Тёмный

‘ଘର ପାଖରେ ଚାକିରି ଦିଅ’ | Southern Odisha Demanding District-Level Govt Job Recruitment | Asala Katha 

News18 Odia
Подписаться 4,1 млн
Просмотров 28 тыс.
50% 1

‘ଘର ପାଖରେ ଚାକିରି ଦିଅ’ | Southern Odisha Demanding District-Level Govt Job Recruitment | Asala Katha
Normal life affected in Koraput, Nabarangpur, Malkangiri and Rayagada in southern Odisha on Friday due to a 12-hour bandh called by a Joint Action Committee demanding district-level appointment to government jobs. #SouthernOdisha #DemandingDistrictLevelGovtJob #DistrictLevelGovtJobRecruitment #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Опубликовано:

 

9 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 398   
@subashmishra5616
@subashmishra5616 5 дней назад
❤ଜିଲ୍ଲା ଭିତ୍ତିକ ତୃତୀୟ ଶ୍ରେଣୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଁ ଖୁବଶୀଘ୍ର ଆଇନ କରାଯାଉ ।
@Kahnucharan3002
@Kahnucharan3002 2 дня назад
ଗାଁ ଭିତ୍ତିକ କରାଯାଉ
@Anita-mw7hz
@Anita-mw7hz 2 дня назад
​Kahin 1no. Officer job kn desia kari paribeni ki?kahin c aau d job pain dabi karuchanti.class 1 job pain b Jilla bhittika b heu.
@dhanuramgond5252
@dhanuramgond5252 День назад
ଏତେ ଦିନରୁ ତ merit ଶିକ୍ଷକ ଆସୁଛନ୍ତି ହେଲେ ଅଭିବକ୍ତ କୋରାପୁଟ ଜିଲ୍ଲା କାହିଁକି ଅନନୁତ ଆଉ କାହିଁକି ଉନତି ହେଉନାହିଁ କୋରାପୁଟରେ କଣ ଦରମା ପାଇଁ ଆସୁଛନ୍ତି କି
@rashmiranjansamantray1262
@rashmiranjansamantray1262 3 часа назад
ସାହି ଭିତ୍ତିକ କରାଯାଉ 🤣
@PrasannaMahapatra-r4x
@PrasannaMahapatra-r4x 4 дня назад
ଏଠାରେ ମଧ୍ୟ ସବୁ ପ୍ରକାର ପରୀକ୍ଷା ହେଉ ଏବଂ କଟକିଆ ପୁଏ ଙ୍କୁ ଏଠାରେ ସେଣ୍ଟର କରାଯାଉ ଦେଖାଯିବ ସଲେ କେତେ ରଡ଼ିବେ
@balaramkrishnamahanta854
@balaramkrishnamahanta854 2 дня назад
Sata katha
@damudesiavlog3537
@damudesiavlog3537 2 дня назад
Thik Katha
@harekrishnabissoyi568
@harekrishnabissoyi568 День назад
ଏଇଠୁ ଆରମ୍ଭ ହେଲା। ଆଗାମୀ ଦିନରେ ଅନେକ ଆଉ କିଛି କରିବାର ଅଛି। ନହେଲେ ଦାଦନ ଖଟିବା ହିଁ ସାର ହେବ।
@trinathmajhi2710
@trinathmajhi2710 День назад
ଠିକ୍ କଥା 👍👍👍👍
@bibeknona
@bibeknona 22 часа назад
Right 👍
@cricketkhabar4338
@cricketkhabar4338 5 дней назад
ଶଳେ... 800 postru 40 ku ଦେବ ଲୋକାଲ ପିଲା କୁ.... ଆଉ 760 ପିଲା ବାହାର ଆଣିକି ଆମ ଏରିଆ ରେ ଭର୍ତି କରିବ ନେଇକି ଶଳେ...
@ramakrishnapradhan3945
@ramakrishnapradhan3945 5 дней назад
Dhana JT re kete mark thila
@sujitkumarsahoo2670
@sujitkumarsahoo2670 5 дней назад
Tama pila AMA zila asantu ame dekhinebu🙄
@sibaramsahu8873
@sibaramsahu8873 5 дней назад
@@sujitkumarsahoo2670 ୬ Li ब
@rocknroll230
@rocknroll230 5 дней назад
nija district re chakiri paiki dekhao low cutoff district jibaku ate icha kn pain talent achi ta nija district re chakiri pao
@sibaramsahu8873
@sibaramsahu8873 5 дней назад
@@ramakrishnapradhan3945 ତୁ ଯେତେ ମାର୍କ ବି ରଖେ ତୋତେ ମିଳିବ ସେଇ 9700₹
@nabaghanabisoi9380
@nabaghanabisoi9380 5 дней назад
ଅସଲ କଥା ତମେ ଜାଣି ନାହାନ୍ତି, ଜଦି ଦାବି ପୂରଣ ନ ହେବ ତାହା ହେଲେ, ଓଡ଼ିଶା ମାନଚିତ୍ର ରୁ ଦକ୍ଷିଣ ଓଡ଼ିଶା ହଯିଯିବ , ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ୍ ରେ ମିଶିଯିବ ,,,,
@lucid.rakesh
@lucid.rakesh 2 дня назад
ମିଶି ଯାଅ
@Gobindaknowledgevideo-qn3jx
@Gobindaknowledgevideo-qn3jx 2 дня назад
@harekrishnabissoyi568
@harekrishnabissoyi568 День назад
ହଜିବ କାହିଁକି ଭାଇ।
@nabaghanabisoi9380
@nabaghanabisoi9380 День назад
@@lucid.rakesh bhikari heijibo
@LALMANIMUGREE
@LALMANIMUGREE День назад
Ok
@bairagikrisani3161
@bairagikrisani3161 5 дней назад
ଏ ମିଡିଆ ଭାଇ ଆମେ ଘର ପକରେ ଚାକିରି ଦେବା ପାଇଁ କହୁନୁ,ଆମକୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଆ ଯାଉ ଆପଣ ଭୂଜି ପାରୁଛନ୍ତି ତ
@SabhasinghMajhi
@SabhasinghMajhi 2 дня назад
ହଁ ଏହା ହିଁ କହୁଛୁ but ମିଡିଆ ଭାଇ ବୁଝୁନାହାନ୍ତି...
