Тёмный

Brinjal wilting control 2 ଦିନରେ ଝଉଁଳା ରୋଗ ଶେଷ Top fungicide 

KRUSHI SAMPADA
Подписаться 149 тыс.
Просмотров 7 тыс.
50% 1

Brinjal wilting
Control
2 ଦିନରେ ବାଇଗଣ ର ଝାଉଁଳା ରୋଗ ଶେଷ
Top fingicde
How do you control wilting in Brinjal
What causes wilting in Eggplant
How do you control bacterial wilt in Brinjal
Bacterial wilt in Brinjal
Fungal wilt in Brinjal
Nematode wilt in Brinjal
Welcome To Our RU-vid Channel KRUSHI SAMPADA
Krushi Sampada RU-vid Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
Thanking you
Krushi Sampada
#krushisampada #odia #wilting

Опубликовано:

 

18 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 40   
@gayadharsahoo9683
@gayadharsahoo9683 2 месяца назад
Very very useful information and please sir make a video for mula sadha disease of vegetables in rainy season also...pls sir
@krushisampada
@krushisampada 2 месяца назад
Thank you
@prakashchandrarout-di1bz
@prakashchandrarout-di1bz 2 месяца назад
Carbandazyme 87%wp drinching karantu mulare
@Suraj-li2xo
@Suraj-li2xo 2 месяца назад
Makka farming upare gotia video
@matilalpadhan-te3eb
@matilalpadhan-te3eb 2 месяца назад
Harada ra jhaunla roga bisayare video banantu
@krushisampada
@krushisampada 2 месяца назад
Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ Drenching କରନ୍ତୁ।
@mr.jagabandhusamal3534
@mr.jagabandhusamal3534 2 месяца назад
Nice
@krushisampada
@krushisampada 2 месяца назад
Thanks
@jayantasahoo593
@jayantasahoo593 2 месяца назад
Namaskar angya. Lembu gachha re poka lagiba and patra moda moda heba painee kana karajiba sir. Vala lembu kipari heba dayakari kahibe.
@rohonmagura8428
@rohonmagura8428 Месяц назад
Pana chasa pae kichhi kuha
@prakashchandrarout-di1bz
@prakashchandrarout-di1bz 2 месяца назад
Grafted chara bisaya re lokanku janantu jhaunla ra tension khatam
@agricultureislife2024
@agricultureislife2024 2 дня назад
Sir baigan re phula asichi but upara patra gote gote jhauni jauchi kana pakeiba
@krushisampada
@krushisampada 2 дня назад
କାଣ୍ଡ ବିନ୍ଧା ପୋକ ଲାଗିଛି।Coragen drum ପ୍ରତି 7ml ହିସାବରେ ସ୍ପ୍ରେ କରନ୍ତୁ
