Тёмный

🔴LIVE | Aparajita Sarangi Writes To CM After Being Detained For 2 hrs By Miscreants In Bhubaneswar | 

Odisha Reporter
Подписаться 2,5 млн
Просмотров 430 тыс.
50% 1

🔴LIVE | ‘ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ କିଏ 5 ମିନିଟ୍ ଅଟକାଇ ପାରିବ?’ MP Aparajita Sarangi writes to Odisha CM after being detained for 2 hrs by miscreants in Bhubaneswar | 26-12-2023 | Odisha Reporter |
ଭୁବନେଶ୍ୱର ବୁଦ୍ଧେସ୍ୱରୀ କଲୋନୀରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ ଘଟଣା | କ୍ଷୋଭର ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ |
#aparajitasarangi #cmnaveenpatnaik #letter #protest #odishagovt #cmoodisha #mpaparajitasarangi #odishapolitics #odishanews #bhubaneswar #odisha #odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#aparajitasarangi #cmnaveenpatnaik #letter #protest #odishagovt #cmoodisha #mpaparajitasarangi #odishapolitics #odishanews #bhubaneswar #odisha #odishareporter

Опубликовано:

 

11 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 300   
@manojpatnaik9605
@manojpatnaik9605 9 месяцев назад
Excellent Maam We. Want To U Be our CM
@mamataranitripathy7152
@mamataranitripathy7152 9 месяцев назад
Great 👍 mam
@kuanrtudu9960
@kuanrtudu9960 9 месяцев назад
BJD ନେତା ସବୁ ବେଳେ ଏମିତି ଦିଶୃଙ୍ଖଲା ସୃଷ୍ଠି କରନ୍ତି । ୨୦୨୪ ଜବାବ ଦୀୟାଯିବ ।
@naliniranjansamantaray9989
@naliniranjansamantaray9989 9 месяцев назад
ଜର ବାଉଳି ରେ ତାଟିଆ କାମୁଡିବା ଭଳି ବିଜେଡ଼ି ଜାଣିଛି ନିଶ୍ଚିନ୍ତ ମାଡାମଙ୍କର ଆଗାମୀ ନିର୍ବାଚନ ରେ ଜୟ । ତେଣୁ ବିଜେଡ଼ି ସହି ପାରୁନାହଁ।ମାଡାମ ମୁଖ୍ୟମନ୍ତୀ ହେବା ଉଚ଼ିତ ।
@prangyarajput7869
@prangyarajput7869 9 месяцев назад
Prabhu jagarnath aparajita madam nku ashirbad diantu
@salilakumardalai2787
@salilakumardalai2787 9 месяцев назад
Jagannath ashri keunthu miliba jie prabhu nku birodha kare
@PrasantaMohapatra-yg8fo
@PrasantaMohapatra-yg8fo 9 месяцев назад
ଏହା ବିଜେଡି ର ଵିନାସ କାଳେ ଵିପରିତ ବୁଦ୍ଧି।।
@manoranjanpanda5536
@manoranjanpanda5536 9 месяцев назад
ଏହେଉଛି ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ଶାସନର ନମୁନା, ଏମାନେ କଲେ ଲୀଳା ଅନ୍ୟ କିଏ କଲେ କୀଳା, ଜୟ ଜଗନ୍ନାଥ,
@prasantapurohit3646
@prasantapurohit3646 9 месяцев назад
ଅପରାଜିତା next C. M ବିଜେଡ଼ି ଛାନିଆ
@sasmahapatra2654
@sasmahapatra2654 9 месяцев назад
True 💯
@rajendramajhi2880
@rajendramajhi2880 9 месяцев назад
True
@SumanSuman-ci7fh
@SumanSuman-ci7fh 9 месяцев назад
True
@basudevraita9630
@basudevraita9630 6 месяцев назад
Yes
@ayushbehera9981
@ayushbehera9981 5 месяцев назад
​@@sasmahapatra265400😊...😅 . 😅m
@KumarJena-dd8oc
@KumarJena-dd8oc 7 месяцев назад
ଜନତାଙ୍କ ସୁଖଦୁଃଖ ସାଥୀ ର ଅନ୍ୟ ଏକ ନାମ ଅପରାଜିତା ଷଡ଼ଙ୍ଗୀ। Jay Jagannath. Long live Aparajita sarangi
@brahmanandapradhan4859
@brahmanandapradhan4859 9 месяцев назад
Mp ମାନକ ପାଇଁ ନିୟମ କାନୁନ ତିଆରି କରାଯାଉ ଓ ଦୋଷୀ ଙ୍କୁ କଡ଼ା ଦଣ୍ଡ ଦିଆଯାଉ।
@ganeshpanigrahi5258
@ganeshpanigrahi5258 9 месяцев назад
ବ୍ୟକ୍ତିଗତ ସ୍ବାର୍ଥରୁ ଉର୍ଦ୍ଧ୍ଵରେ ରହି ରାଜ୍ୟର ଜନସାଧାରଣଙ୍କୁ ସଚେତନ ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ସୁଚିନ୍ତିତ ବୁଦ୍ଧି ଓ ବିବେକର ସହ ବିଭିନ୍ନ ଦିଗକୁ ଅଗ୍ରସର ହେବା ଆବଶ୍ୟକ, ଯାହା କି ଅପରିହାର୍ଯ୍ୟ ଅଟେ...
