Тёмный

Ex Sambad Editor Soumya Ranjan Patnaik Spills The Reason Behind BJD's Defeat | EP 15 | Argus Podcast 

Argus Digital
Подписаться 356 тыс.
Просмотров 265 тыс.
50% 1

ମୋତେ ମନେଇବା ପାଇଁ ଘରକୁ ଆସିଥିଲେ ବବି ଦାସ । ମୋତେ ହରାଇବା ପାଇଁ ପେଟି ପେଟି ଟଙ୍କା ଯାଉଥିଲା ।
#ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #specialprogramme #Soumyaranjanpatnaik
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Ex Sambad Editor Soumya Ranjan Patnaik Spills The Reason Behind BJD's Defeat | EP 15 | Argus Podcast
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argustvdigital
RU-vid- / @argusdigital.official
Instagram: / argustvdigital

Опубликовано:

 

13 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 349   
@chittaranjanpanda9466
@chittaranjanpanda9466 Месяц назад
ଓଡିଶା ରେ ଏକ ମାତ୍ର ନେତା ଯିଏକି ବିଜେଡି ଦଳ ରେ ଥାଇ ମଧ୍ୟ ବିଜେଡି ଦଳ ରେ ଅଫିସର୍ ରାଜ କୁ ବିରୋଧ କରିଥିଲେ ସିଏ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ ସବୁବେଳେ ଓଡିଶା ପାଇଁ ଭଲ କାମ କରିଛନ୍ତି କିଛି ଲୋକ ତ ଭଲ ପାଇବେ କିଛି ଲୋକ ଘୃଣା କରିବେ ତ କିଛି ଫରକ ପଡ଼େନି କିଏ କଣ କହିଲେ । ଯେତେବେଲେ ସୌମ୍ୟ ବାବୁ ପାଣ୍ଡିଆନ କୁ ବିରୋଧ କରୁଥିଲେ ଆଜିର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ସୌମ୍ୟ ବାବୁ ଙ୍କୁ ପ୍ରଶଂସା କରୁଥିଲେ।
@jyotiranjankhadiratna
@jyotiranjankhadiratna Месяц назад
Right
@YBS55
@YBS55 Месяц назад
Great leader and true leader ❤❤
@suryanarayandas4978
@suryanarayandas4978 Месяц назад
Are bhai a sala soumya ranjan ta chutia ta, ama khnada pada re mla thila bele bhai biswas karibani gote dina bi ama area ku kn ama gaon ku bi asini. Au baki rahila loka manka kama kariba sei katha chadi dia😢😢😢. A sala khali ta nija ra name fame pain ba kounasi paristiti re padiki bjd against re kahuchi, nahele au kichi nuha.. A sala paka gandi mara gunduri chutia ta bhai😢😢😢😢
@pramodakumarnayak-zv5cm
@pramodakumarnayak-zv5cm Месяц назад
ଠିକ୍
@BiswaPradhan-qy5vc
@BiswaPradhan-qy5vc Месяц назад
ri8
@gangadhardash3430
@gangadhardash3430 Месяц назад
ଶ୍ରୀ ଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓଡିଶାର ଜଣେ ବିଦ୍ୱାନ ଭାବରେ ସବୁଦିନ ପାଇଁ ମନେ ରହିବେ, ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ 🎉🎉🎉
@shantiswarupapati8366
@shantiswarupapati8366 Месяц назад
🙏🙏👍👍💯💯💯right,bro
@himansusahu6097
@himansusahu6097 Месяц назад
100
@manoranjanpanda5536
@manoranjanpanda5536 Месяц назад
ନବୀନ ପଟ୍ଟନାୟକ କିମ୍ବା ବିଜେଡି ଦଳକୁ ଓଡିଶାବାସୀ ଦୁର୍ନୀତି, ଵେଭୀଚାର ମିଛ ରାଜନିତୀ କରିବାର ଆଉ ସୁଯୋଗ ଦେଵେନାହିଁ, ଜୟ ଜଗନ୍ନାଥ,
@hotelvishalresidency179
@hotelvishalresidency179 Месяц назад
Pura Thik.
