Тёмный

Bargarh tv -ଇ ଜାଗାକେ ଥରେ ଗଲେ ଇନୁ ଆସବାର୍ କେ ମନ୍ ନାଇଁ ଲାଗେ, ଗାଧୁଥା ଗାଧୁଥା ଆର୍ ଫଟୋ ହେଉଥା ମନ୍ ଲାଗସି... 

BARGARH TV
Подписаться 230 тыс.
Просмотров 16 тыс.
50% 1

ଜୁହାର
ଇହାଦେ ବର୍ଷାର ସମିଆରେ..Waterfall ଝରନା ମାନକେ ଖଲ୍ ଖଳେଇ କରି ଝରି ଆସୁଥିଶି ପାଏଁନ୍... ପ୍ରାକୃତିକ ସୁନ୍ଦରତା ରେ ଭରପୁର ରହିଛେ ଆମର ପଶ୍ଚିମ ଓଡ଼ିଶା... ତାର ଭିତରୁ ଗୁଟେ ସୁନ୍ଦର୍ Waterfaall ଆଏଜ୍ ବୁଲି ଜିମା .....
ଜୁହାର୍
ବରଗଡ଼ ଟିଭି କେ ଆପଣଙ୍କୁ ସ୍ୱାଗତ୍ । ବରଗଡ଼ ଟିଭି ହେଉଛେ ବରଗଡ଼ ଜିଲ୍ଲାର୍ ଗୁଟେ ଲୋକାଲ୍ ଡିଜିଟାଲ ୱେବ ନିଉଜ୍ ଚ୍ୟାନେଲ । ଇ ଚ୍ୟାନେଲରେ ଆପଣ ମାନେ ବରଗଡ଼ ଜିଲ୍ଲାର୍ ଟିକନିକ ଛୋଟ ବଡ଼ ଖବର୍ ଦେଖି ପାରବେ । ଆମର୍ ଜିଲ୍ଲାରେ ଘଟୁଥିବାର୍ ଛୋଟ ବଡ଼ ଘଟଣା ,ଖବର୍ ,ମନୋରଞ୍ଜନ କାର୍ଯ୍ୟକ୍ରମ ବାବଦରେ ଆର୍ ଭିନ୍ ଭିନ୍ ଯୋଜନା ବାବଦରେ ଆପଣ ମାନଙ୍କୁ ସଠିକ୍ ସୂଚନା ଦେବାର୍ ବରଗଡ଼ ଟିଭିର୍ ଲକ୍ଷ୍ୟ ଆଏ ।
ଆମର୍ ଭାଷା ,ସାହିତ୍ୟ ,ସଂସ୍କୃତି, ପରମ୍ପରା କେ ଉଜାଗର୍ କରବାର୍ ଲାଗି ଛୁଟିଆ ପ୍ରୟାସ କରୁଛେ ଆପଣ ମାନଙ୍କର୍ Bargarh Tv । ଦୁଇ ବର୍ଷ ହେଇଗଲା ଲଗାତାର୍ ଭାବେ ଆମେ ଆପଣ ମାନଙ୍କୁ ଖବର୍ ଦେଖଉଛୁ ଆର୍ ଠିକ ସମିଆଁରେ ସଠିକ ଆର୍ ସତ୍ ଖବର୍ ଜନାବାର୍ ଆମର୍ ଉଦେଶ୍ୟ ଆର୍ ଲକ୍ଷ୍ୟ ରହିଛେ ।
ଆପଣମାନେ ଆମର୍ ଚ୍ୟାନେଲକେ Subscribe କରୁନ RU-vid :- / @bargarhtv
ଯଦି ଆପଣ ମାନେ ଫେସବୁକରେ ଦେଖୁଛନ୍ ଆମର Facebook Page କେ Follow karun
FB :- www.facebook.c...
ଆମର୍ ୱେବ ସାଇଟ କେ ViSIT କରୁନ
Website:- www. bargarhtv.in
Contact us - bargarhtvnews1995@gmail. com if you find your conten in our video .
Any Query - Mob -7609994451 (Call & Whatsap)
Thanks
Regards
Bargarh tv Team

Опубликовано:

 

9 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 9   
Далее