Тёмный

BJD holds press meet at Sankha Bhawan today || Kalinga TV 

Kalinga TV
Подписаться 3,4 млн
Просмотров 446 тыс.
50% 1

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
RU-vid: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Опубликовано:

 

12 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@laxmidharsahoo8344
@laxmidharsahoo8344 20 дней назад
ଏବେ ଯେତେ ଭାଷଣ ଦେଲେ ଲାଭ କଣ୍ ହେବ, ଥରେ ଭାବିଛ ତୃଣମୂଳ ସ୍ତରରେ ସ୍ଥାନୀୟ ନେତା ତଥା କିଛି ବିଧାୟକ ମାନଙ୍କ ବ୍ୟବହାର ଆଉ ଏକଛତ୍ର କୃର ଶାସନ ପ୍ରତି ଲୋକମାନେ ବୀତସ୍ପୃହ ହୋଇ BJP କୁ ଭୋଟଦେଲେ,ସେ ଯାହା କରନ୍ତୁ,୨୪ ବର୍ଷ ଦୁର୍ବଳ ନିସହାୟ ଲୋକେ ଭୟରେ bjd କୁ ଭୋଟ ଦେଉଥିଲେ, ତେଲିଆ ମୁଣ୍ଡରେ ତେଲ ହେଉଥିଲା, ଲୋକେ ସହି ଥିଲେ, ଏବେ ସେମିତି କର୍ମ ଆଦରି ସହିବେ, ତମେ ବ୍ୟସ୍ତ କାହିଁକି, ରଡ଼ି ଛାଡ଼ିଲେ କଣ୍ ଶାସନ କରିବ?
@musicsanjimusic6430
@musicsanjimusic6430 20 дней назад
ମୁର୍ଖ ଙ୍କୁ ମୁଣ୍ଡେଇ ବୁଲ ଲାଜ ତମ ମୁହ୍ନେ ନାହିଁ
@sudhirakumarpradhan6284
@sudhirakumarpradhan6284 20 дней назад
@@musicsanjimusic6430 ଓହୋ ଓହୋ ତମକୁ ଟିକେ ବାଧିଲା କି? ପୁରା ବିଜେଡି ର ଚମଚା ବୋଧେ l
@brajeswarisingh909
@brajeswarisingh909 20 дней назад
ତମେ ନିଜେ ଠିକ ଅଛିନା, ମାଗଣା ଖାଇବା ଖାଲି ଇଛା, ଆଗରୁ ବିଜେଡି କରିଥିଲା ଏବେ ବିଜେପି ଭାବିଚିନ୍ତି ଯାହା କରୁଛି ଠିକ କରୁଛି
@diptipattanaik5557
@diptipattanaik5557 19 дней назад
Right
@hemanthdhir6835
@hemanthdhir6835 19 дней назад
​@@brajeswarisingh909tume magona kotha kahucha hele tume kahi paribo ret jete bole chanchi kari neucha sete bele kan tumo muhare gobor podi thila ki
@paspureddypadmana6415
@paspureddypadmana6415 19 дней назад
Medam ଆପଣ ଆଜି ବହୁତ୍ ସୁନ୍ଦର୍ କରି ଭାଷଣ ମାରିଲେ BJP ଖରାପ କହିବେ next election ବେଳେ BPJ ନହେଲେ congrs କୁ support କରିବେ ଆମେ କାହାକୁ ବିଶ୍ୱାସ କରିବାର ଅଛି କୁହନ୍ତୁ । Naveen sir ଭଲ କିନ୍ତୁ ନବୀନ ପଚରେ ଥିବା BJD leader ମାନେ ସମସ୍ତେ ଚୋର ସେଥିପାଇଁ ବାଦ୍ୟ ହୋଇ BJP କୁ ଭୋଟ ଦେହି ଜିତେହିଲୁ । ଆମେ ଗରିବ ଗରିବ ହିଁ ରହିବୁ । Politician ମାନକୁ କେବେ ବିଶ୍ୱାସ କରନ୍ତୁ ନାହିଁ। 🇳🇪🇳🇪🇳🇪 ଭାରତ ମାତା କି ଜୟ 🇳🇪🇳🇪🇳🇪
@rajupradhan1627
@rajupradhan1627 17 дней назад
😇🇮🇳🇮🇳
@SwarnalataPradhan-by1zu
@SwarnalataPradhan-by1zu 16 дней назад
Right
@user-el2oo1ll7u
@user-el2oo1ll7u 9 дней назад
ତୁମେ ବିଜେଡ଼ିକାଲା ଦିନରେ ଦେଖୁଥିଲେ ଚା' ନ୍ଦ ଆଉ ଜହ୍ନ ଆଉନାରୀମାନଙ୍କ ବଦନ କିନ୍ତୁ ବିଜେପି ନେତା ନୁହେଁ ତୁମେ ପିଠାଯୋଜନ ଅତେ ଦେଇଥିଲେ ଭୁତକେତେ ଦେଉଥିଲେ ତୁମବେଳେ ଆକୁ ହୋଇଥିଲା l ୬୦ଟଙ୍କା ରସୁଣ ଥିଲା ୫୦୦ଟଙ୍କା ପିଆଜ ଥିଲା ୨୦୦ଟଙ୍କା ତୁମେ ଯେଉଁ ବିଜେଡିବାଲା ମିସନ ସକ୍ତିଙ୍କୁ କହି କେତେ ଦେଉଥିଲ ନାମିଛ କହି ଝୀଅ ବୋହୁ ମାନଙ୍କୁ ନେଇ ବେପାର କରୁଥିଲେ ଭଲ ଭାବରେ ମନେପକା ନା କହିବାକୁ ପଡ଼ିବ ଲଜ୍ୟା ଲାଗୁନି ଟିକେ ତୁମ ବିଜେଡି ବାଲାଙ୍କୁ ତୁଣେ ମାନେ ଏତେ ନେଲଜ୍ୟା ଛି ଛି ରାଣୁଆ ଭାତେଇ ଦଳ ଛି ଛି ଲଙ୍ଗଳା ବେଧୁଆ ଜାଳ ଛି ଛି
@RD123.........
@RD123......... 20 дней назад
Kalia ଯୋଜନା କହିଥିଲ ଏକାଥରକେ 25 ହଜାର ଦେବ କିନ୍ତୁ panchyat election ପରେ change ହୋଇଗଲା sop ବିଜେଡି ର 2000 ଟଙ୍କା 😜
@musicsanjimusic6430
@musicsanjimusic6430 20 дней назад
ତୁ କଦଳୀ ଟା ଜାଣିଛୁ
@santoshkumarbehera4240
@santoshkumarbehera4240 19 дней назад
Kouthi kahichanti Kia kahichi Post kara
@Munakhilara
@Munakhilara 17 дней назад
Kebe kahithile 25k debe boli tk video patheilu.
