Тёмный

Bharat Ka Amrit Kalash I India's First Folk Singing Reality Show I Barnali Hota I Dekhalo Sangata 

Entertainment Duniyan
Подписаться 33 тыс.
Просмотров 500 тыс.
50% 1

Bharat Ka Amrit Kalash I India's First Folk Singing Reality Show I Barnali Hota I Dekhalo Sangata‪@entertainmentduniyan‬
Singer : Barnali Hota

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 778   
@bou8345
@bou8345 3 месяца назад
ଭଉଣୀ ଆପଣ ଇତିହାସ ରଚିଲେ.... ଆମ ଓଡ଼ିଆ ଭାଷା ର ମର୍ଯ୍ୟାଦା ବଢ଼ାଇ ଦେଲେ
@AamaGaonAamaMati
@AamaGaonAamaMati 3 месяца назад
ଜୟ ଜଗନ୍ନାଥ 🙏🙏🙏
@sucharitamishra1226
@sucharitamishra1226 2 месяца назад
Aapna comment karithibaru Thank you
@smallvison
@smallvison 2 месяца назад
Jay jagganath
@spscratch2.0learning54
@spscratch2.0learning54 2 месяца назад
Satare bahut sundar
@tapandas2863
@tapandas2863 Месяц назад
Tapan🙏🙏🙏
@pintuvillagetour
@pintuvillagetour 3 месяца назад
ଓଡ଼ିଆର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏହି ଗୀତ ମାଧ୍ୟମରେ ମୁଁ ପ୍ରଣାମ ଜଣାଉଛି 🙏🙏 ଗାୟିକା ଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ 💐💐
@bnayak2202
@bnayak2202 3 месяца назад
ସତରେ ଆଜି ମୋତେ ଲାଗିଲା ଆମ ଓଡ଼ିଶା ମାନ ବଢ଼ାଇବା ପାଇଁ , ତମକୁ ଭଗବାନ୍ ନିଜେ ପଠାଇ ଛନ୍ତି ତମେ ନାରୀ ରୁପି ଦେବୀ ଭଉଣି। ,,ମୋତେ ଓଡ଼ିଆ ବୋଲି ଆଜି ଗର୍ବ ଲାଗୁଛି, ସତରେ ଭଉଣି, ଆମ ପ୍ରାଚୀନ ସଂସ୍କୃତି କେତେ ମଧୁର,, ମନ କୁସମିତ ପ୍ରଫୁଲ୍ଲ ମୟ ହୋଇ ଯାଉଛି,,,,,,,
@satpathyrout5657
@satpathyrout5657 3 месяца назад
Bhai naari sabu bele devi swarupaa.kentu semaane se swarup ku bhuli jaichanti.🙏 Jai Jagannath 🙏
@sucharitamishra1226
@sucharitamishra1226 2 месяца назад
@@bnayak2202 Thank you
@khantinayagadia7591
@khantinayagadia7591 3 месяца назад
ଓଡ଼ିଶା ପାଇଁ ଗୋଟେ like ❤
@santoshmandal6164
@santoshmandal6164 3 месяца назад
ରୋମ ଟାଙ୍କୁରୀ ଉଠୁଛି.... ଏ ସବୁ ଆମ ଜଗନ୍ନାଥଙ୍କ କଥା ଶୁଣିକି.... ଗର୍ଵ ରେ କହିବି ମୁଁ ଓଡ଼ିଆ 🙏🏻
