Тёмный

Badhaidele payara ||Prabachana || by rabindranath khandei gobindachandra panigrahi 

Prabachan
Подписаться 5 тыс.
Просмотров 51 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 54   
@BhabaniShankar-gj2gk
@BhabaniShankar-gj2gk 8 месяцев назад
ସୁନ୍ଦର ଅତି ସୁନ୍ଦର ଆଲୋଚନା। ଜୟ ମା ଶାରଳା 🙏🏻
@jallismitaswain8707
@jallismitaswain8707 5 месяцев назад
😮😅😮😢😢😂😂
@BhabaniShankar-gj2gk
@BhabaniShankar-gj2gk 5 месяцев назад
କହ ହେଲା ଆଜ୍ଞା​@@jallismitaswain8707
@biswajitmahakud3870
@biswajitmahakud3870 3 месяца назад
ଅତିସୁନ୍ଦର ଆଲୋଚନା ଜୟ ଶ୍ରୀ ରାମ 🙏🙏🙏🙏🙏
@asitrout7659
@asitrout7659 2 года назад
🙏ପ୍ରଣାମ ଜୟ ଜଗନ୍ନାଥ ସ୍ୱାମୀ 🙏
@prabachan7519
@prabachan7519 2 года назад
ଜୟ ଜଗନ୍ନାଥ
@gourachandrasahu4268
@gourachandrasahu4268 2 года назад
ମହାଶୟ ଯେଉଁ କୈ ବର୍ତ ରା ମଙ୍କ ପାଦ ଧୋଇଲା ଗଙ୍ଗା ନଦୀ କୂଳରେ ହି ଧୋଇଥିବ ଏବଂ ଗାମୁଛା ରେ ତଳିପାଦ ପୋଛିଦେଇଛି ବୋଲି କହିଛନ୍ତି ତାହା ଠିକ୍ ଅଛି କିନ୍ତୁ ମୋ ମନରେ ଗୋଟିଏ ପ୍ରସନ୍ନ ରାମ ନଦୀ କୁଳରୁ ଡ଼ଙ୍ଗା ଉପର କୁ ଚଢିବା ପାଇଁ ଆସିବା ବେଳେ ଭୂମିରେ ପାଦ ପକାଇ ଅସିଲେନା ତାଙ୍କୁ ଧୀବର ଟେକି ଆଣି ଡ଼ଙ୍ଗା ଉପରେ ବସା ଇଲା ଯଦି ଆପଣ କହିବେ ଚା ଲିକିଗଲେ ତାହାହେଲେ ପଦରେ ଆଉଥରେ ଗଙ୍ଗା ନଦୀର ଧୂଳି ଲାଗିଥିବ ସେହି ଧୂଳି ଡ଼ଙ୍ଗା ଉପରେ ପଡ଼ିଲେ ଡ଼ଙ୍ଗା ଟି ନାରୀ ପାଲଟି ଯିବ ବୋଲି ସନ୍ଦେହ କଲା ଧୀବର ନଦୀ କୁଳରୁ ରାମ ଙ୍କୁ କିପରି ଆଣି ଡ଼ଙ୍ଗା ରେ ବସାଇ ଲା ଦୟା କରି ଜଣାଇବେ ।
@prabachan7519
@prabachan7519 2 года назад
ଧନ୍ୟବାଦ୍ କହିବୁଁ
@balarampanda863
@balarampanda863 3 месяца назад
ବହୁତ ସୁନ୍ଦର ଆଲୋଚନା ,ନମସ୍ତେ
@lenkamanasranjan4139
@lenkamanasranjan4139 2 года назад
Khyama karibe mahasaya eha thik samalochana nunhe
@prabachan7519
@prabachan7519 2 года назад
ମତା ମତ ପାଈଁ ଧନ୍ୟବାଦ୍
@Manu-nz8gx
@Manu-nz8gx 2 года назад
ଟିକେ ଆପଣଙ୍କ ବିକଳ୍ପ ମତ ରଖିବେ, ଆଶା କରୁଛି