@dhanuramgond5252
@dhanuramgond5252 День назад
Dalal media
@rashmiranjansamantray1262
@rashmiranjansamantray1262 3 часа назад
ହେଲେ କାହିଁକି ଦିଆଯିବ?? ପରୀକ୍ଷାରେ ମାର୍କ ନରଖିଲେ କଣ ପାଇଁ ଦିଆଯିବ?
@mrguru8184
@mrguru8184 5 дней назад
ସରକାର ସତର୍କ ରୁହନ୍ତୁ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାଗୁଡ଼ିକ ଓଡିଶାଠାରୁ ଅଲଗା ହେବାକୁ ଯାଉଛି।।।। ଅଲଗା ରାଜ୍ଯ ହେବ
@sabitramgond7105
@sabitramgond7105 3 дня назад
Sure
@jagatgond2397
@jagatgond2397 3 дня назад
ନିଶ୍ଚୟ ଭାଇ
@trinathkrisanitiru8657
@trinathkrisanitiru8657 3 дня назад
Sure
@samanbhatra2883
@samanbhatra2883 2 дня назад
Sure heba au jadi sarkar amo dabi no manibe taha hele nichaya andalana habo
@PujariTanka
@PujariTanka 2 дня назад
Alaga heu ama Koraput bhala heba Katikia loka mane chakiri ki kini neuchanti Ame gbu exam debaku semane 2lk 3lk deiki kinibe eta Bhala au district level job dabi kale kharap ....katikia mane krpt asiki banchu6anti jete job achi krpt ngpr mlkngr rygd
@stevensam9159
@stevensam9159 День назад
Though our Koraput, nabarangpur may be far away from capital. But we r well literate and qualified as other districts. Odisha govt. should have vigilant eyes on the local educated students.
@OnlyComment77
@OnlyComment77 3 дня назад
ଯଦି ଦମ୍ ଅଛି ତ ସରକାରଙ୍କୁ ପ୍ରଶ୍ନ କର ...ଦକ୍ଷିଣ ଓଡ଼ିଶା ରେ କାହିଁକି EDUCATION re development karuna..... ଆପଣ ଥରେ education ku compare କରିକି ଦେଖ ତାପରେ news କରିବ
@rashmiranjansamantray1262
@rashmiranjansamantray1262 3 часа назад
ଆଛା... କମିତି education ଡେଭେଲପ ହେଇପାରିବ ଟିକେ କହିଲ... ପରୀକ୍ଷାରେ କମ ମାର୍କ ଥାଇକି ଜିଲ୍ଲା ଜିଲ୍ଲା ବୋଲି ଚିଲେଇ ଚାକିରୀ କଲେ ହେଇଯିବ ବୋଧେ 🤣
@socialjustice3686
@socialjustice3686 5 дней назад
ଯାହା ବି Govt. Job Posts ବାହାରୁଛି ସେଥିରୁ 50% Local district Residence ମାନଙ୍କ ପାଇଁ Reserve ରଖାଯାଉ।। ଏବଂ ଅନ୍ୟ 50% Seat କୁ State Selection କରାଯିବା ଉଚିତ୍।। ତାହା ହେଲେ ଗୋଟିଏ Balance ହୋଇ ପାରିବ।।
@muktemajhi3747
@muktemajhi3747 5 дней назад
ଜିଲ୍ଳା ଭିତ୍ତିକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ strike heba
@Divine_supremacy
@Divine_supremacy 5 дней назад
Khali katha ke kahle nei heba , karikari dikhao , jenta ame southern re Karuchu , tamke b henta karvake padba . Jay majhigouri . Jay rayagada.
@socialjustice3686
@socialjustice3686 5 дней назад
District Cader କଲେ ମଧ୍ୟ ଏହାର ସମାଧାନ ହେବ ନାହିଁ। ପ୍ରତ୍ୟେକ Recruitment Notification ରେ Local District Residence ମାନଙ୍କ ପାଇଁ Reservation ର Clause add କରିବାକୁ ହେବ। ତାହା ହେଲେ ଯାଇ ସମାଧାନ ହେବ।। ନ Court Case ହେବ।। ଏଥର ପରି ପୁଣି ସେମାନେ ଜିତିଯିବେ।।
@swayanshupriyadarshan6926
@swayanshupriyadarshan6926 5 дней назад
We support ur problem from cuttack odisha justice for Western odisha brothers
@Divine_supremacy
@Divine_supremacy 5 дней назад
@@swayanshupriyadarshan6926 and southern odisha 🙃😐
@jagavloger1271
@jagavloger1271 5 дней назад
Hmm auri hebo
@sibaramsahu8873
@sibaramsahu8873 5 дней назад
ଅଭଦ୍ର ମିଡିଆ , ତମେ ଏତେ ତଳକୁ ଖସି ଯାଉଛ । ଛି ଲାଜ ଲାଗିବା କଥା ।
@jagdishnayak986
@jagdishnayak986 5 дней назад
Bjd au pandiya bhadra
@sibaramsahu8873
@sibaramsahu8873 4 дня назад
@@jagdishnayak986 yes
@cricketkhabar4338
@cricketkhabar4338 5 дней назад
ଘର ପାଖରେ ଚାକିରୀ ଦିଅ କହୁନୁରେ..... ଆମ ଘରେ ଆମ ଏରିଆ ରେ ବାହାର ପିଲା କୁ ଦିଅନ ଏହା କୁହାହୋଉଛି
@akonvideoslobby9448
@akonvideoslobby9448 5 дней назад
Job katha re strike na Kari kemiti education thik heba competition karipariba se katha pae strike kar
@cricketkhabar4338
@cricketkhabar4338 5 дней назад
Han ama area re jadi secretariat,, aau ama areare jadi osssc ossc bholia sanstha sobu thanta..... Tapore competition kemiti korjajaee ame b dekheithantu......
