Тёмный

Contractor Union in Bhubaneswar Files Complaint against LoP Naveen Patnaik and Other BJD Leader 

OTV
Подписаться 11 млн
Просмотров 108 тыс.
50% 1

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତାଙ୍କ ବିରୋଧରେ ଥାନାରେ ଏତଲା । ରାଜଧାନୀରେ ଗର୍ଜିଲେ ନିଖିଳ ଓଡ଼ିଶା ଠିକାଦାର ମହାସଂଘ... #ContractorUnion #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RU-vid: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Опубликовано:

 

30 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 251   
@akdcreations4994
@akdcreations4994 2 месяца назад
ଭାଇ ତମ ବିଦ୍ୟ ରାଣ କହିଲ କେତେ ଟଙ୍କା ମିଳିଲା କହିବା କୁ
@BijuPalaka-y3z
@BijuPalaka-y3z 2 месяца назад
Bjp jindabad
@thunder_ff9930
@thunder_ff9930 2 месяца назад
​@@BijuPalaka-y3zଅନ୍ଧଭକ୍ତ ମାନଙ୍କର ଜୟ ହେଉ
@tusarkantanayak6084
@tusarkantanayak6084 2 месяца назад
ଏମାନେ ଶ୍ରମିକ ମାନଙ୍କୁ ଶୋଷଣ କରନ୍ତି
@adhirmanna5604
@adhirmanna5604 2 месяца назад
ଟାଉଟର ଦଳ କୁଆଡେ ଥିଲ
@asutoshpanda7187
@asutoshpanda7187 2 месяца назад
ଭଲ ଲୋକଙ୍କୁ ବଦନାମ କରିବା ଏହି ଗ୍ରୁପ ର କାମ
@snnirmala7374
@snnirmala7374 2 месяца назад
Hm ba vala loko boli dadan khaitiku allow kala navin😂😂 sala andha Navin Prema jaini
@prakashkumarjena.babusan.n3760
@prakashkumarjena.babusan.n3760 2 месяца назад
24 ବର୍ଷ ର ଖାଲି ଗର୍ବ ଆଉ ଅହଂକାର ଓଡିଶା କୁ ବରର୍ବାଦ କରିଦେଇଛନ୍ତି
@BijuPalaka-y3z
@BijuPalaka-y3z 2 месяца назад
Bjp jindabad
@BijuPalaka-y3z
@BijuPalaka-y3z 2 месяца назад
Right sir
@tusarkantanayak6084
@tusarkantanayak6084 2 месяца назад
ସବୁ ଠିକାଦାର ଚୋର
@kumarmitanofficial9631
@kumarmitanofficial9631 2 месяца назад
ଓଡ଼ିଶାର ଠିକାଦାର ଗୁଡ଼ାକ ବି ବଡ଼ ଚୋର.
@BeheraFakircharan
@BeheraFakircharan 2 месяца назад
କୁଆଡୁ କୂଆଡୁ ସବୁ ଆସୁ ଚ ଖାଲି ମେଡିଆଟା ଅଚିବୋଲି କି ଡାଇଲଗ ଛି ଲାଜଲାଗୁଚି
@snnirmala7374
@snnirmala7374 2 месяца назад
Hm ba sala dadan jauthiba loko ra dukha tu kn bujhibu AC re khauthibu ghare aramse😂
@Rhahulnaik1449
@Rhahulnaik1449 2 месяца назад
ଏମାନେ ଶ୍ରମିକ ମାନଙ୍କୁ ଶୋଷଣ କରୁଛନ୍ତି ଆଗରୁ ଠିକାଦାର ମାନେ କୋଉଠି ଥିଳ ଓଡ଼ିଶା ରେ ନା ରାଜ୍ୟ ବାହାରେ ଥିଲ ଦାଦନ ଖଟିବାକୁ ଯାଇଥିଲେ ଏବେ ଓଡ଼ିଶା ଆଶିଳାପରେ ଜାଣିଛନ୍ତି। ଧନ୍ୟବାଦ।
@hariharapanigrahy
@hariharapanigrahy 2 месяца назад
ଓଡ଼ିଶା ଠିକାଦାର କିନ୍ତୁ ଶ୍ରମିକ ବାଙ୍ଗଲାଦେଶୀ ।
