katha kahiparucha..etiki nija ku dhanya mano kara je BJP asila boli chari karuthiba neta mananka bisaya re janiparila Babi Das kemiti lutera boli
@akpanda833
@akpanda833 Месяц назад
Refer Bobby & Pandian case to CBI . Vigilance can not do it
@dillipkumarkumar1959
@dillipkumarkumar1959 Месяц назад
A mana ku odisha ru bidya kara jau
@sukumarrana9091
@sukumarrana9091 24 дня назад
CBI enquiry is too much necessary to reveal the truth.
@JangynaMaharana
@JangynaMaharana Месяц назад
Dhanyabad,sar
@SoniBehera-jl1ps
@SoniBehera-jl1ps 27 дней назад
Right
@oldagecareshreekrishnaanan4887
@oldagecareshreekrishnaanan4887 29 дней назад
ଲୁଚିଛି ନା ଗୋଡ ଦିଟା ଦିଶୁଛି ସଂଗଠନ ସମ୍ପାଦକ ଙ୍କର ସବୁଟଙ୍କା ଓଡିଶା ଲୋକମାନଂକର ଏଠି ଗରିବର ଘର ନାହିଁ କିନ୍ତୁ ବାବୁଙ୍କର ମାଳ ମାଳ କମ୍ପାନୀ. ଆମେ ସବୁ ବୋକା ମାନେ ଆକୁ ଦେଖି ମରିବା କଥା. ସରକାର ନିରବ କାହିଁକି.
@NarayanGond-gz3bn
@NarayanGond-gz3bn 19 дней назад
ଓଡ଼ିଶାର ସବୁ ଜାଗା ସରକାର କବଜା କରି ଜାଗା ବିକ୍ରି ପରେ ପ୍ରତିଶ୍ରୁତି ପୂରଣ ହେବ ଏପର୍ଯ୍ୟନ୍ତ କିଛି କରି ନାହାନ୍ତି
@bimalkantatripathy2776
@bimalkantatripathy2776 Месяц назад
କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ରଖି, ଯିଏ ଦୁର୍ନୀତିରେ ସଂପୃକ୍ତ ଥିବ,ତାହା ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।
@sujatasahoo3717
@sujatasahoo3717 Месяц назад
👌👌👍👍
@RadhakntJai-pt6ix
@RadhakntJai-pt6ix 26 дней назад
E D ରେ ଦିଆଯାଉ
@user-ku6bo6do1s
@user-ku6bo6do1s Месяц назад
ସତ ତ ସାମ୍ନାକୁ ଆସୁନି ହେବ କଣ ??ପୁଣି କୁଆଡେ କଣ ମୋଡ ନେଉଛି କି କଣ ଦେଖ । ରାଜନୀତି ଭାଇ ଭାରି ଗୋଳିଆ ଭିତରେ ଭିତରେ ଭାରି ଅଳିଆ ।
@rabindranathbarik664
@rabindranathbarik664 Месяц назад
When ED or cvi investigation to VK Pandian we are waiting also odissa all peoples .
@Rkd6122
@Rkd6122 Месяц назад
Let's see what kind of steps are being taken by the vigilance dept 😮
@sridharapradhan2758
@sridharapradhan2758 Месяц назад
Guru chhandala dassa paddichi
@niranjanpanda8574
@niranjanpanda8574 Месяц назад
No vigilance Only CBI & ED.
@mohanhembram427
@mohanhembram427 Месяц назад
ରାଜଭବନ ସମ୍ମୁଖରେ ଯାହା 7 ତାରିକ୍ ଘଟିଲା ସେ ଖବର ବାହାର କରିବାର ଦମ୍ କାହିଁ ଖାଲି ବବି ବବି
@RajaDas-pp1ez
@RajaDas-pp1ez 24 дня назад
ସବୁ BJD neta ଙ୍କୁ target 🎯 କର, ଖାଲି ବବି ଦାସ କଣ ପାଇଁ ।।।।।
@gangadharpatra8104
@gangadharpatra8104 Месяц назад
Real fact
@manmohanjena3500
@manmohanjena3500 Месяц назад
Immediately action should be taken against him
@dsd4230
@dsd4230 Месяц назад
ସବୁ ବବି ଖୋଳ କରିଦେଇଛି. ଜନସାଧାରଣ ଭାବୁଥିଲେ ବବିଟା ଭଲ ପିଲା ହେଲେ ଯାହା ଜଣାପଡୁଛି ମହାକାଳ ଫଳ.
