Тёмный

BAA THE REAL HERO || KOSHLI SUMBALPURI FILM ||2024|| SWASTIK PRODUCTION, BOLANGIR 

swastik productions,Balangir
Подписаться 7 тыс.
Просмотров 427 тыс.
50% 1

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 832   
@swastikproductions5651
@swastikproductions5651 5 месяцев назад
Samastan ku anurodh film k share karun au paschim odisha ra samast darsak pakh pahchaun film k val payebar daun
@anilnag8208
@anilnag8208 5 месяцев назад
Nice movies ❤❤
@tks920
@tks920 5 месяцев назад
Part 2 asbar katha. Incomplete bagir laguche
@sadkingcreation8689
@sadkingcreation8689 5 месяцев назад
Baut hrudaya bidarakh hei chhe khub Bane
@Chaitanyasahu.
@Chaitanyasahu. 5 месяцев назад
Bahut sundar aau Bahut Emotional Achhe Bhai...Last scene.... ଗୋଟେ ବାପା ୨୦-୨୫ ବର୍ଷ ତକ୍ ଦିନ୍ ରାଏତ୍ ଖଟି କି ଦୁଇ ପଇସା ରଖିସି ତାର୍ ଟୁକେଲ୍ କେ ସୁନାର ସଂସାର ବସାବାକେ ,, କେବେ କେନ୍ ଝିଅ ବୀହା ଭୋଜି ଖାଇ ଯାଇକି ନେଇ ବାକ୍ନିବ ମୋର ଭାଇ ମାନେ।।। କାରଣ ସେ ଦିନେକ୍ ର ଭୋଜି ଲାଗି ସେ ବାପା ତାର ଜୀବନ ଲଗେଇ ଦେଶୀ ଟଙ୍କା ଠୁଳ କର୍ବା ଲାଗି।।। ବହୁତ୍ ଭଲ ହେଇ ଛେ bhai
@kmkproduction8294
@kmkproduction8294 5 месяцев назад
e kosli Sambalpuri short film ❤❤❤ ke vedi galaa,,,mast heichhe,,, 💯 jabardast
@mssportsofficial07
@mssportsofficial07 5 месяцев назад
ଆମର ବଲାଙ୍ଗୀର ରେ ସୁଟିଙ୍ଗ ହେଇଛେ ଇ ଫିଲ୍ମ ବହୁତ ଭଲ ଲାଗୁଛେ,,, ଲାଷ୍ଟ time କେ ଆଖିରୁ ପାନି ବାହାରି ଯାଉଛେ ବହୁତ emotional story ରେ ଫିଲ୍ମ ବନା ହେଇଛେ love you all entire team ❤️❤️❤️❤️❤️ଜୟ ମାଁ ସମଲେଇ 🙏🙏🙏🙏🙏🙏🙏🙏
@gurugobindameher3115
@gurugobindameher3115 5 месяцев назад
ଆମର କୋଶଲି ଭାଷାଥି ଇଟା ଜେନ୍ତା ଫିଲିମ୍ ହେଇଛେ କେହନ୍ ସି ବି ଭାଷା ଥି ଏନ୍ତା ଦିଲ୍ କେ ଛିଲା ବାଗିର୍ ଫିଲିମ୍ ନାଇ ହେଇ ପାରେ। ଦିଲ୍ ସେ ଜେ କୋଶଲ୍ ⛳⛳⛳
@user-rn7dq8uc2p
@user-rn7dq8uc2p 5 месяцев назад
Jay koshal 🚩
@mr_dil_mini_vlog
@mr_dil_mini_vlog 5 месяцев назад
I love koshili filim ❤❤❤❤ ଏନ୍ତା ଆକେ ବଢ଼ୁ ଆମର koshli ଫ୍ଲିମ୍ 👍👍👍👍👍
@McCreationSambalpuriStatus6351
@McCreationSambalpuriStatus6351 5 месяцев назад
ଇ ଚଳଚ୍ଚିତ୍ର ବହୁତ୍ ଭଲ ଲାଗିଲା ସବେ ଜଣେ ଜଣେ ଅଭିନେତା ଅଭିନେତ୍ରୀ ହେଲା ଗଣା ବାଜା ବାଳେ ନାଇସେ ଜୟ ଗଣା ଜୟ ଭୀମ
@user-dd7is2xp2w
@user-dd7is2xp2w 5 месяцев назад
ଇଫିଲ୍ମ କେ ବହୁତ ଆଗକେ ଜାଉ ଆର ଏନ୍ତା ମୋଭି ଓଡ଼ିଆ ଇଣ୍ଡେଷ୍ଟ୍ରିଆଲ ରେ କିହେ ନାଇଁ ବନବାର ତାଳି ଇ movie କେ ମନୋଜ ମିଶ୍ର ର ପାଖକେ ଜାଉ ସେ ଜାନୁ ପଶ୍ଚିମ ଓଡିଶା ରେ କେନ୍ତା କେନ୍ତା ଡାଇରେକ୍ଟର ଅଛନ ଯେ ଜାଣୁଁ ଏଡିଟିଂ ଫାଇଟିଙ୍ଗ ପଇସାର ଏକା କମି ତା ସପୋର୍ଟ କରୁନ ଆର ଭଲ କରି ବନାଉନ ଆରୁ ଓଡିଶା ର ସବୁ ସିନେମା ହଲରେ ଲଗା ଯିବା plzzz
@swastikproductions5651
@swastikproductions5651 5 месяцев назад
🙏❤️
@renukamajhi4440
@renukamajhi4440 5 месяцев назад
😢😢
@Mj-1231
@Mj-1231 5 месяцев назад
Nice move ho
@shrutisandha2272
@shrutisandha2272 5 месяцев назад
Bohut heart touching movie ae...sabu maa bapa ra enta situation aaisi jhi gute k marriage karla bele😢...fir v kihe bujhi nai paran...au kichi jadi kami heigale bohut katha sunasan....
