Тёмный

BJP ସରକାର ଯାହା କହିଥିଲା କରିକି ଦେଖାଇଲା  

BHUBANESWAR BULLETIN
Подписаться 4,5 тыс.
Просмотров 235 тыс.
50% 1

Опубликовано:

 

9 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 511   
@stuluachary
@stuluachary Месяц назад
ଧନ୍ୟବାଦ୍ ମୋହନ ଚରଣ ମାଝି ସରକାରଙ୍କୁ🎉🎉🎉
@SunaramSundi123
@SunaramSundi123 Месяц назад
ଯେତେ ହେଲେବି ସେ ଆମ ଆଦିବାସୀ ମୁଖ୍ୟମନ୍ତ୍ରୀ। ଆଦିବାସୀ ମାନଙ୍କ ହୃଦୟ ବହୁତ୍ ନମ୍ବ୍ର। ମୋହନ sir ଙ୍କୁ ବହୁତ୍ ଧନ୍ୟ ବାଦ।
@hariharnodisha
@hariharnodisha Месяц назад
Bhai adibasi kuhani khanti odia loka kuha. Adibasi kahile congress aneibasichi fata srusti kariba pain.
@Aditya23688
@Aditya23688 22 дня назад
Thik katha 😊​@@hariharnodisha
@tarunparida6278
@tarunparida6278 20 дней назад
I will salute to mohan majhi sir
@JoyantirautoJamuna
@JoyantirautoJamuna 19 дней назад
CT pl😂 TFT i p, vn@@hariharnodisha
@anantadaharua5458
@anantadaharua5458 18 дней назад
Right
@menkaparida2735
@menkaparida2735 Месяц назад
ଧନ୍ୟବାଦ୍ ଜଣାଉଛୁ ନିଜର ହୁଦୟାରୁ କଥା କହିଥିବାରୁ 🌹
@dasjagandas6532
@dasjagandas6532 Месяц назад
Bilkul perfect
@JoytiPenthia
@JoytiPenthia Месяц назад
ଧନ୍ୟବାଦ ଆଜ୍ଞା କୋଟି କୋଟି ପ୍ରଣାମ ଜଣାଉଛି
@tusarkantasahu1064
@tusarkantasahu1064 Месяц назад
Many many thanks for your valuable steps.. ମୋହନ ସରକାର ଜିନ୍ଦା ବାଦ୍
@lalit98193
@lalit98193 Месяц назад
Homeguard କୁ ରେଗୁଲାର କରାଯାଉ
@asishdebata497
@asishdebata497 Месяц назад
Jahara jouthi abasyaka sia seithi rahiba uchit.
@bhishmabuda5886
@bhishmabuda5886 Месяц назад
ଗୁଡ଼ 🙏🙏🙏🙏🙏🙏🙏🙏🙏🙏🙏🙏🙏ଅତି ସୁନ୍ଦର 🙏🙏👌🙏🙏
@upendrabhanja5174
@upendrabhanja5174 Месяц назад
ମିଡିଆ ଭାଇଙ୍କୁ ହୃଦୟ ର ସହିତ ଧନ୍ୟବାଦ୍ ଆମ ହୋମ ଗାର୍ଡ ଙ୍କ କଥା ସମସ୍ତଙ୍କୁ ଜଣାଉଛନ୍ତି ଆଉ specially ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ sir ଙ୍କୁ କୋଟି କୋଟି ପ୍ରଣାମ ଆମକୁ ଏମିତି ଦୃଷ୍ଟି ଦେଉଥାନ୍ତୁ
@BhaktaBirganthia
@BhaktaBirganthia Месяц назад
ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ କୋଟିକୋଟି ମନମନ୍ ଓ ସାଧୁବାଦ selut sir
@srikanta671
@srikanta671 23 дня назад
24ବଷ କଳୀଯୁଗ ଶେଷ ହେଇଗଲା ବିଜେଡି ସରକାର ଖେଳ
@bibhutisahu4204
@bibhutisahu4204 Месяц назад
