Тёмный
No video :(

🔴Rok Thok Live || ନୂଆ ଥୋପ : ଆମ ଓଡ଼ିଶା, ନବୀନ ଓଡ଼ିଶା! || 10 July 2023 

Argus News
Подписаться 1,4 млн
Просмотров 131 тыс.
50% 1

Rok Thok Live || ନୂଆ ଥୋପ : ଆମ ଓଡ଼ିଶା, ନବୀନ ଓଡ଼ିଶା! || 10 July 2023
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks - 18
Hathway - 732
GTPL KCBPL - 713
& other Leading Cable Networks
You Can WhatsApp Us Your News On- 8480612900
#ArgusNews #RokThok #debate #politics #odishanews #Odisha

Опубликовано:

 

9 июл 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 215   
@katesoren1890
@katesoren1890 9 месяцев назад
ନବୀନ ସରକାର ହରାଇବା ଦରକାର
@Skgbul470
@Skgbul470 10 месяцев назад
ନବୀନ ପଟ୍ଟନାୟକ ଓଡ଼ିଆ ଭଲ ପଡ଼ନ୍ତି ବୁଝନ୍ତି କିନ୍ତୁ ଓଡ଼ିଆ ରେ କହିବାକୁ ଘୃଣା କରନ୍ତି ଓଡ଼ିଆ ଖାଦ୍ୟ ବି ଖାଆନ୍ତି ନାହିଁ, ଓଡ଼ିଆ ଲୋକ ଙ୍କୁ ବି ପାଖରେ ପୁରାନ୍ତି ନାହିଁ କି ବିଶ୍ୱାସ ବିକରନ୍ତି ନାହିଁ ତେଣୁ ତାମିଲନାଡୁ ପାଣ୍ଡିଆନ କୁ ଛାଇ ପରି ସବୁ ବେଳେ ପାଖରେ ରଖନ୍ତି ,
@sidhanta.
@sidhanta. 8 месяцев назад
ହେ ପ୍ରଭୁ ଜଗନ୍ନାଥ ଓଡ଼ିଶାକୁ ରକ୍ଷା କରନ୍ତୁ
@MrRabibehera
@MrRabibehera Год назад
ଭାଈ ଏ ସବୁ ମିଛ କଥା ll ନବୀନ ପଟ୍ଟନାୟକ ଓଡ଼ିଶା କୁ ଲୁଟିବା ପାଇଁ ଏକ ନୂଆ ଯୋଜନା ll ନବୀନ ପଟ୍ଟନାୟକ ଜାଣିଛି ଓଡ଼ିଆ ସବୁ ଗୋଧ ଏତେ ପଢା ଲିଖା ନୁହ ତାର ଫାଇଦା ଉଠେଇବା ll ନବୀନ ପଟ୍ଟନାୟକ ପ୍ରମାଣ କଲା ଓଡ଼ିଆ ଲୋକେ।।।।।।।।।।।। ଗୋଧ 🤪🤪🤪🤪
@rabimishra945
@rabimishra945 Год назад
ନୁଙ୍ଗୁଡା ରାଜନେତ ମାନଙ୍କୁ ତୋପ ଏହାନବୀନର। ଭୋଟ ଚାଲ୍ ନ
@chandikaprasadmohanty9313
@chandikaprasadmohanty9313 Год назад
ମାନ୍ୟବର ମୁଖ୍ୟମନ୍ତ୍ରୀ ଯଦି ଓଡିଶା ଓ ଜଗନ୍ନାଥ ଙ୍କୁ ଭଲ ପାଉଥାନ୍ତି ତେବେ ରତ୍ନଭଣ୍ଡାର ଖୋଲି ଏ ସମସ୍ୟା ର ଅନ୍ତ ଘଟାନ୍ତୁ I
@sidhanta.
@sidhanta. 8 месяцев назад
Hn bhai ame bi chahuchhu ratnabhandara kholajau
@mamatapal4075
@mamatapal4075 Год назад
ଓଡ଼ିଶା ଲୋକ ଜାଗ୍ରତହୁଅ ବିଜେଡି ହଟାଅ ଓଡ଼ିଶା ବଞ୍ଚାଅ
@basantbindhani6864
@basantbindhani6864 10 месяцев назад
han bhai
@sidhanta.
