Тёмный

୬ କୋଟି ଚଳୁ କରିଛନ୍ତି ଅପରାଜିତା ll ସାଙ୍ଘାତିକ ଅଭିଯୋଗ କଲେ ଯୁବକ 

City Reporter
Подписаться 36 тыс.
Просмотров 236 тыс.
50% 1

#6crore #aparajitasarangi #loot #viralpost #bharatiyajanataparty #odishaexclusive #narendramodi #bjpgovernment

Опубликовано:

 

11 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 755   
@parshuramsahusahu1535
@parshuramsahusahu1535 Месяц назад
ଠିକ୍ କଥା, ଲୋକ ମାନେ ଅନ୍ଧ ଭାବରେ ଭୋଟ ଦେଇ ନେତା ଙ୍କୁ ନିର୍ବାଚିତ କରିଛନ୍ତି, ଯାହା ଭୋଗିବାକୁ ପଡୁଛି,
@sayedazdani9613
@sayedazdani9613 23 дня назад
@@parshuramsahusahu1535 Bhai double Padma ku vote dea AAU tame khusi ta...
@subhransudalai8360
@subhransudalai8360 Месяц назад
ବିଜେପି ଡ୍ରାମା କରିବାରେ ଏକ ନମ୍ବର
@simamail2009
@simamail2009 Месяц назад
Thik ta kahuchhanti bhula kn kama Karu thile kn ye lok yemiti kahi parithante ki ?no kebe nuhe
@jitendrakumarsahoo8992
@jitendrakumarsahoo8992 Месяц назад
Superb
@agofamily
@agofamily Месяц назад
@@subhransudalai8360 tui bhal tau bjd ra katha kahi ke na
@prasantkumarmallick5636
@prasantkumarmallick5636 Месяц назад
ବାଃ ଖୁବ ସୁନ୍ଦର କଥା କହିଲେ, ଧନ୍ୟବାଦ
@user-dg5qq1ez5f
@user-dg5qq1ez5f Месяц назад
ଅନ୍ଧ ମାନେ ଦେଖି ତ ପରୁନଥିବ ଶୁଣି ତ ପାରୁଥିବ ସୁଧୁରି ଯା ଅ ଭାଇ ମାନେ
@SidharthPrasadDas
@SidharthPrasadDas Месяц назад
ଭାଇ ପୁରା ପଛ ଗରମ କରିଦେଲେ, ପୁରା 200% ଠିକ କହିଲ
@BibunaBibhuti
@BibunaBibhuti Месяц назад
Really truth thanks to our brother odisha joy
@TONYTONY-eq5tv
@TONYTONY-eq5tv Месяц назад
ଭାଈ ସତ କହିଲ ମିଛୁଆ BJP ସରକାର
@babunamallick5594
@babunamallick5594 Месяц назад
ଭାଇ ଆପଣ ନିରାଟ ସତ କଥା କହିଲେ 👍👍
@allinonetv4977
@allinonetv4977 Месяц назад
Aparajita ବିହାରୀ ତାଙ୍କ ପାଇଁ ଓଡ଼ିଆ ଅସ୍ମିତା କୁଆଡେ ଗଲା 😂😂😂😂😂
@tusharakantabehera2587
@tusharakantabehera2587 Месяц назад
ଆମ ମାଆ ଆମ ବାପାଙ୍କ ପରିଚୟ ରେ ପରିଚିତ ନା ଆମ ବାପା ଆମ ମାଆ ପରିଚୟ ରେ ପରିଚିତ. କାମ କୁ ନେଇକି ଆମେ ଆମର ଦାବି କିମ୍ବା ଆରୋପ ଲଦିପlରିବା
@allinonetv4977
@allinonetv4977 Месяц назад
@@tusharakantabehera2587 ସେ ଓଡିଶା କୁ ବିକିଦେବ
@tusharakantabehera2587
@tusharakantabehera2587 Месяц назад
@@allinonetv4977 ସେଇଟା କହିଲେ କଥାଟି ପସନ୍ଦ ଯୋଗ୍ୟ, କିନ୍ତୁ ତାର ପରିଚୟ ଆଉ ବିହାରୁଣୀ ନୁହେଁ, ଯେହେତୁ ସେ ଓଡ଼ିଶାର ବୋହୁ.ବିବାହିତା ଝିଅକୁ ବାପ ଘରର ପରିଚୟ ଦେବା ଦ୍ୱାରା ଆମେ ଆମ ଘରର ଝିଅ ମାନଙ୍କ ଚରିତ୍ର ଉପରକୁ ବି ଆଙ୍ଗୁଠି ଉଠେଇବା.