@purnachandraaruk9561
@purnachandraaruk9561 8 месяцев назад
❤thanks.madam❤🎉🎉aapananku.koti.pranam🎉🎉
@binayakasahu8928
@binayakasahu8928 9 месяцев назад
Upcoming CM My best leader Aparajita ji ..Only really good politician and good administrator... people of Odisha must changes in Odisha only vote for Aparajita ji..in all Odisha... Namaste ji....
@gajendrapatra1621
@gajendrapatra1621 9 месяцев назад
Absolutely right 👍
@nandinikhandagiri731
@nandinikhandagiri731 8 месяцев назад
Àaaaaaaa
@Sidhusahu-si9kl
@Sidhusahu-si9kl 7 месяцев назад
Right bro ...❤❤
@DamaMajhi-l7d
@DamaMajhi-l7d 7 месяцев назад
Hi​@@gajendrapatra1621
@Prasantakumarpattanaik-w6k
@Prasantakumarpattanaik-w6k 6 месяцев назад
ଅପରାଜିତା ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ।
@sankarprasadnayak4186
@sankarprasadnayak4186 6 месяцев назад
Right❤❤❤
@bishnucharansahoo6256
@bishnucharansahoo6256 9 месяцев назад
Correct aparajita madam, thanks.
@prangyarajput7869
@prangyarajput7869 9 месяцев назад
God bless athi ghor anyay heuchhi bjd sarkar re
@prangyarajput7869
@prangyarajput7869 9 месяцев назад
Jani Sunil pre planing kariki aparajita madam nka character ku bi anguli uthauchhanti sale harami gadh loka odisha basi kukur bastart sale bhal loka ku kharap kahi kahi sale aji sabutharu besi garib bekari samasya corruption chaleichhanti mada karbar ku Kain roki parun taaa
@RoseRose-l5d
@RoseRose-l5d 6 месяцев назад
Barahabbutu
@santoshpradhan4520
@santoshpradhan4520 9 месяцев назад
ଅନନ୍ତ ବାବୁ ,ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଜନସାଧାରଣ ମଧ୍ୟ ଭୋଟ ଦେଇଛନ୍ତି ତାଙ୍କୁ ସାଧାରଣ ଲୋକ ତାଙ୍କ ଗାଡ଼ି କୁ ଅଟକାଇ ପ୍ରଶ୍ନ କରିପାରିବେ ବୋଲି ପରୋକ୍ଷ ରେ କହିଛନ୍ତି ଏଥି ପାଇଁ ଆମ cm ପ୍ରସ୍ତୁତ ହୋଇ ପାରିବେ କି ??
