Тёмный

Bargarh News: ଝାରସୁଗୁଡ଼ା ଆର୍ ବରଗଡ଼କେ ଯୁଡ଼ବା ଇ ମହାନିଦୀ ବ୍ରିଜ୍... ଲୋକର୍ ହେବା ଏତେ ସୁବିଧା... 

Paharaa
Подписаться 272 тыс.
Просмотров 118 тыс.
50% 1

ବରଗଡ ଜିଲ୍ଲାର ଚିଖିଲି ଆର ଝାରସୁଗୁଡା ଜିଲ୍ଲାର ସେମେଲିଆ ଗାଁନେ ମହନଦୀ ଉପରେ ବ୍ରିଜ୍ ବନାହେଉଛେ । ବରଗଡ ଲୋକ୍ ସଭା ସଂସଦୀୟ କ୍ଷେତ୍ରନେ ଇ ଦୁଇ ଜିଲ୍ଲା ଯାଉଥିବାର୍ ବେଲକେ ଇ ଗୁଟେ ବ୍ରିଜ୍ ଲାଗି ଇ ଦୁଇ ଜିଲ୍ଲାର ଲୁକକୁଁ ବହୁତ ସୁବିଧା ହେବା । ଝାରସୁଗୁଡା ଜିଲ୍ଲାର ବହୁତଟେ ନଦୀ ଖଁଣି ଥିବାର୍ ଗାଁ ମାନେ ସବୁଦିନିଆ ବଜାର କାମ୍ ଲାଗି ବରଗଡ ଜିଲ୍ଲାର ଭୁକ୍ତା ମାର୍କେଟ୍‌, ପଢବାର୍ ଲାଗି ଭୁକ୍ତା, ଭଟଲି ଉପରେ ଭରସା କରସନ୍ । ଇ ବ୍ରିଜ୍ ବାବଦେ କାଣା କହୁଛନ୍ ଲୋକ୍ ଆର୍ କେତେ ସୁବିଧା ହେବା ବଲୁଛନ୍ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ...
For more such updates, please Like, Comment, and Share our videos and Subscribe to our RU-vid channel.
Contacts:-
Mail- pahara24x7@gmail.com
Facebook- / paharaa24x7
RU-vid- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Bargarh #Jharsuguda #News #Odisha #SambalpuriNews #Mahanadi #OdishaNews #OdishaGovernment
#Odisha #Paharaa

Опубликовано:

 

22 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 60   
Далее
DIY Pump Solutions
00:18
Просмотров 1,6 млн