@rameshsahoo8872
@rameshsahoo8872 3 месяца назад
ଯାହା ହେଉ ମୋ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ସାରା ଦେଶ ବିଦେଶରେ ପଶାର ପଚାର ହେଉଛି ସତରେ ଆମେ ପ୍ରଭୁଙ୍କ ପାଦ ଦେଶରେ ଜନମ ନେଇ ଏ ଜୀବନ ଧନ୍ୟ ହେଇଗଲା ଜୟ ଜଗନ୍ନାଥ ❤❤❤❤❤❤❤
@AamaGaonAamaMati
@AamaGaonAamaMati 3 месяца назад
ଜୟ ଜଗନ୍ନାଥ 🙏🙏🙏
@laduguducreation1300
@laduguducreation1300 2 месяца назад
ଜୟ‌ ଜଗନ୍ନାଥ 🙏
@nalinimohapatra4033
@nalinimohapatra4033 3 месяца назад
ଆମ ଓଡ଼ିଶାର ଓଡ଼ିଆ ମାନଙ୍କର ଗର୍ବ ଓ ଗୌରବ। ଜୟ ଜଗନ୍ନାଥ
@bibhuprasadacharya939
@bibhuprasadacharya939 2 месяца назад
Truly inspiring, feeling blessed being an odia. Jay Jagannath 🙏🙏🙏
@sanjuktadalai
@sanjuktadalai 2 месяца назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻 ଧନ୍ୟ ଓଡ଼ିଶା ମାଟି ! ଧନ୍ୟ କଳିଙ୍ଗ କନ୍ୟା ବର୍ଣ୍ଣ। ଲୀ ହୋତା ! ଓଡ଼ିଶାର ନାମ ରଖିଲ ମାଆ ତୁମେ , ତୁମେ ହିଁ ପ୍ରକୃତ କଳିଙ୍ଗ କନ୍ୟା ।❤❤❤❤❤❤❤
@anantasamal5654
@anantasamal5654 Месяц назад
Jajpur❤ jhia❤
@user-lb4po1ni6y
@user-lb4po1ni6y 3 месяца назад
ମୁଁ ଓଡ଼ିଆ ବୋଲି ଗର୍ବ କରେ ମୋ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଜୟ ଶ୍ରୀ ଜଗନ୍ନାଥ ⭕❗⭕🪔🪔🙏🙏🙏
@auroadityapattanayak5400
@auroadityapattanayak5400 3 месяца назад
ଆଜି ଅନେକ ଦିନ ପରେ ମୁଁ ଓଡ଼ିଆ ବୋଲି ଗର୍ବ ରେ କହିପାରୁଛି, ମହାପ୍ରଭୁ ତାର ମଙ୍ଗଳ କରନ୍ତୁ, ଜୟ ଜଗନ୍ନାଥ 🙏🏻❤️❤️💐
@jharanapradhan3862
@jharanapradhan3862 3 месяца назад
Right
@skrcew8459
@skrcew8459 3 месяца назад
Right
@aurobindajena6278
@aurobindajena6278 2 месяца назад
Kahi agaru kn karunathela kii
@sudhaofficialmusic9123
@sudhaofficialmusic9123 3 месяца назад
ଜୟ ଜଗନ୍ନାଥ। ବର୍ଣାଳି ତୁମ ସ୍ୱର ରେ ଜଗନ୍ନାଥ ଙ୍କ ଆଶୀର୍ବାଦ ରହିଛି । ବହୁତ ଆଗକୁ ବଢ଼ି ଚାଲ।
@bharatkivhasa
@bharatkivhasa Месяц назад
Aap ke saare gaane sunne ke baad mujhe saare Odia ka gaana sunneke intrested lagne laga, Odia song always awesome.