@cricketkhabar4338
@cricketkhabar4338 5 дней назад
ଧରାଧରି କରିକି ସେକ୍ରେଟେରୀଏଟ ରେ ମୋ ମାମୁ ଅଛି, ମୋ ଦାଦା ଅଛି କହିକି ଶଳେ ସେଟିଙ୍ଗ କରିକି job ପାଇକି ଆମ ଏରିଆ କୁ ମାଡି ବସୁଛ.... ଆମ ପିଲା ଏଠି କଣ ଘାସ କାଟିବେ.... ବହୁତ ହେଇଗଲା ଏଏଇ ସରକାର ହୋଉକି ଯୋଉ ସରକାର ହୋଊ ଆଉ ଯଦି ବାହାର ପିଲା କୁ ଆମ ଏରିଆ ରେ ନିଯୁକ୍ତି ଦେବେ,,,, ଏଥର ପରିଣାମ ବହୁତ ଭୟଙ୍କର ହେବ....... ଆଉ କୋଉ ସାହସ ରେ ସେ ବାହାର ପିଲା job ପାଇକି ama😡ଜିଲ୍ଲା କୁ ଆସିବେ ଏଥର ଆମେ ବି ଦେଖିବୁ
@akonvideoslobby9448
@akonvideoslobby9448 5 дней назад
@@cricketkhabar4338 hm tuma area kmti develope heba education ra quality kemiti badhiba literacy kemiti adhika heba sekatha bhabile job ape ape miliba na ki tuma area pila ku job dele sabu thik heijiba gov job kete ta total odisha re 4lakh khanda heba but tume mane jadi root cause ku jae demand karanta sabu thik huanta..chada tume murkha thila au heiki bi rahiba
@SukurmaniMunda-tx5qn
@SukurmaniMunda-tx5qn 4 дня назад
District pore tume block level re posting dio kohibo
@EshanM-c4d
@EshanM-c4d 3 дня назад
ଅବିଭକ୍ତ କୋରାପୁଟ ଜ଼ିଲ୍ଲା ରେ ଗୋଟିଏ ହେଲେ ଭଲ କମ୍ପୁଟର ସେଣ୍ଟର ନାହିଁ ଆମେ ଅନେକ ପରୀକ୍ଷା ଦେବାପାଇଁ ବାହାର ଜିଲ୍ଲାକୁ ଯାଉଛୁ l ଛାତ୍ର ଛାତ୍ରୀ ମାନଙ୍କ କଣ ଅସୁବିଧା ହେଉଥିବ ବୁଝନ୍ତୁ l🙏🙏
@nirakarnayak2641
@nirakarnayak2641 17 часов назад
Berhampur jaithilu Ri exam dei Computer 10 thara close houthila ape ape seithu ru jana paduchi je
@LetsTalkMusicOdisha
@LetsTalkMusicOdisha 5 дней назад
Same situation ama Kandhamal re madhya.ame district selection ku support karuchu.❤
@RaghunathMundagadia
@RaghunathMundagadia 5 дней назад
30000ଲକ୍ଷ ଲେଖାଏ ଲାଞ୍ଚ ମାଗୁଛନ୍ତି ।ଗରିବ ପିଲା କଣ ଦେଇପାରିବେ ?
@akonvideoslobby9448
@akonvideoslobby9448 5 дней назад
Bhai 30 lakh re kete ta zero heba se katha sikha then job kariba
@jagdishnayak986
@jagdishnayak986 5 дней назад
​@@akonvideoslobby9448chup be
@pragyansmitapatbandha2390
@pragyansmitapatbandha2390 5 дней назад
​@akonvide😅😅oslobby9448
@akonvideoslobby9448
@akonvideoslobby9448 5 дней назад
@@RaghunathMundagadia na hele smti gariba hei hi rahiba
@ShyamOfficial-i5z
@ShyamOfficial-i5z День назад
Yes your right 👍👍❤️
@ManasinghMajhi-er9oh
@ManasinghMajhi-er9oh 2 дня назад
ଯେତେବଳେ ସରକାର ଭୂଜିପରୁନାଇ କେବିକେ ଜିଲ୍ଲାର ଅସୁବିଧା ହେଇ news ଭାଲା ଭୂଜିବାର ସାମର୍ଥ୍ୟ ହିଁ ନାଇ
@SaimonBidika
@SaimonBidika 3 дня назад
ଉପସ୍ଥାପକ ମହାଶୟ ସହଦେଵ ସାହୁ ମହୋଦୟଙ୍କ ଠାରୁ ସଠିକ ଉତ୍ତର ପାଇଲେକି? ଘର ପାଖେ ଚାକିରୀ ଦିଅ ବୋଲି ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକେ କେବେ ଆପଣଙ୍କୁ କହିଥିଲେ.।.ଆପଣଙ୍କ ପ୍ରାରଂବିକ ଉପସ୍ଥାପନାରୁ ଜଣାପଡୁଛି ଆପଣ ଜଣେ ରୁଗ୍ଣ ମାନସିକତା ସମ୍ପନ୍ନ ବ୍ୟକ୍ତି।
@HiralalDeheri
@HiralalDeheri 2 дня назад
ଆଜ୍ଞା ବହୁତ ସୁନ୍ଦର ସନ୍ଦେଶ 💌 ଦେଲେ ... ସଭୁ ଥିର ଆଜିକାଲି ପଇସା ଯୋଗୁ ପ୍ରକୃତ ରେ ଜେ ପାଇବାର ଯୋଗ୍ୟତା ଲୋକ ସେ ପାଉନି ୧୦୦% ସତ୍ୟ ଅଟେ ।।
@nandabadnayak1818
@nandabadnayak1818 2 дня назад
78 ବର୍ଷ ହେଲାଣି ମେରିଟ ପିଲାମାନେ ଆସୁଛନ୍ତି କୋରାପୁଟ କାଇଁକି କୋରାପୁଟ ର ଶିକ୍ଷା ଉର୍ନ୍ନତ ହେଉନି
@SanyasiSanyasiSanta-ds6gw
@SanyasiSanyasiSanta-ds6gw 5 дней назад
We need district wise appointment
@ILoveKoraput-q2q
@ILoveKoraput-q2q 2 дня назад