@sidhanta. 8 месяцев назад
Jay jagannath
@baikunthabehera3971
@baikunthabehera3971 6 месяцев назад
BAPA CHHEUNDA BOLI OISSA BASI VOTA BADEIDHDLE JE 24 BARSA HELA NHI . CHERA UPADI PARIBE TA ? DHEKHAJAU
@trilochanpatnaik6321
@trilochanpatnaik6321 Год назад
ଚାରି ହଜାର କୋଟି ଯୋଜନା କାହା ପକେଟ୍ କୁ ଯିବ? ଏହାର ଉତ୍ତର ରଖ ନବୀନ ପ୍ରେମୀ।
@kdptapu4172
@kdptapu4172 10 месяцев назад
ଲାଜ୍ ଗୋଟେ ଜିନିଷ ସେଇଟା ମୁହଁରେ ରଖ ବିଜେଡି ନେତା 😂😂😂😂😂
@baikunthabehera3971
@baikunthabehera3971 6 месяцев назад
VOTAR NKU SEIA KUHA
@gsentertainments5174
@gsentertainments5174 Год назад
5T ହେଇଛି ଓଡ଼ିଶା ସରକାରୀ କଳକୁ କଣ୍ଟ୍ରୋଲ କରିବାର ଏକ ଚିନ୍ତାଧାରା ବିକାଶ କଣ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରୁ ଜଣାପଡୁଛି
@prafulladas9168
@prafulladas9168 Год назад
ଏ ଦଳର ମୁଖରେ "ଜଗନ୍ନାଥ" ନାମ ଉଚ୍ଚାରଣ ଶଇତାନର ବେଦପାଠ ପରି ମନେ ହେଉଛି।
@pratapkumarmalik3857
@pratapkumarmalik3857 Год назад
Great news Argus news
@trilochanpatnaik6321
@trilochanpatnaik6321 Год назад
ପ୍ରତ୍ୟେକ ପରିବାର କୁ କୋଟିଏ କରି ନଗଦ ଟଙ୍କା ଦେଉ ନାହାଁନ୍ତି ଜାଣିବା ଓଡ଼ିଶାର ପ୍ରତି ପରିବାର କୁ କୋଟି ପତି କରି ଦେଲେ ବୋଲି ଓଡିଶା ବାସୀ ଖୁସି ହୋଇ ନବୀନ ଓଡିଶା ବୋଲି ସାରା ବିଶ୍ବରେ ପ୍ରଚାର ପ୍ରସାର କରିବେ।
@bimalnaik194
@bimalnaik194 6 месяцев назад
ହେ ଜଗନ୍ନାଥ ଦେଶ ବଞ୍ଚାନ୍ତୁ କଟି କଟି ଓଡିଆ ନିରୀହ ଆଦିବାସୀ ଲୋକଙ୍କୁ ଏମାନେ ମାରି ଦେବେ ଜୟ ଜଗନ୍ନାଥ
@gurgattadalai4125
@gurgattadalai4125 Год назад
Nabin kebe mariba khua
@trilochanpatnaik6321
@trilochanpatnaik6321 Год назад
ଓଡିଶା ପ୍ରଦେଶ ଗଠନ ହେବା ଠାରୁ କେଉଁ ମୂଖ୍ୟ ମନ୍ତ୍ରୀ ଅମଳରେ ତାଙ୍କ ବ୍ୟକ୍ତିଗତ ସଚିବ ଏକା ଏକା ଓଡିଶା ସାରା ବୁଲି ନିର୍ବାଚନ ପ୍ରଚାର କରୁଥିଲେ ତାହାର ଉଦାହରଣ ମାନସ ବାବୁ ଦେଇଥିଲେ ଆମେ ଜାଣି ଥାଆନ୍ତେ ଯେ ଏବେ pandian ବୁଲିବା ଉଚିତ ହେଇଛି।
@luckydesign6935
@luckydesign6935 Год назад
🙏🙏🙏🙏durgasish nku mora anurodh je bjd sarkar gote crimer sarkar taku tk odisha lokanka pakhare pahanchantu
@sushantabhadra1371
@sushantabhadra1371 11 месяцев назад
Verry.good.argas
@trilochanpatnaik6321
@trilochanpatnaik6321 Год назад
କେଉଁ inquiry report ନବୀନ ସରକାର ରେ ଲୋକ ଲୋଚନକୁ ଆସିଛି ତାହା ମାନସ ବାବୁ କହି ଥିଲେ ଭଲ ଲାଗି ଥାଆନ୍ତା।
@sukadev2515
@sukadev2515 9 месяцев назад
ଏଇଟା ବିଜଡି ର ସବୁ ଚାଲ୍ ଏବେ ନିର୍ବାଚନ ଆସୁଛି ଲୋକମାନଙ୍କୁ ଖାଲି ଭୁଆଁ ବୁଲେଇବା ତାଙ୍କର ପ୍ରତ୍ୟେକ ଚାଲ୍ କେଵଳ ନିର୍ବାଚନ ଥୋପ ଏ ରାଣ୍ଡୁଆ ମାନଙ୍କ ଭାଣ୍ଡୂଆ କଥା ସଵୁ ଓଡିଶାବାସି ଜାଣନ୍ତି ଵା ଜାଣି ସାରିଲେଣି। ଜୟ ଜଗନ୍ନାଥ।🎉