@sabitaroutray9064
@sabitaroutray9064 2 года назад
Sundar alochana.🙏🙏🙏
@susiljoshi5934
@susiljoshi5934 2 месяца назад
ଉଚ୍ଚକୋଟୀର ପ୍ରବଚନ 🙏🙏
@manassahoo3759
@manassahoo3759 2 года назад
🙏🙏🙏
@thodaalag1642
@thodaalag1642 2 года назад
Bahut bhala lagila ....bahut chanel achhi RU-vid re kintu apankara e prayas ati niara . Swagata jogya ..asakaru ahuri emti Sundar alochana mana heu ..Bisesa kari Kabisamrat Bhanja nkara kichi kabya upare alochana hele ajira pidhi se sabu ra saransa bujhi parante ati nikataru ..jay Jagannath
@prabachan7519
@prabachan7519 2 года назад
ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ । ଆପଣ ଆମକୁ ଦେଖୁଛନ୍ତି ଏବଂ ବହୁତ୍ ସୁନ୍ଦର ମତାମତ ଦେଇଛନ୍ତି ସେଥିପାଇଁ ଆପଣଙ୍କୁ ଆଉ ଥରେ ଧନ୍ୟବାଦ୍ ।
@AnantacharanAcharjya-dt8zt
@AnantacharanAcharjya-dt8zt 8 месяцев назад
ବହୁତ ସୁନ୍ଦର
@prabachan7519
@prabachan7519 8 месяцев назад
ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା । ଜୟ ଜଗନ୍ନାଥ ।
@NoneedToknow-qi7jv
@NoneedToknow-qi7jv 2 месяца назад
ଓଡ଼ିଆ ଭାଷା ହିଁ ପ୍ରାକୃତ ଭାଷା। ଓଡ଼ିଆ କବି ଭାଷା କୁ ବିସ୍ତାର କରିବା ପାଇଁ ବଭିନ୍ନ ଶବ୍ଦ ତିଆରି କରୁଥିଲେ। ଏବଂ ଶବ୍ଦ ଗୁଡିକୁ କେଉଁ ୦ି, କିଭଳି ପ୍ରୟୋଗ କରାଯିବ କାବ୍ୟ କବିତା ମାଧ୍ଯମରେ ବୁଝାଉ ଥିଲେ।
@mytricks5932
@mytricks5932 2 года назад
ସାର୍ ଅପପାନଙ୍କ ସବୁ ଭିଡ଼ିଓ ମୁ ଦେଖୁଛି ,ଆପଣ ଯେଉଁ ବିଷୟ ବସ୍ତୁ ନେଇ ଆସନ୍ତି ,ଶୁଣିବାକୁ ବୋହୁତ ଭଲ ଲାଗେ,
@prabachan7519
@prabachan7519 2 года назад
ଧନ୍ୟବାଦ୍
@dalaisusantkumar8222
@dalaisusantkumar8222 2 года назад
କ୍ଷମା ପ୍ରାର୍ଥନା ଯେତେବଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନବାସ ପାଇଁ ଯାଉଛନ୍ତି ସେତେବେଳକୁ ତ ମା ସୀତା, ଭାଇ ଲକ୍ଷ୍ମଣ ଙ୍କ ସହିତ ପ୍ରଭୁ ରଘୁନାଥ ଯାଉଥିଲେ ଗୁରୁ ବିଶ୍ୱାମିତ୍ର ତ ନଥିଲେ