Anchor ମହାଶୟ ଟିକେ ରିସର୍ଚ କରନ୍ତୁ ଆଉ ବାର୍ତ୍ତା ଦିଅନ୍ତୁ l ଖାଲି ଟା ରେ କହିଲେ ନିଜ news channel ର credibility କମୁଛି l news 18 channel ଏକ brand ତାକୁ ତଳେ ପକାନ୍ତୁ ନାହିଁ ଏହି ଭଲି ଉପସ୍ଥାପନ କରିକି l ଅତିଥି ମହାଶୟ ଙ୍କୁ ଧନ୍ଯବାଦ୍ anchor ମହାଶୟ ଙ୍କ ଆଖି ଖୋଲି ଥିବାରୁ l news room ଭିତରେ ଗୀତ ଗାଇଲେ ହେବ ନାହିଁ ଅଭିଭକ୍ତ କୋରାପୁଟ ଜିଲ୍ଲା କୁ ଆସ anchor ମହାଶୟ ବାସ୍ତବତା ଜାଣିବା ପାଇଁ l
@SleepyLakeHouse-gh3jc
@SleepyLakeHouse-gh3jc 2 дня назад
ଅବିଭକ୍ତ କୋରାପୁଟ ଆମର ଜିଲ୍ଲା। ଚାକିରି ,କରିବେ ଆମରି ପିଲା
@EshanM-c4d
@EshanM-c4d 3 дня назад
ଆମେ ଘର ପାଖରେ ଚାକିରୀ ମାଗୁ ନାହୁଁ ଜିଲ୍ଲାର ନ୍ୟାୟ ମାଗୁଛୁ ସରକାର ଙ୍କୁ.... I
@rashmiranjansamantray1262
@rashmiranjansamantray1262 3 часа назад
ଜିଲ୍ଲା ରେ କଣନପାଇ.. ନିଜ ଗାଁ ରେ ଚାକିରି ମାଗ 🤣
@bibeknona
@bibeknona 22 часа назад
Sola tame ଘର ପାଖରେ exam debo ame 500km.ଯାଇ କି‌ ଦେବୁ ତମେ ଘରେ ଘରେ centre କରିକି job ପାଇବ . district re amo ku job dio nahele purei debu nu kotokia mannku
@lightingseven5492
@lightingseven5492 4 дня назад
ଜିଲ୍ଲା ଭିତିକ ନିଯୁକ୍ତି ସବୁ ପଟେ ହେଲେ ହିଁ ଭଲ, କଟକ ପିଲା କଟକ ରେ, କୋରାପୁଟ ପିଲା କୋରାପୁଟ ରେ, ମାଲକାନଗିରି ପିଲା ମାଲକାନଗିରି ରେ ହିଁ ଚାକିରୀ କରିଲେ ଭଲ, ନିଜ ବାପା ମା ଙ୍କ ପାଖରେ ରହି ଘର କଥା ବୁଝି ହେବ,
@socialjustice3686
@socialjustice3686 5 дней назад
ଯଦି 100% District Selection କରାଯିବ, ତାହା ହେଲେ ST ପିଲା ଅଧିକ Suffer କରିବେ ଏବଂ Seat Vacant ମଧ୍ୟ ରହିଯିବ।। କିଛି District ଅଛି ଯେଉଁଠି ST Category ଲୋକ 80% ମଧ୍ୟ ଅଛନ୍ତି। ମାତ୍ର ୨୩% Reservation Post ଥାଏ ST Category ପାଇଁ । ବଳକା ପିଲା ଯିବେ କୁଆଡେ଼।। ଏବଂ କିଛି District ଅଛି ଯେଉଁଠି ମାତ୍ର 5-6% ST Category ଲୋକ ଅଛନ୍ତି। ST Category Seat ବହୁତ୍ District ରେ Vacant ରହିବ ଏବଂ ଅଧିକ % ଥିବା District ପିଲା ଏଠି ପାଇବେ ନାହିଁ
@sumitPradhani-jg2ye
@sumitPradhani-jg2ye 5 дней назад
General post re paibea
@socialjustice3686
@socialjustice3686 5 дней назад
​​@@sumitPradhani-jg2yenot possible... they can't compete with general students
@sumitPradhani-jg2ye
@sumitPradhani-jg2ye 5 дней назад
@@socialjustice3686 study hard then all are possible not like reservation
@somanathkhara8368
@somanathkhara8368 2 дня назад
ଆପଣ ଯେଉଁ ଚାରୋଟି କଥା କହୁଛନ୍ତି ତାହା ନୁହେଁ ଏହି ଜିଲାର ବାସୀ ପାଇପାରୁ ନାହାନ୍ତି ବୋଲି କୁହାଯାଉଛି।
@PrasannaMahapatra-r4x
@PrasannaMahapatra-r4x 4 дня назад
ଓଡ଼ିଶା ନିଶ୍ଚିତ 2 ଭାଗ ହେବ । ମନେ ରଖ କୋଶଳ ରାଜ୍ୟ ନ ହେଲା ଯାଏଁ ପଶ୍ଚିମ ଓଡ଼ିଶା ର କେବେ ଉନ୍ନତି ହେବ ନାହିଁ।
@JRP414
@JRP414 5 дней назад
Sobu exam cuttack bhubaneswar no hei koraput nabarangpur hehu
@Ngp_Nat_dukhan
@Ngp_Nat_dukhan 13 часов назад
ଏଟି ଯୋଉଟା କଇବା ସେ ଖତା କୁହା ଜାହୁ ନାହିଁ
@jagatmajhi5327
@jagatmajhi5327 День назад
ଧନ୍ୟବାଦ ସାର୍
@Happy_creation1
@Happy_creation1 День назад
୧୬ହଜାର ପିଲା ରୁ ତ ୧୨ହଜାର ପିଲା ତ ଖାଲି ପୂର୍ବ ଓଡ଼ିଶା ରୁ ହି ନିଯୁକ୍ତି ପାଇଛନ୍ତି।। ପଶ୍ଚିମ ଓଡ଼ିଶା ରେ,ତ ସବୁ ପୂର୍ବ ଓଡ଼ିଶା ର ପିଲା ହି ଭାରି ହେଇଛନ୍ତି।।
@rocknroll230
@rocknroll230 5 дней назад
respective district wise job postings shold be there. because every district has different literacy rate , economic status
@lpninjavlogs
@lpninjavlogs 5 дней назад
ଆମର ଦାବି ଜିଲ୍ଲା ଭିତରେ ଆମକୁ ଚାକିରି ଦରକାର
@subashnayak5185
@subashnayak5185 5 дней назад
Bahar zilaku asahi
@h.avimanyu4088
@h.avimanyu4088 5 дней назад
​@@subashnayak5185 tomo pila amo zila re 100 thile Amo pila 25 thibe😂
@MuABC1380
@MuABC1380 2 дня назад
😂
@duryadhanmelaka7347
@duryadhanmelaka7347 2 дня назад
