Тёмный

BJP leader Goutam Ray’s alleged phone threats to Jajpur CDMO cause embarrassment for CM Majhi. 

Satyapatha
Подписаться 165 тыс.
Просмотров 62 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 246   
@hiranyasahoo3548
@hiranyasahoo3548 2 месяца назад
ଏବେ ଦେଖ ଓଡିଶା ବାସୀ ବିଜେପି ସରକାର ଙ୍କ କାହାଣୀ
@prabodhapanda5184
@prabodhapanda5184 2 месяца назад
କି ସରକାର ଆସିଲା କେଜାଣି, ଖାଲି ବଦଳି କର. ଏମାନେ ଶାସନ କଣ ଜାଣନ୍ତି ନାହିଁ. ମୁଖ୍ୟମନ୍ତ୍ରୀ ମହୋଦୟ ହସ୍ତକ୍ଷେପ କରନ୍ତୁ. ଓଡିଶା ସାରା ଏହି ବିଜେପି ନେତା କେବଳ ଗୋଟିଏ କାମ ବଦଳି.
@jajpurlokankakatha
@jajpurlokankakatha 2 месяца назад
Tamara kain fatucchi. Bhala officer asile bhala seba miliba lokanku. Kicchi corrupt officers joumane ethi BJD worker heijaichanti tanku badali kariba abasyak nuhe!!
@bidhunandanpani1497
@bidhunandanpani1497 2 месяца назад
Excellent journalism.thanks
@pkpanda1371
@pkpanda1371 2 месяца назад
ବିଜେପି ଦଳ ର ନେତା ତଥା ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ କୁ ବିଜେପି ଦଳ get out କରୁ। ଗୌତମ ରାୟ ଆଉ କେବେ ନିର୍ବାଚନ ମଣ୍ଡଳୀରେ ଜିତି ପାରିବେ ନାହିଁ। ଏଣୁ ଗୌତମ ରାୟ ବିଜେପି ଦଳ କୁ ଖାଇ ଯିବେ। ମୋଦୀ ଓ ଅମିତ୍ ଶାହା ଙ୍କ ଭୋଟ ଜାଲିଆତି କାରବାର ପରେ ବି ଗୌତମ ରାୟ ନିର୍ବାଚନ ଜିତି ପାରିଲେ ନାହିଁ। ଥରେ ବି ସେ ନିର୍ବାଚନ ଜିତି ପାରି ନାହାଁନ୍ତି। ଧୀ କ୍ ଏମିତି ନେତା??
@jajpurlokankakatha
@jajpurlokankakatha 2 месяца назад
Chal beh sala chanda mundia patra thu paisa khaiki chaliasila lekhibaku. Patra khaiki jaicchi je dekha nahi au tara.!!
@sibasankarsahoo822
@sibasankarsahoo822 2 месяца назад
ତ୍ରିରଙ୍ଗା, ଭାରତ ଯିଏ ଲେଖି ପାରୁନାହାନ୍ତି, 2008 ର ଆଇନ କୁ ବୁଝିବେ କିପରି ?
@soubhagyarout7991
@soubhagyarout7991 2 месяца назад
ଗୌତମ ରାୟ ରାଜନୈତିକ ବ୍ୟକ୍ତି ହୋଇଥିବା ରୁ ସିନା ଏହି ଆଲୋଚନା କିନ୍ତୁ ଏହି cdmo ଙ୍କ କାର୍ଯ୍ୟକୁ ଗଣମାଧ୍ୟମ ନଜର ରଖୁ ଏହା ର ମୁଖା ଖୋଲିଯିବ l
@pkpanda1371
@pkpanda1371 2 месяца назад
ଗୌତମ ରାୟ doctor transfer ପାଇଁ bati ଅସୁଲ କରି ପାରନ୍ତି।
@jajpurlokankakatha
@jajpurlokankakatha 2 месяца назад
Kan tu yanku se Sangram Patra bhabilu na kan? 30yrs rajaniti re jiye bati neini loka janichanti Goutam Bhai nku.
@SasmitaSamal-hi2zi
@SasmitaSamal-hi2zi 2 месяца назад
Thank you Satya sir.
@tushaarpati2411
@tushaarpati2411 2 месяца назад
Strict action should be taken against Goutam Ray
@shibashiskanungo2489
@shibashiskanungo2489 2 месяца назад
Misuse of power by political rulers is a national problem of India. It can only be tackled by fourth pillar .