@surendranathsatapathy8654
@surendranathsatapathy8654 9 месяцев назад
ଆମ ଓଡିଶାରେ ମହାମହିମ ରାଷ୍ଟ୍ରପତିଙ୍କୁ ଅପମାନ କରାଯାଇଥିଲା. ଆଉ ଅପରାଜିତା ମାଡାମଙ୍କୁ ଅଟକେଇବା ବିଜେଡି ପାଇଁ କିଛି ବଡକଥା ନୁହେଁ. ଅନନ୍ତ ନାରାୟଣ ଜେନାଙ୍କ ଦମ ଥିଲେ ଧର୍ମେନ୍ଦ୍ର ପ୍ରଧାନ/ଅମିତ ସାହା କେନ୍ଦ୍ର ମନ୍ତ୍ରୀଙ୍କୁ ରାସ୍ତାରେ ଅଟକେଇ ଦେଖନ୍ତୁ. କେନ୍ଦ୍ର ସରକାର ଅପରାଜିତା ମାଡାମଙ୍କ ସୁରକ୍ଷା ଦାୟିତ୍ୱ ନେବା ଜରୁରୀ . ଜୟ ହିନ୍ଦ. ଜୟ ଭାରତ.
@srikantmohanty5397
@srikantmohanty5397 9 месяцев назад
pandiya gote badmas loko
@niranjanpanda8574
@niranjanpanda8574 9 месяцев назад
Ethi bi Gundaraj.
@sureshtripathy1806
@sureshtripathy1806 9 месяцев назад
ଅନନ୍ତ ବାବୁ ଆପଣଙ୍କ ଉତ୍ତର ଉତ୍ତକ୍ତ କାହିଁକି ଆପଣ ପ୍ରଥମେ ଶାଳୀନତା ଅବଲମ୍ବନ କରନ୍ତୁ କାରଣ ଆପଣ ଜଣେ ଲୋକ ପ୍ରତିନିଧି |
@gyanabratamohanty4219
@gyanabratamohanty4219 9 месяцев назад
ସୁରକ୍ଷାରେ ପାତର ଅନ୍ତର, ଅତି ତଳକୁ ଖସି, ଚରିତ୍ରକୁ ଦୋଷାରୋପ ଇତ୍ୟାଦି ଅତି ହୀନ, ଜଘନ୍ୟ ରାଜନୀତିକୁ ସୂଚନା ଦିଏ | ଅନୁରୋଧ - ସବୁ ଦଳ ମିଳିମିଶି ଓଡିଶାର ଉନ୍ନତି କଥା ଚିନ୍ତା କରନ୍ତୁ | 🙏🙏🙏🙏
@ShantanuMishra-lw8zp
@ShantanuMishra-lw8zp 9 месяцев назад
ମାଡାମ ମୁଖ୍ୟମନ୍ତ୍ରୀ ଙ୍କ ଗାଡିକୁ 5 ମିନିଟ କାହିକି 5 ସେକେଣ୍ଡ ବି କେହି ଅଟକାଇ ପାରିବେ ନାହିଁ. କାରଣ ତାଙ୍କ ଚାରିପଟେ ଦେଶୀ, ବିଲାତି, ଜର୍ମାନୀ, ଇତ୍ୟାଦି ଇତ୍ୟାଦି ଘେରି ରହିଥିବେ.
@ramachandrapanda5931
@ramachandrapanda5931 9 месяцев назад
ମୁଖ୍ୟମନ୍ତ୍ରୀ ସଚେତନ ଅବସ୍ଥା ରେ ରହିବା ର ସନ୍ଧେହ କୁ ଏଥିରୁ ସମସ୍ତେ ବୁଝି ନେବା ଦରକାର l
@prasankumarkanhor9479
@prasankumarkanhor9479 9 месяцев назад
Kahi Rani...kahi chandrakani....
@bhikaripradhan3777
@bhikaripradhan3777 9 месяцев назад
ଭଲ ଲୋକଙ୍କୁ ସହଯୋଗ ବଦଳରେ ପ୍ରତିବାଦ କରିବା ଅଭ୍ୟାସ
@MadhusudanDigal-c7y
@MadhusudanDigal-c7y 6 месяцев назад
Ok
@bharatpradhan5724
@bharatpradhan5724 9 месяцев назад
E heichhi Pandian ra Raj . Odisha re sachiba ku suraksha dei heba kintu sansad ku nuhen .Wah Odisha politics .