ଯାହାହେଉ ସତ ସାହସ ଦେଖାଇ ସତ କହି ଥିବାରୁ ଭାଇ
@bijaykumarsamal2185
@bijaykumarsamal2185 18 дней назад
Good
@ranunayak5735
@ranunayak5735 Месяц назад
ଧନ୍ୟବାଦ ଭାଇ
@bhubaneswarbulletinodisha
@bhubaneswarbulletinodisha Месяц назад
Please subscribe our channel
@ASISH_JENA
@ASISH_JENA Месяц назад
ଠିକ୍ କଥା ସାର୍ ସରକାର ସୁପର୍ ବିଜେପି ସୁପର୍
@haramohansahoo5028
@haramohansahoo5028 Месяц назад
Heartly ❤ thanks to Honourable chief minister Sir
@Shivap644
@Shivap644 Месяц назад
ଶତ କୁ ସାମ୍ନା କୁ ଆଣି ଥିବାରୁ ଧନ୍ୟବାଦ୍ ରଞ୍ଜନ ବାବୁ
@REENADIGAL-jk3pc
@REENADIGAL-jk3pc Месяц назад
Thank u C M sir🙏🙏🙏👍👍👍
@SundarayKhada
@SundarayKhada 10 дней назад
ବହୁତ ବହୁତ ଧନ୍ୟବାଦ ଓଡିଶା ମୁଖ୍ୟ ମନ୍ତ୍ରୀ ମୋହନ sir ଙ୍କୁ ନମ୍ବ୍ର ତାର ସହିତ ❤❤❤
@drgoutambiswal6717
@drgoutambiswal6717 Месяц назад
ବିଜେଡି ଦଳ ନେତା ଏହି ହୋମଗାର୍ଡ ଭାଇ ମାନଙ୍କ କଥା କାନ ଡେରି ଶୁଣିଲ😢 ତୁମ ନବୀନ ପଟ୍ଟନାୟକ କେବେ ବି ଏପରି କରି ନ ଥିଲେ
@RamaSwami-k2s
@RamaSwami-k2s Месяц назад
Jadi andha bhakta ranga badalala ku bhala kahe auu kn କୁହାଯିବ
@Cool_boy_Deepak5005
@Cool_boy_Deepak5005 Месяц назад
​@@RamaSwami-k2s jal salaaaaaa
@BhajaharidasDas-h6u
@BhajaharidasDas-h6u Месяц назад
​@@RamaSwami-k2swait kara hajijiba bjd
@anilbag141
@anilbag141 Месяц назад
​@@RamaSwami-k2smane to hisab re...se Tamil chora thik na...
@JosephBunny-vi8hj
@JosephBunny-vi8hj Месяц назад
​@@RamaSwami-k2same hauchu bhai tama maa au bhauni bia bhakta daba tama maa au bahuni nka bia tike bia chhodi pilaa ghoda gei pila dandashi gei pila hadi gei pila pandu ku to maa ki baha karei de
@swapneswarsahoo6170
@swapneswarsahoo6170 Месяц назад
Very beautiful steps for BJP sarkar thank you
@dibyaprakashacharya8576
@dibyaprakashacharya8576 Месяц назад
ଓଡିଶାରେ One lakh ରୁ ଅଧିକ outsourcing employees କାମ କରୁଛନ୍ତି। ସେମାନେ ବହୁତ୍ କମ୍ salary and govt benefit ପାଉଛନ୍ତି କିନ୍ତୁ govt employees ଠାରୁ ବହୁତ୍ ଅଧିକ୍ ସମୟ, ଦାୟିତ୍ଵ ସହ ସବୁ କାମ କରୁଛନ୍ତି। ତାହା ସହ ସବୁବେଳେ ଭୟରେ .. ଚାକିରିରୁ ବାହାର କରିଦେବାର ଭୟ, ଖାଲି ଖାଲି କିଛି ଭୁଲ ନଥାଇ ଗାଳି ଖାଇବାର ଭୟ, ଦରମା ଠିକ୍ ସମୟର ମିଳିବ କି ନାହିଁ। ଯଦି ନମିଳେ ସେ ଖାଇବ କଣ୍ ମାସ ସାରା ବଞ୍ଚିବ କେମିତି ତାହା ଭୟ। ଏତେ କମ୍ salary ରେ କେମିତି ଯେ ନିଜ family maintenance କରୁଛନ୍ତି God ଜାଣନ୍ତି। Govt employees and outsourcing employees ଭିତରେ ଆକାଶ ପାତାଳ ଫରକ୍ କାହିକି। ଆମେ govt sector ରେ ଚାକିରି କରୁଛୁ କିନ୍ତୁ govt employees ନୁହେଁ। ଏତେ କମ୍ salary ଆସୁଛି ଯେ ମାସ ଶେଷକୁ ଟଙ୍କାଟିଏ ବି ରହୁନି। ଏମିତି କେତେ ଦିନ outsourcing employees ମାନେ କାନ୍ଧିବେ। Nabin sir ଙ୍କ Govt 24 years ହେଲା ଶୋଷଣ କଲେ ଆଶା କେବଳ ମୋହନ sirn ଙ୍କ govt ଉପରେ। ନ୍ୟାୟ ଦିଅନ୍ତୁ outsourcing employees ମାନଙ୍କୁ sir
@asishdebata497
@asishdebata497 Месяц назад
Sidhi baat no bakwaas (hak jadi achi chadeiki nia bhika magana jama)
@jagannathmohanty3671
@jagannathmohanty3671 28 дней назад
good job sir
@ramachandramahalik854
@ramachandramahalik854 16 дней назад
ସବୁଠୁ,ଭଲ,ମୋହନ,ସରକାର
@bibhutisahu4204
@bibhutisahu4204 Месяц назад
ମୁଁ ଦେଖିଛି ଭାଇ ହୋମ ଗାର୍ଡ ମାନେ ଡରି ଡରି ରହୁଥିଲେ, ଗାଁ ମାନ ଙ୍କର ଅପାଠୁଆ କୁଜି ନେତା ମାନେ ବି ହୋମ ଗାର୍ଡ ମାନ ଙ୍କୁ ନାଲି ଆଖି ଦେଖାଉଥିଲେ
@rockin-rk
@rockin-rk 29 дней назад
ଗାଁ ର ତଳିଆ ଫାଲତୁ କୁଜି ନେତା ତଥା ଜନତା ମାନେ ହୋମଗାର୍ଡ ମାନଙ୍କୁ ମଣିଷ ବୋଲି ଭାବୁ ନ ଥିଲେ କୁକୁର ମାଙ୍କଡ଼ ଭଳିଆ ବ୍ୟବହାର କରନ୍ତି
@PrinceCovidSinku
@PrinceCovidSinku 22 дня назад
Good sir ଆବୁ ଆଦିବାସୀ
@1980deepakdihudi
@1980deepakdihudi 6 дней назад
ଦେଖା ଦେଇ କଥା ଦେଇ ଥିବାରୁ ମାଝି ସରକାର ଙ୍କୁ ଧନ୍ୟବାଦ୍
@brajeswarisingh909
@brajeswarisingh909 16 дней назад
ପୁଅ ତୁମକୁ ଅଶେଷ ଧନ୍ୟବାଦ, ଆଜି ହୋମ ଗାର୍ଡ ଅଛ, ଆଗକୁ ଆହୁରି ଉପରକୁ ଯାଅ
@bijayasethi5388
@bijayasethi5388 10 дней назад
ଭାଇ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ହିପିହିପି ହୁରେ ।
@prakasha1612
@prakasha1612 22 дня назад
Thank you mohan sir
@hariharmeher9670
@hariharmeher9670 Месяц назад
Very very goods BJP'S mohan sarkar....🙏🙏🙏🙏🙏
@patorajasobora5975
@patorajasobora5975 23 дня назад
Great mohan sir.
@PrakashTarai-q9u
@PrakashTarai-q9u Месяц назад
Right brother 👍👍👍👍
@ChittaGoureeOffcial
@ChittaGoureeOffcial 22 дня назад
ମଦ ବନ୍ଦ କଲେ ଜାଣିବି ଠିକି ସରକାର
@Dukhapradhan-dp7yw
@Dukhapradhan-dp7yw 2 дня назад
Apna good
@IsraelChhatria-wz7we
@IsraelChhatria-wz7we Месяц назад
Good news...!!
