Тёмный

Adhe Tora Adhe Mora | New Superhit Full Jatra - Jatra Ranga Mahala | ଅଧେ ତୋର ଅଧେ ମୋର | Sidharth TV 

Sidharrth TV
Подписаться 9 млн
Просмотров 2,9 млн
50% 1

Writer : Arun Barik
Director : Tapas Swain
Lyric : Panchanan Nayak
Music :Mihir Mohanty
Dance :
--------------------------------------------
Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର RU-vid Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
------------------------------------------------------
Watch & Subscribe to our other RU-vid Channels:
👉 Sidharth Music: / sidharthmusic
👉 Namita Agrawal : / namitaagrawal
👉 Sidharth Bhakti : / sidharthbhakti
------------------------------------------------------
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
------------------------------------------------------
#SidharthTV #SidharthMusic #SidharthBhakti #NamitaAgrawal #SitaramAgrawal

Опубликовано:

 

15 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 994   
@jayadebamuduli8735
@jayadebamuduli8735 4 года назад
aama sarasada toka papi nanda pain salute
@SatyaPattanaik20
@SatyaPattanaik20 3 года назад
ରଙ୍ଗମହଲ ର ସମସ୍ତ ନାଟକ ଏକ ଭିନ୍ନ ସ୍ୱାଦର ଏବଂ ପାରିବାରିକ ଉପରେ ଆଧାରିତ ।ରଙ୍ଗମହଲ ର ସମସ୍ତ ଆଗଧାଡିର କଳାକାର ଏବଂ ନାଟ୍ୟକାର ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ,ଲାଇଟ୍, ସାଉଣ୍ଡ ସମସ୍ତ ଛୋଟ ବଡ କଳାକାର ମାନଙ୍କୁ ଧନ୍ୟବାଦ, ବିଶେଷ କରି ରଙ୍ଗମହଲ ର ପ୍ରଯୋଜକ ଶ୍ରୀଯୁକ୍ତ ସତ୍ୟ ଜେନା ଙ୍କୁ ଧନ୍ୟବାଦ ।
@sibaprasadbeherasiba
@sibaprasadbeherasiba 4 года назад
ବାଃ କି ହୃଦୟସ୍ପର୍ଶ କାହାଣୀ 😭👌👍 କି ଚମତ୍କାର ଲେଖା👌👏👏👏 କି ନିଖୁଣ ଅଭିନୟ ସୁଭାଷ,ମାମ, ଆଉ ସେ ବୁଢ଼ୀ ମା'ର 😘👏 ରଙ୍ଗମହଲ୍ ଯାତ୍ରା ଅନୁଷ୍ଠାନକୁ ବହୁତ ବହୁତ ଧନ୍ୟବାଦ୍ ଏମିତି ନାଟକ ଆମକୁ ଭେଟି ଦେଇଥିବାରୁ 🙏 ସତରେ ଯାତ୍ରାରୁ କିଛି ଭଲକଥା ଶିଖିବାକୁ ମିଳେ.....କିଛି ଲୋକ କୁହନ୍ତି ଯେ ହେ ଛାଡ କିଏ ସେ ଯାତ୍ରା ଦେଖୁଛି ହେଲେ ମୁଁ ତ ସବୁ new generation କୁ ହାତ ଯୋଡି ନେହୁରା ହେଇ କହିବି ଯେ ଏମିତି ଯାତ୍ରା ଦେଖ ଆଉ ଏଥିରୁ କିଛି ଶିଖ🙏🙏🙏 thanks #SidharthTv upload karithibaru🙏😘👏 aau gote request #JatraRangamahala Ra #TameBahaHeichaNaBadhuaAcha nataka ti jaldi upload karantu....🙏
@biswajitpalai3530
@biswajitpalai3530 4 года назад
Ur great 😘
@chinmayeeprusty6886
@chinmayeeprusty6886 4 года назад
Tamala budhiki mora pranam god tanku amiti dukha kebe bi na diyantu really blessed