@bijaylaxmipanda6402
@bijaylaxmipanda6402 Месяц назад
5 yr pare loka bjd ku vuli sarithibe.....puni bjp sarkar asiba.....kama b vala kariba....gundaraj break heba.....bjd gala....au asibani
@avijitsahu9059
@avijitsahu9059 Месяц назад
ଠିକ ସାର
@surendrasahu2509
@surendrasahu2509 Месяц назад
Congress ahuri vayankara
@kumarprahllada6197
@kumarprahllada6197 Месяц назад
ଆପଣ ହାରିକି ବି ଲୋକଙ୍କ ହୃଦୟ କୁ ଜିତିଗଲେ ସାର୍ ❤️👏🏻 ଆରଥରକୁ ଆପଣ ଚିହ୍ନ ବଦଳେଇ ଦେବେ ସାର୍
@samarmohapatra-jr3ne
@samarmohapatra-jr3ne Месяц назад
ଆଉ ଜୀବନ କାଳ ମଧ୍ୟରେ ନବୀନ ସରକାର ଓଡିଶା ର ଶାସନ ଭାର ନନିଅନ୍ତୁ , ପୁଣି ସେ ମିଛ ଆଇନ 5T ର ପୁନଃ ପ୍ରତ୍ୟାବର୍ତନ ନହେଉ , ଏହାହିଁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା 🙏
@prasantakumarojha4430
@prasantakumarojha4430 Месяц назад
au kan bayasa achi ki
@OmPrakash-zh5hm
@OmPrakash-zh5hm Месяц назад
Kintu bahut kama bhi heichi seita bhi bhula nahi .
@bmcreation1302
@bmcreation1302 Месяц назад
ଚୋର କୁ ଯେତେ ଯାହା କର ସୁଯୋଗ ପାଇଲେ ପୁଣି ଚୋରି କରିବ 😂
@user-rt7ic2xi5b
@user-rt7ic2xi5b Месяц назад
​@@OmPrakash-zh5hmdhaba
@SatyamebaJayate-ml8qx
@SatyamebaJayate-ml8qx Месяц назад
ଅର୍ଗସ ର ଏଇ ନୂଆ ଶୃଙ୍ଖଳା କୁ ବଧାଇ... ଆଜିର ଅତିଥି ଓ ଉପସ୍ଥାପକ ଙ୍କୁ ଅଶେଷ ଶ୍ରଦ୍ଧା ଓ ସମ୍ମାନ..
@biswajeetrout-bg2wm
@biswajeetrout-bg2wm Месяц назад
ମୁଁ ଭାବୁଚି କି ଏହି କଥା ଆଲୋଚନା ଦେଖି ସମୟ ବ୍ୟର୍ଥ କରି ନାହିଁ। କାହିଁକି ନା ଏହି ଆଲୋଚନା ରେ ଯେତିକି କଥାର ପ୍ରସଙ୍ଗ ଉଠିଲା । ତାହାର ସଠିକ୍ ଉତ୍ତର ମିଳିଛି ଏବଂ କଥାରେ ସତ୍ୟତା 100% ରହିଛି। Thank you argus news to represent the truth & also invite a true politician......soumya Pattnaik.
@kailashrana5820
@kailashrana5820 Месяц назад
ସାକ୍ଷାତକାର ଭଲ ଲାଗିଛି ।ପ୍ରଶ୍ନ କର୍ତ୍ତା ଙ୍କ ପ୍ରଶ୍ନ ଚୟନ ଉଚ୍ଚକୋଟୀର ଥିଲା ।ଧନ୍ୟବାଦ ।
@pabitramohandas6943
@pabitramohandas6943 Месяц назад
ବହୁ ସତ୍ୟ ଓ ତଥ୍ୟ ସହ ସାକ୍ଷାତ୍କାରଟି ଶିକ୍ଷଣୀୟ ହୋଇଛି l ଆନ୍ତରିକ ଧନ୍ୟବାଦ 🙏
@Adren-ni6ze
@Adren-ni6ze Месяц назад
I watch Sangram sir from my childhood. From ETV, OTV, Kanak, Argus. He is ageing and improving like fine wine. The Picasso of Odia journalism.