@BayijantiPingua-rf8sk
@BayijantiPingua-rf8sk 19 дней назад
Thank you sir mohan majhi sir jay shree jagannath 🙏🙏🌹
@garibihindustani651
@garibihindustani651 15 дней назад
ଧନ୍ୟବାଦ୍ ସାର
@RajendraRaju-qs7hf
@RajendraRaju-qs7hf Месяц назад
Jay mohan sir Jay bjp
@saratachandramahanta2314
@saratachandramahanta2314 11 дней назад
ସ୍ପଷ୍ଟ ଅପ୍ରିୟ ସତ୍ଯ ସାହସର ସହ ପ୍ରକାଶ କରିଥିବାରୁ ଧନ୍ୟବାଦ
@harekrushnapagal1405
@harekrushnapagal1405 Месяц назад
❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ଜୟ ସାରା ଓଡ଼ିଶା ଵାଶି ଜୟ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ ତେଜଶ୍ବି ଜସ୍ଵଶି ପ୍ରଧାନମନ୍ତ୍ରୀ GOD ମେ।ଦିଜୀ ଜୟ ଓ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମେ।ହନ ଚରଣ ମାଝି ସାର୍ ଜୟ ଓ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ବିଜେପି BJP ପରିବାର କ୍ରର୍ମ କରତା ମାନେ ଜୟ ❤
@niharranjandash8869
@niharranjandash8869 Месяц назад
ଠିକ କଥା ବିଜେପି 3 ମାସ ରେ କରି ଛି କାରଣ ବକପ କହିଲା ସୃଷ୍ଟି କର୍ତା ଜଗନ୍ନାଥ ମୋଦି ର ଭକ୍ତ
@bhanumatibhoi1358
@bhanumatibhoi1358 5 дней назад
ଜଗନ୍ନାଥ ମଦିର ଭକ୍ତ ଏମିତି କାହିଁକି କହିଲେ ଆପଣ 😥😥😥ମୋ ପ୍ରଭୁ ଜଗନ୍ନାଥ କଉଠି ଆଉ ଏ ମଦି କଉଠି 😥😥😥🙏🙏🙏
@brajeswarisingh909
@brajeswarisingh909 16 дней назад
ଅନେକ ଲୋକ ଅନେକ କଥା କହିବେ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ନ ଦେଇ, ଆପଣ ନ୍ୟାୟ ପଥରେ ଚାଲନ୍ତୁ, ପ୍ରଭୁ ଜଗନ୍ନାଥ, ଆପଣଙ୍କୁ ଗାଦି ଦେଇଛନ୍ତି, ତେଣୁ ପ୍ରଭୁଙ୍କ ଆଶୀର୍ବାଦ ଅଛି ଆପଣଙ୍କ ଉପରେ, କାରଣ ପ୍ରଭୁ ନ ଚାହିଁଲେ କିଛି ହୋଇ ପାରିବନି, ମୋର ଅନୁରୋଧ, କୌଣସି ମହିଳା ରାତି 11 ପରେ ବାହାରକୁ ବାହାରିବେନି, ଯେତେ ବଡ଼ ଧନ ଶାଳୀ ବ୍ୟକ୍ତି ହୁଅନ୍ତୁ, ଏହି ନିୟମ ପ୍ରଣୟନ କରିବା ସହିତ, ଯାହାର କୌଣସି ଅସୁବିଧା ହେବ, ସେ ସକାଳେ ଯାଇ କ୍ଳେମ କରିପାରିବ ଥାନାରେ l ଆଉ ଥାନାବାବୁ ଭଦ୍ରାମିର ସହିତ ତାଙ୍କ ଦରଖାସ୍ତ ଗ୍ରହଣ କରି, ନ୍ୟାୟ ଦେବେ, ସେ ଗରୀବ ଅବା ଧନୀ ବ୍ୟକ୍ତି ହୁଅନ୍ତୁ ଏହି ନିୟମ କରନ୍ତୁ 🙏
@JogdishKumar-wp7ds
@JogdishKumar-wp7ds 11 дней назад
Pm Modi give CM sit 🪑. Are you Understand?