@santoshkumarbehera4240
@santoshkumarbehera4240 17 дней назад
@@Munakhilara ଏମାନଙ୍କ କାମ ହେଲା ମିଛ କହିବା ଆଉ କରିବେ କଣ ମୁଁହ ରେ ଲଜ୍ଜ୍ୟା ଜମା ନାଇଁ
@jaymuduli4583
@jaymuduli4583 17 дней назад
Right
@debabratamohanta5188
@debabratamohanta5188 20 дней назад
300 unit elec bill free kbe kuhontu...
@jyotsnaranipanda2613
@jyotsnaranipanda2613 19 дней назад
ଅନେଇକି ବସିଥାଅ,😂😂😂
@godgift4711
@godgift4711 19 дней назад
Kano subhi ni au bjp ro
@chandrasekharsahoo1704
@chandrasekharsahoo1704 16 дней назад
❤ତୁମ ସରକାର ୨୪ବର୍ଷ ଶାସନ କରି ଯେତିକି ,ଉପାଡ଼ି ଦେଇଛନ୍ତି ବିଜେପି ସରକାର ଆଗେ ସେତିକି ଉପାଡ଼ି ସାରୁ ତାପରେ ଆପଣ ମୁହଁ ଖୋଲିବେ
@BanmaliKhamari
@BanmaliKhamari 20 дней назад
ଆପଣ ଅର୍ପଣ ଚାଉଳ କଣ କଲେ
@bijaypatra9105
@bijaypatra9105 20 дней назад
ଅପ୍ରଣ ଚାଉଳ ତୋ ମାଇପ ରୋଷେଇ କରି ଖାଇଲା ତୁ ଜାଣିନୁ
@kindness6370
@kindness6370 19 дней назад
Jemiti 50 kg lekha daithila bhalia kahuchanti
@sanajapradhan-xn5yy
@sanajapradhan-xn5yy 19 дней назад
BJD best chip minister ❤❤
@samarendradakhinakabat3653
@samarendradakhinakabat3653 19 дней назад
​@@bijaypatra9105nai re to bhauni jaithila parashi ba ku
@jaymuduli4583
@jaymuduli4583 17 дней назад
Right
@brainlicker5647
@brainlicker5647 20 дней назад
ମାଗଣା ଖାଇବା ଆଉ ଖୁଆଇବା ଛାଡ, ପରିଶ୍ରମ କର । ଆମେ ବଢିବା ଆଉ ଦେଶ ବି ବଢିବ । ଗୋଦରୀଲୋ (bjd) ତୋ ଗୋଡକୁ ଅନା ।
@user-qn2qh6xv2j
@user-qn2qh6xv2j 20 дней назад
Wow
@manas058
@manas058 20 дней назад
Yeah
@techwithrasmi1997
@techwithrasmi1997 20 дней назад
Jahara nahi taku miliba darkar
@musicsanjimusic6430
@musicsanjimusic6430 20 дней назад
ତୁ ଅଣ୍ଡିଆ ଅନ୍ଧ ଭକ୍ତ
@tusarkantirout3954
@tusarkantirout3954 20 дней назад
Acha kou bhalia Desha baduchi , Odisha Naveen Pattnaik jete bele chadiki jaithile surplus amount revenue chadiki jaithile. Au Niti Ayog ra report dekhantu . Desha banchiba naa re gariba maru
@Lokanath_Panda_LIC_Agent
@Lokanath_Panda_LIC_Agent 17 дней назад
କାଳିଆ ଯୋଜନା କଥା ଭୁଲି ଗଲା ବୋଧେ BJD ଓ 2019 ଭୋଟ ସମୟ ରେ ଚିଟଫଣ୍ଡ ଜମାକାରୀ ମାନଙ୍କୁ ପଇସା ଫେରାଇବା କଥା ମିଛ ପ୍ରତିଶୃତି ଟିକେ ମନେ ପକାଅ । ଚୂତିଆ BJD ଦଳ
@bijaylaxmipanda6402
@bijaylaxmipanda6402 10 дней назад
Right 👍
@gupteswardash1413
@gupteswardash1413 20 дней назад
ମିଛୁଆ ସରକାର ବିଜେପି
@gagansabat3366
@gagansabat3366 20 дней назад
କାକରା କରିଦଵ
@gagansabat3366
@gagansabat3366 20 дней назад
ପାଟି କି ଲେପସହୋଇଜିବ
@Mnj1993
@Mnj1993 20 дней назад
Bjd kahithila Kalia jojona re 10000 Barsha ku hele dele 4000
@Mnj1993
@Mnj1993 20 дней назад
Tume khali odisha re ebe khali media re bhukibe next 50 year jae
@ranjankuamr9800
@ranjankuamr9800 20 дней назад
ପୁରା ଟାଟୁଟର ବିଜେପି କଥା କହିଛି
@santoshkandi1398
@santoshkandi1398 20 дней назад
300 Untis କେବେ? ବାକି ସବୁ ମହିଳା କଣ ପାଣି ରେ ବୁଡି ମରିବେ 😢😢😢😢😮😮
@godgift4711
@godgift4711 20 дней назад
Chado ho....😅
@user-gq3pl1ey8h
@user-gq3pl1ey8h 20 дней назад
ହଁ ଆତ୍ମ ହତ୍ୟା କରିଦିଅ
@sarbrswordas7288
@sarbrswordas7288 20 дней назад
Right
@satyamsibammohanty1255
@satyamsibammohanty1255 20 дней назад
ସବୁଠୁ ଭଲ କାଳିଆ ଯୋଜନା ବର୍ଷକୁ ଚାରି ହଜାର ଟଙ୍କା, ମାସକୁ ୩୩୩ ଟଙ୍କା,ଦିନକୁ ଏଗାର ଟଙ୍କା !!!​@@sarbrswordas7288
@kalingaranjan2074
@kalingaranjan2074 19 дней назад
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
@manishapattanayak2152
@manishapattanayak2152 20 дней назад
Right Madam👍 ଜୟ ବିଜେଡି ❤️👍 ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🏻
@mitunakumarjena6609
@mitunakumarjena6609 20 дней назад
ଭତ୍ତା କଥା ବି ସମାନ ପରିସ୍ଥିତି...
@RajakishorRaja-wg3ur
@RajakishorRaja-wg3ur 20 дней назад
😂😂😂😂
@satyamsibammohanty1255
@satyamsibammohanty1255 20 дней назад
ନବୀନ ତା ଜମିବାଡ଼ି ବିକି ଦଉଥିଲା, ମୋହନ ବିକିଲେ ଦେବ, ଅପେକ୍ଷା କର !!!