@sibaprasaddash4386
@sibaprasaddash4386 Год назад
Manas Bastia apana kana 2024 re ticket pauchhanti
@brahmadeep8341
@brahmadeep8341 Год назад
Only for vote
@srisaiagency1491
@srisaiagency1491 Год назад
Thaka sarakara
@kubernayak5737
@kubernayak5737 8 месяцев назад
ବିଜେଡି ଖାଲି ଯୋଜନା କରିଚାଲିଛି କିନ୍ତୁ କାମ କିଛି ନାହିଁ
@prasantapurohit3646
@prasantapurohit3646 6 месяцев назад
ତାମିଲ ହଟାଅ ଓଡିଶା ବଞ୍ଚାଅ
@anantasaunta9245
@anantasaunta9245 7 месяцев назад
Very super news
@gurgattadalai4125
@gurgattadalai4125 Год назад
Bala joyjona
@laxmipriyamallik6314
@laxmipriyamallik6314 Год назад
Madam right kahi chhanti
@trilochangochhayat6363
@trilochangochhayat6363 6 месяцев назад
Evm ଉଠା ଯାଉ ସମାଧାନ ଆପେ ହୋଇଯିବ।
@Skgbul470
@Skgbul470 10 месяцев назад
Dr,Naveen pattnaik ନବୀନ ପଟ୍ଟନାୟକ ଯୋଜନା ରେ ଡକ୍ଟରେଟ କରିଛନ୍ତି ,
@sanatansahoo9485
@sanatansahoo9485 Год назад
Manas Basthia aka number Dakayat mukhapatra for the BJD commission agent & fraud....!!!.....
@kunadehury3230
@kunadehury3230 Год назад
Manisa didi vala katha kahile mada bada hau
@gurgattadalai4125
@gurgattadalai4125 Год назад
Nabin rip
@user-sw4vs2zd6l
@user-sw4vs2zd6l 11 месяцев назад
ନବୀନବବାବୁ ମଦ ଟା କୁ ମାନସ ବାବୁ କହିଲେ ଉଠିବ କେଉଁ ଦିନ କେତେ ଘର ନଷ୍ଟ ହୋଇଯାଉଛିତ ଆପଣଙ୍କୁ ଦେଖାଯାଉଛି ନା ମୋଘର ପସି ମଦ ପିଇ ଘର ପସିପିଟିଲେ ଛି ଛି ଛି ଲାଜ ଲାଗୁନି ଆଉ ଟଙ୍କା ଦେଇ ଥାନା ରୁ ବେଲ ହୋଇ ଗଲେ ଏଠି ସିନା ଥାନା ରୁ ଗଲ କୋଟ ଏବଂ ଧର୍ମ ଆଗରୁ ପାର ହୁଅ ମୁଁ ଅପେକ୍ଷା କରି ଛି
@KshitishSa
@KshitishSa 2 месяца назад
GREAT NEWS
@kalandinayak463
@kalandinayak463 Год назад
A sabu pain modi ji daye , se chahun nahanti odisha re Bjp asu , because action zero.
@duhkhishyamnayak9496
@duhkhishyamnayak9496 7 месяцев назад
Modi.jiki.jay
@monilikasinghrajput2631
@monilikasinghrajput2631 9 месяцев назад
Manas odisha loka dekhuchhani ade dahamichha kemiti kahuchhu commet dekhibu.
@gsentertainments5174
@gsentertainments5174 Год назад
ଫାଇନାନ୍ସ minister ର ଓଡ଼ିଶାରେ କଣ ଭୂମିକା ରହିଛି
@basantbindhani6864
@basantbindhani6864 10 месяцев назад
kharap nabin nuhanti ai bhadua kuji neta .....