@deepakdehury2364
@deepakdehury2364 2 месяца назад
Bims pain sir kn Sara deba
@ManojSahoo-z9z
@ManojSahoo-z9z Месяц назад
ଊପର ପତର ସଵ୍ୟବୁ ପୋକ କାଟୁଚି ଆଉ କଣ ଅସୁଵୀଧା ଦୁର ହେଵ କହିଵାରେ ସାହାଯ୍ୟରେ ଜଣେଈବ ଅରଵିନ୍ଦ ସାରେ ଜୟ ଜଗନ୍ନାଥ ଫସଲରେ କିରୋଗ ଲାଗୁଚି ଔଷଧ ଲେଖି ଠିକ ରେ କୁହନ୍ତୁ ଜାଣନ୍ତୁ ଫୁଲଫଳ କିପରିହବ ତାହା କହିଵ ଛାତ ଉପରେ କେମିତି କଣ ହବ ଅସୁଵିଧା ହବନିତାହା ଜଣେଈଵ୍ୟ ଜୟ ଜଗନ୍ନାଥ 🙏🏻🙏🏻🕉️
@sipun766
@sipun766 2 месяца назад
Sir bausa (bamboo) gacha mariba pai upaya kichi achi ki ❤
@KRISHNASahoo-cn6qx
@KRISHNASahoo-cn6qx 2 месяца назад
Bada baelgan gacha jauluchi phula phala helani kan kale vhala haba
@MardarajBanua-gy3sh
@MardarajBanua-gy3sh 2 месяца назад
Mu aapanka padhhati anusare 1 acre nua kari chasa karuchhi sir reply me
@sapankumarmahakud4316
@sapankumarmahakud4316 2 месяца назад
ବାଇଗଣ ରେ ପ୍ରବଳ ପୁକ ହଉଚି କଣ ଦବା ସାର ଟିକେ କୁହନ୍ତୁ
@pradeepdigal1157
@pradeepdigal1157 2 месяца назад
Sir ବାଗଣରେ ପିମ୍ପୁଡ଼ି ଲାଗିଲେ କୋଉ ଓଷଧ ପ୍ରୟୋଗ କରାଯାଏ
@krushisampada
@krushisampada 2 месяца назад
ବାଇଗଣ ଫସଲରେ ଜଉ ପୋକ ବା ଦହିଆ ପୋକ ଲାଗିଲେ ପିମ୍ପୁଡ଼ି ଲାଗିଥାଏ।Diafenthiuron 50%WP lit ପ୍ରତି 2gm ବା Movento lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@akshayjena4063
@akshayjena4063 Месяц назад
ବାଇଗଣରେ କାଣ୍ଡ ବିନ୍ଧା ପାଇଁ କ'ଣ କରିବା ଆବଶ୍ୟକ?
@sidhantaPradhan-w8o
@sidhantaPradhan-w8o 2 месяца назад
Mutha ghasa mariba kipari
@krushisampada
@krushisampada 2 месяца назад
କେଉଁ ଫସଲ ରେ ଘାସ ଅଛି
@RajeshTakri-jt5km
@RajeshTakri-jt5km 2 месяца назад
Sir.moka.grat.pai.vidia.banantu
@MuralidharBehera-zr3ui
@MuralidharBehera-zr3ui 2 месяца назад
Kalara gachha re patra mocha roga pai pratisedhaka kana achhi
@krushisampada
@krushisampada 2 месяца назад
ଫସଲ ର 15-20 ଦିନରେ ନିମ୍ବ ତେଲ lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ। ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।ଫସଲ ରେ potash ସାର ମୂଳ ସାର ହିସାବରେ ଓ ଫୁଲ ଆସିବା ପୂର୍ବରୁ ଥରେ ପ୍ରତିଷେଧକ ଭାବେ ବ୍ୟବହାର କରନ୍ତୁ
@localmastitime5262
@localmastitime5262 Месяц назад
ବାଇଗଣ ଫସଲରେ tricoderma ପ୍ରୟୋଗ କରିବାର ପୂର୍ବ 15 ଦିନ ମଧ୍ୟରେ ଏବଂ ପର 15ଦିନ ପର୍ଯ୍ୟନ୍ତ କୌଣସି ରାସାୟନିକ ସାର ପ୍ରୟୋଗ କରାଯାଏନି ତେବେ ଏପରି ପରିସ୍ଥିରେ ସାର ପରିଚାଳନା କରିବା କିପରି? ମୂଳସାର ହିସାବରେ କେଉଁ ସାର ପ୍ରୟୋଗ କରିବା?