@smily_sushree
@smily_sushree 7 дней назад
Electric 💡 bill ve free July ru but September helani asiki kahi 😂😂😂
@biswamitranaik466
@biswamitranaik466 20 дней назад
BJD END ତୁ ଟେଣ୍ଟ ବାନ୍ଧିବା ଲୋକ
@rohitkumar7349
@rohitkumar7349 20 дней назад
Congress is coming🤫🤫
@Samar-papun
@Samar-papun 20 дней назад
ଜୟ ନବୀନ, ବିଜେଡି win କରିଥିଲେ 100 ୟୁନିଟ ଇଲେକ୍ଟ୍ରି bill free, ମହିଳା ମାନେ 1000 ପାଇ ଥାନ୍ତେ, ବିଜେପି ଠକି ଦେଲା
@satyamsibammohanty1255
@satyamsibammohanty1255 20 дней назад
କୌଣସି ଯୋଜନା ସମସ୍ତଙ୍କୁ ମିଳେ ନାହିଁ, SOP ଲାଗୁ ହୋଇଥାନ୍ତା !!!
@rojalinipradhana
@rojalinipradhana 17 дней назад
ନବୀନ ତୋର ଘର ଆଣିବ ଦେଵ ତୁମକୁ
@shreekantasahoo6630
@shreekantasahoo6630 20 дней назад
Jumula government
@itsbikram24
@itsbikram24 20 дней назад
ବିଜେଡ଼ି ଯେମିତି କାଳିଆ ଯୋଜନା ରେ ୧୦୦୦୦ ହଜାର ରୁ ୪୦୦୦ ହଜାର କେମିତି ହୋଇଥିଲା। ବିଜେପି ମଦ ବନ୍ଦ କରିଦିଅନ୍ତୁ ମା ମାନେ ବହୁତ୍ ଖୁସି ହେବେ ।
@ramakantasahoo7844
@ramakantasahoo7844 20 дней назад
BJD is better than BJP
@satyamsibammohanty1255
@satyamsibammohanty1255 20 дней назад
​@@ramakantasahoo7844Pandu is better than nabin.
@tusarkantirout3954
@tusarkantirout3954 20 дней назад
Are compare with mission shakti , kalia yojna is for Farmer, compare it with PM Kishan. Mission shakti is too far better than subhadra
@htckesinga8678
@htckesinga8678 19 дней назад
Gujrati always business se kebe b loka nka pain kama.karibani..only business
@ramakantasahoo7844
@ramakantasahoo7844 10 дней назад
​@@satyamsibammohanty1255Nabin babu kn pain hin pandian sir kn bhali sachiba amaku mililee.
@theuniquevillagefood
@theuniquevillagefood 20 дней назад
ଜୟ ନବୀନ ଜୟ ଶୁଭଶଙ୍ଖ
@umapatra1958
@umapatra1958 20 дней назад
Very good madam hi dencer very good🇧🇴 💕💕🌹👧
@umapatra1958
@umapatra1958 20 дней назад
Jay jagannath🌹🌹🌹 bjd very good mam hai very good🌹🌹🌹 ❤❤🌹💕💕👍🏽👌🏾💋💃🏽🇧🇴
@musicsanjimusic6430
@musicsanjimusic6430 20 дней назад
BJP ନେତା ଙ୍କୁ ମାଡ଼ ଦରକାର
@SambraySoren-w8n
@SambraySoren-w8n 20 дней назад
Bjd ନେତାମାନଙ୍କୁ ମଧ୍ୟ ମାଡ ଦିଆଯିବ ନାହିଁ,ଚପଲ ମାଡ ଦିଆଯିବ
@hiranyasahoo3548
@hiranyasahoo3548 20 дней назад
ବିଜେପି ସରକାର ମିଛୁଆ ଏବେ ଓଡ଼ିସା ବାସୀ ଜାଣନ୍ତୁ
@2019TANMAYEETPS
@2019TANMAYEETPS 20 дней назад
ଗୋଟେ ଗୋଟେ କଥା ସବୁ ସତ...... ଜୁମଲା ପାର୍ଟି ବିଜେପି
@satyamsibammohanty1255
@satyamsibammohanty1255 20 дней назад
ସବୁଠୁ ଭଲ କାଳିଆ ଯୋଜନା ବର୍ଷକୁ ଚାରି ହଜାର ଟଙ୍କା, ମାସକୁ ୩୩୩ ଟଙ୍କା,ଦିନକୁ ଏଗାର ଟଙ୍କା !!
@manasranjanmahanta6072
@manasranjanmahanta6072 10 дней назад
ଓଡିଶା ରେ ମାଇଝି ବେସି ନା ଅଣ୍ଡିରା
@ramaananta2176
@ramaananta2176 20 дней назад
ଗାଲୁଆସରକାର ବିଜେପି ଖାଲିଗପଜାଣିଛି ଛି ଛି ଛି ଲଜ୍ୟା
@sagarmuduli4089
@sagarmuduli4089 20 дней назад
Jay b j d
@kalyanpanda5885
@kalyanpanda5885 20 дней назад
24କ୍ୟାରେଟିଆ ସତୀ
@laduliparida
@laduliparida 20 дней назад
ମହିଳା ମାନେ ଜବାବ୍ ଦେଇସାରିଲେଣୀ
@monalisajena4924
@monalisajena4924 20 дней назад
Nyc speech ma'am ❤❤❤
@donbhaiGoutam
@donbhaiGoutam 20 дней назад
ଅନାସ୍ଥା darkar
@musicsanjimusic6430
@musicsanjimusic6430 20 дней назад
BJP ନେତା ଙ୍କୁ ମାଡ଼ ଦରକାର
@NiraBhata
@NiraBhata 9 дней назад