@tukun1989
@tukun1989 4 года назад
Ate dukha story jatra satare prati ti seen re akhi re luha asijauchi sasmtnka acting satre mind-blowing
@manoranjannayak6397
@manoranjannayak6397 3 года назад
Io
@ManojKumar-rr8pb
@ManojKumar-rr8pb 4 года назад
AI Nataka ta dekhila pare.... Nija bhudi Maa katha mone padi gala...Tamala bhudi ra acting outstanding and Subhas Bhai... Osm.... Full package ai nataka re achi... Really Thank you all and Sitaram sir nko sabo bele nua chinta dhara semiti rahi thaoo tankara love you 😁😁😁😁
@pratapnayak9748
@pratapnayak9748 4 года назад
ଯାତ୍ରା କଳାକାର ଙ୍କ ଅଭିନୟ କେହି କରି ପାରିବେ ନାହିଁ, ଅତି ସୁନ୍ଦର,
@karunadasdas5320
@karunadasdas5320 4 года назад
Right bro
@santoshmandal6164
@santoshmandal6164 4 года назад
ସୁବାଷ ଭାଇ ସୂପର star of ଓଡ଼ିଆ ଜାତ୍ରା industries
@sibaprasadsahoo2113
@sibaprasadsahoo2113 4 года назад
Right
@sibaprasadsahoo2113
@sibaprasadsahoo2113 4 года назад
Right bro
@tapanpal3212
@tapanpal3212 4 года назад
ବା ବା କି ହୃଦୟସ୍ପର୍ଶି କାହାଣୀ ଆଖି ରୁ ଲୁହ ଆସୁଛି 😭 କି ଚମତ୍କାର ଲେଖା ନିଖୁଣ ଅଭିନୟ thnkss ରଙ୍ଗ ମହଲ ପରିବାର 🙏🙏
@mrrajucomedy2086
@mrrajucomedy2086 4 года назад
ମନକୁ ଛୁଇଁଲା ଭଳିଆ ଯାତ୍ରା ଟିଏ ଆଜି ମୁଁ ଦେଖିଲି ସୁନ୍ଦର୍ ବହୁତ୍ ସୁନ୍ଦର ଅଭିନୟ ସମୋସ୍ତ କଳାକାରଙ୍କର ଅଭିନୟ👌👌👌👌👌👌
@pradhanvlogs5861
@pradhanvlogs5861 4 года назад
ଗୋପା ଅଭିନୟ ବହୁତ ଭଲ ଲାଗିଲା। କିନ୍ତୁ ଜେଜେମା କିଛି ବି କମ୍ ନୁହେଁ।
@rajendrabiswal9498
@rajendrabiswal9498 4 года назад
ବହୁତ ସୁନ୍ଦର ନାଟକ ବୁଢ଼ୀ ମା'ର ଚରିତ୍ର ଅତି ଉଚ୍ଚକୋଟୀର ଧନ୍ୟବାଦ।
@srimantajena6151
@srimantajena6151 3 года назад
CBB
@ramachandradas2904
@ramachandradas2904 4 года назад
ସୁବାସ ଭାଇ ତୁମ୍ଭର ମଙ୍ଗଳ ହେଉ
@arupsahoo2453
@arupsahoo2453 4 года назад
Ebekar time ku compare kale.. No 1 natak.. Thnx rangamahal team
@kumaranil5235
@kumaranil5235 2 года назад
Dine nataka ti stage re dekhithili.....ajji mobile re dekhili....aaji feal kali sabuthu odishara super duper hit rangamahal ra nataka.....no1 of jollywood industry.... 👍👍👍👍👍👍
@himangshudutta914
@himangshudutta914 4 года назад
I am Bengali. But odia jatra my favorite. Specially adha Tor adha mor jatra
@divinemother136
@divinemother136 4 года назад
ମା'ର ପଣତ ଶ୍ରୀମନ୍ଦିର ନେତ। ଜେଜେମା ନୁହେଁ ସେ ମା ଠାକୁରାଣୀ। ବହୁତ ସୁନ୍ଦର ଅଭିନୟ କଲେ ଜେଜେମା I like this type of character.🙏👌🙏🙏