@F56980
@F56980 Месяц назад
ବିଜେଡି ହାରିବା ପରେ ମୁଁ ବହୁତ ଖୁସି
@shantiswarupapati8366
@shantiswarupapati8366 Месяц назад
👌👌👌👍👍👍👍😅right,thank you
@anushkasmagicalworld3352
@anushkasmagicalworld3352 Месяц назад
ପ୍ରଶ୍ନ ଗୁଡ଼ିକ ଅତି ସାବଲୀଳ ଭାବରେ ପଚାରିବାରୁ,ସାମ୍ବାଦିକ ଙ୍କୁ ଅଭିନନ୍ଦନ💐
@sanjaypandaias9981
@sanjaypandaias9981 Месяц назад
ସୌମ୍ୟ ବାବୁଙ୍କ ଅତି ସୁନ୍ଦର ଉପସ୍ଥାପନା। ଧନ୍ୟବାଦ୍
@ashiskumarsahu2074
@ashiskumarsahu2074 Месяц назад
Education ବାରି ହାଇପଦଡେ ଆଙ୍କର କର। I m impressed sir,❤❤❤❤love from mayurbhanj
@nalinimohapatra4033
@nalinimohapatra4033 Месяц назад
ଏମିତି ସତ ରେ ରହି ଲୋକ ମାନଙ୍କର ସେବା କରି ଚାଲନ୍ତୁ।ଭଗବାନ ନିଶ୍ଚିତ ଆପଣଙ୍କ ଚଲାପଥକୁ କୁସୁମିତ କରିବେ।
@biranchinarayansahoo2048
@biranchinarayansahoo2048 Месяц назад
ସୌମ୍ୟବାବୁଙ୍କ ଅନ୍ତରର କଥାରୁ ଅନ୍ୟମାନେ ଶିଖିବାର ଅଛି । ସାହିତ୍ୟ,ଭାଷା, ସଂସ୍କୃତିର ଦାୟିକ ପୁରୁଷ ସୌମ୍ୟରଞ୍ଜନ । ଜଗତର ନାଥ ଶ୍ରୀଜଗନ୍ନାଥ ତାଙ୍କୁ ମଙ୍ଗଳରେ ରଖନ୍ତୁ ।
@mahendrakumarnayak3039
@mahendrakumarnayak3039 Месяц назад
ଆପଣଙ୍କ ଆତ୍ମ ଜିବନି ଲେଖା ପାଇଁ ସ୍ୱାଗତ। ଆପଣଙ୍କ ରାଜନୈତିକ ଜୀବନରେ ଘଟିଥିବା ଅନେକ ଘଟଣା ର ଆଢୁଆଳେ ଆମେ ଅନ୍ୟ ରାଜନେତା ମାନଙ୍କ ବିଷୟ ରେ ଜାଣିବାକୁ ସୁଯୋଗ ପାଇବୁ। ତେଣୁ ଏହି ଦିଗକୁ ଆଖି ଆଗରେ ରଖି ଲେଖା ଆରମ୍ଭ ହେଉ।
@dushasanpradhan7917
@dushasanpradhan7917 Месяц назад
ସାର, ଆପଣ ପୁରୀ ର ପିକୁ ପଟନାୟକ (ପ୍ରିୟଦର୍ଶନ ପଟ୍ଟନାୟକ )ଙ୍କୁ ଡାକନ୍ତୁ ଆପଣଙ୍କ ଏହି ସୁନ୍ଦର କାର୍ଯ୍ୟ କମ podcast କୁ ଶୁଣିବେ ଅନେକ ଦୁର୍ନୀତି କଥା 🙏🙏🙏
@Katak_Dk
@Katak_Dk Месяц назад
ଠିକ୍ କହିଲେ ସୌମ୍ୟ ବାବୁ ନବିନ ବାବୁ ସବୁ ପାଇଁ ଦାୟୀ ପଣ୍ଡିୟନ୍ କୁ ବଳି ପକେଇ ଖସି ଯାଇ ପାରିବେ ନାହିଁ ସବୁ ନାଟର ନିର୍ଦେଶକ ଥିଲେ ନବିନ ପଟ୍ଟନାୟକ
@Ambulrai
@Ambulrai Месяц назад
Lootera number 1 Naveen. Sabu scam ra thik investigation hele Naveen ku lifetime Jail haba
@khirodshasini5577
@khirodshasini5577 Месяц назад
Great sir ideal person...
@Kaliabharibadhia
@Kaliabharibadhia Месяц назад
Argus thik ପାଞ୍ଚ ମାସ ପରେ ନଗଡା ର କରାଳ ରୁପ ଦେଖେଇବ କାହିଁକି ନା ସେଠି ସମସ୍ତେ ସମାନ ସେ ଡାନି ହୋଉ କି ଟୁଟୁ
@gayatrimuduli5352
@gayatrimuduli5352 Месяц назад
Somya patnaik jane swadhin cheta swavimni aau paribartan biplab Kami swara.