@prabachan7519
@prabachan7519 2 года назад
ପ୍ରଥମେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯେଉଁ ଘଟଣା ବର୍ଣ୍ଣନା କରାଯାଅଛି ତାହା ବନବାସ ସମୟର ନୁହେଁ ।ମିଥିଳା ଯାତ୍ରା ସମୟର।ତା ଛଡା ଏ ଛାନ୍ଦର ପ୍ରଥମ ଆଲୋଚନାରେ ଆମେକହିଛୁଁ ବାଲ୍ମୀକି ରାମାୟଣରେ ଧୀବର ପ୍ରସଙ୍ଗ ନାହିଁ । ଆଧ୍ୟାତ୍ମ୍ୟ ରାମାୟଣରୁ ସୂଚନା ଆଣି ଭଞ୍ଜ ନାଟ କ୍ୟ ଛଟାରେ ସୁନ୍ଦର ବର୍ଣ୍ଣନା କରିଛନ୍ତି ।ସେ ୟାକୁ ସୀତାଙ୍କ ବିବାହାପୂର୍ବରୁ ଦେଇଛନ୍ତି ।ସେତେବେଳ ବିଶ୍ଵାମିତ୍ର ସାଙ୍ଗରେ ଥିଲେ ।
@radhekrishna949
@radhekrishna949 5 месяцев назад
​@@prabachan7519sir namaskar🙏 ଆଜ୍ଞା ମୋର ତୁଚ୍ଛ ମନରେ‌ ଗୋଟେ ସନ୍ଦେହ ରହିଛି। ମୋର ଜାଣିବାରେ ରାମାୟଣ ତ ପ୍ରଥମେ ବାଲ୍ମୀକି ରଚନା କରିଥିଲେ ତାଙ୍କରି ରଚନା କୁ ସମସ୍ତେ ଅନୁସରଣ କରିଛନ୍ତି। ଯଦି ବାଲ୍ମୀକିଙ୍କ ରାମାୟଣରେ ଧୀବର ପ୍ରସଙ୍ଗ ନାହିଁ ତା ହେଲେ ତାଙ୍କ ଅନୁସରଣକାରୀ ମାନେ ଧୀବର ପ୍ରସଙ୍ଗ ପାଇଲେ କଉଠୁ? ନା ଅନ୍ୟ କବିଙ୍କୁ ମଧ୍ୟ ଭଗବାନ ତାଙ୍କ ଜୀବନୀ ଶୁଣାଇଥିଲେ? ଦୟାକରି ମୋ ସନ୍ଦେହକୁ ଦୂର କରନ୍ତୁ 🙏
@sharatnayak5181
@sharatnayak5181 2 года назад
Hariom prabhuji
@prabachan7519
@prabachan7519 2 года назад
ହରି ଓମ୍
@ashutoshgharai-kr7bx
@ashutoshgharai-kr7bx 8 месяцев назад
Very nice 😊
@yudhisthirabehera2993
@yudhisthirabehera2993 2 года назад
Lekhiba loka lekhanti, ame kintu nija gyana anusare aalochana karithau, falare prakruta kathara artha andha mananka hatidekha bhali heuchi.
@prabachan7519
@prabachan7519 2 года назад
ଧନ୍ୟବାଦ ମହାଶୟ
@dusmantabehera3412
@dusmantabehera3412 2 года назад
Jatismar thila dhivara
@prabachan7519
@prabachan7519 2 года назад
ଧନ୍ୟବାଦ୍ ମହାଶୟ
@maheswarmohanty9113
@maheswarmohanty9113 2 года назад
Jay Sriram 🙏🙏🙏
@prabachan7519
@prabachan7519 2 года назад
ଜୟ ଶ୍ରୀରାମ
@dhirenmohapatra4584
@dhirenmohapatra4584 2 года назад
ଏଠାରେ Biswamitra ଆସିଲେ କୁଆଡେ ?