ଠିକ କୋଇଲେ ସାର 4ଟି ଜିଲ୍ଲା ଲକଙ୍କୁ ପଇସା ନାହିଁ ଲାଞ୍ଚ ଦେବାକୁ ଆମ ପାକରେ ପଇସା ନାହିଁ
@od30explorer
@od30explorer 5 дней назад
We're not opposing for Group A& B post, we want district level appointment only for Group C & D post
@od30explorer
@od30explorer 5 дней назад
Don't circulate like ଘର ପାଖରେ
@DayaramBating-wk7vw
@DayaramBating-wk7vw 2 дня назад
Sir absolutly right
@gurudevpujari6102
@gurudevpujari6102 2 дня назад
ସବୁଠାରୁ ଜାଲ ଶିକ୍ଷକ ଙ୍କ ସଂଖ୍ୟା ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ କାହିଁକି? ମେଧା ଛାତ୍ର ଆଉ average ଛାତ୍ର କଥା ଯଦି କୁହା ଯାଏ, ତ ଏଠାରେ ଥିବା ଅନୁନ୍ନତ ପରିବେଶ ତଥା guidance ଅଭାବ ରେ ପାଠ ପଢାର ପ୍ରଭାବ, ଆଉ ତା ସାଙ୍ଗକୁ ଶିକ୍ଷକ ଅଭାବ ଜନିତ କ୍ଳାସ ଫାଙ୍କାର ସାମ୍ନା କରି ସାହାସିକତାର ସହ ଆଗକୁ ବଢ଼ିଥିବା ପିଲା ମାନେ ଏଠାକାର। ଆପଣ ବୋର୍ଡ ପରୀକ୍ଷା ଇଲେକ୍ରିକ ଲାଇଟ୍ ତଳେ ବସି ପଢି ଦେବା ସ୍ଥଳେ ଏମାନେ ଡିବି ଆଉ ଲଣ୍ଠନ ରେ ପଢିବା ପିଲା। ପରୀକ୍ଷାରେ ମଧ୍ୟ କପି କରି ଭଲ ମାର୍କ ଆଣି ପାସ୍ କରିବା ପାଇଁ ଇଛା ପ୍ରକାଶ ନ କରିବା ସାଧୁ ପିଲା ଏମାନେ। ଯଦି ବାସ୍ତବ କଥା କୁହାଯାଏ, ତ ଶିକ୍ଷା ଛୋଟ ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ। ଛୋଟ ପିଲା ନିଜ ଆଞ୍ଚଳିକ ଭାଷାରେ ନିପୂଣ ଥାଏ। ତେଣୁ ଅଞ୍ଚଳ ଭିତ୍ତିକ ଭାଷାର ପ୍ରଭେଦ ଯେ ଏଠାକାର ପିଲାକୁ back foot କୁ ନେବାରେ ବେସ୍ ଭୁମିକା ଗ୍ରହଣ କରୁଛି ତାହା ମଧ୍ୟ ବୁଝିବା ଦରକାର। NEP 2020 ରେ ଆଞ୍ଚଳିକ ଭାଷା ର ସହଯୋଗରେ ଶିକ୍ଷାଦାନର ଗୁରୁତ୍ବ କୁ ଯୋର୍ ଦିଆ ଯାଇଛି। ବାହାର ଜିଲ୍ଲାରୁ ଏ ଅଞ୍ଚଳରେ ଶିକ୍ଷକ ଚାକିରୀ apply କରି, ତାର କିଛି ଦିନ ପରେ Transfer ହୋଇ ନିଜ ଅଞ୍ଚଳକୁ ଚାଲି ଯିବା ଏକ ବ୍ୟାପାର ହୋଇ ଯାଇଛି। ଯାହାର ପ୍ରଭାବରେ ଏ ଅଞ୍ଚଳର ଅନେକ ସ୍କୁଲ୍ ସଦା ଶିକ୍ଷକ ଅଭାବର ଶୀକାର ହେଉଛି। ପିଲାଙ୍କ ଉପରେ ତାହାର ବେଶ ପ୍ରଭାବ ପଡୁଛି। Late ରେ ହେଉ ପଛକେ, ଏ ଜିଲ୍ଲାର ଲୋକେ ସଚେତନ ହେଲେ। ଏବେ ଏଠାକାର ଲୋକ ବୁଝି ଗଲେଣି ଯେ ଅନ୍ଯ ଜିଲ୍ଲାରୁ ନିଜକୁ ମେଧାବୀ ର ପରିଚୟ ଦେଇ ଏ ଜିଲ୍ଲାରେ posting ପାଇଁ ଶିକ୍ଷକତା କରିଆସୁଥିବା ସେମାନେ ବର୍ଷ ବର୍ଷ ବିତେଇ ଦେଲେଣି, କିନ୍ତୁ ଏଠାରେ ଗୋଟିଏ ହେଲା ମେଧା ପିଲା ବାହାର କରି ପାରୁ ନାହାଁନ୍ତି ସେମାନେ। କାରଣ କ'ଣ? ଅର୍ଥାତ୍ ଏହି ଜିଲ୍ଲାରେ ଚାକିରୀ କରି, ଏଠାର ଦାନା ପାଣିରେ ନିଜ ପରିବାର ପୋଷଣ କରି ଏଠାର ଲୋକଙ୍କୁ ଠକି ଚାଲି ଛନ୍ତି କି? ଏଣୁ ଏହି experiment ଟିକୁ ସରକାର ଯଥା ଶିଘ୍ର ବନ୍ଦ କରି ଆଞ୍ଚଳିକ ଭିତ୍ତିରେ ଶିକ୍ଷକ ଭର୍ତ୍ତି ପ୍ରତି ଧ୍ୟାନ ଦେବା ଏ ଅଞ୍ଚଳ ପାଇଁ ଶ୍ରେୟସ୍କର। ନ ହେଲେ ଏ ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳ ଟି ଯୁଗ ଯୁଗ ପାଇଁ ଏଭଳି ସଦା ସର୍ବଦା ପଛରେ ହିଁ ରହିକି ଥିବ ।
@JRP414
@JRP414 5 дней назад
Bando anker heuchu noncence
@KARAPUTIA632
@KARAPUTIA632 5 дней назад
Govt ସରକାର Job ବିକ୍ରି କରାଯାଉଛି ଆପଣ କଣ ଜାଣିଛନ୍ତି,
@Bikash-o9u
@Bikash-o9u 4 дня назад
Right 👍 sir A ଶୋଲା ମିଡିଆ ବୁଜୁନି
@sunitasori6190
@sunitasori6190 4 дня назад
ଏ ଭାଇ news 18 ଭାଷାଗତ ସମସ୍ୟା ପାଇଁ ଦାବି ଉଠୁଛି. ନାତ ଘର ପାଖରେ ଚାକିରୀ କରିବାକୁ ନୁହଁ. ଆଉ ଆମ ଜିଲ୍ଲା କଥା ଆମେ ଯେମିତି କରୁ ଆମ demand ଏହା. Tora କାହିଁକି ବେକାର କଥା କୁ ଭାଷଣ ମାରୁଛୁ. ବାହାର ପିଲା posting ପାଇ ପରେ ନିଜ ଜିଲ୍ଲା କୁ ଟ୍ରନ୍ସଫର ହୋଇ ପଳାଉଛନ୍ତି. ସେଯାଗା ତ ଖାଲି ପଡିଲା ଆମ ପିଲାଙ୍କର ପାଠ ପଡ ବାଧାପ୍ରାପ୍ତ ହେଉଛି. ଲାଞ୍ଚ ଦୁନିଆ ରେ ପୁଣି ତମର ସହାୟତା. ଆମର ଭିତ୍ତି ଭୂମି ସେମିତି ନାହିଁ. ତେବେ ବି briliant ପିଲା ଅଛନ୍ତି ଓ଼ ଦାଦନ ଯାଉଛନ୍ତି. କଣ ଆପଣଙ୍କୁ ଭଲ ଲାଗୁଛି ki
@Radhu1971
@Radhu1971 5 дней назад
Atleast lower post government and private company maintain in every district level, so migration worker reduce. List out the local employee list in every factory and government office in every district.