@ranjitkumarbhattacharya3668
@ranjitkumarbhattacharya3668 Месяц назад
Best interview
@prabalbehera9282
@prabalbehera9282 Месяц назад
ସୌମ୍ୟ ବାବୁଙ୍କ ଭଳି ରାଜନେତା ଓଡ଼ିଶାର CM ହେବା କଥା ବୋଧ ହୁଏ ଭଗବାନ ଚାହିଁଲେନାହିଁ ସାକ୍ଷାତକାର ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ
@raghumaninayak9593
@raghumaninayak9593 Месяц назад
ସାକ୍ଷାତକାର ବହୁତ ବଢିଆ ଲାଗିଲା, ଆଙ୍କର ସଂଗ୍ରାମ ବାବୁ ଓ ରାଜନୀତିର ବଦଶାହା ସୌମ୍ୟ ରଞ୍ଜନ ବାବୁଙ୍କ ମଧ୍ୟରେହୋଇଥିବା ଆଲୋଚନା ପର୍ଯ୍ୟାଲୋଚନା ଉଚ୍ଚକୋଟୀର,ଏଥିରେ ରାଜନୀତିବିଷୟରେ ଅନେକ ଉପାଦେୟ ତଥ୍ୟ ଜାଣିବାକୁ ମିଳିଲା,ଶେଷରେ ସୌମ୍ୟ ବାବୁଙ୍କର ଆତ୍ମଜୀବନୀ କେବେ ପ୍ରକାଶ ପାଇବ ସେଥିପାଇଁ ଆଶା ରହିଲା, ଧନ୍ୟବାଦ ଉଭୟଙ୍କୁ ଜୟ ଜଗନ୍ନାଥ ଜୟ ମା ତାରିଣୀ KJR CPA
@newstarodia2023
@newstarodia2023 Месяц назад
Valuable discussion Soumya Babu is first man who raised his voice against pandian latter it came successful
@manassethi7940
@manassethi7940 Месяц назад
ସତ ପଥ ରେ ଯାଉଥିବା ଲୋକ ସବୁ ବେଳେ ଅସୁବିଧାରେ ପଡ଼ନ୍ତି
@debahuteepattanayak
@debahuteepattanayak Месяц назад
Best ଇଣ୍ଟରଭ୍ୟୁ
@dhamirona8662
@dhamirona8662 Месяц назад
ପ୍ରକୃତ ରେ ଜଣେ ସଛ୍ଛୋଟ ଓଡ଼ିଆ
@drkailashlectures
@drkailashlectures Месяц назад
ବଳିଷ୍ଠ ସଂପାଦକୀୟ ପାଇଁରାଜନୈତିକ ଦଳ ର ସଦସ୍ୟତା ଗଲା, ସେପରି ଆଉ ଜଣେ ନେତା " ବିଜେଡି ର ଆତ୍ମସମୀକ୍ଷା ର ବେଳ" ଲେଖା ପାଇଁ ବି ଦଳ ବାହାର କଲା ll ସତରେ କୁହାଯାଇଛି "pen is mighter than sword"... ନିର୍ଭିକ ସାମ୍ବାଦିକତା ପାଇ ସବୁବେଳେ ଆପଣ ଓଡ଼ିଆ ଙ୍କ ପ୍ରଥମ ପସନ୍ଦ ।। ।
@biswajeetrout-bg2wm
@biswajeetrout-bg2wm Месяц назад
I like your statement bro .@
@biswajeetrout-bg2wm
@biswajeetrout-bg2wm Месяц назад
It also a real truth
@SumantaKumarPradhan-dm1tk
@SumantaKumarPradhan-dm1tk Месяц назад
ସଂଗ୍ରାମ୍ ବାବୁ, ଆପଣ 'କନକ ନ୍ୟୁଜ୍' କାହିଁକି ଛାଡ଼ିଲେ.?