@RajbilochanBarik
@RajbilochanBarik 2 месяца назад
😊
@BhaktabandhuSwain
@BhaktabandhuSwain 2 месяца назад
. 😊
@debiprasadmishra2699
@debiprasadmishra2699 2 месяца назад
ନୂଆ ସରକାର ଆସିଛି। ଓଡିଆ ଠିକାଦାର ସବୁତକ କାମ ପାଇବେ। ୧୦ ବାଲି ରେ ୧ ସିମେଣ୍ଚ ମିଶେଇ ବଡ ବଡ କାମ ହେବ। ୧ ବର୍ଷ ଲାଗିବା କାମ ୫ ବର୍ଷ ଲାଗିବ।
@SarojMajhi-g6y
@SarojMajhi-g6y 2 месяца назад
CBI.dwara.anusandhan.kari.karjyanustan.grahan.karajau
@skrushnareddy6796
@skrushnareddy6796 2 месяца назад
ଏତେ ଦିନ ହେଲା ସହିତିଲା କେଉଁଟି ଗୁରୁତ୍ବପୂର୍ଣ୍ଣ କଥା
@MAHABIRVLOG440
@MAHABIRVLOG440 2 месяца назад
O tv ku dekha gala neet Katha dekha galani
@SkAlliBakhas
@SkAlliBakhas 2 месяца назад
ଆଗରୁ ରିଆ ବିଆ ଭିତରେ ମୁଣ୍ଡ ପୁରେଇ ସୋଇଥିଲ ଏବେ ବିଆ କୁ ଚାଟୁଛ ବାଣ୍ଡ କୁ ଧରି ହଲାଉ ନ ହେଲେ ରିଆ ବିଆ ଭିତରେ ମୁଣ୍ଡ ପୁରେଇ ସୋଇଯା ଏଠି ଛୋଡ଼ି ହୋନା
@voiceofchinu6906
@voiceofchinu6906 2 месяца назад
Ta pare comment karibu
@AjitkumarGilua
@AjitkumarGilua 2 месяца назад
Tu bando kali sms kari ଜାଣିଛୁ sms ଛଡା kichi janinu
@karunakarkisan1143
@karunakarkisan1143 2 месяца назад
ଓଡ଼ିଶାର ଠିକl ଦାର BJD ସରକାର ରେ ମରିଯାଉଥିଲେ l ସେତେବେଳେ ଠିକାଦାର ଓ ଓଡ଼ିଶା ବାସୀ ଘୋର ବିରୋଧ କରି ନିଜର ହକ ଅଧିକାର ସାବ୍ୟସ୍ତ କଲେ ନାହିଁ କାହିଁକି l
@ranjitkumarpothal9558
@ranjitkumarpothal9558 2 месяца назад
ଆଗରୁ କ'ଣ ସୋଇଥିଲ
@PapunNayak-ub3rb
@PapunNayak-ub3rb 2 месяца назад
OTV rajaypala pua marila bele keuthi thila
@golaksahoo3570
@golaksahoo3570 2 месяца назад
Soipadithila OTV BJP TV
@tusarkantanayak6084
@tusarkantanayak6084 2 месяца назад
ପାଟିରୁ କଥା ବାହାରୁନି
@kamaltanti7098
@kamaltanti7098 2 месяца назад
Eta Bjp ro loko hele badhe 😂😂
@smrutijena4006
@smrutijena4006 2 месяца назад
Godi media
@satyapirbehera8732
@satyapirbehera8732 2 месяца назад
କୋଉଠି ସୋଇଥିଲ ସବୁତକ ଦଲାଲ ୟାଙ୍କୁ କୋଠ ମାଡ଼ ହେବା ଦରକାର
@prasantsamantray1678
@prasantsamantray1678 2 месяца назад
2019 ରୁ ଆଜି ପର୍ଯ୍ୟନ୍ତ କଣ ସୋଇଥିଲ ଆଜି ଆସି ହୋ ହୋ ହଉଚ। ଶ୍ରମିକଙ୍କୁ କେତେ ଟଙ୍କା ଦଉଚ । ଶ୍ରମିକ ମାନେ ପଇସା ପାଆନ୍ତି ନାହିଁ।
@Nishi5555
@Nishi5555 2 месяца назад
ଦାବି ଜଣେଇବାକୁ ଆସିଚନା ଅଭିଯୋଗ କରିବାକୁ ଆସିଛ. ଏଜେଣ୍ଡା clear ନାହିଁ, କଣ ପାଇଁ ଆସିଛନ୍ତି. 2019 ରୁ ଆଜିଯାଏଁ କେଉଁଠି ଥିଲ. କିଛି ପଇସା ନେଇ ଆସି ଏଠି ରାଜନୀତି କରୁଛନ୍ତି. 2024 ରେ ବିଜେପି ସରକାର ନବୀନ ନବୀନ ହେଉଛ କଣ ପାଇଁ.