@tusharakantabehera2587
@tusharakantabehera2587 Месяц назад
@@allinonetv4977 ମୋ ମତରେ ମନ୍ମଥ ଠୁ ଭଲ ଅପରାଜିତା. ଯଦି ପୂର୍ଵ ଥର ପରୀ ଅରୂପ ପଟନାୟକ ଭୁବନେଶ୍ୱର ରେ ଲଢ଼ିଥାନ୍ତେ ତେବେ ନିହାତି ଫରକ ପଡିଥାନ୍ତା.
@Competitivegk12k
@Competitivegk12k Месяц назад
ଆରେ, ବାହା ଘର ସରିଲେ ବେଦି ମୁହଁ ପୋଡା, ଭୋଟ ପାଇବା ପାଇଁ ସବୁ କରୁଥିଲେ ନା ।
@kishorepradhan2896
@kishorepradhan2896 Месяц назад
ତୁମର ଆଖି କାନ ଅଛିକି ?
@Mr24811
@Mr24811 Месяц назад
ସବୁ ଯାଣି ଥିଲ ହେଲେ ଭୋଟ ଦେଇନାହାନ୍ତି ଜଦି ଦେଇଛନ୍ତି ଏବେ ଚିନ୍ତା କରନ୍ତୁ 😊
@anandamohakuda4943
@anandamohakuda4943 Месяц назад
Only evm jumla 😀😀
@ranajitjena4668
@ranajitjena4668 Месяц назад
ମୋଦିଙ୍କ ମାୟାରେ ବାୟା ହୋଇ ବିହାରିଣୀକୁ ଜିତାଇଲେ ଗଲା ପାଞ୍ଚ ବର୍ଷରେ କିଛି କାମ କରିନଥିଲେ ତଥାପି ଲୋକ ଆଉ ପାଞ୍ଚ ବର୍ଷ ପାଇଁ ପଠାଇଲେ ଲୋକସଭାକୁ. ସାଧାରଣ ଲୋକଙ୍କର ଅସୁବିଧା ତାଙ୍କୁ ଦେଖାଯିବନି କାରଣ ସରକାରୀ ଚାକିରୀ କରିଥିଲେ ସେଥିରୁ ପେନସନ ପାଉଛନ୍ତି ଏବେ ଦୁଇ ଥର MP ହେଲେ ଦୁଇଟି ପେନସନ ପାଇବେ, ପୁରା ପେନସନ ମିଶାଇଲେ 3 ଲକ୍ଷ୍ୟ ପ୍ରାୟ ହେବ ତାପରେ ଅନ୍ୟାନ ସୁବିଧା
@rajeshdigal6234
@rajeshdigal6234 Месяц назад
ଏ ଭାଇ ଠିକ କଥାକହୁଛନ୍ତି bjp ସରକାର ସତରେ ମିଛ ମିଛ ଭାରତର no 1 ମିଛ ସରକାର
@Fokenpatra
@Fokenpatra Месяц назад
ଠିକ୍ କଥା ଭାଇ ସବୁ ଖାଇ ଯିବେ
@alokkundu5077
@alokkundu5077 Месяц назад
Bhai pura jaga dekhi marucha
@sabitaprusty8035
@sabitaprusty8035 Месяц назад
ଠିକ୍ କଥା। ଭୋଟ୍ ଲୋକେ ଦି ଅନ୍ତି ତାଙ୍କର ଦୁଃଖ ବୁଝିବାକୁ ଯଦି ପ୍ରକୃତ ଫେରାର ହୋଇ ଥାନ୍ତି ଦୁଃଖ ର ଖବର।
@SujnanThatoi
@SujnanThatoi Месяц назад
100 % right ✅️
@Bhagi-s7s
@Bhagi-s7s Месяц назад
ବହୁତ ଭଲ କଥା କହିଲ ଭାଇ ବହୁତ ବହୁତ ଧନ୍ୟବାଦ
@KrupasindhuBehera-bp6qv
@KrupasindhuBehera-bp6qv Месяц назад
Right katha bhai good
@aayushofficial_vlogs2936
@aayushofficial_vlogs2936 Месяц назад
Thik kahicha bhai
@ajaykumarmohanty-gv6us
@ajaykumarmohanty-gv6us Месяц назад
Thank you sir God bless you with your health 🙏
