Тёмный

CM kisan apply odisha || ଜଣାନ୍ତୁ କେଉଁ ମାନେ ପାଇବେ ଏବଂ କେତେ ଟଙ୍କା ପାଇବେ | registration process 

SANJAY DAS
Подписаться 70 тыс.
Просмотров 71 тыс.
50% 1

portal link cmkisan.odisha...
krushak odisha registration • KRUSHAK ODISHA CORRECT...
ସିଏମ୍ କିଷାନ ପୋର୍ଟାଲ ଉଭୟ ସିଏମ୍ କିଷାନ ଓ ପିଏମ୍ କିଷାନ ଯୋଜନା ନିୟମାବଳୀ ଅନୁଯାୟୀ ଯୋଗ୍ୟ କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଏକକ ମାଧ୍ୟମ | ଏହି ପୋର୍ଟାଲରେ ଗ୍ରାମାଞ୍ଚଳର କ୍ଷୁଦ୍ର, ନାମମାତ୍ର କୃଷକ ଓ ଭୂମିହୀନ କୃଷି ପରିବାର ସିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବେଦନ କରିପାରିବେ | ସେହିପରି, ଏହି ପୋର୍ଟାଲରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ବର୍ଗର ଯୋଗ୍ୟ ଚାଷଜମି ଥିବା କୃଷକ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବେଦନ କରିପାରିବେ |
ରାଜ୍ୟରେ କୃଷି ଓ କୃଷକର ଉନ୍ନତି ସାଧନ ନିମିତ୍ତ ସରକାର ସଦାତତ୍ପର ରହିଛନ୍ତି I କାରଣ କୃଷି ରାଜ୍ୟର ଅଧିକାଂଶ ପରିବାରର ସାମାଜିକ ଓ ଆର୍ଥିକ ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ଏବଂ ରାଜ୍ୟର ୬୦ ଭାଗ ଜନସାଧାରଣ ସେମାନଙ୍କ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭରଶୀଳ | ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନେ କୃଷିକୁ ନିଜର ଜୀବିକା ଭାବରେ ଗ୍ରହଣ କରିଥାନ୍ତି | ଏହା ବ୍ୟତୀତ ଏକ ମୁଖ୍ୟ ଭାଗ ଭାବେ ଭୂମିହୀନ କୃଷି ପରିବାର କୃଷି କାର୍ଯ୍ୟରେ ନିୟୋଜିତ ହୋଇ ଦିନ ମଜୁରୀ ସହାୟତାରେ ପରିବାର ପ୍ରତିପୋଷଣ କରନ୍ତି | ଏମାନେ ସର୍ବଦା ଆର୍ଥିକ ଅନଟନର ସମ୍ମୁଖୀନ ହୋଇ ଜୀବନ ନିର୍ବାହ କରନ୍ତି | ଏ ସମସ୍ତ ଅଭାବୀ ଚାଷୀକୁଳକୁ କିଛିଟା ଆର୍ଥିକ ସ୍ୱାବଲମ୍ବୀ କରିବାପାଇଁ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଏହି କୃଷକ କଲ୍ୟାଣକାରୀ ଯୋଜନା ସି ଏମ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହା ଏକ ପ୍ରଗତିଶୀଳ ତଥା କୃଷକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଭଳି ଯୋଜନା | ଏହା ଦ୍ୱାରା ରାଜ୍ୟର ଶତକଡା ୯୨ ଭାଗ କ୍ଷୁଦ୍ର, ନାମମାତ୍ର ଚାଷୀ , ଋଣୀ, ଅଣ ଋଣୀ ଚାଷୀ ଓ ଭୂମିହୀନ କୃଷି ପରିବାର ଉପକୃତ ହୋଇ ପାରିବେ |
ସିଏମ୍ କିଷାନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟ ଉପାଦାନ
ଚାଷ ପାଇଁ ଚାଷୀଙ୍କୁ ସହାୟତା
ଏହି ଉପାଦାନ ଅଧୀନରେ ରାଜ୍ୟର ସମସ୍ତ ଯୋଗ୍ୟ ବିବେଚିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ନିମନ୍ତେ ପ୍ରତ୍ୟେକ ଫସଲ ଋତୁପାଇଁ ୨୦୦୦ ଟଙ୍କା ହିସାବରେ ବାର୍ଷିକ ୪୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି I ଏହି ସହାୟତା ରାଶି ବିନିଯୋଗ କରି ଚାଷୀ ନିଜର ମନମୁତାବକ ଚାଷ ସାମଗ୍ରୀ, ଯଥା ବିହନ, ସାର, କୀଟନାଶକ କ୍ରୟ କରିବା ସହିତ ଚାଷ କାର୍ଯ୍ୟରେ ଦରକାର ହେଉଥିବା ଶ୍ରମିକ ମଜୁରୀ ଓ ଅନ୍ୟାନ୍ୟ ଚାଷ ଖର୍ଚ୍ଚ ଭରଣା କରିପାରିବେ |