@himansupadhy9389
@himansupadhy9389 Месяц назад
ତୁରନ୍ତ ଏ ସବୁ ଲୋକ ଲୋଚନ କୁ ଆସିବା ନିହାତି ଜରୁରୀ, ନ ଚେତ ଏ ଗେଣ୍ଡା ଦଳ ଫୁଣି ମାଡିଯିବେ ଟିକିଏ ଖୋଲା ପବନ ପାଇଲେ
@girija9561
@girija9561 Месяц назад
ଏମାନଙ୍କୁ ଆରରେଷ୍ଟ କରାଯାଉ 🙏🙏🙏q
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc Месяц назад
ଅନୁଗୋଳ ଜିଲ୍ଲା ରୁ ଜିଲ୍ଲାପାଳ ସ୍ୱାଇଁ କୁ ଧରି ଟେଣ୍ଡର ଫିକ୍ସିଂରେ ବବି ଓ ପଣ୍ଡିଅନ କୁ କୋଟିକୋଟି ଟଙ୍କା ଖାଇଛନ୍ତି । ତତସହିଟ ଠିକାଦାର ମାନେ ନିମ୍ନ ମନର ଓ କାମ ପରିମାଣ କାମକରି ଠିକାଦାର , ବବି ଦାସ ,ପାଣ୍ଡୁ ,ନିର୍ବାହୀ ଯନ୍ତ୍ରୀ ଠାରୁ କନିଷ୍ଠ ଯନ୍ତ୍ରୀ ବ୍ୟାପକ ଭାବରେ ଖାଇ ଛନ୍ତି ତଦନ୍ତ ସାପକ୍ଷ ।ପରିକ୍ରମା ଓ ଆମ ଓଡ଼ିଶା ନବୀନ ଓଡ଼ିଶା ରେ ମିଳିଥିବା ଅନୁଦାନ କୁ ସରପଞ୍ଚ କୁ ନ ଜଣାଇ ପିଓ ଙ୍କୁ ଧରି BDO 2/3 ଅଂଶ ଖାଇ ଛନ୍ତି ଏଥିରେ ମଧ୍ୟ ପାଣ୍ଡୁ ଓ ବବି ଖାଇ ଛନ୍ତି CBI କିମ୍ବା ଭିଜିଲାନ୍ସ ତଦନ୍ତ ପାଇଁ ଦେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏ ସମସ୍ତଙ୍କୁ ଜେଲ ପଠାଇବାକୁ BJP ଭୋଟ ଦେଇଛନ୍ତି କାମ ନା କରି ଭାଷଣ ଦେବାକୁ ଭୋଟ ଦେଇ ନାହାନ୍ତି ।
@bidesipradhan1215
@bidesipradhan1215 27 дней назад
ଇଏ ସବୁ ଓଡିଶା ଶ୍ରମିକ ଖଟି ଖିଆ ଲୋକ ମାନ ଙ୍କର ଠକି ତଣ୍ଟି ଚିପି ଲୁଟ କରି ଖାଉ ଥିଲେ
@bigyanranjnpradhan9669
@bigyanranjnpradhan9669 Месяц назад
ଅମିତ୍ ଶାହା ଦେଇଥିବା କଥା ରଖନ୍ତୁ
@user-hu7vf4tt6k
@user-hu7vf4tt6k Месяц назад
ଅତି ଶୀଘ୍ର ତଦନ୍ତ କରାଯାଉ ନହେଲେ BJP କୁ ବି ଲୋକ ଆଉ ଭରସା କରିବେନି...