@SanatanchattarChattar
@SanatanchattarChattar Месяц назад
ଧରି କି ପେଲି ଦିଅ ବେ,,,,ବିହାରୀ ନାନିକି
@manasimohanty942
@manasimohanty942 Месяц назад
Jaha kahile bhai nirat satya jumlabaji sarokar
@gautamsahoo559
@gautamsahoo559 Месяц назад
ଏଥିରେ ବିଜେପି ଦଳର କିଛି ଭୁଲ୍ ନାହିଁ। ଆମ ଓଡ଼ିଆ ଲୋକେ ମୋଦି ଲହର ରେ ଭାସି ଯାଇଛନ୍ତି। ମୋଦି ଦଶ ବର୍ଷ ହେଲା ଖାଲି ଫମ୍ପା ଭାଷଣ ମାରି ଦେଶକୁ ବରବାଦ୍ କରି ସାରିଲେଣି। ଅନ୍ଧ ମାନେ କହୁଛନ୍ତି ମୋଦି ଆମ ଦେଶକୁ ସୁରକ୍ଷା ଦେଉଛନ୍ତି। ଆମ ଦେଶର ସୈନ୍ୟ ବାହିନୀ ଙ୍କ କିଛି କାମ ନାହିଁ। ଲୋକଙ୍କୁ ଉଚ୍ଚ ସ୍ଵରରେ ନାଟକୀୟ ଢଙ୍ଗରେ ଭାଷଣ ବାଜି କରି ସମ୍ପୂର୍ଣ ଅନ୍ଧ ଓ ପାଗଳ କରି ସାରିଲାଣି ବିଜେପି ଦଳର ନେତା ମାନେ।
@anilkumardas5752
@anilkumardas5752 Месяц назад
Excellent sir.absoultely right.
@Always-n3t
@Always-n3t Месяц назад
ଏଇଟା ଗୋଟେ ଜାରଜ ସନ୍ତାନ।
@PrasantaJena-h7e
@PrasantaJena-h7e Месяц назад
Bhai Right ,Thanks Bhai manibakupadiba
@tapancharanswain-sg8et
@tapancharanswain-sg8et Месяц назад
ଯଦି ଅପରାଜିତା ମ୍ୟାଡମ କିଛି କରୁନାହାନ୍ତି କେମିତି ଲୋକ ମାନେ କେମିତି ଭୋଟ ଦେଲେ ତୁମ ବିଜେଡି ବାଳ ଉପାଡ଼ି ପକାଉଥିଲା
@romeolovesolutionspoints8037
@romeolovesolutionspoints8037 Месяц назад
@@tapancharanswain-sg8et Tate kakhuthila BJD 🤣
@laxmidharsahoo2431
@laxmidharsahoo2431 Месяц назад
ଭାଇ ❤ , ଅପରାଜିତା, ବିଜେପି ନିର୍ଲଜ ର ପାର୍ଟି, ମିଛୁଆ ଙ୍କୁ ଲୋକ ୫୦୦ ଟଙ୍କା ନେଇ ମଦ ମାଉଁସ ଖାଇ ଭୋଟ ଦେଲେ, ଏବେ ନାମ ନିଅନ୍ତୁ, ଜୟ ଜଗନ୍ନାଥ
@ashwinisahu6584
@ashwinisahu6584 25 дней назад
Badia kale Aparajita zindabad 🎉🎉🎉🎉
@GaurabKanhar-zx7vd
@GaurabKanhar-zx7vd Месяц назад
ବାଳ କଥା ନା ଭାଇ କହିବା ଠାରୁ କରି ବା ବହୁତ ତଫାତ
@autofast5298
@autofast5298 Месяц назад
ଅପରାଜିତା ଷଡ଼ଙ୍ଗୀ ଙ୍କ ବିରୁଦ୍ଧରେ ଗପି ନିଜର ସମ୍ମାନ ନିଜେ ହରାଉଛନ୍ତି! ଅପରାଜିତା ଙ୍କୁ କ୍ଷମତା ରୁ ଦୂରେଇ ରଖିବା ପାଈଁ ରାଜନୀତି, ସେ ଜ୍ଞାନୀ ଗୁଣି ଶିକ୍ଷିତା ଶାସନ କେମିତି କରାଯାଏ ତାଙ୍କୁ ଜଣା!! ତାଙ୍କୁ ଇର୍ଷା କରୁଥୁବା ବିଜେଡି ଦଳ ଅପେକ୍ଷା 😂ବିଜେପି ରେ ବେଶୀ!"!”
