Тёмный
No video :(

🔵 One To One With BJP Leader Mohan Charan Majhi || Kanak News 

Kanak News
Подписаться 8 млн
Просмотров 242 тыс.
50% 1

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha

Опубликовано:

 

28 сен 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 262   
@sashi184
@sashi184 Месяц назад
ମୁଖ୍ଯମନ୍ତ୍ରୀ ହେବା ପରେ କେଉଁମାନେ ଦେଖୁଛନ୍ତି ଏହି ଭିଡିଓ.....
@Slgopp
@Slgopp Месяц назад
ମୁଁ
@bhagirathihembram7029
@bhagirathihembram7029 Месяц назад
Ju ​@@Slgopp
@Ashutosh_jena741
@Ashutosh_jena741 Месяц назад
Mu
@sagarsahu6959
@sagarsahu6959 Месяц назад
Who are there after CM
@mediaunlimited5411
@mediaunlimited5411 Месяц назад
Me
@nimainjena7631
@nimainjena7631 Месяц назад
​@@mediaunlimited5411😅
@BalaramPradhan-wr4eu
@BalaramPradhan-wr4eu 10 месяцев назад
ପାଗଳାମି ବାଚସ୍ପତି ପ୍ରମିଳା ମଲ୍ଲିକ କିଛି ନ ବୁଝି ଆକ୍ସନ ନେଉଛନ୍ତି,ଜୟ ମୋହନ ମାଝି,ଜୟ ଆଦିବାସୀ
@ganeswarbehera-fj6yu
@ganeswarbehera-fj6yu Месяц назад
ଧନ୍ୟବାଦ ମୋହନ ଭାଇ । ଜୟ ଶ୍ରୀରାମ ।
@rasmikingr.r.r.3885
@rasmikingr.r.r.3885 Месяц назад
Congratulations new CM 💐💐
@godblessyou7640
@godblessyou7640 Месяц назад
Bala 😂
@kamrajbaskey7215
@kamrajbaskey7215 Месяц назад
​@@godblessyou7640oh rago laguchhi
@mc.videotape1495
@mc.videotape1495 Месяц назад
Salute your bravery... Sir.... Love❤ from Mayurbhanj, baleswar
@anantaroula3407
@anantaroula3407 Месяц назад
ଆପଣ କାହିଁକି ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନବାବୁଙ୍କୁ ଆପଣଙ୍କ ମିଡ଼ିଆକୁ ଡାକିନଥିଲେ' ବୋଧେ ଡରୁଛନ୍ତି।
@radhakantasenapati4610
@radhakantasenapati4610 Месяц назад
Purbatana cm ku daki ki interview naba pai ye sala ra oukat nathila ,kintu Amara bartamana ra CM jane sadha rana adivasi loko sethi pai besi gapuchi a sala ,odisha basi sabu jani chanty ye sala ankor ra oukat kan , mu kebe bi kanak news para kete jana ankor nku mu pasand kare ni ,karana amena sabu Paisa juade amane siade ,sala chora jako
@Slgopp
@Slgopp Месяц назад
ନବୀନ କୁ ପାଣ୍ଡୁ ମଦ ଦେଇକି ଶୋଇପକେଇଛି.... ତା ହୋସ ଥିଲେ ସିନା interview ଦବ 🤣🤣🤣
@user-me8vi1gi2c
@user-me8vi1gi2c Месяц назад
ନବୀନ ପଟ୍ଟନାୟକଙ୍କୁ ଏମିତି ତ କେବେ ପଚାରି ଛ କି ବାଚସ୍ପତି କୁ ବି ପଚରାଯାଉ
@nabakishorelenka1915
@nabakishorelenka1915 Месяц назад
ମନୋରଞ୍ଜନ ସାର୍ BJD ସରକାର ଙ୍କ ଦୁର୍ନୀତି କାର୍ଯ୍ଯ କଳାପ ବିଷୟରେ କିଛି ଜାଣି ନାହାଁନ୍ତି ନା ଜାଣି କି ଅଭିନୟ କରୁଛନ୍ତି
@Jayanti566
@Jayanti566 Месяц назад
Right 👍
@sidhikumari9025
@sidhikumari9025 Месяц назад
Manaranjan Mishra jane probala bada actor ta😅
@ratancakrboty5919
@ratancakrboty5919 Месяц назад
He is a good actor
@pratapchandramahanand1405
@pratapchandramahanand1405 Месяц назад
Aeta ki sambadika ma. Khali chata kukur ta
@arabindakandal2984
@arabindakandal2984 Месяц назад
Bjd ra media manuranjan misra...