@Gajapatitokaofficial
@Gajapatitokaofficial 3 месяца назад
ଓଡ଼ିଶାରୁ ଯେଉଁ ମାନେ ଦେଖୁଛନ୍ତି,ଗର୍ବରେ ଆମେ ଓଡ଼ିଆ ବୋଲି ଜୟ ଜଗନ୍ନାଥ ବୋଲି ଲେଖନ୍ତୁ 🙏🙏🥀🇮🇳♥️
@birenbehera6809
@birenbehera6809 2 месяца назад
Jay Jagannath ✨🙏🙏💖💝🌸🌼🌸🌼🌸🌼🌸🌸🌼🌸🌼🌸
@NewblockAjay7882
@NewblockAjay7882 3 месяца назад
ଏ ଗୀତ ଭଲ ଲାଗୁଥିଲେ ଓଡ଼ିଶାର ପିଲା ଲାଇକ କର ❤
@pratisekdash4461
@pratisekdash4461 3 месяца назад
ଭଉଣୀ ତମେ ଆମ ଓଡ଼ିଶା ର ଗର୍ବ❤❤❤❤ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻 ସବୁ ଭାଇ ଓ ଭଉଣୀ ମାନଙ୍କୁ ମୋର ଅନୁରୋଧ ଯେ ସମସ୍ତେ ଏ ଭଉଣୀକୁ ସମର୍ଥନ କରନ୍ତୁ ଏ ଭଉଣୀଙ୍କ ପାଇଁ 1 like କରନ୍ତୁ ❤❤❤❤
@rajkishoresahoo6975
@rajkishoresahoo6975 Месяц назад
ଧନ୍ୟ ବାଦ୍ ବର୍ଣାଲି ପୂର୍ବରୁ ଶୁଣିଥିବା ଠାରୁ ଭିନ୍ନ ସ୍ଵାଦ ଅନୁଭବ କଲି
@lokeshsa2700
@lokeshsa2700 2 месяца назад
ଆମେ ଓଡିଶା ବସି ଆପଣକଂ ପାଇଁ ଗର୍ବିତ।
@soumyasaurabh6756
@soumyasaurabh6756 3 месяца назад
ସବୁଠୁ ଉତ୍ତମ ଉଠ କଙ୍କାଳ
@Nayak-creation98
@Nayak-creation98 3 месяца назад
କୋଟି ଓଡିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଶେଷ ଅଶେଷ ଗୁହାରି ❤
@prasantasahoo4362
@prasantasahoo4362 Месяц назад
ସାବାସ ବେଟା... ସାବାସ.. God bless you🙏
@nirakarasahu8622
@nirakarasahu8622 3 месяца назад
ବିଶ୍ଵ ଓଡ଼ିଆ ଭାଷା ସମିଳନୀ ଆୟୋଜନ କରି ସରକାର ଯାହା କରିପାରିଲେ ନି , ବର୍ଣ୍ଣାଳି ତାହା କରି ଦେଖାଇଛନ୍ତି ...ଜୟ ଜଗନ୍ନାଥ ସ୍ୱାମୀ ......❤
@balarampradhan3573
@balarampradhan3573 3 месяца назад
Absolutely
@meenakpm6497
@meenakpm6497 2 месяца назад
Wow really
@boombs7575
@boombs7575 Месяц назад
ତୋ କଥା ରୁ ଜଣା ପଡ଼ୁଛି ତୁ helu ଗୋଟେ ଅନ୍ଧଭକ୍ତ bjp ମଝି ଗୋଡ଼ ଚଟା 😂
@nirakarasahu8622
@nirakarasahu8622 Месяц назад
@@boombs7575 hn tu jemiti pandura chatuthilu .....gobara sala
@manojkumarsahoo3107
@manojkumarsahoo3107 3 месяца назад
ଏହିପରି କାର୍ଯ୍ୟକ୍ରମ ହେବା ଦରକାର... ବହୁତ ସୁନ୍ଦର 👍👍
@madhusudansatapathy3397
@madhusudansatapathy3397 2 месяца назад
ବହୁତ୍ ବହୁତ୍ ବହୁତ୍ ଧନ୍ୟବାଦ୍ ବର୍ଣାଳୀ ବେଶୀ।
@lopamudrakanungo3120
@lopamudrakanungo3120 3 месяца назад
ଏମିତିରେ ଭଲ ଲାଗୁଛି କିନ୍ତୁ ବାଦ୍ୟ ନ ବଦଳେଇ ଥିଲେ ଭଲ ହୋଇଥାନ୍ତା
@rabindrabhuyan2738
@rabindrabhuyan2738 3 месяца назад
Tu sunu be judge hena.