@shibaramsahu5976
@shibaramsahu5976 4 года назад
Divine Mother Tapas Patra ñ
@divinemother136
@divinemother136 4 года назад
@@shibaramsahu5976 mean
@trinathbehera6006
@trinathbehera6006 4 года назад
ବହୁତ ସୁନ୍ଦର ଯାତ୍ରା ଏବଂ ସମସ୍ତ କଳାକାର ମାନଂକୁ ଆନ୍ତରିକ ଶୁଭେଚ୍ଛା ଖୁବ ସୁନ୍ଦର ଯାତ୍ରାଅନୁଷ୍ଠାନ ରଙ୍ଗମହଲ
@prakashsahoo7459
@prakashsahoo7459 4 года назад
Akhire luha asigala....gopia ra Abhinaya dekhi.......♥️♥️♥️♥️
@jitendrasahu9863
@jitendrasahu9863 4 года назад
ଜେ ଜେ ମା ଆଉ ତା ନାତି ର ଅଭିନୟ ସତରେ ବହୁତ ସୁନ୍ଦର
@dillipkumarbiswal5651
@dillipkumarbiswal5651 4 года назад
ବହୁତ ସୁନ୍ଦର ନାଟକ ଯିଏକି ବର୍ତ୍ତମାନ ସମୟର ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରୁଛି । ନାଟ୍ୟକାର ଏବଂ ନିର୍ଦ୍ଦେଶକଙ୍କୁ ଅନେକ ଅନେକ ଶୁଭେଚ୍ଛା ।
@tilupanigrahy
@tilupanigrahy 4 года назад
ଏହି ନାଟକର ନାମକରଣ ଆଉ କିଛି କଳାକରଙ୍କୁ ଏପଟ ସେପଟ କରାଯାଇଛି । ଏହା ପୂର୍ବରୁ ଏହି ନାଟକ ଇର୍ଷ୍ଟନ ଅପେରା ପରିବେଷଣ କରିଥିଲା "ସାବି ତତେ ଯୋଗନି ଖାଉ"
@Priyabrata-fp6mb
@Priyabrata-fp6mb 4 года назад
@@tilupanigrahy ok
@pramodsahu567
@pramodsahu567 3 года назад
Ooops
@surendrasahoocreation5887
@surendrasahoocreation5887 4 года назад
ତମାଳ ବୁଢ଼ୀ ମୋ ଆଖି କୁ ଶ୍ରାବଣ ମାସ ର ବର୍ଷା ଦେଇଦେଲା 😭 ବୁଢ଼ୀ ମାଆ ସତରେ ତମେ ବୁଢ଼ୀ ଠାକୁରାଣୀ🙏🙏🙏
@sibaprasadpalai1674
@sibaprasadpalai1674 4 года назад
କଂଦେଇ ଦେଲ ତମେ ଜେଜେ ମା 🙏 thanks ranga mahal paribar🙏🙏🙏🙏🙏
@debakantabehera6963
@debakantabehera6963 4 года назад
Very nice
@sailendrakumarbehera5622
@sailendrakumarbehera5622 4 года назад
କଂ ଦେଇ ଦେଲ ଜେଜେ ମା🙏🙏 thanks ranga mahal paribar 🙏🙏🙏🙏🙏👌👌👌
@shubhalaxmibehera197
@shubhalaxmibehera197 4 года назад
Very nice
@sujaljali9449
@sujaljali9449 4 года назад
ବୁଢୀ ମା ଚରିତ୍ର ଅଭିନୟ ବହୁତ ସୁନ୍ଦର ।
@seeyouagainkeepsmile6699
@seeyouagainkeepsmile6699 4 года назад
Super akhiru luha kamilani ...Super jatra
@santoshrout3257
@santoshrout3257 4 года назад
ନିଖୁଣ ଅଭିନୟ ତମାଳ ବୁଢୀ ଆଉ ଗୋପି .👌👌👌👌
@sibaprasadsahoo2113
@sibaprasadsahoo2113 4 года назад
Right
@birensandh9239
@birensandh9239 2 года назад
ବୁଢ଼ୀ ମାଁ ଚରିତ୍ର ଅଭିନୟ ବହୁତ ସୁନ୍ଦର
@sameermansingh6378
@sameermansingh6378 4 года назад
ଓଃ କି ନିଛକ ଅଭିନୟ, କି ସୁନ୍ଦର ନାଟକ । ଓଡିଆ ଯାତ୍ରା ଜଗତର ସପର୍ହିଟ ନାଟକ । "RANGAMAHAL" is the best. Thank you so much 'Sarthak TV'.