@raj_creativity8040
@raj_creativity8040 10 месяцев назад
Great answer majhi sir super
@Bou.com1437
@Bou.com1437 Месяц назад
ସିଂହ ଜାତକ ମୁଖ୍ୟ ମନ୍ତ୍ରୀ
@krutibashmohanta968
@krutibashmohanta968 Месяц назад
ମିଛ ଆଉ ପାପ କେବେବି ଲୁଚି ରୁହେନି ଆଜି ଧର୍ମର ଜୟ ହେଇଛି ମୋହନ ସାର ଜିନ୍ଦାବାଦ
@hatiahatia9298
@hatiahatia9298 Месяц назад
ଏଇ ନିୱଜ଼ ଵାଲା ପକା ଟାଉଟର
@nabakishorelenka1915
@nabakishorelenka1915 Месяц назад
ଶାସନ ଗାଦି ରେ ଥିବା ମନ୍ତ୍ରୀ ଓ ନେତା ମାନେ ଯଦି ସାମ୍ବିଧାନିକ ବ୍ୟବସ୍ଥା କୁ ଉଲଂଘନ କରିବେ ତହେଲେ ଅନ୍ୟମାନେ କରିଥିବା କିଛି ମାତ୍ରା ର ତୃଟି କୁ ଆପଣ ଏତେ ପରିମାଣ ରେ ତର୍ଜମା କରିବା ସମିଚୀନ ନୁହେଁ।
@uttamkumarbarik552
@uttamkumarbarik552 10 месяцев назад
Mohan majhi is correct person.
@umakantadas1325
@umakantadas1325 Месяц назад
ଆଜି ଉତ୍ତର ପାଇଲେ ପୂର୍ବତନ ବାଚସ୍ପତି ମନୋଜ ବାବୁ ଆପଣଙ୍କ ପ୍ରଶ୍ନର ଉତ୍ତର ବାଚସ୍ପତି ସିନା ନୂଆ ହେଲେ ସେ ଜଣେ ବରିଷ୍ଠ ନେତ୍ରୀ ହୋଇ ସେହି ସମୟର ଘଟଣା ବଳିରେ ପ୍ରକୃତ ବିଚାର ତ କରିବାର ଥିଲା ।
@manmathsatapathy447
@manmathsatapathy447 Месяц назад
ସେ ମହିଳା ହୁଅନ୍ତୁ କିମ୍ବା ପୁରୁଷ କୌଣସି ପଦ ପଦବୀରେ ଯୋଗଦାନ କରିବାବେଳେ ନିଜର ଯୋଗ୍ୟତା ସଂପର୍କ ରେ ସଚେତନ ହେବା ଦରକାର। ଅନେକ ସମୟରେ ପ୍ରେସ ମିଡିଆର ସାମ୍ବାଦିକ ମାନେ ସବୁ ଜାଣିବି ଅଭିନୟ କରି ଥାଆନ୍ତି। ଆଜିର ସମାଜରେ ଜଣେ ସାଧାରଣ ମଣିଷ ଶୀର୍ଷ ସ୍ଥାନରେ ବସିବାବେଳେ ଅନେକ ପ୍ରଶ୍ନର ସମ୍ମୁଖୀନ ହୁଏ।ମୋର ଦୃଢ ବିଶ୍ବାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଦକ୍ଷ ଶାଷକଭାବେ ନିଜକୁ ଗୌରବାନ୍ୱିତ କରିବେ। ଜୟ ଜଗନ୍ନାଥ।
@ckmeatngfarmer836
@ckmeatngfarmer836 Месяц назад
ମନୋଜ୍ ଗୋଟିଏ ହିଞ୍ଜିଡା। ନବୀନ ସାର କୁ କେବେ ନ୍ୟୁଜ ରୁମ୍ କୁ ଡାକିଛକୀ। ଆପଣଙ୍କୁ ଇଂରାଜୀ ଆସେନି ସେଥିପାଇଁ ନବିନ ସାର୍ କୁ ଡାକୀ ବାକୁ ଡରୁଥିଲେ
@diptimayeesahoo4367
@diptimayeesahoo4367 Месяц назад
Bala , se dakini nuhe Naveen Pati re banda achi se asuni .....be chodi pua odia Channel re odia re Katha hebani au kouthire Katha heba ?