@user-wd4hu1qu4n
@user-wd4hu1qu4n 5 месяцев назад
Sabu jhia mananku tuma pari bapa milu...
@shatrujeettaria2122
@shatrujeettaria2122 5 месяцев назад
ଗୁଟେ ବାପା ଝି ଗୁଟେକେ ବଟାଲେ ଜେତକି କରସନ୍ ସେଟା ସମକୁ ଜନା ଅଛେ। ସଭେ ସମକର୍ ଭୁଲ୍ ବୁଝି ପାରଲେ। ଛୁଟିଆ ହିସାବେ ସବୁ ଜିନିଷ୍ କେ ଦେଖା ହେଇଛେ । ଜାହା ହେଉ ଆଁଖିନୁ ପାଏନ୍ ବାହାରି ଗଲା। ❤❤❤
@kosaltvtouchindia2754
@kosaltvtouchindia2754 4 месяца назад
Sat katha ea dada
@Sb_Media-u
@Sb_Media-u 5 месяцев назад
ଇ ଫିଲ୍ମ୍ ଡାଇରେକ୍ଟଟର୍ ଅନେକ୍ ଅନେକ୍ ଶୁଭେଚ୍ଛା❤କାହିଁକି ନା ଏ ଫିଲ୍ମ୍ ଦେଖି ଦେହ ଥରି ଗଲା❤🎉 ବହୁତ୍ ଭାଇରାଲ୍ ହଉ❤ଜୟ ମାଁ ସମଲେଇ🙏🙏❤❤
@sagarkumar2399
@sagarkumar2399 5 месяцев назад
Beautiful heart touching..... Dekha bo katkia mane amar Sambalpuri Film.......
@srikrishnarajhansa3302
@srikrishnarajhansa3302 5 месяцев назад
ବହୁତ ବଢିଆ ହଇଛି ହୃଦୟ ପର୍ଶୀ କାହାଣୀ
@dileswarrana8941
@dileswarrana8941 5 месяцев назад
Super dupar ଜୟ କୋଶଲ ଜୟ ମା ସମଲେଇ
@dandatv24
@dandatv24 5 месяцев назад
ବହୁତ ସୁନ୍ଦର ହେଇଛି ଭିଡିଓ ll Kosli Sumbalpuri Hei Chhe Please Tik Kar ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@bpnfirsttrack739
@bpnfirsttrack739 5 месяцев назад
ବହୁତ ସୁନ୍ଦର କାହାଣୀ ବହୁତ ସୁନ୍ଦର ଅଭିନୟ ହେଇଛେ ଇ ସମ୍ବଲପୁରୀ ଫିଲ୍ମ୍ କଳାକାର ଓ ପ୍ରଡକ୍ସନ କର୍ମକର୍ତ୍ତା ମାନଙ୍କୁ ବହୁତ ବହୁତ ଧନ୍ୟବାଦ । ଇଟା ଗୁଟେ ନିଆରା କାହାଣୀ ଏଇ .
