Тёмный

class 6 science chapter 2 question and answer odia medium | types of foods 

Must Watch
Подписаться 416 тыс.
Просмотров 310 тыс.
50% 1

Video Title- class 6 science chapter 2 question and answer odia medium
#class6science
#class6scienceodia
#class5schapter2
#typesoffoods
Like, Comment, Share and Subscribe our channel:-
Subscribe Channel: / @odiaeducationpoint
Telegram: t.me/odia_educ...
୩ । ଦୁଇଟି ବା ତିନୋଟି ବାକ୍ୟରେ କାରଣ ଲେଖ ।
(କ) ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ ।
ଉ-(କ) ତନ୍ତୁ ଖାଦ୍ୟ ନଳୀରୁ ମଳ ବାହାର କରିବାରେ ସାହାଯ୍ୟ କରେ ।
(ଖ) ପେଟରୁ ପଳ ଭଲଭାବର ବାହାରି ନଗଲେ ଶରୀରରେ ବିଭିନ୍ନ ତେଗ ହୋଇଥାଏ, ତେଣୁ ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା
ଆବଶ୍ୟକ ।
(ଖ) ଆମିଷ ଖାଉ ନଥୁବା ପିଲା ଅଧ୍ବକ ପରିମାଣର କ୍ଷୀର, ଡାଲି, ବାଦାମ ଖାଇବା ଆବଶ୍ୟକ।
ଉ-(କ) ଆମିଷ ଖାଦ୍ୟ, ଯଥା- ମାଛ, ମାଂସ, ଅଣ୍ଡାରେ ପୃଷ୍ଟିସାର । ଅଧୁକ ଥାଏ।
(ଖ) ଆମିଷ ଖାଉ ନଥିବା ପିଲା କ୍ଷୀର, ଡାଲି, ବାଦାମ ଖାଇଲେ ସେଥିରୁ ପୃଷ୍ଟିସାର ପାଇ ପାରିବ । କାରଣ ପୃଷ୍ଟିସାର ପିଲାକୁ ବଢ଼ିବାରେ ସାହାଯ୍ୟ କରିଥାଏ ।
(ଗ) ଚକ୍ରଧରକୁ ଅନ୍ଧାରରେ ଦେଖାଯାଉନାହିଁ ।
ଉ-(କ) ଭିଟାମିନ୍ 'A' ଅଭାବରୁ ଅନ୍ଧାରକଣା ରୋଗ ହୁଏ । ଏହି ରୋଗ ହେଲେ ଅନ୍ଧାରରେ ଦେଖାଯାଏ ନାହିଁ ।
(ଖ) ଚକ୍ରଧରକୁ ଏହି ରୋଗ ହୋଇଥିବାରୁ ସେ ଅନ୍ଧାରରେ ଦେଖୁ ପାରୁ ନାହିଁ ।
(ଘ) ପିଲାମାନଙ୍କର ପୃଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ବେଶୀ।
ଉ-(କ) ପିଲାମାନେ କ୍ରମେ ଛୋଟରୁ ବଡ଼ ହୋଇଥାନ୍ତି, ସେମାନଙ୍କର ଶରୀରର ବୃଦ୍ଧି ଶୀଘ୍ର ହୋଇଥାଏ ।
(ଖ) ପୃଷ୍ଟିସାର ଜାତୀୟ ଖାଦ୍ୟ ବଢ଼ିଦାରେ ସାହାଯ୍ୟ କରେ । ତେଣୁ ପିଲାମାନଙ୍କର ପୃଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ବେଶୀ ।
(ଙ) ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଅଧିକ ।
ଉ-(କ) ପାହାଡ଼ିଆ ଅଞ୍ଚଳରେ ଚାଷ ହେଉଥିବା ଖାଦ୍ୟ ପଦାର୍ଥରେ ଆୟୋଡିନ୍ ନ ଥାଏ।
(ଖ) ରକ୍ତରେ ଆୟୋଡ଼ିନ୍ ଅଭବାରୁ ଗଳଗଣ୍ଡ ରୋଗ ହୁଏ । ତେଣୁ ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଅଧିକ।
7. ଶିଶୁର ଖାଦ୍ୟର ଆବଶ୍ୟକତା।
(କ) ଶରୀର ବୃଦ୍ଧିପାଇଁ ଖାଦ୍ୟ |
(ଖ) ମାନସିକ ବିକାଶ ପାଇଁ ଖାଦ୍ୟ ଆବଶ୍ୟକ ।
(ଗ) ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ ।
(ଘ) ଦାନ୍ତ ଓ ହାଡ଼ ଗଠନ ତଥା ଶକ୍ତ ପାଇଁ ଖାଦ୍ୟ ଆବଶ୍ୟକ ।
ବୃଦ୍ଧର ଖାଦ୍ୟର ଆବଶ୍ୟକତା
(କ) କାମ କରିବା ପାଇଁ ଶକ୍ତି ଯୋଗାଇବ ।
(ଖ) ଶରୀରକୁ ସୁସ୍ଥ ରଖିବାପାଇଁ ଖାଦ୍ୟ ଆବଶ୍ୟକ।
(ଗ) ବିଭିନ୍ନ ଯନ୍ତର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ଶକ୍ତି ଦରକାର।
(ଘ) ହାଡ଼କୁ ନିରୋଗ ବା ପାଇଁ ଖାଦ୍ୟ ଆବଶ୍ୟକ ।

Опубликовано:

 

15 апр 2021

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии    
Далее
ИСЧЕЗНИ ВОДУ ДО КОНЦА
00:43
Просмотров 495 тыс.
Ozoda - Lada (Official Music Video)
06:07
Просмотров 1,8 млн
Class vi science chapter - 3 Question answer (odia)
9:21
ИСЧЕЗНИ ВОДУ ДО КОНЦА
00:43
Просмотров 495 тыс.