ଭୂମିହୀନ କୃଷି ପରିବାରଙ୍କ ପାଇଁ ଜୀବନ ଜୀବିକା ସହାୟତା
ଏକାକୀ ଶ୍ରମିକ ମଜୁରୀ ଆୟ ଯଥେଷ୍ଟ ନ ଥିବାରୁ ଗ୍ରାମାଞ୍ଚଳରେ ଭୂମିହୀନ ଚାଷୀ ପରିବାରଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି କାର୍ଯ୍ୟକ୍ରମ ଯଥା ପଶୁପାଳନ, ମତ୍ସ୍ୟଚାଷ ଓ ଉଦ୍ୟାନକୃଷି ବୃତ୍ତି ସେମାନଙ୍କର ଆର୍ଥିକ ଉନ୍ନତି ଓ ଉନ୍ନତ ଜୀବନ ଧାରଣରେ ବିଶେଷ ଗୁରୁତ୍ୱ ବହନ କରେ ଓ ସହାୟକ ହୋଇ ପାରିଥାଏ I ଏହି କାର୍ଯ୍ୟକ୍ରମ ଗୁଡ଼ିକ ହେଲା
କ୍ଷୁଦ୍ର ଛେଳି ଚାଷ ୟୁନିଟ
କ୍ଷୁଦ୍ର ଅଣ୍ଡା ଦିଆ କୁକୁଡ଼ା ୟୁନିଟ
ଦ୍ଵିମୁଖୀ ସ୍ୱଳ୍ପ ସାମଗ୍ରୀ ବୈଷୟିକ ପକ୍ଷୀ ୟୁନିଟ
ବତକ ୟୁନିଟ
ମତ୍ସ୍ୟଜୀବିଙ୍କୁ ମତ୍ସ୍ୟ ଉପକରଣ ଯୋଗାଣ
ଛତୁ ଚାଷ
ମହୁ ଚାଷ
ଗୋପାଳନ
ଟସର ଚାଷ
ଏହି ଉପାଦାନରେ ପ୍ରତ୍ୟେକ ଯୋଗ୍ୟ ଭୂମିହୀନ କୃଷି ପରିବାର ନିଜ ପସନ୍ଦର ଯେ କୌଣସି ଗୋଟିଏ ଜୀବନ ଜୀବିକା କାର୍ଯ୍ୟକ୍ରମ ସ୍ଥିର କରିବାର ସୁଯୋଗ ରହିଛି I ପ୍ରତ୍ୟେକ ପରିବାର ନିମନ୍ତେ ଯେ କୌଣସି ବୃତ୍ତି ଆପଣାଇବା ପାଇଁ ଏକକ ଖର୍ଚ୍ଚ ଅଟକଳ ୧୨ ହଜାର ୫୦୦ ଟଙ୍କା ସମୁଦାୟ ତିନୋଟି କିସ୍ତିରେ ଯଥା ୫୦୦୦ ଟଙ୍କା, ୫୦୦୦ ଟଙ୍କା ଓ ଶେଷ କିସ୍ତିରେ ୨୫୦୦ ଟଙ୍କା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି I
କୃଷି ବିଦ୍ୟାନିଧି ଯୋଜନା
ସିଏମ୍ କିଷାନ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କ ଶିକ୍ଷାର ପ୍ରଗତି ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ବୃତ୍ତିଗତ ତଥା ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ 'କୃଷି ବିଦ୍ୟାନିଧି ଯୋଜନା' କାର୍ଯ୍ୟକାରୀ କରାଯାଉଛି । ଏହାଦ୍ଵାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାରଙ୍କର ମେଧାବୀ ଛାତ୍ର/ଛାତ୍ରୀ ମାନେ ଉଚ୍ଚଶିକ୍ଷI ନିମନ୍ତେ ପ୍ରୋତ୍ସାହିତ ହେବେ । ଚାଷୀ ପରିବାରର ଭବିଷ୍ୟତ ସେମାନଙ୍କ ପିଲାମାନଙ୍କର ବିକାଶ ଉପରେ ନିର୍ଭର କରୁଥିବାରୁ 'କୃଷି ବିଦ୍ୟାନିଧି ଯୋଜନା' ସେମାନଙ୍କ ପରିବାରର ସାମାଜିକ ଓ ଆର୍ଥିକ ପ୍ରଗତିରେ ସହାୟକ ହେବ ।

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 409   
@sangitasushree9177
@sangitasushree9177 11 дней назад
ଭୂମି ହୀନ ପାଇଁ କେମିତି apply hue se process ra vdo ଆଣନ୍ତୁ
@rakeshdas4772
@rakeshdas4772 11 дней назад
Sanjay Bhai nka pain gote like ହେଇଯାଉ
@golamahmedyarkhan2083
@golamahmedyarkhan2083 11 дней назад
ଭୂମି ହିନ ଚାଷୀ କୃଷକ ଓଡ଼ିଆ ପୋର୍ଟାଲ ରେ କେମିତି ଆବେଦନ କରିବେ ଜଣେଇବେ
@shussain8555
@shussain8555 11 дней назад
ଭାଇ ତମ video ର ଆପେକ୍ଷିଆ every video was tremendous.
@Sanjuodisha