@bijanpradhan8822
@bijanpradhan8822 9 месяцев назад
Bad Sarkar ku hatai Dia jau
@Mykrishna13222
@Mykrishna13222 9 месяцев назад
Cm candidate of odisha
@PrasantaMohapatra-yg8fo
@PrasantaMohapatra-yg8fo 9 месяцев назад
ଏହା ଗଣତନ୍ତ୍ରର ହତ୍ୟା ପାଇଁ ଏକ ଅଭିନବ ଷଡ଼ଯନ୍ତ୍ର।।
@ugresenlenka3495
@ugresenlenka3495 9 месяцев назад
ଆପଣ ମାନେ ଅନନ୍ତ ବାବୁ କ'ଣ ପାଇଁ ଅଛନ୍ତି, ସେଥିପାଇଁ ଆପଣ ଙ୍କ ସରକାର ମଧ୍ୟ ଦାୟୀ ।
@BenudharMajhi-oj2dd
@BenudharMajhi-oj2dd 9 месяцев назад
BJD police ପାଇଁ ଏସବୁ ଘଟୁଛି
@pintupradhan7017
@pintupradhan7017 9 месяцев назад
Thanks
@subhadrikadas-mt2et
@subhadrikadas-mt2et 9 месяцев назад
ଅପରାଜିତି ଶଗଡ଼ି କୁ 1ବରଶ ଦାଇତ୍ୱ ଦିଅ ଦେଖୀବ କଣ କରିବେ ଓଡିଆ ପାଇଁଁ ଦିଅ ଶାସନ ଜୟ ଓଡିଶା
@dusmantapatro9295
@dusmantapatro9295 9 месяцев назад
You are great
@mundarama1122
@mundarama1122 9 месяцев назад
ପରମ ମଗିଆ ବିଜେଡି କର୍ମୀ
@jagannathpanigrahi5286
@jagannathpanigrahi5286 9 месяцев назад
ଅନନ୍ତ ନାରାୟଣ ଜେନା କୁହନ୍ତୁ।ଲୋକ କ୍ଷୋଭ ପ୍ରକାଶ କରି ଅପରାଜିତା ଙ୍କ ପାଖଯାଏ କହିଁକି ଗଲେ ? ସେ ନିଜେତ ଶାସକଦଳର ଜଣେ ଜନ ପ୍ରତିନିଧି ତାଙ୍କ ପାଖକୁ କାହିଁକି ଗଲେ ନାହିଁ। ସେ କାହିଁକି ତାଙ୍କ ସମଶ୍ୟା ଜାଣି ପାରିଲେ ନାହିଁ।
@SantoshMeher-v4h
@SantoshMeher-v4h 9 месяцев назад
25 ର ଶାସକ ଦଳ କିଛି ଲୋକ ଙ୍କର କିଛି କାମ କରି ପାରିଲେନି । ଏତ 5ବର୍ଷର ନେତା ଏ ହୋଉଛନ୍ତି ଶାସକ ଦଳ ସ଼ହିପାରୁ ନାହାନ୍ତି
@bibhutibhusanbehera5147
@bibhutibhusanbehera5147 8 месяцев назад
Very good News reporter
@Akhaya-y2q
@Akhaya-y2q 7 месяцев назад
ମୁଖ୍ୟମନ୍ତ୍ରୀଙ୍କ ପାଇଆଇନୀକିଛିନାହି
@BIBHANSUODIAVLOG
@BIBHANSUODIAVLOG 9 месяцев назад
U r right
@JharnaKhusi-cs8tc
@JharnaKhusi-cs8tc 7 месяцев назад
😊
@maheshkumarbag5464
@maheshkumarbag5464 9 месяцев назад
B J D Netajaupratikria Rakhile Taha Ajogyaate Jay Jagarnath Suwami ❤❤❤🎉🎉
@SantoshMeher-v4h
@SantoshMeher-v4h 9 месяцев назад
ଏମାନଙ୍କ ଗାଣ୍ଡି ଫାଟି ପଢିଲାଣି ସେଥି ପାଇଁ ଅଟକ ରଖିଛନ୍ତି ମୋଦି ସିଲେଇ ଦେବେ ସମୟକୁ ଅପେକ୍ଷା କର।
@BinatiBhoi-pi2nz
@BinatiBhoi-pi2nz 5 месяцев назад
Jay jagannatha
@PrasantaMohapatra-yg8fo
@PrasantaMohapatra-yg8fo 9 месяцев назад
ଆଜି ଯେଉଁ ମାନେ ଏଭଳି ଅସାମ୍ବିଧାନିକ, ଅସାମାଜିକ କାର୍ଯ୍ଯ କରିବାକୁ କିଛି ମହିଳା ଓ ଗୁଣ୍ଡା ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ..... ସେମାନେ ମନେରଖିବା ଦରକାର ଆଗାମୀ ଦିନରେ କଣ ରହିବ ଅବସ୍ଥା ?