@rasmitadeeprasmitadeep4624
@rasmitadeeprasmitadeep4624 4 месяца назад
କୋଶଳ ଚଳଚିତ୍ର ଏଗକେ ବଢ଼ୁ ବୋଲି କେନ୍ ମାନେ ଚହୁଛ like କର 👍♥️♥️♥️♥️♥️♥️♥️♥️
@SahuBabuvlogs
@SahuBabuvlogs 5 месяцев назад
ଇ ଫିଲ୍ମ୍ ଟା ପୁରା ହୃଦୟ କେ ଛୁଇଁ ଗଲା..... ତାର ସାଙ୍ଗେ.... ମନ କେ ପୁରା ଭେଦିଗଲା... 😥😭😥
@susamapadhan9442
@susamapadhan9442 5 месяцев назад
ଇ ଫିଲ୍ମ ଗୁଟେ ଇନ୍ତା ବୁଆ ଝି ଭଲ ପାଇବାର ଦେଖି କରି ମୋର ବୁଆ ର କଥା ସୋର କରି ଦେଲା ଯେ ସବୁ ଝୀ ମନକୁ ବୁଆ ମାନେ ରାଣୀ କରି ରଖ ସନ୍ ଆର ଇ ଫିଲ୍ମ ର ଦୁଇ ନଂ ଫିଲ୍ମ ବନ ଆଜ୍ଞା ମୁଇ ଗୁର୍ଦୁ ଟେ ସୋର କରୁ ଛେ ଗୋ ବୁଆ😭😭
@BidyadharNaik-wo1fx
@BidyadharNaik-wo1fx 5 месяцев назад
ଏକ ନମ୍ବର ହେଇଛେ ଯେତେହେଲେ ବି ଆମର ବଲାଙ୍ଗୀର ର କଳାକାର ମାନଙ୍କର ତଳେ ସବୁ କଳାକାର ଆରୁ ହୋତା ଆଜ୍ଞାଙ୍କର ଅଭିନୟ ମତେ ବହୁତ ଭଲ ଲାଗସୀ ଜୟ କୋଶଲ ଜୟ ମା ସମଲେଇ
@OD24FAST
@OD24FAST 5 месяцев назад
ନୂଆପଡା ରେ ବି ଆଉ ବଡ଼ ବଡ଼ ଅଛନ
@OD24FAST
@OD24FAST 5 месяцев назад
ପଶ୍ଚିମ ଓଡିଶା ରେ ଅଛନ କହ ଇଟା ଭଲ ଲାଗ ବା
@rinkusahu9942
@rinkusahu9942 5 месяцев назад
Bhai kalakar kalakar ai kie knur etar thu setarrhu comper ai karbu
@manojsunani9660
@manojsunani9660 5 месяцев назад
Bhai kie kar nu kam nai se kalakar kalakar an
@chaitanyapadhan3345
@chaitanyapadhan3345 5 месяцев назад
ଆଜିର ଜମାନାରେ ଏନ୍ତା ଫିଲ୍ମ ହେଇପାରୁଛେ ମତେତ ବିଶ୍ୱାସ ନି ଲାଗବର୍ ,ବହୁତ ବହୁତ ଧନ୍ଯବାଦ ଇଫିଲ୍ମ୍ କେ ଯେନ୍ ଆଜ୍ଞା ନିର୍ଦେଶକ ଆଉ ଦାଈରେକ୍ତର୍ ଦେଇଛନ୍ ତାକୁ ମୋର ପ୍ରାଣାମ ଆରୁ ଯେତେ ବି ଅଭିନେତା କୁ ଧନ୍ଯବାଦ 🙏
@hrudanandapadhan3875
@hrudanandapadhan3875 21 день назад
କୋଶଲି ଭାଷାର ଭାବ୍ ପିରତି ବହୁତ ବହୁତ ମଧୁର ।ବା" ଫିଲ୍ମ ଆଖିର ପାଏନ୍ ତରା ତରା କରିଦେଲା
@AkashkumarSahoo-y7r
@AkashkumarSahoo-y7r 5 месяцев назад
Ati sundar movie evali movie odia industry ku darkar..sabu kalakar mane nikhuna avinaya karichhanti. Jai maa samlei.... ❤❤❤
@Squishy.1410
@Squishy.1410 5 месяцев назад
ଏତେ ବଢିଆ ଲାଗୁଛେ ଯେ ଆଖିରୁ ପେନ୍ ବାହିରୀ ଯାଉଛେ,,ଦିଲ୍ ସେ ଧନ୍ୟବାଦ୍ ପୁରା ଟିମ୍ କେ,,ଦିଲ୍ ଖୁସ୍ କରିଦେଲ,,❤❤❤❤ମୋର୍ ଭାଷା ସବୁଠାନୁ ବଢିଆ,,ଜୟ କୋଶଲ୍🚩🚩
@swastikproductions5651
@swastikproductions5651 5 месяцев назад
Amar bhasa ❤
@odiastories9832
@odiastories9832 5 месяцев назад
Aame kn dekhiparibuni........from kendrapara ​@@swastikproductions5651
@niranjanpanda4964
@niranjanpanda4964 6 дней назад
Thanks. to. all artists.......