@Sanjuodisha 11 дней назад
Ty❤️❤️
@BhabaniroutDipa
@BhabaniroutDipa 10 дней назад
Vai please reply me mo maa nkr bhumi hina re padi jaichi mistake re taku au change kari hebani
@mbpradhan406
@mbpradhan406 10 дней назад
​@@Sanjuodisha Bhai valid computer certificate kouthi milib
@sureshmishra7282
@sureshmishra7282 11 дней назад
1 ପଟ୍ଟାରେ 3 ଜଣଙ୍କର ନାମରେ ଅଛି, ସେଥରୁ ମୋର ଜଣଙ୍କର ନାମରେ କେତେ acre ଏଣ୍ଟ୍ରି କଲେ, ଯୋଗ୍ୟ ବିବେଚିତ ହେବ l Total Acre 8.73 ଡିସମିଳ ଅଛି, ମୋର ନାମରେ ରାସନ card ମଧ୍ୟ ଅଛି l
@pradeepkumarsethi4624
@pradeepkumarsethi4624 11 дней назад
Bhai Jay Jagannath Thanks bhai
@Ajitkumar-ol7vt
@Ajitkumar-ol7vt 11 дней назад
ଭାଇ ମୋର ହିତାଧିକାରୀ ଅପସନ ହିଁ ନାହିଁ କି ଏ ମଧ୍ୟ ରୁ କୋଣସି ଟି ଦେଖାଉନି ଯେମିତିକି ମୁଖ୍ୟ ପୃଷ୍ଠା, ଚାଷୀଙ୍କ ନିମନ୍ତେ etc.... କଣ କରିବା ku ପଡିବ ଭାଇ ଟିକେ ଜଣେଇବେ
@statuscom4527
@statuscom4527 11 дней назад
menu bar re paibo bhai
@sanjibkumarmohanta909
@sanjibkumarmohanta909 11 дней назад
​@@statuscom4527Kouthi man menu option auchi bhai
@kanheigouda8650
@kanheigouda8650 11 дней назад
Jadi phone re dekhucha ta dekstop site off kariki dekha 3 dot option deba 👍
@Sanjuodisha
@Sanjuodisha 11 дней назад
Phone re desktop site mode on kariki karo chrome re
@sanjibkumarmohanta909
@sanjibkumarmohanta909 11 дней назад
@@kanheigouda8650 TnQ bhai
@aryantandi1995
@aryantandi1995 10 дней назад
Hum aap ke sath hai👍🙏 jay Jagannath
@sritamcreation8823
@sritamcreation8823 5 дней назад
Sanjay sir I am your big fan❤
@keshabpujari6899
@keshabpujari6899 11 дней назад
ଭାଇ ମୋର CM କିସାନ ଲିଷ୍ଟ ରେ ନାମ ନାହିଁ କିନ୍ତୁ PM କିସାନ ଲିଷ୍ଟ ରେ ନାମ ଅଛି ,କଣ କରିବା କୁ ପଡ଼ିବୋ ଭାଇ
@digitalentertainmentKunu
@digitalentertainmentKunu 10 дней назад
ଭାଇ ମୋ ବାପା ଚାକିରି କରିଥିଲେ ମା କୁ ଏବେ ପେନସନ ମିଳୁଚି ଆମର ଜାଗା ବିଲ ବାଡି କିଛି ନାହି ଆମକୁ ଭୂମି ହିନ ମିଳିବ କି ନାହିଁ ଟକେ କୁହ। ଭାଇ ଆମେ ବହୁତ୍ ହଇରାଣ ହେଉଚୁ ପ୍ଲିଜ 😢
@sagarbasantia3459
@sagarbasantia3459 10 дней назад
Please make a video on change of landless to small and marginal farmers
@soumyaranjansahoo2392
@soumyaranjansahoo2392 4 дня назад
ଭାଇ ଭୂମିହୀନ ତାଲିକାରେ ନାମ ଅଛି କିନ୍ତୁ ଟଙ୍କା ମିଳି ନାହିଁ। କଣ କଲେ ମିଳିବ?