@bunuRana-c3w
@bunuRana-c3w 2 месяца назад
Ebe au dabi mohan sarkar kuha
@buludas-sm2ru
@buludas-sm2ru 2 месяца назад
ହରେ ମାଗିହା ନିଖିଳ ଠିକାଦାର ସଂଘ କୋଉଠି ଥିଲ ସଳେ ବିଜେପି ଦଳର ଚାମଚା ଦଳ
@Swap3331
@Swap3331 2 месяца назад
Jago janata jago ! TPCODL ku uchit sikhya dia !
@thunder_ff9930
@thunder_ff9930 2 месяца назад
ଏ ମାଘିଆ ରିପୋର୍ଟର କୁ ଆଗ ବାଡାଅ ଆଉ ସେ ମାଘିଆ କୁ ପଚାର ଯେତେବେଳେ ରାଜ୍ୟପାଳ ପୁଅ ଗୋଟେ ASO କୁ ବାଡେଇଲା ସେତେବେଳେ ସେ ମାଘିଆ କୁଆଡେ ଶୋଇଥିଲା କାଇଁ ସେ ବିଷୟରେ ତ ଗୋଟେ ବି ନିୟୁଜ ଓଟିଭି ବାଲା ଦେଖେଇଲନି ଯଦି reporting କରିବାର ଅଛି ନିରପେକ୍ଷ ଭାବରେ reporting କର ଶାସକ ଦଳ ର ଗୋଟିଏ ବି ଭୁଲ୍ କି corruption କୁ ଏ ଗୋଦି ମିଡିଆ channel telecast କରିବନି
@harashchandraswain
@harashchandraswain 2 месяца назад
Bala na ...... Naveen bhali neta all over India re nahanti.
@karunakarkisan1143
@karunakarkisan1143 2 месяца назад
ଓଡ଼ିଶାର ବିକାଶ କାମ କରିବାକୁ ଟିକିଏବି ଚିନ୍ତା ନାହିଁ l ନିଜ ନିଜ ଭିତରେ କେବଳ କଳି ଗାଳି ଗୁଲଜ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଛି l ବିନାଶ କାଳେ ବିପରୀତ ବୁଦ୍ଧି l ମହାପ୍ରଭୁ ହିଁ କେବଳ ଏ ଦୁର୍ଦ୍ଦିନ ରୁ ରକ୍ଷା କରି ପାରିବେ l
@hariharapanigrahy
@hariharapanigrahy 2 месяца назад
Right
@AbhimanyuPattayat
@AbhimanyuPattayat 2 месяца назад
ପୂର୍ବ ସରକାରରେ ଯେଉଁ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ନେତା ଅଣଦେଖା କରିଥିଲେ ସେମାନଙ୍କ ବିରୁଦ୍ଧରେ ସ୍ୱର ଉଠେଇଛନ୍ତି ଭଲ କଥା
@HrishikeshJena
@HrishikeshJena 2 месяца назад
ଓଡ଼ିଶାର ଠିକାଦାର ତେଲେଙ୍ଗାନାର ଠିକାଦାର କରୁଛ ତମ ଘରେ ଗିଆହବ ସବୁ ଗାଡ଼ି ମରା ଠିକାଦାର
@mobhakti735
@mobhakti735 2 месяца назад
BJD aau asibani 😮😮😮
@BijuPalaka-y3z
@BijuPalaka-y3z 2 месяца назад
Right sir
@satyamsibammohanty1255
@satyamsibammohanty1255 2 месяца назад
ଆନ୍ଦୋଳନ ଆଗରୁ କରିବାର ଥିଲା, ନବୀନ ପାଣ୍ଡୁ ଙ୍କ ଅଣଓଡ଼ିଆ ପ୍ରିତି ବିଷୟରେ ମିଡ଼ିଆ କହୁଥିଲା ବେଳେ ଚୁପ୍ ଥିଲେ !!!