@prakashmahapatra2182
@prakashmahapatra2182 2 месяца назад
ପ୍ରତେକ ନେତା, ମନ୍ତ୍ରୀ ମାନେ କ୍ଷମତାର ଅପବ୍ୟବହାର କରିବା ଗ୍ରହଣୀୟ ନୁହେଁ.
@bibhuprasadnanda6922
@bibhuprasadnanda6922 2 месяца назад
Thànks
@jajpurlokankakatha
@jajpurlokankakatha 2 месяца назад
ବିଜୟ ଦାସ ଜଣେ ଅତି ଗରିବ ଓ ଦଳିତ ପରିବାରର ଲୋକ। ତାଙ୍କ ସାନ ଭାଇ ଜଣେ ଦିବ୍ୟାଙ୍ଗ, ବିଜୟ ଦାସଙ୍କ ପତ୍ନୀଙ୍କ ହାତ ଭାଙ୍ଗିଯାଇଥିବା କାରଣରୁ ତାଙ୍କ ଗରିବ ଦଳିତ ପରିବାରଟି ଚଳିବା ବହୁତ କଷ୍ଟକର ହୋଇପଡିଛି। ପରିବାର ରହୁଛି ମଙ୍ଗଳପୁର ଓ ବିଜୟ ଦାସ ବିଜେପି ସମର୍ଥକ ହୋଇଥିବାରୁ ତାଙ୍କୁ 80kms ଦୂର ସୁକିନ୍ଦାରେ ପୋଷ୍ଟିଂ କରାଇଥିଲେ ପୂର୍ବ ସରକାର ଥିବା ବେଳେ ପୂର୍ବତନ ବିଧାୟକ ବବି ଦାସ ମହାଶୟ। ଏବେ ତାଙ୍କ ଦୁଃଖ ସେ ବିଜେପି ନେତା ଶ୍ରୀ ଗୌତମ ରାୟଙ୍କୁ ଆସି ଜଣାଇଲେ, ତାଙ୍କ ଦୁଃଖ ଶୁଣି ଜଣେ ଦରଦୀ ନେତା ଭାବେ ପରିଚିତ ଶ୍ରୀ ଗୌତମ ରାୟ CDMO ମହାଶୟଙ୍କୁ ଜଣାଇଲେ, CDMO ଦୁଇ ମାସ୍ ହେଲାଣି ' କରିଦେବି କରିଦେବି ' କହି କଥା ଗଡ଼ାଇ ଆସୁଛନ୍ତି ଜଣେ ବିଜେଡ଼ି ନେତାଙ୍କ ଇଙ୍ଗିତରେ... CDMOଙ୍କ ସହଯୋଗୀଙ୍କ କହିବା କଥା CDMO ମହାଶୟ କାଳେ ବବି ଦାସ ପାଦ ଧୁଆ ପାଣି ପିଇବା ଲୋକ ଟେ। ନହେଲେ ତାଙ୍କ ଫୋନ୍ ରେକର୍ଡିଂ ଖାଲି BJD ମିଡ଼ିଆ ପାଇଲା ଆଉ କେହି ପାଇଲେନି କାଇଁ ତ।
@soulkiller9197
@soulkiller9197 2 месяца назад
@@jajpurlokankakatha agya odisha re aneke dalit paribar achanti ghara jajpur kama karuchanti kbk area re ..tk kahibe ki bijay das kou post re achanti
@jajpurlokankakatha
@jajpurlokankakatha 2 месяца назад
Jilla bhitare janiki Babi Das neiki Sukinda re posting kareithila. KBK re kiye kama karuthibe apana anumaan ru kahuchanti hele ae case re nije divyaang janaka hairan houchanti boli asiki kahile. Ae katha CDMO mahasay b janichanti hele tanka BJD prema jogu karunahanti.
@soulkiller9197
@soulkiller9197 2 месяца назад
@@jajpurlokankakatha I know many peoples who hv lots problems in family n posted at other districts far from their home joumane barsa barsa dhari try karuchanti nija district ku asibaku.kintu asiparunahanti cause govt job ra part eta.kintu jaiki higher authorities ku dhamki dei paribeni semane..apanaka khyamata achi apana cdmo ku b dhamkei paribe transfer pai..jadi a same dinsa bjd karithanta tanka karma karta support karithante aji bjp karichi apana support karuchanti.no surprise jst people januchanti dhire dhire neta manaku.
