Тёмный

Anka Banka Duniara Bata || Sasmita Jena || Odia Viral Singer || Odia Sad Song || Jema Creation World 

JEMA CREATION WORLD
Подписаться 87 тыс.
Просмотров 1,3 млн
50% 1

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,2 тыс.   
@m-speed1937
@m-speed1937 Год назад
Super
@SuramaBehera-ej4gg
@SuramaBehera-ej4gg Год назад
❤❤❤❤ilove❤❤❤❤
@lingarajparua443
@lingarajparua443 Год назад
Super
@MadhushmitaSahoo-de9tt
@MadhushmitaSahoo-de9tt Год назад
Pls.studio.number.dia
@arunsahoo3027
@arunsahoo3027 Год назад
Nice
@smunda1153
@smunda1153 Год назад
Bahut Sundar ❤❤❤❤didi
@kaminidas9388
@kaminidas9388 Год назад
ଯେଉଁ ମାନେ ଏ ଭଉଣୀ କୁ ସୁଯୋଗ ଦେଇଛନ୍ତି ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଭଉଣୀ ଆପଣଙ୍କ ସୂର ବହୁତ ମିଠା ❤❤❤❤❤
@RAJURASHMIodiavlog
@RAJURASHMIodiavlog Год назад
Gito first time sunucho bodha
@phrmukeshodia
@phrmukeshodia Год назад
କିଏ କିଏ ସସ୍ମିତା ଦିଦି ଗୀତ ଶୁଣିବାକୁ ଆସିଛ ଗୋଟିଏ ହିଟ୍ ଲାଇକ କର....❤❤❤ମୋ ଚ୍ୟାନେଲ କୁ ଟିକେ Support କର ଭାଇ ମାନେ ବହୁତ୍ ଚେଷ୍ଟା କରୁଛି ଆଗକୁ ଯିବା ପାଇଁ 🎉 ଜୟ ଜଗନ୍ନାଥ 💕
@focusstudy8435
@focusstudy8435 Год назад
Mu
@user-ex1ci8ud5c
@user-ex1ci8ud5c Год назад
Jay jagannath
@jaykrishnadas1274
@jaykrishnadas1274 Год назад
Very very good beautiful song ❤❤❤
@bapinajena1848
@bapinajena1848 Год назад
Mu
@bhaktimayeemahaptra3760
@bhaktimayeemahaptra3760 Год назад
Jay Shree Jagannath🙏🙏🙏
@dravaranibal590
@dravaranibal590 Год назад
ହୃଦୟରୁ ଧନ୍ୟବାଦ ଯେଉଁ ମାନେ ଏ ଭଉଣୀ କୁ ସୁଯୋଗ ଦେଇଛ, ମହାପ୍ରଭୁ ଆପଣ ମାନଙ୍କର ମଙ୍ଗଳ କରନ୍ତୁ।
@subratbagofficial3713
@subratbagofficial3713 Год назад
ଯେଉଁ ଭାଇ ମାନେ ଏଇ ଭଉଣୀ ଙ୍କୁ ସୁଯୋଗ ଦେଇ ଛନ୍ତି ସେ ମାନଙ୍କୁ ମୋର୍ ବହୁତ୍ ବହୁତ୍ ଧନ୍ୟବାଦ୍❤️❤️❤️
@Jena__vlogs__1__7879
@Jena__vlogs__1__7879 Год назад
ଭଉଣୀ କଣ ଗାଇଲମ୍ ଗୀତ ମନ ପୁରା ଦିଲଖୁସି ହେଇଗଲା 🎉🎉🎉🎉ଆସନ୍ତୁ ଗୋଟେ ଲାଇକ କରିଦେବା ଏଇ ସସ୍ମିତା ଭଉଣୀ ଙ୍କ ପାଇଁ 👍👍👍👍👍👍👍👍👍👌👌👌
@tulusamantaray2806
@tulusamantaray2806 Год назад
ବହୁତ୍ ସୁନ୍ଦର୍ ଭଏସ୍। ତମେ ନିଶ୍ଚୟ ଆଗକୁ ବଢିବ। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ....🙏🙏🙏🙏🙏