@user-ov5yj6dl4p
@user-ov5yj6dl4p 5 месяцев назад
ବହୁତ ସୁନ୍ଦର ହୋଇଛି,ଆମ କୋଶଳ ଓଡ଼ିଶାର ଅଭିନୀତ ଚଳଚ୍ଚିତ୍ର ହୃଦୟ ପର୍ଶୀ କାହାଣୀ ।❤
@MAJHIBABUCREASION2118
@MAJHIBABUCREASION2118 5 месяцев назад
ଦିଲ କେ ଛୁଇଁ ଗଲା ମୁ ଗର୍ବିତ ଆମର କୋଶଲ ଅଞ୍ଚଳ ରେ ଇ ଭଲିଆ ଫିଲମି ଦେଖି କରି 🎉🎉🎉🥳🥳🥳🥳🥳💐💐💐💐💐💐🥳🥳🥳🥳🥳
@manbodrana5313
@manbodrana5313 5 дней назад
ବହୁତ ବଢିଆ ହେଇଛେ , ଧନ୍ୟବାଦ ତୁମକୁ ।
@narayangartia6094
@narayangartia6094 15 дней назад
ବହୁତ ବଢିଆ ଲାଗଲା ସମାଜ କେ ଭଲ ବାର୍ତ୍ତା ଟେ ଯାଉଛି reali ମୁଇଁ ଇ ଟା ଦେଖି କରି ମୁଇଁ କାନ୍ଦି ପକାଳୀ
@sanjeetkumarmishra3196
@sanjeetkumarmishra3196 5 месяцев назад
ବହୁତ୍ ବଢିଆ ହେଇଛି ଆଖିରେ ପାଣି ଆସିଯାଉଛି
@JayaramDeherivlog
@JayaramDeherivlog 5 месяцев назад
ଯାହା ହେଲେଗଲେ ଆମର ପଶ୍ଚିମ ଓଡିଶା ର କଳାକାର ବି କହାରିର ନୁ କମ୍ ନାଇ ନ last seen very emotional really hirt touching seen ❤❤❤
@bidyasagardansana2345
@bidyasagardansana2345 5 месяцев назад
ବହୁତ ସୁନ୍ଦର ଫ୍ଲିମ ବନେଇ ଛ
@sushantameher7449
@sushantameher7449 Месяц назад
Bahut sundar hei chhe sat film sabu kalakar bahut sundar abhinaya kari chhan 👌👌👌
@suprabhabariha
@suprabhabariha 5 месяцев назад
Bhal lagala filim nice
@sudamkumar539
@sudamkumar539 5 месяцев назад
ସମାଜ ର ଲାଗି ବହୁତ୍ ଭଲ ମେସେଜ୍ ବହୁତ୍ ସୁନ୍ଦର ଲେଖା ଓ ଅତି ସୁନ୍ଦର ଭାବରେ ଅଭିନୟ କରିଛନ ଆମର ସମ୍ବଲପୁରୀ କଳାକାର ସମସ୍ତେ ସହଯୋଗ କଲେ ଅର୍ ଭଳ ହେବା Love from Kalahandi ❤❤❤❤❤❤
@binodgouda8220
@binodgouda8220 5 месяцев назад
Mu berhampuria but sambalpuri vasha loka mana ku bahut bhal oare Jay koshal❤...
@Aditya_khamari
@Aditya_khamari 3 дня назад
Bahut emotion judhi haikari rahiche ❤❤❤ Sambalpuri film ak no 💯✅🔥
@lifefacts1055
@lifefacts1055 5 месяцев назад
ବହୁତ୍ ଉଚ୍ଚକୋଟୀର ସମାଜ ର ଲଗି ଉଦାହରଣ ଆଏ ❤❤❤
@kshyamanidhisahu895
@kshyamanidhisahu895 5 месяцев назад
ସମ୍ବଲପୁରୀ କୋଶଲି ଫିଲିମ୍ ର ତାକତ୍ ସଫା ଦିଶୁଛେ..ଜଏ ମା ସମଲେଇ🙏
@surekhabhoi7251
@surekhabhoi7251 5 месяцев назад
ମୋର କଥାନି ସଙ୍ଗେ ମିଶିଗଲା thanks 👍👍👍👍👍🙏
@samblpuria.pila.tukel..
@samblpuria.pila.tukel.. 5 месяцев назад
Bahut bhal lagla e film 😢 jia kehi dekhbe imotional hei jibe 😢 story dekhi kari 😢
@dulendrasahu5703
@dulendrasahu5703 5 месяцев назад
ବହୁତ୍ ସୁନ୍ଦର ଲାଗ୍ ଲା। ବାପା ଆଉ ଝିଅ ର ସମ୍ପର୍କ କେତେ ଉର୍ଦ୍ଧ୍ ରେ। ଏନ୍ତା ଫିଲ୍ମ ବନୁ ଆମର କୋଶଳ ଭାଷା ରେ । ଆମର ଗରବ । ଜୟ କୋଶଳ।
@balamajhi9266
@balamajhi9266 25 дней назад
Oh ..bahut sundar heichhe..man jiti nela
@siribhoi829
@siribhoi829 5 месяцев назад
ଏତେ ଭଲ ଲାଗଲା ଜେ ଆଖି ରୁ ଲୁହ ବାହା ରି ଗଲା 🙏🙏🙏🙏
@mmnewskalahandi
@mmnewskalahandi 5 месяцев назад
ବହୁତ ସୁନ୍ଦର କାହାଣୀ ଏମନବ ସମାଜ କିଛି ଟା ଜାଣି ପାରିବେ
@LR_Topic
@LR_Topic 5 месяцев назад
ବହୁତ୍ ଭଲ୍ ଲାଗଲା ଫିଲିମ୍ ଟା ଆହୁରି ଆଗ୍ କେ ଯାଉ ଆମର୍ ସମ୍ବଲପୁରି ଇଣ୍ଡ୍ରଟିଜ୍
@rameswarbag6690
@rameswarbag6690 5 месяцев назад
Koshli ଭାଷାର ଏହି movie ଟି ମନୁଷ୍ୟ ସମାଜ ପାଇଁ ଗୋଟିଏ ଅନନ୍ୟ ଉଦାହରଣ। ଏଥିରେ ଯେଉଁ actor ମାନଙ୍କୁ ମୁଁ ଦେଖିଲି କେବେ ଦେଖି ନ ଥିଲି, ହେଲେ ପ୍ରଥମ ଥର ଦେଖି ସେମାନଙ୍କର acting ମୋ ହୃଦୟ ରେ ଚିର ଦିନ ପାଇଁ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ରଖି ଯାଇଛନ୍ତି। ଏଥିର ଯେଉଁ story ରହିଛି, ତାହା ପ୍ରକୃତରେ ଗୋଟିଏ ଗରିବ ବାପାର ହୃଦୟର କଥା । ଏହି movie ଟି ବହୁତ୍ ସୁନ୍ଦର ହୃଦୟ ସ୍ପର୍ଶୀ ହୋଇଛି । ଶେଷର କିଛି ମିନିଟ୍ ଆମ୍ଭ ସମସ୍ତଙ୍କୁ କନ୍ଦାଇ ଦେଇଥାଏ । ଜୟ କୋଶଳ, ଜୟ କୋଶଳ କଳାକାର.......