@jajpurlokankakatha
@jajpurlokankakatha 2 месяца назад
Agyan higher authority dui maasa helani kheluchanti kahinki 'karidebi karidebi' kahiki? Na karibara thila mana karidebe. Se tara alaga kan byabasta kariba. Se loka kete thara CDMO office doudilani apana janinahanti daya kari gapa lekhantu nahi gariba jibana apana bujhiparibeni.
@bharatbhagyabidhata
@bharatbhagyabidhata 2 месяца назад
ଏତେ ଅସୁ ବିଧା ଅଛି ଯଦି ଚାକିରି ଛାଡ଼.
@chakradharsahoo3684
@chakradharsahoo3684 2 месяца назад
Thanks for your comments Satya Baboo.
@PratapChandrabiswal-d1t
@PratapChandrabiswal-d1t 2 месяца назад
Thank you 🙏🏼❤ sir
@laxmidharsahoo2431
@laxmidharsahoo2431 2 месяца назад
ସତକଥା କହିଲେ ଅନ୍ଧ ଭକ୍ତଙ୍କର ପୋଡୁଛି
@stiphannanda1121
@stiphannanda1121 2 месяца назад
ବିଜେପି ର ଅସଲ ମୁହଁ ଦେଖ ଓଡିଶା ବସି
@rabindrananda943
@rabindrananda943 2 месяца назад
Jajpur C D M O Sir Is a Very Good Man .
@SmitaraniMohanty-c4d
@SmitaraniMohanty-c4d 2 месяца назад
Kindly request satyapatha news ku keep it up
@pravatsethi939
@pravatsethi939 2 месяца назад
Good Advice thanks
@dhirendash5212
@dhirendash5212 2 месяца назад
Nice episode Sir 🙏
@saratjena442
@saratjena442 2 месяца назад
Jadi medical staff kichhi byabahar kharap karanti? I se ain Katha tike kuhantu satya babu. Ehara udaharan Jajpur medical re jai dekhantu
@gkrcreation6571
@gkrcreation6571 2 месяца назад
ତୁମେ ସବୁ ଏହି ଛୋଟିଆ କଥାଟିକୁ ବଡ ଖବର ବୋଲି ଭାବୁଛ। କିନ୍ତୁ ଯେତେବେଳେ ବବି ଦାସ କ୍ଷମତାରେ ଥିଲେ ତାଙ୍କର ଅନୁଗତ ଯାଜପୁର ମୁଖ୍ୟ ଚିକିତ୍ସାଲେରେ କରିଥିବା ବଡ ବଡ ଦୁର୍ନୀତି ସବୁ କୁ ଉଜାଗର ନକରିବାପାଇଁ ଡାଃ ବିରଞ୍ଚୀ ବାରିକଙ୍କୁ କୁସୁମାକୁ ଡାକି ଧମକାଇଥିଲେ, ସେତେବେଳେ ତୁମ ମିଡିଆ ମାନଙ୍କର ମୁହଁ କୁଆଡେ ଯାଇଥିଲା। କ’ଣ ତଳଜିନିଷକୁ ଚଟିବାକୁ। କିନ୍ତୁ ଡାଃ ବିରଞ୍ଚୀ ବାରିକ ଏତେ ସ୍ବାଭିମାନି ଯେ ସେ ତାଙ୍କ ଚାକିରିରୁ ଭିଆରଏସ ନେଇଗଲେ ପଛେ ବବି ଦାସ ପାଖରେ ମୁଣ୍ଡ ନୂଆଇଲେ ନହିଁ।
@mayadharsahoo4925
@mayadharsahoo4925 2 месяца назад
Thanks Satya babu
@sabyasachi7111
@sabyasachi7111 2 месяца назад
ଆପଣଙ୍କ ନିୟୁଜୁ ସମ୍ପୂର୍ଣ ତଥ୍ୟା ଭିତିକି ଥିଲା....... ସାର..... ମୋହନ ସରକାର ମଧ୍ୟ ଏଥିରୁ ଅନେକ କଥା ଶିଖିବାର ଆବଶ୍ୟକ ଅଛି।
@aditamohanty9099
@aditamohanty9099 2 месяца назад
Swagatam satya bhai.
@SmitaraniMohanty-c4d
@SmitaraniMohanty-c4d 2 месяца назад
Right
@dineshk.mahanandia932
@dineshk.mahanandia932 Месяц назад
👌
@sibashankarparida4548
@sibashankarparida4548 2 месяца назад
2ମାସ ରେ ଏମାନଙ୍କ ର ଗର୍ବ ବଢ଼ିଗଲାଣି
@padmanavparida8552
@padmanavparida8552 2 месяца назад
Thank s for your voice
@minakhipriyadarshini2925
@minakhipriyadarshini2925 2 месяца назад
Why dnt BJP suspend Goutam Ray ?