@rameshchandraswain6929
@rameshchandraswain6929 2 года назад
Ttttttt
@rameshchandraswain6929
@rameshchandraswain6929 2 года назад
Ttttttt Badhia%natakam
@rameshchandraswain6929
@rameshchandraswain6929 2 года назад
Ttttttt
@rameshchandraswain6929
@rameshchandraswain6929 2 года назад
Ttttttt
@rameshchandraswain6929
@rameshchandraswain6929 2 года назад
Ttttttt
@chandrakantamishra3025
@chandrakantamishra3025 2 года назад
ବୁଦ୍ଧି ଠାକୁରାଣୀ ର ଅଭିନୟ ସହ ସମସ୍ତ କଳାକାର ଙ୍କ ଚମତ୍କାର ଅଭିନୟ । ପ୍ରକୃତ ରେ ବହୁତ୍ ସୁନ୍ଦର ଯାତ୍ରା
@subhranshusahu893
@subhranshusahu893 4 года назад
ବହୁ ଦିନର ଅପେକ୍ଷା ଅନ୍ତ ଘଟିଲା।ଏମିତି ନୂତନ ଯାତ୍ରା ଅପଲୋଡ଼ କରନ୍ତୁ ।ଧନ୍ୟବାଦ ସାର୍ଥକ ଟିଭି
@prasantakumarsethygoodmorn4599
@prasantakumarsethygoodmorn4599 4 года назад
Woah
@rasmitasahoo6520
@rasmitasahoo6520 4 года назад
Bohut bohut badhia Mu ta kebe mo jeje maa Ku dekhini kintu eithu bujhiparuchi jeje maa kan ...love you
@sambhujuti3159
@sambhujuti3159 4 года назад
Mora jaje maa achi
@minatimajhi995
@minatimajhi995 4 года назад
Sata kahila
@panditbijaypandey3340
@panditbijaypandey3340 4 года назад
ଜୟ ଜଗନ୍ନାଥ ଅନେକ ଅନେକ ଧନ୍ୟବାଦ ଜଣାଉଛି ଏ ନାଟକ ର ସମସ୍ତ କଳାକାର ମାନକୁ ବିଶେଷ କରି ସୁବାସ ଭାଇ ଙ୍କୁ ଓ ଜେଜେ ମା ଙ୍କ ର ଚରିତ୍ର ରେ ଥିବା ଅପା କୁ ବି ।।।।
@shivakrishnadash7519
@shivakrishnadash7519 4 года назад
Mu A Nataka dekhi Bahuta Kandichhi, A Nataka are hrudaya sparshi wow 😭😭😭 Amiti Nataka mu mo jibana re kebe bi Dekhini, Khub sundar Nataka.