@dandumarandi1771
@dandumarandi1771 9 месяцев назад
corect news
@srisaidesignvastu9209
@srisaidesignvastu9209 9 месяцев назад
ଅପରାଜିତା ଜିନ୍ଦାବାଦ
@ommsundarampradhan6797
@ommsundarampradhan6797 6 месяцев назад
ରାଇଟ୍ ମାମ
@sahadevsingh6814
@sahadevsingh6814 8 месяцев назад
ଅନନ୍ତ ଜେନା ବେହିଆ ପଣରେ ସରି ଯାଇଛନ୍ତି, ନିଜେ ଭୟ ଭୀତ ଥାଇ ଅନ୍ୟକୁ ଦୋଷ ଦେଉଛ ଏ କେତେ ନମ୍ବର ବେହିଆ!
@SnehalataPradhan-gw1lc
@SnehalataPradhan-gw1lc 6 месяцев назад
Thanks madam aapana punithare asibe 🙏🙏
@nalinibarik1689
@nalinibarik1689 9 месяцев назад
Aparajita headstrong
@SukantiPradhan-il5lc
@SukantiPradhan-il5lc 6 месяцев назад
👌👌
@tilucreations
@tilucreations 9 месяцев назад
*ଏଠି ତ ପାଣ୍ଡିଆନ ଶାସନ ଚାଲିଛି* , ଦୁଃଖ ର କଥା ଯୋଉ ଲୋକ ପାଇଁ ସେ ଆଜି ଛାୟା ମୁଖ୍ୟମନ୍ତ୍ରୀ , ଆଜି ଗଣମାଧ୍ୟମ କିଛି ପ୍ରଶ୍ନ କଲେ ବୁମ କୁ ଠେଲି ଦେଉଛି. ଏଠି ଗଣତନ୍ତ୍ର ନା ରାଜତନ୍ତ୍ର ଚାଲିଛି ବୁଝି ହେଉନି. ଆଉରି ପରୀତାପ ର କଥା, ମହାପ୍ରଭୁ ଜଗନ୍ନାଥ ଙ୍କୁ ନେଇ କି ଶାସକ ଓ ବିରୋଧୀ ଦଳ ଯୋଉଁପରି ସମୁଦ୍ର ମନ୍ଥନ କରୁଛନ୍ତି , ବିଚାର ଭଗବାନ ଭାବୁଥିବେ .. "ବିଚରା ମଣିଷ , ସ୍ୱାର୍ଥ ପାଇଁ କେତେ ତଳକୁ ଖସିଗଲା"
@mishrapramod9129
@mishrapramod9129 9 месяцев назад
Unfortunate
@SwadharmaOdisha
@SwadharmaOdisha 6 месяцев назад
Right
@srisaidesignvastu9209
@srisaidesignvastu9209 9 месяцев назад
ମଦୁଆ ଓ ବେଧୁଆ କ'ଣ କେବେ କ୍ଷୋଭ କରିବେ ?
@ArakhitaBaralArakhita
@ArakhitaBaralArakhita 7 месяцев назад
@studywithme1961
@studywithme1961 9 месяцев назад
ରହରେ ମାଗିଆ ଇଲେକ୍ସନ ରେ ତୁମ ବିଜେଡି କୁ ଉତ୍ତର ମିଳିବ.....
@binayakasahu8928
@binayakasahu8928 9 месяцев назад
All people of Odisha must changes govt in 2024 ..only vote for Aparajita ji...then we can see the development of Odisha.....