@SusantiSahoo
@SusantiSahoo Год назад
Nice
@kailashmost5001
@kailashmost5001 Год назад
🙏🙏🙏🙏🙏
@RAJURASHMIodiavlog
@RAJURASHMIodiavlog Год назад
Asima panda fail marijibo
@durbashasahani4154
@durbashasahani4154 Год назад
କୋହ ଭରା କଣ୍ଠ ରେ ଗୀତ ନୁହେଁ ହୃଦୟ ର ବେଦନା କେତେ ଲହଡ଼ି ଭାଙ୍ଗି କୂଳ ଛୁଇଁବା ପାଇଁ ବ୍ୟାକୁଳ ହେଉଛି ❤❤❤❤✝️✝️
@mr.k.c.balltypevideo1862
@mr.k.c.balltypevideo1862 Год назад
ଭଉଣୀ ତମକୁ ହୃଦୟରୁ ପ୍ରଣାମ ଭଗବାନଙ୍କୁ ମୋର ଏତିକି ପ୍ରାର୍ଥନା କି ତମେ ଆଉରି ଆଗକୁ ଭଡ
@ajaybharati5275
@ajaybharati5275 Год назад
ବିନା ପ୍ରଶିକ୍ଷଣ ରେ ଯା ଗାଇଛନ୍ତି ପ୍ରଶିକ୍ଷଣ ପାଇଲେ ଅନେକ ଆଗକୁ ଜିବେ god bless you ସସ୍ମିତା
@jigneshsaiblog8193
@jigneshsaiblog8193 Год назад
ବହୁତ ସୁନ୍ଦର ଗିତ❤❤❤ ବଢିଆ ଗାଇ ଛନ୍ତି ଯିଏ ଏମାନଙ୍କୁ ମଉକା ଦେଇଛି ସେ ଭାଇକୁ ବହୁତ ବହୁତ ବହୁତ ଧନ୍ୟବାଦ 🙏🙏🙏🙏
@geetanjaliswain1256
@geetanjaliswain1256 Год назад
1:16 1:17 1:19 1:19 1:34
@RabiMahankuda-zd1pd
@RabiMahankuda-zd1pd Год назад
​ Mori Sajni Pari luni lo meri man Hai Golu
@RabiMahankuda-zd1pd
@RabiMahankuda-zd1pd Год назад
Monisha 3 April mein beiman hai Golu
@RabiMahankuda-zd1pd
@RabiMahankuda-zd1pd Год назад
Yah tutiya gana Babu sister Kala Tutak😂
@sureshbag...official4397
@sureshbag...official4397 Год назад
ଏତେ ମଧୁର ସ୍ୱର... କୋଉଠି ଲୁଚି ଥିଲା କେହି ବି ଜାନି ପାରେନା...👌👌👌❤️❤️❤️🌹🌹🌹
@sagarmilikhusi
@sagarmilikhusi Год назад
ଭଉଣୀ ସ୍ୱର ବହୁତ ମିଠା ଭଗବାନ ତୁମର ମଙ୍ଗଳ କରନ୍ତୁ
@gangadhar14360
@gangadhar14360 Год назад
Very nice song ❤❤❤
@uchitsikhyaodia
@uchitsikhyaodia Год назад
hm ❤
@gaganverygoodpolicydas6098
@gaganverygoodpolicydas6098 Год назад
Super song
@Kuseswarnial
@Kuseswarnial Год назад
Supar song
@AamaGaonAamaMati
@AamaGaonAamaMati Год назад
❤❤❤❤❤❤❤❤
@bratatisamal938
@bratatisamal938 Год назад
ଓଡ଼ିଶା ରେ ବହୁତ୍ ନାମୀଦାମୀ music director ଅଛନ୍ତି କିନ୍ତୁ ମାନବିକତା ର ଅଭାବ ଅନେକ ମିଡ଼ିଆ ଭାଇ ଅଛନ୍ତି ଏମିତି ହୃଦୟଥିବା ସୁନ୍ଦର ମଣିଷ ଯେ କି ପଙ୍କରୁ ପଦ୍ମ ପାଇଛନ୍ତି ସସ୍ମିତା କୁ ଖୋଜି ବାହାର କଲେ
@srikanthsabat8574