@ksm9822n
@ksm9822n 10 дней назад
ବହୁତ ବହୁତ ଧନ୍ୟବାଦ
@arunvlogs6750
@arunvlogs6750 10 дней назад
TQ for good information bro❤❤
@pintupangi9291
@pintupangi9291 8 дней назад
Thank u vai 🎉
@alltypes4127
@alltypes4127 11 дней назад
ଭାଇ ଲିଷ୍ଟ ରେ ନା ଅଛି ହେଲେ ଆକାଉଣ୍ଟ କୁ ପଇସା ଆସିନି 😢
@Tech_boy_bibek
@Tech_boy_bibek 11 дней назад
Aadhar link account check kar
@CmNenaArt
@CmNenaArt 11 дней назад
ହଁ କାହାରି ଆସି ନି
@srinivasbarik4336
@srinivasbarik4336 11 дней назад
​@@Tech_boy_bibekmora bi sehi problem aadhaar link bank account check kali kintu asini
@Sanjuodisha
@Sanjuodisha 10 дней назад
Kyc heichi??
@radheexpressvlogs9962
@radheexpressvlogs9962 9 дней назад
Yes heichi but paisa asini​@@Sanjuodisha
@tech.digital4887
@tech.digital4887 День назад
Bhai କୃଷକ ଓଡ଼ିଶା ରେ mutation date ta (2021 )automatically show କରୁଛି but cm କିସାନ ଯୋଜନା ରେ apply କଲା ବେଳେ ସେ ପ୍ଲଟ ହିଁ ସୋ କରୁନି ତ କଣ କରିବା କିଛି କୁହ । ( 2021 ଟା edit ବି କରିହଉନି କୃଷକ ଓଡ଼ିଆ portal re)
@rajendrasahu4551
@rajendrasahu4551 21 час назад
Joint ପଟା ଥିଲେ share କେମିତି ବାହାର କରିକି ପକାହେବ
@ganeshpatra4406
@ganeshpatra4406 11 дней назад
Krushi Vidya nidhi yojana about re video karantu
@jhunalatakodamasingh5165
@jhunalatakodamasingh5165 11 дней назад
Thank you 🙏🏽very nice information.
@timenewsonlyjayjagannath7915
@timenewsonlyjayjagannath7915 9 дней назад
Super
@soumendranayak2368
@soumendranayak2368 11 дней назад
Kalia yojana jie pauthile semane kn au thare apply karibe ...
@Ksm955n
@Ksm955n 10 дней назад
ଧନ୍ୟବାଦ ଭାଇ
@NARAYANJENA-gb9vs
@NARAYANJENA-gb9vs 11 дней назад
ଧନ୍ୟବାଦ୍ ଭାଇ ମୁଁ ଲିଷ୍ଟ ଦେଖୁଥିଲି ଆମର ନାଁ ଅଛି 😊
@skl5278
@skl5278 11 дней назад
Hitadhikari option kouthi achhi, mu pauni
@dlstatus6253
@dlstatus6253 11 дней назад
Bhai tike list download kariki dei paribe ki mora download heuni ta
@MrLossor
@MrLossor 11 дней назад
​@@skl5278mu deiparibi
@MrLossor
@MrLossor 11 дней назад
​@@dlstatus6253mu deiparibi
@MrLossor
@MrLossor 11 дней назад
​@@dlstatus6253cmkportal.odisha.gov.in/beneficiarylist
@UmeshchandraMajhi-fk6fb
@UmeshchandraMajhi-fk6fb 7 дней назад
Tq for information
@sibaprasadnayak7403
@sibaprasadnayak7403 11 дней назад
Thank you sir for this videos
@sanjibkumar3993
@sanjibkumar3993 6 дней назад
Bhai landless ra jau mane apply karithile semankar paisa kebe asiba?....