@autofast5298
@autofast5298 Месяц назад
ତାଙ୍କୁ ଭଗବାନ ସହାୟତା କରିବେ, ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା କୁଟୁଳିଆ ରାଜନେତା ଙ୍କୁ ଧର୍ମ ସାହିବ ନାହିଁ! ଅପରାଜିତା ଙ୍କୁ କେନ୍ଦ୍ର ରେ ମନ୍ତ୍ରୀ କରିବାର ଉଚିତ ଥିଲା!
@qxztr
@qxztr Месяц назад
ମୋଦି ହେ ତୋ ମୁମକିନ ହେ, ମତଲବ ମୋଦି ହେ ତୋ ବିଜେପି କା ପତନ୍ ଭି ମୁମକିନ ହେ।
@aratiparida2736
@aratiparida2736 Месяц назад
ତୁ ଓଡିଶା ର ଅନ୍ଧ ଧୃତରାଷ୍ଟ୍ର😢😢😢😢😢
@rajanikantachoudhury2343
@rajanikantachoudhury2343 Месяц назад
ଚବିଶ ବର୍ଷ ର ନବୀନ ସରକାର କଣ କରିଥିଲେ ସେବିଷୟରେଟିକେ କହୁନାହାନ୍ତି.
@niranjannayak5751
@niranjannayak5751 Месяц назад
ଆଳୁ ଟମାଟ କଣ ମାଝି ସର କାର କରିଚି, ଶଳା 24 ବର୍ଷ ଶାସନ କରି କି କଣ ଛୋଡି ପକେଇ ଚ ତୁ କଣ ଜାଣିଚୁ
@ChandanHembram-vc7xl
@ChandanHembram-vc7xl Месяц назад
ସତ କଥା ଆଉ
@dibakarnayak4530
@dibakarnayak4530 Месяц назад
ଏ ଲୋକ ପାଗଳ ପ୍ରଳାପ କରୁଛି।
@debasissahu2637
@debasissahu2637 Месяц назад
BJP ର କୌଣସି ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ର କିଛି କ୍ଷମତା ନାହିଁ। ମୋଦି ଯାହା କହିବେ ସେୟା ହବ। ମୋଦି ବର୍ତ୍ତମାନ Chandrababu ଆଉ Nitish ଙ୍କୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ନହେଲେ ତାଙ୍କ ଗାଦି ଟଳମଳ । ଅନ୍ୟ ରାଜ୍ୟକୁ କିଏ ପଚାରେ।
@hiranyasahoo3548
@hiranyasahoo3548 Месяц назад
ବିଜେପି କୁ ଭୋଟ ଦେଇଛ ଏବେ ନାମ ନିଅ
@sayedazdani9613
@sayedazdani9613 23 дня назад
Salute bro ..Abe Odisha bjp ra lako mane khusi ta
@alokkumarpanda7262
@alokkumarpanda7262 Месяц назад
ଆରେ ଏଇଟା ପାଗଳ ହେଇଯାଇଛି କିମ୍ବା ମୁଣ୍ଡ ବିକିଛି l
@susantamohapatra3375
@susantamohapatra3375 27 дней назад
ଏଇଟା ଫୁଲ୍ ବିଜେଡ଼ି ଚମଚା
@nilambarrout1066
@nilambarrout1066 Месяц назад
ତୁମର ଖାଲି ଆଖି ଅଛି।ଆଉ ଭୁବନେଶ୍ଵର ରେ ସବୁ ଅନ୍ଧ ଭୋଟର। ପାଣ୍ଡୁ ର କ୍ରୀତଦାସ ଗୋଷ୍ଠୀ ର ଜଣା ପଡୁଛି।
@sayanodisha9650
@sayanodisha9650 Месяц назад
😂😂bihari bjp combination aau kana heba
@alokkumarpanda7262
@alokkumarpanda7262 Месяц назад
ଭାଇ ରେ 25 ବର୍ଷ କେଉଁଠି ସୋଇଥିଲୁ 🤣😂🤣
@basudevnayak8192
@basudevnayak8192 Месяц назад
Right katha bhai.....