@swastikproductions5651
@swastikproductions5651 5 месяцев назад
Thank u dr
@AshishKumarKampa
@AshishKumarKampa 5 месяцев назад
Bahut bahut sundar bhagwan samstanku enta bapa daun hart touch film
@Rakesh_kumar_sahu020
@Rakesh_kumar_sahu020 5 месяцев назад
ବହୁତ ସୁନ୍ଦ କାହାଣୀ ଅଛେ... ଏଇ movie ଦେଖଲl ପରେ କେତେ କାନ୍ଦି ଲାଗଲା ଯେ ମୁଇଁ ଏକା ଜାଣିଛେ....ଯେହେତୁ ଏଇ ଝିଅ (Heroine) ର ମା ନେଇନ ବୋଲି ତାହାକେ କେତେ ଅସୁବିଧା ର ସାମ୍ନା କରବl କେ ପଡ଼ିଛେ.. ଯେହେତୁ ମୋର ବି ମା ନେଇନ 😭😭
@jagannaathmahapatra2639
@jagannaathmahapatra2639 4 дня назад
Bahut badhia lagla Jay koshal
@ODISHATOKACM
@ODISHATOKACM 5 месяцев назад
ଅତି ସୁନ୍ଦର ଭିଡିଓ ❤
@user-xp8fe7ll9y
@user-xp8fe7ll9y 5 месяцев назад
ବଢେ ସୁନ୍ଦର ଏ ଫିଲିମ୍ ଟା ଆର୍ ଝି ର‌ ବୁଆ ର୍ ଅଭିନୟ ଟା ସବୁଠାରୁ ସୁନ୍ଦର ଲାଗ୍ ଲାନ👌👌👌👌👌👌🥰🥰🥰🥰ସୁପର୍
@jaybarik840
@jaybarik840 5 месяцев назад
Sambalpuri Baa aau jhi ra love... superb...
@user-jp7vy7gb4g
@user-jp7vy7gb4g 5 месяцев назад
ବହୁତ ସୁନ୍ଦର ହେଇଛି ଜୟ କୋଶଲ ଜୟ ମାଁ ସମଲେଇ
@bijayagaigouria2956
@bijayagaigouria2956 5 месяцев назад
Heart touching movie 💗 very nice Sambalpuri language is very sweet Jay koshal
@NIRASINDHUPUTA
@NIRASINDHUPUTA 5 месяцев назад
ସାମାଜିକ ସଚେତନତା ଫିଲ୍ମ ଆଏ।ଗୁଟେ ବା ର ସତ କାହାଣୀ ଆଏ। ବହୁତ ଧନ୍ୟବାଦ ସମସ୍ତ କଳାକାର ଆଜ୍ଞା ମାନ କେ।🙏 ଜୟ କୋଶଳ🚩
@sudhirdas9255
@sudhirdas9255 5 месяцев назад
ହସ ଲୁହ ଭରା କାହାଣୀ ଇ କାହାଣୀ ଦେଖିଲେ ବା ର ସବୁ କର୍ତ୍ତବ୍ୟ କେ ସେଲୁଟ ଦେବାର କେ ମନ୍ ଚାହୁଁଛେ (ବା 🙏) (ଯିଏ ଦେଖଲେ ତାର ଆଖି ରୁ ପାଏନ୍ ଝରି ଯିବା ) ଜୟ କୋଶଲ
@dharmarajsahu3850
@dharmarajsahu3850 5 месяцев назад
E Sambalpuri movie ta bahut vhal Lagla dada❤🎉jay koshal jay bolangir (dada ken gann ne e movie shoot Kara heiche ?) Auu dada mate vdo banabar k bahut intrest lagsi dada enta sambalpuri movie ne mate b kana acting gute dele vhal Lagta daa ? Love from bolangir , patnagarh ,Tamian gann❤🎉
@labanirohidas1419
@labanirohidas1419 4 месяца назад
Bahut bahut bhal lagla amor samalpuri film dekhi kari jenta ki amor garib gharar kahani
@hariharakumarkumar8975
@hariharakumarkumar8975 5 месяцев назад
ବହୁତ୍ ଭଲ ଲାଗ୍ଲା ବହୁତ୍ ବଢିଆ ହେଇଛେ Movie ଟା ❤😢 👌👌
@dharitrisahu1995
@dharitrisahu1995 5 месяцев назад
ବହୁତ୍ ସୁନ୍ଦର୍ film ହେଇଛେ । ମୋର୍ ଆଖିରୁ ଲୁହୁ ବାହାରି ଗଲା।
@laxmannial1284
@laxmannial1284 6 дней назад
ବହୁତ୍ ସୁନ୍ଦର୍
@mkmofficial5187
@mkmofficial5187 5 месяцев назад