BJD ସରକାର 24 ବର୍ଷ ଶାସନ କଲେ ଆଉ ଯେତିକି ପ୍ରତି ସୃତି ଦେଇଥିଲେ ଆଜି ଯାଏଁ ଗାଁ ଗହ୍ଲିରେ ହେଇ ପାରିନି ତଥାପି ଆମେ bjd ସରକାର କୁ ଜିତେଇ ଅନୁଥିଲୁ ତାପରେ ଭାବିଲୁ ଯେ ଗଟେ ସରକାର ତ 24 ବର୍ଷ ହେଲା ଶାସନ କଲେଣି ଏବେ ସରକାର ଚେଞ୍ଜ କରିବା ସେଥି ପାଇଁ bjp ସରକାର ଆଣିଚୁ ଦେଖିବା ସେ ମଧ୍ୟ 5 ବର୍ଷ ରେ କଣ କରୁଛନ୍ତି ନହେଲେ ପୁଣି କଂଗ୍ରେସ ସରକାର ଆଣିବା ଯହିନ୍ଦ୍ ଜୟ ଜଗନ୍ନାଥ
@laduliparida
@laduliparida 20 дней назад
ଆପଣ କୋଉଠି ଥିଲେ ଯେତେବେଳେ ମିଶନ ଶକ୍ତି ରେ ଲାଭ ସେଇମାନଙ୍କୁ ମିଳିବ ଯୋଉ ମାନେ BJD କୁ ଭୋଟ ଦେବେ ଏଇଟା କୋଉ ନାୟ, କାହିଁ BJP ତ କହୁନି ସୁଭଦ୍ରା ଯୋଜନା ର ଲାଭ କେବଳ BJP କୁ ଭୋଟ ଦେଇଥିବା ମହିଳା ମାନଙ୍କୁ ମିଳିବ , ଓଡ଼ିଶା ର ଜନସାଧାରଣ ସବୁ ଜନିସାରିଲେନି କିଏ ଠିକ୍ କିଏ ଭୁଲ ଆଉ କହିବା ଆବଶ୍ୟକ ନାହିଁ
@musicsanjimusic6430
@musicsanjimusic6430 20 дней назад
ବେଲାଜ୍ୟା
@judhisthiramohanta5862
@judhisthiramohanta5862 19 дней назад
ସୁଲତା ର ବାହାପିଆ କଥା ପାଇଁ ବିଜେଡି 2024 ନିର୍ବାଚନ ରେ ପରାଜିତ ହେଲା,ବିରୋଧୀ ଭୂମିକା ରେ ରହି, ଅତୀତ ରେ କରିଥିବା ଭୁଲ ରୁ କିଛି ନ ଶିଖି, ପାଶ୍ଚାତାପ, ଅନୁତାପ ନ କରି କେବଳ ଭୁକିଲେ ବାହାସ୍ପଟ ମାରିଲେ ବିଜେଡି କୁ ଲୋପ ପାଇବାକୁ ବେଶୀ ଦିନ ଲାଗିବନି,
@sudhirakumarpradhan6284
@sudhirakumarpradhan6284 20 дней назад
ଜୟ ଶ୍ରୀ ଜଗନ୍ନାଥ କେବେଠୁ l ଆମେ ତ ଜୟ ଜଗନ୍ନାଥ କହୁ ଆଉ ଜୟ ଶ୍ରୀରାମ କହୁ l
@stonlinekui
@stonlinekui 19 дней назад
B j d ପ୍ରଥମେ ଗାଡ଼ିରେ ବସି ପ୍ରଥମ ପାଞ୍ଚବର୍ଷ ଭିତରେ କଣ କରିଛନ୍ତି ତାଠାରୁ ମହୋନ ବହୁତ୍ କରିଛନ୍ତି
@bijaykumarexpress4u519
@bijaykumarexpress4u519 13 дней назад
Hnn na😂bhokua
@HarishKetaki
@HarishKetaki 20 дней назад
ଜୟ ବିଜେଡ଼ି 🐚 Right
@NiranjanMallick-cw9nv
@NiranjanMallick-cw9nv 20 дней назад
ତମେ ଓଡ଼ିଶାକୁ ଲୁଟୁ କରିବା ଛଡ଼ା କଣ କରିଛ ।ତାର ପ୍ରମାଣ ଅଧିକାରୀ ଘରୁ ଜବତ ହେଉଥିବା ସମ୍ପତ୍ତି।ନେତା ପାଳି ପଡ଼ିଲେ କେତେ ବାହାରିବ ଅପେକ୍ଷା କର ମାଡ। ମ।
@musicsanjimusic6430
@musicsanjimusic6430 20 дней назад
BJP ନେତା ଙ୍କୁ ମାଡ଼ ଦରକାର
@imshree99
@imshree99 20 дней назад
ବିଜେପି ର ସବୁ ନେତା ସାଧୁ ଆଉ 😂😂
@mithunsethy7717
@mithunsethy7717 20 дней назад
Right
@bhagbatpradhan2365
@bhagbatpradhan2365 20 дней назад
Aeita bjp pada chataa😂😂
@BrundabanPujari-k2h
@BrundabanPujari-k2h 20 дней назад
ଶଳା ମୋଦି ଅମ୍ବାନୀ ଅଦାନୀ ମିଶି ଏମିତି ଓଡିଶାକୁ ଗାଣ୍ଡିମାରି ବେ ସେତେବେଳେ ତୁ ଜାଣିବୁ 😂😂
@siu1986-yv5kp
@siu1986-yv5kp 20 дней назад
#ଜଦୀ 5/10ବର୍ଷରେ ସରକାର ଚେଞ୍ଜ ହେଲେ ରାଜ୍ୟରେ ଉନ୍ନତି ହେବ ଯେମିତି kerala,ତାମିଲନାଡ଼ୁ, କର୍ଣାଟକ ..କିନ୍ତୁ ଆମ ଓଡିଶା 24 ବର୍ଷ ଖାଲି ମାଗଣା ଦେଇ ଦେଇ 😂😂
@user-nt5ny8qf1x
@user-nt5ny8qf1x 20 дней назад
ଜନତା ଜବାବ ଦବ 2029
@user-do4nv2gc9e
@user-do4nv2gc9e 20 дней назад
You are right Madam
@malayadas4486
@malayadas4486 15 дней назад
ଭଉଣୀ ଚବିଶ ବର୍ଷ ଭିତରେ କିଛି କଲା ତ ନାହିଁ ବିଜେପି ସରକାର ଙ୍କୁ ସମୟ ଦିୟ ଖାଲି ବିରୋଧ କାହିଙ୍କି କରୁଛ ତମେ କଣ କରିଛ ଖାଲି ଦୃନୀତି ବିଜେଡି କାହିଙ୍କି ଆସିଲା ନାହିଁ ସେ ବିଷୟରେ ଚିନ୍ତା କରନ୍ତୁ ବିଜେପି କୁ ସହଯୋଗ କରନ୍ତୁ
@raghunarhkarjee947
@raghunarhkarjee947 20 дней назад
ତୁମେ 25ବର୍ଷ ଖାଇ ଖାଇ ଖୋଳ କରିଦେଲ ଏବେ ସେମାନେ ତୁମ କରିଥିବା ଗାତକୁ ପୋତିବା ପାଇଁ 5ବର୍ଷ ଲାଗିଯିବ ! ତୁମେ ଯେଉଁ ଗାତ କରିଛ ଲୋକେ ତାହା ଜାଣିପାରି ତୁମକୁ ତୁମେ କରିଥିବା ଗାତ କୁ ଫିଙ୍ଗିଦେଲେ !ତୁମେ ପିଠା ଯୋଜନା କରି ଲୋକଙ୍କୁ ଠକିଥିଲ, କାହିଁ କାହାକୁ ତ ଚୁନା କିଲୋ ଟି ବି ଦେଲନାହିଁ ବରଂ ଡାଲି ଚୋରାଇ ଖାଇଲ!କାଳିଆ ଯୋଜନା ବି ନିର୍ବାଚନ ବେଳେ 10000କହିଲ, ଯେତେବେଳେ ସରକାର କୁ ଆସିଲ ଧୀରେ ଧୀରେ 4000ରୁ 2000କୁ ଖସିଗଲ !ହାରିଗଲା ପରେ ଏମିତି ବିଭ୍ରାନ୍ତି କର ତଥ୍ୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇଲେ ଲୋକେ ଗ୍ରହଣ କରିବେ ନାହିଁ, ଯଦିବା ଗ୍ରହଣ କରିବେ କେବଳ ତୁମ କୁଜିନେତା ମାନେ କୌଣସି ଜନସାଧାରଣ ନୁହଁ!