@sibasaktisatapathy7545
@sibasaktisatapathy7545 Месяц назад
ଭାଇ ଆପଣ ସତ ଖୋଲିଲେ। ସେଥିପାଇଁ ଧନ୍ୟବାଦ୍। Next time ଆପଣ MP ହେବେ BBSR ର। Congratulations 🎉
@Sonalisaguru
@Sonalisaguru Месяц назад
Thik kahile bhai.... she never repeat her saree..... without corruption it's quite impossible for her to maintain like a bollywood celebrity...... ask the Andhabhakta of Bhubaneswar how they are electing this corrupt old lady again and again.....
@mamatakumari3338
@mamatakumari3338 Месяц назад
ସତ କଥା ଭାଇ ବିଜେପି ଓଡିଶା ବାସି ଙ୍କୁ ବହୁତ ଠକିଦେଲେ
@ansumanpanda3298
@ansumanpanda3298 23 дня назад
Next cm Aparajita
@sudarsanmaharana230
@sudarsanmaharana230 22 дня назад
ଭୋଟର ହେଲେ ଅଜ୍ଞ , ଦଳଗତ ନିର୍ବିଶେଷରେ ଭୋଟ ଦେବା ଶିଖନ୍ତୁ । ମଦ , ମାଂସ, ପଇସା କୁ ଅଧିକାଂଶ ଭୋଟର ଆପଣେଇ ଥିବାରୁ ଦରମା ପେନସନ ନେଉଥିବା ନେତା ଦୁର୍ନୀତି କରୁଛନ୍ତି।
@prakashkumarpattnayak5911
@prakashkumarpattnayak5911 Месяц назад
Bhai right kahicha
@Jay_Shri-Ram091
@Jay_Shri-Ram091 Месяц назад
କ୍ଷୀର ଲିଟର 60rs? ମଦ ଲିଟର ୧୦୦୦ sala ମଦୁଆ ମୋଗଲ ଇଂରେଜୀ ସନ୍ତାନ ପଠାଣ ଛୁଆ
@sadanandajena8216
@sadanandajena8216 Месяц назад
Right bhai
@davidpahad3
@davidpahad3 Месяц назад
BJP ର ଭିତ୍ତିମୂଳ ହିଁ ଏଇଆ
@aswinidhar372
@aswinidhar372 27 дней назад
ଭୋଟ ଆଗରୁ ଓଡିଶା ରେ ଲୋକଙ୍କ ସେବା ରେ ଥିଲେ... ଏବେ ଦିଲ୍ଲି ରେ ସେବା କରୁ ଛନ୍ତି
@dharmendrapatra9053
@dharmendrapatra9053 Месяц назад
Thik kahila Bhai 👌👌👌
@SatrughanNayak-qf1rt
@SatrughanNayak-qf1rt Месяц назад
ଏଭାଇ ବିଜେଡ଼ି ନେତା ପରି ଲାଗୁଛି
@kalpatarusahoo8707
@kalpatarusahoo8707 Месяц назад
Thik katha kahuchanti
@nuelbaa8392
@nuelbaa8392 26 дней назад
Bhai 1000% right katha kahile
@abhirambiswal4538
@abhirambiswal4538 Месяц назад
ଆରେ ଏମିତି ଅଖିଳ ପଟନାୟକ ଆଗରୁ କହୁଥିଲା, କାଳୁ ଖଣ୍ଡାୟତ ବି ଏମିତି କହୁଥିଲା, କଣ ହେଲା, ଲାଜ ଲାଗିବା କଥା
@bijayamoharana344
@bijayamoharana344 Месяц назад
Very good Bhai 👍 🙏👏
@maheswarbehera5525
@maheswarbehera5525 Месяц назад
Sir right answar
@narasingha007
@narasingha007 Месяц назад
ପାଣ୍ଡୁକୁ ଦେଖୁଥିଲୁ ନା....ଅଇଁଠା ଗିଲାସ ଚଟା କ୍ରିତଦାସ...