@Astronaut714
@Astronaut714 11 дней назад
BHAI LIST TA KAUTHI BHARIBA SRI OPTION SHOW KARUNU😢😢
@montunaik4203
@montunaik4203 10 дней назад
Cm kishan pauthile subhadra paisa miliba na nahi?
@Kanhasenapati-r1u
@Kanhasenapati-r1u 10 дней назад
Bhai labour card nahin E shrama card achi apply kale heba ki.
@sudamjena894
@sudamjena894 11 дней назад
ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤
@BanitaMallick-g2j
@BanitaMallick-g2j 11 дней назад
Thank you Brother wate for next video
@SukanyaNayak-ue9bx
@SukanyaNayak-ue9bx 11 дней назад
Ration card nathile kn karajiba apply heipariba ki nahi
@SukanyaNayak-ue9bx
@SukanyaNayak-ue9bx 11 дней назад
Baba nka apply kara heithila pm kishan but beneficiary list re name nahi
@ZoyaBabu-w9q
@ZoyaBabu-w9q 11 дней назад
Bhai Indra awash youjna or pm Awash youjna re name aasile kemiti check Kari paribu plz gote vedio karantu
@prabhujitmohapatra973
@prabhujitmohapatra973 10 дней назад
Dhanyabad vai mote reply deithibaru
@DhobaGouda-wq9ds
@DhobaGouda-wq9ds 9 дней назад
Ration card nahi apply heba ki nahi
@akonly1188
@akonly1188 10 дней назад
ପରିବାରର କେତେଜଣ କରିପାରିବେ।
@bikashkumarsahoo7327
@bikashkumarsahoo7327 11 дней назад
ଭାଇ ମୋର ନାମ ଭୂମିହିନ ରେ ଅଛି କିନ୍ତୁ କ୍ଷୁଦ୍ର ଚାଷୀ ରେ ସଂକ୍ଷୋଗ କରିପାରିବି କି ନାହିଁ😢😢😢
@basanta_IT
@basanta_IT 11 дней назад
48 hrs ଭିତରେ ପାଇଯିବେ
@sureshmishra7282
@sureshmishra7282 11 дней назад
ଜମି ଥିବା Rural ରେ ମୋର ଆଧାରକାର୍ଡ ଏବଂ ରାସନକାର୍ଡ ଅଛି URBAN ରେ ମୁଁ ONLINE APPLY କରି ପାରିବି କି, ଟିକେ . KAHIBE
@chudamanibagh4030
@chudamanibagh4030 10 дней назад
Can I apply without ration card
@yourchoice847
@yourchoice847 11 дней назад
Ration card nahin heba ki nahi kuhantu
@shubhamcreation4607
@shubhamcreation4607 11 дней назад
ଭାଇ ଭୂମୀହିନ ରୁ କ୍ଷୁଦ୍ର ନାମ ମାତ୍ର ଚାଷୀ କେମିତି କରିବା ପାଇଁ କିଛି process ଅଛି କୀ..........
@legend_1_4_3
@legend_1_4_3 10 дней назад
Bhai tama csc id re other district ra subhadra form apply kale kichi problem heba ki ?Please bhai reply diantu 🙏
@suryakantapati8008
@suryakantapati8008 11 дней назад
Thankyou for helping me
@discovery109
@discovery109 11 дней назад
Thank you
@burudicreate74
@burudicreate74 6 дней назад
Bhumihina krushak odisha re apply na kalebi karihaba ki bhai
@LingarajSwain-hk2dk
@LingarajSwain-hk2dk 9 дней назад
Bhai cm kisan kemiti apply kariba tike full video te pakantu please
@LaxmidharMunda-xx6cm
@LaxmidharMunda-xx6cm 11 дней назад
Tq bro Amarabi Achhi listre name, ❤❤
@narsinghantal9543
@narsinghantal9543 11 дней назад
Good information Bhai
@odishaculture0
@odishaculture0 10 дней назад
Bhai Pm kissan paisa Asichi kintu Cm kissan name nahi ans bhai daba pls
@pkpratap6688
@pkpratap6688 11 дней назад
Bhai pm kisan re achhi jahar cm kisan re apply karubaku padibani ki??
