ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଆପଣମାନଙ୍କ ପାଇଁ ଆମର ପ୍ରସ୍ତୁତିରେ ରହିଛି ଏକ ସୁନ୍ଦର ଭକ୍ତିସଂଗୀତ।
ଢଳି ଢଳିକା ଦେଖ ଆସନ୍ତି ଜଗନ୍ନାଥ...
ସଂଗୀତ ପରିଚାଳନା - ଗୁରୁ ହରିଶ୍ଚନ୍ଦ୍ର ଦାସ
କଣ୍ଠଶିଳ୍ପୀ - ଶ୍ରୀମାନ୍ ବଟଗୋପାଳ ତ୍ରିପାଠୀ
ବେହେଲା - ଦେବାଶିଷ ଦାସ
ମର୍ଦ୍ଦଳ - ମାଧବ ଶ୍ରୀନନ୍ଦନ
ମୃଦଙ୍ଗ - ଉଚିତ୍ ନାରାୟଣ
21 сен 2024