@Badboy-tz7kz
@Badboy-tz7kz 4 года назад
ଧନ୍ୟବାଦ ସିଦ୍ଧାର୍ଥ ଟିଭି । ରଙ୍ଗ ମହଲର ନାଟକ ଅଧେ ତୋର ଅଧେ ମୋର ଅପଲୋଡ଼ କରିଥିବାରୁ ।
@kalkicreations9459
@kalkicreations9459 4 года назад
ଧନ୍ୟବାଦ ସିଦ୍ଧାର୍ଥ ଟେଲିଭିଜନ
@sujatanayak9821
@sujatanayak9821 4 года назад
ଜେଜେମା ତୁମେ ବହୁତ ସୁନ୍ଦର ଅଭିନୟ କରିଛ । ତୁମ ପରି ମୋର ବି ଗୋଟେ ବୁଢ଼ିମା ଥିଲା । ହେଲେ । ଆଜି ସେ ମୋ ପାଖରେ ନାହିଁ। ତୁମକୁ ଦେଖିବା ପରେ ମୋ ବୁଢ଼ିମା କଥା ମନେପଡିଗଲା ।
@AshokKumar-oi2ze
@AshokKumar-oi2ze 4 года назад
ThnQ so much bhai bht badhia lagila jatra ta Amiti oplord karantu nua nua jatra🙏🙏
@ashishparidaa6037
@ashishparidaa6037 4 года назад
Hm
@jaganbehera2517
@jaganbehera2517 4 года назад
Mora bi
@shivakrishnadash7519
@shivakrishnadash7519 4 года назад
Satare bahut bhala nataka ye Sara Odisha ra No.1 Rangamahala Jatra.
@ericssonsecurity3401
@ericssonsecurity3401 4 года назад
ଧନ୍ୟବାଦ ସିଦ୍ଧାର୍ଥ ଟିଭି ।ଧନ୍ୟବାଦ ରଙ୍ଗ ମହଲ
@prasantsahoo6150
@prasantsahoo6150 4 года назад
ଗେପିଆ ବୁଢ଼ୀ ମା super ଅଭିନୟ
@mkmproduction
@mkmproduction 4 года назад
ଆୟ ଲଭ୍ ୟୁ ବୁଢି ମାଁ
@sartisingh1117
@sartisingh1117 3 года назад
Thank you
@satyajitswain8827
@satyajitswain8827 4 года назад
Suresh. Bhai.ku mor🙏🙏🙏...Beautiful...Acting..
@pabitraentertainment1982
@pabitraentertainment1982 4 года назад
ଧନ୍ୟବାଦ କଳାକାର ଏବଂ ଧନ୍ୟବାଦ ଶିଦ୍ଧାର୍ଥ ଟିଭି
@pravataprustt4168
@pravataprustt4168 4 года назад
Super budhimaa
@GANESH-yy9vu
@GANESH-yy9vu 4 года назад
ବହୁତ ଭଲ ହେଇଚି ଲେଖକ ଭାଇ 🙏🙏👍👍👍👍👍👍 ଗୋପୀ ଭାଇ 🙏🙏🙏
@arabindasahu7573
@arabindasahu7573 4 года назад
ସତରେ ତମାଳ ବୁଢ଼ୀ ତୁ ଥରେ ମୋର ବୁଢ଼ୀମା ହୋଇ ମୋତେ ଯୋଗାନିଖିଆ ବୋଲି ଡାକ ନା, ମୋର ବି ଆୟୁଷ ବଢି ଯାଆନ୍ତା ।
@akshyanaik9870
@akshyanaik9870 3 года назад
1 😂😂
@akshyanaik9870
@akshyanaik9870 3 года назад
😂
@akshyanaik9870
@akshyanaik9870 3 года назад
2ww 😀🎂
@pratapdalai9919
@pratapdalai9919 4 года назад
(ଧନ୍ୟବାଦ୍ ସାର୍ଥକ ଟିଭି). ରଙ୍ଗମହଲ ର ବୁଢୀମା କଳାକାର ଏବଂ ଗୋପୀ🙏
@AjayKumar-xk4zg
@AjayKumar-xk4zg 4 года назад
ଲେଖକ କୁ ବହୁତ୍ ଧନ୍ଯବାଦ୍ ବହୁତ୍ ଭଲ ଲେଖୁଛନ୍ତି
@kanhucharanbehera5712
@kanhucharanbehera5712 4 года назад
Denim
@kumarsahoo1592
@kumarsahoo1592 4 года назад
Bahuta bhala lekha
@bhagirathiswain6350
@bhagirathiswain6350 3 года назад
Lakhaka rang
@kalingakeshari4577
@kalingakeshari4577 2 года назад
ହୃଦୟସ୍ପର୍ଶୀ ନାଟକ,,,,,ଆଖିରେ ଲୁହ ଆସିଯାଉଚି ବହୁତ୍ ସୁନ୍ଦର୍ ଲେଖା 🙏🏼🙏🏼🙏🏼🙏🏼🙏🏼🙏🏼❤️❤️❤️❤️❤️❤️❤️❤️❤️
@kanhucharangouda7125
@kanhucharangouda7125 4 года назад
Excellent🙏🙏🙏,Specially Jeje maa,gopi,gopa,gunjan.