@JadunathTudu...
@JadunathTudu... 20 дней назад
Right 👍🏼👍🏼
@musicsanjimusic6430
@musicsanjimusic6430 20 дней назад
ବେଲଜ୍ୟା bjp
@raghunarhkarjee947
@raghunarhkarjee947 20 дней назад
@@musicsanjimusic6430 ଅତି ବେଲଜ୍ୟା ବିଜେଡି
@BrundabanPujari-k2h
@BrundabanPujari-k2h 20 дней назад
ବିଜେପି 5ବର୍ଷରେ ଯେତିକି ଗାତ ଖଳିବେ 2029ରେ ସେଇଗାତରେ ପୋତି ହେଇଯିବେ ଏବେଠୁ ଜଣାପଡୁଛି 😂😂
@user-yx1lu2to1m
@user-yx1lu2to1m 19 дней назад
Ok bahi
@SanjayaInduar-ku1eu
@SanjayaInduar-ku1eu 19 дней назад
ଆପଣ ଆଗରୁ କୁଆଡେ ଥିଲେ ମାଡାମ 🚩🙏 ବର୍ଷେ ଆଗରୁ ଯଦି ଏପରି ଆକ୍ଟିଭ ହୋଇଥାନ୍ତେ... ତେଵେ ନବୀନ ବାବୁ ଙ୍କର ଏ ଦଶା ହୋଇନଥାନ୍ତା
@jiturockez8572
@jiturockez8572 20 дней назад
5000/- ଦେବ.. ଆଉ 45,000/- ଟଙ୍କା ସୁଧ ଲଗେଇବ.... ସୁଧରୁ ଯାହା ଆସିବ ପୁଣି 5000/- ଦେବ.... ସରମ ଟିକେ ଲାଗୁନି Next ପାଞ୍ଚ ବର୍ଷ କୁ ଆଖି ଆଗରେ ରଖି କାମ କରୁଛି BJP .. ନହଲେ vote କେମିତି ପାଇବ... କି ଚାଲାକ ଚତୁର ସରକାର
@RD123.........
@RD123......... 20 дней назад
ବିନା ସୁଧ
@satyamsibammohanty1255
@satyamsibammohanty1255 20 дней назад
​@@RD123.........ସବୁଠୁ ଭଲ କାଳିଆ ଯୋଜନା ବର୍ଷକୁ ଚାରି ହଜାର ଟଙ୍କା, ମାସକୁ ୩୩୩ ଟଙ୍କା,ଦିନକୁ ଏଗାର ଟଙ୍କା !!
@FAKIRJENA-du2zs
@FAKIRJENA-du2zs 20 дней назад
ସୁ ଦେଓ ପ୍ରବଳ ଗପୁଡ଼ି। ୟାକୁ କିଛି ମାଲୁମ୍ ନାହିଁ। ୟାର ବେକାର ଓ ଫାଲତୁ ତଥା ମୂଲ୍ୟ ହିନ ଶସ୍ତl ଭାଷଣ ଯୋଗୁ BJD ଦସ୍ ବାର ସିଟ ହାରିଛି।Ok ?
@Ram-go5qi
@Ram-go5qi 20 дней назад
BAA... BAA...RE ANDHA BHAKTA 😂
@satyamsibammohanty1255
@satyamsibammohanty1255 20 дней назад
​@@Ram-go5qi ସବୁଠୁ ଭଲ କାଳିଆ ଯୋଜନା ବର୍ଷକୁ ଚାରି ହଜାର ଟଙ୍କା !!!
@musicsanjimusic6430
@musicsanjimusic6430 20 дней назад
ଓଡ଼ିଆ ଅସ୍ମିତା ରକ୍ଷା ପାଇଁ BJP ନେତା ଙ୍କୁ ମାଡ଼ ଦରକାର
@sudhirakumarpradhan6284
@sudhirakumarpradhan6284 20 дней назад
@@musicsanjimusic6430 ଆଉ ବେବିନା, ପରୀ, ପିହୁ, ନବ, laxmanananda ସରସ୍ବତୀ, ଇତିଶ୍ରୀ ଏମାନଙ୍କ ହତ୍ୟା ପାଇଁ କିଏ ଦାୟୀ, ଆଉ ତାଙ୍କୁ କଣ ଦରକାର l
@satyamsibammohanty1255
@satyamsibammohanty1255 19 дней назад
@@FAKIRJENA-du2zs ଯେଉଁମାନେ ବିଜେପି ବିରୋଧୀ ସେମାନଙ୍କୁ ସବୁ କଥା ସଙ୍ଗେ ସଙ୍ଗେ ଦରକାର, ନିର୍ବାଚନ ଇସ୍ତାହାରରେ ୨ ବର୍ଷରେ ମିଳିବ କହିଥିଲେ, ଏବେ ୫ ବର୍ଷରେ ମିଳିବ କହୁଛନ୍ତି, କାହିଁକି ୫ ବର୍ଷ କହିଲେ ? ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକରୁଛନ୍ତି, ଚେଲା ଚାମୁଣ୍ଡା ମାନେ ଇନ୍ଦିରା ଆବାସ, ପାଇଖାନା, ଭତ୍ତା ଆଦିରେ PC ଖାଇପାରୁ ନଥିବାରୁ ଏଥିପାଇଁ ତାଙ୍କର ଆଉ ଧୈର୍ଯ୍ୟ ନାହିଁ !!!