@Anupyourmail
@Anupyourmail 9 месяцев назад
Yes haba
@subhadrikadas-mt2et
@subhadrikadas-mt2et 9 месяцев назад
ପୁଅ କଥା ମା ବୁଝେ bjp
@shreeramtudu8006
@shreeramtudu8006 9 месяцев назад
Aparajita madam must be next c m
@taranipadhan8416
@taranipadhan8416 9 месяцев назад
ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଗୁଣ୍ଡା ଗିରି ଚାଲିବ ଆପଣ ଯାହା କରିବେ କରନ୍ତୁ କେହି କିଛି କରି ପାରିବ ନାହିଁ
@dibyasinghparida4360
@dibyasinghparida4360 9 месяцев назад
ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି,ପୋଲିସ୍ ପ୍ରଶାସନ ସଜାଗ ରହିବା ଦରକାର,
@balajipanigrahi906
@balajipanigrahi906 9 месяцев назад
Odisha raa madua cm😮
@babulibehera3750
@babulibehera3750 9 месяцев назад
Jay Jagannath dharma ra heba Jay 2024
@narenkumar1432
@narenkumar1432 6 месяцев назад
ନିଜର ଯୋଗ୍ୟତା କୁ ତର୍ଜମା କରିବା ଆବଶ୍ୟକ
@Dambarudhar124
@Dambarudhar124 6 месяцев назад
Good always good
@SureshNayak-fi1yr
@SureshNayak-fi1yr 5 месяцев назад
Very nice advisers
@arunsatapathy9126
@arunsatapathy9126 9 месяцев назад
Aparajita good talented not only but all rounded .
@kanhucharanpradhan-wz4nv
@kanhucharanpradhan-wz4nv 9 месяцев назад
We want aparajita sadangi madam for c m of odisha
@LalitaMuduli-bj4qo
@LalitaMuduli-bj4qo 4 месяца назад
❤🎉youaregoodapplication
@basudevmishra3814
@basudevmishra3814 9 месяцев назад
Dear Madam, your selfless social service is really praiseworthy and your leadership is highly essential in Odisha to remove the present corrupted BJD Government from the state immediately. I have a humble suggestion for you to perform your duty smoothly to avoid such miscreant activity of BJD workers is to keep secret of your itinerary. Don't let it declare till 2 hours before your scheduled visit even to the area people where you scheduled to visit. Kindly follow this humble suggestion religiously.
@PrasantaMohapatra-yg8fo
@PrasantaMohapatra-yg8fo 9 месяцев назад
ଅନ୍ତ ଜେନା କିଏ.....? ଗୋଟେ ଗୁଣ୍ଡା ଭଳି କଥା କହୁଛି......
@damodardash1273
@damodardash1273 9 месяцев назад
MPs should take assistance of para military forces headed than the rank of DGP
@subashchandramallick7696
@subashchandramallick7696 9 месяцев назад
ନବୀନ ଆଉ ପାଣ୍ଡିଆ କୁ ରେପ୍ କରିବେ ଓଡ଼ିଶା ବାସୀ 2024 ରେ
@BiswarupaPrusty
@BiswarupaPrusty 5 месяцев назад
Right now 🎉
@jayaprakashabaliarsingh5452
@jayaprakashabaliarsingh5452 9 месяцев назад
She should be the best person for CM of Odisha.
@hrusikeshnaik9007
@hrusikeshnaik9007 7 месяцев назад
Drear sir 😂😊
@srikant11
@srikant11 9 месяцев назад
Really shame on u government 😔
@bijaykumardas2956
@bijaykumardas2956 9 месяцев назад
BJD Bala odisha ra moubade tharu Kam nuhathi
@patitpabanmohanty512
@patitpabanmohanty512 9 месяцев назад
Ananta Jena how many times you answered to people?
@subashchandramallick7696
@subashchandramallick7696 9 месяцев назад
ବିଜେଡି ଓଡ଼ିଶା ବିରୋଧୀ
@bankanidhimishra943
@bankanidhimishra943 9 месяцев назад
Now B J D workers & leaders are very much fear of Aparajita madam.
@srisaidesignvastu9209
@srisaidesignvastu9209 9 месяцев назад
ଏହାର କଡ଼ା ଗଣ୍ଡା ହିସାବ ହେବ !