@jhalak1823
@jhalak1823 3 месяца назад
ଆମେ ଓଡ଼ିଆ ବୋଲି ଭାବି ବହୁତ ଗର୍ବିତ ଅନୁଭବ କରୁଛୁ,,ଯେଉଁ ମାଟି ରେ ବିଶ୍ଵ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର,,,,
@jharanasahoo2615
@jharanasahoo2615 Месяц назад
ଆମ ଓଡ଼ିଆ ଆମ କଳା ଆମ ସଂସ୍କୃତି ଅଭିର୍ଣ୍ଣ । ଜୟ ଜଗନ୍ନାଥ 🙏🙏🙏🙏🌹🙏🌹🌹🙏🙏🙏🙏🙏🙏🙏🌹🙏🌹🙏🌹🌹🙏🙏🌹
@competitiveguide_advisor
@competitiveguide_advisor 2 месяца назад
Take love from west bengal ❤. I love Odia language very much 😊😊
@sibaramgouda1750
@sibaramgouda1750 2 месяца назад
ସୁନ୍ଦର ପ୍ରୟାସ ଆପଣଙ୍କୁ ଅନୁରୋଧ ଓଡ଼ିଆ ର ପୁରୁଣା ଶୈଳୀରେ ଗାଆନ୍ତୁ ଏହା ହିଁ ଓଡ଼ିଆର ମୌଳିକତା
@prasannakumarmahapatra470
@prasannakumarmahapatra470 18 дней назад
Barnaliji, you have once again proved your huge talent as a folksinger and also your deep devotion to Lord Jagannath. All the Odias and all the devotees of Lord Jagannath will always keep you in their hearts. May Lord Jagannath bless you and protect you from all evils. JAI JAGANNATH
@saktiranjansahoo3872
@saktiranjansahoo3872 3 месяца назад
ଆମ ଯାଜପୁର ଝିଅ ପାଇଁ ଗୋଟେ ❤ହୋଉ
@subha.711
@subha.711 2 месяца назад
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ର ଜୟ 🙏ତମ ଜୟ ଗାନ ସାରା ବିଶ୍ୱରେ କମ୍ପି ଉଠୁ ପ୍ରଭୁ ❤❤
@subhabratamishra4465
@subhabratamishra4465 3 месяца назад
ଏ ଭ‌ଉଣୀଙ୍କୁ ମୋର୍‌ ଆନ୍ତରିକ୍‌ ଅଭିନନ୍ଦନ୍‌ ଓ ଶୁଭେଚ୍ଛା। ସେ ଆମର୍‌ ଓଡ଼ିଆ ସଙ୍ଗୀତ୍‌କୁ ଜାତୀୟ‌ ସ୍ତରରେ ପରିବେଷଣ୍‌ କରି ଆମର୍‌ ଅସ୍ମୀତାର‌ ରକ୍ଷା କରିଛନ୍ତି । ଜଗନ୍ନାଥ୍ ତାଙ୍କୁ ଆହୁରି ପରିଶ୍ରମୀ କରାଇ ଏକ ଉଚ୍ଚକୋଟୀର‌ ଶିଳ୍ପୀ ବନାନ୍ତୁ ।
@anantasamal5654
@anantasamal5654 Месяц назад
❤❤❤❤
@wonderworld2632
@wonderworld2632 2 месяца назад
Perfect perfect perfect. Where was this hidden gem till today, Nice singing .. lots of blessings.