@krushisampada
@krushisampada Месяц назад
ମୂଳ ସାର ରେ DAP ଏକର ପ୍ରତି 50kg ଓ potash 25kg ପ୍ରୟୋଗ କରନ୍ତୁ।10-15ଦିନ ପରେ Tricgoderma ଗୋବର ଖତ ସହ ମିଶାଇ ପ୍ରୟୋଗ କରନ୍ତୁ
@mrutyunjaydas8055
@mrutyunjaydas8055 2 месяца назад
sir ବଡ଼ ଓଉ ଗଛ ରେ ଓଉ ହୋଇଛି କିନ୍ତୁ ଜଡି ଯାଉ ଛି କଣ କରିବା sir ଟିକେ kuntu ପ୍ଲିଜ଼ sir
@krushisampada
@krushisampada 2 месяца назад
ପ୍ରତି ବର୍ଷ ସାର ଓ ଗୋବର ଖତ ପ୍ରୟୋଗ କରନ୍ତୁ। ବର୍ତମାନ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@raj_odia_shayari
@raj_odia_shayari 2 месяца назад
Baigan gachar କଅଁଳିଆ daanga ଝାଉଁଳି ଯାଉଛି ତାକୁ ଭାଙ୍ଗିଲେ ପୋକ ବାହାରୁଛି କୋଉ ମେଡିସିନ ପକେଇଲେ ଠିକ୍ ହେବ
@krushisampada
@krushisampada 2 месяца назад
ବାଇଗଣ ଫସଲରେ କାଣ୍ଡ ବିନ୍ଧା ପୋକ ଲାଗିଲେ ଅଗ ପତ୍ର ଝାଉଁଳି ଯାଇଥାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାନ୍ତ ପତ୍ର କୁ ଛିଣ୍ଡାଇ ନଷ୍ଟ କରନ୍ତୁ। ଜମି ରୁ ଘାସ ସଫା କରନ୍ତୁ।ଆଲୋକ ଯନ୍ତା ଏକର ପ୍ରତି 2ଟି ବ୍ୟବହାର କରନ୍ତୁ। Chlorontraniliprole 18.5%SC drum ପ୍ରତି 6ml ବା Spinosad 45%SC drum ପ୍ରତି 5ml ବା Cartap hydrochloride 50%SP lit ପ୍ରତି 2gm ବା Novaluron 5.2%+Indoxacarb 4.5%SC lit ପ୍ରତି 1.75ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@jaykissan893
@jaykissan893 2 месяца назад
Baigan ra size bada and chikkan kariba pain kn karibaku padiba sir🙏
@mrutyunjaydas8055
@mrutyunjaydas8055 2 месяца назад
Sir ପୂଣ୍ଣିମା ଧାନ10 kg ତଳି ରେ sir ଗୋମର ପଟାସ ୟୁରିଆ 10 kg ପକାଇ dhichi ଭୁଲରେ ପ୍ଲିଜ଼ sir କଣ ତଳି ର କଣ ଅସୁବିଧା ହବ କି ଆଉ କଣ kribhb ଟିକେ କୁହନ୍ତୁ ପ୍ଲିଜ଼ 😢😢
@krushisampada
@krushisampada 2 месяца назад
ଯଦି ଗୋବର ଖତ ପ୍ରୟୋଗ କରି ନାହାନ୍ତି ତେବେ BIOZYME ବା SAGARIKA 1-2kg ପ୍ରୟୋଗ କରନ୍ତୁ।
@mrutyunjaydas8055
@mrutyunjaydas8055 2 месяца назад
@@krushisampada 10 kg ସାର ଅଧିକ ହୁଇଗଲା କି sir କଣ ଅସୁବିଧା ହବ କି ତଳି ରେ ଟିକେ kuntu ପ୍ଲିଜ଼ sir
@mr.jagabandhusamal3534
@mr.jagabandhusamal3534 2 месяца назад
Sir Aapank phone number diantu sir please
Далее
Bike Vs Tricycle Fast Challenge
00:43
Просмотров 14 млн
У НАС ДОМА ЗАВЕЛАСЬ КРЫСА 🐀
01:00
ДОМИК ДЛЯ БЕРЕМЕННОЙ БЕЛКИ #cat
00:38
Bike Vs Tricycle Fast Challenge
00:43
Просмотров 14 млн