@prabachan7519
@prabachan7519 2 года назад
ଯେହେତୁ କବିଭଞ୍ଜ କୈବର୍ତ୍ତପ୍ରସଙ୍ଗଟି ରେ ବିଶ୍ଵାମିତ୍ର ରାମ ଲକ୍ଷ୍ମଣ ଏବଂ କୈବର୍ତ୍ତ ଚାରିଜଣଙ୍କୁ ପାତ୍ର ହିସାବରେ ନେଇଛନ୍ତି ତେଣୁ ପଦଟିର ପୂର୍ବାପର ପ୍ରସଙ୍ଗରେ ବିଶ୍ଵାମିତ୍ର ଆସିପାରିବେ ବୋଲି ଅନୁଭବ କଲୁ ।
@basantnayak-xo4mz
@basantnayak-xo4mz 3 месяца назад
ଏହା ରାମ ଙ୍କ ବିବାହ ପୂର୍ବ ଘଟଣା ତେଣୁ ସୀତା କୋଉଠୁ ଆସିବେ ? ଅସୁର ମାନଙ୍କ ଉପଦ୍ରବରୁ ମୁନି ଋଷି ଆଶ୍ରମକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିଶ୍ୱାମତ୍ର ଦଶରଥ ଙ୍କ ନିକଟରୁ ପୁତ୍ର ଦୁଇ ଙ୍କୁ ନେଇ ଯାଉଥିବା ବେଳର ଏ ଘଟଣା।
@shantilatadas7897
@shantilatadas7897 2 года назад
GANESH
@prabachan7519
@prabachan7519 2 года назад
ଜୟ ଜଗନ୍ନାଥ
@kamaleshmoharana8868
@kamaleshmoharana8868 2 года назад
ଟାଇଟେଲ୍ ପେଜରେ ବଢାଇଦେରେ ଲେଖାଯାଇଥିବା ର କାରଣ
@prabachan7519
@prabachan7519 2 года назад
ଏଡିଟ ଭୂଲ୍ ଧରିଥିବାରୁ ଧନ୍ୟବାଦ
@ranjitdas6523
@ranjitdas6523 2 года назад
@@prabachan7519siba bisad. Sive nuhe
@brahmanandakar1737
@brahmanandakar1737 2 года назад
Sir Dhibara ra name Kan?.please....
@prabachan7519
@prabachan7519 2 года назад
ସତ୍ୟକଥା ହେଲା ବାଲ୍ମୀକି ରାମାୟଣ ରେ ଧୀବର ପ୍ରସଙ୍ଗ ନାହିଁ । ଆଧ୍ୟାତ୍ମ୍ୟ ରାମାୟଣରେ ଯଦିଓ ବ୍ୟାସ ଟିକିଏ ସୂଚନା ଦେଇଛନ୍ତି ଧୀବର ନାମ ଦେଇ ନାହାନ୍ତି ।ଭଞ୍ଜ କବି ଏ ପ୍ରସଙ୍ଗଟି ଏକ ନାଟକ ଭଳି ରୂପ ଦେଇଥିଲେ ମଧ୍ୟ ଧୀବର ନାମ ଦେଇ ନାହାଁନ୍ତି ।ଆମେ ଯୁକ୍ତି ଯୁକ୍ତ ପ୍ରମାଣ ନପାଇବାରୁ ନାମ ଦେଇପାରୁ ନାହୁଁ । ଅବଶ୍ୟ କିଛି ପ୍ରବଚକ ନିଜମାନରୁ ନାମ ଦେଇ ଦଉ ଛନ୍ତି ।ଆମେ ସେଥିରେ ସନ୍ତୁଷ୍ଟ ନୁହଁ ।ଆପଣ ଆମର ସବୁ ଭିଡିଓ ଦେଖନ୍ତୁ ବିନା ପ୍ରମାଣରେ ଆମେ କିଛି ତଥ୍ୟ ଦଉ ନାହୁଁ । କ୍ଷମା କରିବେ ।
@lordsknightgaming3603
@lordsknightgaming3603 Месяц назад
Mousa atiki gyana rakha chudare jaha bandhaheba taha patitapabana
@narayansethi4180
@narayansethi4180 2 года назад
Debar jani Thaila Debar ke A ?