@LambuaMarndi
@LambuaMarndi 2 месяца назад
ନବୀନ ପଟ୍ଟନାୟକଙ୍କ ନାରେ ଆରମ୍ବ କଲେ
@kunujanikunujani8347
@kunujanikunujani8347 2 месяца назад
କିଛି ନ ମିଳିଲେ ଏମିତି କରିବେ,ଲୋକ,।
@sagarnayak1601
@sagarnayak1601 2 месяца назад
ବିଜେଡି ନେତା ଙ୍କୁ ଲାଞ୍ଚ ଦେଇକି କାମ ନେଇଛି ନିର୍ମମାନର କାମ ଚାଲିଥିଲା, ଆଜି ଆଉ ସେ ସୁବିଧା ମିଳିବନି😂😂😂😂, ଆଗରୁ ଦେଖୁନଥିଲ କି ବାହାର ରାଜ୍ଯ ର ଠିକାଦାର କାମ ନେଉଛନ୍ତି ବୋଲି ? 😂😂😂😂😂
@AjayakumarGochhi
@AjayakumarGochhi 2 месяца назад
ଏମାନେ ଠିକ କହୁଛନ୍ତି
@pratapkhuntia8697
@pratapkhuntia8697 2 месяца назад
ପୂର୍ବରୁ କହିଲନି।bjd ଥିଲା ବେଳେ ସଲସୁତୁର ଏବେ କାହିଁକି ଫଟୁଛି
@surasinghsundiofficial
@surasinghsundiofficial 2 месяца назад
Odia thikadar sabu chora paesa daunahanti
@nabinraj7474
@nabinraj7474 2 месяца назад
Bhala heba jelre rahi chaki pesibe
@PravatKumarChoudhury-m8u
@PravatKumarChoudhury-m8u 2 месяца назад
BJP sarkar odiyanku banchaya
@pankajroutaray3063
@pankajroutaray3063 2 месяца назад
Kai odia Mane kan Mari jai chha 1 Kia chaula khai godi mota hoi jai chhi
@chitaranjanbehera7569
@chitaranjanbehera7569 2 месяца назад
ନବୀନ ର ବାଳ ଛୋଡିବ ତୁମେ ମାନେ
@hariharapanigrahy
@hariharapanigrahy 2 месяца назад
4:42 ପାଟି କାହିଁକି ଖନି ମାରିଗଲା ?? ଯଦି କେନ୍ଦ୍ର ଦେଉଥିବା ଟଙ୍କା ରେ କାମ ହେଉଥିଲା ତାହା ହେଲେ କାମ ପାଇଁ ଭାରତ ର କୈାଣସି କଣ୍ଟ୍ରାକ୍ଟର କୁ ମନା କରିବା ସମ୍ଭବ ନୁହେଁ। ତାପରେ ବାବୁ ମାନେ ତ ନିଜେ କହୁଛନ୍ତି ଯେତେ ଭବନ ଅଛି ସେମାନେ କରିଛନ୍ତି ଆଉ ପାଖାପାଖି ୭ ରୁ ୮ ଲକ୍ଷ ଶ୍ରମିକ କାମ କରୁଛନ୍ତି, ନିଜ କଥା ନିଜେ କାଟି ଦେଲେ। ହଁ ବଡ଼ ବଡ଼ କଣ୍ଟ୍ରାକଟ୍ ଯେମିତି କି ରେଲୱେ ଏବଂ ନେସନାଲ ହାଇୱେ କାମ କୈାଣସି ଓଡ଼ିଆଙ୍କୁ ମିଳିବା ଦରକାର ।
@bhabaninayak6099
@bhabaninayak6099 2 месяца назад
Kama kichi nai
@sukantpatnaik3187
@sukantpatnaik3187 2 месяца назад
ଠିକା କାମରେ କୋଟା ହଟାଯାଉ
@Muna_bhai09
@Muna_bhai09 2 месяца назад
Abe bjp ra government chalichhi
@Cagshhd
@Cagshhd 2 месяца назад
ଏ ଶଳା ନହରକନ୍ତା ଘର ଚୋର contactor
@anamasethi7092
@anamasethi7092 2 месяца назад
ନବୀନ ପଟ୍ଟନାୟକଙ୍କ ପେଳଟା କାଟି ନେଇ ଯାଅ 😂😂😂😂😂😂😂
@suruchigadanayak8815
@suruchigadanayak8815 2 месяца назад
ନବୀନ ସାରଙ୍କ ନାଁରେ ଏତେ ମିଛ କୁହୁନ୍ତୁ ନାହିଁ,
@sandhyaranipradhan3043
@sandhyaranipradhan3043 2 месяца назад
THIKÀDAR mane kede bada gàndi mara je ame janichu ..