@dibakarnayak1614
@dibakarnayak1614 5 дней назад
Sahoo sir bilkul thik kahile Paisa nahin ta chakiri nahin
@amitamajhimajhi8139
@amitamajhimajhi8139 День назад
ଧନ୍ୟବାଦ sir 🙏
@Lingaa7735
@Lingaa7735 4 дня назад
PEO, JA and odisha police to district wise hauchi, semiti group C & D district wise Heba darkar
@gouripanda2393
@gouripanda2393 День назад
ସାର ବହୁତ ସୁନ୍ଦର କଥା କହିଲେ।ଏ ସମସ୍ୟାର ସମାଧାନ ବାହାରିବା ଦରକାର।
@Divine_supremacy
@Divine_supremacy 5 дней назад
Babu re aita to personal channel nuhe , tautar costal channel , lajo lagiba katha tamaku micho katha ku prasar karucho
@nandabadnayak1818
@nandabadnayak1818 2 дня назад
କାଇଁ କଟକ ରେ କୋରାପୁଟ ପିଲା କେତେଟା teachar ଅଛନ୍ତି ଆପଣ କହିପାରିବେ କି?
@sitdesiavlogs5579
@sitdesiavlogs5579 19 часов назад
Right ଲାଞ୍ଜ ହେଉଛି ।
@ranjansisa5026
@ranjansisa5026 3 дня назад
ନିଆତି ଜିଲ୍ଲା ଭିତ୍ତିକ ହେବା ଦରକାର ।
@SumitraMahalik-wc5km
@SumitraMahalik-wc5km 2 дня назад
Bhai tame ta high court upare rahiba darkar athi kn pai ray deuchha
@SarajNayak-e4q
@SarajNayak-e4q 2 дня назад
Correct points sir❤
@rameshbiswas8778
@rameshbiswas8778 3 дня назад
Actually, ଏଥିରେ ସବୁ ପାଇସା କାରବାର ହେଇଛି। ନ ହେଲେ କଉଠି ଗଲା ଆମ mark, normalize mark। Exam ତ ଗୋଟିଏ ଦେଖାଣିଆ, network ଚାଲିଛି ସେପଟରୁ କିଏ ପାଇବ କିଏ ନ ପାଇବ।
@bishnumirdha7672
@bishnumirdha7672 День назад
Sata Katha kahileb sir ❤❤
@TopWrestlingFight
@TopWrestlingFight 2 дня назад
Apana Ama paschim odisha kotha bujhi chanti kii?Ama district pila ra aarthik abasta bhala nuhon,tanke state cadet re competition koriparibeni.... Sethipai District Nijukti diajau...
@RunuMajhiRunu
@RunuMajhiRunu 2 дня назад
Congratulations and best of luck it's necessary 🎉❤🎉 thanks 👍🙏
@SibaramBhatra-j3m
@SibaramBhatra-j3m 5 дней назад
Right
@nandabadnayak1818
@nandabadnayak1818 2 дня назад
ଅଭିଭକ୍ତ କୋରାପୁର ଓଡ଼ିଶାର ସମ୍ପୂର୍ଣ୍ଣ ଅଲଗା ହେବାକୁ ଯାଉଛି l ଦେଶିଆ କେନ୍ଦ୍ର ଶାସିତ ଅଞ୍ଚଳ l
@patracreation3071
@patracreation3071 5 дней назад
All odisha jillabhitika haba darkar
@mohitgorada77
@mohitgorada77 День назад
All others districts people are just ignoring Southern districts it's 💯 tru.
@bandhukrisani4298
@bandhukrisani4298 2 дня назад
ସରକାରଙ୍କ ସବୁ ପ୍ରକାର ଅପ ବ୍ଯବହାର ପ୍ରତିକ୍ରିୟା ଅବିଭକ୍ତ କୋରାପୁଟ ପାଇଁ ବନ୍ଦ କରାଯାଉ। ଏହାର ଗୋଟିଏ ମାତ୍ର ମାଧ୍ଯମ ଅବିଭକ୍ତ କୋରାପୁଟକୁ ରାଜ୍ଯ ମାନତା ଦିଅାଯାଉ। ପର କଥା ପରେ ଦେଖାଯିବ। ଏହା ହିଁ ଅବିଭକ୍ତ କୋରାପୁଟ ଜିଲ୍ଲା ଉନ୍ନତ ପାଇଁ ଉପଯୁକ୍ତ।
@prahalladpentia1375
@prahalladpentia1375 2 дня назад
Anchor ଭୁଲ ତଥ୍ୟ ଉପସ୍ଥାପନା କରୁଛନ୍ତି ।
@bhagatsoura136
@bhagatsoura136 2 дня назад
Excellent sir 👍👍👍👍👍
@nayak2385
@nayak2385 12 часов назад
College medical University sobu tho bbsr korilo district jako thik develop kori thila a sobu problem hei notha tha...goribo logo asi paru naha thi tomoro bbsr study...pain ya treatment pain😢😢 .800 km travel kori treatment koribo naa sia moribo????
