Tarini Temple I Biribati I Cuttack I
Its situated at distance of 22km from cuttack new bus stand. Nearest railway station cuttack railway station.
Located near cuttack-paradeep NH
ବିରିବାଟି ତାରିଣୀ ମନ୍ଦିର କଟକ ର ବହୁତ ପୁରୁଣା ମନ୍ଦିର ଅଟେ I ଏହା କଟକ ର omp ଛକ ରୁ ମାତ୍ର 17 କମ ଦୂରରେ ଅବସ୍ଥିତ. ମନ୍ଦିର ସମୁଖ ରେ କଟକ-ପାରାଦ୍ୱୀପ ରାଜପଥ ଓ ପଛପଟେ ତାଳଦଣ୍ଡା କେନାଲ ବହି ଯାଇଛି I
20 окт 2024