@anupammohanty1146
@anupammohanty1146 23 дня назад
ଆରେ ତୁ ତାଙ୍କ ଶାଢ଼ୀ କିଣିବାକୁ ଯାଇ ଥିଲୁ...ହଂସପାଳ ରେ ମୁଁ ରହୁଛି ଏଠି ସବୁ ଠିକ ଅଛି ଏବେ ଆଉ ଟିକେ ସମୟ ଲାଗିବ...ପାଣ୍ଡିଆନ ସ୍ତ୍ରୀ କୋଉଠି...
@KRUSHNACHANDRABISWAL-x8p
@KRUSHNACHANDRABISWAL-x8p Месяц назад
ତୁ ଛୋଡ଼ି ବୁ ମୁଖ୍ୟମନ୍ତ୍ରୀ ହେଲେ....
@GolakhachandrajethiGolak-vk6ri
@GolakhachandrajethiGolak-vk6ri 27 дней назад
ସବୁ ନବୀନକ ପିରିୟଡ଼ ରେ ମାଗଣାରେ ମିଳୁଥିଲା ଭଙ୍କର ଖାଲି poduchhi
@user-ly9ly4qq9j
@user-ly9ly4qq9j Месяц назад
Right vai
@user-ly9ly4qq9j
@user-ly9ly4qq9j Месяц назад
🫶⭕‼️⭕ bjd Naveen babu
@saratbhai5418
@saratbhai5418 Месяц назад
Pura right
@just4funindia869
@just4funindia869 Месяц назад
ଅଭିଯୋଗ କୋଉଠି କଲ ବାବୁ କୋଉ ଥାନା ରେ ଆଉ fir ନୁମ୍ବର ଟା ଦେଲ
@akshayrana5252
@akshayrana5252 Месяц назад
😂ଖାଳିଚେହେରା ଅପରାଜିତା ଆଉଅନ କିଛି ନାହିଁ ଭୋଟ ଦେଇ ବହୁତ ଭୁଳହେଳା
@asokajena956
@asokajena956 Месяц назад
ଏ ଯୁମୁଲା ବାଜି ସରକାର ❤❤🎉🎉
@CaptainMithun10
@CaptainMithun10 Месяц назад
❤ true speech
@rabijena4494
@rabijena4494 Месяц назад
BJP fal
@user-uu6fc5kw5r
@user-uu6fc5kw5r Месяц назад
Perfect kahecha bhaii really
@subhasdas-fk9cn
@subhasdas-fk9cn Месяц назад
ତମେ ଶଳା ଖଣି ଜମା ଦେଖିନ ତମେ ବିଜେଡି ଵାଲା ଓଡିଶା କୁ ବିକି ଥାଆନ୍ତ
@subhasdas-fk9cn
@subhasdas-fk9cn Месяц назад
ଶଳା ଚୋର
@sukantisahoo3460
@sukantisahoo3460 Месяц назад
ଆଳୁ ପିଆଜ ରସୁଣ ଟମାଟୋ କୋବି ଓଡିଶା ବାହାର ରାଜ୍ୟକୁ ବିକ୍ରି କରୁଥିଲା ଆମ ନବିନବାବୁ ଚାଷରେ ଭାରତରେ 1ନମ୍ବର ହୋଇଥିଲେ ଶିତଳ ଭଣ୍ଡାରରେ ଆମ ଓଡିଶା ଅଗ୍ରଣୀ ଥିଲା ମୋହନ ମାଝି ସବୁ ବରବାଦ କରିଦେଲେ ଶିତଳ ଭଣ୍ଡାରରୁ ସବୁ ଆଳୁ ପିଆଜ ବାହାର କରିଦିଅ ମୋହନ ବାବୁ ଓଡିଶାଲୋକଙ୍କର ଆଳୁପିଆଜ ଦରକାର
@arucharanpradhan5502
@arucharanpradhan5502 Месяц назад
ଏହା କହିବା ଠିକ୍ ନୁହେଁ,କାରଣ ଆଜି ଜଣେ ରାସନ୍ କାର୍ଡ ଧାରୀ ୨୦୦୦ର ପୋଷାକ ଓ୧୦୦୦ ଟଙ୍କାର ଜୋତା ପିନ୍ଧେ,ମେଡେମ ଏବଂ ତାଙ୍କ ସ୍ଵାମୀ ଦୁହେଁ ଆଇ.ଏ.ଏସ୍.ଅଫିସର ସେ ପିନ୍ଧିବେ ନାହିଁ କାହିଁକି?