@srikanthsabat8574 Год назад
Very nice appa
@bratatisamal938
@bratatisamal938 Год назад
@@srikanthsabat8574 hmmm re
@mitaranisingh8038
@mitaranisingh8038 Год назад
ବହୁତ ସୁନ୍ଦର ତୁମ କଣ୍ଠ ସ୍ୱର ତୁମର ଚଲାପଥକୁ ଆଗକୁ ସଫଳ ହେଉ ଜୟ ଜଗନ୍ନାଥ ନୟନ ପଥଗାମୀ🙏🙏🙏🙏🙏
@bairagipradhan1962
@bairagipradhan1962 Год назад
ଏ ଭଉଣୀର ପ୍ରତିଭାକୁ ବିକାଶ କରିଥିବା ଭାଇ ମାନଙ୍କୁ ଧନ୍ୟବାଦ !🙏
@uchitsikhyaodia
@uchitsikhyaodia Год назад
ଭଉଣୀ ବହୁତ୍ ସୁନ୍ଦରୀ ସ୍ଵର 🥰ଈଶ୍ୱର ତୁମକୁ ବହୁତ୍ ଆଗକୁ ନିଅନ୍ତୁ 🙏💐❤️❤️
@OdishaBoyManoj
@OdishaBoyManoj Год назад
Every odia should support these kind of talented people's of our odisha..what a soothing voice you have sasmita didi ❤
@KrushnaYoutuber
@KrushnaYoutuber Год назад
ହୂଦୟରୁ ଧନ୍ୟଵାଦ ଆପଣମାନଙ୍କୁ🙏🙏🙏 ❤❤❤ସଶ୍ମିତା ଦିଦିଙ୍କୁ ଗାୟିବାର ସୁଯୋଗ ମିଳିଥିବାରୁ, ଧନ୍ୟଵାଦ ବହୁତ ବହୁତ ଧନ୍ଯବାଦ 🙏🙏🙏🙏🙏🙏❤❤❤❤❤👍👍👍👍👍👍🚩🚩🚩🚩🚩
@basudevprusty6317
@basudevprusty6317 Год назад
ବହୁତ ସୁନ୍ଦର କଣ୍ଠଦାନ କରିଛନ୍ତି ।।।। ଜୟ ଜଗନ୍ନାଥ🙏🙏🙏🙏
@pintuvillagetour
@pintuvillagetour Год назад
ଭଉଣୀଙ୍କ କଣ୍ଠ ସ୍ବରରେ ଛୋଟ ପିଲାର କୋମଳତା ରହିଛି 👍👌👌 ଭଗବାନ କରନ୍ତୁ ବହୁତ ଆଗକୁ ଯାଅ 🎵🎶
@pravatbarik5778
@pravatbarik5778 Год назад
ହେ ମାଆ ମଙ୍ଗଳା ତୁ ଏ ଭଉଣୀ କୁ ଭଲରେ ରଖିଥା 🎉🎉🎉🎉🎉 ଅତି ସୁନ୍ଦର ଗୀତ 😢😢😢😢😢
@samirmoharana8926
@samirmoharana8926 Год назад
Bahut sunder voice
@arjunpangijindabad6747
@arjunpangijindabad6747 Год назад
ଏମିତି ମଧୁର କଣ୍ଠ singer ମାନଙ୍କୁ ପ୍ରତି ଦିନ ଗୋଟିଏ ଗୋଟିଏ ଗୀତ ଗାଇବାକୁ ଦିଅନ୍ତୁ।ଜୟ ଜଗନ୍ନାଥ ❤❤❤
@janmejaymandal4473
@janmejaymandal4473 Год назад
ଖୁବ ସୁନ୍ଦର ସ୍ୱର, ଶୁଣିକି ବହୁତ ଖୁସି ଲାଗିଲା,ଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ, ଭଗବାନ ତୁମ ଚଲାପଥରେ ଅଶମିତ ଖୁସି ଭରିଦେଉ l❤️ଜୟ ଜଗନ୍ନାଥ ❤️
@sai_shreeman
@sai_shreeman Год назад
The entire song word combination is so authentic & saddest ever feelings of voice is tear down my eyes but 2:23 just give me nostalgic goosebumps😖
@bharatbehera8671
@bharatbehera8671 Год назад
ବଢ଼ିଆ ସ୍ୱର, ଏମିତି ସୁନ୍ଦର ଭାବରେ ଗୀତ ଗାଇ ନିଜର ପ୍ରତିଭାକୁ ଲୋକଙ୍କ ପାଖରେ ପହଞ୍ଚାଅ। Congratulations ... God bless you.