@dushmantakhuntia2477
@dushmantakhuntia2477 Месяц назад
Kanak niwus 😮bjd Gulam
@SunakarNayak-cj8qv
@SunakarNayak-cj8qv Месяц назад
କନକ ଟିଭି ନିଉଜ ସାରଙ୍କୁ ମୋର ଅଭିନନ୍ଦନ ଜଣାଉଛି,,,, ଓଡିଶା ରପୂର୍ବତାନ ମୁଖ୍ୟ ମନ୍ତ୍ରୀ ଙ୍କୁ କେବେ ପ୍ରଶ୍ନ କରି ନାହାନ୍ତି ।ଆପଣ ତାଙ୍କୁ ଡରୁ ଥିଲେ ।
@user-qe5xx3bk9f
@user-qe5xx3bk9f Месяц назад
ଏ ଭଳି କେବେ ନବୀନ ବାବୁଙ୍କୁ ପଚାରିଛନ୍ତି,,, ଲଜ୍ୟା ଲାଗୁନି
@subalparida
@subalparida Месяц назад
Who came here after Chief Minister ❤
@BeheraBIZ
@BeheraBIZ Месяц назад
Mu
@biswachinmayaacharya2543
@biswachinmayaacharya2543 Месяц назад
well Deserved Chief Minister👍👍
@ratnakarmohapatra4
@ratnakarmohapatra4 10 месяцев назад
Great MLA
@jagannathgomango9704
@jagannathgomango9704 10 месяцев назад
Apana darantu nahin aame odishabasi pachhare achhu,
@janardanpanda5378
@janardanpanda5378 Месяц назад
ଆପଣ ସାମ୍ବାଦିକ ହୋଇ ନିରପେକ୍ଷ ଭାବରେ ରୁହନ୍ତୁ
@pramodkumarrout7641
@pramodkumarrout7641 Месяц назад
During one to one discussion,Sri Mohan Majhi now Chief minister had confidently told for formation of Government after winning next election. Now he became Chief Minister,Odisha. Congratulations Hon'ble Chief mini😮ster. Jay jagannath,Jay Maa Tarini.
@mrhimanshu7589
@mrhimanshu7589 Месяц назад
Congratulations sir for odisha cm
@niharpalai3774
@niharpalai3774 Месяц назад
E chora ମନୋରଞ୍ଜନ ସବୁ ଜାଣିଛି BJD thu ଟଙ୍କା ଖାଇଛି
@Bidya-Bhadrak9pj1ew3d
@Bidya-Bhadrak9pj1ew3d 10 месяцев назад
ଡାଲି ଉପହାର ଠିକ୍ ଥିଲା । ହେଲେ ରୋଷେଇ କରି ଡାଲି ଦବାର ଥିଲା । ବିଧାନ ସଭାରେ ଅଯୋଗ୍ୟ ହାତରେ ଶାଳଗ୍ରାମ ।
@nabakishorelenka1915
@nabakishorelenka1915 Месяц назад
ଠିକ୍ କହିଛନ୍ତି। ରନ୍ଧା ଡ଼ାଲି ଉପହାର ଦେବାର ଥିଲା
@nabakishorelenka1915
@nabakishorelenka1915 Месяц назад
ଠିକ୍ କହିଛନ୍ତି। ରନ୍ଧା ଡ଼ାଲି ଉପହାର ଦେବାର ଥିଲା
@pradeeporam7585
@pradeeporam7585 Месяц назад
Perfect person selected as CM of Odisha
@user-lc9mm6vv1v
@user-lc9mm6vv1v Месяц назад
Good desion
@janardanpanda5378
@janardanpanda5378 Месяц назад