ହୁରୁଦ୍ ଛୁଆଁ ଆଏ ପହେଲା ରୁ ଶେସ୍ ତକ୍ ଦେଖଲି ମୁଇଁ ବିହା ନାଈଁ ହେବାର ଫେର୍ ବି ଗୁଟେ ବାପର୍ feelings ଆଏଲା ମୋର ଝି କେ ବିହା କରେଇ କରି ବଟାଲା ଭଲିଆ ଲାଗିଲା ଆଉ ମୋର ଆଖିର ପାନି ବାହରି ଗଲା ସତେ ହୁରୁଦ୍ ଛୁଆଁ ଆଏ ସତ୍ ଘଟଣା ଉପରେ ଇ କାହାଣୀ ଟା ବନା ହେଇଛେ ଭଲିଆ ଲାଗୁଛେ ❤❤❤❤
@bhojrajpatel4742
@bhojrajpatel4742 5 месяцев назад
ବହୁତ୍ ବଢ଼ିଆ ଲଗ୍ ଲା ଆଖି ର ନୁ ପାଏନ ବାହାରି ଗଲା ଭାଇ ଦେଖିକରି
@priyanshpanda1135
@priyanshpanda1135 5 месяцев назад
ehi movie bara re mui kana kahemi ethi ru besi bhal movie keve nai dekhi 😀😀😀😀😀🙏🙏 Keep it on 👍👍👍
@mr.debashishbhaina8000
@mr.debashishbhaina8000 5 месяцев назад
Really heart touching and emotional story ❤❤. Excellent creation..🎉 Keep making more good Sambalpuri movies like this..👍So proud of you all team.🎉 Jay Koshal ❤️ Jay Maa Samlei 🙏
@BHAJANSHOW-ow6iv
@BHAJANSHOW-ow6iv 5 месяцев назад
ବହୁତ୍ ବଢ଼ିଆ ହେଇଛି ସଭେ ଦେଖୁନ ଆଉ ଇ ମୋଭି ମା ସମଲେଇ ଦୟାରୁ ଆକେଜାଉ ଆରୁ ସବୁ ରୁଳର ମାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ବହୁତ୍ ଭଲ୍ କରିଛନ୍
@dhaleswarBhue
@dhaleswarBhue 5 месяцев назад
I ❤️ sambalpuri language...Jay maa samleswari 🛕🙏🚩 Super FILM 📽️ 👍❤️❤️❤️❤️❤️❤️
@kirtansahu8840
@kirtansahu8840 5 месяцев назад
Bahut badhia heichhi
@dlaadibasibeti6142
@dlaadibasibeti6142 5 месяцев назад
ଇ ଫିଲ୍ମ ଏତ୍କି ସୁନ୍ଦର୍ ବନାହେଇଛେ ବାପା ଝିଅ ଭଲପାଇବା କେ ଦେଖାହେଇଛେ ମନ୍ କେ ପାଇଗଲା।❤❤❤❤❤
@sambalpurijhiashorts243
@sambalpurijhiashorts243 5 месяцев назад
Bahut sundar heichhe ❤️ Samastankara avinaya bahut sundar achhe 😭😭🙏🙏
@TrilochanTandi-lj2us
@TrilochanTandi-lj2us 10 дней назад
Bahut bhallagala Jaa kusal
@kosaltvtouchindia2754
@kosaltvtouchindia2754 4 месяца назад
National Award peibar bagi film te heiche dada Bahut bhal lakla Bahut din pare enta film te dekhbar k mil la Bahut Bahut ଦନ୍ୟବାଦ୍ 🙏🙏ଜୟ କୋଶଳ
@Kalahandia230
@Kalahandia230 5 месяцев назад
ବହୁତ୍ ବଢିଆ ହେଇଛେ 🎉
@shibhamkalsha2111
@shibhamkalsha2111 5 месяцев назад
ଜବର୍ ଦସ୍ତ ବନିଛେ ଇ ଫିଲ୍ମ ଟା କିଛି ବି କମି ନାଇ ନ ....ସୁପର୍ ହିଟ୍ 👌
@user-ws2eh3kv5n
@user-ws2eh3kv5n 5 месяцев назад
Bahut bhala laga video ta
@sushantatraveling8072
@sushantatraveling8072 12 дней назад