@TapanTapan-zu6gx
@TapanTapan-zu6gx 20 дней назад
Jaybjd❤
@padmanbehera6248
@padmanbehera6248 19 дней назад
କିଏ ସତୀ ଆଉ କିଏ ସାବିତ୍ରୀ ଏଇଟା ହେଉଛି ସବୁ ରାଜନୀତି ।
@user-qn2qh6xv2j
@user-qn2qh6xv2j 20 дней назад
24 years you have shown us 🌙
@Press-jt6oy
@Press-jt6oy 18 дней назад
ଓଡିଶା ବାସି ଠିକ ବୁଝିଯିବେ ଏଇ ୫ବର୍ଷ ରେ ବିଜେପି ର ବାହାପିଆ କଥା,ଇଏ 1ନମ୍ବର ଠକ ସରକାର
@BijayaBarik-c1v
@BijayaBarik-c1v 20 дней назад
You are right 👍
@user-wq3ft2vl9y
@user-wq3ft2vl9y 18 дней назад
Right.right Right.right
@monalisajena4924
@monalisajena4924 20 дней назад
BJD jindabad 🎉🎉🎉 Tiger abhi jinda hei ..Jai Naveen Patnaik sir 🎉🎉🎉we all miss u Naveen sir
@santoshrout6327
@santoshrout6327 20 дней назад
Kalia yojana re 10000 ru 4000 jimiti hela,
@BrundabanPujari-k2h
@BrundabanPujari-k2h 20 дней назад
ମୋଦି ତୋତେ ଦେଇଛି 1ବର୍ଷକୁ 20କୋଟି ଚାକିରୀ 😂😂
@DinabandhuDinabandhu-je1pb
@DinabandhuDinabandhu-je1pb 20 дней назад
Your Govt Lie .BJD go Back. Your speaker is very lowed speaker.
@monalisajena4924
@monalisajena4924 20 дней назад
Aapane bodhey aagaru aama odisha re rahunathiley.... Sethi paie janiparunahanti ..24 yrs before aama odisha ra abasta kn thila ...aau after 24 yrs aama odisha re ki prakara development heichi ..seita odisha basi thik janichanti
@user-cp8uw5ke8b
@user-cp8uw5ke8b 20 дней назад
BJD ପାର୍ଟି ଠକି ଠକି ଓଡିଶା କୁ ଖୋକଲା କରେକି ରାଜନୀତି କରୁଛି
@RajakishorRaja-wg3ur
@RajakishorRaja-wg3ur 20 дней назад
Au Bjp
@monalisajena4924
@monalisajena4924 20 дней назад
Yeita Jane odisha basi kebe kahibani ..aapane bodhey aangya aama odisha re ruhantini laguchi ...aaji jahabhi aama odisha re development heichi. .sei Naveen Patnaik nka tym re...only BJD tym re. Don't forget it
@RamatiMajhi-ky5ni
@RamatiMajhi-ky5ni 20 дней назад
ମିଛ କ ତା କହୁଛ ସରକାର
@sushantakumardas3807
@sushantakumardas3807 18 дней назад
ଦିନ ରେ ଏବେ ତାରା ଆଗରୁ କିଛି ଦେଖୁ ନ ଥିେଲ
@nruparajsahu1527
@nruparajsahu1527 20 дней назад
Bjd କେ ବାଧୁଛେ କାକାଜୀ ତମେବୀତ କାଲୀଆଟକା ୫୦୦୦ଦେମୁବଲୁଥୀଲ ଦେଲାବକେ ୨୦୦୦ଦେଲ ତକେ Bjd ଲାଜଲାବାକଥା
@dillipkumarmalik7097
@dillipkumarmalik7097 18 дней назад
Madam ନମସ୍କାର🙏 କାଳିଆ ଯୋଜନା ରେ 10000 କହି ବାର୍ଷିକ 4000 ଦେଲେ ଦିନକୁ କେତେ ପଡ଼ିଲା? ମତେ ପ୍ରଧାମନ୍ତ୍ରୀ ଆଭାସ ଯୋଜନା ରେ ଘର ଖଣ୍ଡେ ଦେଲେ ନାହିଁ PEO ବାରମ୍ବାର enquiry କରି ମୋ ଘରୁ ପଇଡ଼ ପାଣି ପିଇ ଗଲେ କହିଲେ ଆପଣ ଯୋଗ୍ୟ ବିବେଚିତ ହେଲେ କଣ ହେଲା ସମ୍ପୂର୍ଣ୍ଣ ଶୂନ୍ୟ ଆପଣଙ୍କ ଦଳୀୟ କୁଜିନେତା ଟା ଉଟର ପିସି ମାଗୁଥିଲେ ଦେଲିନି ବୋଲି ମତେ ଘର ମିଲିଲାନି ମୁଁ ଏକା ନୁହେଁ ଓଡ଼ିଶା ରେ ମୋ ଭଳି ଅନେକ ଅଛନ୍ତି ସେଥି ପାଇଁ ଆପଣଙ୍କ ସରକାର ଗଲା
@mithunchahataray4041
@mithunchahataray4041 20 дней назад
Bjp ra Last aeta na State re na center re asiba
@MahakudChandrahasya
@MahakudChandrahasya 19 дней назад
ଏକା ବିଆଣୀକେ ବୁଢ଼ା।
@radhashyammohanty2183
@radhashyammohanty2183 19 дней назад
ତୁମେ... କଥା କେହି ଶୁଣିବେ ନାହିଁ.... ମହିଳା ମାନେ ଜାଣିଛନ୍ତି... ଯିଏ ଯାହା ଦେଉ ଆମେ ଖାଇବୁ.... ତୁମେ ଏତେ ବୁଝେଇଲେ କଣ ହେବ...
@Alokkumar20025
@Alokkumar20025 20 дней назад
michua sarakar
@rjrajudilwala
@rjrajudilwala 17 дней назад
2029 re only for Naveen sir 🙏🙏🙏 BJD Sarkar
@CreationOdia1234
@CreationOdia1234 20 дней назад
ଠକ BJP କୁ ପାନେ ଦିଆଯିବ ପଞ୍ଚାୟତ ELECTION ରେ 😂😂😂😂😂
@satyamsibammohanty1255
@satyamsibammohanty1255 20 дней назад
ସବୁଠୁ ଭଲ କାଳିଆ ଯୋଜନା ବର୍ଷକୁ ଚାରି ହଜାର ଟଙ୍କା, ମାସକୁ ୩୩୩ ଟଙ୍କା,ଦିନକୁ ଏଗାର ଟଙ୍କା !!
@user-fj5lk8hx5f
@user-fj5lk8hx5f 19 дней назад
ଠିକି୍ କଥା କହିଲେ ଆପଣ ଆଉ ପାଇବେନି ବିଜେପି ଭଟ
@bijayamoharana8159
@bijayamoharana8159 17 дней назад
ତମେ କୋଉ କମନୁହଁ, ତମ ସମୟରେ ସବୁ ମା ମାନଙ୍କୁ କହିଥିଲ ସ୍କୁଟି ଦେବ ବୋଲି ଦେଲ ବିଜେଡି ମା ମାନଙ୍କୁ
@anukulamohanty6586
@anukulamohanty6586 20 дней назад
Well done madam...Jai Naveen Babu..jai BJD🙏🙏
@keshabmusicalinstrument7349
@keshabmusicalinstrument7349 17 дней назад
ସବୁଠୁ ଭଲ ଜାତୀୟ ଦଳ କଂଗ୍ରେସ ଦଳ... ଜୟ କଂଗ୍ରେସ....