@user-re4eq6mi1y
@user-re4eq6mi1y 12 дней назад
Ba ba ba ba ki maja.😢😮
@bhagyadharpradhan2124
@bhagyadharpradhan2124 Месяц назад
ଚୋର ଘର ସବୁବେଳେ ଅନ୍ଧାର ରହେ ନାହଁ
@baishnab9446
@baishnab9446 Месяц назад
ବବି ଦାସ କୁ ଗିରପ କରାଯାଉ
@laxmidharsahoo8344
@laxmidharsahoo8344 Месяц назад
ଚୋର ମାଗିହା ଦି ଜଣଙ୍କୁ ଆଜୀବନ କାରାଦଣ୍ଡ ହେବା ସହ ତାଙ୍କର ସମସ୍ତ ସମ୍ପତି କୁ ବ୍ୟାଯାପ୍ତ କରାଯାଉ, ତେବେ BJP ସରକାର ତିଷ୍ଠି ରହିବ ଦୀର୍ଘ ସମୟ, ୟେ ମାଗିହା ଙ୍କ ପାଇଁ ଆଜି ଓଡିଶା ଦରିଦ୍ର, ବବି, ବଳବନ୍ତ ଦି ଜଣ ତାଙ୍କ ବାପା ନା ଲେଖି ଆସିବନୀ, ପାଠ ସାଠ ନାହିଁ,ଆମେ PG କରି ଭିକାରୀ ପରି ଚଳୁଚୁ,
@ullashchandraparida2252
@ullashchandraparida2252 Месяц назад
Good news
@prafullapradhan3860
@prafullapradhan3860 22 дня назад
Ama Odisha re Ae Bhrastachar nka ra Kichhi Hella Parikaagu Nanhi
@swadeshpalei8296
@swadeshpalei8296 Месяц назад
Are BJP bi news channel ku paisa dai Amit karuchii
@kabitasahoo8385
@kabitasahoo8385 Месяц назад
🙏👍❤ My God.
@user-xf7in2xg9o
@user-xf7in2xg9o Месяц назад
Take action immediately
@arunapradhan927
@arunapradhan927 13 дней назад
Chora nka paisa company sabu ku siz karajau
@Goutam306
@Goutam306 Месяц назад
ବବି ଦାସ କୁ arrest କର ଶୀଘ୍ର
@laxmidharnayak4191
@laxmidharnayak4191 Месяц назад
. Vigilance must enquire the scam and take strong actions.dhanyabad
@KedarJena-ki9el
@KedarJena-ki9el Месяц назад
Investigation need immediately
@biswajitsahoo8249
@biswajitsahoo8249 18 дней назад
Trust me nothing will change whatever the government it will be in Odisha or in any states of India
@jihosiyamandal9999
@jihosiyamandal9999 Месяц назад
Id ତଦନ୍ତ ଏହୁbjd babungkarsrs କାରନାମା
@BISWANATHOfficial000
@BISWANATHOfficial000 Месяц назад
କିଛି ହେବ ନାଇ
@lingarajpanda896
@lingarajpanda896 Месяц назад
Mohan majhi sarkar laguchi kichi kari paribani anurodh karuchi cm nku jaldi cbi enquary karantu
@user-vv3mg1nd6n
@user-vv3mg1nd6n Месяц назад
Wait and see
@user-gh5iv6zp4t
@user-gh5iv6zp4t 29 дней назад
1 no CM kichi janiparileni kemiti 1 no award kie deuthila 1 no dala kemilti Lutepat Kari Biswobikhata heuthile kemiti Biju babu upare Thai garba karuthibe
@Business-inodia
@Business-inodia Месяц назад
Odisha Vigilance Department kana souchanti ki? Kuadegale Babu Mane?Ate news corruption ra asuchi ta Vigilance Odisha ra kana karuchanti?
@gurucharanbarik7817
@gurucharanbarik7817 28 дней назад
କେବଳମାତ୍ର ନାଭି ରେ ଦୁଇ ବୁନ୍ଦା, ତା ପରେ ନିଦ୍ରା. ଆମ vigilance dept😂😂😂😂😂
@makarjaynaren8356
@makarjaynaren8356 Месяц назад
Cbi ତଦନ୍ତ ଜରୁରୀ ଅଟେ।
@bijayapppradhan4563
@bijayapppradhan4563 Месяц назад
ଅମ୍ବାନୀ ବୋଉ ପୂରା ପେଲେଇପୁଅ।
@gggamer5478
@gggamer5478 25 дней назад
ଜଲଦୀ କିଛି କର କହିଲେ କଣ ହେବ ।।ବବି କୁ ଅର୍ରେଷ୍ଟ କର ଜଲଦି😂😂😂😂
@alokpahi455
@alokpahi455 Месяц назад
Tama parbni SBI
@kumarbirendrasahu
@kumarbirendrasahu Месяц назад
କିଛି ହବ ନାହିଁ
@alokpahi455
@alokpahi455 Месяц назад
Odisha CBI Parabani
@sushantanayaksushi441
@sushantanayaksushi441 Месяц назад
ASO mada news tike dekhao
@susantabaliarsingh7854
@susantabaliarsingh7854 Месяц назад
Odisha ku khola Kari khaigale
@Odiaclasic
@Odiaclasic Месяц назад
ତୁମେ news ଵାଲା କଣ ତଦନ୍ତ କରିବ କି l ପାଣ୍ଡୁ ଆଉ ଟା ଟିମ ଦିଲ୍ଲୀ ଯାଇ ମୋଦି ଆଉ ସାହା କୁ ଏତେ ଟଙ୍କା ଦେଇ ଆସିଛନ୍ତି ଯେ ମୋହନ ସରକାର ଏଗୁଡା ପ୍ରତି ଚାହିଁକି ବି ଚାହିଁ ପାରିବ ନାହିଁ
@himansupadhy9389
@himansupadhy9389 Месяц назад
ଯାହା ଜଣା ପଡୁଛି ବବି ଦାସ 30 ରୁ 35 ଜଣ ଗୁଣ୍ଡା ଙ୍କୁ ସାଙ୍ଗରେ ଦରମା ବିଭର୍ଣ୍ଣ କପାନୀ ମାଧ୍ୟମରେ ଦରମା ଦେଇ ପଶିଥିଲେ.