@sitamajhi9641
@sitamajhi9641 Месяц назад
Thank you sir 🙏🙏
@rabinarayansahoo3877
@rabinarayansahoo3877 Месяц назад
Sicurity ଗାର୍ଡ କୁଆଡେ ଗଲେ ତାଙ୍କ ଦୁଃଖ କେବ ଦୂର ହେବ ମୋହନ ମାଝୀ ଙ୍କୁ ଅନୁରୋଧ ଘରେଇ କରନ୍ ବନ୍ଦ ହେଉ ସବ ସାଥ ସବ କା ବିକାସ ସବ କା ବିଶ୍ୱାସ
@BeshiTejeswarRao
@BeshiTejeswarRao Месяц назад
Good government
@NibeditaPanda-l6s
@NibeditaPanda-l6s Месяц назад
🎉🎉🎉congratulations
@dharmendrabehera6743
@dharmendrabehera6743 Месяц назад
Very good BJP
@rajendramallick6894
@rajendramallick6894 Месяц назад
ଜୟ ମୋହନଜି ସରକାର
@manaromaswain9328
@manaromaswain9328 Месяц назад
Beautiful decision
@santoshbiharismartteaching1639
@santoshbiharismartteaching1639 17 дней назад
bahut bhalakatha thank you👍👍👍👍👍👍👍👍
@Mukesh-f7t
@Mukesh-f7t 25 дней назад
Thank you Sri Mohan majhi sir
@rajeshbanchhor3033
@rajeshbanchhor3033 Месяц назад
ଦରମା କେଭେ ବଢିବ ଭାଇ
@asishdebata497
@asishdebata497 Месяц назад
Mohan majhi ku kuha sitaramana ku kahiba darama badhiba katha
@RabindranathSamal-c7j
@RabindranathSamal-c7j Месяц назад
Very good
@BikashDash-j7r
@BikashDash-j7r 5 дней назад
Jay ho majhi sir 🙏🙏🙏🎉🎉🎉, bahut sundar lagila Aama odisha home guard police Bhai nka pakhare thiba Manisha pania 🎉🎉🎉 Jay Jagannath 🙏🕉️🙏🕉️🙏🕉️
@Pratapmajhi3943
@Pratapmajhi3943 7 дней назад
ଏ ଅନ୍ଦ ଭକ୍ତ ମାନଙ୍କୁ ବଧେ 26 ବର୍ଷ ର ଶାସନ କୁ ଦେଖା ଗଲା ନି BJP ସରକାର ଆସିଲାରୁ ତ ଗରୀବ ମାନେ ବହୁତ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ସେ ଯାହା ହେଉ ଗରୀବ ଲୋକଙ୍କ ହୃଦୟରେ ନବୀନ Sir ହିଁ ଅଛନ୍ତି
@prakashjena6695
@prakashjena6695 Месяц назад
ଆଗେ ହେଲାପରେ ଖୁସି ହବ 24ମାସରେ କିଛିକରିନି ଲୋକମାନଙ୍କୁ କେବଳ ହଇରାଣ କରୁଛି
@Binayakumaradhal
@Binayakumaradhal День назад
ଧନ୍ୟବାଦ ମୋର ଭାଇ ସତ୍ୟ କଥା କହିଥିବାରୁ
@subashdash3137
@subashdash3137 8 дней назад
Thanks for telling the truth from the core of the heart.
@abhayacharanapatra3502
@abhayacharanapatra3502 Месяц назад
Mohan Majhi sir Odishaku bahut aagaku nebe ଜୟ odisha
@SURENDRAKUMAR-df7xo
@SURENDRAKUMAR-df7xo 2 дня назад
Thank you Bhai. You have exposed the shameless culture of Naveen Patnaik. 🙏🌹🌹🌹🙏
@KamalakantaBoitei
@KamalakantaBoitei 9 дней назад
Ranjan bhai tamaku Salam
@SambunathSethi-uo3ww
@SambunathSethi-uo3ww 10 дней назад
Jay Jagannath 🙏🙏🙏🙏🙏👏👏👏👏👏👏 great our state odisha cm sir 🙏🙏🙏🙏🙏🙏
@Pratapmajhi3943
@Pratapmajhi3943 7 дней назад
26 ମାସ ରେ କଲର୍ ବଦଳେଇବା କାମ କରିଛନ୍ତି କି? ଯଦି କରିବାର ଅଛି ତ ନୂଆଁ କିଛି କରନ୍ତୁ ଜଣଙ୍କ ର ସ୍ମୃତି କୁ କଣ Change କରୁଛନ୍ତି ନୂଆଁ କିଛି କାରିକି ଦେଖାଅ ସବୁତିକ BJD ସରକାର କରିଥିବା ଯୋଜନା କୁ ନା change କରି use କରୁଛି ଆଉ ଗୋଟେ କଥା ଏବେ ଯଉ osssc exam ହେଉଛି ସେଥିରେ କେତେ ଛାତ୍ର ଛାତ୍ରୀ ଅସୁବିଧା ହେଉଛନ୍ତି ନିଜ ନିଜ ଜିଲ୍ଲା ରେ exam centre କରିଦେଇ ପାରିଲା ନାହିଁ ଆଉ କଣ କରୁଛି ସବୁ ବେକାରିୟା video ରେ କାହିଁକି viral କରୁଛନ୍ତି 😅😂 ଏଟି ସବୁ ମାୟା ରେ ବାୟା
@dharanidharmishra3539
@dharanidharmishra3539 2 дня назад
Dhanya bad sir aji appna home guardnka swapna purana karidaylay appnku prabhu jagarnath bhalaray rakhantu
@bhusanpradhan6376
@bhusanpradhan6376 9 дней назад
Very very thanks Bhai 👍🙏
@rudrakshr.r8908
@rudrakshr.r8908 Месяц назад
Well said ❤❤❤
@bahadursagar1698
@bahadursagar1698 4 дня назад
Thank u sir.