@bablupujari2395
@bablupujari2395 Год назад
ଜୟ ଜଗନ୍ନାଥ ସମସ୍ତ କର୍ମ କର୍ତ୍ତା ଙ୍କୁ ଧନ୍ୟବାଦ ଜଣେ ଅସହାୟ ଭଉଣୀ ଙ୍କୁ ସୂଜଗ ଲଗାତାର ଗୀତ ଗାଇବାକୁ ସୁଯୋଗ ଦେଇ ଥିବାରୁ super 👍👍👌 song ❤️👍👍
@musiclovers2117
@musiclovers2117 Год назад
Unique voice.. beautiful singing... Recording is also very good 👌👌👌
@cutesreeyacutesreeya5933
@cutesreeyacutesreeya5933 Год назад
ବହୁତି ସୁନ୍ଦର ଗୀତ ଗାଇଲ ଭଉଣୀ, ଭଗବାନ ତୁମକୁ ଆହୁରି ଉପରକୁ ଉପରକୁ ନିଅନ୍ତୁ
@pinkunayak6638
@pinkunayak6638 Год назад
ଜୟ ଜଗନ୍ନାଥ ସାହା ଭରସା 🙏🙏🙏🙏🙏🙏 ବହୁତ୍ ଭଲ ଲାଗିଲା ଗୀତ ଟା voice good
@RanjanSundaray-ty4vf
@RanjanSundaray-ty4vf Год назад
କେତେ ସୁନ୍ଦର୍ ସ୍ୱର ଆପଣଙ୍କର। ଜୀବନରେ ବଞ୍ଚିବାକୁ ହେଲେ ଅଙ୍କାବଙ୍କା ବାଟକୁ ପାରି ହେବାକୁ ପଡ଼ିଥାଏ।ସେ ବାଟରେ ଯିଏ କଷ୍ଟସହି ଆଗକୁ ବଢିଚାଲେ ସେ ହିଁ ତା ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଥାଏ। ଜୟ ଶ୍ରୀ ଜଗନ୍ନାଥ।
@nabinajani2751
@nabinajani2751 Год назад
ଗୀତ ଶୁଣି ଆଖିରୁ ଲୁହ ଜୋରି ଯିବ ଆପେ ଆପେ ... Bahut sundar heichi song
@Lalikiduniya22
@Lalikiduniya22 Год назад
All three song mostly heart touching and outstanding voice👌❤
@BathuelNayak12
@BathuelNayak12 Год назад
ଲେଖା ବହୁତ ସୁନ୍ଦର ହଇଛି.. ଗାଉଥିବା ଭଉଣୀଙ୍କ ସ୍ୱର ଭଲ ଲାଗିଲା।
@santoshpramanika5164
@santoshpramanika5164 Год назад
Nice voice ❤❤❤❤ ଭଗବାନ ତମକୁ ଭଲରେ ରଖନ୍ତୁ ଭଉଣୀ🙏🏻🙏🏻 ଗୀତଟି ଶୁଣିଲେ ଆଖିରୁ ଲୁହ ଅସିଯାଉଛି 😢😢😢😢😢😢😢😢😢❤❤❤
@Sahoo29625
@Sahoo29625 Год назад
Speechless 😢😢😢😢 Unlimited Love For Sasmita ❤❤❤❤❤❤❤❤
@pradiptkumarswain7148
@pradiptkumarswain7148 Год назад
ଯାହା ଭୁଲ ହେଉଛି ସରସ୍ବତୀ ମା ଠିକ ହୋଇଯିବ, ସମୟ କୁ ଅପେକ୍ଷା କର, ବହୁତ ସୁନ୍ଦର 🌹🌹👍👍👍👍
@balaramkanhar5062
@balaramkanhar5062 Год назад
ଭଉଣୀ,, ଅତି ସୁନ୍ଦର ଗୀତ ଆଉ ସ୍ୱର,, ଓମ୍ ଶ୍ରୀ ପ୍ରଭୁ,,,,
@tapankumarpradhan-yr8uk
@tapankumarpradhan-yr8uk Год назад
ହଁସିବାର ସମୟ ଆସିଯାଇଛି ଭଉଣୀ 😄 ଆଗକୁ ଆହୁରି ହସି ସମୟ ବିତି ଯାଉ... ଜୟ ଜଗନ୍ନାଥ ସ୍ୱାମୀ 🙏
@subhamsahu2350
@subhamsahu2350 Год назад
Beautiful singer. Thanks Producer , Director & all Team members.