@RaghunathParaja-u5q
@RaghunathParaja-u5q 2 дня назад
ଅଭିବକ୍ତ କୋରାପୁଟ ଜିଲ୍ଲା କୁ ଦେଶିଆ ଅଞ୍ଚଳ ରାଜ୍ୟ ମାନ୍ୟ ତା ଦିଅ ଯେଉଁ ମାନେ କହୁଛନ୍ତି ସୂତନ୍ତ୍ର ରାଜ୍ୟ ଗୋଟନ ହେଉ ଦେଶିଆ କହି ବେସିୟା କୁହ ନାହିଁ ଆମେ କହୁଚୁ ଏଟିର ପିଲା କଣ ପାଇଁ ଚାକିରୀ ପାଇଲେ ନି କୁହନ୍ତୁ କୋରାପୁଟ 900 ରୁ 40 ପାଇଲେ କିଏ ନଜାଣି ଛନ୍ତି ସେମା ନେ ଟଙ୍କା ଦେଇ ଚାକିରୀ କରି ଆସିଛନ୍ତି ଆମେ smc କମିଟି ପୁରେଇ ଦେବୁ ଦେବୁ ଦେବୁ ନାହିଁ କୋରାପୁଟ ପିଲା ପାଟ ପଡ଼ି କଣ କରିବେ କୁହନ୍ତୁ ପାଟ ପଡ଼ିଲେ ଚାକିରୀ ପାଇଲେ ନାହିଁ ବାହାର ପିଲା ଆସି ଚାକିରୀ କରିଲେ କୋରାପୁଟ ପିଲା ପାଟ ପଡ଼ି ଲାଭ ହେଉଛି hydrabd ଆନ୍ଦ୍ରପ୍ରଦେଶ ତାମିନାଡୁ ଗୁଜୁରାଟ ଟୀକା ଦାର ମାନଂକୁ ସରକାର ଟିକେ ଚିନ୍ତା କରନ୍ତୁ ଗରିବ ଆଦିବାସୀ ପିଲାଙ୍କ କେତେ କୋଷ୍ଟ ରେ ପାଟ ପଡେଇ ମଣିଷ କରିବେ ଆଉ ଚାକିରୀ ଦେବା ବେଳେ ଜୀବନ ରେ ମାରୁଛ ପାଶୀ ଦଣ୍ଡ ବି କମ ନାହିଁ ଏ ମୂର୍ଖ ସରକାର ଅଭିବକ୍ତ କୋରାପୁଟ ଦିନେ ନା ଦିନେ ନିଆଁ ଜଳିବ ସେତେବେଳେ ମାଓ ବାଦୀ ର ଆଶ୍ରୟ ସ୍ଥଳୀ ହେବ ପିଲାକୁ ଚାକିରୀ ନଦେବେ ମାଓ ବାଦୀ ରେ ସାମିଲ ହେବେ କଣ ଉପାୟ ନାହିଁ ଜୀବନ ତାଉ ତାଉ କୋରାପୁଟ ପିଲା କୁ ମାରି ଦେଇଛ ଏଇଟା କୁ ଆମେ ବୋର ବିରୋଧ କରୁଛୁ ଆଦିବାସୀ ପିଲା ପାଟ ପଡ କୋଟା ଅଛି ଚାକିରୀ ଦେବୁ ସିକିତ ହୁଅ ଜାଗ୍ରତ ହୁଅ କହିଲ ଟୋକି ଦେଲ ଲାଷ୍ଟ ଉପାୟ ନାହିଁ ଚାକିରୀ ଦେଲେ ଆମେ ମରିଲୁ
@kamakshyakunal1861
@kamakshyakunal1861 2 дня назад
angya apna ac room re bosi kahiba sohojo kebe ground level re aasiki nije report korontu tebe jani paaribe .au 4th pillar heiki emiti rumours spread koriba ta thk nahi.
@prafullamohantakumar8941
@prafullamohantakumar8941 23 часа назад
ନବରଙ୍ଗପୁର, କୋରାପୁଟ ରେ ପୋଷ୍ଟ ବାହାର କରିବା ବନ୍ଦ୍ କରିଦିଅ, ଆଉ ପୁରୁଣା ଶିକ୍ଷକ ମାନକୁ transfer କରିଦିଅ କୋରାପୁଟ ଓ ନବରଙ୍ଗପୁର କୁ
@BKumarflutter123
@BKumarflutter123 2 дня назад
Ghara pakhare nai be chora.... group C&D post ku district level selection korajau kohuchu...
@BaliramBhatra-qy5nv
@BaliramBhatra-qy5nv 5 дней назад
Right sir
@kabitanayak1066
@kabitanayak1066 День назад
Sir ଗଣଶିକ୍ଷକ ମାନେ ନିଜ ଜିଲ୍ଲା ରେ local ariare ଘର ପାଖରେ ସରକାରୀ ଚାକିରୀ 15ବର୍ଷ ଧରି ରହିଲେଣି ସେ ବିଷୟରେ କିଛି କୁହନ୍ତୁ
@veerbhatra8013
@veerbhatra8013 5 дней назад
ଦେଶଭିତ୍ତିକ ଶୀଘ୍ର କରିଦିଅ,,,,,ଯାହା ଦରମା ଦେଉଛ. ଆଉ କୁହନି ୧୧୦୦୦,,,,ତୁମ ନେତାଙ୍କ ମୋବାଇଲ ପୋଷ୍ଟ ପ୍ଯାଡ୍ ଖର୍ଚ୍ଚ
@mkmahanta8554
@mkmahanta8554 5 дней назад
Jauthi 1lakhs achhi se job nei Bhai kete post achhi
@BhubanKrishna
@BhubanKrishna 2 дня назад
Media bala kie bhuju nahanti kahinki naa other district ro sabu
@psnaik-h1k
@psnaik-h1k 2 дня назад
Ghara pakhare kou kete ta office achi be bhokua
@krushkhara8542
@krushkhara8542 4 дня назад
Actually right sahu sir
@debasishbalabanta192
@debasishbalabanta192 2 дня назад
This is the bank 🔥 fire Against corruption( କିଛି corrupted ଲୋକମାନଙ୍କ ପାଇଁ ଆଜି ଏଭଳି ସମସ୍ୟା )
@santoshgond8614
@santoshgond8614 2 дня назад
ନବରଙ୍ଗପୁର ଜିଲ୍ଲା ଆମର ଜିଲ୍ଲା ଚାକିରି ପାଇବେ ଆମର ପିଲା
@prakashmohapatra8435
@prakashmohapatra8435 5 дней назад
Previous govt and present govt are well known regarding this recruitment process. If process carried out properly then where is score of candidates and where is cutoff marks ? High court has given order to publish the marks of candidates and cutoff also. Education minister should read verdict of honourable High Court.