@maakitchenette
@maakitchenette 2 месяца назад
ରାଜ୍ୟପାଳ ନାମରେ ଦେଲେ ଭଲ ହୁଅନ୍ତା ଶାଳୀ ନାଟକ ଭଲକରିଚନ୍ତି ଓଟିଭି ଚ୍ୟାନେଲ BJP jaumal ଚାନେଲ
@friend9449
@friend9449 2 месяца назад
ଅଣ ଓଡିଆ ଓଡିଆ ଙ୍କୁ ବାଡେଇବା କଥା ଟିକେ ବି ବାହାରୁନି
@RanjitKumarSethiRanjitKumarSet
@RanjitKumarSethiRanjitKumarSet 2 месяца назад
Very good 💯
@suruchigadanayak8815
@suruchigadanayak8815 2 месяца назад
ଆପଣ ଦାବି ପାଇଁ ତାଙ୍କ ନାଁରେ କେସ ଦେଲେ ' ଆପଣ କ'ଣ ଠିକ୍ କଲେ |
@prakashkumarpattnayak5911
@prakashkumarpattnayak5911 2 месяца назад
marantu thikadar
@AnkeetaAgroFarm
@AnkeetaAgroFarm 2 месяца назад
Arrest Naveen
@sukantpatnaik3187
@sukantpatnaik3187 2 месяца назад
14.99 ହଟାଯାଉ ଠିକା କାମରେ କୋଟା ହଟାଯାଉ
@pramodpanda8976
@pramodpanda8976 2 месяца назад
Tumemane ajoya desha swadhin pari bahar Rajayara thikadaraku badeiba nihati darkar thila
@bijayajena1666
@bijayajena1666 2 месяца назад
ପାଗଲା 🤣🤣କୋଉଠୁ ଗୋଟେ ଗୋଟେ ଆସୁଛ.
@sanjaysethy3133
@sanjaysethy3133 2 месяца назад
Very good step against Nabina,, Sir pls wait U will be found Justice, because, Now Mohan Government in Odisha,
@krupasindhusahukrupa
@krupasindhusahukrupa 2 месяца назад
Maa giha otv.
@karunakarkisan1143
@karunakarkisan1143 2 месяца назад
ମୋହନ ସରକାର କେବଳ କଥା କୁହା ସରକାର l
@swornalata6677
@swornalata6677 2 месяца назад
Jaheu dhanyabad Naveen sir pawara galapare tank nanre f I r dela se pali posi manisa karithile tanku puraskara debani ta au kie deba bjp tuma kata sabu suniba
@LAXMICHARANPRADHAN
@LAXMICHARANPRADHAN 2 месяца назад
Dhanyabad, Jai Bharat mataki Jai Jai sriram Jai odisha, Jai kandhamal raikia Laxmi Charan Pradhan ❤❤❤,,,
@padamsengouda5323
@padamsengouda5323 2 месяца назад
Bhanda janichu😅😅😅😅
@jiratpradhan5292
@jiratpradhan5292 2 месяца назад
ସବୁ ଠିକାଦାର ଠକ ଯାକ
@Damo587
@Damo587 2 месяца назад
Mg latit kumar das na tk fir dia
@BhagabanMarndi-lf4xq
@BhagabanMarndi-lf4xq 2 месяца назад
ପୁରା ମିଛ
@OmmPrakashSahoo-h9d
@OmmPrakashSahoo-h9d 2 месяца назад
Kuade jaithilu agaru 😂kn Odisha bahara ku
@anandamishra1238
@anandamishra1238 2 месяца назад
Right step,
@HrishikeshJena
@HrishikeshJena 2 месяца назад
ମା ଗିଆ ଠିକାଦାର ଓଡ଼ିଆ ଠିକାଦାର ତ ଚସମା ର ଗେହିଲି ଭଲ ହବ ମା
@RamakantaBehera-c3d
@RamakantaBehera-c3d 2 месяца назад
Milega milega yearly 80 lakh engagement milega. Ramakant AP.