@sudhaashutoshmishra8605
@sudhaashutoshmishra8605 Год назад
Naive.. No artificiality.. Beautiful lyric.. Great jema
@ChapaBagarty-hz6qm
@ChapaBagarty-hz6qm Год назад
Voice is so sweet and smooth.God bless you sasmita. Many Many Thanks .
@mantumahar-lg7sh
@mantumahar-lg7sh Год назад
ବହୁତ ସୁନ୍ଦର ସ୍ବର ଭଉଣୀ👌👌👌👌💞💞💞
@sabitamallick7654
@sabitamallick7654 Год назад
So Sweet voice❤😊
@bisakhatakri7515
@bisakhatakri7515 Год назад
Nice voice sashmita dii.may god bless you sister 🙏❤🌹
@pareshghadaighadai4421
@pareshghadaighadai4421 Год назад
Bahuta sundar Voice Super song Bhounika Chalapatha Sukhamaya Heu 🙏Jay Jay Jagannatha 🙏
@dillipbehera1295
@dillipbehera1295 Год назад
ସୁନ୍ଦର ଭଏସ ଆହୁରି ଆଗକୁ ଯିବ ଭଉଣି ଜୟ ଜଗନ୍ନାଥ
@binodinisahu9164
@binodinisahu9164 Год назад
Thanks rahul bhai to find the large quality 🎉🎉🎉very good voice dii god bless you ❤❤❤
@kishorchandralenka9919
@kishorchandralenka9919 Год назад
ଅତି ଉତ୍ତମ ଉଚ କୋଟୀର ଗୀତ ଗାନ କରି ଥିବା ରୁ ଆପଣ ମାନଙ୍କୁ ଧନ୍ଯବାଦ ଅର୍ପଣ କରୁଛି।
@user-fd8ns8sv2h
@user-fd8ns8sv2h Год назад
ଗୀତତ ବହୁତ ସୁନ୍ଦର ଲାଗିଲା ❤❤ପ୍ଲିଜ ଭାଇ ଭଉଣୀଙ୍କୁ ଜତନରେ ରଖିବ🙏 ଆଉ ସେମାନଙ୍କ ପାଇଁ ଗୋଟେ ଘର ବନେଇ ଦେଵ କିଛିବି ଅସୁବିଧା ନ ହୁଅନ୍ତୁ ଆଉ ଏମିତି ହିଁ ଆଗକୁ ଗୀତ ଗାଉଥାଆନ୍ତୁ
@JPMD_RAJEEB
@JPMD_RAJEEB Год назад
ସସ୍ମିତା ଭଉଣୀ ପ୍ରଣାମ🙏🏻🙏🏻🙏🏻 ଆପଣ ଗୋଟେ ମହାପ୍ରଭୁଙ୍କ ଭଜନ ଗାଓନ୍ତୁ, ଆମ୍ଭେ ମାନେ ଅପେକ୍ଷାରେ ଅଛୁ, ଜୟ ଜଗନ୍ନାଥ 🔘‼️🔘🙏🏻🙏🏻🙏🏻🚩🚩🚩
@Banitapatro170
@Banitapatro170 Год назад
ଦିଦି ତମ,ଗିତ, ଭଲଲାଗୁଛି, ଭଗବାନ, ତମର ମଙ୍ଗଳ କାର୍ଯ୍ୟରେ ସଫଳ ହେବ
@user-rl6yk8dd9o
@user-rl6yk8dd9o Год назад
Sweet voice❤ God bless you sister
@ritanjalimuduli5195
@ritanjalimuduli5195 Год назад
ବହୁତ ସୁନ୍ଦର ସ୍ୱର. ଗୀତ ବି ବହୁତ ଭଲ. 👌👌👌
@subashchandrabehera8182
@subashchandrabehera8182 Год назад
Verynice voice ,God bless you Go forward❤❤
@raniranimaharana9412
@raniranimaharana9412 Год назад
ବୋହୁତ ସୁନ୍ଦର ହେଇଛି ଗୀତ ଟିଏ 👍😭😭🙏
@BharatiAmanta-hr2og
@BharatiAmanta-hr2og Год назад
So sweet voice sasmita didi ❤❤
@santoshbindhani4439
@santoshbindhani4439 Год назад
Beautiful voice sujag deithibaru dhanyabad jay Jagannath 🙏🙏🙏🙏
@bharatinaik9746
@bharatinaik9746 Год назад
Very nice song and so sweet voice 👌
@josobantajuad7066
@josobantajuad7066 Год назад
ଅତି ସୁନ୍ଦର୍ କଣ୍ଠ ଜୟ ଜଗନ୍ନାଥ 🙏🙏🙏🙏🙏
@kanhunaik6709
@kanhunaik6709 Год назад
So sweet voice ❤ love you sister 💝
@ushakuku1794
@ushakuku1794 Год назад
May God bless Sasmita.❤
@sasmitadash6922
@sasmitadash6922 Год назад
Au kichhi dinara apekhya jane famous singer hebaku❤❤❤ Luv you Sasmita.. Congratulations to all team members 👍 She needs inspirations from all .