ମହିଳା ହେଲେ କଣ ହେଲା ନିରପେକ୍ଷ ଭାବରେ ରହିବା ଆବଶ୍ୟକ
@asisdash4466
@asisdash4466 Месяц назад
Congratulations new CM 🎉🎉
@jogeswarmajhi4529
@jogeswarmajhi4529 10 месяцев назад
ଯାହା ଆପଣ ପୋଷ୍ଟ ଦେଖେଇ ଲେ ତାହା ବିଜେଡି ଚାକର ମାନଙ୍କର କାରନାମା ଓଡ଼ିଶା ବାସୀ ଠିକ୍ କଣ ଭୁଲ କଣ ହିସାବ ଦେବେ।
@SstarRajesh
@SstarRajesh 2 месяца назад
Mohon bhai jindabad ❤❤❤🎉🎉🎉
@AbhayakumarMahunta
@AbhayakumarMahunta Месяц назад
Mahon majhi the super
@kishankisku1196
@kishankisku1196 10 месяцев назад
ଡାଲି ଚୁରୁଣୀ କୁ ଡାଲି ରାନ୍ଧି କି ଦେବା କଥା 😅😅😅😅
@Veer4u
@Veer4u Месяц назад
ମନୋରଞ୍ଜନ ବାବୁ କନକ ଟିଭି ର ସତ୍ ସାହସ ଅଛି ତ ଥରେ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କୁ ଏମିତି ପ୍ରଶ୍ନ କରିକି ଦେଖା। ସେଥିରେ ତୁମର ପାରିବ ପଣ ଜଣା ପଡନ୍ତା। ମନୋରଞ୍ଜନ ବାବୁ, ତୁମେ ଭୁଲି ଯାଉଚ ଯେ ତୁମେ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ କରୁଚ, ତୁମ ଶରୀର ର ଭାଷା ଜମା ଶୋଭନୀୟ ନୁହେଁ।
@Mahakal123g
@Mahakal123g Месяц назад
Cm Odisha
@user-ki2tm1ur6i
@user-ki2tm1ur6i Месяц назад
Congratulations new cm
@basantibalapanigrahi5289
@basantibalapanigrahi5289 10 месяцев назад
You are correct
@rakeshsahooofficial2402
@rakeshsahooofficial2402 Месяц назад
Congratulations new CM❤❤
@balabhadratantytanty8917
@balabhadratantytanty8917 Месяц назад
Face to face correct 👏👏👏👏 imandari Mukhyamantri is Mahan sir 🙏🪔🙏🙏🇮🇳🇮🇳🇮🇳
@RajuRaju-tf5zd
@RajuRaju-tf5zd 10 месяцев назад
Cm ବିରୁଦ୍ଧରେ ସ୍ୱାଧିକାର ନୋଟିସ୍ ଆଣିଲ ସେଥିପାଇଁ ସେମିତି କଲେ
@kuanrtudu9960
@kuanrtudu9960 10 месяцев назад
ପ୍ରମିଳା ମଲ୍ଲିକ ଶିଶୁ ମାନଂକ ଡାଲି କୁ ଚୁରି କରିଥିଲେ ବଲୀ ସେ ଡାଲି କୁ ଦେଖି ଡରୁଛନ୍ତି । ଏଇଟା ଯଥେଷ୍ଟ ପ୍ରୋମାଣ ।
@debendranarayandash9040
@debendranarayandash9040 Месяц назад
ଜୟ ଶ୍ରୀ ଜଗନ୍ନାଥ 🙏 ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କୁ ଅଭିନନ୍ଦନ 🇹🇯
@sudamhelp9917
@sudamhelp9917 Месяц назад
ସବୁ ଠିକ୍ ଅଛି କିଛି ଭୁଲ ନାହିଁ
@padminibankara8222
@padminibankara8222 Месяц назад
ଏ ବାବାରେ e ଲୋକ ବହୁ dengar
@prakashotta3538
@prakashotta3538 Месяц назад
ଧର୍ମ ର ହେବ ଜୟ......jay jagarnatha jay mohan bhai..