@manasimohanty942
@manasimohanty942 2 месяца назад
Nabn sarokar great
@khagapatinayak2239
@khagapatinayak2239 2 месяца назад
Otv channel sola chorota
@sidd5547
@sidd5547 2 месяца назад
ନବୀନ ଓଡ଼ିଶା କୁ ଝୁଣିବାକୁ ଆସିଥିଲା। ନବୀନ ପାଇଁ ଓଡ଼ିଶା ବରବାଦ ହେଲା। ଆଜି ମୁଲିଆ ଠାରୁ ଠିକାଦାର ପର୍ଯ୍ୟନ୍ତ ସମସ୍ତେ ବହୁ କଷ୍ଟରେ ବଞ୍ଚୁଛନ୍ତି। ଖାଲି ଅଣଓଡ଼ିଆ ଠିକାଦାରଙ୍କୁ ନବୀନ ଓଡ଼ିଶା ରେ ପୁରାଇ ରାଜ୍ୟ ର ପରିସ୍ଥିତି ନଷ୍ଟ କରିଦେଲା
@ashokkumarmoharana7946
@ashokkumarmoharana7946 2 месяца назад
ଏମାନେ ରାଜ୍ୟର ଜଣେ ଜଣେ ଠକ ଟାଉଟର, ଚ୍ୟାନେଲ ଠକଙ୍କର ସର୍ଦ୍ଦାର। ଏକଥା ପ୍ରତ୍ୟେକ ଓଡ଼ିଆ ଜାଆଣିଛନ୍ତି
@DesinaSwain-qs3jr
@DesinaSwain-qs3jr 2 месяца назад
ପୂର୍ବତନ ସରକାର କରିପାରିଥିଲେ ଏବ ନୁଆ ସରକାର ଆସିଛନ୍ତି ଓଡ଼ିଆ ଠିକାଦାର ସବୁ ତକାମ ପାଇବେ ବ୍ୟସ୍ତ କାହିକି ହେଉଛ
@DesinaSwain-qs3jr
@DesinaSwain-qs3jr 2 месяца назад
ପୂର୍ବତନ ସରକାର କରିପାରିଥିଲେ ଏବ ନୁଆ ସରକାର ଆସିଛନ୍ତି ଓଡ଼ିଆ ଠିକାଦାର ସବୁ ତକାମ ପାଇବେ ବ୍ୟସ୍ତ କାହିକି ହେଉଛ
@jayantamohanty1949
@jayantamohanty1949 2 месяца назад
Very good
@sanjayapadhy8843
@sanjayapadhy8843 2 месяца назад
ଧନ୍ୟବାଦ ଭାଇ ଠିକ୍ କଥା କହନ୍ତି ଓଡ଼ିଆ ଲୋକେ ବେକାର ସମସ୍ୟା ରୁ ବଞ୍ଚିବେ କେମିତି
@RanjanPrusty-lp7hg
@RanjanPrusty-lp7hg 2 месяца назад
OTV apananka dukha thik bujhiba
@panchanangahan1702
@panchanangahan1702 2 месяца назад
Bhai mane. .jete jouthi tiki niki khabar bahar thikadar nk katha achi..agaku ana....🎉🎉
@MeghanadaSethy-u5t
@MeghanadaSethy-u5t 2 месяца назад
Pati khataaruchi mausa
@bapiartstunt..3797
@bapiartstunt..3797 2 месяца назад
Dam thile arrest kara
@sangramkishoredasdas2424
@sangramkishoredasdas2424 2 месяца назад
ଓଡ଼ିଶା ଠିକାଦାର ମହାସଂଘ ଜିନ୍ଦାବାଦ
@kabimaharana8432
@kabimaharana8432 2 месяца назад
କଲିକତା ବଙ୍ଗାଳୀ ଙ୍କୁ ବାହାର କର ଆମକୁ କାମ ମିଳୁନି
@hariharapanigrahy
@hariharapanigrahy 2 месяца назад
ଓଡ଼ିଆ ଠିକାଦାର କିନ୍ତୁ ଶ୍ରମିକ ବାଙ୍ଗଲାଦେଶୀ 😂😂
@hariharapanigrahy
@hariharapanigrahy 2 месяца назад
ଓଡ଼ିଆ ଠିକାଦାର କିନ୍ତୁ ଶ୍ରମିକ ବାଙ୍ଗଲାଦେଶୀ 😂😂
@natabarmalliknatabarmallik9143
@natabarmalliknatabarmallik9143 2 месяца назад