@puspalatapradhan3102
@puspalatapradhan3102 2 месяца назад
Thank you mama.joy Odisa.jay Jagantha❤❤❤❤❤❤❤❤
@narendranayakc7503
@narendranayakc7503 2 месяца назад
ଜୟ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ଆଗକୁ ମାଡି ଚାଲ ❤❤❤
@pripalak1243
@pripalak1243 2 месяца назад
Proud to be a Odia this song dedicated to my lord Jagannath 🙏🙏🙏🙏❤
@LalitMohanSahu-ht6nq
@LalitMohanSahu-ht6nq 3 месяца назад
ସୁନ୍ଦର କିନ୍ତୁ ଏହାର original music ହୋଇଥିଲେ ଆହୁରି ଉଚ୍ଚ କୋଟି ର ହୋଇ ଥାଆନ୍ତା
@OdishaFolk
@OdishaFolk 2 месяца назад
वर्णाली ने एक दिन बोल दिआ। सच में प्रभु जगन्नाथ, भाई वलभद्र और वहन सुभद्रा जी ने एक दिन के लिए नहीं, नौ दिन के लिए बाहर आ जाते हैं।
@lababehera6765
@lababehera6765 3 месяца назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ରାମ 🙏🙏🙏 ତୁମେ କୃଷ୍ଣ 🙏🙏♥️♥️♥️ ଭଉଣୀ ବହୁତ ସୁନ୍ଦର ପରିବେଶ ❤❤❤
@BhubaneswarBehera-nr8ir
@BhubaneswarBehera-nr8ir 2 месяца назад
ସତରେ ଓଡ଼ିଶାବାସୀ ବହୁତ ଭାଗ୍ୟବାନ ଯଉଠି ମହାପ୍ରଭୁ ଜଗନ୍ନାଥ ରହିଛନ୍ତି 🙏🙏🙏🙏
@debashisadas916
@debashisadas916 2 месяца назад
JAY JAGANNATH 🙏
@miluprusty2194
@miluprusty2194 3 месяца назад
ଗର୍ବରେ କହୁ ଆମେ ଓଡ଼ିଆ। ଆମ ଭାଷା ଓଡ଼ିଆ। ଗର୍ବରେ କୋହ ଅଜାଡି ହୋଇଯାଉଛି। ଜୟ ଜଗନ୍ନାଥ ହରିବୋଲ।❤
@kasturimishra5352
@kasturimishra5352 2 месяца назад
Jai Jagannath 🙏
@sibanipriyadarshininanda2145
@sibanipriyadarshininanda2145 2 месяца назад
Proud of our odisha ❤Jay jagannath🙏 Lord jagannath bless u dear ❤
@ganeswarbehera-fj6yu
@ganeswarbehera-fj6yu Месяц назад
ସ୍ବାଗତମ୍ ବର୍ନାଳୀ ହୋତା ସ୍ବାଗତମ୍ । Well Come Barnali Hota Well Come . odisha, Bharat.
@dhaneswarnaik4135
@dhaneswarnaik4135 2 месяца назад
Bahut sundar..