@alokkumarphatesingh2759
@alokkumarphatesingh2759 2 месяца назад
Good
@rasmirekhabehera1770
@rasmirekhabehera1770 2 месяца назад
Please viral the audio.
@chandimohanty6757
@chandimohanty6757 2 месяца назад
Please do a follow-up on the governors son’s case
@aswinikumarsahoo3771
@aswinikumarsahoo3771 2 месяца назад
କଣ ଭୁଲ୍ କହିଲେ ଗୌତମ ବାବୁ
@ramachandrapanda5349
@ramachandrapanda5349 2 месяца назад
ନେତା ମାନେ କାହାରି ବଦଳି କଲେ ସେଥିରେ ଭଲ ମାଲ ଟା ମିଳେ ତେଣୁ ନେତା ଙ୍କ ପାଖକୁ ଅଫିସର ମାନେ ଯିବା ଆସିବା କରନ୍ତି,କିଏ ବଦଳି ପାଇଁ କିଏ ବଦଳି କ୍ୟାନ୍ସଲ କରିବା ପାଇଁ 😂
@jayanarayandas4237
@jayanarayandas4237 2 месяца назад
Action should be taken against that Goutam Ray as he is threatening to a Doctor on duty.
@OmmprakashRoutray-bw1jq
@OmmprakashRoutray-bw1jq 2 месяца назад
ଆପଣକ ଚ୍ୟାଲେଲ ଏଇଥିପାଇ ଆଗେଇପାରୁନି କିତୁବହୁତ ପଦପଦବି ପାଇତୁମକୁଲୋକବିଚାହିଲେନାଇ ସେଠିକାର ମେଡିକାଲର ପରିସ୍ତିତି ଯାଣିନ କିଦେଖିନ ଏସବୁକଥାତୁମର ମିଛ ଗୋଟିଏସୋସିଆଲ ମିଡିଆର ରୋଜଗାର ହୋଉଛି ସତ୍ୟବାବୁ ଏଭାଣ୍ଡାମି ନିଉଜୁରୁ ନିବୃତରହିଲେଭଲହୁଅତା ସେମେଡିକାଲରେ ଅଲ ଷ୍ଟାପ ବିଜେଡି ମାୟାଛାଡୁନାହାତି ସବୁଯାଗାରେ ଏଭଳି ଉଧାହରଣଦେବି ଆପଣକର କଟକ ସୁବାସବୋସ ଟମିନାଲରେଯେଉ ଯାତ୍ରୀବିଶ୍ରାମ ରହିବାକଥାକୁହତୁ ସେଠି ନୁଆଲୋକଟେ ରହିବାଇ ରାତ୍ର୬ଟାରେ ରୁମନାଇ ଏକଣ ସବୁଯାଗାରେ ଦଲାଲ ଏମାନକୁ ଲାଇନ ଅଫକରିବାପାଇ ରାନୀତିଲୋକମାନେ ଯୋଜନାକରୁଛତି ସେଠି ସିଡିଏମ ଓ ପୁରା ମଳୁମାରିକି ବ ଇଦସିଏ ସେଯରୋରିଯିବାଦରକାର
@adhardhal9046
@adhardhal9046 2 месяца назад
ସତ୍ୟ ପାଠର ସପାଦ କ କେତେ ଟଙ୍କା ଡାକ୍ତର ଠା ରୁ ନେଇ ଏ ସମ୍ବାଦ କହୁଛ
@akshayakumarbiswal6593
@akshayakumarbiswal6593 2 месяца назад
ଓଡ଼ିଆ ଠିକ୍ ସେ ଲେଖିବା ଶିଖ ତା ପରେ ଉତ୍ତର ଦବ 😂
@GotiMuktiAndolan_Odisha
@GotiMuktiAndolan_Odisha 2 месяца назад
ଗତ ସପ୍ତାହରେ ଜନୈକ ବିଧାୟକ ଜନୈକ କର୍ତ୍ତବ୍ଯରତ ଡାକ୍ତରଙ୍କୁ ଡାକ୍ତରଖାନା ପରିସରରେ ଅନ୍ୟମାନଙ୍କ ସହିତ ମିଶି ଗାଳିଗୁଲଜ କରିବା ଦ୍ରୁଶ୍ଯ ପ୍ରସାରିତ ହୋଇଥିଲା ଯାହା ଅତ୍ଯନ୍ତ ଚିନ୍ତାଜନକ
@lingarajsahoo2287