@kalingakeshari4577
@kalingakeshari4577 2 года назад
କଳାକାର ମାନଙ୍କର ନିଖୁଣ ଅଭିନୟ ❤️❤️❤️❤️👍👍👍👍🙏🏼🙏🏼🙏🏼🙏🏼 ଚାମତ୍କର ❤️❤️😭😭😭🙄🙄🙄ବହୁତ୍ ସୁନ୍ଦର ଯାତ୍ରା 👍👍👍👍👍👍👍👍👍👍👍👍👍
@tapanpal3212
@tapanpal3212 4 года назад
ନିଖୁଣ ଅଭିନୟ ତମାଳ ବୁଢ଼ୀ b🙏🙏🙏🙏ଆପଣ ଙ୍କୁ ମା କୋଟି କୋଟି ପ୍ରଣାମ
@chaturbhujamahakud6600
@chaturbhujamahakud6600 4 года назад
Thanks for budhimaa / Subas panda /rangamahal parivar/sidhart tv nice story
@kishorekumar2103
@kishorekumar2103 4 года назад
Special thanx to ବୁଢୀମା and all actors of this ନାଟକ ବହୁତ୍ ସୁନ୍ଦର ଅଭିନୟ କରିଛନ୍ତି ସମସ୍ତେ ଧନ୍ୟବାଦ
@anantapadhan216
@anantapadhan216 3 года назад
Bahut badhia 👍
@gobindajena3722
@gobindajena3722 4 года назад
ବହୁତ ଭଲ ସଂଳାପ କୁ ଚମତ୍କାର ଅଭିନୟ ସତରେ ମାନମୁଗ୍ଧକର, ଆଖିରୁ ଲୁହ ଆସିଗଲା😢
@pradeepkumarsethi9609
@pradeepkumarsethi9609 3 года назад
Nice jatra
@pknayak5941
@pknayak5941 3 года назад
Wow sundar nataka tiye.....samastanka roll bahut sundar..aau sabuthu bhala lagila gopi and budhima ra roll...😭😭😭😭🙏🙏🙏
@srikantabehera8884
@srikantabehera8884 4 года назад
Gopa & Gopi & jeje MAA carraitor so beautiful
@anunayak960
@anunayak960 4 года назад
Bhudhi maa.... 💯 salam Tama abhinayaku
@priyadarshannayak6343
@priyadarshannayak6343 4 года назад
Girija acting super mania,gopi, budhimaa ra bi super.