@riteshkumarsahoo365
@riteshkumarsahoo365 Месяц назад
Who Come After Cm
@DipakRoky1234
@DipakRoky1234 Месяц назад
ଜୟ ଓଡ଼ିଶା
@abhisekmishra6603
@abhisekmishra6603 Месяц назад
New cm sir🎉🎉
@AshutoshBehera-qd3gd
@AshutoshBehera-qd3gd 6 дней назад
ସିଏମ୍ ସାର୍ ଆପଣଙ୍କୁ ମୋର ଅଶେଷ ପ୍ରଣାମ ମୁଁ ଗୋଟିଏ ବିଧବା ପିଲା କୁ ଧରିକି ଚଳିବା ଵହୁତ କଷ୍ଟ ସେଥିପାଇଁ ଆପଣ ଙ୍କୁ ଅନୁରୋଧ ବିଧବାଙ୍କୁ ସବୁ ଦିଆଯାଉ
@sureshmajhi3488
@sureshmajhi3488 10 месяцев назад
ଭିଜୁଆଲ ଦେଖି ବାର ଥିଲା।
@adumallick2027
@adumallick2027 Месяц назад
ଠିକ୍ କହିଛନ୍ତି ସାର ଧନ୍ଯବାଦ
@ashalatajena9035
@ashalatajena9035 Месяц назад
Manoj sir ଆପଣଙ୍କର କହିବାର କଥା ଟା ବହୁତ୍ କର୍କସ ଅଛି ଆମେ ଜାଣିପାରିଛୁ
@BioiniBipini-ye6yb
@BioiniBipini-ye6yb Месяц назад
You are bad
@user-ko4je2ki3w
@user-ko4je2ki3w Месяц назад
ମୋର ଗୋଟେ request ସାର ଆପଣ ସବୁେବେଳ news ବାଲାକ୍ ସାଗରେ constant ରଖନ୍ତୁ ତେବେ ଭଲ ଖରାପ ଜାଣି ପାରିବେ କିନ୍ତୁ pandian ଭଳି କମॆ ଚାରି ରଖନ୍ତୁ ନାହିଁ ଜଉଟା ଜାଣି ପାରିବେ ତାର ତୁରନ୍ତ action ନିଈଯାଉ ଦୂତ ରାଷ୍ଟ୍ର ଭଳି ବସିଯିବେନି ଦଶରଥଙ୍କ ପୁଅ ରାମ ଭଳି କାମ କରନ୍ତୁ
@Satyaranjan-S
@Satyaranjan-S Месяц назад
Congratulations sir sri Mohan Charan Majhi
@SstarRajesh
@SstarRajesh 2 месяца назад
Jai Bjp Jai keonjhar jai maa tarini 🙏 ❤❤❤🎉🎉🎉🎉
@JADUMANIPATRA-ks1vb
@JADUMANIPATRA-ks1vb Месяц назад
ମନରଞ୍ଜନ ମିଶ୍ର ଚାକର ବାକର ଙ୍କୁ ପଚାରିଲା ଭଳିଆ ପଚାରୁଛନ୍ତି ଜଣେ ନେତାଙ୍କୁ ତାଙ୍କ କଥା ବାର୍ତା ଗୁଣ୍ଡା ଗିରିଆ ଭଳିଆ
@sudhalsahoo6422
@sudhalsahoo6422 Месяц назад
Good sepike
@Sumit.yyy222
@Sumit.yyy222 Месяц назад
BJP bahut bhala party.adibasi ku bahut guruta deu chhanti.odisha adibasi janiba katha.jay bharat maata Jay sriram Jay jagannath.