@bhagirathipalei5077
@bhagirathipalei5077 9 месяцев назад
Please ask the same person can anyone hold PM car. for 5 minutes. Then how CM car 🎉🎉
@gaganbiharimishra1318
@gaganbiharimishra1318 7 месяцев назад
If Madam Aparajita Sarangi proceed then pandian will go to trap of ED
@gopalkrishnapattnaik5313
@gopalkrishnapattnaik5313 6 месяцев назад
MADAM APARAJITA IS STRAIGHT FORWARDED WOMAN. HER WORK MAY NOT SATISFY SOME PERSONS. BUT SUCH TYPE OF OBSTRUCTION IS NOT DESIRABLE IN DEMOCRATIC SET UP. THANK YOU.
@chandannaik9949
@chandannaik9949 9 месяцев назад
ଏ ସାଧାରଣ ଲୋକ ହି ଭୋଟ ଦେଇ ମନ୍ତ୍ରୀ କରିଛନ୍ତି। ସାଧାରଣ ଲୋକ ଏଠି ଛିଡ଼ା ହେଉଛନ୍ତି କଣ ପାଇଁ।ତମ ମନ୍ତ୍ରୀ କାମ ଟା କାମ ଆଉ ସାଧାରଣ ଲୋକ ଟାର କାମ ନୁହ। ଶଳା police Gourd। ତମ ମାନଙ୍କର କାଯ୍ୟ କୁକୁର ଆଉ କୁକୁର ପରି ରୁହ 😡😡😡
@DhanurjayaSahoo-x4u
@DhanurjayaSahoo-x4u 6 месяцев назад
ସର କା ର ଭ ୟ କ ରୁଛି
@bankanidhimishra943
@bankanidhimishra943 9 месяцев назад
We are feeling BJD jana Birodhi.
@debiprasadmishra2699
@debiprasadmishra2699 9 месяцев назад
Bhubaneswar police must clarify what were their difficulties in providing timely required protection to the M.P.
@sarbeswaramajhi
@sarbeswaramajhi 9 месяцев назад
B J D Odishara Dadagiri karuchanti
@nalinibarik1689
@nalinibarik1689 9 месяцев назад
Home department ku Kendra sarakar control karantu sabu thick heijiba
@skmvlogs4036
@skmvlogs4036 8 месяцев назад
Jahabi kale Aparajita madam puni thare winner hebe odiaha re B j p
@sabitasethi9603
@sabitasethi9603 9 месяцев назад
Next Miss Aparajita Sarangi will be our CM ...then BJD ku valse gihaa haba... wait
@bapujibandhupattnaik3119
@bapujibandhupattnaik3119 9 месяцев назад
ଅଭିଯୋଗ ଯାହା ବିରୋଧରେ ଆସିଛି ତାକୁ ପୋଲିସ ଗେଲ କରି ବୁଝାଉଛି. ଘୋର ଲଜ୍ୟା.
@ruchikabehera5775
@ruchikabehera5775 9 месяцев назад
Great that madam so time conscious. Madam never pretends like Naveen ji. Never duplicate like Naveen ji. I like ,I respect.leaders should learn from her punctuality ,dedication.
@NityanandaSahoo-g2v
@NityanandaSahoo-g2v 8 месяцев назад
@TikuPanda-eg8sc
@TikuPanda-eg8sc 7 месяцев назад
❤🎉😢 0:19
@amarendra29
@amarendra29 9 месяцев назад
YOU SHOULD KNOW YOUR QUALITY
@RamqchandraBehera
@RamqchandraBehera 9 месяцев назад
ବିଜୁ ଜନତା ଦଳର ନେତା, ମନ୍ତ୍ରୀ, କର୍ମୀ କିଛି ବି କରିପାରନ୍ତି । ତାଙ୍କ ଦଳର ନେତା ମନ୍ତ୍ରୀ କର୍ମୀ ମାନଙ୍କ ମଧ୍ୟରେ ନିଜ ଦଳପ୍ରତି ଆଶା ଭରସା ନାହିଁ । ତେଣୁ ଏଭଳି କୁକୁର କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।
@srikantanayak1779
@srikantanayak1779 9 месяцев назад
Sarakar kuhanti taha kebala prachar pain kamare nuhen. Advartise company mananku pisiba pain.
Далее