@subratsahu7716
@subratsahu7716 4 года назад
Full bobal gopi Bhai
@omsaidiagnosticandclinic6133
@omsaidiagnosticandclinic6133 4 года назад
ସୁନ୍ଦର୍ ନିଖୁଣ ଅଭିନୟ ଜେଜେ ମା
@ranjankumarbadatya8134
@ranjankumarbadatya8134 3 года назад
ସବୁ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ମୋର ନମସ୍କାର ବୁଢିମା ଅଭିନେତ୍ରୀ ଙ୍କୁ ମୋର ବିନମ୍ର ପ୍ରଣାମ ଗୋପା,ଗୁନ୍ଞ୍ଜନ୍, ଗୋପି ଭାଈ ଅପା ମାନଙ୍କୁ ମୋର କହିବାକୁ ମୋର ଭାଷା ନାହିଁ ଖାଲି ଏତିକି କହୁଚି ହ୍ରୃଦୟରୁ ମୋର ସୁନ୍ଦର ନମସ୍କାର👌👌👌
@nalindrasoy6366
@nalindrasoy6366 4 года назад
Bahut sundar hei6i ranga mahal paribara ei jatra
@ramachandranayak2579
@ramachandranayak2579 4 года назад
Super jatra 👌👌👌👌
@lipunbiswal8041
@lipunbiswal8041 4 года назад
ଧନ୍ୟବାଦ ସିଦ୍ଧାର୍ଥ ଟିଭି 📺👌👌👌👌👌👌
@bihariodiavlogs362
@bihariodiavlogs362 4 года назад
ମିଛୁଆ ରାଧୁଆ ଗପ ସରିଲା & ସାହାଡ଼ା ଗଛ କେମିତି ଅଛ ଦୁଇଟା ଭିତରୁ ଗୋଟେ ଦିୟ pls lockdown ରେ ମଜା ଆସିବ ଘରେ ବସି ଦେଖି ବୁ
@goodartitude.9917
@goodartitude.9917 3 года назад
Thik kahich jaldi apload hei jiba katha ..karan public sidharth TV ku ate saport kari thibaru..☝️☺️💞💞🕺
@manojkumarsahoo2307
@manojkumarsahoo2307 4 года назад
ସମସ୍ତ କଳାକାର ଅତି ସୁନ୍ଦର ଅଭିନୟ କରିଛନ୍ତି 👍👍👍🙏🙏🎁🎁🎁
@krushnachandradash8566
@krushnachandradash8566 4 года назад
ଵହୁତ୍ ଭଲ ଲାଗିଲା ଧନ୍ୟବାଦ୍ ।
@antaryamijena7031
@antaryamijena7031 4 года назад
👍👍🏿🙏😁😁🧒🦃🦃🙇‍♂️
@rinkulahara7671
@rinkulahara7671 4 года назад
ବହୁତ ଭଲ ଅପେରା ଅଧେ ତର ଅଧେ ମୋର ଭୁଢ଼ି ମା ଗୋପି ଗୋପା
@bijayakumarsahoo7465
@bijayakumarsahoo7465 4 года назад
ଧନ୍ୟବାଦ ସାର୍ଥକ ଟିଭି
@nilanchalpalei9870
@nilanchalpalei9870 3 года назад
Bhai sonsadhanakara
@sachindramahanandia5888
@sachindramahanandia5888 4 года назад
Wonderful family drama,Bahuta bhala lagila.
@kamalakantabehera9400
@kamalakantabehera9400 4 года назад
Odisa bahare achu jatra dekhi hauni emti gote gote upload karantu plz🙏🙏🙏🙏
@prabhakarsahu8582
@prabhakarsahu8582 4 года назад
Hmm
@singerjitujena3318
@singerjitujena3318 4 года назад
Tuma kathare mun ekamata bhai
@kamalakantabehera9400
@kamalakantabehera9400 4 года назад
@@singerjitujena3318 kn kariba odisa bahare achanti
@makarmahalik1897
@makarmahalik1897 4 года назад
Bhai Nice comment
@kamalakantabehera9400
@kamalakantabehera9400 4 года назад
@@makarmahalik1897 satare bhai odisa bahare kichi jatra dekhi hauni jetiki upload hauchi setiki
@patiadad8917
@patiadad8917 4 года назад
Nice jatra thank you sidhartha tv
@Nhbvlogs116
@Nhbvlogs116 4 года назад
Really re keu mane dekhicha like kara
@kanhunayak6340
@kanhunayak6340 4 года назад
Mu dekhichi
@sncartoon660
@sncartoon660 4 года назад
Nice
@nilanchalpalei9870
@nilanchalpalei9870 3 года назад
Supper jatra bhai
@bachanbehera4662
@bachanbehera4662 4 года назад
Samste actor best acting karichanti 🙏supar hit s jatra🙏
@rnsssaaahhhooosahoo3906
@rnsssaaahhhooosahoo3906 4 года назад
Pura super
@subratkumarjena2404
@subratkumarjena2404 4 года назад
