ଦର୍ଶକ୍ ବନ୍ଧୁ ବହୁତ୍ ଦିନ୍ ପରେ ଗୋଟେ ଭିନ୍ନ ଧରଣ ର ଭିଡ଼ିଓ ନେଇ କିନା ଆସିଛୁ ଆମର ଆଶା ଆଉ ବିଶ୍ୱାସ ଆପଣ୍ ସମସ୍ତଙ୍କ ର ମନ୍ କି ନିଶ୍ଚିତ ଭାବରେ ଛୁଇଁବା 👍👍👍👍👍👍❤️❤️❤️❤️❤️❤️
ଜୟ କୋଶଲ୍
ଜୟ ମା ମାଣିକେଶ୍ଵରୀ
ଜୟ ମା ସମଲେଶ୍ବରୀ
🙏🙏🙏🙏🙏🙏🙏
#viralvideo
#comedy
#funny
#sambalpuricomedy
12 окт 2024