@sanju7678
@sanju7678 Месяц назад
Mohan sir, my dear CM. Ehh Bobby Das pura corrupted. Sir. Aku pura jivan jail darkar. Jaihind. Jai Sriram
@satyajitmallick804
@satyajitmallick804 Месяц назад
Bhai kichii habani drunti khore mla mp nka ra bcz tanka prbala acchiii sabu khasijibe ok eita mora final answer
@bagunsingh9206
@bagunsingh9206 Месяц назад
ମିଛ କଣ ପାଇଁ କହୁଛ
@babyvlogs4128
@babyvlogs4128 Месяц назад
Arrest na hela parjyanta ame chadibu nahu ED red kari
@manasdalai4028
@manasdalai4028 Месяц назад
Mohan do CBI enquiry only. For that only people voted BJP
@amulyapradhan3476
@amulyapradhan3476 Месяц назад
Cbi
@skmstorywriter6400
@skmstorywriter6400 Месяц назад
ଯାଜପୁରିଆ କିଛି କୁହ ଆଉ ପାଣ୍ଡୁ ପୁଅ ମାନେ କିଛି କୁହ ବେ
@RakeshSahu-lg5ph
@RakeshSahu-lg5ph Месяц назад
Odisha sarkar nideshre cbi red karajau
@Business-inodia
@Business-inodia Месяц назад
Is this Boboby is more talented than Daud .
@samarendramohanty1038
@samarendramohanty1038 Месяц назад
ବବି କୁ ଜେଲ ପଠାଓ
@kabisusanta5369
@kabisusanta5369 Месяц назад
B j d ର ଯେତେ ନେତ ବେହପୁଅ ଶଳେ
@kailashchandrarout2551
@kailashchandrarout2551 27 дней назад
ତାକୁ ଶୀଘ୍ର ଅରେଷ୍ଟ କର।
@subashchandrapatra3128
@subashchandrapatra3128 Месяц назад
Naveen Pattanaik best n clean chief minister.What bobby did he doesn't know?
@user-el9hb6yz3r
@user-el9hb6yz3r Месяц назад
Subha dino dekhuchi na kon vigilance
@laxmidharmohanty1251
@laxmidharmohanty1251 Месяц назад
babböy fasi 1:01 1:02 1:02
@amarbag5933
@amarbag5933 Месяц назад
ରତ୍ନ ଭଣ୍ଡାର ଟଙ୍କା ଚୋରି କରିଛି BJD
@Sushikumarghana
@Sushikumarghana Месяц назад
ଯାଜପୁର ର deltavo private limited gote thaka kampani
@gurucharanabehera2791
@gurucharanabehera2791 21 день назад
Ea jail jibaa darkar
@RajeshPothal-dk1oe
@RajeshPothal-dk1oe 11 дней назад
Mo nam re beshi nuha 1. 2taa company karidia bhagwan tumar Mangal karibe
@subratkumarsahoo4029
@subratkumarsahoo4029 Месяц назад
Vijilans chadhau karajauu
@amitkumarnayak5345
@amitkumarnayak5345 29 дней назад
But where is pandyan total invisible ?
@bhaskarnayak139
@bhaskarnayak139 26 дней назад
Prakash mohanty ku arrest Kari sabu chori thank sarkar nku dia jau bahut enjoy karichi prakash mohanty
@satyapriyaswain8110
@satyapriyaswain8110 Месяц назад
BJP action na nele amara biswasa tutijiba
Далее
Редакция. News: 129-я неделя
49:53
Просмотров 1,9 млн
Редакция. News: 129-я неделя
49:53
Просмотров 1,9 млн