@lingarajsahoo2287 2 месяца назад
ମାଡ ଦେବା କଥା, ସେଟା ଦଲାଲ ହେଇ କାମ କରୁଛି. Hospital ଦୁରାବସ୍ଥା କହିଲେ ନସରେ. ବିଜେପି କେବେ ଛାଡିବ ନାହିଁ
@subhranshumohapatra3089
@subhranshumohapatra3089 2 месяца назад
Jajpur tiger Goutam Ray jindabad
@niranjanpalnsp509
@niranjanpalnsp509 2 месяца назад
ଏମାନଙ୍କ ଉପରେ ଆକ୍ସନ୍ ନିଆଯାଉ
@reetap4008
@reetap4008 2 месяца назад
ଏବେ ଅନ୍ଧ ଭକ୍ତ ମାନଙ୍କର ପେଟ ଫୁଲା ଭାଙ୍ଗି ଗଲା ନା 😠 24 ବର୍ଷ ହେଲା ଆମେ ଶାନ୍ତି ରେ ଥିଲୁ,ଆମ ଘରେ ଡକାୟତ ଦଳ, ଭ୍ରଷ୍ଟାଚାର ଦଳ ଭୋଟ ଚୋର ଦଳ,ଗୁଣ୍ଡା ଦଳ, ଭ୍ରଷ୍ଟାଚାର ଦଳ ପଶି ଯାଇଛି 😢😢 ଓଡ଼ିଶା ନର୍କ ହୋଇ ଗଲା, ଲକ୍ଷ୍ମୀ ଛଡ଼ା ହୋଇଗଲା 😢। ମୁଁ ପ୍ରଥମରୁ କହିଛି BJP ଗୁଣ୍ଡା ଦଳ ର ଅତ୍ୟାଚାର ରେ ଓଡ଼ିଆ କାନ୍ଦି କାନ୍ଦି ନବୀନ ବାବୁ ଙ୍କୁ ହିଁ ଖୋଜିବ। ଗୋଟାଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ଉନ୍ନତି କରିପାରିବ। କେନ୍ଦ୍ରୀୟ ଦଳ ସବୁ ବେଳେ ରୀମୋଟ ରେ ହିଁ ଚାଲିବ
@swatantraprajadal
@swatantraprajadal 2 месяца назад
ତମେ ଭାଇ କୋଉ ପାର୍ଟି ର ?? ତମେ ସବୁ ବେଳେ ଖାଲି ଏମିତି news ଦେଇ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି କି ତମେ ବୁଡି ଯାଉଥିବା କଂଗ୍ରେସ ପାର୍ଟି ପାଇଁ ଚାନେଲ ଖୋଲିଛନ୍ତି 😅😅
@Mishkasgarden
@Mishkasgarden 2 месяца назад
BJP DANGAKARI PARTY
@prafullatripathy7138
@prafullatripathy7138 2 месяца назад
ଏ ସରକାର ର ଅହଙ୍କାର ହେଲାଣି
@MunaBhai-qh9fl
@MunaBhai-qh9fl 2 месяца назад
ଜୟ ଜଗନ୍ନାଥ 🙏🏼 ଧନ୍ୟାବଦ୍ ସାର ଯାହା କହିଛନ୍ତି ଠିକ୍ କହିଲ 🙏🏼 (⁠^⁠^⁠) 😂ବିଜେପି ସରକାର ଖାଲି ଖାଇବା ବାଲା କହିବା ବାଲାଖାଲି ମିଛୁଆ ଚୋର ସରକାର 👎🏻 ନବୀନ ପଟ୍ଟନାୟକ ସାର ପରୀ ତାଙ୍କ କେହି ହେବ ନାହିଁ ନମ୍ବର 1 ମନ୍ତ୍ରୀ 🙏🏼
@SubhransuPandaOfficial
@SubhransuPandaOfficial 2 месяца назад
ଯଦି CDMO ବବି ଦାସ ପାଦ ଚାଟିବ ବିଜେପି କଣ ବସିକି ଦେଖିବ , କିଛି ନଜାଣି ଭିଡ଼ିଓ କରନି ।
@muodia2002
@muodia2002 2 месяца назад
Right
@deepak71nayak
@deepak71nayak 2 месяца назад
Babi ta bhitare hei Gala taku Kain dara
@GoGreen-x2d
@GoGreen-x2d 2 месяца назад
tame sata kana kahuna.