@pradeepkumardas2824
@pradeepkumardas2824 Месяц назад
ସୌମ୍ୟ ବାବୁ ଜଣେ ସ୍ଵାଧୀନ ଚେତା ଲୋକ।ତାଙ୍କର ବିବେକ ଅଛି। ଧନ ଓ ପ୍ରତିଷ୍ଠା ଲୋଭରେ ସେ ସତ୍ୟ କୁ ବଳି ପକାଇ ନାହାନ୍ତି।ତେଣୁ ରାଜନୀତିରେ ଚା ଟୁ କାରିତା କରି ପାରି ନାହାଁନ୍ତି।
@nabakishorelenka1915
@nabakishorelenka1915 24 дня назад
Argus studio ରେ Soumya Ranjan Pattnaik Sir ଙ୍କ ସହିତ ଖୋଲା କଥା ବହୁତ୍ ସୁନ୍ଦର୍ ଲାଗିଲା।
@gyanabratamohanty4219
@gyanabratamohanty4219 Месяц назад
ସ୍ୱାଧୀନ ଚେତା, ସ୍ପଷ୍ଟବାଦୀ ( ସୌମ୍ୟ ବାବୁଙ୍କ ସହ ) ସମସ୍ତ ନେତାଙ୍କୁ ବିଭିନ୍ନ ବାହାନାରେ ବିଦା କରି ନବୀନ ବାବୁ ପାଣ୍ଡିଆନଙ୍କୁ ଏକଛତ୍ରବାଦୀ ରାଜା କରିବାକୁ - କଳ ବଳ କୌଶଳ ଓ ମଦ ଟଙ୍କା ବାଣ୍ଟିବାକୁ ଅଖଣ୍ଡ କ୍ଷମତା ଦେଇଥିଲେ, କିନ୍ତୁ ପ୍ରଭୁ ଜଗନ୍ନାଥ ହିଁ ହସ୍ତକ୍ଷେପ କରି ସବୁ ଓଲଟ ପାଲଟ କରିଦେଲେ | 👍👍🙏🙏🙏
@arabindatripathy115
@arabindatripathy115 Месяц назад
Somya patnayak bahut bhala Manisha Jane
@Lucky-sk3lo
@Lucky-sk3lo Месяц назад
ସୌମ୍ୟବାବୁ ଜଣେ ସୁବକ୍ତା ବିଜ୍ଞ ସଫଳ ଉଦ୍ୟଗି ମୁଁ ସମ୍ମାନ କରି frm kothaghar patana block keonjhar odisha Rabindranath mahanta
@alekhakumarsahu7529
@alekhakumarsahu7529 Месяц назад
Wise and learned man always blame Carpenter but not tools.
@nbvlogs6405
@nbvlogs6405 Месяц назад
Correct 💯
@l.p.rajguru1681
@l.p.rajguru1681 Месяц назад
ସୌମ୍ୟ ବାବୁ ଗୋଟିଏ ବୈଦୁତିକ ଗଣ ମାଧ୍ୟମରେ କହିଥିଲେ ଯେ ସେ ବିଜେଡି କୁ ଯିବେନି କାରଣ ନବୀନ ବାବୁ ଓଡିଆ ଭାଷା ଜାଣିନାହାନ୍ତି କି କହିବାକୁ ଇଛୁକ ନୁହଁନ୍ତି
@SsPix23
@SsPix23 Месяц назад
Naveen ସରକାର ଦୁର୍ନୀତି ର ସରକାର
@rabindrananda943
@rabindrananda943 Месяц назад
Abov all Somya Babu is a very good man
@sushamadash8383
@sushamadash8383 Месяц назад
Corruption, Gundagardi, Odisha loot, Arajakta in 25 years of Nabin Pattanaik sarkar ends.Our chief minister Mr Mohan Majhi is a very polite, popular and general man like four crore Odia.🎉🎉 Jay shree Jagannath ji ki 🌷🙏, Jay shree Ram ji ki 🌷🙏.