@nababarika4028
@nababarika4028 Год назад
Jagannath nka prachar karibaku. Dubai,USA, and out of country ku jaaantu. Odisha lokanka heart jagannath
@Poetrycreation-qp1ww
@Poetrycreation-qp1ww 6 месяцев назад
ଭାଇ ମୁଁ ଦୁର୍ଗା ଭାଇ ଙ୍କ ଫାନ ହେଇଗଲି। ଜିବନ ରେ ଥରେ ତାଙ୍କୁ ଦେଖିବା ର ବହୁତ୍ ଇଚ୍ଛା ନମସ୍କାର ଦୁର୍ଗା ଭାଇ ମୋ ହେରୋ 🙏🙏
@user-ms9rh7hu5q
@user-ms9rh7hu5q 5 месяцев назад
Manisha madam very good 👌👌👌👌
@lokanathbishoyi7456
@lokanathbishoyi7456 Год назад
🎉BJD+MANDIA&Pandian
@jagannathgomango9704
@jagannathgomango9704 Год назад
BJDSARAKAR ra Jadi Dam achchi tebe Ratnabhandar kholu nahanti kahinki.
@basantibalapanigrahi5289
@basantibalapanigrahi5289 8 месяцев назад
Need CBI ,EDfor Jagannath
@muzixmedia3800
@muzixmedia3800 Год назад
Andolana kariku bhuteiba jojana. ,Kerala pathao jojana, PC jojana,Manisha madam bhuli gale ki
@user-gh5iv6zp4t
@user-gh5iv6zp4t Год назад
Sir apanka ticket thaya
@nabinbhatra238
@nabinbhatra238 Год назад
Tume Bala news bala
@ranjannayak8948
@ranjannayak8948 Год назад
Hats off to the anchor…
@sameerkumarnayak7784
@sameerkumarnayak7784 9 месяцев назад
ଜୟ ଜଗନ୍ନାଥ 🙏🙏🙏,,,, କାଳିଆ, ବଳିଆ ହକ ଚାଷୀ ମଲେ
@biranchiratha822
@biranchiratha822 7 месяцев назад
ବସ୍ତିଆ।,ଭାଇ,cn,କହୁଛନ୍ତି,
@luckydesign6935
@luckydesign6935 Год назад
Mo rajya ebebi gariba vumi khande nahin loka pada thoibaku ghara ta chhada
@basantibalapanigrahi5289
@basantibalapanigrahi5289 8 месяцев назад
Only need Revolution Jagannath ra jami and Ratanbhandar kathakuha. Only for vote.
@rkentertainment3226
@rkentertainment3226 6 месяцев назад
କଣ ଓଡ଼ିଶାର ବିକାଶ ନା ବାଳ ଖାଲି ଯୋଜନା ବିକାଶ କେବଳ ବିଜେଡି ନେତାଙ୍କ ଏବଂ ବିଜେଡି ମାଫିଆ ଙ୍କ ବିକାଶ ହୋଇଛି। ଟଙ୍କାର ପାହାଡ଼ କରିଛନ୍ତି।
@surendrarout-pg6pd
@surendrarout-pg6pd 9 месяцев назад
ସିମୀତ ସମୟ ପାଇଁ ଯୋଜନା
@muzixmedia3800
@muzixmedia3800 Год назад
Bhasan deba pain penal kain dakuchhanti.....
@DhiraSenapati-tt3pe
@DhiraSenapati-tt3pe 10 месяцев назад
ଛି ଛି ଛି ବିଜେଡି ବେହିଆ ଦଳ 😀😀😀😀
@priyabratswain4098
@priyabratswain4098 Год назад
E repoter bhai samatinka gandi fateibe agaku ...bhai tk otv ki jaantu ahuri badhia haba
@monilikasinghrajput2631
@monilikasinghrajput2631 8 месяцев назад
Manas ku varvara roga hoichhi. Tara medicen samna danta kholidele bhala heba.