@Fshshshsba
@Fshshshsba 10 дней назад
Bhai cm kissan apply kale pm kisan b paibu ki pm kisan bi asuni .krushak odisha re registration heichi
@mahendramajhi3448
@mahendramajhi3448 11 дней назад
Thanks brother
@harishchandramuduli8275
@harishchandramuduli8275 11 дней назад
Thanks for informing bro
@jagdishbehera910
@jagdishbehera910 10 дней назад
Bhai kan bhumi hina mananku paisa miliba ni ki joumane agaru 12000 paithile
@motilalpadhan4380
@motilalpadhan4380 11 дней назад
SIR E KYC UPDATE HAI PARUNI This Aadhaar number was not found for eKYC, or the eKYC for this Aadhaar number has already been completed.
@srinivasbarik4336
@srinivasbarik4336 11 дней назад
Mora bi seiya lekhuchhi
@bkstatus2.0
@bkstatus2.0 11 дней назад
ଭାଈ ଯେଉଁ ହିତଧିକାରୀମାନଙ୍କ ନାମ ଅଛି ତାଙ୍କର ପ୍ରଥମେ kyc heichi ki nahi boli kemiti janibu
@byomakeshranahati8679
@byomakeshranahati8679 11 дней назад
ଭୂମି ହିନ ପୋର୍ଟାଲ କେମିତି ଲିଶିଟ ଆବେଦନ ହେବା
@siddhantamaharana2429
@siddhantamaharana2429 10 дней назад
CM KISHAN URBAN AREA PEOPLE APPLY KARI PARIBE KI
@princeanilvlog
@princeanilvlog 4 дня назад
You or one of your family member has already exist. Bhai Gote Ghare jone hin hebo ki
@SANJAYADALAI-c9q
@SANJAYADALAI-c9q 11 дней назад
Landless ru small farmer heipariba ki
@atishnayak4381
@atishnayak4381 2 дня назад
bhai gote free selo(summer sable motor ) apply pain video karantu please bha
@lipsaranirout4967
@lipsaranirout4967 6 дней назад
Bhai smf re hauni ki last stage re loading heiki rahijauchi
@jagannath856
@jagannath856 9 дней назад
ଆଗରୁ ଜିଏ ଭୁମି ହୀନ ରେ ଟଙ୍କା ପାଇଛନ୍ତି ଏଵେ ସେମାନ ଙ୍କୁ ଟଙ୍କା ମିଳିଵ ନା.....?
@SURESHKUMAR-qu5gz
@SURESHKUMAR-qu5gz 9 дней назад
Bhai jou mane Kalia yojana pauthile se mane au thare apply karibe ki
@satrujitbiswal5104
@satrujitbiswal5104 11 дней назад
Bhai subhadra ra E - kyc pending rahuchhi samasta nkara kan pain tike dekhiki kuhantu 🥺
@beherachandan73
@beherachandan73 8 дней назад
Bhai Bhumi Hina mane ki puri apply koribe ?
@satyasethia8592
@satyasethia8592 6 дней назад
Bhai finger printer achi kintu hauni CSC and Mo seva Kendra hi apply kari paribe ki reply korantu
@rabicreationofficialvideo732
@rabicreationofficialvideo732 11 дней назад
(PM)ପିଏମ କିଷାନ ଟଙ୍କା ମିଳିବା ଲୋକ କୁ (CM)ସିଏମ କିଷାନ ଟଙ୍କା ମିଳିବ କି ?
@barsharanidas7165
@barsharanidas7165 10 дней назад
Bhai amara list re name nhi ekyc kala pare paisa asiba ta....naa puni register kariki apply karibaku padiba ki bhai...tk reply karibe please bhai..kn karibaku haba..