@abinashrath1716
@abinashrath1716 Месяц назад
Jie kahuchhi se sahiparuni.
@DEEPANKAR_SINGH99
@DEEPANKAR_SINGH99 Месяц назад
ଯଦି ସ୍ୱାମୀ ସ୍ତ୍ରୀ ଦୁଇଜଣ IAS ତାହେଲେ ରାଜନିତୀ ରେ କାହିଁକି ପଶିଲା ? ଯଦି ରାଜନିତୀ କଲା ତା଼ହେଲେ ଲୋକ ମାନଙ୍କ ପାଇଁ କଣ କାମ କରିଛି ?
@kumargauravmohapatra7694
@kumargauravmohapatra7694 Месяц назад
Tu pindhu thibu mu pindhi paruni
@manamohandash6054
@manamohandash6054 Месяц назад
Aparajita madam deserves high respect from the people of Odisha for her sincerity in safeguarding interest of the state in regard to developmental works.We pay hearty regards for her uncommon personality and mental strength of quick/proper resolution
@Golitics870
@Golitics870 25 дней назад
@@manamohandash6054 don't deserve. She should open up her mouth about the problems.
@user-vv2ic3ho6m
@user-vv2ic3ho6m 28 дней назад
Waa very good Katha.
@MNDIGITALSARAKANA
@MNDIGITALSARAKANA Месяц назад
ଗଲା ଥର ସାଢେ 4 ବର୍ଷ ଅନ୍ତର୍ଦ୍ଧାନ ହେଇଯାଇ ଥିଲେ. ଅପରାଜିତା missing ଚାରିଆଡ଼େ ପୋଷ୍ଟର ମରl ଯାଇଥିଲା. 😂😂😂😂
@tamnna4992
@tamnna4992 Месяц назад
Number one drama party BJP ra super actress heuchi Aparajita 😅
@simanchalmahankudo5634
@simanchalmahankudo5634 Месяц назад
Right bhai ....very correct
@user-jh8kx3lz3j
@user-jh8kx3lz3j 24 дня назад
Brother you have told very very important things B J P no 1 jumla Baji. Sarkar.
@rupashree6515
@rupashree6515 Месяц назад
ଭାଇ ପୁରା ଠିକ କଥା କହିଲେ👍👌🙏
@user-bo5ps2cv6v
@user-bo5ps2cv6v Месяц назад
Very good message brother, Really correct all messages but public not understanding.
@sibaprasad1899
@sibaprasad1899 Месяц назад
Ekdum 💯 Right
@banshidharjena9123
@banshidharjena9123 Месяц назад
ଏ magya BJP ଲୋକ ମାନଙ୍କୁ କଣ ଦେଖା ଯାଉନି
@GYM532
@GYM532 Месяц назад
Bhai well educated and speakers.