@balarammallik8766
@balarammallik8766 2 месяца назад
ଠିକ୍ କହିଛନ୍ତି ଭାଇ
@harshitapattanaik9074
@harshitapattanaik9074 2 месяца назад
Good sign
@agofamily
@agofamily 2 месяца назад
Good news
@SLNews8odia
@SLNews8odia 2 месяца назад
@MuralidharMulia
@MuralidharMulia 2 месяца назад
ଦେଶରେ ମୋଦୀ ସରକାର ଚାଲିଛି ବୋଲି କୁହା ଯାଉଛି ସେତେବେଳେ ଓଡ଼ିଶା ସରକାର ଲୋକ ସରକାର କେମିତି ହେବ?। ଏ ଲୋକଟି ବିଜେଡିରେ ଥିଲା ବିଜେପି ଆସିଥିଲା ହେବ ବୋଲି ହେଲେ ଲୋକେ ଜମା ଭୋଟ ଦେଉଁ ନାହାନ୍ତି।
@gopalkrishnapattnaik5313
@gopalkrishnapattnaik5313 2 месяца назад
C.M IS REQUESTED TO CONTROL BJP . BJP SHOULD NOT BE EQUAL TO BJD.
@bijoykumardas4173
@bijoykumardas4173 2 месяца назад
ସବୁ ନେତା ମନ୍ତ୍ରି ମାନେ ସରକାରୀ କର୍ମଚାରୀ ଉପରେ % ପାଇଁ ଚଢନତି ଆଉ କ୍ରିମିନାଲ୍ କୁ % ଦେଇ ପୋସନ୍ତି ।
@debasishpatra1366
@debasishpatra1366 2 месяца назад
This Mr Mohan CM BJP has no brain to look after the issue.
@DebendraSamal-ki2ms
@DebendraSamal-ki2ms 2 месяца назад
B J P Sarkar ka gundagiri sure😎
@ashokrout3910
@ashokrout3910 2 месяца назад
Amar Naveen best
@brpalai9015
@brpalai9015 2 месяца назад
Pura devlop heijiba odisha 😂😂😂
@dasharathadandapat7239
@dasharathadandapat7239 2 месяца назад
Right katha kahuchhanti
@soubhagyarout7991
@soubhagyarout7991 2 месяца назад
ଏହି cdmo ଜଣଙ୍କ ବିଜେଡି ର ବୋକଚl ବୁହା ଫେରିବାଲା ମୁଁ ଏହା ଅନୁଭବ କରିଛି ଏହି ଡାକ୍ତର ଙ୍କୁ ମାଡ଼ ଦରକାର l
@akshayakumarbiswal6593
@akshayakumarbiswal6593 2 месяца назад
ବାଳ ନା
@SuniaSahoo-c6h
@SuniaSahoo-c6h 2 месяца назад
ସେ ତାଙ୍କ ଗାଁ ଲୋକ
@ashokrout3910
@ashokrout3910 2 месяца назад
BJP Bahut khatarnak
@muodia2002
@muodia2002 2 месяца назад
❤❤❤❤
@sambitjena3961
@sambitjena3961 2 месяца назад
Jay Jagannath 🙏 Jay Odisha.
@rajendrakumardas9739
@rajendrakumardas9739 2 месяца назад
The employee for whome Mr Gautam Nayak was pressurising the CDMO should be placed under suspension by CDMO for violation of govt. Servant conduct rule by imparting political pressure.