@prabachan7519
@prabachan7519 2 года назад
ଜୟ ଜଗନ୍ନାଥ।ପ୍ରକୃତ ସତ୍ୟହେଲା ଧିବରର ନାମ କୌଣସି ରାମାୟଣରେ ନାହିଁ । ଯଦିଆପଣ ପ୍ରବଚକ ମାନଙ୍କ ଠାରୁ ଶୁଣି ପଚାରୁଥାନ୍ତି ସେଗୁଡିକ ସବୁ ମନଗଢା। କିଏ ସଦାନନ୍ଦ କହିଲାଣିତ କିଏସନତକହିଲେଣି । କିଏମଧ୍ୟ ସିବଦତ କହିଲେଣି। ଏ ସମ୍ପର୍କରେ ଅନେକ ଗଳ୍ପ ମଧ୍ୟ ଲେଖାଯାଇଛି ।ସେପୂର୍ବ ଜନ୍ମରେ କଇଁଛ ଥିଲା ଭଗବାନଙ୍କ ପାଦ ଛୁଇଁବାକୁ ଚାହିଁଲା ଅନନ୍ତ ତାକୁ ଚଡ଼ିଲେ ନାହିଁ ପରଜନ୍ମରେ ଧୀବର ହେଲା ଇତ୍ୟାଦି। ଆପଣ ଭ୍ରମରେ ପଦନ୍ତୁନାହିଁ ।ଏସବୁ ମାନଗଢା ।ଆମେ ଆପଣଙ୍କୁ ପ୍ରାମାଣିକ ତଥ୍ୟହିଁ ଦୋଉଛୁ ।ପୁରାଣରେ ଅନେକ ଚରିତ୍ର ଅଛନ୍ତି ଯେଉଁ ମାନଙ୍କର ନାମ ଦିଆ ଯାଇନାହିଁ ।ବୋଧହୁଏ ସେମାନଙ୍କର ନାମ ଅପେକ୍ଷା ଗୁଣ କର୍ମକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ବାଲ୍ମୀକି ବ୍ୟାସ ଭଞ୍ଜ ଭଳି କବିମାନେ ପ୍ରୟାସ କରିଛନ୍ତି । ଆପଣ ଯଦି ଅଧିକ କଣ ଜାଣିବାକୁ ଚାହୁଛନ୍ତି ଆମ ଚ୍ୟାନେଲ ସସ୍କ୍ରାଇଭ କରିନିଅନ୍ତୁ ବର୍ତ୍ତମାନର ଯେଉଁ ଆଲୋଚନା ଗୁଡ଼ିକ ଯାଉଛି ସେଥିରେ ସାରଙ୍କର ଫୋନ୍ ନମ୍ୱର୍ ଦିଆଯାଉଛି । ଆପଣ ସାରଙ୍କସହିତ କଠାହୋଇ ଜାଣିପାରିବେ । ଧନ୍ୟବାଦ୍ ।(Rabindranath khandei)
@geniusmathandphysics2841
@geniusmathandphysics2841 3 месяца назад
budha kichhi jani nahanti.
@bharatkumarbehera6897
@bharatkumarbehera6897 2 года назад
Adou grahana jogya nuhen
@prabachan7519
@prabachan7519 2 года назад
ଧନ୍ୟବାଦ୍।
@pravakarpani6494
@pravakarpani6494 2 года назад
ସୁନ୍ଦର ଆଲୋଚନା ଜୟ ଜଗନ୍ନାଥ
@minaketanjena1770
@minaketanjena1770 2 года назад
ୟା ପୂର୍ବ ପଦ ମାନଙ୍କୁ ବୁଝେଇ ଦେଲେ ଆଜ୍ଞା ଟିକିଏ ଭଲ ହୁଅନ୍ତା ।ସେ ପଦ ଗୁଡିକର ଅର୍ଥ ଜମା ବୁଝିବି ହେଉନାହଁ
@prabachan7519
@prabachan7519 2 года назад
ଧନ୍ୟବାଦ୍ ଆଜ୍ଞା।ୟା ପୂର୍ବ ପଦଗୁଡ଼ିକ ଆମେ ଆଲୋଚନା କରିଛୁଁ।ଯଦି ଆପଣ ଆମ ଚାନେଲକୁ ସସ୍କ୍ରାଇବ କରିଛନ୍ତି ତାହେଲେ ସସ୍କ୍ରିବେସନ କ୍ଲିକକରି ସବୁ ଦେଖନ୍ତୁ।ଯଦି ଶସ୍କ୍ରାଇବ କରିନାହାନ୍ତି ତାହେଲେ କରିନିଅନ୍ତୁ ସବୁପାଇବେ।
@mytricks5932
@mytricks5932 2 года назад
🙏🙏🙏🙏
Далее
I get on the horse's nerves 😁 #shorts
00:12
Просмотров 3 млн
Amrutamaya - 5
5:54
Просмотров 3,1 тыс.