Тёмный

Ayodhya Samachara Rama Katha 🙏 ll Omm Kedar ll Bharati Sahoo ll 

Omm Kedar Official
Подписаться 20 тыс.
Просмотров 2,6 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 28   
@KEDARMALIK-o6o
@KEDARMALIK-o6o 8 месяцев назад
ଦାଦା ସୁପର ହେଇଛି ଗୀତଟି
@diptikantasahoo4891
@diptikantasahoo4891 8 месяцев назад
ରାମ କୃଷ୍ଣ ଶୁଣୁ ଖାଲି କାନ ମୋର, ଏ ଜୀବନ ଧନ୍ୟ ହୋଇଯିବ❤❤
@achyutanandamallick576
@achyutanandamallick576 7 месяцев назад
ବହୁତ ସୁନ୍ଦର ଗୀତ ରଚନା ଏବଂ ବହୁତ ସୁନ୍ଦର କଣ୍ଠଦାନ l ଅନେକ ଅନେକ ଅଭିନନ୍ଦନ ଜଣାଉଛି ଭାରତୀ ମାଡାମଙ୍କୁ ଏବଂ କେଦାର ବାବୁଙ୍କୁ l
@Spodiavlog12357
@Spodiavlog12357 8 месяцев назад
Very nice କେଦାର ଭାଇ ❤❤❤❤
@subashchnayak681
@subashchnayak681 8 месяцев назад
କେଦାର ଭାଇଙ୍କ କଣ୍ଠରୁ ପ୍ରତ୍ୟେକ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଏବଂ ଭାରତୀ ଦିଦିଙ୍କ ଲେଖାର ମାନ ବହୁତ ବହୁତ ଭଲ। ସାଧୁବାଦ।। ଜୟ ଶ୍ରୀ ରାମ।।
@dipakkumarbal8318
@dipakkumarbal8318 8 месяцев назад
କେଦାର ଭାଇଙ୍କ ଯାଦୁକରୀ କଣ୍ଠରେ ସବୁ ଗୀତ ଗୁଡିକ ଖୁବ ଶ୍ରୁତି ମଧୁର l ଶୁଭେଚ୍ଛା ଭାଇ l ଜୟ ଶ୍ରୀରାମ 🙏
@dipakkumarbal8318
@dipakkumarbal8318 8 месяцев назад
ଭାରତୀ ଭଉଣୀଙ୍କ ପ୍ରତିଟି ଲେଖା ଖୁବ ସୁନ୍ଦର l ଶୁଭେଚ୍ଛା ଓ ଅଭିନନ୍ଦନ ଭଉଣୀ l ଜୟ ଶ୍ରୀରାମ 🙏
@diptikantasahoo4891
@diptikantasahoo4891 8 месяцев назад
ଭଜନ ପାଇଁ ଏ chyanel ଆଗକୁ ଯିବ ନିଶ୍ଚୟ
@arjunicharanbehera4975
@arjunicharanbehera4975 8 месяцев назад
ଖୁବ୍ ସୁନ୍ଦର ଉପସ୍ଥାପନ 🙏🙏🙏
@diptikantasahoo4891
@diptikantasahoo4891 8 месяцев назад
ଆଗକୁ ମାଡିଚାଲ❤
@RajKumar-zc2zt
@RajKumar-zc2zt 8 месяцев назад
Bhala heichi
@babajicharandas6982
@babajicharandas6982 8 месяцев назад
ଗୀତିକାର ଭାରତୀ ଭଉଣୀଙ୍କ ରଚନା ବହୁତ ସୁନ୍ଦର ଓ ମନମୁଗ୍ଧକର। ଓମ୍ କେଦାର ଙ୍କ କଣ୍ଠସ୍ୱର ବହୁତ ଭଲ ଲାଗୁଛି।
@Bharati1974
@Bharati1974 8 месяцев назад
ହୃଦୟଭରା ପ୍ରଣାମ ଜଣାଉଛି 🙏🙏🙏ଭାଇ, subscribe କରିଦେବେ ଏ ଚ୍ୟାନେଲକୁ, ପ୍ରତି ଗୀତ ଦେଖିପାରିବେ l
@diptikantasahoo4891
@diptikantasahoo4891 8 месяцев назад
Thank you all of you
@shnehalatasahoo9531
@shnehalatasahoo9531 8 месяцев назад
Maa tama lekha khub sudar
@dharmanandmallick6615
@dharmanandmallick6615 8 месяцев назад
Nice composition and singing
@diptikantasahoo4891
@diptikantasahoo4891 8 месяцев назад
ସୁନ୍ଦର editing❤
@Kumar.BunuKumarBunu
@Kumar.BunuKumarBunu 8 месяцев назад
Supor omm kedar dada
@lipiojha27
@lipiojha27 8 месяцев назад
Very nice❤❤❤❤❤
@SurprisedBackpacker-sd6lg
@SurprisedBackpacker-sd6lg 8 месяцев назад
Jay Sri Ram
@diptikantasahoo4891
@diptikantasahoo4891 8 месяцев назад
Excelent❤
@AlekhaBihari
@AlekhaBihari 8 месяцев назад
So nice❤❤❤❤
@pothalpothal9632
@pothalpothal9632 8 месяцев назад
Rama juga asigala
@kalandipal8569
@kalandipal8569 8 месяцев назад
Beautiful Jay Sri Rama 🙏
@ranjankumarpanda7430
@ranjankumarpanda7430 7 месяцев назад
ଜୟ ଶ୍ରୀରାମ 🙏🏻
@umakantadas1325
@umakantadas1325 8 месяцев назад
ଅପେକ୍ଷାରତ ଅଯୋଧ୍ୟାରେ କୁଶଳ ରାଜ୍ୟ କୁଳନନ୍ଦନ ଭଣଜା ରାମ ଲାଲାଙ୍କ ନବ ନିର୍ମାଣ ମନ୍ଦିରକୁ ଭାରତୀ ସାହୁଙ୍କ ଲେଖନୀ ଯେତେ ଚଳ ଚଞ୍ଚଳ ହୋଇ ଉଠିଛି ତାକୁ ଆହୁରି ସୁଶୋଭିତ କରିବାକୁ ଯାଇ କେଦାର ବାବୁ ଯେଉଁ ସ୍ବର ଦେଇ ଛନ୍ତି ବାସ୍ତବରେ ଶୁଣି କର୍ଣ୍ଣ ପବିତ୍ର ହେଲା ଆଜିର ଆଧୁନିକ ପ୍ରେମିମାନଙ୍କୁ ମାର ଅନୁରୋଧ ଏହି ଭଳି ଆଧ୍ୟାତ୍ମିକତ ବାଣୀ ଶୁଣି କର୍ଣ୍ଣ ପବିତ୍ର କରିବା ନିହାତି ଆବଶ୍ୟକ ନିବେଦକ:-ଉମାକାନ୍ତ ଦାସ ସମ୍ପାଦକ-ବିରଜାପ୍ରଭା, ଲାଲବାଗ, ଯାଜପୁର
@KedarMalik-ic1rs
@KedarMalik-ic1rs 8 месяцев назад
Supor omm kedar song
@debashisjena2450
@debashisjena2450 8 месяцев назад
Singar change kara jane sabu gita gaiba ra thik nuhan
Далее
Team Spiderman True Or False Mask,nono #Shorts
00:37
Team Spiderman True Or False Mask,nono #Shorts
00:37