@bibhutibhusanamahanta4035
@bibhutibhusanamahanta4035 Месяц назад
Excellent analysis
@bhanuprakashbehera4419
@bhanuprakashbehera4419 Месяц назад
ଓଡ଼ିଶାର ଖଣି ଉପରେ ଗେରୁଆବାଲାଙ୍କ ନଜର.....ଓଡ଼ିଶାବାସୀ ଶ୍ରୀହୀନ ହେଇଯିବେ।
@nareshnachika3547
@nareshnachika3547 24 дня назад
Right କଥା ଭାଇ କହୁ ଛନ୍ତି
@bijoyapriyadarsinidash922
@bijoyapriyadarsinidash922 21 день назад
ଅପରାଜିତା ଜଣେ ଭଲ ନେତ୍ରୀ
@sukantisahoo3460
@sukantisahoo3460 Месяц назад
ଆମର ନବିନ ବାବୁ ଯେତେବେଳେ CMଥିଲେ ଆଳୁପିଆଜ ଓଡିଶା ରପ୍ତାନି କରୁଥିଲା ସବୁ ବ୍ଲକରେ ସିତଳ ଭଣ୍ଡାରଥିଲା କୁଆଡେ ଗଲା 2016ରେ ଆଳୁ ସମସ୍ୟା ହେଲା ପଶ୍ଚିମବଙ୍ଗ ଆମ ଓଡିଶାକୁ ଆଳୁ ଦେଲାନି ଆମର ପ୍ରିୟ ନବିନ ବାବୁ ସିତଳ ଭଣ୍ଡାର ଖୋଲି ଆଳୁଚାଷ ପାଈ ଚାଷିଙ୍କୁ ସହାୟତା ଯୋଗାଇ ଦେଲେ 2018ଠାରୁ ଓଡିଶା ଆଳୁ ପିଆଜ ରପ୍ତାନି ଆରମ୍ଭ କଲା ବିଜେପି ସରକାର ଓଡିଶାରେ କଣ କରୁଛନ୍ତି ନବିନ ବାବୁଙ୍କ ସିତଳ ଭଣ୍ଡାରରୁ ଆଳୁ ବାହାର କରି ବଜାରକୁ ଛାଡନ୍ତୁ ଆମେ ଓଡିଶା ବାସି ନବିନବାବୁଙ୍କୁ ଅନୁରୋଧ କରୁଚୁ ଆପଣ ସିତଳ ଭଣ୍ଡାର କରିଥିଲେ ,ଖୋଲିଦିଅନ୍ତୁ ଓଡିଶାବାସି ଜାଣନ୍ତୁ ନବିନ ବାବୁ କେତେ ଆଳୁ ଭଣ୍ଡାର ଲୋକଙ୍କ ପାଈ ରଖିଚନ୍ତି ଜୟ ନବିନ ବାବୁ ଜୟ ଓଡିଶା
@SureshChandraSahoo-qs4bp
@SureshChandraSahoo-qs4bp Месяц назад
Jumula bjp sarakar ku hatantu odishaku banchatu 🎉
@srisaidesignvastu9209
@srisaidesignvastu9209 Месяц назад
ଐଈ ସରକାର ରେ ତୁମକୁ କହିବାକୁ ଅଧିକାର ଦେଇଛନ୍ତି ,ଏଇଟା ବହୁତ ବଡ଼କଥା ! ବିଜେଡ଼ି ସରକାର ରେ ସେତିକି ମିଳୁନଥିଲା !
@ranjandas-sq4gy
@ranjandas-sq4gy 19 дней назад
I am RDX, Jay Jagannath Jay achyut sarana,
@jeetsudhir4812
@jeetsudhir4812 22 дня назад
Correct speech....🎉🎉🎉
@user-ug2qq5ug1h
@user-ug2qq5ug1h 27 дней назад
Right ବ୍ରୋ
@sadanandasahoo3707
@sadanandasahoo3707 Месяц назад
କିଏ ଏହି ସାମ୍ବାଦିକ? ମାତ୍ର ଦେଢମାସ ମାନେ କଣ? ସରକାରଙ୍କୁ ଟ୍ରେନିଂ ସମୟ ଦରକାର କି? ଏଇ ଦେଢମାସରେ ବଜେଟ ଆସିଛି, ବଜେଟ କହିବ ଏମାନଙ୍କର ଦୂରଦୃଷ୍ଟି। ଏଇ ଦେଢମାସରେ ସମୟ ମିଳିଲା ରଙ୍ଗ ବଦଳାଇବାର।
@laxmidharota1027
@laxmidharota1027 28 дней назад
ଏଥର ଭୋଟ କଂଗ୍ରେସ କୁ ମିଳିବ
Далее
iPhone 16 для НИЩЕБРОДОВ!
00:51
Просмотров 1 млн
Вопрос Ребром - Булкин
59:32
Просмотров 920 тыс.
УДОЧКА ЗА 1$ VS 10$ VS 100$!
22:41
Просмотров 196 тыс.
iPhone 16 для НИЩЕБРОДОВ!
00:51
Просмотров 1 млн