@RamatiMajhi-ky5ni
@RamatiMajhi-ky5ni 20 дней назад
ବିଜେଡି ହିଁ ବଲ୍
@karunakarkisan1143
@karunakarkisan1143 19 дней назад
Madam, BJP କୁ ନିନ୍ଦିଲେ l କେବଳଆତଙ୍କବାଦୀଙ୍କୁ ନିନ୍ଦା karibasile କଣ ହେବ l ବର୍ତ୍ତମାନ ଓଡ଼ିଶା ବାସୀ ଆଗକୁ କଣ କଣ କାର୍ଯକ୍ରମ କରିପାରିବେ, ଯାହାକି ରାବଣ, କଂସ ଅସୁରଙ୍କ କବଳରୁ ମୁକ୍ତ ହୋଇ ପାରିବେ l ଆଶା କରିବି ଓଡ଼ିଶାରେ ସୁଖ ଶାନ୍ତି ପାଇଁ କିଛି କରିବେ l 🙏🙏
@gagansabat3366
@gagansabat3366 20 дней назад
ଠିକ୍ କହିଛନ୍ତି ମେମ୍
@manaskumar1271
@manaskumar1271 20 дней назад
Bala na
@GeetajiBehera
@GeetajiBehera 17 дней назад
BJP BJP Bhai Bhai
@RameshRamesh-ko2xy
@RameshRamesh-ko2xy 20 дней назад
aahuri anek katha achi mam sabu michha khali kahi.diantu
@Ysdeepaksahu
@Ysdeepaksahu 17 дней назад
Bahut bhalo mm mu bartaman bujhigoli
@sudhirakumarpradhan6284
@sudhirakumarpradhan6284 20 дней назад
ବହୁତ ଭଲ ହେଲା l 2 ବର୍ଷ ରେ 50000, ନ ଦେଇ ପ୍ରତିବର୍ଷ 10000 ଦେଇ ସବୁଦିନ ପାଇଁ ଲାଗୁହେଇଗଲା l ଯୋଉ ସରକାର ଆସିଲେ ବି ଆଉ ଏହାକୁ କାଟିପାରିବେନି, ଭଲ ହେଲା l
@musicsanjimusic6430
@musicsanjimusic6430 20 дней назад
ତମେ ମୁର୍ଖ ଅନ୍ଧ ଭକ୍ତ ମିଛୁଆ
@sudhirakumarpradhan6284
@sudhirakumarpradhan6284 20 дней назад
@@musicsanjimusic6430 ଆଉ ତମେ ବେଶୀ ପଣ୍ଡିତ, କୋଉ ସରକାର ପୁରା ସବୁ ସତ କହୁଛି ଆଉ ସବୁ ପ୍ରତିଶୃତି ପାଳନ କରୁଛି, ଏବଂ ଦୁର୍ନୀତି କରୁନି ଟିକେ କୁହନ୍ତୁ ? ମୁଁ କୋଉ ପାର୍ଟି ସମର୍ଥନ କରେନି l ଯିଏ ବି ସେ ଜାଗାକୁ ଯାଇଛି କିଛି ନା କିଛି ମିଥ୍ୟା ପ୍ରତିଶୃତି କିମ୍ବା ଦୁର୍ନୀତି ନିଶ୍ଚୟ କରିଛି l
@sudhirakumarpradhan6284
@sudhirakumarpradhan6284 19 дней назад
@@musicsanjimusic6430 ତମ ଭଳି ଆମେ ଭୀରୁ କାପୁରୁଷ ନୁହଁ l ତମେ ତ ମହାମୂର୍ଖ, ସେଥିପାଇଁ ଖାଲି ଅନ୍ୟକୁ ନିନ୍ଦା ଦେଇ ଜାଣିଛ l
@judhistirprathan4975
@judhistirprathan4975 16 дней назад
❤❤❤TARA DINARE BI ACHHHI DEKHI PARUN KI..❤❤❤❤ODIA MAIKINIA NKU। ADHIKA KAN DARAKAR❤❤❤❤❤❤❤❤❤❤❤
@murmuthakur7573
@murmuthakur7573 20 дней назад
ଦିଦି ଏମାନେବl ଠକ ଦଳ ମଦ ବନ୍ଦ୍ ହେବ କହୁଥିଲେ l ରିଚାଜ୍ ପ୍ଲାନ୍ ବି ବଢାଇଲେ ଡବଲ ଇଞ୍ଜିନ ମାନେ ଡବଲ ରେଟ ରେ ସବୁ ଜିନିଷ ଓଡ଼ିଶାରେ ଆମେ ପାଇବା l ଭତା କଥା ଛାଡ଼ 😂😂😂
@ganapath6613
@ganapath6613 День назад
This is a really didi
@dakeshwarsabar5410
@dakeshwarsabar5410 20 дней назад
BJD KU VOTE NA DELE RATION CAR BAND KARI DEBE KAHUTHILA ABE KARIKI DEKHA HA MEDAM 😂😂😂😂
@pramodkumarnayak7230
@pramodkumarnayak7230 17 дней назад
ଆପଣ ମାନେ ପଦେ ବି ମିଡ଼ିଆ ସାମ୍ନା ରେ କିଛି ବି ମନ୍ତବ୍ୟ ରଖିବା ଆଦୌ ଠିକ୍ ନୁହେଁ। କାରଣ ଆପଣ ଙ୍କ ସରକାର ବହୁତ୍ ହୀନ ଚିନ୍ତା ଧାରା ରେ କାମ କରିଥିଲ। ଭୋଟ ନାମ ରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି କରି ସାରିଛ
@ranjankumarbehera6038
@ranjankumarbehera6038 20 дней назад
ଚୋର BJD 25 ବର୍ଷ ରେ କଣ କମ୍ ଲୁଟିଛ..ଛି ଛି ଲାଜ ଲାଗୁନି..