@chandanmaharana124
@chandanmaharana124 3 месяца назад
ଭାଷା କୁ ନେଇ ନିଆରା ଢଙ୍ଗରେ ପରିବେଷଣ, ଧନ୍ୟବାଦ ବର୍ଣାଳୀ, ଜୟ ଜଗନ୍ନାଥ... OIIO
@anupamadas9077
@anupamadas9077 3 месяца назад
Proud of Odisha
@prachipatra1473
@prachipatra1473 20 дней назад
Keep it up Barnali❤.Proud od Odisha.Jay Jagannath🙏
@krishnagymfitness7000
@krishnagymfitness7000 2 месяца назад
ଜୟ ଜଗନ୍ନାଥ ମୋ ଭଉଣୀ love you dear
@commonmen3603
@commonmen3603 3 месяца назад
We are proud of you... 👍🏻👍🏻 ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻
@rambabuuktkoraput2699
@rambabuuktkoraput2699 3 месяца назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ
@ashiskumargochhayat7764
@ashiskumargochhayat7764 3 месяца назад
Jay Jagannath
@aj-vlogs2056
@aj-vlogs2056 2 месяца назад
Jay Shree Jagannath 🙏❤️
@sritamkumarswain1280
@sritamkumarswain1280 3 месяца назад
ୟାକୁ ହିଁ କହିବା ଓଡ଼ିଆ ଅସ୍ମିତା
@ChandanKumar-984
@ChandanKumar-984 2 месяца назад
କେହି ଜଣେ ଆମ ଓଡିଶାକୁ ତାର ସତନ୍ତ୍ରର ପରିଚୟ ଆଣି ଦେଉଛନ୍ତି ଇଏ ହେଉଛନ୍ତି ଆମ ଓଡିଶାର ସୁଭଦ୍ରା ଭଉଣୀ. ଜୟ ଜଗନ୍ନାଥ 🙏🙏🙏
@user-sv2zc1hg5z
@user-sv2zc1hg5z 2 месяца назад
ଆମେ ଆପଣ ଙ୍କ ପାଇଁ ଆମେ ଓଡ଼ିଶା ବାସୀ ଗର୍ବିତ❤❤
@aryanmom7423
@aryanmom7423 2 месяца назад
I want her to win.. she is so perfect..❤
@sachidanandasamal7103
@sachidanandasamal7103 2 месяца назад
Jay jagannath 😢
@kunm581
@kunm581 2 месяца назад
Jay Jagannath 🙏🏻 Barnali best performer
@sanjuktadas1235
@sanjuktadas1235 2 месяца назад
Jay jagannath 🙏
@bhimasenmajhi8891
@bhimasenmajhi8891 2 месяца назад
Bahut sundar gita
@Bikramnayak-wf2wt
@Bikramnayak-wf2wt 3 месяца назад
ଜୟ ଜଗନ୍ନାଥ ମୁ ଓଡ଼ିଆ ଗର୍ବରେ କୁହେ ଆମେ ଓଡ଼ିଆ
@spiritual_verse
@spiritual_verse 3 месяца назад
Our pride our sister Barnali❤
@kshirabdhitanayasahoo3749
@kshirabdhitanayasahoo3749 3 месяца назад
Proud of you for representing Our Odisha ....❤️uhhh
@ranjitdalai2637
@ranjitdalai2637 2 месяца назад
Odisha kelie garb gourab🌹❣️🌹barnnali hota god bless you 👌
@chinmayamohapatra6273
@chinmayamohapatra6273 2 месяца назад
ଜୟ ଜଗନ୍ନାଥ 🙏🏼🙏🏼🙏🏼ଆମ ଓଡିଶା ପାଇଁ ଗର୍ବ ତମେ ❤
@user-zq9jw8mf2d
@user-zq9jw8mf2d Месяц назад
Barnali, Barnali, Barnali..... You are the Champion.🌹👍🏻🌹
@bhagyashreepatra145
@bhagyashreepatra145 3 месяца назад
Akhire pani asigola such a wonderful voice proud moment ❤
@Anshu-AaradhyaLifestyle
@Anshu-AaradhyaLifestyle Месяц назад
Feeling so proud of you Barnali ..became your fan ..Jay Jaganath
@kumarbimal1034
@kumarbimal1034 3 месяца назад
Beautiful song,and singer, ❤️
@simanchalbehera1855
@simanchalbehera1855 3 месяца назад
jai jagannath, Prabhu jagannath bless her.....Pride of Odisha.
@satyajitdasd18
@satyajitdasd18 Месяц назад
Proud moment for all Odias out there❤ Jai Jagganatha🌸
@MunuLimaCreation
@MunuLimaCreation 2 месяца назад
Heartly Salute to you for what you are performing and the talent you have...Feeling Proud. Jay Jagannath.