Nabin birudhyare abhijog karithibaru apananku dhanyabad tamil thikadar nku hatajau
@ARCHANAKANHAR-sq4ot
@ARCHANAKANHAR-sq4ot 2 месяца назад
ଏ ଭାଇ ଆପଣ ବଢିଆ କରିଛତି ବାହାର ଓଡିଶା ରେ ବାର ଟିକା ଦରକାମ କରିପାରିବ ନି ଆମ ଓଡିଶା ସା ରେ ଓଡ଼ିଆ ଟିକା ଦରକାମ କରିବେ ଆମ ଓଡିଶା ରେ ଲକ ଙ୍କୁ କାମ ମିଳିବ ଧନ୍ୟବାଦ
@mynameisnew3783
@mynameisnew3783 2 месяца назад
Apana mane khushi to hmm mu bi Khushi
@sanjaytudusanjaysanjay2058
@sanjaytudusanjaysanjay2058 2 месяца назад
Agoru kuade thilo...sabu khai sarila pore abee mahan sir ku hairan kari baro bata...
@bunuRana-c3w
@bunuRana-c3w 2 месяца назад
Aga kama pao ,sethi pain NH kama heuni
@sibajipradhan184
@sibajipradhan184 2 месяца назад
Otv Naveen sir.nka pacharepadijaechi mahaprabhu nka asribad achi kehi kichibikariparibeni
@aswinipradhan2237
@aswinipradhan2237 2 месяца назад
ନବିନ କୁ ଜେଲ୍ ନିହାତି ଦରକାର
@ManguliDas-ux4ps
@ManguliDas-ux4ps 2 месяца назад
ଏ BJD ଶାସନ ଶୁଣ ଓଡ଼ିଶା ବାସୀ
@Subashchandra-e3x
@Subashchandra-e3x Месяц назад
ସ୍ୱାଗତ ଯୋଗ୍ୟ ❤️🌹❤️
@niranjannaik6376
@niranjannaik6376 2 месяца назад
ଧନ୍ୟ ବାଦ.ଠିକା ଦାର,
@animeshmohanty9010
@animeshmohanty9010 2 месяца назад
ବିଜେପି ପ୍ରାୟୋଜିତ..
@jadumanimishra9100
@jadumanimishra9100 2 месяца назад
Pandian is soul responsibility to provide Tamili people by taking illegal gratification. It's wel proved. He should be arrested first if primafecie evidence are available. He is liable for D.A caseas learnt from reliable source .
@kailashswain4735
@kailashswain4735 2 месяца назад
Mg loko au faltu channel...
@AngelOne123-l1n
@AngelOne123-l1n 2 месяца назад
ଏ ଝାବଡ଼ ଚାଁନେଲ
@Lipun-Das-DirectShot
@Lipun-Das-DirectShot 2 месяца назад
ଏଇଟା କି ବାଳ କାରଣ ?
@RajmanBhatra-zk4qn
@RajmanBhatra-zk4qn 2 месяца назад
ତମୋହନ ସରକାର ଚରସରକାର
@DesinaSwain-qs3jr
@DesinaSwain-qs3jr 2 месяца назад
ଛତା ଯୁଆଡେମେଘ
Далее
Airpod Through Glass Trick! 😱 #shorts
00:19
Просмотров 472 тыс.
'ଟଚ୍ କଣ କରୁଛୁ ବେ'
14:34
Просмотров 2,7 млн