Sambalpuri Trading film ta sad 😭 bahut achhe jia Akchali munus re gute janam heikari guta jhia k San ru bad kari ki Atki Sundar bhabe biha karipariche dunia ru sabu tukel mane kichhi bhul ni kari ki papa maa izat k tale nai pakeikari enta sabu karba bela maa papa bi au dunia bhi kanduthiba appnkar khusi dekhi kari bahut sundar katha sambalpuri film ,( ithi gute katha kahemi bada papa au banmali au rosnni buhen au pila ra papa sabu thik thile boli biha bhanguthila lok bhi last re chup rahela marile siba rakhiba kia Rakhi le Siva mariba 👍👍🙏🙏💞💖♥️👌
@gobardhan333
@gobardhan333 5 месяцев назад
ବହୁତ୍ ବଢିଆ 🎉🎉🎉🎉🎉🎉
@sukadevpodh4423
@sukadevpodh4423 5 месяцев назад
ସବୁ କଳାକାର ମାନଙ୍କର ନିଖୁଣ ଅଭିନୟ ସମସ୍ତଙ୍କୁ ଶୁଭେଚ୍ଛା
@hemantakannr4446
@hemantakannr4446 5 месяцев назад
ବହୁତ ଭଲଲାଗି movie କାନ୍ଦିପକାଳୀ 🥹🥹🥹🥹🥹🥹
@jugendrameher7783
@jugendrameher7783 5 месяцев назад
ବହୁତ୍ ସୁନ୍ଦର୍ ହେଇଛେ ❤❤❤
@user-ns5uo5mx1h
@user-ns5uo5mx1h 5 месяцев назад
ବହୁତ ବଢ଼ିଆ ହେ❤❤❤
@dhananjayaseth7190
@dhananjayaseth7190 4 дня назад
Jete thar dekhle b bahut bahut bhal lagu chhe
@deepakkiduniya9387
@deepakkiduniya9387 5 месяцев назад
ବହୁତ ବଢିଆ ହେଇଛେ... ବାପା ଝିଅ ର ଭଲ ପାଇବାର ଟା ଗୁଟେ ଅନମୋଲ ଆଏ... ଇ Film ଦେଖିକରି ଆଖିରେ ଲୁହ ଆସିଗଲା... ବହୁତ ଆଗେ ଯାଉ ଇ Film ଟା...
@sailinbabu
@sailinbabu 5 месяцев назад
ବହୁତ୍ ସୁନ୍ଦର୍ ହେଇଛେ, କେତେ ଟା ଜାଗାରେ ଆଉ ଟି କେ improvise ବୋଧେ ଦରକାର କଥା ବସ୍ତୁ ଭଲ, କାକିମା ବହୁତ୍ ବଢ଼ିଆଁ କରିଛନ, ଜଲ୍ଦୀ ଭଲ ହୋଇଯାଇଛନ, ଓଭରାଲ, ବହୁତ୍ ସୁନ୍ଦର୍ ହେଇଛେ ❤❤❤❤
@jayantakumarsa4126
@jayantakumarsa4126 5 месяцев назад
Very very sad story... କୋଶଲ ମାଟିର କଳାକାର ମାନକର ଫିଲ୍ମ ବା ସମ୍ୱଲପୁରୀ ଫିଲ୍ମ ଆୱାର୍ଡ ଦିଆଯାଉ ଏକ ଝିଅ ଓ ବାପା ର ଦୁଃଖ ଭରା କାହାଣୀ ବହୁତ ଭଲ ହୋଇଛି. 👌 ଆମର କୋଶଲ ରାଜ ଆମର ଗୋଟିଏ ସାଟେଲାଇଟ ଚାଁନେଲ ଖୁଲାଯାଉ ଓ ସମ୍ୱଲପୁରୀ ସମସ୍ତ ଫିଲ୍ମ ଆସୁ.... ବା ଫିଲ୍ମ ର ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ସେମାନେ ବହୁତ ଭଲ ଭାବରେ ଅଭିନୟ କରିଛନ୍ତି... ମୋର ଅନୁରୋଧ ଯେ ବା ଫିଲ୍ମ ର part 2 ଆସୁ part 2 ଆସିଲେ ଭଲ ହେବ....🎉🎉🎉❤❤❤👍
@bhargabimeher6583
@bhargabimeher6583 Месяц назад
Bahut sundar baartaa, samasta kalaakaar o team ku antarik subhechchha
@arnadevchhachhan4930
@arnadevchhachhan4930 5 месяцев назад
ବହୁତ୍ ବଢିଆ ଲାଗଲା ସକାଳୁ ଘରେ ଗାଳି ସୁନି ସୁନି ଦେଖୁଚେ ,,,ଖଟୁ ନିହା ଉଠେ 😂 ବାକି ବହୁତ୍ ସୁନ୍ଦର୍ ଅଭିନୟ କରିଛନ୍ ସଭେ। ଭଲ ଧାରଣା କେ ନେଇକି କରିଛନ. ଆଗକେ ଭି ଏନ୍ତା କରୁନ ଆମେ ଅଛୁ ସାଙ୍ଗେ 🙏 ଜୁହାର 🙏
@MaheshKumarNaik-et4ll
@MaheshKumarNaik-et4ll 4 месяца назад
Bahut sundar film mind blowing 😊
@CHOUDHURYENTERTAINMENT
@CHOUDHURYENTERTAINMENT 5 месяцев назад
ବହୁତ ବଢିଆ ହେଇଛେ...