@shimantasethi9233
@shimantasethi9233 Месяц назад
ବାବୁ ରାଜ୍ ଶାସନ ର ଅନ୍ତ ହେଲା, ତେଣୁ ଆମେ ବହୁତ ଖୁସି।
@ganeswarbehera-fj6yu
@ganeswarbehera-fj6yu Месяц назад
ଆପଣ ଙ୍କ ଉପଯୁକ୍ତ ନ୍ୟାୟକ ଧାରାକୁ ସ୍ଵାଗତ କରୁଛି । ଧନ୍ୟବାଦ, ଜୟ ଜଗନ୍ନାଥ ।
@dillipkumarmohapatra7450
@dillipkumarmohapatra7450 Месяц назад
100%Right
@chandrakantsutar2922
@chandrakantsutar2922 Месяц назад
Soumya Bhai....is a good human being ❤
@rajibgopalswain2432
@rajibgopalswain2432 Месяц назад
ଭଲ ଲାଗିଲା❤
@dinabandhubehera6051
@dinabandhubehera6051 Месяц назад
Thanks to both
@chaturamahanta013
@chaturamahanta013 Месяц назад
Navin hi dayi. Lokanka Saha misile nahi, durniti Kari Baku mantri, netaku sujog dele, jadiba Neta mantri durniti kale se manaku bahar kale nahi, ketejana nariku Naya dele nahi.
@bijaylaxmipanda6402
@bijaylaxmipanda6402 Месяц назад
Excellent 👌👌❤👍👍
@sudeepkumardian1548
@sudeepkumardian1548 Месяц назад
ବିଜେଡିରେ ଯୋଗ ଦେଲାପରେ କୃଷକ ମାନଙ୍କ କଥା ଚିଟଫଣ୍ଡ କଥା ଆପଣ ଭୁଲିଗଲେ କିଛି କ୍ଷମତା ପାଈଁ. ୟା ଉପରେ ଆପଣ ଯେତେ clarification ଦେଲେ ମଧ୍ୟ ସତ ଯାହା ତାହା ସତ. ସାଧାରଣ ଲୋକଙ୍କ ଭାବାବେଗ ସହିତ ଖେଳିବା କ୍ଷମତାଲୀପଶୁ ଧନୀ ରାଜନେତା ମାନଙ୍କର ଅଭ୍ୟାସ. ସେଥିପାଇଁ ଭୋଟର ସବୁବେଳପାଇଁ ତାଙ୍କ ଉପରେ ବିଶ୍ୱାସ ରଖନ୍ତି ନାହିଁ
@subratray1653
@subratray1653 Месяц назад
SUBIDHA BADI LEADER 😂😂
@dinabandhutarai49
@dinabandhutarai49 Месяц назад
ସୌମ୍ୟ ସାର୍ ପ୍ରଣାମ ଆପଣକଂ ନିର୍ଭୀକତା ପାଇଁ ଆପଣଙ୍କୁ ଅନୁରୋଧ ଆପଣ ଦୟାକରି ଓଡ଼ିଶାର ମଙ୍ଗଳ ପାଇଁ ଆପଣକଂର ପୂର୍ବ ଦଳ BJP କୁ ଫେରି ଆସନ୍ତୁ।
@janakiballavdash806
@janakiballavdash806 Месяц назад
This official controlled politics begun with stoicness of netas & other officers. Where's IAS assn which came always. But when AIS rule were openly violated why all higher up reason silents? It's fear or lure to get posts or money 🙏🍁
@NoxRohan-cc4tx
@NoxRohan-cc4tx Месяц назад
Right katha nabin Sir hin dai
@thirdeye9492
@thirdeye9492 Месяц назад
କିଛି କଥା କିଛି ବ୍ୟଥା... ସମାଜ ତେଜି ଆତ୍ମ ଚିନ୍ତା... ଜାତି ଗଲା ପେଟ ପୁରିଲାନି ଆଉ କି କଲମ ଧରିବନି??? ମାଟି ମା' ପାଇଁ ଲେଖ ଏଥର ଗଣ ଚେତନାକୁ କର ଭାସ୍ଵର ❤️💚 .
@manojmohapatra9938
@manojmohapatra9938 Месяц назад
Excellent
@SarojKumar-iv6wu
@SarojKumar-iv6wu Месяц назад
ସୌମ୍ୟ ରଞ୍ଜନ ପଟ୍ଟନାୟକ ସାର୍ ଯାହା କହିଲେ 100%ଠିକ୍
@padmacharanpatnaik7959
@padmacharanpatnaik7959 Месяц назад
Excellent interview with all its profoundity. My special congratulations to the journalist for his high standard questions with thorough preparation.