@mr.durjyadhan3988
@mr.durjyadhan3988 3 дня назад
All right 👍👍
@PopOut-l2l
@PopOut-l2l 2 дня назад
କଥା ଉପରେ କଥା କହୁଛ ରିପୋର୍ଟର ମହାଶୟ 😂🤣
@sitdesiavlogs5579
@sitdesiavlogs5579 19 часов назад
ଆଗାମୀ ଦିନରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଗୋଟିଏ ରାଜ୍ୟ ହେବ।
@umapatel5937
@umapatel5937 23 минуты назад
Sir distract wise nijukti karajau bhala heba sabu pua jhia Mane other district patha padhuchhanti nijadistrict ra pua au jhia Mane patha padhu nahanti
@SUNADHARKRISANI-r2o
@SUNADHARKRISANI-r2o 6 часов назад
ଆମେ ଜିଲ୍ଲା ଭିତିକ କହୁଛୁ ଠିକ୍ ସେ ଅଭିଭୁକ୍ତ କୋରାପୁଟ ରେ ଦିଆଯାହୁ ଚାକିରି
@brahmanandaroul3193
@brahmanandaroul3193 5 дней назад
Off line ରେ exam. ହେଲେ, ଆଉ ମଧ୍ୟ OMR ସିଟ କୁ exam. ସେଣ୍ଟର ରେ ସ୍ଛାନିଙ୍ଗ କରାଗଲେ, ଦୁର୍ନୀତି ହଟିବ, ଉପଯୁକ୍ତ ପିଲା ପାଇବେ l
@bikramlisha75
@bikramlisha75 2 дня назад
Mate amarica Ra post hou hela government job hou
@ChinmayaMohapatra42
@ChinmayaMohapatra42 5 дней назад
Malkanagiri/Nabarangapur/Koraput ra ebe jetiki pila select heichanti semane kan paisa deiki job paichanti na merit ru paichanti???? Tk semananku pacharantu plz
@Rama63720
@Rama63720 19 часов назад
ଘର ପାଖରେ ନୁହେଁ ଘରଭିତରେ ଦେବା କଥା କୁହ ....... ମିଡ଼ିଆ ବାଲା. ....ନା ବନ ମଣିଷ ସମସ୍ତେ ବୁଝୁଛନ୍ତି.....ମିଡ଼ିଆ ବାଲା କଣ ...ବଳ ନା ବାଳ କହୁଛ ୬କୁ ୯ 🤗🤗🤗🤗 MKG....... 👍 30 ନମ୍ବର ନୁହଁ ୧ ନୁମ୍ବର
@ramapujari99
@ramapujari99 День назад
ସିଧା ଦେଶିଆଞ୍ଚଳ ହେଉ ଓଡ଼ିଶା ସରକାର କୋରାପୁଟ ଜିଲ୍ଲା ପାଇଁ କିଛି କରିବେ ନାହିଁ ।
@RiteshDami
@RiteshDami 2 дня назад
ଆମର ଚାରି ଜିଲ୍ଲାରେ ଅନେକ ପାଠୁଆ ଅଛନ୍ତି, ହେଲେ ଆମକୁ ଚାକିରୀ ନ ଦେଇ ସବୁ କଟକ, ଭୁବନେଶ୍ୱର, ବାଲେଶ୍ୱର ପିଲାଙ୍କୁ ଚାକିରୀ ଦେଉଛନ୍ତି, ଆମର ପିଲା ମାନଙ୍କୁ ମଧ୍ୟ ଦିଅ ଯାଉ,
@HimanshuNayak-wd1nw
@HimanshuNayak-wd1nw 5 дней назад
Then odisha should be separate 😮😮😮😮
@subashbagh7272
@subashbagh7272 2 дня назад
Ghara pakha katha kuhaa houni *agya Jilla bhitika nijukti kuhahouchhi
@Vijaya070
@Vijaya070 День назад
ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଆନ୍ଧ୍ର ପ୍ରଦେଶ ରେ ମିଶିଯିବା ଭଲ ହେବ
@BhimesenMajhi
@BhimesenMajhi 2 дня назад
ଏକ ମାତ୍ର କଥା ହେଉଛି ଆମକୁ ଗୋଟିଏ ରାଜ୍ୟ କରିଦିଅନ୍ତୁ
@jeetendranayak3058
@jeetendranayak3058 2 дня назад
ଏଇ ମିଡ଼ିଆ ବାଲା କିଛି ନଜାଣି କହୁଛି ବେ
@PhagunaGouda-k6v
@PhagunaGouda-k6v 3 дня назад
ଆପଣ ସଠିକ କଥା ବୁଝି ନାହାନ୍ତି ଆଊ ନେବତ୍ସ କରୁଛନ୍ତି ଓଡିଶା ସରକାର ଆମ 4 ଜିଲ୍ଲା ଅଣଦେଖା କରୁଛି
@sagarmondal7897
@sagarmondal7897 4 дня назад
Good dission
@AnandKumarSori-q4j
@AnandKumarSori-q4j 2 дня назад
Media odia bujhi paruni kia tnku bujhao Ghoro pakhore nijukti chalini Jila bhitiko nijukti chalichi Bhai
@gourav8206
@gourav8206 2 дня назад
Hoire sola anchor, khotha so many dhongo re heunu.
@SitaramGond-l9g
@SitaramGond-l9g 2 дня назад
Are bhai phaltu katha kuha nh pagal sola primary school ra pila ku ama adivasi vasare podhei paribeki ???? Mentality vala ochi to
@KARNAFF730
@KARNAFF730 5 дней назад
Thikk, RI exam news dekho 15lakh dia chakiri nia
Далее
Hurricane Milton: Storm damage in Fort Myers, Fla.
01:05