@amulyakumardas3
@amulyakumardas3 Год назад
Manisa madam. Good
@Skgbul470
@Skgbul470 10 месяцев назад
ପଞ୍ଚୁ ପାଣ୍ଡବ ଭିତରେ କେତେ ନମ୍ୱର ଭାଇ ,
@allinonecreations5476
@allinonecreations5476 Год назад
ଏ ସବୁ ଶସ୍ତା ରାଜନୀତି ପାଇଁ ଲାଜ ଲାଗିବl କଥା। ଶେଷରେ ଜଗତର ରକ୍ଷା କର୍ତ୍ତା, ଭଗବାନ, ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଆରମ୍ଭ କରିଦେଲ। ରକ୍ଷା ନାହିଁ ମରିବା ସମସ୍ତେ, ସମୟ ପାଖେଇ ଆସୁଛି ସମସ୍ତେ ହନ୍ତସନ୍ତ ହୋଇ ମରିବା। ବିପଦ ଘୋର୍ ବିପଦ।
@pramodajena1514
@pramodajena1514 9 месяцев назад
ନମସ୍କାର ମାଡମ
@basantbindhani6864
@basantbindhani6864 10 месяцев назад
mu apananku nei garba kare than q Durasish bhai
@rabindramahapatro7812
@rabindramahapatro7812 Год назад
Advance rip for nabina
@jagannathpadiami8188
@jagannathpadiami8188 4 месяца назад
ବିଜେଡି ସରକାର ସବୁବେଳେ ମିଷ କନ୍ତି
@basantibalapanigrahi5289
@basantibalapanigrahi5289 7 месяцев назад
Nabinbabu is real Odiya, Please open Ratnabhandar?
@user-el2oo1ll7u
@user-el2oo1ll7u 9 месяцев назад
Saai jagannath b j di ku binash karuchanti Jay jagannath 🙏😭
@nrusinghmohanty4750
@nrusinghmohanty4750 Год назад
A Manas magiaa ku Nabin&pandian _ ti ku khaibaku dia
@pramodajena1514
@pramodajena1514 9 месяцев назад
ଓଡ଼ିଶାକୁ ନବୀନ ପଟ୍ଟନାୟକ ମା ଜନ୍ମ କରଛିକି
@agriworld906
@agriworld906 Год назад
ଜୟ ଜଗନ୍ନାଥ ପ୍ରକୃତରେ ଯଦି ସରକାର ଠିକ ଅଛ ପ୍ରଭୁଙ୍କର ରତ୍ନ ଭଣ୍ଡାର ଖୋଲା ଯାଉ ଓଡିଶା ବାସୀ ଗୋଟିଏ ଇଚ୍ଛା ମୁଁ ଦେଖୁଛି ଏ ସରକାର କାହା କଥାକୁ ବାଳରେ ଖାତିର କରୁନାହିଁ ଆମେ ଯେତେ କହିଲେ କଣ ହେବ ଏ ସୁଧରିବ ନାହିଁ କେବେ କିଛି ଯୋଜନା ସଫଳ ହେବନି ଯିଏ ପ୍ରଭୁ ଙ୍କ ଧନକୁ ଲୁଟି ଖାଉଛି ସେ କେବେ ସଫଳ ହେବ ନାହିଁ ଯଦି ଦମ ଅଛି ଆମ ଓଡିଶା ବାସୀ ଙ୍କ ଗୋଟିଏ ଇଚ୍ଛା ରତ୍ନ ଭଣ୍ଡାର ଖୋଲାଯାଉ କିଏ ଧଳା କିଏ କଳା ଜଣା ପଡିବ 🙏🏻
@jagannathpadiami8188
@jagannathpadiami8188 4 месяца назад
ମିଶ ସରକାର
@abiramgamango-nv6hf
@abiramgamango-nv6hf 9 месяцев назад
ଆଜ୍ଞା ମନୀଷା ମେଡମ ଯାହା ସମ୍ପୂର୍ଣ୍ଣ ସତ୍ୟା ସତ୍ୟ କହିଛନ୍ତି, ନିର୍ବାଚନରେ ଜିତିବା ପାଇଁ ସବୁ କାରବାର ଶେଷ ହୋଇଛି, ଦେଶରେ କାହା ସ୍ୱାର୍ଥରେ ଚାଲେ ନାହିଁ, ଦେଶର ସମ୍ବିଧାନରେ ଓ ଲୋକମାନଙ୍କ ମଙ୍ଗଳ ପାଇଁ ଚାଲେ, ସ୍ୱାର୍ଥ ଚେଷ୍ଟା କରି ଦେଶକୁ ଗରିବ କରନ୍ତୁ ନାହିଁ, ଏହି ଜ୍ଞାନ ବିଜ୍ଞାନ ଯୁଗରେ ଜନତା ମୂର୍ଖ ନୁହନ୍ତି ଆଜ୍ଞା ବିଚାର କରିବାକୁ ଦିଅନ୍ତୁ
@kamallochannayak9660
@kamallochannayak9660 9 месяцев назад
Officer Raj Band Kara ,BJD Hatao Odisha Banchao
@sanjuktadash4503
@sanjuktadash4503 Год назад
Kalia ki valia kichi mili nahni
@drbsnayak5252
@drbsnayak5252 Год назад
BJD should boycott Argus like OTV.