@atulyakumar9186
@atulyakumar9186 Месяц назад
CM Sir🫡
@chandanhansdah1313
@chandanhansdah1313 10 месяцев назад
Joy mahon sir
@BachanPradhan-ob7op
@BachanPradhan-ob7op 10 месяцев назад
BJ P Netankara thike Bichardhara Achi
@kuidinakandhamal7070
@kuidinakandhamal7070 Месяц назад
Odisha re kebala mohan sir nkara sasan abasyaka
@ashokkumarmaharana781
@ashokkumarmaharana781 Месяц назад
Strong fight ..Manoranjan babu ete deeply question karuthile but answer ta jabardast thila Mohan majhi sir nkara sei time re....ebe ta se CM 🤙 🎉🎉🎉kemiti dekhuchanti esabu old conversation ku?hadbadi jaunahanti ta Manoranjan babu 😂
@shortvideo9192
@shortvideo9192 Месяц назад
Super our cm❤❤❤
@milumilu5517
@milumilu5517 Месяц назад
There are no questions except Dali Dali dali......
@meghamalanayak3845
@meghamalanayak3845 10 месяцев назад
Durniti gratsth minister damega hebe ni.mohan majhi damega hebakan kahu chhanti.Manoranjan babu. Tike chinta kar.
@rakeshsahooofficial2402
@rakeshsahooofficial2402 Месяц назад
ମାଡୁଆ ମନୋରଞ୍ଜନ😂😂😂
@GangadharSahu-ve1jn
@GangadharSahu-ve1jn Месяц назад
Honourable chief minister sir pranam .anew course was started in all medical colleges of odisha i.e.o.t technician whoch is most essential for operation theatre in all hospital.so i pray to your gracious enough through this channel to take early action for appointment of o.t.technician
@Koslikala
@Koslikala Месяц назад
Mohan Majhi
@MinoGadaba-yq6ge
@MinoGadaba-yq6ge Месяц назад
जय जगन्नाथ
@Kalingatraveller636
@Kalingatraveller636 Месяц назад
ନବୀନ - ଓଡିଶା ରେ ଓଡ଼ିଆ ଆସେ ନାହିଁ ❌ ମୋହନ ମାଝି - ଓଡିଶା ରେ ହିନ୍ଦୀ ଆସେ ନାହିଁ ✅
@jagannathpanigrahi5286
@jagannathpanigrahi5286 10 месяцев назад
ପାର୍ଲ୍ୟାମେଣ୍ଟରେ ଅନେକ ପ୍ରକାର ଘଟଣା ଘଟୁଛି। ବାଚସ୍ପତି କହି କହି ହାଲିଆ‌ ହୋଇ ଯାଉଛନ୍ତି। ହଠାତ୍ ସସ୍ପଣ୍ଡ କରାଯାଉନାହିଁ।
@niranjanbehera9276
@niranjanbehera9276 Месяц назад
ତାବିଚାର ଜନସାଧାରଣ କରିସାରିଛନ୍ତି
@aarzoo4168
@aarzoo4168 Месяц назад
2017 to Zilla stariya Amala manakar Entry Level Qualification Gradation with Computer knowledge hethiba satwe ,Maric qualification ra salary i.e Grade pay 1900 dia jauchhi.
@AshutoshBehera-qd3gd
@AshutoshBehera-qd3gd 6 дней назад
ଆପଣ ଆମ ମାନଙ୍କୁ3500 ଦିଆଯାଉ
@PuteleKulamani
@PuteleKulamani Месяц назад
C.M sir sir amane katha ku bulauchhanti❤❤❤❤❤
@pipilipaban5389
@pipilipaban5389 Месяц назад
Manoj sir apanankara tk prabala ru ATI prabala galu dosa rahuchi, gote question ku kholi kholi 100 question kariki kai ama time loss karuchanti, jadi prakrutare interview nebara echha nahi tahale channel chhadi aau kan kama karantu, aau jadi thik se kama karibara echha achhi tahale adhikaru adhika relevant questions pacharantu. Kai se galu question karuchanti, se future chief minister.
@aarzoo4168
@aarzoo4168 Месяц назад
CM Sir, Zilla stariya Amala manankar Grade Pay 4200 kari baku anurodh
@iswarnayak1383
@iswarnayak1383 10 месяцев назад
Ete bhasan mariba purbaru ,fast visual dekha jau, ta pare, Katha barta ,mohan babu is the best. ,,?