@rajendrapusty1305
@rajendrapusty1305 Год назад
ଭଉଣୀ ବହୁତ୍ ଭଲ ଗାଇଛନ୍ତି ସୁନ୍ଦର୍ ସଙ୍ଗୀତ
@santoshpatri2120
@santoshpatri2120 Год назад
Very nice ମନକୁ ପୁରା ଛୁଇ ଗଲା❤❤❤
@wecan8123
@wecan8123 Год назад
Awesome 👌.. "Grateful appreciation to the kind person who illuminated her path, guiding her into the limelight with a touch of love and warmth. Their thoughtfulness has made a world of difference, and we are truly thankful for their presence in her life."
@prasannakumarsahoo3338
@prasannakumarsahoo3338 Год назад
Nice voice ❤
@RanjitSingh-uz8mx
@RanjitSingh-uz8mx Год назад
Oti sundar gita & uttam gitara vabana,thank you all team members💖💐
@sabitakerai9106
@sabitakerai9106 Год назад
Sweet voice sister ❤god bless you
@pradiptparida8206
@pradiptparida8206 Год назад
ବହୁତ ସୁନ୍ଦର ବହୁତ ସୁନ୍ଦର voice
@sunitasahoo4075
@sunitasahoo4075 Год назад
I don't like you listen odia songs but I came hear to hear the song of her ....😮 She sings so sweetly .
@pankajinipadhi468
@pankajinipadhi468 Год назад
Very nice song and so sweet voice ❤
@artatranabhati8007
@artatranabhati8007 Год назад
ବଢିଆ ମିଠା voice, ଜୟ ଜଗନ୍ନାଥ
@MyTemplesTourandTravel
@MyTemplesTourandTravel Год назад
ବହୁତ ସୁନ୍ଦର, ହୃଦୟସ୍ପର୍ଶୀ ଭଉଣୀଙ୍କ ଗୀତ👌👌
@pratibhapratibha670
@pratibhapratibha670 Год назад
Nice voice sasmita❤❤
@janakidharua-2444
@janakidharua-2444 Год назад
Super ❤ So Sweet voice 😊 God bless you didi 🥰😊
@murmusujan104
@murmusujan104 Год назад
So sweet voice Sasmita❤❤❤❤❤❤❤
@fakirmohansahoo2079
@fakirmohansahoo2079 Год назад
ଭଉଣୀ ବହୁତ ସୁନ୍ଦର କଣ୍ଠ ଆପଣଙ୍କ ର ଜୟ ଜଗନ୍ନାଥ 🙏🙏🙏
@simabhoi.swadhin3103
@simabhoi.swadhin3103 Год назад
Very nice song . very nice voice 👍
@user-ww5zj6jb6x
@user-ww5zj6jb6x Год назад
ବହୁତ ସୁନ୍ଦର କଣ୍ଠ ଜଗନ୍ନାଥ ତୁମକୁ ଭଲ ରେ ରଖନ୍ତୁ ❤❤❤👐
@mayadharjani5369
@mayadharjani5369 Год назад
ବହୁତ୍ ବହୁତ ମିଠା ମିଠା ଗୀତ 👌👌👌👌🙏🙏🙏🙏🙏🎇🎇🎇🎇🎇
@sumantadehuri1432
@sumantadehuri1432 Год назад
Really love you ଲୋ di 🙏❤️🥰 ଜୟ ଜଗନ୍ନାଥ ତୁମକୁ ସବୁବେଳେ ଭଲରେ ରଖନ୍ତୁ 🙏
@AlladiniBhuyan
@AlladiniBhuyan Год назад
very very nice song and very nice voice ❤❤❤❤❤❤👌👌👌👌👌👌👌👌👌👌
@niytipatra-mz9tk
@niytipatra-mz9tk Год назад
Sasmita didi ra gita bahut sunder laguchi so beautiful song ❤❤❤❤❤❤❤❤❤❤❤❤❤❤😊😊😊😊😊😊
@user-wi8to1gj3f
@user-wi8to1gj3f Год назад
Bahut sundara voice❤❤❤
@ambikabehera7478
@ambikabehera7478 Год назад
ବହୁତ ସୁନ୍ଦର ଲେଖା |ଭଉଣୀ ଙ୍କ voice କୁ ଶୋଭାପାଉଛି |
@biswaranjanpani9025
@biswaranjanpani9025 Год назад
It's a very critical song.. nobody can sing this song easyly.. really hat's up.. very talented..