@ishwarmurmu7295
@ishwarmurmu7295 21 день назад
mahan sir great
@SurendraKumar-t4h2s
@SurendraKumar-t4h2s 6 дней назад
ଧନ୍ୟବାଦ ସାର
@DamuPaik
@DamuPaik 14 дней назад
Thanku mohan Sar
@qxztr
@qxztr Месяц назад
ସମସ୍ତେ ନିଜ ନିଜ କର୍ମର ଫଳ ପାଆନ୍ତି। ତୁମ କହିବା ଅନୁସାରେ ତୁମେ ବି କର୍ମ ଫଳ ପାଇବ, କିଛି ଅସୁବିଧା ନାହିଁ।
@TukuHembram-v2r
@TukuHembram-v2r 10 дней назад
ବାଳନା ସାଧାରଣ ଲୋକଙ୍କୁ ଖାଲି ହ ଇ ରାନ କରାଯାଉଛି😢
@bariknarayan802
@bariknarayan802 9 дней назад
Congratulations and Jai Hind 🎉🎉
@sushantamajhi2541
@sushantamajhi2541 10 дней назад
💯 sata katha kahila home gard bhai❤❤❤
@GaneswarRout-f9e
@GaneswarRout-f9e 4 дня назад
Thanks to Nikhila Utkal Home Guard Association,Odisha for appreciating the constructive thought,action,speech,personality and popularity of Hon'ble C.M Sjt Mohan Charan Majhi and preparation to extend possible support which is really praiseworthy. Please very honestly carry out responsibility that will be better realised by Janata Janardan. Thank to Media for focussing the matter. Ganeswar Rout
@ratnakarmunda7700
@ratnakarmunda7700 Месяц назад
ତମେ ଚାକିରୀଆ କଥା ତ ବୁଝିଲା ଯେ ଭଲ BJP ସରକାର ଙ୍କୁ ଭଲ କହୁଚ । ସାଧାରଣ ଲୋକଙ୍କ ପାଇଁ କ'ଣ କରିଛି କୁହ । ସଳା ଠେକୁଆ ସରକାର
@MisGita-fg1oj
@MisGita-fg1oj 11 дней назад
Jai mohan sir Jai odisha Jai jagannath 🙏❤❤❤🎉🎉
@b.kentertainment5395
@b.kentertainment5395 11 дней назад
Very good speech.
