ଜୟ ଜଗନ୍ନାଥ
ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଉପରେ ଆଧାରିତ କବି ଶ୍ରୀ ବନମାଳୀ ଦାସ ଙ୍କ ରଚିତ ଏହି ଓଡିଶୀ ସଂଗୀତ ପରମ୍ପାରିକ ସ୍ବରରେ ପରିବେଷଣ କରିବାକୁ ଚେଷ୍ଟା କରିଛୁ।
ପ୍ରଥମେ #ମଣି_ବିମାନେ ଗୋବିନ୍ଦ...
ଦ୍ବିତୀୟ ରେ #ଦେଖଗୋ ରାଧାମାଧବ ଚାଲି...
ଓ ତୃତୀୟ ରେ #ସାରି_ବାରି_ବିହାର...
ଶ୍ରୀଜୀଉ ମାନେ ଶ୍ରୀମନ୍ଦିର ରୁ ବାହାରି ନରେନ୍ଦ୍ରରେ ଜଳକ୍ରୀଡା ସାରି ପୁନଃ ଶ୍ରୀମନ୍ଦିର କୁ ଫେରୁଥିବାର ନିଚ୍ଛକ ଦୃଶ୍ୟ କବିଙ୍କ ରଚିତ ପ୍ରବନ୍ଧ ଗୁଡିକରେ ଦେଖିବାକୁ ମିଳିଛି।
ଏହାକୁ ସଂଗୀତରେ ସଜାଇଛନ୍ତି ଗୁରୁଶ୍ରୀ ହରିଶ୍ଚନ୍ଦ୍ର ଦାସ
ବେହେଲା ରେ ଦେବାଶିଷ ଦାସ
ମର୍ଦ୍ଦଳ ରେ ମାଧବ ଶ୍ରୀନନ୍ଦନ
Jay Jagannath
We have tried our best to perform this Odishi traditional music in traditional way which is based on the Chandan Yatra of Lord Shri Jagannath and is originally arranged by one of the great poet of odisha Shri banamali das.
Firstly Mani Bimane Govind...
Next Dekhago Radhamadhaba Chali...
And last but not the least Saribari bihara...
The poet has briefly decribed the whole scenario starting with how Shri Jeeu coming out from the temple to Narendra and finishing the Jala Krida their and again returning back to the temple.
Music Arranged by Guru Harishchandra Das
Violin - Debashis das
Mardala - Madhab Srinandan
Please use headphones for better sound Effects
21 сен 2024