@jajpurlokankakatha
@jajpurlokankakatha 2 месяца назад
ବିଜୟ ଦାସ ଜଣେ ଅତି ଗରିବ ଓ ଦଳିତ ପରିବାରର ଲୋକ। ତାଙ୍କ ସାନ ଭାଇ ଜଣେ ଦିବ୍ୟାଙ୍ଗ, ବିଜୟ ଦାସଙ୍କ ପତ୍ନୀଙ୍କ ହାତ ଭାଙ୍ଗିଯାଇଥିବା କାରଣରୁ ତାଙ୍କ ଗରିବ ଦଳିତ ପରିବାରଟି ଚଳିବା ବହୁତ କଷ୍ଟକର ହୋଇପଡିଛି। ପରିବାର ରହୁଛି ମଙ୍ଗଳପୁର ଓ ବିଜୟ ଦାସ ବିଜେପି ସମର୍ଥକ ହୋଇଥିବାରୁ ତାଙ୍କୁ 80kms ଦୂର ସୁକିନ୍ଦାରେ ପୋଷ୍ଟିଂ କରାଇଥିଲେ ପୂର୍ବ ସରକାର ଥିବା ବେଳେ ପୂର୍ବତନ ବିଧାୟକ ବବି ଦାସ ମହାଶୟ। ଏବେ ତାଙ୍କ ଦୁଃଖ ସେ ବିଜେପି ନେତା ଶ୍ରୀ ଗୌତମ ରାୟଙ୍କୁ ଆସି ଜଣାଇଲେ, ତାଙ୍କ ଦୁଃଖ ଶୁଣି ଜଣେ ଦରଦୀ ନେତା ଭାବେ ପରିଚିତ ଶ୍ରୀ ଗୌତମ ରାୟ CDMO ମହାଶୟଙ୍କୁ ଜଣାଇଲେ, CDMO ଦୁଇ ମାସ୍ ହେଲାଣି ' କରିଦେବି କରିଦେବି ' କହି କଥା ଗଡ଼ାଇ ଆସୁଛନ୍ତି ଜଣେ ବିଜେଡ଼ି ନେତାଙ୍କ ଇଙ୍ଗିତରେ... CDMOଙ୍କ ସହଯୋଗୀଙ୍କ କହିବା କଥା CDMO ମହାଶୟ କାଳେ ବବି ଦାସ ପାଦ ଧୁଆ ପାଣି ପିଇବା ଲୋକ ଟେ। ନହେଲେ ତାଙ୍କ ଫୋନ୍ ରେକର୍ଡିଂ ଖାଲି BJD ମିଡ଼ିଆ ପାଇଲା ଆଉ କେହି ପାଇଲେନି କାଇଁ ତ।
@pmdance2755
@pmdance2755 2 месяца назад
Goutam babu thik kari chanti.
@indramanipanda3539
@indramanipanda3539 2 месяца назад
ଯେଉଁ କାର ନାମା କରି ଜିତିଲେ କଣ ଯାଣିନା? ଚକ୍ଷୁ ବଂଦନ
@abinashnayak-xm1du
@abinashnayak-xm1du 2 месяца назад
Goutam sir kichhi bhulu karinahanti
@kaibalyadas3309
@kaibalyadas3309 2 месяца назад
System ru politics hatiba darkar....ni ta system kebe b thik thak chaliparibani......
@ssahu6657
@ssahu6657 2 месяца назад
The amount of pc has also been enhanced
@UdhayamGrandInn
@UdhayamGrandInn 2 месяца назад
Bjp ka gurenty hai.
@asitkumarmallik7734
@asitkumarmallik7734 2 месяца назад
BJP MGH SABU CHORA
@pramodkumarkar9039
@pramodkumarkar9039 2 месяца назад
Who is Goutam Roy ? He doesn't know his limitations. Useless.
@BinodNayak-u6i
@BinodNayak-u6i 2 месяца назад
ତୁମେ ସତ୍ୟ ନାୟକ। ତୁମ ଡକ୍ଟର ବିରଞ୍ଚି ବାରିକ ନାୟକ ଙ୍କ କଥା ଜାଣି ନାହଁ। ବହୁତ୍ ବଢେଇ ଚଢ଼େଇ କହୁଛ।
@jajpurlokankakatha
@jajpurlokankakatha 2 месяца назад
Kemiti janibe. Yeh paisa pain news karanti agyan. ONE POINT PROGRAMME. NEWS KARI PAISA MAGIBE.
@dushmantapradhan6516
@dushmantapradhan6516 2 месяца назад
ଆପଣଙ୍କ ଚାନେଲ ବାବୁ ରାଜ କୁ ଅଧିକ ପସନ୍ଦ କରେ ବୋଧେ l ଆପଣ ଦଳ କୁ ନେଇ ଖବର ଖବର ପ୍ରସାରଣ କରନ୍ତୁ ନାହିଁ l
@dineshrath2500
@dineshrath2500 2 месяца назад
G roy bast
@dwarikanathmohanty179
@dwarikanathmohanty179 2 месяца назад
Samaste gotigye larura manji. Jai BJP.