@Ajuseth7
@Ajuseth7 5 месяцев назад
ସବୁ ନୁ ବେଶୀ ଭଲ ଲଗଲା ବନମାଳୀ ର ଏକ୍ଟିଂ ❤️❤️❤️❤️❤️❤️❤️❤️❤️🙏🙏
@ONLINESambalpuri
@ONLINESambalpuri 5 месяцев назад
ମା ବାପା ହିଁ ଭଗବାନ ଆଏ ❤❤❤ ଇଟା ହିଁ real story maa baapa ra
@PremlalBehera
@PremlalBehera 5 месяцев назад
ବହୁତ୍ ଭଲ ଲାଗିଲା ଭାଇ ଫିଲିମ
@sangramofficial5190
@sangramofficial5190 Месяц назад
Man k rachi gala dekhi kari bahut badhiya filim ye .ma samlei krupa karithaun 🙏
@user-qs5co3ji2p
@user-qs5co3ji2p 5 месяцев назад
ସମ୍ବଲପୁରି ଫିଲ୍ମ ର ଷ୍ଟୋରି ଗୋଟେ ଅଲଗା
@rukmani49
@rukmani49 5 месяцев назад
ବହୁତ ସୁନ୍ଦର ଷ୍ଟୋରୀ ❤❤❤❤❤❤
@bhikhampuriavlogs9368
@bhikhampuriavlogs9368 5 месяцев назад
ବହୁତ ବଡ଼ିଆ ଲାଗଲା ଫିଲ୍ମ ଟା କାନ୍ଦି କାନ୍ଦି ଦେଖିଛେ ମୁଇଁ,, ଯିଏ ଭି ବନେଇ ଛେ ଫିଲ୍ମ ଟା ବହୁତ ବହୁତ ❤️ସେ ଧନ୍ୟବାଦ 🙏🙏🙏🙏
@user-mx6ld7sk3k
@user-mx6ld7sk3k 5 месяцев назад
Wow bahut Sundar hae6e
@user-dh1kx6mx3e
@user-dh1kx6mx3e 5 месяцев назад
Mui e filim dekhikari kadhipakali l love uuu bapa ❤❤❤❤❤❤❤❤❤❤❤❤❤❤❤
@jadabameherproduction8061
@jadabameherproduction8061 5 месяцев назад
E film bahut sundar laguche sabu actor ra acting ଭଲ lagla ଲାଷ୍ଟ sin na ଆଖିର ପାଏନ୍ ବାହାରି ଗଲା
@pradipbarik7861
@pradipbarik7861 8 дней назад
Really heart touching,full with love , affection and emotion with family.Very good acting by all characters.very nice .Thanks to entire team... Waiting for next...
@bbarik
@bbarik 5 месяцев назад
ବହୁତ୍ ଭଲ୍ ଲାଗଲା 👏👏ଶେଷ୍ ବେଳ୍ କେ ବାପ ଝିଅ ର୍ ଲୁହ ଦେଖିକରି ମୋର ଆଖି ବି ଲୁହ ର୍ ପାନୀ ଭିଜି ଗଲା 😭ଏନ୍ତା ଆହୁରି ଭଲ୍ ଭଲ୍ ସିନମା ବନଉନ୍ ଆଉ ବଡ୍ ପର୍ ଦା କେ ଆସୁନ୍ 👍
@pinkucreation2215
@pinkucreation2215 5 месяцев назад
ଇ ଫିଲ୍ମ ଡାଇରେକ୍ଟଟର୍ ଅନେକ୍ ଅନେକ୍ ଶୁଭେଚ୍ଛା କାହିଁକି ନା ଏ ଫିଲ୍ମ ଦେଖ୍ ଦେହ ଥରି ଗଲା ଜୟ ମାଁ ସମଲେଇ ବହୁତ୍ ଭାଇରାଲ୍ ହଉ....
@lambodharbanchhor3169
@lambodharbanchhor3169 5 месяцев назад
Bapa rulkaruthibar sir ku bahutdhanyabadh bhagyare thile emiti bapa mile o love you sir ❤❤❤
Далее
АХХАХАХАХАХАХАХАХ
00:16
Просмотров 170 тыс.
To mahh too🫰🍅 #abirzkitchen #tomato
01:00
Просмотров 864 тыс.
Taara
37:43
Просмотров 7 тыс.
АХХАХАХАХАХАХАХАХ
00:16
Просмотров 170 тыс.