Great jeje maa,,.. and Nati toka
@kartikkumarmaikap6297
@kartikkumarmaikap6297 4 года назад
Nice story Thanks Rangamahal
@sanyasitarei3453
@sanyasitarei3453 4 года назад
ମୁଁ ବହୁତ ଖୁସି ହେଇଗଲି 🙏🙏🙏
@sasmitanayak3267
@sasmitanayak3267 4 года назад
Bahut Sundar jatra thank you Siddhartha tv
@ratikantapati192
@ratikantapati192 4 года назад
All credit goes to Siddhartha TV👌👌👌
@manojkumargochhayat5521
@manojkumargochhayat5521 4 года назад
Bhuta sundara natoka subasha bhai budhima and anima dide 🙏🙏🙏🙏🙏🙏
@rameshnagesh229
@rameshnagesh229 4 года назад
Bahut dinar apekhya purnna karithibaru dhanyabad
@maheswarnath2988
@maheswarnath2988 4 года назад
Thank you so much jatra upload karithibaru satare bhaut khusi lagila 🙏🙏🙏
@rashmikar3699
@rashmikar3699 4 года назад
Satare ete din pare gote jatra bhala lagila super
@brcreation6842
@brcreation6842 4 года назад
Sidharth tv fans like here👌👌👌👌
@ghanashyamasahoo7651
@ghanashyamasahoo7651 4 года назад
ତମାଳ ବୁଡ଼ି ଆଉ ଗୋପୀ ରୋଲ୍ ବହୁତ୍ ଭଲ ଲାଗିଲା
@surendraputel2277
@surendraputel2277 4 года назад
KiNi nela mana kala nagara kiye kiye chahucha like kara
@kameswararauta6329
@kameswararauta6329 4 года назад
Jaldi chada plz
@adityasamantaray4039
@adityasamantaray4039 4 года назад
Ranga mahalar kalakarnku danybad
@tophansahu5766
@tophansahu5766 3 года назад
Samasta yatra kalakar bhai o bhauni .maa mankanku mor Bahut Bahut dhanyabada Aau Pranam🙏🙏🙏🙏Jay jagananatha swami nayan patha gami Bhaba Tumhe
@tukun1989
@tukun1989 4 года назад
Jeje MA au nati ra acting 1st class mane wonderful acting
@nagendranathkulhari2275
@nagendranathkulhari2275 Год назад
କିଛି ଶବ୍ଦ ନହିଁ କାହିବାକୁ ହୃଦୟ ସ୍ପର୍ଶି ନାଟକ
@prakashsahoo8022
@prakashsahoo8022 4 года назад
Thanks for uploading jatra atam.thanku sridhat chanel
@gurujikumarnayak6772
@gurujikumarnayak6772 4 года назад
Bhai new jatra kichhi upload kara luck down re basi basi bijar lagilani......mate kiye support karuchha like kara 😁😁😁
@manojrautaray4257
@manojrautaray4257 4 года назад
Budi maa takhurani. Gunjan.gopa.gopi. so beautiful actor... Bhaut bhala ligila...
@sk.basar.1889
@sk.basar.1889 4 года назад
Budi. Maa. Takhurani. Gunjan. Gopa.gopi.so.beautful.actor.bhala.ligila
@crazyyyy-cp5ih
@crazyyyy-cp5ih 4 года назад
Gopi ra emotional au tike vala huanta
@sandiptamaharana4846
@sandiptamaharana4846 4 года назад
Plz tulasi gananatya full jatra upload karantu
@chandanjena5385
@chandanjena5385 4 года назад
My favourite jatra Thanks for uploading
@hkhembram9258
@hkhembram9258 4 года назад
Jatra Sabu bele sunder lage ...😊😊😊
@bikashchandra1035
@bikashchandra1035 4 года назад
Bapa roll re thiba mahanku koti Salam
@WithTeachers
@WithTeachers 4 года назад
ବହୁତ ସୁନ୍ଦର,ବହୁତ ଶିଖିବାର ଅଛି
Далее
The 30 Biggest News Breaks You Didn’t Hear About!
21:27
SKARB ZIMY W EKSTRAKLASIE | Wiosna 23/24 | Tetrycy
3:28:56