@Rabindra_Nayak
@Rabindra_Nayak 11 дней назад
ଭାଇ ଆମର Job Card ନହିଁ ଆମେ ଭୂମିହୀନ ରେ ପକେଇ ପାରିବୁ ନା ନାହିଁ କହିବେ Please । ଆଉ ଭୂମିହୀନ ରେ କେମିତି Apply କରିବୁ ଗୋଟେ Video କରନ୍ତୁ
@Amluchhatria
@Amluchhatria 10 дней назад
Bhai CSC I'd kemiti Registation karanti video anantu
@suryakantapati8008
@suryakantapati8008 11 дней назад
Usefull video
@spsongedits
@spsongedits 8 дней назад
Bhai kalia jojana apply karithile aeita apply kariparibe
@hemantakisan8085
@hemantakisan8085 8 дней назад
Bhai mu kalia apply kari kalia ra 1 st installment bi paechhi but PM kisan tanka mora thare hele padini. PM kisan paeba pain hele nua apply kariba pain padiba ki??
@Pintu_Entertener
@Pintu_Entertener 11 дней назад
Pm kisan au cm kisan 2 ta scheme mili pariba ki
@gokulanandadas5889
@gokulanandadas5889 11 дней назад
Ration card ନ ଥିଲେ Apply karihebo ki bhai New Ration card pai apply karichi please reply
@DurjaDhan-h2i
@DurjaDhan-h2i 11 дней назад
Nice 🙏
@prasannakumar...
@prasannakumar... 11 дней назад
Cm kishan apply karibar lagii maximum au minimum age kete. ???❤❤❤🎉🎉🎉🎉🎉
@Srifir
@Srifir 11 дней назад
Bhai ghare basi kemiti apply karihaba tk process ta upload karantu😊
@BanitaMallick-g2j
@BanitaMallick-g2j 11 дней назад
Kind information I am use Android mobile 2011 but not subscribe any cancel fast time like your cancel thankyou
@niranjanbarik5029
@niranjanbarik5029 10 дней назад
Jau mana nk ra jami patna nahi semane kn pakeiparibe?
@somanathanp7276
@somanathanp7276 7 дней назад
ଭାଇ PM କିଷାନ୍ ରେ ଯେଉଁ account link ଅଛି ସେ account number close କରିକି other account number link ହେଇ ପାରିବକି?
@jrcreated7254
@jrcreated7254 11 дней назад
ଭାଇ ସହରାଞ୍ଚଳ ରେ apply କରିପାରିବେ
@narendrabarik7471
@narendrabarik7471 7 дней назад
Raction card na thile apply କରିହେବ ନା
@RAILS143TIME
@RAILS143TIME 11 дней назад
Pura apply process video banaya please❤
@anusuyapanigrahi9541
@anusuyapanigrahi9541 11 дней назад
Bhai ration card nathile habani ki
@ashokkumarsamal8827
@ashokkumarsamal8827 10 дней назад
Cm Kisan bina rasan kard bala Kari paribe ki
@binaykumarmahanta4612
@binaykumarmahanta4612 11 дней назад
Thank you ❤❤
@skl5278
@skl5278 11 дней назад
Hitadhikari option hi nai, check mobile
@NOMOVIES-yo6hy
@NOMOVIES-yo6hy 10 дней назад
bhai ame tuma sahita achhe❤
@MC_Bulu_Edits
@MC_Bulu_Edits 10 дней назад
Without ration card scheme kuhantu
@mcalife8003
@mcalife8003 10 дней назад
Bhai benifisial list re name achi but account show karuni ,e-kyc achi🙏🏻 please help me ,mora land less, CM kishan
@theshivam519
@theshivam519 11 дней назад
Bro Rason card nathile apply karihaba ki??
@subratsvlogs
@subratsvlogs 11 дней назад
gote family ra jane hin apply karipariba .
@SarbeswarRajesh-rz3mt
@SarbeswarRajesh-rz3mt 8 дней назад
Bro mora. ...govt cash ₹1.00 bi milinahi...na kalia..na kalia.. na pm...na...cm...na..house..Kichidi bi nahin...kan kariba...please kuhantu
@jyotistatus2023
@jyotistatus2023 7 дней назад
Bhai cm kissan apply process tike video upload karibe Au bhumihinan kemiti apply process kahibe
@RameshNayakPintu-ke8pp
@RameshNayakPintu-ke8pp 11 дней назад
Thanqs
@jyotsnaranipradhanjinu9108
@jyotsnaranipradhanjinu9108 11 дней назад
Bhai cm kisan yojanare last date kete achhi
Далее