@krishandas3832
@krishandas3832 Месяц назад
Sir do something for employment
@abhijit1455
@abhijit1455 10 месяцев назад
Kanak news r editor manage heichi bjd dwara , kehibele sarkar nku tana deiki katha sunipariluni aji jaen
@rajkishorsahu7686
@rajkishorsahu7686 Месяц назад
ଏ reprter ମାନେ ନବୀନ ପଟ୍ଟନାୟକଙ୍କ ସାକ୍ଷାତ୍ ନେବାକୁ କେବେ ସାହସ କରିନଥିଲେ କିନ୍ତୁ ସେ ଖୁବ୍ ଭଲ ବୋଲି ପ୍ରଚାର କରି ଚାଲିଥିଲେ
@Twins_Lifestyle
@Twins_Lifestyle Месяц назад
ନୂଆ ବାଚସ୍ପତି ହେଲେ ବି ସେ କ'ଣ ନିୟମ କାନୁନ ପଢ଼ିକି ସେ ଅନୁସାରେ କାର୍ଯ୍ୟ କରିପାରିବନି ନା କ'ଣ...?
@user-mm2bm6el5c
@user-mm2bm6el5c Месяц назад
Mohan majhi jete bel bidhayka thile jane polic adhikari tanku kichi kahitil mukhamantryi heba pare acsan nebeboli kuhajauchi bachaspati nka uparaku Dali phingi baku kan karajiba
@aarzoo4168
@aarzoo4168 Месяц назад
Nabin Sarkar michha pratisruti dei thaki dele.
@tanisha716
@tanisha716 Месяц назад
Mohan majhi will not be a puppet CM, i realised after seeing this interview
@Aviator_7940
@Aviator_7940 Месяц назад
Absolutely
@olituncreativeproductions2995
@olituncreativeproductions2995 Месяц назад
Absolutely right ❤❤
@rajendraroul199
@rajendraroul199 Месяц назад
Absolutely Its a bjd agenda for next panchayat election.
@ratancakrboty5919
@ratancakrboty5919 Месяц назад
Jay ho Mohan Majhi
@chinup3599
@chinup3599 Месяц назад
Congratulations to our new CM🎉
@udhura224
@udhura224 Месяц назад
ଅତି ସୁନ୍ଦର CM ❤❤❤
@supriyasahoo4400
@supriyasahoo4400 Месяц назад
Patrakar mohadaya he is the only cm after 25 years has come to you for a interview Apana bi tike samaya deantu BJD patrakar huantu nahi .jahaku nua vachaspati kahuchanti se nije 20 Barsha ra mla tankara sufficient experience achi apan kan only gote questions ku bar bar pachareba ta bi thik nuha .athiru Jana paduchi je apana BJD ra patrakareta karuchanti jaha apana nka kata ru janapaduchi 😅
@khageswarrout8004
@khageswarrout8004 Месяц назад
Sir, Implement OPS and other demands of teachers soon.
@lofimiusic20
@lofimiusic20 Месяц назад
Galuwa manaranjan sir
@himanshubhoi8375
@himanshubhoi8375 Месяц назад
True fact odisha shall developed in majhi govt now
@sibusahoo1242
@sibusahoo1242 Месяц назад
CM🎉🎉🎉🎉
@jagadeeshchoudhury8354
@jagadeeshchoudhury8354 Месяц назад
Manoranjan Mishranku amara priya Mukhyamantri thik uttar deichhanti. Ati sunder. Mohan babunku CM heba abasarare bahut subhakamana janauchhi. Jai Shree Ram 👏👏👏👏👏👏👏👏👏👏
@DhirenMohanta-kb6wc
@DhirenMohanta-kb6wc Месяц назад
LLB ର talent ସାଧାରଣ ଲୋକର ନୁହେଁ 👌
Далее
#kikakim
00:23
Просмотров 7 млн
Мой инстаграм: v1.ann
00:13
Просмотров 113 тыс.