@monalisajena4924
@monalisajena4924 20 дней назад
BJD tym re aama odisha ra bahut kichhi development heichi aangya. .bhulantuni jamaru
@soumyaranjandas8641
@soumyaranjandas8641 19 дней назад
ଆଜ୍ଞା ଏ ଗୋଟେ ଦଳ ଖାଲି ନିର୍ବାଚନ ବେଳେ ଖାଲି ଯୋଜନା ବହୁତ୍ କିନ୍ତୁ ତାହା କେତେ ଦୂର କାର୍ଯ୍ୟକାରୀ ହଉଚି ତାହା ଆମ ଓଡିଶା ବାସୀ ଦେଖୁଛନ୍ତି ଛି ଛି 😂😂😂😂😂😂😂😂
@user-gq3pl1ey8h
@user-gq3pl1ey8h 20 дней назад
Madam ବହୁତ୍ କଥା kuhalia ବୋଲି ଜଣାଶୁଣା ତମେ ପରା college ପିଲାଙ୍କୁ ଟଙ୍କା bantuthila 24 ବର୍ଷରେ ଆପଣଙ୍କ ସରକାର ଙ୍କର ମହିଳା ଙ୍କ ପାଇଁ କଣ କରିଛନ୍ତି ଆଉ ଏବେ madam ବହୁତ୍ ମହିଳା ଙ୍କ କଥା ମନେ ପଡ଼ୁଚି ଆଉ ସେତେବେଳେ କଣ ପାଣ୍ଡୁ ପାଖରେ ଶୋଇ ଥିଲ କି
@hemanthdhir6835
@hemanthdhir6835 17 дней назад
@@user-gq3pl1ey8h deu thila Jodi tume neu thilo kan pani sete bele ta nebaku pochei lo ni athi tumor oukat kete Jana poduchi ,katho chashma pindhi dekha ledis mane kan thile au Abe kan heichanti
@Sanjaya755
@Sanjaya755 14 дней назад
Ma'am namaste 🙏🙏🙏🙏 next election re odisha basi nihati jawab debe 👍
@prasantahota6659
@prasantahota6659 20 дней назад
BJD କଣପାଇଁ ହାରିଲା, ସେକଥା ଟା କୁହ
@nepalbibhar1535
@nepalbibhar1535 20 дней назад
E v m ପାଇଁ ହାରିଲା
@basantasahu4553
@basantasahu4553 20 дней назад
​@@nepalbibhar1535 sei evm re bjd 2019 re jitithila 😂😅
@SambraySoren-w8n
@SambraySoren-w8n 20 дней назад
​@@nepalbibhar1535 E V M ଭଲ କାମ କରିଛି bjpକୁ ଜିତେଇଛି 2029 ମଧ୍ୟ bjp ଜିତିବ E V M ପାଇଁ ବହୁତ ବହୁତ ଧନ୍ୟବାଦ୍
@PremBagh-gq6tu
@PremBagh-gq6tu 20 дней назад
Thank you sister,all wright,
@BanmaliKhamari
@BanmaliKhamari 20 дней назад
କାଲିଆ ଜୋଜନ କଣ କଲେ 5000 ରୁ 2000 ଦେଲେ
@MadhusmitaPatra-gw1gi
@MadhusmitaPatra-gw1gi 5 дней назад
Madam please tk primary teacher nku regular posting debaaku kuhantu
@banshipradhan6721
@banshipradhan6721 20 дней назад
Bjd thu kam
@NabinSethy
@NabinSethy 6 дней назад
ଠିକ କହିଲେ ମେଡମ ବିଜେପି ଚୋର ଜୁ୍ମୁଲା ମିଛୁଆ ଡାକୁ ଭଷ୍ଟ ଯୁମୁଲା ପାଟି 😍😍😍
@pravatkumarmishra9760
@pravatkumarmishra9760 20 дней назад
ତମେ ଦିନରେ ଲଣ୍ଠନ dekhauthila ସେ ଏବେ ତାରା ଦେଖାଇଲେ ଅସୁବିଧା କଣ
@Purusottamsing-wu6ok
@Purusottamsing-wu6ok 17 дней назад
କାଳିଆ ଯାଜନ ୧୦,୦୦୦କହିଲ ଦେଲ ୨୦୦୦କଣ ୮୦୦୦ଗୋଲାକୁଆଡେ ନାନୀ କହି ଦେଉଥାଏ ପରକୁ ବୁଦ୍ଧି ନ ଦୁଷ ଇ ଘରକୁ,ଡାମ୍ପଣ କହୁଛି ଚାଲୁଣି କି ଚାଲୁଣିଲୋ ତୋଗାଣ୍ଡିରେ କଣା ଅଛି କିନ୍ତୁ, ତୁମୋ କାମ ପରା ସେଇୟା 😅
@etooram8090
@etooram8090 17 дней назад
Bjd very bad
@SantoshPradhan-th5uw
@SantoshPradhan-th5uw 3 дня назад
❤mohanasalathOka 1:50
@pradipsahu1466
@pradipsahu1466 20 дней назад
TUME KANA KARICHHA
@RamatiMajhi-ky5ni
@RamatiMajhi-ky5ni 20 дней назад
ଦେଖି ନଖି ଭାଇ
@mdnayeemulhaque6652
@mdnayeemulhaque6652 9 дней назад
Aaji janila ki madam.BJP ku soda bele saath deu thila na , ebe bhogibo kiye
@Santos_de_carlos
@Santos_de_carlos 20 дней назад
BJP ପକକା ଗାଂଡିମରା।
@SanjaySanjay-zk6nl
@SanjaySanjay-zk6nl День назад
ଅଲାଜୁକି ତୋ ମୁହଁରେ ଵଥ କାଳିଆଯୋଜନା ସବୁ ଚାଷୀକୁ ଦେଈଚ ନା ତୁମଦଳର ଲୋକଙ୍କୁ ଦେଈଚ
@prasantkumarmallick5636
@prasantkumarmallick5636 19 дней назад
ଖୁବ ସୁନ୍ଦର କଥା
@sukadevMohanta-jm5ob
@sukadevMohanta-jm5ob 16 дней назад
ବିଜେଡି ହାରିଲା ବୋଲି ଲେଖାଶିରୀ ପାଗଳ ପରୀ ଭାଷଣ ମାରୁଛନ୍ତି ।
@dillippradhan996
@dillippradhan996 19 дней назад
Madam Ty.Bhut bhala describe khu6anti Jhumla Party ra
@PrasantKumarNayak-tt4im
@PrasantKumarNayak-tt4im 19 дней назад
Very nice talking didi 💓
@prasantamartha631
@prasantamartha631 19 дней назад
ତମ ସରକାର କଣ କରୁଥିଲେ ଭାଷଣ ମାରିଲେ କିଛି ହବନି ଲୋକଙ୍କ ସରକାର BJP ସରକାର
@satyanarayansahoo6768
@satyanarayansahoo6768 19 дней назад
The content of 2024 election was odia ruler and non odia ruler,the matter was not BJD. BJP or any other issues.
Далее
a hornet bit me on the nose 👃😂
00:16
Просмотров 2,2 млн
a hornet bit me on the nose 👃😂
00:16
Просмотров 2,2 млн