@kamalabarik6754
@kamalabarik6754 13 дней назад
Great sir🙏🙏🙏🙏🙏
@jyoticreation1253
@jyoticreation1253 7 дней назад
U r great😊
@priyaranjantripathy2749
@priyaranjantripathy2749 7 дней назад
Bahut bhala sir
@pradipkumarnayak1522
@pradipkumarnayak1522 Месяц назад
ଜୟ ଶ୍ରୀଜଗନ୍ନାଥ ।
@sudhir740
@sudhir740 20 дней назад
Jay mohan sir 🙏🙏🙏🙋🏿🙋🏿
@SMallick-ff6fp
@SMallick-ff6fp 8 дней назад
Very good sir 👍👍🙏🙏🙏
@RameshChandra-lk8sr
@RameshChandra-lk8sr 10 дней назад
Thanks sir
@rashmiranjanswain934
@rashmiranjanswain934 6 дней назад
କଳା କ୍ରୀଡା ଶିକ୍ଷକ ଦୀର୍ଘ ୧୨ ବର୍ଷ ହେବ କାର୍ଯ୍ୟରତ ସ୍ୱଳ୍ପ ଦରମାରେ ବହୁତ ଦୁଃଖ କଷ୍ଟରେ ଅଛୁ ,ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଆମ କଳା କ୍ରୀଡ଼ା ଶିକ୍ଷକ ଙ୍କୁ ରେଗୁଲାର କରି ୫ ହଜାର ଦୁଃଖ କଷ୍ଟରେ ଚଲୁଥିବା ପରିବାର ମୁହଁରେ ହସ ଫେରାଇ ସର୍ବଶ୍ରେଷ୍ଠ ସ୍ଥାନ ଆମ ହୃଦୟରେ ରଖିବାର ସୁଯୋଗ ଦିଅନ୍ତୁ,ଅପେକ୍ଷା ରେ ୫ ହଜାର ଦୁଃଖ କଷ୍ଟରେ ଚଳୁଥିବା ପରିବାର।
@KEONJHAR-MSWBABU
@KEONJHAR-MSWBABU 17 дней назад
Jay jagannath🙏🙏🙏❤️❤️❤️
@Rajutibehera-l1b
@Rajutibehera-l1b 24 дня назад
ରେଇଲ ଗ୍ରେଟ ମୋହନସାର
@DrubashPradhan
@DrubashPradhan 5 дней назад
ବହୁତ ବଢିଆ ଆମ ବିଜେପି ସରକାର
@kumarswadhin8619
@kumarswadhin8619 Месяц назад
Aame kana karibu sir... Apanka HG pila case kari dei6nti jadwara aamara firemen joining stay hei jai6i... Aame karibu ta karibu kana... Chakiri paiki madhya ghare dahala bikala hau6u... As soon as possible firemen joining jaldi diya jau... Please sir🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@ArjunBehera-qz9mn
@ArjunBehera-qz9mn Месяц назад
🙏🙏🙏🙏🙏🙏👍👍👍👍👍
@SANTALI_STATUS_POINT
@SANTALI_STATUS_POINT 11 дней назад
Ete Khusi He na Bhai , Salary badhei Deichhi buli
@barsha518
@barsha518 8 дней назад
right katha kahuchanti bhai
@HariharSwain-bo9mv
@HariharSwain-bo9mv 13 дней назад
Bhai tumaku hridaya ru salute
@parsuramnayak4093
@parsuramnayak4093 5 дней назад
Odissaଏତେ ତଳକୁ ଖସିଯାଇ ଛି ସଜାଡିବାକୁ ବହୁତ ସମ଼ୟ ଲାଗିବ ।ମୋହନ ଧିରେଧିରେ ସବୁ ପୋରଣ କରିବ ।
@surendrahati7808
@surendrahati7808 Месяц назад
Vere good
@SanjayMohapatra-b2d
@SanjayMohapatra-b2d 11 дней назад
Jai jagannath bless to you 🙏
@manju6084
@manju6084 4 дня назад
ଧନ୍ୟବାଦ
@deepakkumarpradhan8677
@deepakkumarpradhan8677 5 дней назад
Sata katha kahila bhai
@Bharatdas431
@Bharatdas431 11 дней назад
Bahut bhal lagila
@ajitnayak5890
@ajitnayak5890 6 дней назад
ଠିକ ଠିକ ଭାଇ କହିଲ ବଡ଼ ବଡ଼ିଆ ପୋଲିସ ମାନେ ଏଇ ସବୁ ପର୍ସନାଲ ନିଜ କାମରେ ଲଗାନ୍ତି 😭😭
Далее
GREAT idea for Camping #bushcraft #survival #lifehacks
00:24
Changing The Flag Of The Countries #countryballs
00:18
Million jamoasi - O'zbekcha UFC
17:55
Просмотров 415 тыс.
GREAT idea for Camping #bushcraft #survival #lifehacks
00:24