@prahalladmahunta887
@prahalladmahunta887 Месяц назад
ଓଡ଼ିଶାର ଜଣେ ନିର୍ଭୀକ ସାମ୍ବାଦିକ, ରାଜନେତା ଓ ସମାଜସେବୀ ଭାବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ସାରା ଓଡ଼ିଶାରେ ପରିଚିତ। କିନ୍ତୁ ଗୋଟିଏ ନିଷ୍ପତି ତାଙ୍କୁ ପଶ୍ଚାତାପ କରିବାକୁ ପଡିବ ସେଇଟା ହେଉଛି ସେ ବିଜେଡି ରେ ଯୋଗ ଦେବା। ସେ ଯେଉଁଥିପାଇଁ ବିଜେଡି ରେ ଯୋଗ ଦେଇଥିଲେ ତାହା ପୂରଣ ହୋଇଛି କି ନାହଁ ସେ କହି ପାରିବେ। କିନ୍ତୁ ତାଙ୍କ ଜୀବନରେ ବହୁତ କ୍ଷତି ସହିବାକୁ ପଡିଛି। ଏହା ନିଶ୍ଚିତ ସତ୍ୟ।
@ravindrakumarsahu6673
@ravindrakumarsahu6673 Месяц назад
You are right sir 🙏🙏🙏
@dagreswargoud
@dagreswargoud Месяц назад
କୁହ ଓଡ଼ିଶାବାସୀ,ଶୁଣ ଓଡ଼ିଶାବାସୀ,ଦେଖ ଓଡ଼ିଶାବାସୀ କ'ଣ କିଛି ମିଛ କହୁଛନ୍ତି କି ?( ସରକାର ପରିବର୍ତ୍ତନର କାରଣ ନୁହେଁ କି )
@skmohapatra-kj3vu
@skmohapatra-kj3vu Месяц назад
Soumya Ranjan babu is better than badri patra
@pnathlon9240
@pnathlon9240 Месяц назад
ThankQ samya Babu ଅନୁଭବି leader
@nabakishorelenka1915
@nabakishorelenka1915 24 дня назад
ସୌମ୍ୟ ସାର୍ ମିଡିଆ ଜଗତରେ ଏକ ଝଡ ରାଜନୀତି ରେ ଏକ ସ୍ପଷ୍ଟ ବାଦି ନେତା। BJD ର ପତନ ପୁର୍ବରୁ ଯଦି କୌଣସି ନେତା BJD ର ଏକଛତ୍ରବାଦ ଶାସନ ବିରୁଦ୍ଧରେ ନିର୍ଭୀକ ଭାବରେ ସ୍ବର ଉତ୍ତୋଳନକରିବା ସହିତ ଲଢେଇ କରିଥଲେ ସେ ହେଉଛନ୍ତି ସୌମ୍ୟ ସାର୍। ଅନ୍ତରରୁ ସଲାମ୍ କରୁଛି 🙏🙏
@c2roffical977
@c2roffical977 Месяц назад
Nice podcast
@radhakrishanrana2263
@radhakrishanrana2263 Месяц назад
jai jagannath.sabu tankari ichha
@simantinijena959
@simantinijena959 Месяц назад
ଭଲ ଲାଗିଲା ଆପଣଂକ ଧୂରୀଣ... ପ୍ରଶ୍ନ ବାଣ... କିନ୍ତୁ ଶାଳୀନ୍ୟତା ଥିଲା... ସୁନ୍ଦର ଉପସ୍ଥାପନା 🙏🏻
@birendrasahoo4365
@birendrasahoo4365 Месяц назад
ସୁମ୍ୟରଞ୍ଜନ sir best 🙏
@niranjanpuri3534
@niranjanpuri3534 Месяц назад
Samya babu is great
@UtkalikaPradhan-ds6bl
@UtkalikaPradhan-ds6bl Месяц назад
Bahut vala katha
@dillipkumarsahoo1133
@dillipkumarsahoo1133 Месяц назад
ସ୍ବାର୍ଥ ପର ରେ ବାଇଆ ମନ 😭🤪🤣😂
@lelins300
@lelins300 Месяц назад
Yeh sir harile Election commission pain Dui candidates ko same Tempo sign deithile kemiti jitibe
@dr.digarajbrahma113
@dr.digarajbrahma113 Месяц назад
Excellent interview . .Regards to Saumya bahu .
@bangshi8140
@bangshi8140 Месяц назад
Thank you Saumyaranjan Pattanayak
@prafullasahoo1199
@prafullasahoo1199 Месяц назад
Very straight forward Leader.