@sibasankarpanda3026
@sibasankarpanda3026 Год назад
Nice voice sister.I pray that u should go ahead and be a good singer in future🎉
@jhilimahanta385
@jhilimahanta385 Год назад
Nice voice sister
@RakeshDash-os4wz
@RakeshDash-os4wz Год назад
Hamara Dil Ko Halchall Kardiya Sister..SUPER HIT SONG and BEAUTIFUL TONE.. DIL SE I LOVE IT.🙏🕊🙏🕊🙏
@dileswarmukhi1186
@dileswarmukhi1186 Год назад
Ete sundar gauchanti dehare sriharana khelijauchi, tq all team who give this opportunity to our sasmita apa.... 👌👌great job all team... Keep it up..... 🥰🥰
@saggchannel6567
@saggchannel6567 Год назад
ବହୁତ୍ ବଢିଆ ଗୀତ ଗାଇଛନ୍ତି ଭଉଣୀ ,🎻🎸👌👌👌👌👍👍👍👍🌺🌺🌺🌻🌻🌻🧕🧕💃💃💃💃
@prakash.donk.p7215
@prakash.donk.p7215 Год назад
RU-vid ର ସମସ୍ତ ଅଗଣିତ ଦର୍ଶକ ଭାଇ ଭଉଣୀ ମାନଙ୍କ ର ଅଜସ୍ର ଶୁଭ କାମନା ଏବଂ ଆଶୀର୍ବାଦ ସସ୍ମିତା ଭଉଣୀଙ୍କ ପ୍ରତି ରହିଥାଉ।ସେ ବହୁତ ଆଗକୁ ଯାଆନ୍ତୁ ।🌹🌹🌹🌹
@ssubratkumarmajhi5971
@ssubratkumarmajhi5971 Год назад
Right bhai 🙏🙏....
@niranjan3702
@niranjan3702 Год назад
Nice voice, God bless you sister 🎉
@Prem-melody
@Prem-melody Год назад
Nice and thanks everyone for supporting
@sivapatro7749
@sivapatro7749 Год назад
Mind blowing voice 👍 God bless you 🙏
@Basantmusicodisha
@Basantmusicodisha Год назад
Sweet voice Sasmita Jane ❤❤❤
@chapalabehera1066
@chapalabehera1066 Год назад
Bahut sundar voice ❤
@pradipmeher4250
@pradipmeher4250 Год назад
So Sweet Voice 👌👌👌
@ranjanranjanrout1729
@ranjanranjanrout1729 Год назад
ଭାଇ ଭଲ ଗୀତ ଗାଉଥିବା ରେ ଶୁଭେଚ୍ଛା ଜଣାଇଲେ ଆଉ ଥରେ ଏମିତି ଗାଇବାକୁ ସୁଯୋଗ ପାଇଁ thanks for your 👈
@jayIndianarmyjayhind1768
@jayIndianarmyjayhind1768 Год назад
Amit singer asile ame bahut khusi hebu very nice voice the female version……thank you Bhai tanku sujai deithibaru ❤🎉❤
@sumitramalik5883
@sumitramalik5883 Год назад
First of all, I would like to thank the reporter Rahul Bhai, it is because of him that Sasmita was recognized by the whole of Odisha and she went from being a beggar to a good singer today.❤
@twinsreality0920
@twinsreality0920 Год назад
Yes
@belalsennag282
@belalsennag282 Год назад
🎉😂
@diptimayeebarik4987
@diptimayeebarik4987 Год назад
Yes
@belalsennag282
@belalsennag282 Год назад
@@diptimayeebarik4987 thank
@gourangajena476
@gourangajena476 Год назад
​@@twinsreality0920ଉଙଜ $$299😊₩₩0୦
Далее
Мой телеграмм: v1ann
00:14
Просмотров 45 тыс.