@padmalochanbehera3798
@padmalochanbehera3798 Месяц назад
Barnali is our ever green surela manki dhadkan .Jay Jagannath
@kumarernieprisha6711
@kumarernieprisha6711 3 месяца назад
One of the most versatile singer
@sonuflexible9847
@sonuflexible9847 2 месяца назад
Really briliant singing jaya jagannath you are the proud of our odisha barnali
@godabarimangaraj5027
@godabarimangaraj5027 3 месяца назад
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏⚫️🔻⚫️🙏🙏🙏🙏🛐🛐🛐🛐🛐🛐🛐🛐🛐
@KidTinkuvlog
@KidTinkuvlog 2 месяца назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ,
@rasmitadas7390
@rasmitadas7390 Месяц назад
Really heart warming 😍Jay Jagannath
@Krishnanjalicraft
@Krishnanjalicraft 3 месяца назад
ଓଡିଶା ର ଗର୍ବ 👍👏👏👏
@user-cb9lt2lo5p
@user-cb9lt2lo5p 2 месяца назад
Best song Jai jagannath this song was sing Anuradha Paudwal
@ullasnayak2382
@ullasnayak2382 3 месяца назад
Jay Jagannath 🙏, You are pride of odisha
@nrusinghcharanpalei8938
@nrusinghcharanpalei8938 Месяц назад
Barnali you are proud of odisha .many many thanks to you .
@user-zm8zv1dk4f
@user-zm8zv1dk4f Месяц назад
Jay Jagannath God bless u Barnali
@jibardhanrout8532
@jibardhanrout8532 9 дней назад
ଜୟ. ଜୟ. ଜୟ. ଜଗନ୍ନଥସା୍ବାମୀନୟନ. ପଥଗାମୀ. ଭାତୁମେ. ଜୟ. କଗନ୍ନାଥ.
@user-mi6sv9zu6v
@user-mi6sv9zu6v 2 месяца назад
Really Heart touching ❣️❣️❣️❣️ Songs Many many thanks for sharing
@smutirekhanayak8814
@smutirekhanayak8814 2 месяца назад
Lots of blessings to you barnali ❤❤❤❤❤❤❤❤
@mamitananda3030
@mamitananda3030 День назад
Jay Jagannath 🙏🏻 Barnali the great ❤
@AR.Strings
@AR.Strings 3 месяца назад
This was amazing 👏 ❤ Jagannath ji ki jay ... barnali god bless u
@pravatray8720
@pravatray8720 3 месяца назад
ପ୍ରଭୁ ଆପଣଙ୍କୁ ସଦା ସର୍ବଦା ଖୁସି ରେ ରଖନ୍ତୁ
@himansumohanty4266
@himansumohanty4266 3 месяца назад
Jai Shree Radhaa 🙏🏻 🙏🏻 ... Maata ati sunder 💞
@itishreedas2443
@itishreedas2443 3 месяца назад
Bahut badhiaa
@bigyanprasadsamantray7577
@bigyanprasadsamantray7577 29 дней назад
Supper , Great performance ...... Lord Jagannath Bless you Always .......
@imanoj8609
@imanoj8609 2 месяца назад
Sare sansaar ke param pita pravu Jagannaath (JAGA❤)
@anantasamal5654
@anantasamal5654 Месяц назад
❤❤❤❤❤❤❤❤bahut❤kathin❤❤❤❤bhajan❤ thanks ❤barnali❤❤❤❤❤❤
@jhunu912
@jhunu912 2 месяца назад
Great barnali 🎉🎉🎉🎉 diii
@ganeshsirsatyam8434
@ganeshsirsatyam8434 День назад
You made us feel proud. Jay Jagannath.
@mishradebasis
@mishradebasis 3 месяца назад
ଜୟ ଜଗନ୍ନାଥ 🙏
@rajendrakumarhotta8466
@rajendrakumarhotta8466 Месяц назад
So proud of ODISHA Jaya shree jagannath 🙏
Далее
Jay Jagannath Puri (story)
11:01
Просмотров 163 тыс.
bharat ka amrit kalash
6:28
Просмотров 863 тыс.