@nababarika4028
@nababarika4028 Месяц назад
Every episodes of Soumaya Ranjan Pattnaik is very important
@user-lb3xt6mc6m
@user-lb3xt6mc6m Месяц назад
Thank you soumya sir
@umeshchandrahota463
@umeshchandrahota463 Месяц назад
Soumya Babu is a good man
@user-cu8pb7he6x
@user-cu8pb7he6x Месяц назад
Bahut sundar upastapana.
@shantiswarupapati8366
@shantiswarupapati8366 Месяц назад
Odisha's best ideal person,🙏🙏🙏👏👏👏👍👍👍💯perfect person
@pradeepbrahma1959
@pradeepbrahma1959 Месяц назад
ବହୁତ୍ ବଢିଆ ବହୁତ୍ ବଢିଆ ।
@satyanandanaik5802
@satyanandanaik5802 Месяц назад
Right
@simanchalratha8225
@simanchalratha8225 Месяц назад
I like Mr Pattanayak's eloquence and style of narration , facial gesture and punctuation in tone
@soumyaranjanpatra3111
@soumyaranjanpatra3111 Месяц назад
This video very clearly
@kishordash7365
@kishordash7365 Месяц назад
Thanks Sangram Sadangi Sir🎉🎉
@dushasanswain9001
@dushasanswain9001 Месяц назад
👍👍👏🏻👏🏻
@archananayak5908
@archananayak5908 Месяц назад
Good personality 🙏🙏🙏
@prafullasahoo1199
@prafullasahoo1199 Месяц назад
Thanks for your frankness.
@chandanpatnaik3518
@chandanpatnaik3518 Месяц назад
Soumya sir extraordinary man ..speak like sardar Patel ji as usually
@jnanaranjanbarik5178
@jnanaranjanbarik5178 6 дней назад
ଓଡ଼ିଶା ରାଜନୀତି, ଭାଷା ସାହିତ୍ୟ ଓଡ଼ିଆ ଅସ୍ମିତା ର ଯୁଗପୁରୁଷ ସୌମ୍ୟରଞ୍ଜନ ପଟ୍ଟନାୟକ 🙏
@PrabodhaReformation
@PrabodhaReformation Месяц назад
🙏💐Jay Jagannath 💐🙏
@bijayapanda7586
@bijayapanda7586 Месяц назад
👍💯
@lalitmishra3693
@lalitmishra3693 Месяц назад
Good journalism
@mpanda81
@mpanda81 Месяц назад
I am blessed to get your blessings
@saratgouda-ys7nm
@saratgouda-ys7nm Месяц назад
U are great sir
@rameshchandrajena9319
@rameshchandrajena9319 Месяц назад
ସୌମ୍ୟ sir ହେଲେ ଓଡିଶା ଦ୍ୱିତୀୟ ମଧୁବାବୁ, ମହାକଳି କାଳରେ ଓଡିଶା ବାସି ତାଙ୍କୁ ଠିକ ଚିହିଁ ପାରୁନାହାନ୍ତି, ସମୟ ଅଛି ଓଡିଶା ବାସି ତାଙ୍କୁ ଠିକ ସେ ବୁଝନ୍ତୁ
@hemantkumarsingh1387
@hemantkumarsingh1387 Месяц назад
Very nice episode.
@AshokPanda-qt4qn
@AshokPanda-qt4qn Месяц назад
Dhanyabada Somya Babu Apana Prakrutre Oriya ra Sanskruti ra karndhar Sanad Apnkar Nauka boli mor Bhabana Bandey Utkal Janani 🙏
@AshokPanda-qt4qn
@AshokPanda-qt4qn Месяц назад
SAMAD Apankar Nauka Apana tar Nauri
@ashiskumargochhayat7764
@ashiskumargochhayat7764 Месяц назад
Jay tetiskoti deva devi
@nabakishoresamal7085
@nabakishoresamal7085 Месяц назад
High class podcast
@umeshchandrahota463
@umeshchandrahota463 Месяц назад
Good man3
Далее
D3 LiXiang L6 Машина Года 2025?
15:14
Просмотров 212 тыс.
Smart Sigma Kid #funny #sigma #memes
00:26
Просмотров 9 млн
Nikhil Kamath x Ranbir Kapoor | People by WTF Ep #2
1:50:31
Nabin Nka Charcha With Berhampur MP Pradeep Panigrahi
45:16
D3 LiXiang L6 Машина Года 2025?
15:14
Просмотров 212 тыс.