@KanhuDash-on1ri
@KanhuDash-on1ri 2 месяца назад
ପିମ୍ପୁଡ଼ି ଗାଣ୍ଡୀରେ ପର ଜାହା ଏ ନେତା ସେଇଆ
@jyotibhanjadas6499
@jyotibhanjadas6499 2 месяца назад
Good journalism 💯
@ManojKumarBarik-e9r
@ManojKumarBarik-e9r 2 месяца назад
Sir cdmo biranchi barik sir nku kn dhamak diajai nathilaki kuhantu sir
@trishuvlogs55
@trishuvlogs55 2 месяца назад
satya babu e officer babu nka bjd hang over jaini ? tenu thik achi
@padmalayaprusty4526
@padmalayaprusty4526 2 месяца назад
Above all Goutamsir is a man with problem solving behaviour. There is something communication gap
@RASHMIRANJANMALLICK-n4s
@RASHMIRANJANMALLICK-n4s 2 месяца назад
Pura criminal party. Pura odisha ku lutibe sabu mantri misi.
@Debikapriyadarsanibal
@Debikapriyadarsanibal 2 месяца назад
Tu kan janichu be Gouttam ray bisayare sie harijaiparithanti but sie loka mananka dukha bujhanti jie jajpur re jitichi ragging kariki jitichi Gouttam ray illegal re jiba loka nuha sie jane sachhot loka
@biranchinarayanmohanty4699
@biranchinarayanmohanty4699 2 месяца назад
ଗୌତମକୁ ମାସିକିଆ ବଟି ସେ ନିଅନ୍ତି ନେବେ ଏଇଟା ତାଙ୍କର ରାଜନୀତି
@jajpurlokankakatha
@jajpurlokankakatha 2 месяца назад
Kede galua ta re. Sara Jajpur aji jayen Goutam Ray nku sabuthu agey gotiye jinisa pai pasand kare se hela ki paisa niyantini boli aji b 17 barsa pare b se relevant achanti Jajpur bhali jagare politics re. Tanka career re gote b corruption ra daga nahi boli. Kuadu asuccha beh
@rajaumakantajena4066
@rajaumakantajena4066 2 месяца назад
Satya kan Congress chhadidelaki?
@sam-v4u9n
@sam-v4u9n 2 месяца назад
I am not blaming everyone. But almost bjp people are not well behaved and mannered. Full of ego and misbehaving people
@dpa9
@dpa9 2 месяца назад
0:46 PG doctor not Intern
@SmitaraniMohanty-c4d
@SmitaraniMohanty-c4d 2 месяца назад
Personal issue neiki kahiba wrong
@Satya1990_
@Satya1990_ 2 месяца назад
Hello Satya babu jajpur Ac is s Janata dal gada after 1985 Janata fal always win jajpur till 2024 no dout bjp candidate goutam ray decrease win margin of bjd bcz Pranab prakash das not contested directly here this time so goutam ray sucessful decrease the bjd voting margin bjd candidate got only 2564 margin from bjp btw goutam ray is a unlucky person no dout he is good speaker.
@biswajeetnayak527
@biswajeetnayak527 2 месяца назад
Babu goutam😂
@SanjayaNayak-dn6mu
@SanjayaNayak-dn6mu 2 месяца назад
BJP not know what is Power?
@anything_anytimegames
@anything_anytimegames 2 месяца назад
Mohan majhi kana karibe😅
@akpanda833
@akpanda833 2 месяца назад
Not from BJP
@MyEducationMap
@MyEducationMap 2 месяца назад
Sir,Gautam ray houchi gote gunda aau chorata, sethipain se jajpur ru harichi.
@AjaykumarMallick-f7h
@AjaykumarMallick-f7h 2 месяца назад
ଓଡ଼ିଶାରେ ବ ର୍ତ ମାନ ଗୋଟେ ମୂର୍ଖ ସର କା ର ଚା ଲିଛି ଏ ମା ନ ଙ୍କ ଠା ରୁ ଅ ଧି କ ଆ ଶ କରିବା ଭୁଲ
@GoGreen-x2d
@GoGreen-x2d 2 месяца назад
eita gote bisrunkhala bjp neta nka .
@Batakusnajena
@Batakusnajena 2 месяца назад
Otv. Kanak t,v,bala kuadegale godimidia
@Evil_Jivan
@Evil_Jivan 2 месяца назад
ତୁ ଶଳା କିଛି ଜାଣିନୁ... ସେଇ ଲୋକ ବିଷୟରେ ଆଗେ ଜାଣେ... ସେ ଲୋକ ଟା କି ଅସୁବିଧାରେ ଅଛି... Ac ରୁମ ରେ ବସିକି ଭାଷଣ ବାଜି କରନା...
Далее
Гаджет из даркнета 📦
00:45
Просмотров 158 тыс.
BJD, Congress Target BJP Govt Over Subhadra Scheme
7:39