Тёмный

🔴LIVE || ବଡ ଠାକୁରଙ୍କୁ ନେଇ ରାଜନୀତି କେତେ ଠିକ୍ ? || MANTHAN || Odisha Reporter 

Подписаться
Просмотров 4,7 тыс.
% 24

#odishareporter #srimandir #puri #jagannathyatra #rathayatra #balabhadrapahandi
ପହଣ୍ଡି ବେଳେ ବଡ ଠାକୁର ହାମୁଡେଇ ପଡିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଥମିବାର ନା ନେଉନି। ଏହାରି ଭିତରେ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେପଟେ ସୋସିଆଲ ମିଡିଆରେ ବି ଏହାକୁ ନେଇ ନାନ କଥା ପ୍ରକାଶ ପାଉଛି। ସେବାୟତ ଗୋଷ୍ଠୀ ମଧ୍ୟ ଏହାକୁ ନେଇ ଦୁଇ ଫାଳ। ତେବେ ଘଟରାକୁ ନେଇ ଚର୍ଚ୍ଚାରେ ରୋକ ଲାଗିବା ଦରକାର କି ନାହିଁ, ଦେଖନ୍ତୁ ମନ୍ଥନରେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaReporteronRU-vid
Web: odishareporter.in
Facebook: OdishaReporter/
Twitter: OdishaReporter
Telegram: telegram.me/Odisha_Reporter_official
Instagram: odishareporter_official
#OdishaReporter

Опубликовано:

 

12 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2   
@TOPMOVIEREVIEW-t2x
@TOPMOVIEREVIEW-t2x 2 месяца назад
କୋଉଠି ଥିଲ ଯେବେ ରତ୍ନଭଣ୍ଡାରର ନା ନେଇ ବିଜେପି ରାଜନୀତି କରୁଥିଲା।
@lundabaske9095
@lundabaske9095 2 месяца назад
Mobail ra bhul nanhi sebakankara bhul