ଏହି ଭିଡିଓ ଟି ସମ୍ପୂର୍ଣ୍ଣ ଭାବରେ ଆପଣ ମାନଂକ ମନୋରଞ୍ଜନ ପାଇଁ ଏକ ଛୋଟିଆ ପ୍ରୟାସ।ଯଦି ଭିଡିଓ ରେ କାହାକୁ କିଛି ବାଧିଲା ଭଳିଆ କଥା କୁହା ଯାଇଥିବ ତାହେଲେ କ୍ଷମା କରିଦେବେ।ଆଉ ଯଦି ଭିଡିଓ ଟି ଆପଣ ମାନଙ୍କୁ ଭଲ ଲାଗିବ ତାହେଲେ ଭିଡିଓ କୁ like cmnt share subscribe କରିବାକୁ ଜମା ଭୁଳିବେନି।ଆପଣ ମାନଙ୍କ ଭଲ ପାଇବା ପାଇଲେ ମୁଁ ଏମିତି ଆଗକୁ ଆହୁରି ମଜାଳିଆ ଭିଡିଓ ଆପଣ ମାନଙ୍କ ପାଇଁ ନେଇ ଆସିବି।
#vlog
#gariba
#comedyvlog
#garibavlogger
#comedyvideo
#dagaraseabeach
#comedyvlog
20 сен 2024