@bijaykumarrout4161
@bijaykumarrout4161 Год назад
Odisha lost its pride due to khusito
@prasantapurohit3646
@prasantapurohit3646 6 месяцев назад
ଜାଗୃତ ହୁଅ ଓଡିଶା ବାସି ବିଜେଡ଼ି ହଟାଅ
@saradaprasadsethy8999
@saradaprasadsethy8999 7 месяцев назад
ପୁରୁଣା କେଲପ କାଟି ରତନ ଭଢର ଘର ଖେଲି ରତନ ଭଢାର ଗଣାଯାଉ ନୁଆ କେଲପ ପଢୁ
@user-jd6pz2me1r
@user-jd6pz2me1r 7 месяцев назад
AME odia
@basantibalapanigrahi5289
@basantibalapanigrahi5289 8 месяцев назад
Congress was better than present Govt.
@monilikasinghrajput2631
@monilikasinghrajput2631 8 месяцев назад
Manas to phone number take public re de Kete prakar bhasa khaiba.
@sarbeswarmishra6695
@sarbeswarmishra6695 6 месяцев назад
Manas. Babu. Napungsaka. Raja. Swain. Pelateka
@sankarpradhan3190
@sankarpradhan3190 Год назад
Manas sir batter u do poltic in ur village street.. Itna faltu discussion karte ho ki koi coordination nhi hi.
@PadhanMajhi-os9wg
@PadhanMajhi-os9wg 5 месяцев назад
Jie bjd re achi se kahib bjd loka odisha ku Shoshana karantu
@DhiraSenapati-tt3pe
@DhiraSenapati-tt3pe 10 месяцев назад
2024 ବିଜେପି ଜିତିବ ବିଜେଡି ଗେଣ୍ଡା ଦଳ ର ମୁଖ୍ୟମନ୍ତ୍ରୀ ହାଟଚୁକ ରେ ମରିବ vk ପାଣ୍ଡିଆ କାନ୍ଦି କାନ୍ଦି ତାମିଲନାଡୁ ଯିବ ଜୟ ଶ୍ରୀ ରାମ 🙏
@rameshjena910
@rameshjena910 6 месяцев назад
Amar dabi Ratna Vandana khola
@santoshnayak1279
@santoshnayak1279 10 месяцев назад
Pendu babu tankar manisha madam
@basantibalapanigrahi5289
@basantibalapanigrahi5289 7 месяцев назад
Manasababu ,why you are shouting without doing anything?
@purnanayak5383
@purnanayak5383 6 месяцев назад
ରତ୍ନଭଣ୍ଡାର ଖୋଲାଯିବା କଥା କୁ ଏଡାଇ ଦେବାର କାରଣ ଟା ସତରେ ଚୋରି ହେଇଥିବା କୁ ସୂଚିତ ହେଉନି କି ମାନସ ବାବୁ ?
@user-gh5iv6zp4t
@user-gh5iv6zp4t Год назад
Sarakar nkara sabu yojana biswastariya
@bijayjena1345
@bijayjena1345 8 месяцев назад
🎉😂😂😂🎉😂😂woww so 😅 nice 😅😅😅
@kunadehury3230
@kunadehury3230 Год назад
Didi nobra1katha kahichha
@Kulamani-nr5oq
@Kulamani-nr5oq 7 месяцев назад
Why you came front of tv Manas Bastia nonsense.
@hrushikeshpanigrahi3593
@hrushikeshpanigrahi3593 6 месяцев назад
Manasababu.kahaku.katha.kahibaku.debenahi....karanasatakahile..diharejaunahi
@KumarUpendra-nj9lr
@KumarUpendra-nj9lr 2 месяца назад
Vai gote thara nayagarh khandapada jantu Sethi kara news nieantu au dekhantu bjd kete tale achi
@Kuthulakra
@Kuthulakra 10 месяцев назад
Manasa kichhi Janice anhi
@BibhutibhusanaMohanty-eh9kw
@BibhutibhusanaMohanty-eh9kw 10 месяцев назад
Mamita+Mamatajojana
@pratapkumarmalik3857
@pratapkumarmalik3857 Год назад
Odisa want only bjp GARMENT
@sudarsankata1681
@sudarsankata1681 7 месяцев назад
BJD sarkar k odisha Ru Haree a Darkar
Далее
Армия США вошла в Зангезур
04:17
Просмотров 279 тыс.